ଆଦି ପୁସ୍ତକ Chapter 37

For English

Read ଆଦି ପୁସ୍ତକ Chapter 37 Online

Read ଆଦି ପୁସ୍ତକ Chapter 37 online from the Holy Bible. This chapter is part of the Book of ଆଦି ପୁସ୍ତକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଆଦି ପୁସ୍ତକ and the Holy Bible online.

Choose a Chapter

ଆଦି ପୁସ୍ତକ 37

ଅଧ୍ୟାୟ 37

1. ଯାକୁବ କିଣାନ ଦେଶ ରେ ବାସ କଲେ। ଯେଉଁ ସ୍ଥାନ ରେ ତାଙ୍କର ପିତା ବାସ କରିଥିଲେ।

2. ଏହା ହେଉଛି ଯାକୁବ ପରିବାରର ଇତିହାସ।

3. ଯୋଷଫେ ତାଙ୍କ ପିତା ଯାକୁବଙ୍କର ବାର୍ଦ୍ଧକ୍ଯ ସମୟରେ ଜନ୍ମ ହାଇେଥିଲେ। ତେଣୁ ଯାକୁବ ଯୋଷଫଙ୍କେୁ ଅନ୍ୟ ପୁତ୍ରମାନଙ୍କଠାରୁ ଅଧିକ ଭଲ ପାଉଥିଲେ। ଯାକୁବ ଯୋଷଫଙ୍କେୁ ଏକ ବିଶଷେ କୋଟ୍ ବା ଅଙ୍ଗରଖା ଦଇେଥିଲେ। ଯାହା ନାନା ରଙ୍ଗ ରେ ବର୍ଣ୍ଣିତ ଥିଲା।

4. ଯୋଷଫେର ଭାଇମାନେ ଦେଖିଲେ ତାଙ୍କର ପିତା ସମାନଙ୍କେଠାରୁ ସମାନଙ୍କେର ଭାଇ ଯୋଷଫେକୁ ଅଧିକ ଭଲ ପାଉଛନ୍ତି। ତେଣୁ ସମାନେେ ଯୋଷଫେକୁ ଘୃଣା କଲେ। ତେଣୁ ତା ପ୍ରତି ସମାନେେ ଭଲ ଭାବରେ କଥାବାର୍ତ୍ତା କଲେ ନାହିଁ।

5. ଥରେ ଯୋଷଫେ ଏକ ସ୍ବପ୍ନ ଦେଖି ତାଙ୍କ ଭାଇମାନଙ୍କୁ କହିଲେ। ଏଥି ରେ ସମାନେେ ଯୋଷଫେକୁ ଅଧିକ ଘୃଣା କଲେ।

6. ଯୋଷଫେ କହିଲେ, "ମୁଁ ଦେଖିଥିବା ସ୍ବପ୍ନଟି ଏହା ଏବଂ ଏ ବିଷଯ ରେ ଶୁଣ।

7. ଆମ୍ଭେ ସମସ୍ତେ କ୍ଷତେ ରେ କାର୍ୟ୍ଯ କରୁଥିଲୁ। ଆମ୍ଭେ କ୍ଷତେ ରେ ବିଡ଼ା ବାନ୍ଧୁଥିଲୁ। ତହିଁରେ ମୁଁ ଦେଖିଲି ମାରେ ବିଡ଼ା ଉଠି ଛିଡ଼ା ହେଲା। ତୁମ୍ଭମାନଙ୍କର ବିଡ଼ା ସବୁ ମାେ ବିଡ଼ାକୁ ଚାରିଆଡ଼େ ଘରେି ପ୍ରଣାମ କଲେ।"

8. ତା'ର ଭାଇମାନେ ତାଙ୍କୁ କହିଲେ, "ତୁ କ'ଣ ଭାବୁଛୁ, ରାଜା ହାଇେ ଆମ୍ଭମାନଙ୍କୁ ଶାସନ କରିବୁ?" ତା'ର ଭାଇମାନେ ଏହି ସ୍ବପ୍ନର କଥା ଶୁଣି ତାକୁ ଅଧିକ ଘୃଣା କଲେ।

9. ଏହାପରେ ଯୋଷଫେ ଅନ୍ୟ ଏକ ସ୍ବପ୍ନ ଦେଖିଲା ଏବଂ ସେ ତା'ର ଭାଇମାନଙ୍କୁ ଏହି ସ୍ବପ୍ନ ବିଷଯ ରେ କହିଲା। ଯୋଷଫେ କହିଲେ, "ସୂର୍ୟ୍ଯ, ଚନ୍ଦ୍ର ଏବଂ ଏଗାରଟି ତାରା ମାେ ସମ୍ମୁଖ ରେ ନତ ହେଲେ।"

10. ଯୋଷଫେ ତାଙ୍କର ସହେି ସ୍ବପ୍ନର କଥା ତାଙ୍କ ପିତାଙ୍କୁ ମଧ୍ଯ ଜଣାଇଲେ। କିନ୍ତୁ ତାଙ୍କର ପିତା ତାଙ୍କୁ ଗାଳି ଦେଲେ। ତାଙ୍କର ପିତା ତାଙ୍କୁ କହିଲେ, "ଏ କି ପ୍ରକାର ସ୍ବପ୍ନ? ତୁ କ'ଣ ଭାବୁଛି ମୁଁ ତୋର ମା ଏବଂ ତୋର ଭାଇମାନେ ତୋତେ ପ୍ରଣାମ କରିବାକୁ ଆସିବୁ?"

11. ଯୋଷଫେର ଭାଇମାନେ ତାଙ୍କ ପ୍ରତି ବହୁତ ଇର୍ଷାପରାଯଣ ହେଲେ। କିନ୍ତୁ ଯୋଷଫେର ପିତା ଏକଥାକୁ ଗଭୀର ଭାବରେ ଚିନ୍ତା କଲେ, ଏହାର ଅର୍ଥ କ'ଣ ହାଇପୋ ରେ।

12. ଦିନେ ଯୋଷଫେର ଭାଇମାନେ ଶିଖିମକୁ ତାଙ୍କର ପିତାଙ୍କର ପଶୁ ପଲ ଚରାଇବାକୁ ଗଲେ।

13. ଇଶ୍ରାୟେଲ ଯୋଷଫେକୁ କହିଲେ, "ଶିଖିମକୁ ୟାଅ। ତୁମ୍ଭର ଭାଇମାନେ ସଠାେରେ ମେଣ୍ଢା ରଖୁଛନ୍ତି।"

14. ଯୋଷଫେର ପିତା କହିଲେ, "ୟାଇ ଦେଖ ତୁମ୍ଭର ଭାଇମାନେ ଏବଂ ପଲସବୁ କିପରି ଅଛନ୍ତି।" ତା' ହେଲେ ଫରେିଆସ ଏବଂ ମାେତେ କୁହ। ତେଣୁ ଯୋଷଫେର ପିତା ତାଙ୍କୁ ହିବ୍ରୋଣର ଶିଖିମ ଉପତ୍ୟକାକୁ ପଠାଇଲେ।

15. ଶିଖିମଠା ରେ ଯୋଷଫେ ଏଣେ ତଣେେ କ୍ଷେତ୍ର ମଧିଅରେ ବୁଲୁ ଥିବାର ଜଣେ ବ୍ଯକ୍ତି ଦେଖିଲେ। ସହେି ଲୋକଟି ପଚାରିଲା, "ତୁମ୍ଭେ ଏଠା ରେ କଣ ଖୋଜୁଛ?"

16. ଯୋଷଫେ ଉତ୍ତର ଦଲୋ, "ମୁଁ ମାରେ ଭାଇମାନଙ୍କୁ ଖୋଜୁଛି। ଦୟାକରି କହିବେ କି ସମାନେେ ପଶୁପଲଙ୍କ ସହିତ କେଉଁଠା ରେ ଅଛନ୍ତି।"

17. ଏହାପରେ ସହେି ଲୋକଟି କହିଲା. " ସମାନେେ ଏଠାରୁ ଚାଲି ଗଲଣେି। ସମାନେେ କହୁଥିବାର ମୁଁ ଶୁଣିଛି, ଆସ ଦୋଥାନକୁ ୟିବା।" ତେଣୁ ଯୋଷଫେ ତାଙ୍କର ଭାଇମାନଙ୍କୁ ଅନୁସରଣ କରି ଦୋଥନ ରେ ୟାଇ ସମାନଙ୍କେୁ ସାକ୍ଷାତ କଲେ।

18. ଯୋଷଫେର ଭାଇମାନେ ଦୂରରୁ ଦେଖିଲେ ଯେ, ସେ ଆସୁଛି। ଏବଂ ସେ ପହଞ୍ଚିଲା ପୂର୍ବରୁ ସମାନେେ ତାକୁ ହତ୍ଯା କରିବାକୁ ଯୋଜନା କଲେ।

19. ଭାଇମାନେ ପରସ୍ପର କୁହା କୁହି ହେଲେ, " ହଇେ ଦେଖ, ସ୍ବପ୍ନ ଦର୍ଶକ ଯୋଷଫେ ଆସୁଛି।

20. ଆସ ତାକୁ ହତ୍ଯାକରିବା ଏବଂ ଶୁଷ୍କ କୂଅ ରେ ପକାଇ ଦବୋ। ଆମ୍ଭେ ଆମ୍ଭର ପିତାଙ୍କୁ କହିବା ଯେ ତାକୁ ଏକ ହିଂସ୍ର ଜନ୍ତୁ ଖାଇ ଗଲା। ତା'ପରେ ଦେଖିବା ତା'ର ସ୍ବପ୍ନର କ'ଣ ହବେ।"

21. କିନ୍ତୁ ରୂବନେ ଏହା ଶୁଣିଲେ ସେ ଯୋଷଫେକୁ ସମାନଙ୍କେଠାରୁ ରକ୍ଷା କରିବାକୁ ଚାହିଁଲେ। ରୁବନେ କହିଲେ, "ତାକୁ ମାର ନାହିଁ।

22. କୌଣସି ରକ୍ତପାତ କର ନାହିଁ! ତାକୁ ଏକ ଜଙ୍ଗଲର ଶୁଷ୍କ କୂଅ ରେ ଫିଙ୍ଗି ଦିଅ, କିନ୍ତୁ, ତୁମ୍ଭମାନେେ ନିଜେ ତାକୁ ଆଘାତ କରନାହିଁ।" କାରଣ ତାକୁ ନମାରି ପିତାଙ୍କ ନିକଟକୁ ପଠାଇ ଦବୋ ପାଇଁ ରୂବନରେ ଏହି ଯୋଜନା ଥିଲା।

23. ଯୋଷଫେ ତାଙ୍କ ଭାଇମାନଙ୍କ ପାଖକୁ ଆସିଲେ। ଏହାପରେ ତା'ର ଭାଇମାନେ ତାଙ୍କୁ ଆକ୍ରମଣ କରି ତା'ର ସହେି ଲମ୍ବା ସୁନ୍ଦର ରଙ୍ଗ ବରେଙ୍ଗର ପୋଷାକକୁ ଚିରି ପକାଇଲେ।

24. ଏହାପରେ ତାକୁ ଏକ ଶୁଖିଲା କୂଅ ମଧିଅରେ ପକାଇ ଦେଲେ।

25. ଯେତବେେଳେ ଯୋଷଫେ କୂପ ମଧିଅରେ ଥିଲେ। ତା'ର ଭାଇମାନେ ଖାଇବାକୁ ବସିଲେ। ଏହାପରେ ସମାନେେ ଦେଖିଲେ, ଏକ ବଣିକ ଦଳ ଗିଲିଯଦରୁ ଇଶ୍ମାଯଲେୀଯ ପଥିକ ଓଟ ଉପରେ ସୁଗନ୍ଧି ଦ୍ରବ୍ଯ ଓ ଗୁଗ୍ଗୁଳ ଓ ଗନ୍ଧରସ ଘନେି ମିଶର ଦେଶକୁ ଯାଉଛନ୍ତି।

26. ତେଣୁ ଯିହୁଦା ତା'ର ଭାଇମାନଙ୍କୁ କହିଲେ, "ଯଦି ଆମ୍ଭେ ଆମ୍ଭର ଭାଇକୁ ହତ୍ଯାକରି ଓ ତା'ର ମୃତ୍ଯୁକୁ ଲୁଚାଇଲେ ଆମ୍ଭର ଲାଭ କ'ଣ?

27. ଆସ ଏହିସବୁ ବଣିକମାନଙ୍କୁ ଆମ୍ଭେ ବିକ୍ରୀ କରିଦବୋ। ଯାହା ହେଉ ସେ ଆମ୍ଭର ଭାଇ, ଆମ୍ଭର ନିଜର ରକ୍ତ ମାଂସ।" ତା'ର ଭାଇମାନେ ଏହି ରେ ରାଜି ହାଇଗେଲେ।

28. ଯେତବେେଳେ ମିଦିଯନୀଯ ବଣିକମାନେ ସମାନଙ୍କେର ନିକଟକୁ ଆସିଲେ, ଭାଇମାନେ ଯୋଷଫେକୁ କୂଅ ଭିତରୁ ବାହାର କରି ଆଣିଲେ ଏବଂ କୋଡ଼ିଏ ରେ ୗପ୍ୟ ମୁଦ୍ରା ରେ ବିକ୍ରୀ କରି ଦେଲେ। ସହେି ବଣିକମାନେ ତାକୁ ମିଶରକୁ ନଇଗେଲେ।

29. ରୂବନ୍େ ତା'ର ଭାଇମାନଙ୍କ ସହିତ ନଥିଲା, ଯେତବେେଳେ ସମାନେେ ଯୋଷଫେକୁ ବଣିକମାନଙ୍କ ମଧିଅରେ ବିକ୍ରୀ କରିଥିଲେ। ଯେତବେେଳେ ରୂବନ୍େ ଆସିଲା ଓ ଦେଖିଲା ଯେ ତା'ର ଭାଇ ଯୋଷଫେ ସହେି କୂପ ମଧିଅରେ ନଥିଲା। ସେ ଏତେ ବ୍ଯତିବ୍ଯସ୍ତ ହାଇେ ପଡ଼ିଲା ଯେ, ତା'ର ପୋଷାକ ସବୁ ଚିରି ପକାଇଲା।

30. ରୂବନ୍େ ତା'ର ଭାଇମାନଙ୍କୁ ୟାଇ କହିଲେ, " ଯୋଷଫେ ଆଉ କୂଅ ମଧିଅରେ ନାହିଁ। ମୁଁ କ'ଣ କରିବି?"

31. ତା'ର ଭାଇମାନେ ଏକ ଛଳେି ମାରି ତା'ର ରକ୍ତ ରେ ଯୋଷଫେର କୋଟକୁ ବୁଡ଼ାଇ ଦେଲେ।

32. ଏହାପରେ ସମାନେେ ସହେି କୋଟ୍ଟିକୁ ତାଙ୍କର ପିତାଙ୍କ ନିକଟକୁ ଏହି ବାର୍ତ୍ତା କହି ପଠାଇଲେ, "ଆମ୍ଭେ ଏହି କୋଟ୍ଟି ପାଇଲୁ। ଏହା କ'ଣ ଯୋଷଫେର କୋଟ୍?"

33. ତାଙ୍କ ପିତା ସହେି କୋଟ୍ ଦେଖି ତାହା ଯୋଷଫେର ବୋଲି ଜାଣିଲେ। ସମାନଙ୍କେର ପିତା କହିଲେ, "ହଁ ଏହା ଯୋଷଫେର କୋଟ୍ ଅଟେ। ପ୍ରାଯ ଏକ ବଣୁଆ ଜନ୍ତୁ ତାକୁ ମାରି ଖାଇ ପକାଇଛି। ଗୋଟିଏ ବନ୍ଯ ପଶୁ ମାରେ ପୁତ୍ର ଯୋଷଫେକୁ ଚିରି ପକାଇଲା।"

34. ଏହାର ଶୁଣି ଯାକୁବ ତାଙ୍କ ଲୁଗା ଚିରି, ବିଶଷେ ଶୋକ ବସ୍ତ୍ର ପିନ୍ଧି ତାଙ୍କର ଶାେକ ପ୍ରକାଶ କଲେ। ଯାକୁବ ବହୁ ଦିନ ପର୍ୟ୍ଯନ୍ତ ପୁତ୍ର ପାଇଁ ଶୋକ କଲେ।

35. ଯାକୁବର ପୁତ୍ର କନ୍ଯାଗଣ ତାଙ୍କୁ ଆରାମ ଦବୋକୁ ଚେଷ୍ଟା କଲେ। କିନ୍ତୁ ଯାକୁବ ସାନ୍ତ୍ବନା ପାଇବାକୁ ମନାକଲେ। ଯାକୁବ କହିଲେ, " ମାରେ ମୃତ୍ଯୁ ପର୍ୟ୍ଯନ୍ତ ମାରେପୁତ୍ର ପାଇଁ ମୁଁ ଦୁଃଖ କରିବି।" ତେଣୁ ଯାକୁବଙ୍କର ଦୁଃଖ ଲାଗି ରହିଲା।

36. ମିଦିଯନୀଯ ବଣିକମାନେ ଯୋଷଫେକୁ ମିଶର ରେ ବିକ୍ରି କଲେ। ସମାନେେ ତାଙ୍କୁ ପୋଟିଫର ନାମକ ଫାରୋର ଅଧିକାରୀ ଅର୍ଥାତ୍ ରକ୍ଷକ ସନୋପତିଙ୍କଠା ରେ ଯୋଷଫେକୁ ବିକ୍ରଯ କଲେ।

About ଆଦି ପୁସ୍ତକ Chapter 37

Read ଆଦି ପୁସ୍ତକ Chapter 37 online from the Holy Bible. This chapter is part of the Book of ଆଦି ପୁସ୍ତକ in the Old Testament. Continue reading with the chapter navigation above or explore the complete book.

Book Information

Book: ଆଦି ପୁସ୍ତକ
Chapter: 37
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଆଦି ପୁସ୍ତକ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଆଦି ପୁସ୍ତକ Chapter 37 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଆଦି ପୁସ୍ତକ Chapter 37?

ଆଦି ପୁସ୍ତକ Chapter 37 is part of the Book of ଆଦି ପୁସ୍ତକ in the Holy Bible.

Can I read this chapter online?

Yes. You can read the complete ଆଦି ପୁସ୍ତକ Chapter 37 online for free with easy chapter navigation.

More Chapters from ଆଦି ପୁସ୍ତକ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 14
  3. ଆଦି ପୁସ୍ତକ Chapter 1
  4. ଆଦି ପୁସ୍ତକ Chapter 26
  5. ଆଦି ପୁସ୍ତକ Chapter 10
  6. ଆଦି ପୁସ୍ତକ Chapter 7
  7. ଆଦି ପୁସ୍ତକ Chapter 4

Explore More from ପୁରାତନ ନିୟମ

  1. ଯିହିଜିକଲ Chapter 43
  2. ଗୀତସଂହିତା Chapter 3
  3. ଯିଶାଇୟ Chapter 26
  4. ଯିହିଜିକଲ Chapter 40
  5. ଯିହିଜିକଲ Chapter 3
  6. ଦିତୀୟ ବଂଶାବଳୀ Chapter 9
  7. ହୋଶେୟ Chapter 6

Related Chapters & Readings

  1. ନାହୂମ Chapter 2
  2. ଗୀତସଂହିତା Chapter 130
  3. ପ୍ରଥମ ରାଜାବଳୀ Chapter 16
  4. ମାଥିଉ Chapter 6
  5. ଯିଶାଇୟ Chapter 24
  6. ପ୍ରଥମ ଶାମୁୟେଲ Chapter 14
  7. ଯିରିମିୟ Chapter 10
Share Your Love

Leave a Reply

Your email address will not be published. Required fields are marked *