ଲେବୀୟ ପୁସ୍ତକ Chapter 15

For English

Read ଲେବୀୟ ପୁସ୍ତକ Chapter 15 Online

Read ଲେବୀୟ ପୁସ୍ତକ Chapter 15 online from the Holy Bible. This chapter is part of the Book of ଲେବୀୟ ପୁସ୍ତକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଲେବୀୟ ପୁସ୍ତକ and the Holy Bible online.

Choose a Chapter

ଲେବୀୟ ପୁସ୍ତକ 15

ଅଧ୍ୟାୟ 15

1. ଅନନ୍ତର ସଦାପ୍ରଭୁ ମାଶାେ ଓ ହାରୋଣଙ୍କୁ ମଧ୍ଯ କହିଲେ,

2. "ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, ଯଦି କୌଣସି ପୁରୁଷର ଲିଙ୍ଗରୁ ଧାତୁ କ୍ଷରିତ ହୁଏ, ସେ ଅଶୁଚି ଘୋଷିତ ହାବୋ ଉଚିତ୍।

3. କ୍ଷରଣ ଚାଲିଥାଉ କିମ୍ବା ବନ୍ଦ ହାଇେଥାଉ, କ୍ଷରଣ ହେଉଥିବା ଲୋକ ଅଶୁଚି ଅଟେ।

4. "ପ୍ରମହେ ରୋଗୀ ଯେଉଁ ଶୟ୍ଯା ରେ ଶଯନ କରେ ତାହା ଅଶୁଚି ଅଟେ। ଆଉ ସେ ଯେଉଁ ସବୁ ପଦାର୍ଥ ଉପରେ ବସିବ ତାହା ମଧ୍ଯ ଅଶୁଚି ହବେ।

5. ଯଦି କୌଣସି ବ୍ଯକ୍ତି ସହେି ବ୍ଯକ୍ତିର ବିଛଣାକୁ ଛୁଏଁ, ତବେେ ସେ ତା'ର ବସ୍ତ୍ର ଧୋଇବ ଓ ଜଳ ରେ ସ୍ନାନ କରିବ। ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

6. ଆଉ ଯେ କୌଣସି ବସ୍ତୁ ଉପରେ ସହେି କ୍ଷରଣକାରୀ ବସିଥାଏ, ଯଦି ସହେି ବସ୍ତୁ ଉପରେ ଯେ କହେି ବସିବ ସେ ନିଜର ବସ୍ତ୍ର ଧୋଇବ ଓ ଜଳ ରେ ସ୍ନାନ କରିବ। ସନ୍ଧ୍ଯା ପର୍ୟ୍ଯନ୍ତ ସେ ମଧ୍ଯ ଅଶୁଚି ରହିବ।

7. ଆଉ ଯଦି କହେି କ୍ଷରଣକାରୀଙ୍କୁ ଛୁଇଁବ ତବେେ ସେ ତା'ର ବସ୍ତ୍ର ଧୋଇବ ଓ ଜଳ ରେ ସ୍ନାନ କରିବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

8. "କ୍ଷରଣକାରୀ ବ୍ଯକ୍ତି ଯଦି ଶୁଚି ଲୋକ ଉପରେ ଛପେ ପକାଏ ତବେେ ସେ ବ୍ଯକ୍ତି ନିଜର ବସ୍ତ୍ର ଧୋଇବ, ଜଳ ରେ ସ୍ନାନ କରିବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

9. କ୍ଷରଣକାରୀ ଯେଉଁ ଘୋଡାର ସାଜ ଉପରେ ବ ସେ ସେ ମଧ୍ଯ ଅଶୁଚି ହବେ।

10. ଆଉ ଯଦି କହେି ତାହାର ତଳସ୍ଥ କୌଣସି ବସ୍ତୁକୁ ଛୁଏଁ, ତବେେ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ। ପୁଣି ୟିଏ କହେି ତାହା ବହନ କରିବ, ସେ ନିଜର ବସ୍ତ୍ର ଧୋଇବ, ଜଳ ରେ ସ୍ନାନ କରିବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

11. "ପୁଣି କ୍ଷରଣକାରୀ ନିଜର ହାତ ଜଳ ରେ ନ ଧୋଇ ଯଦି ଅନ୍ୟକୁ ଛୁଏଁ, ତବେେ ସେ ଛୁଇଁଥିବା ଲୋକ ନିଜର ବସ୍ତ୍ର ଧୋଇବ, ଜଳ ରେ ସ୍ନାନ କରିବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

12. "ଯଦି କୌଣସି କ୍ଷରଣକାରୀ ମାଟିପାତ୍ରକୁ ଛୁଏଁ ତବେେ ସହେି ପାତ୍ରକୁ ଭାଙ୍ଗି ଦିଆୟିବ। ଆଉ ଯଦି କୌଣସି କାଠପାତ୍ରକୁ ଛୁଏଁ ତବେେ ତାହା ଜଳ ରେ ଧୁଆୟିବା ଉଚିତ୍।

13. "କ୍ଷରଣକାରୀ ଯେତବେେଳେ ନିଜ କ୍ଷରଣ ସକାେଶ ଶୁଚି ହୁଏ, ସେତବେେଳେ ସେ େଶୗଚକ୍ରିଯା ନିମନ୍ତେ ସାତଦିନ ଅପେକ୍ଷା କରିବା ଉଚିତ୍। ସେ ନିଜର ବସ୍ତ୍ର ଧୋଇବ ଓ ସୋର୍ତ ଜଳ ରେ ସ୍ନାନ କରିବ। ତବେେ ସେ ଶୁଚି ହବେ।

14. ଅଷ୍ଟମ ଦିନ ରେ ସହେି ଲୋକ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ଆଣିବ। ସେ ସମାଗମ ତମ୍ବୁ ଦ୍ବାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖ ରେ ଯାଜକକୁ ଅର୍ପଣ କରିବ।

15. ପୁଣି ଯାଜକ ସେଥିରୁ ଗୋଟିକୁ ପାପାର୍ଥକ ବଳି ଓ ଅନ୍ୟଟିକୁ ହାମବେଳି ରୂପେ ଉତ୍ସର୍ଗ କରିବ। ଆଉ ସହେି ଲୋକ ସଦାପ୍ରଭୁଙ୍କ ସମ୍ମୁଖ ରେ ପ୍ରାଯଶ୍ଚିତ ହବେ। କାରଣ ତାଙ୍କର କ୍ଷରଣ ପାଇଁ।

16. "ଯଦି କୌଣସି ପୁରୁଷର ବୀର୍ୟ୍ଯପାତ ହୁଏ, ତବେେ ସେ ସମସ୍ତ ଶରୀରକୁ ଜଳ ରେ ଧେ ୗତ କରିବ ଓ ସନ୍ଧ୍ଯା ପରର୍‌ୟ୍ଯନ୍ତ ଅଶୁଚି ରହିବ।

17. ଯଦି କୌଣସି ବସ୍ତ୍ର ରେ କିମ୍ବା ଚର୍ମ ରେ ବୀର୍ୟ୍ଯପାତ ହୁଏ, ସଗେୁଡିକୁ ଜଳ ରେ ଧୌତ କରାୟିବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ତାହା ଅଶୁଚି ରହିବ।

18. ଯଦି ସେ ପୁରୁଷ କୌଣସି ସ୍ତ୍ରୀ ସହିତ ଶଯନ କରେ ଓ ତା'ର କାର୍ୟ୍ଯ ସ୍ଖଳନ ଘଟେ, ତବେେ ସେ ଦୁ ହେଁ ଜଳ ରେ ସ୍ନାନ କରିବେ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବେ।

19. "ଆଉ ଯଦି କୌଣସି ସ୍ତ୍ରୀ ରଜସ୍ବଳା ହୁଏ ଓ ତା'ର ଦହରେୁ ରକ୍ତ କ୍ଷରିତ ହୁଏ, ତବେେ ସେ ସାତଦିନ ପର୍ୟ୍ଯନ୍ତ ଅଶୌଚ ରହିବ। ୟିଏ କହେି ତାକୁ ସେ ସମୟରେ ଛୁଇଁବ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

20. ଆଉ ସହେି ସ୍ତ୍ରୀ ଧର୍ମ ସମୟରେ ଯେକୌଣସି ଶୟ୍ଯା ରେ ଶଯନ କରିବ, ତାହା ଅଶୁଚି ରହିବ ଓ ଯାହା ଉପରେ ସେ ବସିବ ତାହା ମଧ୍ଯ ଅଶୁଚି ହବେ।

21. ଯଦି କୌଣସି ବ୍ଯକ୍ତି ତା'ର ଶୟ୍ଯା ଛୁଇଁବ ସେ ତା'ର ବସ୍ତ୍ର ଧୋଇବ ଓ ସେ ଜଳ ରେ ସ୍ନାନ କରିବ। ଆଉ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

22. ପୁଣି ୟିଏ କହେି ତା'ର ବସିବା ଆସନ ରେ ବସିବ, ସେ ତା'ର ବସ୍ତ୍ର ଧୋଇବ ଓ ଜଳ ରେ ସ୍ନାନ କରିବ। ଆଉ ମଧ୍ଯ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

23. ଆଉ ତା'ର ଶୟ୍ଯା କିମ୍ବା ଆସନ ଉପରେ ଥିବା ଯେକୌଣସି ଜିନିଷ ଜଣେ ଛୁଇଁବ, ତବେେ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

24. "ଯଦି ରଜସ୍ବାଳା ସମୟରେ କୌଣସି ପୁରୁଷ ସହେି ସ୍ତ୍ରୀ ଲୋକ ସହିତ ଦୈହିକ ସମ୍ପର୍କ ରେଖ, ସେ ମଧ୍ଯ ସାତଦିନ ପର୍ୟ୍ଯନ୍ତ ଅଶୁଚି ରହିବ। ପୁଣି ସେ ଯେ କୌଣସି ଶୟ୍ଯା ରେ ଶଯନ କରେ ତାହା ଅଶୁଚି ହବେ।

25. "ଆଉ ସ୍ତ୍ରୀର ମାସିକ ଧର୍ମ ସମୟ ଛଡା ଯଦି କୌଣସି ସ୍ତ୍ରୀ ବହୁଦିନ ପର୍ୟ୍ଯନ୍ତ ରକ୍ତସ୍ରାବ ହୁଏ, କିମ୍ବା ସାତ ଦିନ ଅତିବାହିତ ହେଲାପରେ ଯଦି କ୍ତ ସ୍ରାବ ହୁଏ, ତବେେ ରକ୍ତସ୍ରାବ ହେଉଥିବ ପର୍ୟ୍ଯନ୍ତ ସେ ସ୍ତ୍ରୀର ମାସିକ ଧର୍ମ ସମୟ ପରି ଅଶୁଚି ରହିବ।

26. ଯଦି ସହେି ରକ୍ତସ୍ରାବ ଚାଲିଥିବା ସମୟରେ ସେ କୌଣସି ଶୟ୍ଯା ରେ ଶଯନ କରେ, ତବେେ ତାହା ସ୍ତ୍ରୀ-ଧର୍ମ ସମୟ ପରି ଅଶୁଚି ରହିବ। ଆଉ ସେ ଯେଉଁ ଆସନ ଉପରେ ବସିବ ତା' ମଧ୍ଯ ସ୍ତ୍ରୀଧର୍ମ ସମୟ ପରେ ଅଶୁଚି ରହିବ।

27. ପୁଣି ୟିଏ କହେି ସହେିସବୁ ଜିନିଷ ଛୁଇଁବ, ସେ ଅଶୁଚି ହବେ, ସେ ନିଜର ବସ୍ତ୍ର ଧୋଇବ ଓ ଜଳ ରେ ସ୍ନାନ କରିବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

28. ପୁଣି ସହେି ସ୍ତ୍ରୀର ରକ୍ତସ୍ରାବ ବନ୍ଦ ହେଲେ, ସେ ଆଉ ସାତଦିନ ଅପେକ୍ଷା କରିବ। ତା'ପରେ ସେ ଶୁଚି ହବେ।

29. ତା'ପରେ ଅଷ୍ଟମ ଦିନ ରେ ସହେି ସ୍ତ୍ରୀ ଲୋକ ଦୁଇଟି କପୋତ କିମ୍ବା ଦୁଇଟି ପାରା ଛୁଆ ଆଣି ସମାଗମ ତମ୍ବୁର ଦ୍ବାର ନିକଟରେ ଯାଜକକୁ ଅର୍ପଣ କରିବ।

30. ତା'ପରେ ସେ ଯାଜକ ସେଥିମଧ୍ଯରୁ ଗୋଟିଏ ପକ୍ଷୀ ପାପାର୍ଥକ ବଳିରୂପେ ଓ ଅନ୍ୟଟିକୁ ହାମବେଳି ରୂପେ ଉତ୍ସର୍ଗ କରିବ। ଏହିରୂପେ ସେ ଯାଜକ ସଦାପ୍ରଭୁଙ୍କ ସମ୍ମୁଖ ରେ ସେ ସ୍ତ୍ରୀ ଲୋକଙ୍କୁ ପ୍ରାଯଶ୍ଚିତ କରାଇବ।

31. "ଏଣୁ ତୁମ୍ଭେ ଇଶ୍ରାୟେଲ ସନ୍ତନଗଣଙ୍କୁ ଅଶୁଚି ବିଷଯ ରେ ସତର୍କ କରିଦବେ। ଯଦି ତୁମ୍ଭେ ସମାନଙ୍କେୁ ବିଧି ବିଷଯ ରେ ନଜଣାଇବ, ତବେେ ସମାନେେ ଆମ୍ଭର ପବିତ୍ର ତମ୍ବୁକୁ ଅଶୁଚି କରି ଦବେେ। ଏଥିପାଇଁ ସମାନେେ ମୃତ୍ଯୁବରଣ କରିବେ।"

32. ଧାତୁ ସ୍ରାବ ଓ ବିର୍ୟ୍ଯ କ୍ଷରଣ ହେଉଥିବା ଲୋକମାନଙ୍କ ପାଇଁ ଏହିସବୁ ବିଧି। ଏବଂ ଏହାଦ୍ବାରା ଅଶୁଚି ହୁଏ।

33. ପୁଣି ଏହିସବୁ ବିଧି ରଜସ୍ବାଳା ନାରୀ, ବିର୍ୟ୍ଯ କ୍ଷରଣକାରୀ ପୁରୁଷ ଓ ସ୍ତ୍ରୀ ଏବଂ ରଜସ୍ବଳା ନାରୀ ସହିତ ଶଯନ କରୁଥିବା ଲୋକମାନଙ୍କ ପାଇଁ ଲାଗୁ ହବେ।

About ଲେବୀୟ ପୁସ୍ତକ Chapter 15

Read ଲେବୀୟ ପୁସ୍ତକ Chapter 15 online from the Holy Bible. This chapter is part of the Book of ଲେବୀୟ ପୁସ୍ତକ in the Old Testament. Continue reading with the chapter navigation above or explore the complete book.

Book Information

Book: ଲେବୀୟ ପୁସ୍ତକ
Chapter: 15
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଲେବୀୟ ପୁସ୍ତକ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଲେବୀୟ ପୁସ୍ତକ Chapter 15 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଲେବୀୟ ପୁସ୍ତକ Chapter 15?

ଲେବୀୟ ପୁସ୍ତକ Chapter 15 is part of the Book of ଲେବୀୟ ପୁସ୍ତକ in the Holy Bible.

Can I read this chapter online?

Yes. You can read the complete ଲେବୀୟ ପୁସ୍ତକ Chapter 15 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 1
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 38
  6. ଆଦି ପୁସ୍ତକ Chapter 21
  7. ଆଦି ପୁସ୍ତକ Chapter 12

Explore More from ଲେବୀୟ ପୁସ୍ତକ

  1. ଲେବୀୟ ପୁସ୍ତକ Chapter 13
  2. ଲେବୀୟ ପୁସ୍ତକ Chapter 20
  3. ଲେବୀୟ ପୁସ୍ତକ Chapter 14
  4. ଲେବୀୟ ପୁସ୍ତକ Chapter 11
  5. ଲେବୀୟ ପୁସ୍ତକ Chapter 12
  6. ଲେବୀୟ ପୁସ୍ତକ Chapter 27
  7. ଲେବୀୟ ପୁସ୍ତକ Chapter 8

Related Chapters & Readings

  1. ଯିଖରିୟ Chapter 9
  2. ଗୀତସଂହିତା Chapter 13
  3. 1 ଥେସଲନୀକୀୟ Chapter 2
  4. ଲୂକ Chapter 4
  5. ମାର୍କ Chapter 3
  6. ବିଚାରକର୍ତ୍ତା Chapter 18
  7. ଗୀତସଂହିତା Chapter 20
Share Your Love

Leave a Reply

Your email address will not be published. Required fields are marked *