ଦିତୀୟ ବଂଶାବଳୀ Chapter 6

For English

Read ଦିତୀୟ ବଂଶାବଳୀ Chapter 6 Online

Read ଦିତୀୟ ବଂଶାବଳୀ Chapter 6 online from the Holy Bible. This chapter is part of the Book of ଦିତୀୟ ବଂଶାବଳୀ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଦିତୀୟ ବଂଶାବଳୀ and the Holy Bible online.

Choose a Chapter

ଦିତୀୟ ବଂଶାବଳୀ 6

ଅଧ୍ୟାୟ 6

1. ଏହାପରେ ଶଲୋମନ କହିଲେ, "ସଦାପ୍ରଭୁ ସେ ଗାଢ଼ ମେଘ ମଧିଅରେ ବାସ କରିବେ।

2. ହେ ସଦାପ୍ରଭୁ, ତୁମ୍ଭେ ବାସ କରିବା ନିମନ୍ତେ ମୁଁ ଏକ ମନ୍ଦିର ନିର୍ମାଣ କରିଅଛି। ଅନନ୍ତକାଳ ବାସ କରିବା ପାଇଁ ଏହା ତୁମ୍ଭ ନିମନ୍ତେ ଏକ ଉଚ୍ଚ ମନ୍ଦିର ସ୍ଥାନ ଅଟେ।"

3. ରାଜା ଶ ଲୋମନ ତାହାଙ୍କ ସମ୍ମୁଖ ରେ ଛିଡ଼ା ହାଇେଥିବା ଇଶ୍ରାୟେଲର ଲୋକମାନଙ୍କୁ ଆଶୀର୍ବାଦ କରିବାକୁ ବୁଲି ପଡ଼ିଲେ।

4. ଶଲୋମନ କହିଲେ, "ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କର ପ୍ରଶଂସା କର। ସଦାପ୍ରଭୁ ମାେ ପିତା ଦାଉଦଙ୍କ ସହିତ କଥା ହବୋ ସମୟରେ ଯାହା କରିବା ନିମନ୍ତେ ପ୍ରତିଜ୍ଞା କରିଥିଲେ, ତାହା ସଫଳ କରିଛନ୍ତି। ସଦାପ୍ରଭୁ ପରମେଶ୍ବର ଏହା କହିଥିଲେ :

5. 'ଆମ୍ଭେ ଆମ୍ଭର ଲୋକମାନଙ୍କୁ ମିଶର ଦେଶରୁ ବାହାର କରି ଆଣିବା ଦିନଠାରୁ ଆମ୍ଭେ ଆମ୍ଭର ନାମ ରେ ଗୃହଟିଏ ନିର୍ମାଣ କରିବା ନିମନ୍ତେ ଇଶ୍ରାୟେଲର କୌଣସି ପରିବାରବର୍ଗର ନଗର ରେ ଗୋଟିଏ ସ୍ଥାନ ସୁଦ୍ଧା ମନୋନୀତ କରି ନାହିଁ। ମାରେ ଲୋକ, ଇଶ୍ରାୟେଲର ଲୋକମାନଙ୍କୁ ନତେୃତ୍ବ ଦବୋ ନିମନ୍ତେ ଆମ୍ଭେ କୌଣସି ଗୋଟିଏ ଲୋକକୁ ସୁଦ୍ଧା ମନୋନୀତ କରି ନାହଁ।

6. କିନ୍ତୁ ଆମ୍ଭେ ବର୍ତ୍ତମାନ ୟିରୁଶାଲମକୁ ଆମ୍ଭର ନାମାର୍ଥେ ଏକ ସ୍ଥାନ ରୂପେ ନିରୂପଣ କରିଅଛୁ। ଏବଂ ଆମ୍ଭେ ଆମ୍ଭର ଲୋକ ଦାଉଦକୁ ଇଶ୍ରାୟେଲକୁ ନତେୃତ୍ବ ଦବୋ ନିମନ୍ତେ ମନୋନୀତ କରିଅଛୁ।'

7. " ମାରେ ପିତା ଦାଉଦ ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କ ନାମ ଉଦ୍ଦେଶ୍ଯ ରେ ଏକ ମନ୍ଦିର ନିର୍ମାଣ କରିବାକୁ ଚାହିଁଥିଲେ।

8. କିନ୍ତୁ ସଦାପ୍ରଭୁ ମାରେ ପିତା ଦାଉଦଙ୍କୁ କହିଲେ, 'ତୁମ୍ଭେ ଆମ୍ଭ ନାମ ଉଦ୍ଦେଶ୍ଯ ରେ ଏକ ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା କରି ଖୁବ୍ ଉତ୍ତମ କର୍ମ କରିଅଛ।

9. କିନ୍ତୁ ତୁମ୍ଭେ ନୁହେଁ, ତୁମ୍ଭର ନିଜର ପୁତ୍ର ମାେ ନାମ ଉଦ୍ଦେଶ୍ଯ ରେ ମନ୍ଦିର ନିର୍ମାଣ କରିବ।'

10. ବର୍ତ୍ତମାନ ସଦାପ୍ରଭୁ ଯାହା କରିବେ ବୋଲି କହିଥିଲେ, ସେ ତାହା କରିଛନ୍ତି। ଇଶ୍ରାୟେଲର ରାଜା ରୂପେ ମୁଁ ମାରେପିତାଙ୍କ ଉତ୍ତରାଧିକାରୀ ହାଇେଛି। ସଦାପ୍ରଭୁ ତାହାହିଁ ପ୍ରତିଜ୍ଞା କରିଥିଲେ। ଆଉ ମୁଁ ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କ ନାମ ଉଦ୍ଦେଶ୍ଯ ରେ ମନ୍ଦିର ନିର୍ମାଣ କରିଅଛି।

11. ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କ ସହିତ କରିଥିବା ବିଶଷେ ଚୁକ୍ତିର ପ୍ରତିନିଧିତ୍ବ କରୁଥିବା ସିନ୍ଦୁକକୁ ମୁଁ ମନ୍ଦିର ରେ ରଖିଅଛି।'3

12. ଶଲୋମନ ସଦାପ୍ରଭୁଙ୍କ ୟଜ୍ଞବଦେୀର ସମ୍ମୁଖ ରେ ଠିଆ ହେଲେ। ସେ ଏକତ୍ରୀତ ସମଗ୍ର ଇଶ୍ରାୟେଲର ଲୋକମାନଙ୍କର ସମ୍ମୁଖ ରେ ଠିଆ ହେଲେ। ଏହାପରେ ଶଲୋମନ ତାଙ୍କର ହସ୍ତ ପ୍ରସାରିତ କଲେ।

13. ଶଲୋମନ 26 ମିଟର ଲମ୍ବ ଓ 26 ମଟର ପ୍ରସ୍ଥ ଓ 15 ମିଟର ଉଚ୍ଚତା ବିଶିଷ୍ଟ ପିତ୍ତଳର ଏକ ମଞ୍ଚ ନିର୍ମାଣ କରିଥିଲେ ଓ ତାହାକୁ ବାହାର ପ୍ରାଙ୍ଗଣର ମଧ୍ଯଭାଗ ରେ ସ୍ଥାପିତ କରିଥିଲେ। ଏହାପରେ, ସେ ସହେି ମଞ୍ଚ ଉପରେ ଠିଆ ହେଲେ ଓ ଏକତ୍ରୀତ ହାଇେଥିବା ସମଗ୍ର ଇଶ୍ରାୟେଲର ଲୋକମାନଙ୍କ ସମ୍ମୁଖ ରେ ଆଣ୍ଠାଇେ ପଡ଼ିଲେ। ଶଲୋମନ ଆକାଶ ଆଡ଼େ ଆପଣା ଦୁଇ ହସ୍ତ ବିସ୍ତାର କଲେ।

14. ଶଲୋମନ କହିଲେ,

15. ତୁମ୍ଭେ ତୁମ୍ଭର ଦାସ ଦାଉଦଙ୍କ ସହିତ କରିଥିବା ନିଯମ ରକ୍ଷା କରିଅଛ। ଦାଉଦ ମାରେ ପିତା ଥିଲେ। ତୁମ୍ଭେ ଆପଣାର ମୁଖ ରେ ଏହି ପ୍ରତିଜ୍ଞା କରିଥିଲ। ଆଉ ଆଜି ତୁମ୍ଭେ ତୁମ୍ଭର ହସ୍ତ ଦ୍ବାରା ସହେି ପ୍ରତିଜ୍ଞାକୁ ସତ୍ଯ ରେ ପରିଣତ କରିଅଛ।

16. ବର୍ତ୍ତମାନ, ହେ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର, ତୁମ୍ଭର ଦାସ ଦାଉଦଙ୍କୁ ଦତ୍ତ ତୁମ୍ଭର ପ୍ରତିଜ୍ଞା ରକ୍ଷା କର। ତୁମ୍ଭେ ଏହା ପ୍ରତିଜ୍ଞା କରିଥିଲ ; ତୁମ୍ଭେ କହିଲ, 'ଦାଉଦ, ତୁମ୍ଭର ଭବିଷ୍ଯତ ବଂଶଧରମାନଙ୍କରୁ ଜଣେ ସର୍ବଦା ମାେ ସମ୍ମୁଖ ରେ ଇଶ୍ରାୟେଲର ସିଂହାସନ ଉପରେ ବିରାଜମାନ ହବେ। ଯଦି ତୁମ୍ଭର ପୁତ୍ରମାନେ ନିଜର କର୍ମ ସାବଧାନତା ପୂର୍ବକ କରିବେ, ତବେେ କବଳେ ଏହା ଘଟିବ। ତୁମ୍ଭେ ଯେପରି ମାରେ ଆଇନ୍ସବୁ ପାଳନ କରିଅଛ, ସହେିପରି ସମାନଙ୍କେୁ ମଧ୍ଯ ମାରେ ଆଇନ୍ ମାନିବାକୁ ପଡ଼ିବ।'

17. ବର୍ତ୍ତମାନ ହେ ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବର, ତୁମ୍ଭର ପ୍ରତିଜ୍ଞାକୁ ସଫଳ କର। ତୁମ୍ଭେ ତୁମ୍ଭର ଦାସ ଦାଉଦଙ୍କୁ ଏହି ପ୍ରତିଜ୍ଞା ଦଇେଥିଲ।

18. "କିନ୍ତୁ ଆମ୍ଭମାନେେ ଜାଣୁ ଯେ ତୁମ୍ଭେ ପରମେଶ୍ବର, ପ୍ରକୃତ ରେ ଏହି ପୃଥିବୀ ରେ ମନୁଷ୍ଯମାନଙ୍କ ସହିତ ବସବାସ କରିବ ନାହିଁ। ସ୍ବର୍ଗ ଓ ଉଚ୍ଚତମ ସ୍ବର୍ଗଗଣ ତୁମ୍ଭକୁ ଧାରଣ କରିପାରନ୍ତି ନାହିଁ। ଆଉ ଆମ୍ଭମାନେେ ଜାଣୁ ଯେ, ମୁଁ ନିର୍ମିତ କରିଥିବା ଏହି ମନ୍ଦିର ତୁମ୍ଭକୁ ଧାରଣ କରି ନ ପା ରେ।

19. କିନ୍ତୁ ମାେ ପ୍ରାର୍ଥନା ରେ ଓ ମୁଁ ତୁମ୍ଭ ନିକଟରେ ଦୟା ଭିକ୍ଷା କରିବା ସମୟରେ ସେଥିପ୍ରତି ଧ୍ଯାନ ଦିଅ। ହେ ସଦାପ୍ରଭୁ, ମାରେ ପରମେଶ୍ବର, ମୁଁ ତୁମ୍ଭ ନିକଟରେ ଡ଼ାକ ପକାଇବା ସମୟରେ ମାରେ ଡ଼ାକ ଶୁଣ। ମୁଁ ତୁମ୍ଭ ନିକଟରେ ଯେଉଁ ପ୍ରାର୍ଥନା କରିଅଛି, ତାହା ଣୁଣ। ମୁଁ ତୁମ୍ଭର ଦାସ ଅଟେ।

20. ମୁଁ ପ୍ରାର୍ଥନା କରେ ଯେ, ଏହି ମନ୍ଦିର ପ୍ରତି ଦିବାରାତ୍ରି ଦୃଷ୍ଟିପାତ କରିବା ନିମନ୍ତେ ତୁମ୍ଭର ଚକ୍ଷୁ ଯେପରି ଉନ୍ମୁକ୍ତ ରହିଥାଉ। ତୁମ୍ଭେ କହିଅଛ ଯେ, ତୁମ୍ଭେ ଏହି ସ୍ଥାନ ଉପରେ ତୁମ୍ଭର ନାମ ସ୍ଥାପନ କରିବ। ମୁଁ ଏହି ମନ୍ଦିର ଆଡ଼େ ଚାହିଁ ପ୍ରାର୍ଥନା କରିବା ସମୟରେ ତୁମ୍ଭେ ମାରେ ପ୍ରାଥର୍ନା ଶୁଣିବ।

21. ମୁଁ ଯେଉଁ ପ୍ରାର୍ଥନା କରୁଅଛି ଓ ତୁମ୍ଭର ଲୋକ ଇଶ୍ରାୟେଲ ଯେଉଁ ପ୍ରାର୍ଥନା କରୁଅଛନ୍ତି, ତାହା ଶୁଣ। ଆମ୍ଭମାନେେ ଏହି ମନ୍ଦିର ଆଡ଼େ ଚାହିଁ ପ୍ରାର୍ଥନା କରିବା ସମୟରେ ଆମ୍ଭମାନଙ୍କର ପ୍ରାର୍ଥନା ଶୁଣ। ତୁମ୍ଭେ ସ୍ବର୍ଗ ରେ ଥାଇ ତାହା ଶୁଣ। ଆଉ, ତୁମ୍ଭେ ଆମ୍ଭମାନଙ୍କର ପ୍ରାର୍ଥନା ଶୁଣି, ଆମ୍ଭମାନଙ୍କୁ କ୍ଷମା କର।

22. "ଯଦି ଜଣେ ବ୍ଯକ୍ତି ଅନ୍ୟ ଜଣେ ବ୍ଯକ୍ତି ବିରୁଦ୍ଧ ରେ ଭୁଲ୍ କର୍ୟ୍ଯ କରେ, ତାକୁ ଶପଥ କରିବା ପାଇଁ ବାଧ୍ଯ କରାୟାଏ। ଯେତବେେଳେ ସେ ମନ୍ଦିର ମଧିଅରେ ତୁମ୍ଭର ବଦେୀ ସମ୍ମୁଖ ରେ ଶପଥ କରିବାକୁ ଆ ସେ,

23. , ସେତବେେଳେ ତୁମ୍ଭେ ସ୍ବର୍ଗରୁ ତାହା ଶୁଣ। ତୁମ୍ଭର ଦାସମାନଙ୍କର ବିଚାର କର ଓ କାର୍ୟ୍ଯ କର। ଦୁଷ୍ଟ ବ୍ଯକ୍ତିକୁ ଦଣ୍ଡିତ କର ଓ ସେ ଅନ୍ୟ ଲୋକମାନଙ୍କୁ ଯେଉଁ ବିଷଯ ଦ୍ବାରା କଷ୍ଟ ଭୋଗ କରାଇଛି, ତାକୁ ସହେି ବିଷଯ ଦ୍ବାରା କଷ୍ଟ ଭୋଗ କରାଅ। କିନ୍ତୁ ଯଦି ଜଣେ ବ୍ଯକ୍ତି ନିର୍ଦ୍ ଦୋଷ, ତୁମ୍ଭେ ତାକୁ ନିର୍ଦ୍ ଦୋଷ ବୋଲି ପ୍ରମାଣ କର।

24. "ଯଦି ତୁମ୍ଭର ଇଶ୍ରାୟେଲର ଲୋକମାନେ ତୁମ୍ଭ ବିରୁଦ୍ଧ ରେ ପାପ କଲେ ଜଣେ ଶତ୍ରୁ ଆସି ହୁଏତ ସମାନଙ୍କେୁ ପରାସ୍ତ କରିପା ରେ। ଆଉ ତା'ପରେ, ଯଦି ଇଶ୍ରାୟେଲର ଲୋକମାନେ ତୁମ୍ଭ ନିକଟକୁ ଫରେି ଆସନ୍ତି ଓ ତୁମ୍ଭ ନିକଟରେ ପାପ ସ୍ବୀକାର କରନ୍ତି ଏବଂ ଏହି ମନ୍ଦିର ରେ ତୁମ୍ଭ ନିକଟରେ ପ୍ରାର୍ଥନା କରନ୍ତି ଓ ତୁମ୍ଭର କରୁଣା ଭିକ୍ଷା କରନ୍ତି।

25. ତବେେ ତୁମ୍ଭେ ସ୍ବର୍ଗରୁ ତାହା ଶୁଣ ଓ ତୁମ୍ଭର ଲୋକ ଇଶ୍ରାୟେଲର ପାପ କ୍ଷମା କର। ତୁମ୍ଭେ ସମାନଙ୍କେୁ ଓ ସମାନଙ୍କେର ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦଇେଅଛ, ସମାନଙ୍କେୁ ପୁନର୍ବାର ସଠାେକୁ ଫରୋଇ ଆଣ।

26. "ଆକାଶ ରୁଦ୍ଧ ହାଇେ ହୁଏତ ବର୍ଷା ହାଇେ ନ ପା ରେ। ଯଦି ଇଶ୍ରାୟେଲର ଲୋକମାନେ ତୁମ୍ଭ ବିରୁଦ୍ଧ ରେ ପାପ କରନ୍ତି, ତବେେ ଏହା ଘଟିବ। ଆଉ ଯଦି ଇଶ୍ରାୟେଲର ଲୋକମାନେ ଏହି ମନ୍ଦିର ଆଡ଼େ ଚାହିଁ ତୁମ୍ଭଠା ରେ ସ୍ବୀକାର କରନ୍ତି ଏବଂ ପ୍ରାର୍ଥନା କରନ୍ତି, ଆଉ ତୁମ୍ଭେ ସମାନଙ୍କେୁ ଦଣ୍ଡ ଦଇେଥାଅ। ଯଦି ସମାନେେ ସମାନଙ୍କେର ପାପ ପାଇଁ ଅନୁତାପ କରନ୍ତି।

27. ତବେେ ତୁମ୍ଭେ ସ୍ବର୍ଗରୁ ତାହା ଶୁଣ ଓ ସମାନଙ୍କେର ପାପସବୁ କ୍ଷମା କର। ଇଶ୍ରାୟେଲର ଲୋକମାନେ ତୁମ୍ଭର ଦାସ ଅଟନ୍ତି। ତେଣୁ ସମାନେେ ଯେଉଁ ପ୍ରକାର ଜୀବନ କାଟିବା ଉଚିତ୍, ସମାନଙ୍କେୁ ସହେି ଯଥାର୍ଥ ପଥ ଶିଖାଅ। ଆଉ ତୁମ୍ଭର ଦେଶ ମଧ୍ଯକୁ ବାର୍ତ୍ତା ପଠାଅ। ସହେି ଦେଶକୁ ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ଦଇେଅଛ।

28. "ଦେଶ ରେ ହୁଏତ ଦୁର୍ଭିକ୍ଷ ପଡ଼ିପା ରେ, କିଅବା ଭୟଙ୍କର ରୋଗ ସବୁ ହାଇପୋ ରେ, ଅବା ଶସ୍ଯସବୁ ରୋଗଗ୍ରସ୍ତ ହାଇପୋ ରେ, ଅଥବା ଫିମ୍ପି, କିଅବା ପଙ୍ଗପାଳ, ନତୁବା ଝିଣ୍ଟିକା କିଅବା ଶତ୍ରୁମାନେ ଯଦି ଇଶ୍ରାୟେଲର ଲୋକମାନଙ୍କୁ ସମାନଙ୍କେ ନଗର ମଧିଅରେ ଆକ୍ରମଣ କରନ୍ତି, କିଅବା ଯଦି ଇଶ୍ରାୟେଲ ରେ କୌଣସି ପ୍ରକାରର ରୋଗ ଦଖାୟୋଏ,

29. ଆଉ, ତା'ପରେ ଇଶ୍ରାୟେଲର ତୁମ୍ଭର ପ୍ରେତ୍ୟକକ ବ୍ଯକ୍ତି ନିଜର ସମସ୍ଯା ଓ କ୍ଲେଶ ଜାଣି ସମାନଙ୍କେ ମଧ୍ଯରୁ କହେି ତୁମ୍ଭ ନିକଟରେ ପ୍ରାର୍ଥନା ଓ ବୀନତି କରେ, – ଆଉ ଯଦି ସହେି ବ୍ଯକ୍ତି ଏହି ମନ୍ଦିର ଆଡ଼େ ଚାହିଁ ତାହାର ହସ୍ତ ପ୍ରସାର କରେ,

30. ତବେେ ତୁମ୍ଭେ ସ୍ବର୍ଗ ରେ ଥାଇ ତାହା ଶୁଣ, ଯେଉଁଠା ରେ ତୁମ୍ଭେ ବାସ କର, ଓ କ୍ଷମା ଦିଅ। ପ୍ରେତ୍ୟକକ ବ୍ଯକ୍ତିକୁ ତାହାର ପ୍ରାପ୍ଯମତେ ଦିଅ। କବଳେ ତୁମ୍ଭେ ହିଁ ଜାଣ ଯେ, ଜଣେ ବ୍ଯକ୍ତିର ହୃଦଯ ରେ କ'ଣ ଅଛ।

31. ତବେେ ତୁମ୍ଭେ ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦଇେଥିବା ଦେଶ ରେ ଲୋକମାନେ ଯେତକୋଳ ବାସ କରିବେ, େସତଦେିନ ପର୍ୟ୍ଯନ୍ତ ସମାନେେ ତୁମ୍ଭକୁ ଭୟ କରିବେ ଓ ତୁମ୍ଭକୁ ମାନିବେ।

32. "ହୁଏତ ଜଣେ ଅପରିଚିତ ବ୍ଯକ୍ତି ଥାଇପା ରେ, ୟିଏ ଜଣେ ଇଶ୍ରାୟେଲୀୟ ହାଇେ ନ ଥିବ, କିନ୍ତୁ ଏକ ଦୂର ଦେଶରୁ ଏଠାକୁ ଆସିଥାଇପା ରେ। ସହେି ବିଦେଶୀ ବ୍ଯକ୍ତି ତୁମ୍ଭର ମହାନ୍ ନାମ, ତୁମ୍ଭର ମହାନ୍ ଶକ୍ତି ଓ ଲୋକମାନଙ୍କୁ ବିପଦରୁ ଉଦ୍ଧାର କରିବା ତୁମ୍ଭର ସାମର୍ଥ୍ଯ ଶୁଣି ଆସିପା ରେ। ଯେତବେେଳେ ସହେି ବ୍ଯକ୍ତି ଆସିବ ଓ ଏହି ମନ୍ଦିର ଆଡ଼କୁ ଚାହିଁ ପ୍ରାର୍ଥନା କରିବ,

33. ତବେେ ତୁମ୍ଭେ ଯେଉଁ ସ୍ବର୍ଗ ରେ ବାସ କର, ସଠାରୁେ ଥାଉ, ସହେି ବିଦେଶୀ ବ୍ଯକ୍ତିର କଥା ଶୁଣ ଓ ତାହାର ପ୍ରାର୍ଥନା ରେ ଉତ୍ତର ଦିଅ। ତବେେ ତୁମ୍ଭର ଲୋକ ଇଶ୍ରାୟେଲ ଯେପରି ତୁମ୍ଭକୁ ସମ୍ମାନ କରନ୍ତି, ସହେିପରି ସାରା ପୃଥିବୀର ଲୋକମାନେ ତୁମ୍ଭର ନାମକୁ ଜାଣିବେ, ଓ ତୁମ୍ଭକୁ ସମ୍ମାନ କରିବେ। ଆଉ, ମୁଁ ନିର୍ମାଣ କରିଥିବା ଏହି ମନ୍ଦିର ଯେ ତୁମ୍ଭ ନାମ ରେ ନାମିତ, ଏହା ପୃଥିବୀସ୍ଥ ସମସ୍ତ ଲୋକ ଜାଣିବେ।

34. "ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ସମାନଙ୍କେ ଶତୃମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଏକ ସ୍ଥାନକୁ ପ୍ ରରଣେ କରିବ। ସମାନେେ ତୁମ୍ଭ ଦ୍ବାରା ମନୋନୀତ ଏହି ନଗର ଓ ତୁମ୍ଭ ନାମ ନିମନ୍ତେ ମୁଁ ନିର୍ମାଣ କରିଥିବା ଏହି ମନ୍ଦିର ଆଡ଼େ ଚାହିଁ ତୁମ୍ଭ ନିକଟରେ ପ୍ରାର୍ଥନା କରିବେ।

35. ସ୍ବର୍ଗ ରେ ଥାଇ ସମାନଙ୍କେର ପ୍ରାର୍ଥନା ଶୁଣ। ସମାନେେ ସାହାୟ୍ଯ ପାଇଁ ଅନୁ ରୋଧ କରିବା ସମୟରେ ସମାନଙ୍କେ ବୀନତି ଶୁଣ। ଆଉ, ସମାନଙ୍କେୁ ସାହାୟ୍ଯ କର।

36. "ଲୋକମାନେ ତୁମ୍ଭ ବିରୁଦ୍ଧ ରେ ପାପ କରିବେ – ଏପରି ବ୍ଯକ୍ତି କହେି ନାହିଁ, ଯେ ପାପ କରେ ନାହିଁ। ଆଉ ତୁମ୍ଭେ ସମାନଙ୍କେ ଉପରେ କୋରଧ କରିବ। ତୁମ୍ଭେ ଜଣେ ଶତୃଦ୍ବାରା ସମାନଙ୍କେୁ ପରାଜିତ କରାଇବ, ଆଉ ସମାନଙ୍କେୁ ବନ୍ଦୀ କରାଇ ଦୂରବର୍ତ୍ତୀ କିଅବା ନିକଟବର୍ତ୍ତୀ କୌଣସି ଏକ ଦେଶକୁ ବଳପୂର୍ବକ ୟିବାକୁ ହବେ।

37. କିନ୍ତୁ ତାହାପରେ ସମାନେେ ବନ୍ଦୀରୂପେ ରହିଥିବା ଦେଶ ରେ ଅନୁତାପ କରିବେ ଓ ତୁମ୍ଭ ଦୟା ପାଇଁ ପ୍ରାର୍ଥନା କରିବେ। ସମାନେେ କହିବେ, 'ଆମ୍ଭମାନେେ ପାପ କରିଅଛୁ, ଆମ୍ଭମାନେେ ଭୁଲ୍ କରିଅଛୁ ଓ ଆମ୍ଭମାନେେ ଦୁଷ୍ଟତା ପୂର୍ବକ ଆଚରଣ କରିଅଛୁ।'

38. ଆଉ, ତା'ପରେ ସମାନେେ ବନ୍ଦୀରୂପେ ରହିଥିବା ଦେଶ ରେ ସମାନଙ୍କେର ସମସ୍ତ ହୃଦଯ ଓ ଆତ୍ମା ସହିତ ତୁମ୍ଭ ନିକଟକୁ ଫରେିବେ। ଆଉ ସମାନେେ ସମାନଙ୍କେର ଦେଶ, ଯେଉଁ ଦେଶ ତୁମ୍ଭେ ସମାନଙ୍କେର ପୂର୍ବପୁରୁଷମାନଙ୍କୁ ଦଇେଥିଲ ଓ ତୁମ୍ଭର ମନୋନୀତ ଏହି ନଗର ଆଡ଼େ ଚାହିଁ ପ୍ରାର୍ଥନା କରିବେ। ଆଉ ମୁଁ ତୁମ୍ଭ ନାମ ନିମନ୍ତେ ନିର୍ମାଣ କରିଥିବା ମନ୍ଦିର ଆଡ଼େ ଚାହିଁ ସମାନେେ ପ୍ରାର୍ଥନା କରିବେ।

39. ଯେତବେେଳେ ଏହା ଘଟିବ, ସ୍ବର୍ଗ ରେ ଥାଇ ତୁମ୍ଭେ ତାହା ଶୁଣିବ, ସମାନେେ ସାହାୟ୍ଯ ନିମନ୍ତେ ଅନୁରୋଧ କଲେ, ସମାନଙ୍କେର ପ୍ରାର୍ଥନା ଗ୍ରହଣ କର। ଆଉ ସମାନଙ୍କେୁ ସାହାୟ୍ଯ କର। ତୁମ୍ଭ ବିରୁଦ୍ଧ ରେ ପାପ କରିଥିବା ତୁମ୍ଭର ଲୋକମାନଙ୍କୁ କ୍ଷମା କର।

40. ବର୍ତ୍ତମାନ, ହେ ମାରେ ପରମେଶ୍ବର, ତୁମ୍ଭେ ତୁମ୍ଭର ଚକ୍ଷୁ ଓ କର୍ଣ୍ଣ ଉନ୍ମୁକ୍ତ କରିବାକୁ ମୁଁ ତୁମ୍ଭକୁ ନିବଦନେ କରେ। ଆମ୍ଭମାନେେ ଏହି ସ୍ଥାନ ରେ ଯେଉଁ ପ୍ରାର୍ଥନା କରୁଅଛୁ, ତାହା ଶୁଣ।

41. " ହେ ସଦାପ୍ରଭୁ ପରମେଶ୍ବର, ବର୍ତ୍ତମାନ ଜାଗ୍ରତ ହୁଅ, ନିଯମ-ସିନ୍ଦୁକ ଯାହାକି ତୁମ୍ଭର ଶକ୍ତି ପ୍ରଦର୍ଶନ କରେ, ତୁମ୍ଭର ସହେି ବିଶଷେ ସ୍ଥାନକୁ ଆସ। ତୁମ୍ଭର ଯାଜକଗଣ ପରିତ୍ରାଣ ଦ୍ବାରା ସଜ୍ଜିତ ହୁଅନ୍ତୁ। ତୁମ୍ଭର ସତ୍ ଅନୁଗାମୀଗଣ, ଏହି ସମସ୍ତ ଉତ୍ତମ ବିଷଯ ରେ ଆନନ୍ଦିତ ହୁଅନ୍ତୁ।

42. ସଦାପ୍ରଭୁ ପରମେଶ୍ବର, ତୁମ୍ଭର ଅଭିଷିକ୍ତ ରାଜାକୁ ଗ୍ରହଣ କର। ତୁମ୍ଭର ଅନୁଗ୍ରହ ଦାସ ଦାଉଦକୁ ସ୍ମରଣ କର !"

About ଦିତୀୟ ବଂଶାବଳୀ Chapter 6

Read ଦିତୀୟ ବଂଶାବଳୀ Chapter 6 online from the Holy Bible. This chapter is part of the Book of ଦିତୀୟ ବଂଶାବଳୀ in the Old Testament. Continue reading with the chapter navigation above or explore the complete book.

Book Information

Book: ଦିତୀୟ ବଂଶାବଳୀ
Chapter: 6
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଦିତୀୟ ବଂଶାବଳୀ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଦିତୀୟ ବଂଶାବଳୀ Chapter 6 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଦିତୀୟ ବଂଶାବଳୀ Chapter 6?

ଦିତୀୟ ବଂଶାବଳୀ Chapter 6 is part of the Book of ଦିତୀୟ ବଂଶାବଳୀ in the Holy Bible.

Can I read this chapter online?

Yes. You can read the complete ଦିତୀୟ ବଂଶାବଳୀ Chapter 6 online for free with easy chapter navigation.

More Chapters from ଦିତୀୟ ବଂଶାବଳୀ

  1. ଦିତୀୟ ବଂଶାବଳୀ Chapter 9
  2. ଦିତୀୟ ବଂଶାବଳୀ Chapter 3
  3. ଦିତୀୟ ବଂଶାବଳୀ Chapter 30
  4. ଦିତୀୟ ବଂଶାବଳୀ Chapter 19
  5. ଦିତୀୟ ବଂଶାବଳୀ Chapter 17
  6. ଦିତୀୟ ବଂଶାବଳୀ Chapter 32
  7. ଦିତୀୟ ବଂଶାବଳୀ Chapter 28

Explore More from ପୁରାତନ ନିୟମ

  1. ଦିତୀୟ ରାଜାବଳୀ Chapter 15
  2. ଦ୍ୱିତୀୟ ବିବରଣ Chapter 32
  3. ଏଜ୍ରା Chapter 10
  4. ଦିତୀୟ ବଂଶାବଳୀ Chapter 7
  5. ଦ୍ୱିତୀୟ ବିବରଣ Chapter 11
  6. ଗୀତସଂହିତା Chapter 136
  7. ଯିରିମିୟଙ୍କ ବିଳାପ Chapter 5

Related Chapters & Readings

  1. ଯିରିମିୟ Chapter 19
  2. ହୋଶେୟ Chapter 3
  3. ଗୀତସଂହିତା Chapter 139
  4. 2 ଯୋହନ Chapter 1
  5. ଯିହିଜିକଲ Chapter 33
  6. ଗୀତସଂହିତା Chapter 28
  7. 2 କରିନ୍ଥୀୟ Chapter 10
Share Your Love

Leave a Reply

Your email address will not be published. Required fields are marked *