ଦିତୀୟ ରାଜାବଳୀ Chapter 2

For English

Read ଦିତୀୟ ରାଜାବଳୀ Chapter 2 Online

Read ଦିତୀୟ ରାଜାବଳୀ Chapter 2 online from the Holy Bible. This chapter is part of the Book of ଦିତୀୟ ରାଜାବଳୀ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଦିତୀୟ ରାଜାବଳୀ and the Holy Bible online.

Choose a Chapter

ଦିତୀୟ ରାଜାବଳୀ 2

ଅଧ୍ୟାୟ 2

1. ଅନନ୍ତର ସଦାପ୍ରଭୁ ଏଲିଯଙ୍କୁ ଘୂର୍ଣ୍ଣିବାଯୁ ରେ ସ୍ବର୍ଗକୁ ଘନେିୟିବାକୁ ଉଦ୍ଯତ ଥିଲେ, ଏଲିଯ ଓ ଇଲୀଶାୟ ଗିଲ୍ଗଲଠାରୁ ସମାନଙ୍କେର ରାସ୍ତା ରେ ଥିଲେ।

2. ଏଲିଯ ଇଲୀଶାୟକୁ କହିଲେ, "ମୁଁ ବିନଯ କରୁଛି ଏଠା ରେ ରୁହନ୍ତୁ, କାରଣ ସଦାପ୍ରଭୁ ମାେତେ ବୈଥଲକେୁ ୟିବାକୁ କହିଛନ୍ତି।"

3. ବୈଥଲରେ ଦଳେ ଭବିଷ୍ଯଦ୍ବକ୍ତା ଇଲୀଶାୟଙ୍କ ପାଖକୁ ଆସିଲେ ଓ କହିଲେ, "ଆଜି ସଦାପ୍ରଭୁ ତୁମ୍ଭ ମହାଶୟଙ୍କୁ ତୁମ୍ଭଠାରୁ ନଇେଯିବେ ବୋଲି ତୁମ୍ଭେ କ'ଣ ଜାଣ ନାହିଁ?"

4. ଏଲିଯ ଇଲୀଶାୟକୁ କହିଲେ, "ମୁଁ ବିନଯ କରୁଛି ତୁମ୍ଭେ ଏଠା ରେ ଥାଅ, କାରଣ ସଦାପ୍ରଭୁ ମାେତେ ଯିରୀହାକେୁ ପଠାଇଛନ୍ତି।"

5. ଯିରୀହାରେ ଦଳେ ଭବିଷ୍ଯଦ୍ବକ୍ତା ଇଲୀଶାୟ ନିକଟକୁ ଆସି କହିଲେ, "ତୁମ୍ଭେ କ'ଣ ଜାଣନାହିଁ ସଦାପ୍ରଭୁ ତୁମ୍ଭର ମହାଶୟଙ୍କୁ ତୁମ୍ଭଠାରୁ ଆଜିଠାରୁ ନଇେଯିବେ?"

6. ଏଲିଯ ଇଲୀଶାୟଙ୍କୁ କହିଲେ, "ମୁଁ ବିନଯ କରୁଛି, ତୁମ୍ଭେ ଏହିଠା ରେ ଥାଅ, କାରଣ ସଦାପ୍ରଭୁ ମାେତେ ୟର୍ଦ୍ଦନ ନଦୀକୁ ପଠାଇଛନ୍ତି।"

7. ପୁନଶ୍ଚ ଭବିଷ୍ଯଦ୍ବକ୍ତାମାନଙ୍କର ପୁତ୍ରମାନଙ୍କ ମଧ୍ଯରୁ ପଗ୍ଭଶ ଜଣ ତାଙ୍କର ପଶ୍ଚାଧାବନ କଲେ। ଏଲିଯ ଓ ଇଲୀଶାୟ ୟର୍ଦ୍ଦନ ନଦୀ ନିକଟକୁ ୟାଇ ଠିଆ ହେଲେ। ଆଉ ସେ ପଗ୍ଭଶ ଲୋକ ସମାନଙ୍କେଠାରୁ ଦୂର ରେ ଛିଡା ହେଲେ।

8. ଏଲିଯ ଆପଣା କୋଟ ନଇେ ଏକତ୍ର ଗୁଡାଇ ଠିଆ ହାଇେ ପାଣିକୁ ଆଘାତ କଲେ। ତହିଁରେ ଜଳ ଦକ୍ଷିଣ ଓ ବାମକୁ ଦୁଇଭାଗ ହାଇଗେଲା ଓ ସେ ଦୁ ହେଁ ଶୁଷ୍କ ଭୂମି ଦଇେ ନଦୀ ପାର ହେଲେ।

9. ନଦୀ ପାରି ହେଲାପରେ ଏଲିଯ ଇଲୀଶାୟଙ୍କୁ କହିଲେ, "ପରମେଶ୍ବର ମାେତେ ତୁମ୍ଭଠାରୁ ନବୋ ପୂର୍ବରୁ, ମାଠାରୁେ ତୁମ୍ଭେ କ'ଣ ଗ୍ଭହୁଁଛ ମାଗ।"

10. ଏଲିଯ କହିଲେ, "ତୁମ୍ଭେ ଏକ କଷ୍ଟକର ବିଷଯ ମାଗିଲ। ତଥାପି ମୁଁ ତୁମ୍ଭ ନିକଟରୁ ନଇୟିବୋ ବେଳେ, ତୁମ୍ଭେ ଯଦି ମାେତେ ଦେଖିବ ତବେେ ତୁମ୍ଭପ୍ରତି ତାହା ଘଟିବ, କିନ୍ତୁ ତୁମ୍ଭେ ଯଦି ମାେତେ ଦେଖିବ ନାହିଁ, ତାହାହେଲେ ସପରେି ଘଟିବ ନାହିଁ।"

11. ଏହିପରି ସେ ଦୁ ହେଁ ଏକତ୍ର କଥାବାର୍ତ୍ତା ହାଇେ ଯାଉଥିବା ବେଳେ ହଠାତ୍ ଏକ ଅଗ୍ନିମଯ ରଥ ଓ ଅଗ୍ନିମଯ ଅଶ୍ବମାନ ଉପସ୍ଥିତ ହେଲେ ଏବଂ ସେ ଦୁହିଁଙ୍କୁ ପୃଥକ୍ କଲେ। ତା'ପରେ ଏଲିଯ ଘୂର୍ଣ୍ଣିବାଯୁ ରେ ସ୍ବର୍ଗାରୋହଣ କଲେ।

12. ଇଲୀଶାୟ ତାହା ଦେଖି ଉଚ୍ଚ ସ୍ବର ରେ ରୋଦନ କରି କହିଲେ, " ହେ ମାରେ ପିତା! ହେ ମାରେପିତା! ହେ ଇଶ୍ରାୟେଲର ରଥ ଓ ତହିଁର ଅଶ୍ବାରୋହୀଗଣ!"

13. ଏଲିଯଙ୍କ କୋଟ ଭୂମିରେ ପଡିଲାମାତ୍ ରେ ଇଲୀଶାୟ ତାକୁ ଉଠାଇ ନେଲେ। ତା'ପରେ ସେ ୟର୍ଦ୍ଦନ ନଦୀ ତୀର ରେ ଛିଡା ହାଇେ ପାଣିକୁ ଆଘାତ କରି କହିଲେ, "ଏଲିଯଙ୍କର ପରମେଶ୍ବର, ସଦାପ୍ରଭୁ କେଉଁଠା ରେ ଅଛନ୍ତି?"

14. ଇଲୀଶାୟ ଜଳକୁ ଆଘାତ କରନ୍ତେ, ଜଳ ଦକ୍ଷିଣ ଓ ବାମକୁ ଦୁଇଭାଗ ହାଇଗେଲା ଏବଂ ଇଲୀଶାୟ ନଦୀ ପାର ହେଲେ।

15. ଯେତବେେଳେ ଯିରୀହାେ ନିବାସୀ ଭବିଷ୍ଯଦ୍ବକ୍ତାଙ୍କ ପୁତ୍ରମାନଙ୍କ ମଧ୍ଯରୁ ଦଳେ ଇଲୀଶାୟଙ୍କୁ ଦେଖି କହିଲେ, "ଏଲିଯଙ୍କ ଆତ୍ମା ଇଲୀଶାୟଙ୍କ ଉପରେ ବର୍ତ୍ତିଲା।" ତେଣୁ ଇଲୀଶାୟ ନିକଟକୁ ଆସି ତାଙ୍କୁ ଭୂମିଷ୍ଠ ପ୍ରଣାମ କଲେ।

16. ସମାନେେ ତାଙ୍କୁ କହିଲେ, " ଦେଖ, ଆମ୍ଭ ସହିତ ପଗ୍ଭଶ ବଳବାନ୍ ଲୋକ ଅଛନ୍ତି। ଆମ୍ଭେ ବିନଯ କରୁଛୁ, ସମାନଙ୍କେୁ ତୁମ୍ଭର ମହାଶୟଙ୍କୁ ଖାଜେିବା ରେ ୟିବାକୁ ଦିଅ। ହାଇପୋ ରେ ସଦାପ୍ରଭୁଙ୍କ ଆତ୍ମା ତାଙ୍କୁ ଉର୍ଦ୍ଧ୍ବକୁ ନଇେ କୌଣସି ପର୍ବତ କି ଉପତ୍ୟକା ଉପରେ ପକାଇ ଦଇେଥିବେ।"

17. ତା'ପରେ ସେ ବିହ୍ବଳ ହବୋ ପର୍ୟ୍ଯନ୍ତ ତାଙ୍କୁ ସମାନେେ ପ୍ରବର୍ତ୍ତାନ୍ତେ, ସେ କହିଲେ, "ଭଲ କଥା, ଏଲିଯଙ୍କୁ ଖାଜେିବାକୁ ଲୋକ ପଠାଅ।"

18. ପୁଣି ସମାନେେ ଯିରୀହାେ ରେ ଇଲୀଶାୟ ନିକଟକୁ ୟାଇ କହିଲେ, " ସମାନେେ ଏଲିଯଙ୍କୁ ପାଇଲେ ନାହିଁ। ଏଥି ରେ ଇଲୀଶାୟ କହିଲେ, "ତୁମ୍ଭମାନଙ୍କୁ ନ ୟିବା ପାଇଁ ମୁଁ କହିଥିଲି।"

19. ନଗରର ଲୋକମାନେ ଇଲୀଶାୟ ନିକଟକୁ ୟାଇ କହିଲେ, "ମହାଶୟ ତୁମ୍ଭେ ଦେଖିପାରିବ ଯେ, ଏହି ନଗରଟି ଅତି ସୁନ୍ଦର ଭାବରେ ଅବସ୍ଥିତ ଅଛି। ମାତ୍ର ଏହାର ଜଳ ଅତ୍ଯନ୍ତ ଦୁଶିତ ହାଇୟୋଇଛି, ତେଣୁ ଭୂମି ଉତ୍ତମ ଶସ୍ଯ ଦେଉନାହିଁ।"

20. ଇଲୀଶାୟ କହିଲେ, " ମାେତେ ଗୋଟିଏ ନୂତନ ପାତ୍ର ଆଣି ଦିଅ ଓ ତହିଁରେ କିଛି ଲୁଣ ରଖ।"

21. ତତ୍ପରେ ଇଲୀଶାୟ ଜଳ ନିର୍ଝରର ଉତ୍ପତ୍ତି ସ୍ଥଳକୁ ୟାଇ ଲବଣକୁ ଜଳ ରେ ପକାଇଲେ ଓ କହିଲେ, "ସଦାପ୍ରଭୁ ଏହି କଥା କୁହନ୍ତି, 'ମୁଁ ଏହି ଜଳକୁ ଶୁଦ୍ଧ କଲି। ଏଣିକି ଆଉ ତାହା ମୃତ୍ଯୁର କାରଣ ହବେ ନାହିଁ କିଅବା ଜମି ରେ ଅଙ୍ଗୁର ବଢାଇବାର ବାଧକ ହବେନାହିଁ।"'

22. ଜଳ ନିର୍ମଳ ହେଲା। ଇଲୀଶାୟଙ୍କ ବାକ୍ଯାନୁସା ରେ ତାହା ଆଜି ପର୍ୟ୍ଯନ୍ତ ନିର୍ମଳ ରହିଅଛି।

23. ଅନନ୍ତର ଇଲୀଶାୟ ବୈଥଲକେୁ ଗଲେ। ସେ ବାଟରେ ଯାଉଥିବା ବେଳେ କେତକେ କ୍ଷୁଦ୍ର ବାଳକ ନଗର ବାହାରକୁ ଆସି ତାଙ୍କୁ ପରିହାସ କରି ଚିତ୍କାର କଲେ, "ଆ ରେ ଚନ୍ଦା ମୁଣ୍ତିଆ! ଉପରକୁ ୟା, ଆ ରେ ଚନ୍ଦା ମୁଣ୍ତିଆ ଉପରକୁ ୟା!"

24. ଇଲୀଶାୟ ପଛକୁ ଗ୍ଭହିଁ ବାଳକମାନଙ୍କୁ ଦେଖିଲେ। ସେ ସଦାପ୍ରଭୁଙ୍କ ନାମ ରେ ସମାନଙ୍କେୁ ଅଭିଶାପ ଦେଲେ। ତା'ପରେ ଦୁଇଟି ଭଲ୍ଲୁକ ଜଙ୍ଗଲରୁ ଆସି ସମାନଙ୍କେୁ ଆକ୍ରମଣ କଲେ ଓ ସମାନଙ୍କେ ମଧ୍ଯରୁ ବଯାଳିଶ ଜଣଙ୍କୁ ଧରି ଚିରି ପକାଇଲେ।

25. ଏହାପରେ ଇଲୀଶାୟ ବୈଥଲରେୁ କର୍ମିଲ ପର୍ବତକୁ ଓ ସଠାରୁେ ଶମରିଯାକୁ ଗଲେ।

About ଦିତୀୟ ରାଜାବଳୀ Chapter 2

Read ଦିତୀୟ ରାଜାବଳୀ Chapter 2 online from the Holy Bible. This chapter is part of the Book of ଦିତୀୟ ରାଜାବଳୀ in the Old Testament. Continue reading with the chapter navigation above or explore the complete book.

Book Information

Book: ଦିତୀୟ ରାଜାବଳୀ
Chapter: 2
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଦିତୀୟ ରାଜାବଳୀ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଦିତୀୟ ରାଜାବଳୀ Chapter 2 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଦିତୀୟ ରାଜାବଳୀ Chapter 2?

ଦିତୀୟ ରାଜାବଳୀ Chapter 2 is part of the Book of ଦିତୀୟ ରାଜାବଳୀ in the Holy Bible.

Can I read this chapter online?

Yes. You can read the complete ଦିତୀୟ ରାଜାବଳୀ Chapter 2 online for free with easy chapter navigation.

More Chapters from ଦିତୀୟ ରାଜାବଳୀ

  1. ଦିତୀୟ ରାଜାବଳୀ Chapter 22
  2. ଦିତୀୟ ରାଜାବଳୀ Chapter 18
  3. ଦିତୀୟ ରାଜାବଳୀ Chapter 23
  4. ଦିତୀୟ ରାଜାବଳୀ Chapter 15
  5. ଦିତୀୟ ରାଜାବଳୀ Chapter 4
  6. ଦିତୀୟ ରାଜାବଳୀ Chapter 25
  7. ଦିତୀୟ ରାଜାବଳୀ Chapter 16

Explore More from ପୁରାତନ ନିୟମ

  1. ଯୋୟେଲ Chapter 1
  2. ଦିତୀୟ ରାଜାବଳୀ Chapter 20
  3. ଯିରିମିୟ Chapter 52
  4. ଯିହିଜିକଲ Chapter 23
  5. ପ୍ରଥମ ଶାମୁୟେଲ Chapter 8
  6. ଗଣନା ପୁସ୍ତକ Chapter 16
  7. ହିତୋପଦେଶ Chapter 24

Related Chapters & Readings

  1. ଉପଦେଶକ Chapter 12
  2. ଦିତୀୟ ରାଜାବଳୀ Chapter 1
  3. ଗୀତସଂହିତା Chapter 4
  4. ଗୀତସଂହିତା Chapter 55
  5. ଉପଦେଶକ Chapter 11
  6. ଦିତୀୟ ବଂଶାବଳୀ Chapter 30
  7. ଯୋହନ Chapter 6
Share Your Love

Leave a Reply

Your email address will not be published. Required fields are marked *