ଦିତୀୟ ବଂଶାବଳୀ Chapter 30

For English

Read ଦିତୀୟ ବଂଶାବଳୀ Chapter 30 Online

Read ଦିତୀୟ ବଂଶାବଳୀ Chapter 30 online from the Holy Bible. This chapter is part of the Book of ଦିତୀୟ ବଂଶାବଳୀ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଦିତୀୟ ବଂଶାବଳୀ and the Holy Bible online.

Choose a Chapter

ଦିତୀୟ ବଂଶାବଳୀ 30

ଅଧ୍ୟାୟ 30

1. ରାଜା ହିଜକିଯ ଇଶ୍ରାୟେଲ ଓ ଯିହୁଦାର ସବୁ ଲୋକମାନଙ୍କ ନିକଟକୁ ବର୍ତ୍ତମାନ ପ୍ ରରଣେ କଲେ। ସେ ଇଫ୍ରଯିମ ଓ ମନଃଶିର ଲୋକମାନଙ୍କ ନିକଟକୁ ମଧ୍ଯ ପତ୍ରମାନ ଲେଖିଲେ। ହିଜକିଯ ସହେି ସମସ୍ତ ଲୋକଙ୍କୁ ୟିରୁଶାଲମସ୍ଥ ସଦାପ୍ରଭୁଙ୍କ ମନ୍ଦିରକୁ ଆସିବା ନିମନ୍ତେ ନିମନ୍ତ୍ରଣ ଜଣାଇଲେ, ଯେପରି ସମାନେେ ସମସ୍ତ ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କ ନିମନ୍ତେ ନିସ୍ତାରପର୍ବ ପାଳନ କରିପାରିବେ।

2. ଦ୍ବିତୀୟ ମାସ ରେ ନିସ୍ତାରପର୍ବ ପାଳିବା ନିମନ୍ତେ ରାଜା ହିଜକିଯ ତାଙ୍କର ସମସ୍ତ ପଦାଧିକାରୀ ଓ ୟିରୁଶାଲମର ସମସ୍ତ ଜନତାଙ୍କ ସହ ଏକମତ ହେଲେ।

3. ସମାନେେ ନିଯମିତ ସମୟରେ ନିସ୍ତାରପର୍ବର ଉତ୍ସବ ପାଳନ କରିପାରିଲେ ନାହିଁ। କାରଣ ପବିତ୍ର ସବୋକାର୍ୟ୍ଯ ନିମନ୍ତେ ୟଥେଷ୍ଟ ସଂଖ୍ଯକ ଯାଜକ ନିଜକୁ ପ୍ରସ୍ତୁତ କରିପାରି ନ ଥିଲେ। ଆଉ ଗୋଟିଏ କାରଣ ଥିଲା, ଲୋକମାନେ ୟିରୁଶାଲମ ରେ ଏକତ୍ରୀତ ହାଇେ ନ ଥିଲେ।

4. ଏହି ଚୁକ୍ତି ରାଜା ହିଜକିଯ ଓ ସମଗ୍ର ଜନତାଙ୍କୁ ସନ୍ତୁଷ୍ଟ କଲା।

5. ତେଣୁ ସମାନେେ ବେର୍ଶବୋ ସହରଠାରୁ ଦାନ ସହର ପର୍ୟ୍ଯନ୍ତ ଇଶ୍ରାୟେଲର ପ୍ରେତ୍ୟକକ ସ୍ଥାନ ରେ ଏକ ଘାଷେଣା କଲେ। ସମାନେେ ଲୋକମାନଙ୍କୁ ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କ ନିମନ୍ତେ ନିସ୍ତାରପର୍ବ ପାଳନ କରିବା ପାଇଁ ୟିରୁଶାଲମକୁ ଆସିବାକୁ କହିଲେ। ମାଶାଙ୍କେ ଦତ୍ତ ବ୍ଯବସ୍ଥା ନିଯମ ରେ ଯେଉଁ ପ୍ରକାର ଭାବେ ନିସ୍ତାର ପର୍ବ ପାଳନ କରିବାକୁ କୁହାୟାଇଅଛି, ସେ ପ୍ରକାର ଭାବ ଇଶ୍ରାୟେଲର ବହୁତ ସଂଖ୍ଯକ ଲୋକ ଅନକେ ବର୍ଷ ଧରି ପାଳନ କରି ନ ଥିଲେ।

6. ତେଣୁ ବାର୍ତ୍ତାବାହକମାନେ ରାଜାଙ୍କର ପତ୍ର ନଇେ ଇଶ୍ରାୟେଲ ଓ ଯିହୁଦାର ସମସ୍ତ ଅଞ୍ଚଳକୁ ଗଲେ। ସହେି ପତ୍ର ରେ ଏହିପରି ଲଖାେଥିଲା।

7. ତୁମ୍ଭମାନଙ୍କର ପିତାଙ୍କର କିମ୍ବା ତୁମ୍ଭମାନଙ୍କର ଭ୍ରାତାଗଣଙ୍କ ପରି ହୁଅ ନାହିଁ। ସଦାପ୍ରଭୁ ସମାନଙ୍କେର ପୂର୍ବପୁରୁଷମାନଙ୍କର ପରମେଶ୍ବର ଥିଲେ, କିନ୍ତୁ ସମାନେେ ତାଙ୍କର ବିରୁଦ୍ଧ ରେ ଗଲେ। ତେଣୁ ସଦାପ୍ରଭୁ ସମାନଙ୍କେୁ ଧ୍ବଂସ କଲେ, ଏହା ତୁମ୍ଭେ ଜାଣ।

8. ତୁମ୍ଭମାନଙ୍କ ପୂର୍ବପୁରୁଷଙ୍କ ପରି ଦାମ୍ଭିକ ହୁଅ ନାହିଁ। କିନ୍ତୁ ଇଚ୍ଛୁକ ହୃଦଯର ସହିତ ସଦାପ୍ରଭୁଙ୍କର ଆଜ୍ଞାକାରୀ ହୁଅ। ସହେି ପବିତ୍ର ସ୍ଥାନକୁ ଆସ। ସଦାପ୍ରଭୁ ତାଙ୍କ ପବିତ୍ର ସ୍ଥାନକୁ ଚିରଦିନ ନିମନ୍ତେ ପବିତ୍ର କରିଛନ୍ତି। ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ବରଙ୍କର ସବୋ କର। ତବେେ ସଦାପ୍ରଭୁଙ୍କର କୋରଧ ତୁମ୍ଭମାନଙ୍କଠାରୁ ନିବୃତ୍ତ ହବେ।

9. ଯଦି ତୁମ୍ଭମାନେେ ଫରେିଆସିବ ଓ ସଦାପ୍ରଭୁଙ୍କୁ ମାନିବ, ତବେେ ତୁମ୍ଭମାନଙ୍କର ଆତ୍ମୀଯମାନେ ଓ ତୁମ୍ଭମାନଙ୍କର ସନ୍ତାନସନ୍ତତିଗଣ ସମାନଙ୍କେୁ ବନ୍ଦୀ କରି ନଇୟୋଇଥିବା ଲୋକମାନଙ୍କଠାରୁ ଦୟା ପାଇବେ। ଆଉ ତୁମ୍ଭମାନଙ୍କର ଆତ୍ମୀଯମାନେ ଓ ତୁମ୍ଭମାନଙ୍କର ସନ୍ତାନଗଣ ଏହି ଦେଶକୁ ଫରେିଆସିବେ। ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବର ଦୟାଳୁ ଓ ଅନୁଗ୍ରହ ରେ ପୂର୍ଣ୍ଣ ଅଟନ୍ତି। ଯଦି ତୁମ୍ଭମାନେେ ତାହାଙ୍କ ନିକଟକୁ ଫରେି ଆସିବ, ତବେେ ସେ ତୁମ୍ଭମାନଙ୍କୁ ତ୍ଯାଗ କରିଯିବେ ନାହିଁ।"

10. ବାର୍ତ୍ତାବାହକମାନେ ଇଫ୍ରଯିମ ଓ ମନଃଶି ଅଞ୍ଚଳର ପ୍ରେତ୍ୟକକ ସହରକୁ ଗଲେ। ସମାନେେ ସବୂଲୂନ୍ର ଅଞ୍ଚଳ ପର୍ୟ୍ଯନ୍ତ ମଧ୍ଯ ଗଲେ। କିନ୍ତୁ ଲୋକମାନେ ବାର୍ତ୍ତାବାହକମାନଙ୍କ ପ୍ରତି ଅଟ୍ଟହାସ୍ଯ ଓ ବିଦ୍ରୁପ କଲେ।

11. କିନ୍ତୁ ଆଶେର୍, ମନଃଶି ଓ ସବୂଲୂନ୍ର କେତକେ ଲୋକ ସମାନଙ୍କେୁ ନମ୍ର କଲେ ଓ ୟିରୁଶାଲମକୁ ଗଲେ।

12. ଆହୁରି ମଧ୍ଯ ଯିହୁଦା ରେ ପରମେଶ୍ବରଙ୍କ ଶକ୍ତି ଲୋକମାନଙ୍କୁ ଏକତ୍ରୀତ କଲା, ଯେପରି ସମାନେେ ରାଜା ଓ ତାଙ୍କ ପଦାଧିକାରୀମାନଙ୍କର ବାଧ୍ଯ ହାଇପୋରନ୍ତି। ଏହି ପ୍ରକା ରେ, ସମାନେେ ସଦାପ୍ରଭୁଙ୍କ ବାକ୍ଯର ବାଧ୍ଯ ହେଲେ।

13. ଅନକେ ଲୋକ ତାଡ଼ୀଶୂନ୍ଯ ରୋଟୀର ପର୍ବ ପାଳନ କରିବା ନିମନ୍ତେ ଆସି ୟିରୁଶାଲମ ରେ ଦ୍ବିତୀୟ ମାସ ରେ ଏକତ୍ର ହେଲେ। ତାହା ଏକ ଅତି ବୃହତ୍ ଜନତାର ଭିଡ଼ ଥିଲା।

14. ସହେି ଲୋକମାନେ ୟିରୁଶାଲମ ରେ ଥିବା ଭଣ୍ଡ ଦବେତାମାନଙ୍କର ୟଜ୍ଞବଦେୀ ସବୁ ନିଃଶଷେ କରି ଦେଲେ। ଆହୁରି ମଧ୍ଯ, ସମାନେେ ଭଣ୍ଡ ଦବେତାମାନଙ୍କର ସମସ୍ତ ସୁଗନ୍ଧିଧୂପର ବଦେୀ ନଷ୍ଟ କରି ଦେଲେ। ସମାନେେ ସହେି ୟଜ୍ଞବଦେୀଗୁଡ଼ିକୁ କିଦ୍ରୋଣ ଉପତ୍ୟକା ରେ ଫିଙ୍ଗି ଦେଲେ।

15. ଏହାପରେ ସମାନେେ ଦ୍ବିତୀୟ ମାସର ଚତୁର୍ଦ୍ଦଶତମ ଦିନ ରେ ନିସ୍ତାରପର୍ବର ମଷେଶାବକଙ୍କୁ ହତ୍ଯା କଲେ। ଯାଜକମାନେ ଓ ଲବେୀୟମାନେ ଲଜ୍ଜିତ ହେଲେ। ସମାନେେ ପବିତ୍ର ସବୋକାର୍ୟ୍ଯ ନିମନ୍ତେ ନିଜକୁ ପ୍ରସ୍ତୁତ କଲେ। ଯାଜକ ଓ ଲବେୀୟମାନେ ସଦାପ୍ରଭୁଙ୍କ ମନ୍ଦିରକୁ ହାମବେଳି ଉପହାର ଆଣିଲେ।

16. ପରମେଶ୍ବରଙ୍କ ଲୋକ ମାଶାଙ୍କେ ବ୍ଯବସ୍ଥା ନିଯମ ରେ ଯେଉଁ ପ୍ରକାର କୁହାୟାଇଥିଲା, ସମାନେେ ସହେି ପ୍ରକା ରେ ସମାନଙ୍କେର ନିଯମିତ ସ୍ଥାନ ଗ୍ରହଣ କଲେ। ଲବେୀୟମାନେ ଯାଜକମାନଙ୍କୁ ରକ୍ତ ଦେଲେ। ତା'ପରେ ଯାଜକମାନେ ୟଜ୍ଞବଦେୀ ଉପରେ ରକ୍ତକୁ ସିଞ୍ଚନ କଲେ।

17. ଦଳ ରେ ଅନକେ ଲୋକ ଥିଲେ, ଯେଉଁମାନେ ପବିତ୍ର ସବୋକାର୍ୟ୍ଯ ନିମନ୍ତେ ନିଜକୁ ପ୍ରସ୍ତୁତ କରି ନ ଥିଲେ, ତେଣୁ ସମାନଙ୍କେୁ ନିସ୍ତାରପର୍ବର ମଷେଶାବକକୁ ବଧ କରିବାକୁ ଅନୁମତି ଦିଆଗଲା ନାହିଁ। ତେଣୁ ପରିଷ୍କୃତ ହାଇେ ନ ଥିବା ପ୍ରେତ୍ୟକକ ବ୍ଯକ୍ତିର ନିମନ୍ତେ ଲବେୀୟମାନେ ନିସ୍ତାରପର୍ବର ମଷେଶାବକଗୁଡ଼ିକୁ ହତ୍ଯା କରିବାର ଦାଯିତ୍ବ ନେଲେ। ଲବେୀୟମାନେ ପ୍ରେତ୍ୟକକ ମଷେଶାବକକୁ ସଦାପ୍ରଭୁଙ୍କ ନିମନ୍ତେ ପବିତ୍ର କଲେ।

18. ଇଫ୍ରଯିମ, ମନଃଶି, ଇଷାଖର ଓ ସବୂଲୂନ୍ର ଅନକେ ଲୋକ ନିଜକୁ ଯଥାର୍ଥରୂପେ ନିସ୍ତାରପର୍ବ ନିମନ୍ତେ ପ୍ରସ୍ତୁତ କରି ନ ଥିଲେ। ସମାନେେ ନିସ୍ତାରପର୍ବକୁ ଯଥାର୍ଥରୂପେ ଯେପରି ମାଶାଙ୍କେ ବ୍ଯବସ୍ଥା ନିଯମ ରେ କୁହାୟାଇଥିଲା, ସହେିପରି ପାଳନ କଲେ ନାହିଁ। କିନ୍ତୁ ହିଜକିଯ ସହେି ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ। ହିଜକିଯ ଏହି ପ୍ରକା ରେ ପ୍ରାର୍ଥନା କଲେ, " ହେ ସଦାପ୍ରଭୁ ପରମେଶ୍ବର, ତୁମ୍ଭେ ମଙ୍ଗଳକାରୀ ଅଟ। ଏହି ଲୋକମାନେ ପ୍ରକୃତ ରେ ଯଥାର୍ଥ ରୂପେ ତୁମ୍ଭର ଉପାସନା କରିବାକୁ ଚାହିଁଥିଲେ, କିନ୍ତୁ ସମାନେେ ବ୍ଯବସ୍ଥା ନିଯମାନୁୟାଯୀ ନିଜକୁ ପରିଷ୍କୃତ କରିପାରିଲେ ନାହିଁ। ଦୟାକରି କରୁଣା ପ୍ରଦର୍ଶନ କର ଓ ସହେି ଲୋକମାନଙ୍କୁ କ୍ଷମା କର। ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଯାହାଙ୍କୁ ମାନିଥିଲେ ତୁମ୍ଭେ ସହେି ପରମେଶ୍ବର ଅଟ।"

20. ସଦାପ୍ରଭୁ ରାଜା ହିଜକିଯଙ୍କ ପ୍ରାର୍ଥନା ଶୁଣିଲେ। ସଦାପ୍ରଭୁ ଲୋକମାନଙ୍କୁ କ୍ଷମା ଦେଲେ।

21. ୟିରୁଶାଲମ ରେ ଇଶ୍ରାୟେଲର ସନ୍ତାନମାନେ ତାଡ଼ୀଶୂନ୍ଯ ପାଉଁରୋଟୀର ପର୍ବ ସାତଦିନ ପର୍ୟ୍ଯନ୍ତ ପାଳନ କଲେ। ସମାନେେ ଅତ୍ଯନ୍ତ ଆନନ୍ଦିତ ଥିଲେ। ଲବେୀୟ ଓ ଯାଜକମାନେ ପ୍ରତିଦିନ ସମାନଙ୍କେର ସମସ୍ତ ଶକ୍ତି ସହିତ ସଦାପ୍ରଭୁଙ୍କର ପ୍ରଶଂସା କଲେ।

22. ସଦାପ୍ରଭୁଙ୍କ ସବୋକାର୍ୟ୍ଯ କିପରି କରିବାକୁ ହବେ, ଏହା ଯେଉଁ ଲବେୀୟମାନେ ଜାଣିଥିଲେ, ସମାନଙ୍କେୁ ରାଜା ହିଜକିଯ ଉତ୍ସାହିତ କଲେ। ଲୋକମାନେ ସାତଦିନ ପର୍ୟ୍ଯନ୍ତ ଉତ୍ସବ ପାଳନ କଲେ ଓ ବଳି ଉତ୍ସର୍ଗ କଲେ। ସମାନେେ ସମାନଙ୍କେ ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କର ଧନ୍ଯବାଦ ଓ ପ୍ରଶଂସା କଲେ।

23. ସବୁ ଲୋକମାନେ ଆଉ ଅଧିକ ସାତଦିନ ରହିବା ନିମନ୍ତେ ସମ୍ମତ ହେଲେ। ସମାନେେ ଆହୁରି ସାତଦିନ ପର୍ୟ୍ଯନ୍ତ ନିସ୍ତାରପର୍ବ ପାଳନ କରି ଅତ୍ଯନ୍ତ ଆନନ୍ଦିତ ହେଲେ।

24. ଯିହୁଦାର ରାଜା ହିଜକିଯ ସମ୍ମିଳିତ ଜନତାକୁ 1 ,000 ବଳଦ ଓ 7,000 ମଷେକୁ ହତ୍ଯାକରି ଭୋଜନ କରିବା ନିମନ୍ତେ ପ୍ରଦାନ କଲେ। ନେତାମାନେ ସମ୍ମିଳିତ ଜନତାକୁ 1,000 ବଳଦ ଓ 10 ,000 ମଷେ ଦେଲେ। ଅନକେ ଯାଜକମାନେ ପବିତ୍ର ସବୋକାର୍ୟ୍ଯ ନିମନ୍ତେ ନିଜକୁ ପ୍ରସ୍ତୁତ କଲେ।

25. ଯିହୁଦାର ସମ୍ମିଳିତ ଜନତା, ଯାଜକଗଣ ଓ ଲବେୀୟ ସମସ୍ତେ, ଇଶ୍ରାୟେଲର ସମସ୍ତ ସମ୍ମିଳିତ ଜନତା ଓ ଇଶ୍ରାୟେଲୀୟମାନେ ଓ ଯିହୁଦା ରେ ବାସ କରୁଥିବା ବିଦେଶୀଗଣ ଅତ୍ଯନ୍ତ ଆନନ୍ଦିତ ଥିଲେ।

26. ତେଣୁ ୟିରୁଶାଲମ ରେ ମହାଆନନ୍ଦ ହେଲା। ଇଶ୍ରାୟେଲର ରାଜା ଦାଉଦଙ୍କ ପୁତ୍ର ଶଲୋମନଙ୍କ ସମୟରେ ଏପରି ଆନନ୍ଦ ଉତ୍ସବ ହାଇେଥିଲା, ଆଉ କବେେ ହେଁ ହାଇେ ନ ଥିଲା।

27. ଯାଜକମାନେ ଓ ଲବେୀୟମାନେ ଉଠି ଛିଡ଼ା ହେଲେ ଓ ଲୋକମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ପରମେଶ୍ବର ସମାନଙ୍କେ କଥା ଶୁଣିଲେ, ସମାନଙ୍କେର ପ୍ରାର୍ଥନା ସଦାପ୍ରଭୁଙ୍କ ପବିତ୍ର ଗୃହ ସ୍ବର୍ଗ ରେ ପହଞ୍ଚିଲା।

About ଦିତୀୟ ବଂଶାବଳୀ Chapter 30

Read ଦିତୀୟ ବଂଶାବଳୀ Chapter 30 online from the Holy Bible. This chapter is part of the Book of ଦିତୀୟ ବଂଶାବଳୀ in the Old Testament. Continue reading with the chapter navigation above or explore the complete book.

Book Information

Book: ଦିତୀୟ ବଂଶାବଳୀ
Chapter: 30
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଦିତୀୟ ବଂଶାବଳୀ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଦିତୀୟ ବଂଶାବଳୀ Chapter 30 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଦିତୀୟ ବଂଶାବଳୀ Chapter 30?

ଦିତୀୟ ବଂଶାବଳୀ Chapter 30 is part of the Book of ଦିତୀୟ ବଂଶାବଳୀ in the Holy Bible.

Can I read this chapter online?

Yes. You can read the complete ଦିତୀୟ ବଂଶାବଳୀ Chapter 30 online for free with easy chapter navigation.

More Chapters from ଦିତୀୟ ବଂଶାବଳୀ

  1. ଦିତୀୟ ବଂଶାବଳୀ Chapter 9
  2. ଦିତୀୟ ବଂଶାବଳୀ Chapter 3
  3. ଦିତୀୟ ବଂଶାବଳୀ Chapter 19
  4. ଦିତୀୟ ବଂଶାବଳୀ Chapter 17
  5. ଦିତୀୟ ବଂଶାବଳୀ Chapter 32
  6. ଦିତୀୟ ବଂଶାବଳୀ Chapter 15
  7. ଦିତୀୟ ବଂଶାବଳୀ Chapter 8

Explore More from ପୁରାତନ ନିୟମ

  1. ଗୀତସଂହିତା Chapter 58
  2. ଯିରିମିୟ Chapter 1
  3. ଯିହିଜିକଲ Chapter 39
  4. ଓବଦିୟ Chapter 1
  5. ଯାତ୍ରା ପୁସ୍ତକ Chapter 37
  6. ଗୀତସଂହିତା Chapter 94
  7. ବିଚାରକର୍ତ୍ତା Chapter 10

Related Chapters & Readings

  1. ଯିହିଜିକଲ Chapter 7
  2. ଆଦି ପୁସ୍ତକ Chapter 6
  3. ନିହିମିୟା Chapter 2
  4. ଦିତୀୟ ଶାମୁୟେଲ Chapter 9
  5. ଆୟୁବ Chapter 42
  6. ଗୀତସଂହିତା Chapter 34
  7. ହୋଶେୟ Chapter 11
Share Your Love

Leave a Reply

Your email address will not be published. Required fields are marked *