ଲେବୀୟ ପୁସ୍ତକ Chapter 19

For English

Read ଲେବୀୟ ପୁସ୍ତକ Chapter 19 Online

Read ଲେବୀୟ ପୁସ୍ତକ Chapter 19 online from the Holy Bible. This chapter is part of the Book of ଲେବୀୟ ପୁସ୍ତକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଲେବୀୟ ପୁସ୍ତକ and the Holy Bible online.

Choose a Chapter

ଲେବୀୟ ପୁସ୍ତକ 19

ଅଧ୍ୟାୟ 19

1. ସଦାପ୍ରଭୁ ମାଶାଙ୍କେୁ କହିଲେ,

2. "ଇଶ୍ରାୟେଲର ସମସ୍ତ ସନ୍ତାନଗଣଙ୍କୁ କୁହ, ତୁମ୍ଭମାନେେ ପବିତ୍ର ହବେ। କାରଣ ଆମ୍ଭେ ସଦାପ୍ରଭୁ କୁମ୍ଭମାନଙ୍କର ପରମେଶ୍ବର ପବିତ୍ର ଅଟୁ।

3. "ତୁମ୍ଭମାନେେ ପ୍ରେତ୍ୟକକ ନିଜ ନିଜ ପିତା ମାତାଙ୍କୁ ଭୟ ଓ ସମ୍ମାନ କରିବ। ଏବଂ ମାରେବିଶ୍ରାମ ଦିନ ପାଳନ କରିବ, କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ।

4. "ଆଉ ତୁମ୍ଭମାନେେ ପ୍ରତିମାଗଣଙ୍କୁ ଉପାସନା କରିବା ଉଚିତ୍ ନୁହେଁ। କୌଣସି ଦବେତା ନିର୍ମାଣ କର ନାହିଁ। ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ।

5. "ତୁମ୍ଭମାନେେ ଯଦି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମଙ୍ଗଳାର୍ଥକ ବଳିଦାନ କର, ତବେେ ତାହା ଗୃହୀତ ହବୋ ପାଇଁ ବିଧି ଅନୁସାରେ ଉତ୍ସର୍ଗ କରିବ।

6. ବଳିଦାନ ଦିନ କିମ୍ବା ତା'ର ପରଦିନ ତାହା ଭୋଜନ କରାୟିବ। ଯଦି ତୃତୀୟ ଦିନକୁ ଅବଶିଷ୍ଟ ବଞ୍ଚିବ ତବେେ ତାକୁ ଦଗ୍ଧ କରିବ।

7. ଯବେେ ତୃତୀୟ ଦିନ ତହିଁରୁ କିଛି ଭୋଜନ କରାୟିବ। ତବେେ ତାହା ଘୃଣ୍ଯ ଯୋଗ୍ଯ ଓ ଅଗ୍ରାହ୍ଯ ହବେ।

8. ଆଉ ତହିଁର ଭୋକ୍ତା ନିଜ ଅପରାଧ ବହନ କରିବ। କାରଣ ସେ ସଦାପ୍ରଭୁଙ୍କ ପବିତ୍ର ବସ୍ତୁ ଅପବିତ୍ର କଲା। ତେଣୁ ନିଜ ଲୋକମାନଙ୍କଠାରୁ ପୃଥକ୍ ରହିବ।

9. "ତୁମ୍ଭମାନେେ ଅମଳ ସମୟରେ ଯବେେ ଶସ୍ଯ କାଟୁଛ ତବେେ କ୍ଷେତ୍ରକୁ ନିଃଶଷେ କରି ଶସ୍ଯ କାଟିବ ନାହିଁ। କିମ୍ବା ନିତ ଶସ୍ଯକ୍ଷେତ୍ରରୁ ତ୍ଯକ୍ତ ଶସ୍ଯ ସାଉଣ୍ଟିବା ନାହିଁ।

10. ପୁଣି ତୁମ୍ଭର ଦ୍ରାକ୍ଷାକ୍ଷେତ୍ରରୁ ସଂପୂର୍ଣ୍ଣ ଦ୍ରାକ୍ଷା ଖୁଣ୍ଟି ତୋଳିବ ନାହିଁ କିମ୍ବା କ୍ଷେତ୍ର ରେ ପଡିଥିବା ଫଳ ସାଉଣ୍ଟିବ ନାହିଁ। ସଗେୁଡିକୁ ଦରିଦ୍ର ଓ ବିଦେଶୀମାନଙ୍କ ପାଇଁ ଛାଡିଦବେ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।

11. "ତୁମ୍ଭମାନେେ ଚୋରି କରିବ ନାହିଁ, ଅନ୍ୟମାନଙ୍କୁ ପ୍ରତାରଣା କରିବ ନାହିଁ କିମ୍ବା ପରସ୍ପର ମିଥ୍ଯା କହିବ ନାହିଁ।

12. ଆଉ ତୁମ୍ଭମାନେେ ଆମ୍ଭ ନାମ ନଇେ ମିଥ୍ଯା ରାଣ କରିବ ନାହିଁ। ତାହାହେଲେ ତୁମ୍ଭମାନେେ ଆପଣା ପରମେଶ୍ବରଙ୍କ ନାମ ଅପବିତ୍ର କରିବ, ଆମ୍ଭେ ସଦାପ୍ରଭୁ।

13. "ତୁମ୍ଭମାନେେ ଆପଣା ପ୍ରତିବେଶୀ ପ୍ରତି ଅନ୍ଯାଯ କରିବ ନାହିଁ ଓ ତାଙ୍କଠାରୁ ଚୋରି କରିବ ନାହିଁ। ପୁଣି ବତନଜେୀବିର ବତନେ ରାତ୍ରିଠାରୁ ସକାଳ ୟାଏ ତୁମ୍ଭ ପାଖ ରେ ରହିବ ନାହିଁ।

14. "ତୁମ୍ଭେ ବଧିରକୁ ଅଭିଶାପ ଦବନୋହିଁ ଓ ଅନ୍ଧ ଆଗ ରେ ଝୁଣ୍ଟିବାର ବସ୍ତ୍ର ରଖିବ ନାହିଁ। ମାତ୍ର ତୁମ୍ଭେ ଆପଣା ପରମେଶ୍ବରଙ୍କର ଭୟ କରିବ, ଆମ୍ଭେ ସଦାପ୍ରଭୁ ଅଟୁ।

15. "ତୁମ୍ଭମାନେେ ବିଚାର ରେ ପକ୍ଷପାତ କରିବ ନାହିଁ, ତୁମ୍ଭମାନେେ ଦରିଦ୍ର ପ୍ରତି ସ୍ବତନ୍ତ୍ର ସୁବିଧା ଦବେ ନାହିଁ କିମ୍ବା ବିଚାର ରେ ଧନୀ ପ୍ରତି ଅଦିକ ଗୁରୁତ୍ଯ ଦବେ ନାହିଁ। ତୁମ୍ଭର ପୋଡେଶୀମାନଙ୍କ ପ୍ରତି ନ୍ଯାଯ ବିଚାର କରିବ।

16. ତୁମ୍ଭେ ଖଳ କହି ଆପଣା ଲୋକମାନଙ୍କ ମଧିଅରେ ଏଣେ ତଣେେ ବୁଲିବ ନାହିଁ କିମ୍ବା ପ୍ରତିବେଶୀର ଜୀବନ ପ୍ରତି ବିପଦ ଆସିଲା ଭଳି କୌଣସି କାର୍ୟ୍ଯ କରିବ ନାହିଁ। ଆମ୍ଭେ ସଦାପ୍ରଭୁ।

17. "ତୁମ୍ଭେ ହୃଦଯ ରେ ଆପଣା ଭାଇ ପ୍ରତି ଘୃଣାଭାବ ରଖିବ ନାହିଁ। ଯଦି ତୁମ୍ଭର ପଡ଼ୋଶୀ ତୁମ୍ଭ ପ୍ରତି କିଛି ଅନ୍ଯାଯ କରେ ତବେେ ତାକୁ ଅନୁ ଯୋଗ କରିବ, ମାତ୍ର ତାକୁ କ୍ଷମା ଦବେ। ତା ହେଲେ ତୁମ୍ଭେ ପାପରେ ଭାଗି ହବେ ନାହିଁ।

18. ତୁମ୍ଭେ ଆପଣା ଲୋକମାନଙ୍କ ସନ୍ତାନଗଣଙ୍କୁ ପ୍ରତିହିଂସା କି ଦ୍ବଷେ କରିବ ନାହିଁ। ବରଂ ଆପଣା ପ୍ରତିବେଶୀକୁ ଆତ୍ମାତୁଲ୍ଯ ପ୍ ରମେ କରିବ, ଆମ୍ଭେ ସଦାପ୍ରଭୁ।

19. "ତୁମ୍ଭମାନେେ ଆମ୍ଭର ସକଳବିଧି ପାଳନ କରିବ। ତୁମ୍ଭେ ଭିନ୍ନଜାତୀଯ ପଶୁ ସହିତ ଆପଣା ପଶୁମାନଙ୍କୁ ସଙ୍ଗମ କରିବାକୁ ଦବେ ନାହିଁ। ପୁଣି ନିଜ କ୍ଷତେ ରେ ମିଶ୍ରିତ ବୀଜ ବୁଣିବ ନାହିଁ କିମ୍ବା ଦୁଇ ପ୍ରକାର ସୂତା ମିଶ୍ରିତ ବସ୍ତ୍ର ବିନ୍ଧିବ ନାହିଁ।

20. "ଅନ୍ୟ ଲୋକର କ୍ରୀତଦାସୀ ସହିତ ଜଣେ ଯଦି ୟୌନ ସଂପର୍କ ରେଖ ତବେେ ସେ ଦଣ୍ଡନୀଯ ହବେ। ଅବଶ୍ଯ ତା'ର ପ୍ରାଣଦଣ୍ଡ ହବେ ନାହିଁ, କାରଣ ସେ ସ୍ତ୍ରୀ ଲୋକ ମୁକ୍ତା ନୁହେଁ।

21. ପୁଣି ସେ ପୁରୁଷ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସମାଗମ ତମ୍ବୁ ଦ୍ବାର ନିକଟକୁ ଆପଣାର ଦୋଷାର୍ଥକ ବଳି ଅର୍ଥାତ୍ ଦୋଷାର୍ଥକ ମଷେ ଆଣିବ।

22. ଆଉ ଯାଜକ ସଦାପ୍ରଭୁଙ୍କ ସମ୍ମୁଖ ରେ ସହେି ଦୋଷାର୍ଥକ ମଷେ ଦ୍ବାରା ସେ ଯେଉଁ ପାପଗୁଡିକ କରିଅଛି, ସହେି ପାପଗୁଡିକ ସକାେଶ ସେ ପ୍ରାଯଶ୍ଚିତ କରିବ ଓ ସହେି ପାପଗୁଡିକ କ୍ଷମା ହବେ।

23. "ଭବିଷ୍ଯତ ରେ ତୁମ୍ଭମାନେେ ତୁମ୍ଭମାନଙ୍କର ଦେଶ ରେ ପ୍ରବେଶ କରିବ। ତୁମ୍ଭମାନେେ ଭୋଜନର୍ଥେ ସେତବେେଳେ ବହୁପ୍ରକାର ଫଳବୃକ୍ଷ ରୋପଣ କରିବ। ମାତ୍ର ବୃକ୍ଷ ରୋପଣ ପରେ ତୁମ୍ଭମାନେେ ତିନି ବର୍ଷ ପର୍ୟ୍ଯନ୍ତ ଅପେକ୍ଷା କରିବ। ସେଥିରୁ କୌଣସି ଫଳ ବ୍ଯବହାର କରିବ ନାହିଁ। କାରଣ ତାହା ଅଶୁଚି।

24. ଚତୁର୍ଥ ବର୍ଷ ରେ ତହିଁର ସମସ୍ତ ଫଳ ସଦାପ୍ରଭୁଙ୍କ ପ୍ରଶଂସାର୍ଥକ ଉପହାରରୂପେ ପବିତ୍ର ହବୋ

25. ତା'ପରେ ପଞ୍ଚମ ବର୍ଷ ରେ ତୁମ୍ଭମାନେେ ସେ ବୃକ୍ଷରୁ ଫଳ ଖାଇ ପାରିବ। ତହିଁରେ ତୁମ୍ଭମାନଙ୍କ ପାଇଁ ପ୍ରଚୁର ଫଳ ଫଳିବ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।

26. "ତୁମ୍ଭମାନେେ ରକ୍ତ ସହିତ କୌଣସି ଦ୍ରବ୍ଯ ଭୋଜନ କରିବ ନାହିଁ।

27. "ତୁମ୍ଭମାନେେ ନିଜ ନିଜ ମସ୍ତକର କଣସବୁ ଗୋଲାକାର କରିବ ନାହିଁ କିମ୍ବା ନିଜ ନିଜ ଦାଢିର କୋଣ ମୁଣ୍ଡନ କରିବ ନାହିଁ।

28. ପୁଣି ତୁମ୍ଭମାନେେ ମୃତ ଲୋକ ପଇଁ ନିଜ ନିଜ ଶରୀର ରେ ଅସ୍ତ୍ରାଘାତ କରିବ ନାହିଁ କିମ୍ବା ଦହେ ରେ ଚିତା କୁଟାଇବ ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ।

29. "ତୁମ୍ଭେ ନିଜର କନ୍ଯାକୁ ବେଶ୍ଯା କରି ଅପବିତ୍ର କରିବ ନାହିଁ। ତାହାହେଲେ ଦେଶ ବେଶ୍ଯାପୃତ୍ତି ରେ ପତିତ ହବେ ଓ ଦେଶ ପାପରେ ପରିପୂର୍ଣ୍ଣ ହବେ।

30. "ତୁମ୍ଭମାନେେ ଆମ୍ଭ ବିଶ୍ରାମଦିନ ପାଳନ କରିବ ଓ ଆମ୍ଭର ପବିତ୍ରସ୍ଥାନକୁ ସମାଦର କରିବ। ଆମ୍ଭେ ସଦାପ୍ରଭୁ ଅଟୁ।

31. "ତୁମ୍ଭମାନେେ ଭୁତୁଡିଆ କି ଗୁଣିଆମାନଙ୍କର ଅନୁସରଣ କରନାହିଁ। ସମାନଙ୍କେ ନିକଟକୁ ଗଲେ, ସମାନଙ୍କେର ଦ୍ବାରା ଅପବିତ୍ର ହବେ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।

32. "ବୃଦ୍ଧ ଲୋକଙ୍କୁ ସମ୍ମାନ ଦିଅ। ସମାନେେ ତୁମ୍ଭ ପାଖକୁ ଆସିଲେ ଛିଡା ହାଇୟୋଅ, ଛିଡା ହାଇେ ଥିଲେ ତାଙ୍କୁ ସମାଦର କରିବ। ତୁମ୍ଭମାନେେ ତୁମ୍ଭମାନଙ୍କର ପରମେଶ୍ବରଙ୍କୁ ଭୟ କରିବା ଉଚିତ୍। ମୁଁ ନିତ୍ଯ ସଦାପ୍ରଭୁ ଅଟେ।

33. "ତୁମ୍ଭମାନଙ୍କ ସହିତ ବାସ କରୁଥିବା ବିଦେଶୀମାନଙ୍କ ପ୍ରତି ମନ୍ଦ ଆଚରଣ କରିବ ନାହିଁ।

34. ତୁମ୍ଭମାନେେ ସ୍ବଦେଶୀମାନଙ୍କ ପ୍ରତି ଯେପରି ଆଚରଣ କରିବ, ତୁମ୍ଭ ସହବାସୀ ବିଦେଶୀମାନଙ୍କ ପ୍ରତି ମଧ୍ଯ ସହେିପରି ଆଚରଣ କରିବ। ତୁମ୍ଭେ ସମାନଙ୍କେୁ ଆତ୍ମତୁଲ୍ଯ ପ୍ ରମେ କରିବ। କାରଣ ମିଶର ଦେଶ ରେ ତୁମ୍ଭମାନେେ ବିଦେଶୀ ଥିଲ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।

35. "ତୁମ୍ଭମାନେେ ବିଚାର କଲା ବେଳେ କିମ୍ବା ମାପ କି ତୌଲ କଲା ବେଳେ ଅଧର୍ମ କରିବ ନାହିଁ।

36. ଯଥାର୍ଥ ଦଣ୍ଡି, ଯଥାର୍ଥ ବଟକରା, ଯଥାର୍ଥ ଐଫ ଓ ଯଥାର୍ଥ ପଳା ତୁମ୍ଭମାନଙ୍କର ହବେ। ଯେ ମିଶର ଦେଶରୁ ତୁମ୍ଭମାନଙ୍କୁ ବାହାର କରି ଆଣିଲେ ଆମ୍ଭେ ସହେି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।

37. "ଏଣୁ ତୁମ୍ଭମାନେେ ମାରେ ସମସ୍ତ ବ୍ଯବସ୍ଥା ଓ ସମସ୍ତ ବିଧି ମାନ୍ଯକରି ପାଳନ କରିବ। ଚିରଦିନ ମୁଁ ସଦାପ୍ରଭୁ ଅଟେ।"

About ଲେବୀୟ ପୁସ୍ତକ Chapter 19

Read ଲେବୀୟ ପୁସ୍ତକ Chapter 19 online from the Holy Bible. This chapter is part of the Book of ଲେବୀୟ ପୁସ୍ତକ in the Old Testament. Continue reading with the chapter navigation above or explore the complete book.

Book Information

Book: ଲେବୀୟ ପୁସ୍ତକ
Chapter: 19
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଲେବୀୟ ପୁସ୍ତକ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଲେବୀୟ ପୁସ୍ତକ Chapter 19 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଲେବୀୟ ପୁସ୍ତକ Chapter 19?

ଲେବୀୟ ପୁସ୍ତକ Chapter 19 is part of the Book of ଲେବୀୟ ପୁସ୍ତକ in the Holy Bible.

Can I read this chapter online?

Yes. You can read the complete ଲେବୀୟ ପୁସ୍ତକ Chapter 19 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 1
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 38
  6. ଆଦି ପୁସ୍ତକ Chapter 30
  7. ଆଦି ପୁସ୍ତକ Chapter 21

Explore More from ଲେବୀୟ ପୁସ୍ତକ

  1. ଲେବୀୟ ପୁସ୍ତକ Chapter 12
  2. ଲେବୀୟ ପୁସ୍ତକ Chapter 17
  3. ଲେବୀୟ ପୁସ୍ତକ Chapter 18
  4. ଲେବୀୟ ପୁସ୍ତକ Chapter 10
  5. ଲେବୀୟ ପୁସ୍ତକ Chapter 4
  6. ଲେବୀୟ ପୁସ୍ତକ Chapter 8
  7. ଲେବୀୟ ପୁସ୍ତକ Chapter 23

Related Chapters & Readings

  1. ମାଥିଉ Chapter 11
  2. ପ୍ରଥମ ଶାମୁୟେଲ Chapter 14
  3. ଯିହିଜିକଲ Chapter 45
  4. ଯିରିମିୟ Chapter 46
  5. ପ୍ରଥମ ଶାମୁୟେଲ Chapter 11
  6. ରୋମୀୟ Chapter 10
  7. ଦିତୀୟ ରାଜାବଳୀ Chapter 2
Share Your Love

Leave a Reply

Your email address will not be published. Required fields are marked *