ଲେବୀୟ ପୁସ୍ତକ Chapter 13

For English

Read ଲେବୀୟ ପୁସ୍ତକ Chapter 13 Online

Read ଲେବୀୟ ପୁସ୍ତକ Chapter 13 online from the Holy Bible. This chapter is part of the Book of ଲେବୀୟ ପୁସ୍ତକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଲେବୀୟ ପୁସ୍ତକ and the Holy Bible online.

Choose a Chapter

ଲେବୀୟ ପୁସ୍ତକ 13

ଅଧ୍ୟାୟ 13

1. ପୁଣି ସଦାପ୍ରଭୁ ମାଶାେ ଓ ହାରୋଣଙ୍କୁ କହିଲେ,

2. " ଯବେେ କୌଣସି ମନୁଷ୍ଯର ଶରୀରର ଚର୍ମ ରେ ଫୁଲା କି ପାମା କି ଚିକ୍କଣ ଚିହ୍ନ ହୁଏ କିମ୍ବା ତା'ର ଶରୀର ରେ ଚର୍ମ ରୋଗଜନିତ ଘା' ହୁଏ, ତବେେ ତାକୁ ହାରୋଣ ଯାଜକ ନିକଟକୁ କିମ୍ବା ତାଙ୍କର ପୁତ୍ରଗଣଙ୍କ ମଧ୍ଯରୁ କୌଣସି ଯାଜକ ନିକଟକୁ ଅଣାୟିବା ଉଚିତ୍।

3. ତହୁଁ ଯାଜକ ତା'ର ଶରୀରର ଚର୍ମ ଉପରିସ୍ଥ ଘା' ଦେଖିବ, ଆଉ ଯବେେ ଘା'ର ଲୋମ ଶ୍ବତବେର୍ଣ୍ଣ ହାଇେଥାଏ, ପୁଣି ଘା' ଯବେେ ତା' ଶରୀରର ଚର୍ମଠାରୁ ନୀଚ୍ଚ ଦିଶେ ତବେେ ତାହା କୁଷ୍ଠ ରୋଗର ଘା' ଏଟେ। ଆଉ ଯାଜକ ତାହାକୁ ଦେଖିବ ଓ ତାକୁ ଅସୁଚି ବୋଲି ପ୍ରକାଶ କରିବ।

4. "ସମଯେ ସମଯେ ଜଣଙ୍କ ଶରୀରର ଚର୍ମ ଉପରେ ଧଳା ଛଉ ଦଖାୟୋଏ, ଯଦି ସେ ଚିହ୍ନ ଚର୍ମଠାରୁ ନୀଚ୍ଚ ନଥାଏ, ତବେେ ଯାଜକ ତାକୁ ଅନ୍ୟ ଲୋକମାନଙ୍କଠାରୁ ସାତଦିନ ପର୍ୟ୍ଯନ୍ତ ପୃଥକ୍ କରି ରଖିବ।

5. ସପ୍ତମ ଦିନ ରେ ଯାଜକ ସହେି ଚିହ୍ନକୁ ଦେଖିବ। ଯଦି ସହେି ଘା' ବଦଳି ନଥାଏ କିମ୍ବା ଚର୍ମ ଉପରେ ଅଧିକ ବ୍ଯାପି ନଥାଏ, ତବେେ ଯାଜକ ତାକୁ ଆହୁରି ସାତଦିନ ଅନ୍ୟମାନଙ୍କ ଠାରୁ ପୃଥକ୍ କରି ରଖିବ।

6. ପୁଣି ସାତଦିନ ପରେ ଯାଜକ ପୁନର୍ବାର ତାହାକୁ ପରୀକ୍ଷା କରିବ। ଯଦି ଘା' ମଳିନ ହାଇୟୋଇଥାଏ ଘା' ଚର୍ମ ରେ ଆଉ ବ୍ଯାପି ନଥାଏ, ତବେେ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବା ଉଚିତ୍। ତାହା ଗୋଟିଏ ସାଧାରଣ ବକଳା ପରି ଥିଲା। ତେଣୁ ସେ ନିଜର ବସ୍ତ୍ର ଧୋଇ ଶୁଚି ହବୋ ଉଚିତ୍।

7. "ମାତ୍ର ସେ ଶୌଚ ନିମନ୍ତେ ନିଜକୁ ଯାଜକକୁ ଦଖାଇେଲା ପରେ ଯବେେ ତା'ର ଘା' ଚର୍ମ ଉପରେ ବ୍ଯାପେ, ତବେେ ସେ ପୁନର୍ବାର ଯାଜକକୁ ଦଖାଇବେ।

8. ଯାଜକ ଯଦି ଦେଖିବ ସହେି କ୍ଷତି ଚର୍ମ ରେ ବ୍ଯାପିଲା, ତବେେ ସେ ତାକୁ ଅଶୁଚି ବୋଲି ପ୍ରକାଶ କରିବ ଏବଂ ତାହା କୁଷ୍ଠ ରୋଗ।

9. "କୌଣସି ଲୋକଠା ରେ କୁଷ୍ଠ ରୋଗର କ୍ଷତ ହେଲେ ତାକୁ ଯାଜକ ନିକଟକୁ ଆଣାୟିବ।

10. ତହୁଁ ଯାଜକ ତାକୁ ଦେଖିବ, ଯଦି ତାହାର ଚର୍ମ ରେ ଶ୍ବତବେର୍ଣ୍ଣ ଫୁଲା ଥାଏ, ତହିଁରେ ଲୋମ ଶ୍ବତବେର୍ଣ୍ଣ ହାଇେଥାଏ ଓ ସହେି ଫୁଲା ରେ କଞ୍ଚାମାଂସ ବୃଦ୍ଧି ପାଉଥାଏ।

11. ତବେେ ତାହା ଶରୀରର ଚର୍ମ ରେ କୁଷ୍ଠ ରୋଗ ଅଟେ, ପୁଣି ଯାଜକ ତାକୁ ଅଶୁଚି ବୋଲି ପ୍ରକାଶ କରିବ। ସେ ତାହାକୁ ସମାଜରୁ ପୃଥକ୍ କରିବ ନାହିଁ, କାରଣ ସେ ଅଶୁଚି।

12. "ସମଯେ ସମଯେ କୁଷ୍ଠ ରୋଗ ଲୋକର ସମଗ୍ର ଶରୀରକୁ ବ୍ଯାପି ଥାଏ। ସହେି କୁଷ୍ଠ ରୋଗ ଆପାଦମସ୍ତକ ଶରୀରକୁ ଆଚ୍ଛନ୍ନ କରିଥାଏ। ସେତବେେଳେ ଯାଜକ ସହେି ଲୋକର ସମସ୍ତ ଶରୀର ଦେଖିବ।

13. ଯଦି ଯାଜକ ଦେଖିବ ଲୋକଟିର ସର୍ବାଙ୍ଗ କୁଷ୍ଠ ରୋଗ ରେ ଆଚ୍ଛନ୍ନ ହାଇେଛି, ତବେେ ସେ ରୋଗୀକୁ ଶୁଚି ବୋଲି ପ୍ରକାଶ କରିବ।

14. ଯଦି ତା'ର ଶରୀର ରେ କଞ୍ଚାମାଂସ ପ୍ରକାଶ ପାଏ, ତବେେ ସେ ଅଶୁଚି ହବେ।

15. ଯେ ତବେଳେ ଯାଜକ କଞ୍ଚାମାଂସ ଦେଖିବ, ସେ ଅଶୁଚି ବୋଲି ପ୍ରକାଶ କରିବ। କଞ୍ଚାମାଂସ ଅଶୁଚି ଓ ଏହା କୁଷ୍ଠ ରୋଗ।

16. "ଯଦି ସହେି ସଞ୍ଚାମାଂସ ବଦଳି ଶ୍ବତବେର୍ଣ୍ଣ ହାଇୟୋଏ, ତବେେ ସେ ଯାଜକ ନିକଟକୁ ଆସିବ।

17. ଯାଜକ ପୁନର୍ବାର ଲୋକଟିକୁ ଦେଖିବ ଓ ଯଦି ସହେି ଘା' ଶ୍ବତବେର୍ଣ୍ଣ ହାଇେଥାଅ ତବେେ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବ, ସେ ଶୁଚି।

18. "ଜଣେ ବ୍ଯକ୍ତିର ଶରୀରର ଚର୍ମ ରେ ବଥ ହାଇେ ଭଲ ହେଲାପରେ,

19. ଯଦି ସହେି ବଥ ସ୍ଥାନ ରେ ଶ୍ବତବେର୍ଣ୍ଣ ଫୁଲା କିମ୍ବା ରକ୍ତଶ୍ବତବେର୍ଣ୍ଣ ଚିକ୍କଣ ଚିହ୍ନ ହୁଏ, ତବେେ ସେ ତାହା ଯାଜକକୁ ଦଖାଇବେ।

20. ଯାଜକ ଦେଖିବ ଯଦି ତାହାର ସହେି ଘା' ଚର୍ମର ନୀଚ୍ଚସ୍ଥ ହାଇେଥାଏ, ତହିଁରେ ଲୋମ ଶ୍ବତବେର୍ଣ୍ଣ ହାଇେଥାଏ, ତବେେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ। ତାହା ବଥରୁ ଉତ୍ପନ୍ନ କୁଷ୍ଠ ରୋଗର ଘା'।

21. ମାତ୍ର ଯଦି ଯାଜକ ଦେଖିବ, ସେଥି ରେ ଶ୍ବତବେର୍ଣ୍ଣ ଲୋମ ନଥାଏ ଓ ତାହା ଚର୍ମର ନୀଚସ୍ଥ ନ ହାଇେ ମଳିନ ହାଇେଥାଏ ତବେେ ଯାଜକ ତାହାକୁ ସାତ ଦିନ ପୃଥକ୍ କରି ରଖିବ।

22. ଆଉ ଯଦି ତାହା ଚର୍ମ ରେ ବ୍ଯାପେ, ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହା କୁଷ୍ଠ ରୋଗ ଘା'।

23. ମାତ୍ର ଯଦି ସହେି ଚିକ୍କଣ ଚିହ୍ନ ସ୍ବସ୍ଥାନ ରେ ଥାଇ ଆଉ ନ ବଢେ, ତବେେ ତାହା ବଥର ଚିହ୍ନ ଅଟେ। ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ।

24. ଯଦି ଚର୍ମ ଉପରେ ପୋଡାର ଗୋଟିଏ ଘା' ଥାଏ ଓ ସହେି ଦାହର ବଢିଲା ମାଂସ ରେ ରକ୍ତ ଶ୍ବତବେର୍ଣ୍ଣ କିମ୍ବା ଶ୍ବତବେର୍ଣ୍ଣ ଚିକ୍କଣ ଚିହ୍ନ ହୁଏ, ତବେେ ଯାଜକ ତାହା ଦେଖିବ। ଯଦି ଉଜ୍ଜ୍ବଳ ଚିହ୍ନ ରେ ଲୋମ ଶ୍ବତବେର୍ଣ୍ଣ ହାଇେଥାଏ ଓ ଚର୍ମର ନୀଚସ୍ଥ ଦଖାୟୋଏ, ତବେେ ତାହା କୁଷ୍ଠ ରୋଗ, ତାହା ଅଗ୍ନି ଦାହରୁ ଉତ୍ପନ୍ନ ହାଇେଅଛି। ଆଉ ଯାଜକ ତାକୁ ଅଶୁଚି ବୋଲି ପ୍ରକାଶ କରିବ। ତାହା କୁଷ୍ଠ ରୋଗ ଅଟେ।

26. ମାତ୍ର ଯଦି ଯାଜକ ଦେଖିବ, ସହେି ଚିକ୍କଣ ଚିହ୍ନ ରେ ଶ୍ବତବେର୍ଣ୍ଣ ଲୋମ ନଥାଏ ଓ ତାହା ଚର୍ମର ନୀଚସ୍ଥ ନ ହାଇେ ମଳିନ ହାଇେଥାଏ, ତବେେ ଯାଜକ ତାକୁ ସାତ ଦିନ ପୃଥକ୍ କରି ରଖିବ।

27. ସପ୍ତମ ଦିନ ଯାଜକ ପୁନର୍ବାର ଲୋକଟିକୁ ଦେଖିବ, ଯଦି ତାହା ଚର୍ମ ରେ ବ୍ଯାପି ଥାଏ, ତବେେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହା କୁଷ୍ଠ ରୋଗର ଘା'।

28. ଯଦି ଉଜ୍ଜ୍ବଳ ଚିହ୍ନ ସହେି ଗୋଟିଏ ସ୍ଥାନ ରେ ରହି ବୃଦ୍ଧି ନପାଏ ଓ ମଲିନ ହାଇେଥାଏ, ତବେେ ତାହା ଦାହର ଫୁଲା, ଆଉ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବ, ଯେ ହତେୁ ତାହା ଅଗ୍ନିଦାହର କ୍ଷତ ଚିହ୍ନ।

29. "ଆଉ ପୁରୁଷ ଅବା ସ୍ତ୍ରୀର ମସ୍ତକରେ ଅବା ଦାଢି ରେ ଘା' ହେଲ ଯାଜକ ସହେି ଘା' ଦେଖିବା

30. ଯାଜକ ସହେି ଘା' ଦେଖିବ, ଯଦି ତାହା ଚର୍ମର ନୀଚ୍ଚସ୍ଥ ଦଖାୟୋଏ, ତହିଁରେ ହଳଦିବର୍ଣ୍ଣ ସରୁ ଲୋକ ଥାଏ, ତବେେ ଯାଜକ ତାକୁ ଅଶୁଚି ବୋଲି ପ୍ରକାଶ କରିବ। ତାହା ଛଉ, ତାହା ମସ୍ତକ ଅବା ଦାଢିର କୁଷ୍ଠ ରୋଗ।

31. ପୁଣି ଯାଜକ ଯଦି ଦେଖିବ ସହେି ଘା' ଚର୍ମର ନୀଚସ୍ଥ ହାଇେ ନଥାଏ ଓ ତହିଁରେ କୃଷ୍ଣବର୍ଣ୍ଣ ଲୋମ ନଥାଏ, ତବେେ ଯାଜକ ସହେି ଲୋକକୁ ସାତଦିନ ପୃଥକ ରଖିବ।

32. ସପ୍ତମ ଦନ ରେ ଯାଜକ ସହେି ଲୋକର ଘା' ଦେଖିବ। ଯଦି ସହେି ଛଉ ବଢି ନଥାଏ ଓ ତହିଁରେ ହଳଦିବର୍ଣ୍ଣର ଲୋମ ହାଇେ ନଥାଏ, ଆଉ ତାହା ଚର୍ମର ନୀଚସ୍ଥ ଦଖାେ ନୟାଏ,

33. ତବେେ ସେ ଲଣ୍ଡା ହବେ, ମାତ୍ର ଛଉ ସ୍ଥାନ ଲଣ୍ଡା ହବେ ନାହିଁ ଓ ଯାଜକ ସହେି ଛଉଥିବା ଲୋକକୁ ଆଉ ସାତଦିନ ପୃଥକ୍ କରି ରଖିବ।

34. ପୁଣି ସପ୍ତମ ଦିନ ରେ ଯାଜକ ସହେି ଛଉ ଦେଖିବ। ଯଦି ସହେି ଛଉ ଚର୍ମ ରେ ବଢି ନଥାଏ ଓ ତହା ଚର୍ମର ନୀଚ୍ଚସ୍ଥ ଦଖାେ ନୟାଏ, ତବେେ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବ, ପୁଣି ସେ ଆପଣା ବସ୍ତ୍ର ଧୋଇ ଶୁଚି ହବେ।

35. ମାତ୍ର ଶୁଚି ହେଲାପରେ ଯବେେ ଚର୍ମ ରେ ସହେି ଛଉ ବ୍ଯାପିୟାଏ।

36. ତବେେ ଯାଜକ ସହେି ଲୋକକୁ ପୁନର୍ବାର ଦେଖିବ। ଯଦି ସହେି ଛଉ ଚର୍ମ ରେ ବ୍ଯାପିଥାଏ, ତବେେ ଯାଜକ ଆଉ ହଳଦିବର୍ଣ୍ଣ ଲୋମର ଅନ୍ବଷେଣ କରିବ ନାହିଁ। ସହେି ଲୋକ ଅଶୁଚି।

37. ଯଦି ଯାଜକ ଦୃଷ୍ଟି ରେ ସହେି ଛଉ ବଢି ନଥାଏ ଓ ତହିଁରେ କୃଷ୍ଣବର୍ଣ୍ଣ ଲୋମ ଉଠିଥାଏ, ତବେେ ସହେି ଛଉ ଆରୋଗ୍ୟ ହାଇେଅଛି, ସେ ଶୁଚି ହାଇେଅଛି, ଆଉ ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ।

38. "ଯଦି କୌଣସି ବ୍ଯକ୍ତିର ଚର୍ମ ରେ ଧଳା ଛଉ ହାଇେଥାଏ।

39. ତବେେ ଯାଜକ ସହେି ଛଉ ଦେଖିବ, ଯଦି ସମାନଙ୍କେ ଶରୀରର ଚର୍ମ ରେ ସହେି ଚିକ୍କଣ ଚିହ୍ନ ଅଳ୍ପ ମଳିନ ଶ୍ବତବେର୍ଣ୍ଣ ହୁଏ, ତବେେ ତାହା ଚର୍ମରୁ ଉତ୍ପନ୍ନ କ୍ଷତିବିହୀନ ୟାଦୁ ରୋଗ ବୋଲି ବିବଚେିତ ହବେ ଓ ସହେି ଲୋକ ଶୁଚି।

40. "ଯଦି କୌଣସି ଲୋକର ମୁଣ୍ଡରୁ ବାଳ ଉପୁଡି ୟାଏ ତବେେ ସେ ଚନ୍ଦା, ମାତ୍ର ସେ ଶୁଚି ଅଟେ।

41. ଆଉ ଯବେେ ତାହାର କେଶ ମସ୍ତକର ସମ୍ମୁଖ ଭାଗରୁ ଉପୁଡିଥାଏ, ତବେେ ସେ ଚନ୍ଦା କପାଳ, ସେ ମଧ୍ଯ ଶୁଚି।

42. ଯଦି ଚନ୍ଦା ମୁଣ୍ଡ ରେ କିମ୍ବା ଚନ୍ଦା କପାଳ ରେ ରକ୍ତ ଶ୍ବତବେର୍ଣ୍ଣ ଘା' ହୁଏ, ତବେେ ତାହା ଚନ୍ଦା କପାଳ ରେ ବା ମୁଣ୍ଡ ରେ ଉତ୍ପନ୍ନ ଚର୍ମ ରୋଗ।

43. ଯାଜକ ତାହା ତେଖିବ, ଯଦି ଶରୀରର ଚର୍ମସ୍ଥିତ କୁଷ୍ଠପରି ତାହା ଚନ୍ଦାମୁଣ୍ଡ କି ଚନ୍ଦା କପାଳର ରକ୍ତ ଶ୍ବତବେର୍ଣ୍ଣ ଘା'ର ଫୁଲା ଦକୋୟାଏ,

44. ତବେେ ସେ କୁଷ୍ଠ ରୋଗ ରେ ଆକ୍ରାନ୍ତ, ସେ ଅଶୁଚି। ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହାର ମସ୍ତକରେ ଘା' ହାଇେଛି।

45. "ପୁଣି ଯେଉଁ ଲୋକ କୁଷ୍ଠ ରୋଗୀ, ତାହାର ବସ୍ତ୍ର ଚିରାୟିବ ଓ ତାହାର ମସ୍ତକର କେଶ ମୁକୁଳା ରହିବ ଓ ସେ ନିଜର ଉପର ଓଷ୍ଠ ବସ୍ତ୍ର ରେ ଢାଙ୍କିବ। ପୁଣି "ଅଶୁଚି, ଅଶୁଚି" ବୋଲି ଚିତ୍କାର କରିବ।

46. ତାହାଠା ରେ ଯେତଦେିନ ୟାଏ ଘା' ରହିବ, େସତଦେିନ ୟାଏ ସେ ଅଶୁଚି ରହିବ, ସେ ଅଶୁଚି ଯୋଗୁଁ ଏକାକୀ ବାସ କରିବ ଓ ଛାଉଣୀର ବାହା ରେ ତାହାର ବାସସ୍ଥାନ ରହିବ।

47. "ଆଉ ମଧ୍ଯ ଯେଉଁ ବସ୍ତ୍ର ରେ କୁଷ୍ଠରୋଗର ଦାଗ ହୁଏ, ତାହା ଲୋମବସ୍ତ୍ର ହେଉ କି ମସିନା ବସ୍ତ୍ର ହେଉ, ତାହା ତନ୍ତ ରେ ବୁଣା ହେଉ କିମ୍ବା ହାତ ରେ ବୁଣା ହେଉ କିମ୍ବା ତାହା ଚର୍ମ ରେ କିମ୍ବା ଚର୍ମ ନିର୍ମିତ କୌଣସି ଦ୍ରବ୍ଯ ରେ ହେଉ।

49. ଯବେେ ସହେିଦାଗ ବସ୍ତ୍ର ରେ କି ଚର୍ମ ରେ କିମ୍ବା ବୁଣା କିମ୍ବା ଶିଲାଇ କପାଡା କିମ୍ବା କୌଣସି ଚର୍ମ ଜିନିଷ ରେ ଶାଗୁଆ ବର୍ଣ୍ଣ କିମ୍ବା ରକ୍ତବର୍ଣ୍ଣ ହୁଏ, ତବେେ ତାହା ଚର୍ମ ରୋଗର ଦାଗ ଓ ତାକୁ ଯାଜକକୁ ଦଖାଇେ ଦିଆୟିବ।

50. ଯାଜକ ସହେି ଦାଗ ଦେଖିବ ଓ ସହେି ଦାଗଥିବା ଦ୍ରବ୍ଯକୁ ସାତଦିନ ପୃଥକ୍ ରଖିବ।

51. ସେ ସପ୍ତମ ଦିନ ରେ ସହେି ଦାଗ ପରୀକ୍ଷା କରିବ, ଯଦି ବସ୍ତ୍ର ରେ କି ବୁଣା କିମ୍ବା ଉଲ୍ ରେ ଶିଲାଇ କପଡା କିମ୍ବା ଶଣ କିମ୍ବା ଚର୍ମ କିମ୍ବା କୌଣସିଚର୍ମ ଜିନିଷ ରେ ସ ସହେି ଦାଗ ଯଦି ବଢିଥାଏ ତବେେ ତାହା କ୍ଷଯ କୁଷ୍ଠ ଓ ସହେି ବସ୍ତ୍ର ଅଶୁଚି ଅଟେ। ତେଣୁ ସହେି ଦାଗ ଥିବା ବସ୍ତ୍ର, ସୂତାର ବା ଚମଡାର ହେଉ କିମ୍ବା ଲୋମ ନିର୍ମିତ ହେଉ ତାହା ଦଗ୍ଧ କରାୟିବ। କାରଣ ତାହା କ୍ଷଯ କୁଷ୍ଠ, ସହେି ବସ୍ତ୍ର କିମ୍ବା ଚର୍ମ ଅଗ୍ନି ରେ ଦଗ୍ଧ ହବୋ ଉଚିତ୍।

53. "ଯାଜକ ଦେଖିବ ଯଦି ସହେି ଦାଗ ବଢି ନାହିଁ, ତବେେ ତାହା ସୂତାର ବସ୍ତ୍ର ହେଉ କି କୌଣସି ଚମଡାର ଜିନିଷ ହେଉ ତାହା ପାଣି ରେ ଧୌତ କରାୟିବା ଉଚିତ୍। ପୁଣି ତାହା ତନ୍ତବୁଣା ହେଉ କିମ୍ବା ହାତ ବୁଣା ହେଉ ତାହା ଧୁଆୟିବା ଉଚିତ୍।

54. ଯାଜକ ସହେି ଦାଗୟୁକ୍ତ ଦ୍ରବ୍ଯକୁ ଧୋଇବାକୁ ଆଜ୍ଞା ଦବେ। ପୁଣି ସାତ ଦିନ ତାକୁ ପୃଥକ୍ କରି ରଖିବ।

55. ଆଉ ତାହା ଧୂଆ ହେଲାପରେ ଯାଜକ ଦେଖିବ, ଯଦି ସହେି ଦାଗର ବର୍ଣ୍ଣ ବଦଳି ନଥାଏ ଓ ସହେି ଦାଗ ବଢି ନଥାଏ, ତବେେ ତାହା ଅଶୁଚି। ତାହା ବସ୍ତ୍ର ହେଉ କିମ୍ବା ଚର୍ମ ହେଉ ତାକୁ ନିଶ୍ଚଯ ଅଗ୍ନି ରେ ଦଗ୍ଧ କରିବ।

56. "ମାତ୍ର ଧୂଆ ଗଲାପରେ ଯଦି ଯାଜକ ଦେଖିବ, ସହେି ଦାଗ ମଳିନ ହାଇେଥାଏ, ତବେେ ସେ ସହେି ବସ୍ତ୍ରରୁ କି ଚର୍ମରୁ ତାହା ଚିରି ପକାଇବ।

57. ତଥାପି ଯଦି ସହେି ବସ୍ତ୍ର ରେ କି ଚର୍ମ ରେ, ସହେି ଦାଗ ଥାଏ ଓ ତାହା ବଢେ, ତାକୁ ତୁମ୍ଭେ ଅଗ୍ନି ରେ ପୋଡି଼ ପକାଇବ।

58. ଯଦି ବସ୍ତ୍ର ଓ ଚର୍ମ ନିର୍ମିତ ଦ୍ରବ୍ଯକୁ ଧୋଇଲାପରେ ସହେି ଦାଗ ଚାଲିୟାଏ, ତବେେ ତାହା ଦ୍ବିତୀୟ ଥର ଧୂଆୟିବ ଓ ତହିଁରେ ତାହା ଶୁଚି ହବେ।"

59. ବସ୍ତ୍ର ହେଉ ବା ଚର୍ମ ନିର୍ମିତ ଦ୍ରବ୍ଯ ହେଉ କିମ୍ବା ଟାଣୀର ହେଉ, କୁଷ୍ଠ ଦାଗ ବିଷଯ ରେ ଶୁଚି ବୋଲି ପ୍ରମାଣ କରିବା ବା ଅଶୁଚି ବୋଲି ପ୍ରକାଶ କରିବାର ବ୍ଯବସ୍ଥା ଏହା ଅଟେ।

About ଲେବୀୟ ପୁସ୍ତକ Chapter 13

Read ଲେବୀୟ ପୁସ୍ତକ Chapter 13 online from the Holy Bible. This chapter is part of the Book of ଲେବୀୟ ପୁସ୍ତକ in the Old Testament. Continue reading with the chapter navigation above or explore the complete book.

Book Information

Book: ଲେବୀୟ ପୁସ୍ତକ
Chapter: 13
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଲେବୀୟ ପୁସ୍ତକ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଲେବୀୟ ପୁସ୍ତକ Chapter 13 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଲେବୀୟ ପୁସ୍ତକ Chapter 13?

ଲେବୀୟ ପୁସ୍ତକ Chapter 13 is part of the Book of ଲେବୀୟ ପୁସ୍ତକ in the Holy Bible.

Can I read this chapter online?

Yes. You can read the complete ଲେବୀୟ ପୁସ୍ତକ Chapter 13 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 14
  3. ଆଦି ପୁସ୍ତକ Chapter 1
  4. ଆଦି ପୁସ୍ତକ Chapter 26
  5. ଆଦି ପୁସ୍ତକ Chapter 10
  6. ଆଦି ପୁସ୍ତକ Chapter 3
  7. ଆଦି ପୁସ୍ତକ Chapter 38

Explore More from ଲେବୀୟ ପୁସ୍ତକ

  1. ଲେବୀୟ ପୁସ୍ତକ Chapter 2
  2. ଲେବୀୟ ପୁସ୍ତକ Chapter 17
  3. ଲେବୀୟ ପୁସ୍ତକ Chapter 26
  4. ଲେବୀୟ ପୁସ୍ତକ Chapter 7
  5. ଲେବୀୟ ପୁସ୍ତକ Chapter 16
  6. ଲେବୀୟ ପୁସ୍ତକ Chapter 14
  7. ଲେବୀୟ ପୁସ୍ତକ Chapter 4

Related Chapters & Readings

  1. ଦିତୀୟ ରାଜାବଳୀ Chapter 15
  2. ଯୋୟେଲ Chapter 1
  3. ନାହୂମ Chapter 3
  4. ଯିହୋଶୂୟ Chapter 18
  5. ଆଦି ପୁସ୍ତକ Chapter 38
  6. ଗୀତସଂହିତା Chapter 142
  7. ଲୂକ Chapter 23
Share Your Love

Leave a Reply

Your email address will not be published. Required fields are marked *