Read ମାର୍କ Chapter 10 Online
Read ମାର୍କ Chapter 10 online from the Holy Bible. This chapter is part of the Book of ମାର୍କ in the New Testament. Browse every verse with easy chapter navigation, continue to the next chapter, or explore the complete Book of ମାର୍କ and the Holy Bible online.
Choose a Chapter
ମାର୍କ 10
ଅଧ୍ୟାୟ 10
1. ତା'ପରେ ଯୀଶୁ ସେ ସ୍ଥାନ ଛାଡି ଦେଲେ। ସେ ୟିହୂଦା ଅଞ୍ଚଳ ଓ ୟର୍ଦ୍ଦନ ନଦୀର ଅପର ପାରିକୁ ଗଲେ। ପୁଣି ବହୁତ ଲୋକ ତାହାଙ୍କ ପାଖ ରେ ଜମା ହାଇଗେଲେ। ସବୁ ସମୟ ଭଳି ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେଲେ।
2. କେତକେ ଫାରୂଶୀ ଯୀଶୁଙ୍କ ପାଖକୁ ଆସିଲେ। ସମାନେେ ଯୀଶୁଙ୍କୁ ଭୁଲ ଧରିବା ପାଇଁ ଚେଷ୍ଟାକଲେ। ସମାନେେ ଯୀଶୁଙ୍କୁୁ ପରୀକ୍ଷା କରିବା ପାଇଁ ତାହାଙ୍କୁ ପଚାରିଲେ, "ଜଣେ ପୁରୁଷ ତାର ସ୍ତ୍ରୀକୁ ଛାଡପତ୍ର ଦବୋ କ'ଣ ଆଇନ ସଙ୍ଗତ କାର୍ୟ୍ଯ?"
3. ଯୀଶୁ କହିଲେ, " ମାଶାେ ତୁମ୍ଭମାନଙ୍କୁ କ'ଣ ଆଜ୍ଞା ଦଇେଛନ୍ତି?"
4. ସମାନେେ କହିଲେ, "ଜଣେ ପୁରୁଷ ଛାଡପତ୍ର ପାଇଁ ପ୍ରମାଣପତ୍ର ଲେଖି ଦଇେ ତା'ପରେ ନିଜ ସ୍ତ୍ରୀକୁ ଛାଡି ଦଇେ ପାରିବ ବୋଲି, ମାଶାେ କହିଥିଲେ।"
5. ଯୀଶୁ ସମାନଙ୍କେୁ କହିଲେ, " ମାଶାେ ତୁମ୍ଭମାନଙ୍କ ପାଇଁ ଏହି ଆଜ୍ଞା ଲେଖିଥିଲେ, କାରଣ ତୁମ୍ଭମାନେେ ପରମେଶ୍ବରଙ୍କ ଉପଦେଶ ମାନିବାକୁ ମନା କଲ।
6. କିନ୍ତୁ ପରମେଶ୍ବର ଯେତବେେଳେ ଜଗତ ସୃଷ୍ଟି କଲେ, ' ସେ ଲୋକଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ।'
7. "ଏଣୁ ଜଣେ ପୁରୁଷ ନିଜ ବାପାମାଆଙ୍କୁ ଛାଡି ନିଜ ସ୍ତ୍ରୀ ସହିତ ମିଳିତ ହବେ
8. ଏବଂ ସମାନେେ ଏକ ହାଇଯେିବେ।' ତେଣୁ ସମାନେେ ଦୁଇଜଣ ନୁହଁନ୍ତି ବରଂ ଏକ।
9. ପରମେଶ୍ବର ଯଦି ଏହି ଦୁଇଜଣ ମନୁଷ୍ଯଙ୍କୁ ଏକାଠି କରିଛନ୍ତି, ତାହାଙ୍କୁ କୌଣସି ବ୍ଯକ୍ତି ଅଲଗା କରି ଦବୋ ଉଚିତ ନୁହେଁ।"
10. ତା'ପରେ ଯୀଶୁ ଓ ଶିଷ୍ଯମାନେ ଘରକୁ ଫରେିବା ପରେ ଶିଷ୍ଯମାନେ ଯୀଶୁଙ୍କୁ ପୁଣି ଥରେ ଛାଡପତ୍ର ବିଷୟ ରେ ପଚାରିଲେ।
11. ଯୀଶୁ କହିଲେ, " ଯେଉଁ ପୁରୁଷ ନିଜ ପତ୍ନୀକୁ ଛାଡପତ୍ର ଦଇେ ଅନ୍ୟ ଜଣେ ସ୍ତ୍ରୀକୁ ବିବାହ କରେ, ସହେି ପୁରୁଷ ତା ପତ୍ନୀ ପ୍ରତି ପାପ କରିବା କାରଣରୁ ଦୋଷୀ ହୁଏ। ସେ ବ୍ଯଭିଚାର ପାପ ପାଇଁ ଦୋଷୀ ହୁଏ।
12. ଏବଂ ଯଦି ଜଣେ ସ୍ତ୍ରୀ ନିଜ ସ୍ବାମୀଙ୍କୁ ଛାଡପତ୍ର ଦଇେ ଅନ୍ୟ ଜଣେ ପୁରୁଷକୁ ବିବାହ କରେ ତବେେ ସେ ମଧ୍ଯ ବ୍ଯଭିଚାର ପାପରେ ଦୋଷୀ ହୁଏ।"
13. ପୁଣି ଲୋକମାନେ ଯୀଶୁଙ୍କୁ ପାଖକୁ ସମାନଙ୍କେର େଛାଟ େଛାଟ ପିଲାମାନଙ୍କୁ ଆଣିଲେ ଯେପରି ଯୀଶୁ ପିଲାମାନଙ୍କୁ ଛୁଇଁ ଦଇେ ଆଶୀର୍ବାଦ କରିବେ। କିନ୍ତୁ ଯୀଶୁଙ୍କ ଶିଷ୍ଯମାନେ ଲୋକମାନଙ୍କୁ ବାରଣ କଲେ ଯେ ସମାନେେ ସମାନଙ୍କେର ପିଲାମାନଙ୍କୁ ଯୀଶୁଙ୍କ ପାଖକୁ ନ ଆଣନ୍ତୁ।
14. ଏହା ଦେଖି ଯୀଶୁ ବହୁତ ରାଗିଗଲେ। ଯୀଶୁ ଶିଷ୍ଯମାନଙ୍କୁ କହିଲେ, " େଛାଟ େଛାଟ ପିଲାମାନେ ମାେ ପାଖକୁ ଆସନ୍ତୁ। ସମାନଙ୍କେୁ ଅଟକାଅ ନାହିଁ। କାରଣ ପରମେଶ୍ବରଙ୍କ ରାଜ୍ଯ ଏହି ପିଲାମାନଙ୍କ ଭଳି ସରଳ ଲୋକମାନଙ୍କର ଅଟେ।
15. ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି, ଗୋଟିଏ େଛାଟ ପିଲା ସରଳ ମନ ରେ ସବୁ ବିଷୟ ଗ୍ରହଣ କଲାଭଳି ତୁମ୍ଭମାନେେ ପରମେଶ୍ବରଙ୍କ ରାଜ୍ଯ ଗ୍ରହଣ କରିବା ଉଚିତ ନଚତେ ତୁମ୍ଭେ ସଠାେରେ କବେେ ହେଲେ ପ୍ରବେଶ କରି ପାରିବ ନାହିଁ।"
16. ତା'ପରେ ଯୀଶୁ ପିଲାମାନଙ୍କୁ କୋଳକୁ ଉେଠଇ ନେଲେ। ସେ ସମାନଙ୍କେ ଉପରେ ହାତ ରଖି ଆଶୀର୍ବାଦ କଲେ।
17. ଯୀଶୁ ଯାଉଥିବା ବେଳେ ଜଣେ ଦୌଡି ଦୌଡି ତାହାଙ୍କ ପାଖକୁ ଆସିଲା ଓ ଯୀଶୁଙ୍କ ଆଗ ରେ ଆଣ୍ଠୁମାଡି ବସି ପଡିଲା। ସେ ପଚାରିଲା, " ହେ ଉତ୍ତମ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହବୋ ପାଇଁ ମୁଁ କ'ଣ କରିବି?"
18. ଯୀଶୁ ଉତ୍ତର ଦେଲେ, "ତୁମ୍ଭେ ମାେତେ ଉତ୍ତମ ବୋଲି କାହିଁକି କହୁଛ? କବଳେ ପରମେଶ୍ବରଙ୍କ ଛଡା ଆଉ କହେି ହେଲେ ଉତ୍ତମ ନୁହଁନ୍ତି।
19. କିନ୍ତୁ ମୁଁ ତୁମ୍ଭ ପ୍ରଶ୍ନର ଉତ୍ତର ଦେଉଛି। ତୁମ୍ଭେ ଆଜ୍ଞା ଗୁଡିକ ଜାଣିଛ: ହତ୍ଯା କର ନାହିଁ, ବ୍ଯଭିଗ୍ଭର କର ନାହିଁ, ଚୋରି କର ନାହିଁ, ମିଥ୍ଯା ସାକ୍ଷ୍ଯ ଦିଅ ନାହିଁ, ଠକ ନାହିଁ, ଆପଣା ବାପା ମାଆଙ୍କୁ ଆଦର କର।"
20. ସହେି ଲୋକ ଯୀଶୁଙ୍କୁ କହିଲା, "ଗୁରୁ, ମୁଁ ମାେ ପିଲାଦିନୁ ଏହି ସବୁ କଥା ମାନି ଚଳୁଛି।"
21. ଯୀଶୁ ତାହାଙ୍କୁ ଚାହିଁଲେ ଓ ସ୍ନହେ କଲେ। ସେ ତାହାଙ୍କୁ କହିଲେ, "ତୁମ୍ଭର ଏବେ ବି ଗୋଟିଏ କଥାର ଅଭାବ ଅଛି। ତୁମ୍ଭେ ଯାଅ, ଯାହା କିଛି ତୁମ୍ଭ ପାଖ ରେ ଅଛି ସତକେ ବିକି ଦଇେ ଗରିବଙ୍କୁ ସେ ଧନ ବାଣ୍ଟି ଦିଅ। ସ୍ବର୍ଗ ରେ ତୁମ୍ଭକୁ ଧନ ମିଳିବ। ତା'ପରେ ଆସ ଓ ମାରେ ଅନୁସହରଣ କର।"
22. ଯୀଶୁଙ୍କ କଥା ଶୁଣି ଲୋକଟିର ମନ ଦୁଃଖ ହାଇଗେଲା। ସେ ମନ ଦୁଃଖ ରେ ଫରେିଗଲା। କାରଣ ସେ ବହୁତ ଧନୀ ଥିଲା ଓ ତାର ଧନ ନିଜ ପାଖ ରେ ରଖିବାକୁ ଚାହୁଁଥିଲା।
23. ଯୀଶୁ ଚାରି ଆଡେ ଚାହିଁ ଶିଷ୍ଯମାନଙ୍କୁ କହିଲେ, "ଧନୀ ଲୋକମାନଙ୍କ ପକ୍ଷ ରେ ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରିବା ବଡ କଠିନ ବିଷୟ।"
24. ଯୀଶୁଙ୍କ କଥା ଶୁଣି ଶିଷ୍ଯମାନେ ଆଶ୍ଚର୍ୟ୍ଯ ହାଇଗେଲେ, କିନ୍ତୁ ଯୀଶୁ ସମାନଙ୍କେୁ ପୁଣି କହିଲେ, " ହେ ମାରେ ପିଲାମାନେ, ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରିବା ପ୍ରକୃତ ରେ କଡେେ କଠିନ।
25. ଜଣେ ଧନୀ ଲୋକର ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରିବା ଅପେକ୍ଷା, ଗୋଟିଏ ଓଟ ଗୋଟିଏ ଛୁଞ୍ଚି କଣା ରେ ଗଳି ଯାଇ ପାରିବା ସହଜ।"
26. ସମାନେେ ଆହୁରି ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ପରସ୍ପର କୁହାକୁହି ହେଲେ, " ତବେେ କିଏ ଉଦ୍ଧାର ପାଇ ପାରିବ?"
27. ଯୀଶୁ ସମାନଙ୍କେୁ ଚାହିଁ କହିଲେ, "ଏହା ମନୁଷ୍ଯମାନଙ୍କ ପାଇଁ ଅସମ୍ଭବ। କିନ୍ତୁ ପରମେଶ୍ବରଙ୍କ ପାଇଁ ନୁହେଁ। ପରମେଶ୍ବର ସବୁ କିଛି କରି ପାରିବୋ"
28. ପିତର ଯୀଶୁଙ୍କୁ କହିଲେ, "ଆପଣଙ୍କୁ ଅନୁସରଣ କରିବା ପାଇଁ ଆମ୍ଭମାନେେ ସବୁ କିଛି ତ୍ଯାଗ କରିଛୁ।"
29. ଯୀଶୁ କହିଲେ, "ମୁଁ ତୁମ୍ଭକୁ ସତ୍ଯ କହୁଛି, ଯେ ମାେ ପାଇଁ ଓ ସୁସମାଚାର ପାଇଁ ଘରଦ୍ବାର, ଭାଇ-ଭଉଣୀ, ବାପା-ମାଆ, ପିଲାଛୁଆ ଓ ଜମିବାଡି ଛାଡି ଦଇେ ପାରିଛି,
30. ସେ ନିଶ୍ଚୟ ଆପଣାର ସହେି ଛାଡିଥିବା ବସ୍ତୁଠାରୁ ଶ ହେ ଗୁଣ ଅଧିକ ଇହ କାଳ ରେ ପାଇ ପାରିବ। ସେ ଅଧିକ ଘରଦ୍ବାର, ଭାଉ-ଭଉଣୀ, ମାଆ, ପିଲା ପିଲି, ଓ ଜମି ବାଡି ପାଇବ। ଏବଂ ନିର୍ୟ୍ଯାତନା ସହିତ ସେ ଏହି ସବୁ ଜିନିଷ ପାଇବ କିନ୍ତୁ ପର କାଳ ରେ ସେ ଅନନ୍ତ ଜୀବନ ଲାଭ କରିବ।
31. ବର୍ତ୍ତମାନ ଯେଉଁ ଲୋକମାନେ ପ୍ରଥମ ସ୍ଥାନ ରେ ଅଛନ୍ତି, ସମାନେେ ଭବିଷ୍ଯତ ରେ ଶଷେ ସ୍ଥାନକୁ ଚାଲିଯିବେ, ଏବଂ ବର୍ତ୍ତମାନ ଯେଉଁମାନେ ଶଷେ ସ୍ଥାନ ରେ ଅଛନ୍ତି, ସମାନେେ ଭବିଷ୍ଯତ ରେ ପ୍ରଥମ ସ୍ଥାନକୁ ଚାଲିଯିବେ।"
32. ଯୀଶୁ ଓ ତାହାଙ୍କ ସହିତ ଲୋକମାନେ ୟିରୁଶାଲମକୁ ଯାଉଥିଲେ। ଯୀଶୁ ସମାନଙ୍କେ ଆଗେ ଆଗେ ଯାଉଥିଲେ। ତାହାଙ୍କ ଶିଷ୍ଯମାନେ ଆଶ୍ଚର୍ୟ୍ଯାନ୍ବିତ ହାଇେ ଯାଉଥିଲେ। କିନ୍ତୁ ତାହାଙ୍କୁ ଅନୁସରଣ କରି ଆସୁଥିବା ଲୋକେ ସବୁ ଡରି ଯାଇଥିଲେ। ଯୀଶୁ ତାହାଙ୍କର ବାରଜଣ ପ୍ ରରେିତଙ୍କୁ ଅଲଗା ଡାକି ୟିରୁଶାଲମ ରେ ଯାହା ସବୁ ଘଟିବ, ସେ ବିଷୟ ରେ କହିବାକୁ ଲାଗିଲେ।
33. ଯୀଶୁ କହିଲେ, "ଶୁଣ, ଆମ୍ଭମାନେେ ୟିରୁଶାଲମକୁ ଯାଉଛୁ। ମନୁଷ୍ଯପୁତ୍ରଙ୍କୁ ପ୍ରଧାନ ଯାଜକ ଓ ଧର୍ମଶାସ୍ତ୍ରୀମାନଙ୍କ ହାତ ରେ ଦଇେ ଦିଆୟିବ ଏବଂ ସମାନେେ ତାହାଙ୍କୁ ମୃତ୍ଯୁ ଦଣ୍ଡଦବୋ ପାଇଁ ଅଣଯୀହୂଦୀମାନଙ୍କୁ ସମର୍ପି ଦବେେ।
34. ସମାନେେ ତାହାଙ୍କୁ ଉପହାସ କରିବେ ଓ ତାହାଙ୍କ ଉପରେ ଛପେ ପକାଇବେ। ତାହାଙ୍କୁ କୋରଡା ରେ ପିଟିବେ ଓ ଶଷେ ରେ ମାରି ପକାଇବେ। କିନ୍ତୁ ମୃତ୍ଯୁଠାରୁ ତୃତୀୟ ଦିନ ରେ ସେ ପୁନରୁତ୍ଥାନ ହବେେ।"
35. ଜବଦେିଙ୍କ ପୁତ୍ର ଯାକୁବ ଓ ଯୋହନ ଯୀଶୁଙ୍କ ପାଖକୁ ଆସି କହିଲେ, " ହେ ଗୁରୁ, ତୁମ୍ଭେ ଆମ୍ଭ ପାଇଁ କିଛି କର ବୋଲି ଆମ୍ଭେ ଚାହୁଁଛୁ।"
36. ଯୀଶୁ ପଚାରିଲେ, "ତୁମ୍ଭମାନେେ ମାେ ଦ୍ବାରା ତୁମ୍ଭ ପାଇଁ କ'ଣ ପାଇବାକୁ ଚାହୁଁଛ?"
37. ସମାନେେ କହିଲେ, "ଆପଣଙ୍କ ରାଜ୍ଯ ରେ ଆପଣ ମହିମା ପ୍ରାପ୍ତ ହବୋ ବେଳେ ଆମ୍ଭ ଭିତରୁ ଜଣେ ତୁମ୍ଭର ଡାହାଣ ପଟେ ଓ ଆଉ ଜଣେ ବାମ ପଟେ ବସିବା ପାଇଁ ଆମ୍ଭକୁ ଅଧିକାର ପ୍ରଦାନ କରନ୍ତୁ।"
38. ଯୀଶୁ କହିଲେ, "ତୁମ୍ଭେ କ'ଣ ମାଗୁଛ, ତାହା ତୁମ୍ଭେ ଜାଣି ପାରୁନାହଁ। ମୁଁ ଯେଉଁ ଯାତନା ଭୋଗ କରିବି, ତୁମ୍ଭେ ମଧ୍ଯ କ'ଣ ସହେି ଭଳି ଯାତନା ଭୋଗ କରି ପାରିବ? ମୁଁ ଯେଉଁ ଭଳି ବାପ୍ତିଜିତ ହବେି, ତୁମ୍ଭେ କ'ଣ ସହେିଭଳି ବାପ୍ତିଜିତ ହାଇେ ପାରିବ?"
39. ସମାନେେ ତାହାଙ୍କୁ କହିଲେ, "ହଁ ଆମ୍ଭେ ପାରିବୁ।"
40. କିନ୍ତୁ ମାରେ ଡାହାଣ ବା ବାମ ପଟ ରେ କିଏ ବସିବ, ତାହା ବାଛିବାର ଅଧିକାର ମାରେ ନାହିଁ। ଯେଉଁମାନଙ୍କ ପାଇଁ ଏହା ପ୍ରସ୍ତୁତ କରା ଯାଇଛି, କବଳେ ସହେିମାନେ ସେଥି ରେ ବସି ପାରିବେ।"
41. ଅନ୍ୟ ଦଶ ଜଣ ପ୍ ରରେିତ ଏହା ଶୁଣିଲେ। ସମାନେେ ଯାକୁବ ଓ ଯୋହନଙ୍କ ଉପରେ ରାଗିଗଲେ।
42. ଯୀଶୁ ସମସ୍ତ ପ୍ ରରେିତମାନଙ୍କୁ ଏକାଠି ଡାକିଲେ। ସେ ସମାନଙ୍କେୁ କହିଲେ, "ଅଣଯିହୂଦୀମାନଙ୍କ ଭିତ ରେ ଅନକେ ଲୋକ ଅଛନ୍ତି, ଯେଉଁମାନଙ୍କୁ ସମାନେେ ଶାସକ କହନ୍ତି। ତୁମ୍ଭେ ଜାଣ ଯେ, ଏହି ଶାସକମାନେ ଲୋକଙ୍କ ଉପରେ ପ୍ରଭୁତ୍ବ ଦଖାଇବୋକୁ ଭଲ ପାଆନ୍ତି। ତାହାଙ୍କର ମହତ୍ତ୍ବପୂର୍ଣ୍ଣ ନେତାମାନେ ମଧ୍ଯ ଲୋକଙ୍କ ଉପରେ ତାହାଙ୍କର ଅଧିକର ସାବ୍ଯସ୍ତ କରିବାକୁ ଭଲ ପାଆନ୍ତି।
43. କିନ୍ତୁ ତୁମ୍ଭ ମଧିଅରେ ଏଭଳି କିଛି ହବୋ ଅନୁଚିତ। ଯଦି ତୁମ୍ଭ ଭିତରୁ କହେି ବଡ ହବୋକୁ ଚାହୁଁଥାଏ, ତବେେ ସେ ଜଣେ ସବେକ ଭଳି ତୁମ୍ଭ ସମସ୍ତଙ୍କର ସବୋ କରୁ।
44. ଯଦି ତୁମ୍ଭ ଭିତରୁ କହେି ମହତ୍ତ୍ବପୂର୍ଣ୍ଣ ହବୋକୁ ଚାହୁଁଥାଏ, ତବେେ ସେ ତୁମ୍ଭ ସମସ୍ତଙ୍କର ଜଣେ କ୍ରୀତଦାସ ଭଳି ସବୋ କରୁ।
45. ସହେିଭଳି ମନୁଷ୍ଯ ପୁତ୍ର ଅନ୍ୟ ଠାରୁ ସବୋ ପାଇବା ପାଇଁ ଆସି ନାହାଁନ୍ତି, ବରଂ ସେ ସବୋ କରିବା ପାଇଁ ଆସିଛନ୍ତି। ସେ ବହୁତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ନିଜର ଜୀବନ ଦବୋ ପାଇଁ ଆସିଛନ୍ତି।"
46. ତା'ପରେ ସମାନେେ ଯିରୀହାକେୁ ଆସିଲେ। ଯୀଶୁ ତାହାଙ୍କ ଶିଷ୍ଯ ଓ ଅନ୍ୟ ଅନକେ ଲୋକଙ୍କ ସହିତ ସହେି ସହର ଛାଡି ୟିବା ସମୟରେ ଟୀମାୟର ପୁଅ ବାର୍ଟୀମୟ ନାମକ ଜଣେ ଅନ୍ଧ ଭିକାରୀ ରାସ୍ତା କଡ ରେ ବସିଥିଲା। ସେ ସଦାବାଳେ ଲୋକଙ୍କୁ ଭିକ ମାଗୁଥିଲା।
47. ସେ ଶୁଣିଲା ଯେ ନାଜରିତୀୟ ଯୀଶୁ ସହେି ବାଟ ଦଇେ ଯାଉଛନ୍ତି। ସେ ଚିତ୍କାର କରି କହିଲା, " ହେ ଦାଉଦଙ୍କ ପୁତ୍ର ଯୀଶୁ : ମାେ ଉପରେ କୃପା କର।"
48. ଅନକେ ଲୋକ ତାକୁ ତୁନି ହବୋ ପାଇଁ ଧମକ ଦେଲେ। କିନ୍ତୁ ସହେି ଅନ୍ଧ ଭିକାରୀଟି ଅଧିକରୁ ଅଧିକ ଚିତ୍କାର କରି କହିଲା, " ହେ ଦାଉଦଙ୍କ ପୁତ୍ର ଯୀଶୁ, ମାେ ଉପରେ କୃପା କର।"
49. ଯୀଶୁ ଅଟକି ଗଲେ ଓ କହିଲେ, "ତାହାକୁ କୁହ ମାେ ପାଖକୁ ଆସୁ।"
50. ଅନ୍ଧ ଲୋକଟି ତତ୍କ୍ଷଣାତ୍ ତା ଚାଦରଟି ଫିଙ୍ଗି ଦଲୋ ଓ ଡଇେଁ ପଡିଲା। ସେ ଯୀଶୁଙ୍କ ନିକଟକୁ ଆସିଲା।
51. ଯୀଶୁ ଅନ୍ଧ ଲୋକଟିକୁ ପଚାରିଲେ, "ମୁଁ ତୁମ୍ଭ ପାଇଁ କ'ଣ କରିବି ବୋଲି ତୁମ୍ଭେ ଚାହୁଁଛ?" ଅନ୍ଧଟି ଉତ୍ତର ଦଲୋ, "ଗୁରୁ, ମୁଁ ଦେଖିବାକୁ ଚାହୁଁଛି।"
52. ଯୀଶୁ କହିଲେ, "ଯାଅ, ତୁମ୍ଭେ ଭଲ ହାଇଗେଲ, କାରଣ ତୁମ୍ଭେ ବିଶ୍ବାସ କଲ।" ତା'ପରେ ଲୋକଟି ସବୁ କିଛି ଦେଖି ପାରିଲା ଓ ସେ ପଥରେ ଯୀଶୁଙ୍କୁ ଅନୁସରଣ କଲା।
About ମାର୍କ Chapter 10
Read ମାର୍କ Chapter 10 online from the Holy Bible. This chapter is part of the Book of ମାର୍କ in the New Testament. Continue reading with the chapter navigation above or explore the complete book.
Book Information
Book: ମାର୍କ
Chapter: 10
Testament: New Testament
How to Read this Chapter
Use the Previous and Next Chapter buttons to continue reading ମାର୍କ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ମାର୍କ Chapter 10 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ମାର୍କ Chapter 10?
ମାର୍କ Chapter 10 is part of the Book of ମାର୍କ in the Holy Bible.
Can I read this chapter online?
Yes. You can read the complete ମାର୍କ Chapter 10 online for free with easy chapter navigation.
More Chapters from ନୂତନ ନିୟମ
- ମାର୍କ Chapter 13
- ମାର୍କ Chapter 12
- ମାର୍କ Chapter 4
- 1 ତୀମଥି Chapter 3
- ଯୋହନ Chapter 1
- 2 କରିନ୍ଥୀୟ Chapter 2
- ପ୍ରେରିତ Chapter 1
Explore More from ମାର୍କ
- ମାର୍କ Chapter 3
- ମାର୍କ Chapter 11
- ମାର୍କ Chapter 5
- ମାର୍କ Chapter 6
- ମାର୍କ Chapter 1
- ମାର୍କ Chapter 7
- ମାର୍କ Chapter 12