ଦିତୀୟ ବଂଶାବଳୀ Chapter 2

For English

Read ଦିତୀୟ ବଂଶାବଳୀ Chapter 2 Online

Read ଦିତୀୟ ବଂଶାବଳୀ Chapter 2 online from the Holy Bible. This chapter is part of the Book of ଦିତୀୟ ବଂଶାବଳୀ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଦିତୀୟ ବଂଶାବଳୀ and the Holy Bible online.

Choose a Chapter

ଦିତୀୟ ବଂଶାବଳୀ 2

ଅଧ୍ୟାୟ 2

1. ସଦାପ୍ରଭୁଙ୍କ ନାମକୁ ସମ୍ମାନିତ କରିବା ନିମନ୍ତେ ଶଲୋମନ ଏକ ମନ୍ଦିର ନିର୍ମାଣ କରିବାକୁ ଯୋଜନା କଲେ। ଆହୁରି ମଧ୍ଯ ନିଜ ନିମନ୍ତେ ଏକ ରାଜକୀଯ ଗୃହ ନିର୍ମାଣ କରିବାକୁ ଶଲୋମନ ଯୋଜନା କଲେ।

2. ଶଲୋମନ ପର୍ବତଗୁଡ଼ିକରୁ ପଥର କାଟିବା ନିମନ୍ତେ 70 ,000 ଶ୍ରମିକ ଓ 80,000 ପଥରକଟାଳୀ ସଂଗ୍ରହ କଲେ। ଆଉ ତଦାରଖ କାର୍ୟ୍ଯ କରିବା ନିମନ୍ତେ 3,600 ତଦାରଖକାରୀଙ୍କୁ ମନୋନୀତ କଲେ।

3. ଏହାପରେ ଶଲୋମନ, ହୂରମ ନିକଟକୁ ବାର୍ତ୍ତା ପଠାଇଲେ। ହୂରମ୍, ସୋର ସହରର ରାଜା ଥିଲେ। ଶଲୋମନ କହିଲେ, " ମାରେ ବାପା ଦାଉଦଙ୍କୁ ସାହାୟ୍ଯ କଲାପରି ମାେତେ ମଧ୍ଯ ସାହାୟ୍ଯ କର। ତୁମ୍ଭେ ଦବଦୋରୁ ଗଛର କାଠ ତାଙ୍କ ନିକଟକୁ ପଠାଇଲେ, ଯେପରି ସେ ବାସ କରିବା ନିମନ୍ତେ ଏକ ଗୃହ ନିର୍ମାଣ କରିପାରନ୍ତି।

4. ସଦାପ୍ରଭୁ ମାରେ ପରମେଶ୍ବରଙ୍କ ନାମକୁ ସମ୍ମାନ ଦବୋ ନିମନ୍ତେ ମୁଁ ଏକ ମନ୍ଦିର ନିର୍ମାଣ କରିବି। ମନ୍ଦିର ରେ ଆମ୍ଭେ ସଦାପ୍ରଭୁଙ୍କ ସମ୍ମୁଖ ରେ ଧୂପ ଜଳାଇବୁ ଏବଂ ବିଶଷେ ମଜେ ଉପରେ ପବିତ୍ର ରୋଟୀ ସବୁବେଳେ ଅର୍ପଣ କରିବୁ। ଆମ୍ଭମାନେେ ପ୍ରେତ୍ୟକକ ସକାଳ ଏବଂ ସନ୍ଧ୍ଯା ରେ, ପ୍ରେତ୍ୟକକ ବିଶ୍ରାମ ଦିନ ରେ, ପ୍ରେତ୍ୟକକ ଅମାବାସ୍ଯା ଦିନ ରେ ଏବଂ ଅନ୍ଯାନ୍ଯ ପର୍ବ ଦିନ ରେ ସଦାପ୍ରଭୁ ଆମ୍ଭର ପରମେଶ୍ବରଙ୍କୁ ହାମବେଳି ଦବେୁ। ଇଶ୍ରାୟେଲ ଚିରଦିନ ଏହା କରିବ।

5. "ଆମ୍ଭର ପରମେଶ୍ବର ଅନ୍ୟ ସମସ୍ତ ଦବେତାଗଣ ଅପେକ୍ଷା ମହାନ୍ ଅଟନ୍ତି। ତେଣୁ ମୁଁ ତାଙ୍କ ନିମନ୍ତେ ଏକ ବିରାଟ ମନ୍ଦିର ନିର୍ମାଣ କରିବି।

6. ବାସ୍ତବ ରେ କୌଣସି ବ୍ଯକ୍ତି ଆମ୍ଭର ପରମେଶ୍ବରଙ୍କୁ ଭିତ ରେ ରଖିବା ପାଇଁ ଏକ ଗୃହ ନିର୍ମାଣ କରିପାରିବ ନାହିଁ। ଏପରିକି ସ୍ବର୍ଗ ବା ସର୍ବୋଚ୍ଚ ସ୍ବର୍ଗ ମଧ୍ଯ ତାଙ୍କୁ ଧାରଣ କରିପାରିବ ନାହିଁ। ମୁଁ ମଧ୍ଯ ପରମେଶ୍ବରଙ୍କ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିପାରିବି ନାହିଁ। କବଳେ ତାଙ୍କଠା ରେ ନବୈେଦ୍ଯ ଉତ୍ସର୍ଗ କରିବା ପାଇଁ ଏକ ସ୍ଥାନ ନିର୍ମାଣ କରିପା ରେ।

7. "ବର୍ତ୍ତମାନ, ଆପଣ ମାେ ନିକଟକୁ ସ୍ବର୍ଣ୍ଣ, ରେ ୗପ୍ୟ, ପିତ୍ତଳ, ଓ ଲୌହ କର୍ମ ରେ ପାରଦର୍ଶୀ ଏକ ବ୍ଯକ୍ତିକୁ ପଠାଇବାକୁ ମୁଁ ଚା ହେଁ। ସହେି ବ୍ଯକ୍ତି ବାଇଗଣୀ, ଲାଲ୍ ଏବଂ ନୀଳ ବର୍ଣ୍ଣର ଲୁଗା ରେ କାର୍ୟ୍ଯ କରିପାରୁଥିବା ଆବଶ୍ଯକ। ମାରେବାପାଙ୍କ ଦ୍ବାରା ମନୋନୀତ କାରିଗରମାନଙ୍କ ସହ ସହେି ବ୍ଯକ୍ତି ଯିହୁଦା ଏବଂ ୟିରୁଶାଲମ ରେ କାର୍ୟ୍ଯ କରିବ।

8. ଆହୁରି ମଧ୍ଯ ଲିବାନୋନ୍ରୁ ମାେ ନିକଟକୁ ଦବଦୋରୁ ଏବଂ ଚନ୍ଦନ ଗଛର କାଠ ପଠାନ୍ତୁ। ତୁମ୍ଭର ଦାସମାନେ ଲିବାନୋନ୍ର କାଠଗଣ୍ଡି କାଟି ଆଣିବା ରେ ସିଦ୍ଧ ହସ୍ତ, ଏହା ମୁଁ ଜାଣେ। ମାରଦୋସମାନେ, ତୁମ୍ଭର ଦାସମାନଙ୍କୁ ସାହାୟ୍ଯ କରିବେ।

9. ମୁଁ ବହୁତ ପରିମାଣର କାଠ ଆବଶ୍ଯକ କରେ ; କାରଣ ଯେଉଁ ମନ୍ଦିର ମୁଁ ନିର୍ମାଣ କରୁଛି, ତାହା ବହୁତ ବଡ଼ ଓ ସୌନ୍ଦର୍ୟ୍ଯ ରେ ପୂର୍ଣ୍ଣ ହବେ।

10. କାଠଗଣ୍ଡି ନିମନ୍ତେ ଗଛ କାଟିବା ପାଇଁ ମୁଁ ଏହିଭଳି ଭାବରେ ତୁମ୍ଭ ଦାସମାନଙ୍କୁ ମୂଲ୍ଯ ଦଇପୋ ରେ। ମୁଁ ସମାନଙ୍କେ ଖାଦ୍ୟ ନିମନ୍ତେ 20,000 ମହଣ ଗହମ, ଓ 20,000 ମହଣ ଦ୍ରାକ୍ଷାରସ ଏବଂ ତୈଳ 20,000 ମହଣ ପ୍ରଦାନ କରିବି।"

11. ତା'ପରେ ସୋରର ରାଜା ହୂରମ, ଶଲୋମନ ନିକଟକୁ ଏକ ଲିଖିତ ବାର୍ତ୍ତା ପଠାଇଲେ। ସହେି ବାର୍ତ୍ତା ଥିଲା : "ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଭଲ ପାଆନ୍ତି। ସେଥିପାଇଁ ସେ ତୁମ୍ଭକୁ ରାଜା ରୂପେ ମନୋନୀତ କରିଅଛନ୍ତି।"

12. ହୂରମ୍ ଆହୁରି ମଧ୍ଯ କହିଲେ, "ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ପ୍ରଶଂସା କର। ସେ ସ୍ବର୍ଗ ଓ ମର୍ତ୍ତ୍ଯ ସୃଷ୍ଟି କଲେ। ସେ ରାଜା ଦାଉଦଙ୍କୁ ଏକ ଜ୍ଞାନୀ ପୁତ୍ର ଦେଲେ, ଜଣେ ପୁତ୍ର ଯାହାର ଜ୍ଞାନ ଓ ବୁଝାମଣା ଶକ୍ତି ଅଛି। ସହେି ପୁତ୍ର ସଦାପ୍ରଭୁଙ୍କ ନିମନ୍ତେ ଏକ ମନ୍ଦିର ଏବଂ ନିଜ ନିମନ୍ତେ ଏକ ରାଜକୀଯ ପ୍ରାସାଦ ନିର୍ମାଣ କରୁଛନ୍ତି।

13. ମୁଁ ମାରେବାପାଙ୍କ କାରିଗରମାନଙ୍କ ମଧ୍ଯରୁ ଜଣଙ୍କୁ ତୁମ୍ଭ ନିକଟକୁ ପଠାଇବି।

14. ତାଙ୍କର ମାଆ ଦାନ ଗୋଷ୍ଠୀରୁ ଆସିଥିଲେ ଏବଂ ତାଙ୍କ ବାପା ସୋର ସହରରୁ ଆସିଥିଲେ। ତାଙ୍କର ସ୍ବର୍ଣ୍ଣ, ରେ ୗପ୍ୟ, ପିତ୍ତଳ, ଲୌହ, ପ୍ରସ୍ତର ଓ କାଠ ଉପରେ କାର୍ୟ୍ଯ କରିବାର ଦକ୍ଷତା ଅଛି ଏବଂ ବାଇଗଣୀ, ଲାଲ୍, ନୀଳ ଓ ଦାମୀ ବସ୍ତ୍ର ଉପରେ ମଧ୍ଯ କାର୍ୟ୍ଯ କରିବାର ଦକ୍ଷତା ଅଛି। ତାଙ୍କୁ ତୁମ୍ଭେ ଯାହାକିଛି ତିଆରି କରିବାକୁ କହିବ, ସେ ତାହା କରିପାରିବେ। ସେ ତୁମ୍ଭର କାରିଗର ଓ ତୁମ୍ଭ ବାପାଙ୍କ କାରିଗରମାନଙ୍କ ସହ ମିଶି କାର୍ୟ୍ଯ କରିବେ।"

15. "ମହାଶୟ, ବର୍ତ୍ତମାନ ଆମକୁ ଗହମ, ବାର୍ଲି ତୈଳ ଓ ଦ୍ରାକ୍ଷାରସ ଦିଅନ୍ତୁ, ଯାହା ଆପଣ ଦବୋକୁ ପ୍ରତିଜ୍ଞା କଲେ। ଏହି ଦ୍ରବ୍ଯସବୁ ମାରେ ଦାସମାନଙ୍କୁ ଦିଅ।

16. ଆଉ ଆମ୍ଭେ ଲିବାନୋନ୍ରୁ କାଠ କାଟି ଆଣିବୁ। ତୁମ୍ଭେ ଯେତେ ପରିମାଣର କାଠଗଣ୍ଡି ଚାହଁ, ତାହା ଆମ୍ଭେ କାଟି ଆଣିପାରିବୁ। ସମୁଦ୍ର ଦଇେ କାଠଭଳୋ ରେ, କାଠଗଣ୍ଡିଗୁଡ଼ିକ ଆମ୍ଭେ ଜାଫୋକୁ ଆଣିବୁ। ତା'ପରେ ତୁମ୍ଭେ ସେ କାଠଗଣ୍ଡିଗୁଡ଼ିକୁ ୟିରୁଶାଲମକୁ ନଇୟିବେ।"

17. ଏହାପରେ ଇଶ୍ରାୟେଲ ଦେଶ ରେ ରହୁଥିବା ପ୍ରେତ୍ୟକକ ବିଦେଶୀଙ୍କୁ ଶଲୋମନ ଗଣତି କଲେ। ଶଲୋମନଙ୍କର ପିତା ଦାଉଦ ଗଣନା କଲାପରେ ଏହା କରାୟାଇଥିଲା। ସମାନେେ ଦେଶ ରେ 1,53,600 ବିଦେଶୀଙ୍କୁ ପାଇଲେ।

18. ଶଲୋମନ 70,000 ବିଦେଶୀଙ୍କୁ ଜିନିଷ ବୋହିବା ନିମନ୍ତେ ବାଛିଲେ। ଶଲୋମନ 80,000 ବିଦେଶୀଙ୍କୁ ପର୍ବତରୁ ପଥର କାଟିବା ନିମନ୍ତେ ବାଛିଲେ। ଆଉ ଶଲୋମନ 3,600 ବିଦେଶୀ ଲୋକଙ୍କୁ କାର୍ୟ୍ଯ କରାଇବା ନିମନ୍ତେ ପର୍ୟ୍ଯବେକ୍ଷକ ରୂପେ ବାଛିଲେ।

About ଦିତୀୟ ବଂଶାବଳୀ Chapter 2

Read ଦିତୀୟ ବଂଶାବଳୀ Chapter 2 online from the Holy Bible. This chapter is part of the Book of ଦିତୀୟ ବଂଶାବଳୀ in the Old Testament. Continue reading with the chapter navigation above or explore the complete book.

Book Information

Book: ଦିତୀୟ ବଂଶାବଳୀ
Chapter: 2
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଦିତୀୟ ବଂଶାବଳୀ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଦିତୀୟ ବଂଶାବଳୀ Chapter 2 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଦିତୀୟ ବଂଶାବଳୀ Chapter 2?

ଦିତୀୟ ବଂଶାବଳୀ Chapter 2 is part of the Book of ଦିତୀୟ ବଂଶାବଳୀ in the Holy Bible.

Can I read this chapter online?

Yes. You can read the complete ଦିତୀୟ ବଂଶାବଳୀ Chapter 2 online for free with easy chapter navigation.

More Chapters from ଦିତୀୟ ବଂଶାବଳୀ

  1. ଦିତୀୟ ବଂଶାବଳୀ Chapter 9
  2. ଦିତୀୟ ବଂଶାବଳୀ Chapter 3
  3. ଦିତୀୟ ବଂଶାବଳୀ Chapter 30
  4. ଦିତୀୟ ବଂଶାବଳୀ Chapter 19
  5. ଦିତୀୟ ବଂଶାବଳୀ Chapter 17
  6. ଦିତୀୟ ବଂଶାବଳୀ Chapter 32
  7. ଦିତୀୟ ବଂଶାବଳୀ Chapter 28

Explore More from ପୁରାତନ ନିୟମ

  1. ଦିତୀୟ ବଂଶାବଳୀ Chapter 32
  2. ଆଦି ପୁସ୍ତକ Chapter 33
  3. ଗୀତସଂହିତା Chapter 24
  4. ଯିରିମିୟ Chapter 52
  5. ଯିଶାଇୟ Chapter 20
  6. ଦିତୀୟ ବଂଶାବଳୀ Chapter 5
  7. ହୋଶେୟ Chapter 3

Related Chapters & Readings

  1. ଦିତୀୟ ଶାମୁୟେଲ Chapter 14
  2. ଲେବୀୟ ପୁସ୍ତକ Chapter 3
  3. ମଲାଖି Chapter 3
  4. ଲେବୀୟ ପୁସ୍ତକ Chapter 2
  5. ଯାତ୍ରା ପୁସ୍ତକ Chapter 22
  6. ଆଦି ପୁସ୍ତକ Chapter 17
  7. ପ୍ରଥମ ବଂଶାବଳୀ Chapter 17
Share Your Love

Leave a Reply

Your email address will not be published. Required fields are marked *