ଆୟୁବ Chapter 40

For English

Read ଆୟୁବ Chapter 40 Online

Read ଆୟୁବ Chapter 40 online from the Holy Bible. This chapter is part of the Book of ଆୟୁବ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଆୟୁବ and the Holy Bible online.

Choose a Chapter

ଆୟୁବ 40

ଅଧ୍ୟାୟ 40

1. ସଦାପ୍ରଭୁ ଆୟୁବକୁ ଉତ୍ତର ଦଇେ କହିଲେ,

2. "ଆୟୁବ, ତୁମ୍ଭେ ସର୍ବଶକ୍ତିମାନ ପରମେଶ୍ବରଙ୍କ ସହିତ ୟୁକ୍ତି କରୁଛ। ଆମ୍ଭେ ଭୁଲ କରିଛୁ ବୋଲି ତୁମ୍ଭେ ବିଚାର କରିଛ, କ'ଣ ସ୍ବୀକାର କରିବ ଯେ ତୁମ୍ଭେ ଭୁଲ କରିଛ ବୋଲି, ତୁମ୍ଭେ ମାେତେ ଉତ୍ତର ଦିଅ।

3. ତା'ପରେ ଆୟୁବ ପରମେଶ୍ବରଙ୍କୁ ଉତ୍ତର ଦଇେ କହିଲା,

4. ମୁଁ ଅତି ନିକୃଷ୍ଟ କଥା କହିବାକୁ ! ମୁଁ ବା ତୁମ୍ଭକୁ କି ଉତ୍ତର ଦବେି ? ମୁଁ ତୁମ୍ଭକୁ ଉତ୍ତର ଦଇେ ପାରିବି ନାହିଁ। ମୁଁ ମାରେ ହାତଦ୍ବାରା ମାରେ ମୁହଁ ବନ୍ଦ କରିବି।

5. ମୁଁ କହିଛି କିନ୍ତୁ ଆଉ ଥରେ କ ହେ ନାହିଁ। ମୁଁ ଦୁଇଥର କହିଛି କିନ୍ତୁ ତା'ଠାରୁ ଅଧିକ କିଛି କହିପାରିବି ନାହିଁ।

6. ତା'ପରେ ସଦାପ୍ରଭୁ ଆୟୁବକୁ ସହେି ଝଡ଼ ଭିତରୁ ଉତ୍ତର ଦେଲେ। ସଦାପ୍ରଭୁ କହିଲେ,

7. ଆୟୁବ, କଟୀବନ୍ଧନ କରି ଜଣେ ମନୁଷ୍ଯ ପରି। ଏବଂ ମୁଁ ଯାହା ପ୍ରଶ୍ନ କରିବି ତା'ର ଉତ୍ତର ଦବୋକୁ ପ୍ରସ୍ତୁତ ହୁଅ।

8. ଆୟୁବ, ତୁମ୍ଭେ କ'ଣ ଭାବୁଛ ମୁଁ ନ୍ଯାଯୀ ନୁହେଁ ? ତୁମ୍ଭେ କହୁଛ ମୁଁ ଅପରାଧୀ ଭୁଲ କାମ କରି ୟଦ୍ବାରା ତୁମ୍ଭେ ନିରୀହ ପ୍ରମାଣିତ ହବେ।

9. ତୁମ୍ଭର ବାହୁ କ'ଣ ପରମେଶ୍ବରଙ୍କ ବାହୁ ତୁଲ୍ଯ ? ତୁମ୍ଭର କ'ଣ ପରମେଶ୍ବରଙ୍କ ଭଳି କଣ୍ଠସ୍ବର ରହିଛି। ଯାହାକି ଘଡ଼ଘଡ଼ି ପରି ଗର୍ଜ୍ଜନ କରିପା ରେ।

10. ଯଦି ତୁମ୍ଭେ ପରମେଶ୍ବରଙ୍କ ପରି, ତା' ହେଲେ ତୁମ୍ଭେ ଗର୍ବ କରିପାର। ଯଦି ତୁମ୍ଭେ ପରମେଶ୍ବରଙ୍କ ସହ ସମକକ୍ଷ, ତା' ହେଲେ ତୁମ୍ଭେ ପରମେଶ୍ବରଙ୍କ ପରି ମହିମା ଓ ସମ୍ମାନର ବସ୍ତ୍ର ପରିଧାନ କରିପାର।

11. ଯଦି ତୁମ୍ଭେ ପରମେଶ୍ବରଙ୍କ ତୁଲ୍ଯ, ତା' ହେଲେ ତୁମ୍ଭେ ତୁମ୍ଭର କୋରଧ ପ୍ରକାଶ କରିପାର ଓ ଉଦ୍ଧତ ଲୋକମାନଙ୍କୁ ଦଣ୍ଡ ଦଇପୋର। ସହେି ଗର୍ବୀ ଲୋକମାନଙ୍କୁ ନମ୍ର କରାଅ।

12. ହଁ ଆୟୁବ, ସହେି ଗର୍ବୀ ଲୋକମାନଙ୍କୁ ଦେଖ ଏବଂ ସମାନଙ୍କେୁ ନମ୍ର କର। ଦୁଷ୍ଟମାନଙ୍କୁ ସମାନେେ ଛିଡ଼ା ହାଇେଥିବା ସ୍ଥାନ ରେ ହିଁ ଦଳି ଦିଅ।

13. ସବୁ ଗର୍ବୀ ଲୋକମାନଙ୍କୁ ମାଟି ରେ ପୋତିଦିଅ। ସମାନଙ୍କେର ଶରୀର ଗୁଡ଼ାଇ ଦିଅ ଏବଂ ସମୟ ଭିତ ରେ ରଖିଦିଅ।

14. ଆଯବ, ଯଦି ତୁମ୍ଭେ ଏସବୁ କରିପାରିବ ତା' ହେଲେ ମୁଁ ତୁମ୍ଭକୁ ପ୍ରଶଂସା କରିବି ଏବଂ ମୁଁ ସ୍ବୀକାର କରେ ଯେ, ନିଜର ଦକ୍ଷିଣ ହସ୍ତ ଯୋଗୁଁ ତୁମ୍ଭେ ନିଜକୁ ରକ୍ଷା କରିବାକୁ ସମର୍ଥ।

15. ଆୟୁବ, ତୁମ୍ଭେ ବ ହମୋେତକୁ ଦେଖ। ମୁଁ ପରମେଶ୍ବର, ସହେି ବ ହମୋେତକୁ ସୃଷ୍ଟି କରିଛି ଓ ତୁମ୍ଭକୁ ମଧ୍ଯ ମୁଁ ସୃଷ୍ଟି କରିଛି। ବ ହମୋେତ ଗାଈପରି ଘାସ ଖାଏ।

16. ବେ ହମୋେତର ଶରୀର ରେ ଅତ୍ଯଧିକ ଶକ୍ତି ଅଛି। ତା'ର ପାକସ୍ଥଳୀର ମାଂସପେଶୀ ଅତି ବଳିଷ୍ଠ।

17. ବ ହମୋେତର ଲାଞ୍ଜ ଏରସବୃକ୍ଷ ପରି ଶକ୍ତ। ତା'ର ଗୋଡ଼ର ମାଂସପେଶୀ ଅତି ଶକ୍ତ।

18. ବ ହମାେତର ହାଡ଼ସବୁ ତମ୍ବା ପରି ଅତି ଶକ୍ତ। ତା'ର ଗୋଡ଼ ଲୁହାଖମ୍ବ ଭଳି ଶକ୍ତ।

19. ବେ ହମୋେତ ପରମେଶ୍ବରଙ୍କ ସୃଷ୍ଟି ରେ ସର୍ବୋତ୍ତମ। ଅନ୍ୟ କହେି ଯଦି ତାକୁ ସୃଷ୍ଟି କରିଛି ବୋଲି ଦାବୀ କରେ, ତାକୁ ତା'ର ଶଡ୍ଗ ବାହାର କରି ଏହି ଦାବିକୁ ପ୍ରତିରକ୍ଷା କରିବାକୁ ଦିଅ।

20. ବ ହମୋେତ ପାହାଡ଼ ଉପରେ ଜନ୍ମିଥିବା ଘାସ ଖାଏ। ଯେଉଁଠା ରେ ଜଙ୍ଗଲୀ ପ୍ରାଣୀମାନେ ଖୋଜାବୁଲା କରନ୍ତି।

21. ବ ହମୋେତ ପଦ୍ମବନ ତଳେ ଶଯନ କରେ। ବ ହମୋେତ ନଳବଣ ରେ ନିଜକୁ ଲୁଚାଇ ରଖିପା ରେ।

22. ପଦ୍ମପତ୍ର ସବୁ ତା'ର ଛାଯା ରେ ବ ହମୋେତକୁ ଲୁଚାଇ ରଖିପା ରେ। ସେ ନଦୀ କୂଳ ରେ ଜନ୍ମିଥିବା ବାଇଶ ବୃକ୍ଷ ତଳେ ବାସ କରେ।

23. ଯଦି ନଦୀ ରେ ବନ୍ଯା ଆ ସେ ବ ହମୋେତ ସଠାରୁେ ପଳାଇୟିବ ନାହିଁ। ସେ ଭୟଭୀତ ହୁଏ ନାହିଁ। ଯଦିଓ ୟର୍ଦ୍ଦନ ନଦୀର ପାଣି ତା' ନାକ ପର୍ୟ୍ଯନ୍ତ ପହଁଞ୍ଚେ।

24. କହେି ମନୁଷ୍ଯ ବେ ହମୋେତର ଆଖିକୁ ଅନ୍ଧ କରିପା ରେ ନାହିଁ ଏବଂ ୟନ୍ତା ରେ ଧରିପା ରେ ନାହିଁ।

About ଆୟୁବ Chapter 40

Read ଆୟୁବ Chapter 40 online from the Holy Bible. This chapter is part of the Book of ଆୟୁବ in the Old Testament. Continue reading with the chapter navigation above or explore the complete book.

Book Information

Book: ଆୟୁବ
Chapter: 40
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଆୟୁବ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଆୟୁବ Chapter 40 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଆୟୁବ Chapter 40?

ଆୟୁବ Chapter 40 is part of the Book of ଆୟୁବ in the Holy Bible.

Can I read this chapter online?

Yes. You can read the complete ଆୟୁବ Chapter 40 online for free with easy chapter navigation.

More Chapters from ଆୟୁବ

  1. ଆୟୁବ Chapter 23
  2. ଆୟୁବ Chapter 21
  3. ଆୟୁବ Chapter 2
  4. ଆୟୁବ Chapter 12
  5. ଆୟୁବ Chapter 6
  6. ଆୟୁବ Chapter 35
  7. ଆୟୁବ Chapter 33

Explore More from ପୁରାତନ ନିୟମ

  1. ଦିତୀୟ ବଂଶାବଳୀ Chapter 13
  2. ଯାତ୍ରା ପୁସ୍ତକ Chapter 6
  3. ଦିତୀୟ ଶାମୁୟେଲ Chapter 16
  4. ଯିରିମିୟ Chapter 39
  5. ଯିହିଜିକଲ Chapter 25
  6. ଦିତୀୟ ବଂଶାବଳୀ Chapter 6
  7. ଯିଶାଇୟ Chapter 20

Related Chapters & Readings

  1. ଗୀତସଂହିତା Chapter 4
  2. ମୀଖା Chapter 2
  3. ମାଥିଉ Chapter 26
  4. ଦ୍ୱିତୀୟ ବିବରଣ Chapter 1
  5. ଗୀତସଂହିତା Chapter 30
  6. ଫିଲିପୀୟ Chapter 4
  7. 2 ତୀମଥି Chapter 2
Share Your Love

Leave a Reply

Your email address will not be published. Required fields are marked *