Read ଗଣନା ପୁସ୍ତକ Chapter 36 Online
Read ଗଣନା ପୁସ୍ତକ Chapter 36 online from the Holy Bible. This chapter is part of the Book of ଗଣନା ପୁସ୍ତକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗଣନା ପୁସ୍ତକ and the Holy Bible online.
Choose a Chapter
ଗଣନା ପୁସ୍ତକ 36
ଅଧ୍ୟାୟ 36
1. ତା'ପରେ ଗିଲିଯଦ ପରିବାରବର୍ଗର ଅଧିପତିମାନେ ଆସିଲେ। ମାଖୀରର ପୁତ୍ର ଗିଲିଯଦ, ମନଃଶିର ପୁତ୍ର ମାଖୀର ଓ ମନଃଶି ୟୋଶଫଙ୍କେର ପୁତ୍ର ଥିଲେ, ମାଶାଙ୍କେ ଓ ଇଶ୍ରାୟେଲ ଲୋକମାନଙ୍କର ଅଧିପତିମାନେ ସମାନଙ୍କେ ସମ୍ମୁଖ ରେ ପ୍ରାସ୍ତାବ କଲେ।
2. ସମାନେେ କହିଲେ, "ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କୁ ଗୁଳାବାଣ୍ଟ ଦ୍ବାରା ଦଶାଧେିକାର ଦବୋ ପାଇଁ ଆମ୍ଭମାନଙ୍କର ମୁନିବ ମାଶାଙ୍କେୁ ଆଜ୍ଞା ଦେଲେ। ଆମ୍ଭ ମୂନିବ ଆମ୍ଭମାନଙ୍କ ଭ୍ରାତା ସଲଫାଦରଙ୍କ ଅଧିକାର ତାହାର କନ୍ଯାମାନଙ୍କୁ ଦବୋ ପାଇଁ ସଦାପ୍ରଭୁଙ୍କଠାରୁ ଆଜ୍ଞା ପାଇଥିଲେ।
3. ଯଦି ଇଶ୍ରାୟେଲ ଲୋକମାନଙ୍କ ମଧ୍ଯରୁ କାହାରି ସଙ୍ଗେ ସମାନଙ୍କେର ବିବାହ ହୁଏ, ତବେେ ଆମ୍ଭମାନଙ୍କ ପୈତୃକ ଅଧିକାରରୁ ସମାନଙ୍କେ ଅଧିକାର କଟାୟିବ। ସମାନଙ୍କେ ଅଧିକାର ସମାନଙ୍କେ ସ୍ବାମୀ ପରିବାରବର୍ଗ ରେ ୟୁକ୍ତ ହବେ।
4. ଯେତବେେଳେ ମହୋଲ୍ଲାସ-ଉତ୍ସବ ଇଶ୍ରାୟେଲ ଲୋକମାନଙ୍କ ଦ୍ବାରା ପାଳନ କରାୟିବ, ସମାନଙ୍କେର ସମ୍ପତ୍ତି ଅଧିକାର ସମାନେେ ବିବାହ କରିଥିବା ପରିବାରକୁ ଚାଲିୟିବ। ଏହି ପ୍ରକା ରେ ସମାନଙ୍କେର ସମ୍ପତ୍ତି ଅଧିକାର ଆମ୍ଭମାନଙ୍କ ପରିବାରରୁ ନିଆୟିବ।"
5. ତହୁଁ ମାଶାେ ସଦାପ୍ରଭୁଙ୍କ ବାକ୍ଯ ଅନୁସାରେ ଆଜ୍ଞା ଦଇେ କହିଲେ, " ଯୋଷଫେ ପରିବାରବର୍ଗର ଏହି ଲୋକମାନେ ୟାଥାର୍ଥ କହୁ ଅଛନ୍ତି।
6. ସଦାପ୍ରଭୁ ସଲଫାଦରଙ୍କ କନ୍ଯାମାନଙ୍କ ସମ୍ବନ୍ଧ ରେ ଏହି ନିଷ୍ପତ୍ତି ଦଇେ, ତୁମ୍ଭେ ନିଜ ଇଚ୍ଛା ଅନୁସାରେ କହେି ଜଣଙ୍କୁ ବିବାହ କରିପାର, କିନ୍ତୁ ନିଜ ପିତୃ ପରିବାରବର୍ଗର କୌଣସି ବ୍ଯକ୍ତିଙ୍କୁ ବିବାହ କରିବା ଉଚିତ୍।
7. ଅଧିକାର ଗୋଟିଏ ପରିବାରବର୍ଗରୁ ଅନ୍ୟ ଗୋଟିଏ ପରିବାରବର୍ଗକୁ ୟିବା ଉଚିତ୍ ନୁହଁ। ଇଶ୍ରାୟେଲ ପ୍ରେତ୍ୟକକ ବ୍ଯକ୍ତି ସମାନଙ୍କେର ଭୂମିର ଅଧିକାର ନିଜ ନିଜ ପରିବାରବର୍ଗଙ୍କ ମଧିଅରେ ରଖିବା ଉଚିତ୍।
8. କୌଣସି ନାରୀ ୟିଏ ନିଜର ପିତୃ ଅଧିକାର ପାଇଛି, ତା'ର ନିଜ ପିତୃ ପରିବାରବର୍ଗର କୌଣସି ଏକ ବ୍ଯକ୍ତିଙ୍କୁ ବିବାହ କରିବା ଉଚିତ୍, ତାହାହେଲେ ଇଶ୍ରାୟେଲର ପ୍ରେତ୍ୟକକ ବ୍ଯକ୍ତି ଆପଣା ସମ୍ବନ୍ଧୀଯ ପରିବାରବର୍ଗଙ୍କ ଅଧିକାର ଭୋଗ କରିବେ।
9. ଏକ ପରିବାରବର୍ଗରୁ ଅନ୍ୟ ପରିବାରବର୍ଗକୁ ଅଧିକାର ୟିବ ଉଚିତ୍ ନାହିଁ। ଇଶ୍ରାୟେଲର ପ୍ରେତ୍ୟକକ ପରିବାରବର୍ଗ ସମାନଙ୍କେ ଅଧିକାର ମଧିଅରେ ରହିବେ।"
10. ସଦାପ୍ରଭୁ ମାଶାଙ୍କେୁ ଯେଉଁପରି ଆଜ୍ଞା ଦେଲେ, ସଲଫାଦରଙ୍କ କନ୍ଯାମାନେ ସହେି ଅନୁସାରେ କର୍ମ କଲେ।
11. ଏଣୁ ସଲଫାଦରଙ୍କ କନ୍ଯାଗଣ ଯଥା: ମହଲା, ତିର୍ସା, ହଗ୍ଲା, ମିଲ୍କା ଓ ନୋଯା, ସମାନଙ୍କେ ପିତୃବ୍ଯ ପୁତ୍ରମାନଙ୍କୁ ବିବାହ କଲେ।
12. ମନଃଶି ପରିବାରବର୍ଗ ମଧିଅରେ ସମାନେେ ବିବାହ କଲେ। ତେଣୁ ସମାନଙ୍କେର ଭୂମି ଅଧିକାର ସମାନଙ୍କେ ପିତୃ ସମ୍ବନ୍ଧୀଯ ପରିବାର ମଧିଅରେ ରହିଲା।
13. ସଦାପ୍ରଭୁ ଯିରୀହାେ ନକଟସ୍ଥ ୟର୍ଦ୍ଦନ ସମୀପରେ ମାୟୋବ ପଦା ରେ ମାଶାଙ୍କେୁ ବ୍ଯବସ୍ଥା ଦେଲେ। ଇଶ୍ରାୟେଲ ଲୋକମାନଙ୍କ ନିମନ୍ତେ ସଦାପ୍ରଭୁ ଏହିସବୁ ଆଜ୍ଞା ଓ ଶାସନ ଆଦେଶ ଦଇେଥିଲେ।
About ଗଣନା ପୁସ୍ତକ Chapter 36
Read ଗଣନା ପୁସ୍ତକ Chapter 36 online from the Holy Bible. This chapter is part of the Book of ଗଣନା ପୁସ୍ତକ in the Old Testament. Continue reading with the chapter navigation above or explore the complete book.
Book Information
Book: ଗଣନା ପୁସ୍ତକ
Chapter: 36
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଗଣନା ପୁସ୍ତକ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଗଣନା ପୁସ୍ତକ Chapter 36 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଗଣନା ପୁସ୍ତକ Chapter 36?
ଗଣନା ପୁସ୍ତକ Chapter 36 is part of the Book of ଗଣନା ପୁସ୍ତକ in the Holy Bible.
Can I read this chapter online?
Yes. You can read the complete ଗଣନା ପୁସ୍ତକ Chapter 36 online for free with easy chapter navigation.
More Chapters from ଗଣନା ପୁସ୍ତକ
- ଗଣନା ପୁସ୍ତକ Chapter 5
- ଗଣନା ପୁସ୍ତକ Chapter 34
- ଗଣନା ପୁସ୍ତକ Chapter 32
- ଗଣନା ପୁସ୍ତକ Chapter 31
- ଗଣନା ପୁସ୍ତକ Chapter 19
- ଗଣନା ପୁସ୍ତକ Chapter 17
- ଗଣନା ପୁସ୍ତକ Chapter 12
Explore More from ପୁରାତନ ନିୟମ
- ପ୍ରଥମ ଶାମୁୟେଲ Chapter 14
- ଦିତୀୟ ଶାମୁୟେଲ Chapter 21
- ପ୍ରଥମ ଶାମୁୟେଲ Chapter 15
- ମୀଖା Chapter 5
- ଦିତୀୟ ବଂଶାବଳୀ Chapter 34
- ଯାତ୍ରା ପୁସ୍ତକ Chapter 29
- ଯୋୟେଲ Chapter 3