ଲେବୀୟ ପୁସ୍ତକ Chapter 4

For English

Read ଲେବୀୟ ପୁସ୍ତକ Chapter 4 Online

Read ଲେବୀୟ ପୁସ୍ତକ Chapter 4 online from the Holy Bible. This chapter is part of the Book of ଲେବୀୟ ପୁସ୍ତକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଲେବୀୟ ପୁସ୍ତକ and the Holy Bible online.

Choose a Chapter

ଲେବୀୟ ପୁସ୍ତକ 4

ଅଧ୍ୟାୟ 4

1. ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,

2. "ଇଶ୍ରାୟେଲ ଲୋକମାନଙ୍କୁ କୁହ, ଯଦି କହେି ଅଜଣାତ ରେ ଗୋଟିଏ ପାପ କରେ ଏବଂ ତାହା କରେ, ଯାହା ସଦାପ୍ରଭୁଙ୍କ ଆଜ୍ଞା ରେ ମନା କରାୟାଇଅଛି।

3. "ଯଦି ଅଭିଷିକ୍ତ ଯାଜକ ପାପ କରେ ଏବଂ ଦେଶ ପାଇଁ ଦୋଷ ଆଣେ, ସେ ଗୋଟିଏ ନିଖୁଣ ବାଛୁରୀ ବଳିଦାନ କରିବ ସଦାପ୍ରଭୁଙ୍କ ସମ୍ମୁଖ ରେ ତାହା ପାପାର୍ଥକ ବଳିରୂପେ ଉତ୍ସର୍ଗ କରିବା ଉଚିତ୍।

4. ପୁଣି ସେ ଅଭିଷିକ୍ତ ଯାଜକ ଆପଣା ବଳିକୁ ସମାଗମ ତମ୍ବୁର ଦ୍ବାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ। ତା'ର ମସ୍ତକରେ ହାତ ରଖି ସଦାପ୍ରଭୁଙ୍କ ସମ୍ମୁଖ ରେ ବଧ କରିବ।

5. ଆଉ ସହେି ଅଭିଷିକ୍ତ ଯାଜକ ସହେି ବଳିର ରକ୍ତରୁ କିଛି ସମାଗମ-ତମ୍ବୁ ମଧ୍ଯକୁ ଆଣିବ।

6. ତା'ପରେ ସେ ଯାଜକ ସହେି ରକ୍ତ ରେ ନିଜର ଆଙ୍ଗୁଠି ବୁଡାଇ ସଦାପ୍ରଭୁଙ୍କ ଛାମୁ ରେ ମହାପବିତ୍ର ସ୍ଥାନର ବିଚ୍ଛଦେ ବସ୍ତ୍ର ଆଗ ରେ ସାତ ଥର ଛିଞ୍ଚିବ।

7. ଯାଜକ ସଦାପ୍ରଭୁଙ୍କ ଆଗ ରେ କିଛି ରକ୍ତ ନଇେ ସମାଗମ ତମ୍ବୁର ସୁଗନ୍ଧି ଧୂପବଦେୀର ପାଶର୍‌ବ ରେ ରଖିବା ଉଚିତ୍ ହବେ। ତ'ପରେ ସେ ଉତ୍ସର୍ଗୀକୃତ ଗୋବତ୍ସର ସମସ୍ତ ରକ୍ତ ନଇେ ସମାଗମ ତମ୍ବୁର ଦ୍ବାରସ୍ଥିତ ୟଜ୍ଞବଦେୀ ମୂଳ ରେ ଢାଳିବ।

8. ସେ ପାପ ପାଇଁ ଉତ୍ସର୍ଗୀକୃତ ଷଣ୍ଢର ସମସ୍ତ ମଦେ, ଯାହାକି ଅନ୍ତବୁଜୁଳାର ଉପରିସ୍ଥ ଏବଂ ପାଶର୍‌ବବର୍ତ୍ତୀ ମଦେ ହବୋ ଉଚିତ୍।

9. ସେ ଦୁଇଟି ଗୁରୁଦା, ମଦରେ ଉପରିସ୍ଥ ପାଶର୍‌ବବର୍ତ୍ତୀ ଗୁରୁଦାର ଏବଂ ୟକୃତର ମଦେ ଏବଂ ନିମ୍ନଭାଗର ପଛ ମାଂସପେଶୀ ଗୁରୁଦା ସହିତ ବାହାର କରିନବୋ ଉଚିତ୍।

10. ସମାଗମ ନବୈେଦ୍ଯର ଗୋରୁ ହାଇେଥିଲେ ଯେପରି ଉତ୍ସର୍ଗ କରାୟାଏ ସେ ସହେିପରି କରିବ। ପୁଣି ଯାଜକ ହାମବେଳିର ବଦେୀ ଉପରେ ତାହା ଦଗ୍ଧ କରିବ।

11. ସହେି ଚର୍ମ, ମଦେ, ମସ୍ତକ, ପଦ, ଅନ୍ତ, ଗୋବର ଓ ଷଣ୍ଢର ସମସ୍ତ ଅଂଶ ନଇେ ଛାଉଣୀ ବାହାରକୁ ନିଆୟିବା ଉଚିତ୍ ଓ ଧର୍ମକାର୍ୟ୍ଯର ପଦ୍ଧତି ପାଇଁ ଏ ସ୍ଥାନକୁ କାଠ ରଖି ଅଗ୍ନି ଦ୍ବାରା ଦଗ୍ଧ କରିବ।

13. "ପୁଣି ଇଶ୍ରାୟେଲର ସମସ୍ତ ଜାତି ଯଦି ଅଗୋଚର ରେ ପାପ କରନ୍ତି ଓ ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା ଦଇେଛନ୍ତି, ତାହା ଯବେେ ସମାନେେ କରନ୍ତି ତବେେ ସମାନେେ ଦୋଷୀ ହବେେ।

14. ଯଦି ସମାନେେ ସମାନଙ୍କେ କୃତ ପାପ ଜାଣିବେ, ତବେେ ସମାନେେ ପାପାର୍ଥକ ବଳିରୂପେ ଏକ ଗୋବତ୍ସ ଉତ୍ସର୍ଗ କରିବେ ଓ ସମାଗମ ତମ୍ବୁ ନିକଟକୁ ତାକୁ ଆଣିବେ।

15. ତା'ପରେ ମଣ୍ଡଳୀର ପା୍ରଚୀନବର୍ଗ ସହେି ଗୋବତ୍ସର ମସ୍ତକରେ ହାତ ରଖି ସଦାପ୍ରଭୁଙ୍କ ସମ୍ମୁଖ ରେ ତାକୁ ବଧ କରିବେ।

16. ତତ୍ପରେ ଅଭିଷିକ୍ତ ଯାଜକ ସହେି ଗୋବତ୍ସର କିଛି ରକ୍ତ ଧରି ସମାଗମ ତମ୍ବୁ ମଧ୍ଯକୁ ଆଣିବ।

17. ପୁଣି ଯାଜକ ସହେି ରକ୍ତ ରେ ଆପଣା ଆଙ୍ଗୁଳି ବୁଡାଇ ସଦାପ୍ରଭୁଙ୍କ ସମ୍ମୁଖ ରେ ବିଚ୍ଛଦେ ବସ୍ତ୍ର ଆଗ ରେ ସାତଥର ଛିଞ୍ଚିବ।

18. ଆଉ ଯାଜକ ସହେି ରକ୍ତରୁ କିଛି ନଇେ ସମାଗମ ତମ୍ବୁ ମଧିଅରେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ୟଜ୍ଞବଦେୀ ଶୃଙ୍ଗ ଉପରେ ଦବେ। ଅବଶିଷ୍ଟ ସମସ୍ତ ରକ୍ତ ସମାଗମ ତମ୍ବୁର ଦ୍ବାର ସମୀପକୁ ହୋମବଦେୀ ମୂଳ ରେ ଢାଳିବ।

19. ତା'ପରେ ଯାଜକ ବଳିର ସମସ୍ତ ମଦେ ନଇେ ୟଜ୍ଞବଦେୀ ଉପରେ ଦଗ୍ଧ କରିବା ଉଚିତ୍।

20. ପୁଣି ସହେି ପାପାର୍ଥକ ନବୈେଦ୍ଯର ଗୋବତ୍ସକୁ ଯେପରି କଲ, ଏହାକୁ ସହେିପରି କରିବ। ଏହିପରି ଯାଜକ ସମାନଙ୍କେ ପାଇଁ ପ୍ରାଯଶ୍ଚିତ କରିବ। ତା' ହେଲେ ଇଶ୍ରାୟେଲ ଲୋକ କ୍ଷମାପା୍ରପ୍ତ ହବେେ।

21. ତା'ପରେ ସେ ଗୋବତ୍ସକୁ ଛାଉଣୀ ବାହାରକୁ ନଇେ ପୂର୍ବ ଗୋବତ୍ସ ପରି ତାକୁ ଦଗ୍ଧ କରିବା ଉଚିତ୍। ଏହା ସମଗ୍ର ଇଶ୍ରାୟେଲର ଲୋକମାନଙ୍କ ପାଇଁ ପାପାର୍ଥକ ନବୈେଦ୍ଯ।

22. "ଯଦି ଜଣେ ଶାସକ ଭୂଲ୍ ବଶତଃ ପାପ କରେ ଓ ସଦାପ୍ରଭୁଙ୍କର ଆଜ୍ଞାକୁ ବିରୁଦ୍ଧ କଲାପରି କୌଣସି କାର୍ୟ୍ଯ କରେ, ସେ ମଧ୍ଯ ଦୋଷୀ ବୋଲି ବିବଚେିତ ହବେ।

23. ଯଦି ସେ ଶାସକ ଆପଣା କୃତ ପାପ ଜ୍ଞାତ ହୁଏ ତବେେ ସେ ଏକ ନିଖୁଣ ପୁଂଛାଗ ଉତ୍ସର୍ଗ କରିବ।

24. ସହେି ଶାସକ ଛାଗ ମସ୍ତକରେ ହାତ ରଖି ହାମବେଳି ବଧ କରିବା ସ୍ଥାନ ରେ ସଦାପ୍ରଭୁଙ୍କ ସମ୍ମୁଖ ରେ ତାକୁ ବଧ କରିବ, ତାହା ହବେ ପାପାର୍ଥକ ନବୈେଦ୍ଯ।

25. ତା'ପରେ ଯାଜକ ଆପଣା ଅଙ୍ଗୁଳି ରେ ସହେି ପାପାର୍ଥକ ନବୈେଦ୍ଯର ରକ୍ତରୁ କିଛି ନଇେ ହାମବଦେେୀର ଶିଙ୍ଗ ଉପରେ ଦବେ ଓ ତାହାର ଅବଶିଷ୍ଟ ସମସ୍ତ ରକ୍ତ ହାମବଦେେୀ ମୂଳ ରେ ଢାଳିବ।

26. ତା'ପରେ ସହେି ଯାଜକ ଉତ୍ସର୍ଗୀକୃତ ପଶୁର ସମସ୍ତ ମଦେ ନବେ ଏବଂ ୟଜ୍ଞବଦେୀ ଉପରେ ଦଗ୍ଧ କରିବ, ଯେଉଁ ଉପାଯ ରେ ସେ ମଙ୍ଗଳାର୍ଥକ ନବୈେଦ୍ଯରୁ ମଦେ ସହିତ କରିଥିଲା। ଏହିପ୍ରକା ରେ ଯାଜକ ସେ ଶାସକର ପାପ ପାଇଁ ପ୍ରାଯଶ୍ଚିତ କରିବ ଓ ତା'ଦ୍ବାରା ସେ ଶାସକ ପ୍ରଭୁଙ୍କ ଦ୍ବାରା କ୍ଷମା ପ୍ରାପ୍ତ ହବେ।

27. "ଆଉ ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା ଦଇେଛନ୍ତି, ଯଦି ସାଧାରଣ ଲୋକଙ୍କ ମଧ୍ଯରୁ କହେି ଜଣେ ତାହା କରେ ଓ ଭ୍ରାନ୍ତି ରେ ପାପ କରେ ତବେେ ସେ ଦୋଷୀ ହୁଏ।

28. ଯଦି ସହେି ଲୋକ ତା'ର ପାପ ବିଷଯ ରେ ଜ୍ଞାତ ହୁଏ, ତବେେ ସେ ତା'ର କୃତ ପାପ ନିମନ୍ତେ ଏକ ନିଖୁଣ ଛାଗୀ ଉତ୍ସର୍ଗ କରିବ।

29. ପୁଣି ସେ ସହେି ପାପାର୍ଥକ ନବୈେଦ୍ଯର ମସ୍ତକରେ ହସ୍ତ ରଖି ହାମବେଳି ବଧ କରିବା ସ୍ଥାନ ରେ ତାକୁ ବଧ କରିବ।

30. ତା'ପରେ ସେ ଯାଜକ ଅଙ୍ଗୁଳି ରେ ତା'ର ରକ୍ତରୁ କିଛି ନଇେ ହୋମବଦେୀର ଶୃଙ୍ଗ ଉପରେ ଦବେ, ଆଉ ତା'ର ସମସ୍ତ ରକ୍ତ ୟଜ୍ଞବଦେୀ ମୂଳ ରେ ଢାଳିବ।

31. ପୁଣି ସହଭାଗିତାର ନବୈେଦ୍ଯରୁ ନଇେଥିବା ମଦତେୁଲ୍ଯ ତାହାର ସମସ୍ତ ମଦେ ନବେ, ଆଉ ସହେି ଯାଜକ ସୁବାସିତ ଉପହାର ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ୟଜ୍ଞବଦେୀ ଉପରେ ତାକୁ ଦଗ୍ଧ କରିବ। ଏହିରୂପେ ଯାଜକ ପାପୀମାନଙ୍କୁ ପ୍ରାଯଶ୍ଚିତ କରାଇବା ଓ ସେଥି ରେ ସେ ପରମେଶ୍ବରଙ୍କ ଦ୍ବାରା କ୍ଷମା ପ୍ରାପ୍ତ ହବେ।

32. ଯଦି ସେ ପାପାର୍ଥକ ନବୈେଦ୍ଯ ନିମନ୍ତେ ମଷେଶାବକ ଆଣେ ତବେେ ନିଶ୍ଚିତ ଏକ ନିଖୁଣ ମଷେଶାବକ ଆଣିବ।

33. ପୁଣି ସହେି ପାପାର୍ଥକ ନବୈେଦ୍ଯର ମସ୍ତକରେ ହସ୍ତରଖି ହାମବେଳି ବଧ କରିବା ସ୍ଥାନ ରେ ତାକୁ ବଧ କରିବ।

34. ତା'ପରେ ସେ ଯାଜକ ସହେି ପାପାର୍ଥକ ନବୈେଦ୍ଯର ରକ୍ତରୁ କିଛି ଅଙ୍ଗୁଳି ରେ ନଇେ ହୋମବଦେୀର ଶିଙ୍ଗ ଉପରେ ଦବେ ଓ ଆଉ ସମସ୍ତ ରକ୍ତ ୟଜ୍ଞବବଦେୀ ମୂଳ ରେ ଢାଳିବ।

35. ସେ ଉତ୍ସର୍ଗ କରାୟାଇଥିବା ପଶୁଠାରୁ ସମସ୍ତ ମଦେ କାଢି ନବେ। ଯେପରି ସେ ସହଭାଗିତାର ନବୈେଦ୍ଯକୁ କରିଥିଲା ଏବଂ ସଦାପ୍ରଭୁଙ୍କୁ ଉପହାର ଦବୋକୁ ଯାଜକ ଏହାକୁ ୟଜ୍ଞବଦେୀ ରେ ଦଗ୍ଧ କରିବ। ଏହି ପ୍ରକା ରେ ଯାଜକ ନିଜ ପାପ ପାଇଁ ତା'ର ତରଫରୁ ପ୍ରାଯଶ୍ଚିତ କରିବ ଏବଂ ତାକୁ କ୍ଷମା ଦିଆୟିବ।

About ଲେବୀୟ ପୁସ୍ତକ Chapter 4

Read ଲେବୀୟ ପୁସ୍ତକ Chapter 4 online from the Holy Bible. This chapter is part of the Book of ଲେବୀୟ ପୁସ୍ତକ in the Old Testament. Continue reading with the chapter navigation above or explore the complete book.

Book Information

Book: ଲେବୀୟ ପୁସ୍ତକ
Chapter: 4
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଲେବୀୟ ପୁସ୍ତକ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଲେବୀୟ ପୁସ୍ତକ Chapter 4 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଲେବୀୟ ପୁସ୍ତକ Chapter 4?

ଲେବୀୟ ପୁସ୍ତକ Chapter 4 is part of the Book of ଲେବୀୟ ପୁସ୍ତକ in the Holy Bible.

Can I read this chapter online?

Yes. You can read the complete ଲେବୀୟ ପୁସ୍ତକ Chapter 4 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 1
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 21
  6. ଆଦି ପୁସ୍ତକ Chapter 12
  7. ଆଦି ପୁସ୍ତକ Chapter 11

Explore More from ଲେବୀୟ ପୁସ୍ତକ

  1. ଲେବୀୟ ପୁସ୍ତକ Chapter 26
  2. ଲେବୀୟ ପୁସ୍ତକ Chapter 16
  3. ଲେବୀୟ ପୁସ୍ତକ Chapter 7
  4. ଲେବୀୟ ପୁସ୍ତକ Chapter 21
  5. ଲେବୀୟ ପୁସ୍ତକ Chapter 10
  6. ଲେବୀୟ ପୁସ୍ତକ Chapter 1
  7. ଲେବୀୟ ପୁସ୍ତକ Chapter 15

Related Chapters & Readings

  1. ଦାନିଏଲ Chapter 3
  2. ବିଚାରକର୍ତ୍ତା Chapter 19
  3. ହିବ୍ରୁ Chapter 10
  4. ପ୍ରଥମ ରାଜାବଳୀ Chapter 12
  5. ଉପଦେଶକ Chapter 5
  6. 2 ତୀମଥି Chapter 4
  7. ପ୍ରଥମ ଶାମୁୟେଲ Chapter 16
Share Your Love

Leave a Reply

Your email address will not be published. Required fields are marked *