Read ଗଣନା ପୁସ୍ତକ Chapter 13 Online
Read ଗଣନା ପୁସ୍ତକ Chapter 13 online from the Holy Bible. This chapter is part of the Book of ଗଣନା ପୁସ୍ତକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗଣନା ପୁସ୍ତକ and the Holy Bible online.
Choose a Chapter
ଗଣନା ପୁସ୍ତକ 13
ଅଧ୍ୟାୟ 13
1. ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
2. "ମୁଁ ଇଶ୍ରାୟେଲର ଲୋକମାନଙ୍କୁ ଯେଉଁ କିଣାନ ଦେଶ ଦବେି, ତାହା ଅନୁସନ୍ଧାନ କରିବାକୁ ତୁମ୍ଭେ ଲୋକ ପଠାଅ। ସମାନଙ୍କେର ପ୍ରେତ୍ୟକକ ପିତୃବଂଶ ମଧିଅରେ ଯେଉଁ ମାନେ ଅଧିପତି, ସମାନଙ୍କେୁ ପଠାଅ।"
3. ତେଣୁ ମାଶାେ ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ପାରଣ ମରୁଭୂମି ପ୍ରାନ୍ତରରୁ ସମାନଙ୍କେୁ ପଠାଇଲେ। ସହେି ଲୋକମାନେ ଇଶ୍ରାୟେଲର ଲୋକମାନଙ୍କର ନତେୃବର୍ଗ ଥିଲେ।
4. ସହେି ପ୍ରଧାନମାନଙ୍କର ନାମ ଏହି
5. ଶିମିୟୋନ ଗୋଷ୍ଠୀବର୍ଗ ମଧ୍ଯରୁ ହୋରିର ପୁତ୍ର ଶାଫଟ।
6. ଯିହୁଦା ଗୋ୍ଟୀବର୍ଗ ମଧ୍ଯରୁ ୟିଫୁନ୍ନିର ପୁତ୍ର କାଲେବ୍।
7. ଇଷାଖର ଗୋଷ୍ଠୀବର୍ଗ ମଧ୍ଯରୁ ଯୋଷଫେର ପୁତ୍ର ୟିଗାଲ।
8. ଇଫ୍ରଯିମ ଗୋଷ୍ଠୀବର୍ଗ ମଧ୍ଯରୁ ନୂନର ପୁତ୍ର ହାେେଶୟ।
9. ବିଦ୍ଯାମୀନ ଗୋଷ୍ଠୀବର୍ଗ ମଧ୍ଯରୁ ରାଫୁର ପୁତ୍ର ପଲ୍ଟି।
10. ସବୁଲୂନ ଗୋଷ୍ଠୀବର୍ଗ ମଧ୍ଯରୁ ସୋଦିର ପୁତ୍ର ଗବ୍ଦୀଯଲେ।
11. ଯୋଷଫେ ଗୋଷ୍ଠୀବର୍ଗ ସୂଷିର ପୁତ୍ର ଗବ୍ଦି ମନଃଶି ଗୋଷ୍ଠୀର ଅଟେ।
12. ଦାନ ଗୋଷ୍ଠୀବର୍ଗ ମଧ୍ଯରୁ ଗମଲ୍ଲୀର ପୁତ୍ର ଅମ୍ମୀଯଲେ।
13. ଆଶରେ ଗୋଷ୍ଠୀବର୍ଗ ମଧ୍ଯରୁ ମୀଖାଯଲରେ ପୁତ୍ର ସଥୁର।
14. ନପ୍ତାଲି ଗୋଷ୍ଠୀବର୍ଗ ମଧ୍ଯରୁ ବପ୍ ସିର ପୁତ୍ର ନହବି।
15. ଗାଦ ଗୋଷ୍ଠୀବର୍ଗ ମଧ୍ଯରୁ ମାଖିର ପୁତ୍ର ଗୂଯଲେ।
16. ମାଶାେ ଯେଉଁ ଲୋକମାନଙ୍କୁ ଗୁପ୍ତଚର କାର୍ୟ୍ଯ କରିବାକୁ ସହେି ଦେଶ ପଠାଇ ଥିଲେ, ମାଶାେ ନୂନର ପୁତ୍ର ହାେେଶୟଙ୍କୁ ଯିହାଶୂେୟ ନାମ ଦେଲେ।
17. ଆଉ ମାଶାେ ଏମାନଙ୍କୁ କିଣାନ ଦେଶ ରେ ଗୁପ୍ତଚର କାର୍ୟ୍ଯ କରିବାକୁ ପଠାଇ ସମାନଙ୍କେୁ କହିଲେ, "ତୁମ୍ଭମାନେେ ନଗେଭେକୁ ୟାଅ ଏବଂ ତା'ପରେ ପର୍ବତମଯ ଦେଶକୁ ୟାଅ।
18. ପୁଣି ସହେି ଦେଶ କିପରି, ତହିଁର ବାସିନ୍ଦାମାନେ ବଳବାନ୍ କି ଦିର୍ବଳ ଓ ସେ ଅଳ୍ପ କି ଅନକେ ସେ ବିଷଯ ରେ ଅନୁସନ୍ଧାନ କର।
19. ପୁଣି ସମାନେେ ଯେଉଁ ଦେଶ ରେ ବାସ କରୁଛନ୍ତି ସେ ଦେଶ ଭଲ କି ମନ୍ଦ, ଯେଉଁ ନଗର ରେ ବାସ କରନ୍ତି ତାହା କି ପ୍ରକାର, ସମାନେେ ତମ୍ବୁ ରେ କି ଗଡ ରେ, କାହିଁ ରେ ବାସ କରନ୍ତି, ତାହା ମଧ୍ଯ ଅନୁସନ୍ଧାନ କର।
20. ପୁଣି ସହେି ମାଟିର ଉତ୍କର୍ଷଣ ଖୋଳ, ଉର୍ବର କି ଅନୁର୍ବର। ତହିଁ ମଧିଅରେ ବୃକ୍ଷ ଅଛି କି ନାହିଁ, ତାହା ଦେଖ। ଆଉ ତୁମ୍ଭମାନେେ ସାହସୀ ହାଇେ ସହେି ଦେଶର ଫଳରୁ କିଛି ସଙ୍ଗ ରେ ଆଣ।" ସହେି ସମୟରେ ପ୍ରଥମ ଦ୍ରାକ୍ଷାଫଳ ପାଚିବାର ଥିଲା।
21. ତେଣୁ ସମାନେେ ସୀନ ମରୁଭୂମିରୁ ୟାତ୍ରାକରି ହମାତର ପ୍ରବେଶ ସ୍ଥାନ ରହୋବ ପର୍ୟ୍ଯନ୍ତ ଦେଶ ଅନୁସନ୍ଧାନ କଲେ।
22. ଆଉ ସମାନେେ ଦକ୍ଷିଣ ଦିଗ ଦଇେ ହିବ୍ରୋଣ ରେ ୟାଇ ଉପସ୍ଥିତ ହେଲେ, ସହେି ସ୍ଥାନ ରେ ଅହୀମାନ୍, ଶେଶଯ, ତଲ୍ମଯ, ଏହିମାନେ ଅନାକର ବଂଶଧର ବାସ କରୁଥିଲେ। ମିଶରସ୍ଥିତ ସୋଯନର ସାତବର୍ଷ ପୂର୍ବେ ହିବ୍ରୋଣ ନିର୍ମାଣ ହାଇେଥିଲା।
23. ଏହାପରେ ସମାନେେ ଇଷ୍କୋଲ ଉପତ୍ୟକା ରେ ଉପସ୍ଥିତ ହାଇେ ସଠାେରେ ଏକ ପନ୍ଡୋ ଫଳୟୁକ୍ତ ଦ୍ରାକ୍ଷାଲତାର ଏକ ଡାଳ କାଟି ତାହା ଦୁଇଜଣ ସାଙ୍ଗୀ ରେ ବହନ କଲେ, ସମାନେେ ମଧ୍ଯ କିଛି ଡାଳିମ୍ବ ଓ ଡିମ୍ବିରି ଫଳ ଆଣିଲେ।
24. ଇଶ୍ରାୟେଲର ଲୋକମାନେ ଯେଉଁ ଉପତ୍ୟକା ରେ ଦ୍ରାକ୍ଷାପନ୍ଡୋ କାଟି ଥିଲେ, ସେଥି ସକାେଶ ସହେି ସ୍ଥାନ ଇଷ୍କୋଲ ଉପତ୍ୟକା ନାମ ରେ ପ୍ରସିଦ୍ଧ ହେଲା।
25. ସମାନେେ ଚାଳିଶ ଦିନ ସହେି ଦେଶ ଅନୁସନ୍ଧାନ କଲାପରେ ଫରେି ଆସିଲେ।
26. ଅନନ୍ତର ସମାନେେ ଆସି ପାରଣ ମରୁଭୂମି କାଦେଶ ନାମକ ସ୍ଥାନ ରେ ମାଶାଙ୍କେୁ ଭଟେିଲେ, ହାରୋଣ ଓ ଇଶ୍ରାୟେଲ ଲୋକମାନେ ସମସ୍ତ ମଣ୍ତଳୀ ନିକଟରେ ଉପସ୍ଥିତ ହାଇେ ସମାନଙ୍କେୁ ଓ ସମସ୍ତ ମଣ୍ତଳୀକି ସମାଚାର ଦେଲେ ଓ ସମାନଙ୍କେୁ ସହେି ଦେଶର ଫଳ ଦଖାଇେଲେ।
27. ପୁଣି ସମାନେେ ବର୍ଣନା କରି ତାହାଙ୍କୁ କହିଲେ, "ତୁମ୍ଭେ ଆମ୍ଭମାନଙ୍କୁ ଯେଉଁ ଦେଶକୁ ପଠାଇଥିଲ, ଆମ୍ଭମାନେେ ସଠାେକୁ ୟାଇଥିଲୁ। ଏହା ଏକ ଦୁଗ୍ଧ-ମଧୁର ଦେଶ। ଏହା ହେଉଛି ସହେି ଦେଶର ଫଳ।
28. ତଥାପି ସହେି ଦେଶ ନିବାସିମାନେ ବଳବାନ୍, ନଗରସବୁ ପ୍ରାଚୀର ବେଷ୍ଟିତ ଓ ଅତି ବଡ, ଆହୁରି ଆମ୍ଭମାନେେ ସଠାେରେ ଅନାକର ସନ୍ତାନମାନଙ୍କୁ ଦେଖିଲୁ।
29. ଦକ୍ଷିଣ ଦେଶ ରେ ଅମାଲକେ ବାସ କରନ୍ତି, ପର୍ବତମଯ ଦେଶ ରେ ହିତ୍ତୀଯ, ୟିବୁଷୀଯ ଓ ଇ ମାରେୀଯ ଲୋକମାନେ ବାସ କରନ୍ତି। ଆଉ ସମୁଦ୍ର ନିକଟରେ ଓ ୟର୍ବ୍ଦନ ତୀର ରେ କିଣାନୀଯ ଲୋକମାନେ ବାସକରନ୍ତି।"
30. କାଲେବ୍ ମାଶାଙ୍କେ ନିକଟରେ ଥିବା ଲୋକମାନଙ୍କୁ କହିଲେ, "ଆସ ଆମ୍ଭମାନେେ ଏହାକୁ ଅକ୍ତିଆର କରିବା, ସମାନଙ୍କେୁ ପରାସ୍ତ କିରିବାକୁ ଆମ୍ଭମାନଙ୍କର ୟଥେଷ୍ଟ ବଳ ଅଛି।"
31. ମାତ୍ର ଯେଉଁ ଲୋକମାନେ ତାଙ୍କ ସହିତ ୟାଇଥିଲେ, ସମାନେେ କହିଲେ, "ଆମ୍ଭମାନେେ ସହେି ଲୋକମାନଙ୍କ ବିରୁଦ୍ଧ ରେ ୟାଇ ପାରିବୁ ନାହିଁ। କାରଣ ସମାନେେ ଆମ୍ଭଠାରୁ ଶକ୍ତିଶାଳୀ।"
32. ଏହିରୂପେ ସମାନେେ ଯେଉଁ ଦେଶ ଅନୁସନ୍ଧାନ କରିଥିଲେ ଇଶ୍ରାୟେଲର ଲୋକମାନଙ୍କ ନିକଟରେ ସହେି ଦେଶର ଅଖ୍ଯାତି କରି କହିଲେ, " ଯେଉଁ ଦେଶର ମଧ୍ଯ ଦଇେ ଆମ୍ଭମାନେେ ୟାତ୍ରା କଲୁ, ତାହା ନିଜର ଅଧିବାସୀମାନଙ୍କୁ ଗ୍ରାସ କଲା। ଆମ୍ଭମାନେେ ଯେତେ ଲୋକଙ୍କୁ ସଠାେରେ ଦେଖିଲୁ ସମାନେେ ବଡ ଡେଙ୍ଗା।
33. ସଠାେରେ ଆମ୍ଭମାନେେ ଅନାକର ନଫଲିେମ୍ ସନ୍ତାନ ମହାବୀରଗଣଙ୍କୁ ଦେଖିଲୁ, ଆଉ ସମାନଙ୍କେ ଦୃଷ୍ଟି ରେ ଆମ୍ଭମାନେେ ଝିଣ୍ଟିକା ପରି ହେଲୁ।"
About ଗଣନା ପୁସ୍ତକ Chapter 13
Read ଗଣନା ପୁସ୍ତକ Chapter 13 online from the Holy Bible. This chapter is part of the Book of ଗଣନା ପୁସ୍ତକ in the Old Testament. Continue reading with the chapter navigation above or explore the complete book.
Book Information
Book: ଗଣନା ପୁସ୍ତକ
Chapter: 13
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଗଣନା ପୁସ୍ତକ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଗଣନା ପୁସ୍ତକ Chapter 13 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଗଣନା ପୁସ୍ତକ Chapter 13?
ଗଣନା ପୁସ୍ତକ Chapter 13 is part of the Book of ଗଣନା ପୁସ୍ତକ in the Holy Bible.
Can I read this chapter online?
Yes. You can read the complete ଗଣନା ପୁସ୍ତକ Chapter 13 online for free with easy chapter navigation.
More Chapters from ଗଣନା ପୁସ୍ତକ
- ଗଣନା ପୁସ୍ତକ Chapter 5
- ଗଣନା ପୁସ୍ତକ Chapter 34
- ଗଣନା ପୁସ୍ତକ Chapter 19
- ଗଣନା ପୁସ୍ତକ Chapter 2
- ଗଣନା ପୁସ୍ତକ Chapter 32
- ଗଣନା ପୁସ୍ତକ Chapter 31
- ଗଣନା ପୁସ୍ତକ Chapter 30
Explore More from ପୁରାତନ ନିୟମ
- ଗୀତସଂହିତା Chapter 97
- ଦିତୀୟ ବଂଶାବଳୀ Chapter 31
- ପ୍ରଥମ ବଂଶାବଳୀ Chapter 10
- ଯିହୋଶୂୟ Chapter 18
- ହିତୋପଦେଶ Chapter 12
- ଆୟୁବ Chapter 23
- ଯାତ୍ରା ପୁସ୍ତକ Chapter 38