Read ଲେବୀୟ ପୁସ୍ତକ Chapter 14 Online
Read ଲେବୀୟ ପୁସ୍ତକ Chapter 14 online from the Holy Bible. This chapter is part of the Book of ଲେବୀୟ ପୁସ୍ତକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଲେବୀୟ ପୁସ୍ତକ and the Holy Bible online.
Choose a Chapter
ଲେବୀୟ ପୁସ୍ତକ 14
ଅଧ୍ୟାୟ 14
1. ସଦାପ୍ରଭୁ ମାଶାଙ୍କେୁ କହିଲେ,
2. "କୁଷ୍ଠ ରୋଗୀର ଶୁଚି ହବୋ ଦିନ ରେ ତାହାର ଏହି ବ୍ଯବସ୍ଥା,
3. ତହୁଁ ଯାଜକ ଛାଉଣୀର ବାହାରକୁ ୟିବ, ପୁଣି ଯାଜକ ଦେଖିବ ଯଦି ଘା' ସୁସ୍ଥ ହାଇେଥାଏ।
4. ଯଦି ଲୋକଟି ସୁସ୍ଥ ତବେେ ଯାଜକ ତାହା ପାଇଁ ଦୁଇ ଜୀଅନ୍ତା ଶୁଚି ପକ୍ଷୀ, କିଛି ଏରସ୍ କାଠ, ସିନ୍ଦୁରବର୍ଣ୍ଣ ( ଲୋମ) ଓ ବନସ୍ପତିର ପତ୍ର ନବୋ ପାଇଁ ଆଜ୍ଞା ଦବେ।
5. ପୁଣି ଯାଜକ ମୃତ୍ତିକାପାତ୍ରସ୍ଥିତ ସୋର୍ତଜଳ ଉପରେ ଏକ ପକ୍ଷୀକି ବଧ କରିବାକୁ ଆଦେଶ ଦବେ।
6. ତା'ପରେ ସେ ସହେି ଜୀଅନ୍ତା ପକ୍ଷୀ, ଏରସ କାଠ, ସିନ୍ଦୁର ବର୍ଣ୍ଣ (ଲୋମ) ଓ ବନସ୍ପତି ବୃକ୍ଷର ପତ୍ର ନଇେ ସହେି ସୋର୍ତଜଳ ଉପରେ ବଧ କରାୟାଇଥିବା ପକ୍ଷୀର ରକ୍ତ ରେ ସହେି ସବୁକୁ ବୁଡାଇବ।
7. ପୁଣି ଯାଜକ ସହେି କୁଷ୍ଠ ରୋଗୀ ଉପରେ ସାତଥର ରକ୍ତ ଛିଞ୍ଚିବ ଓ ଶୁଚି ହେଲା ବୋଲି ପ୍ରକାଶ କରିବ। ଆଉ ଅନ୍ୟ ଜୀଅନ୍ତା ପକ୍ଷୀଟିକୁ ନଇେ କ୍ଷେତ୍ରଆଡେ ଛାଡିଦବେ।
8. "ତା'ପରେ ସେ ଶୁଚି ଲୋକ ନିଜର ବସ୍ତ୍ର ଧୌତ କରି, ସମସ୍ତ କେଶ କ୍ଷୌର କରି ଜଳ ରେ ସ୍ନାନ କରିବ, ତାଦ୍ବାରା ସେ ଶୁଚି ହବେ। ତା'ପରେ ସେ ଛାଉଣୀ ଭିତରକୁ ଆସିବ। ମାତ୍ର ସେ ସାତ ଦିନ ନିଜର ତମ୍ବୁର ବାହା ରେ ରହିବ।
9. ସପ୍ତମ ଦିନ ରେ ସେ ନିଜର ସମସ୍ତ କେଶ ଅର୍ଥାତ୍ ମସ୍ତକର ଦାଢି ରେ ଓ ଭ୍ରୁଲତାର ସମସ୍ତ କେଶ କ୍ଷୌର କରିବ। ପୁଣି ନିଜର ବସ୍ତ୍ର ଧୌଇ ଜଳ ରେ ସ୍ନାନ କରି ଶୁଚି ହବେ।
10. "ଅଷ୍ଟମ ଦିନ ରେ ସେ କୁଷ୍ଠ ରୋଗୀ ଦୁଇ ନିଖୁଣ ମଷେବତ୍ସ, ଏକବର୍ଷୀଯା ଏକ ନିଖୁଣ ମଷେବତ୍ସା, ଶସ୍ଯ ନବୈେଦ୍ଯ ନିମନ୍ତେ ଏକ ଐଫାର ତିନି ଦଶମାଂଶ ତୈଳମିଶ୍ରିତ ସରୁ ମଇଦା ଓ ଏକ ଲୋଗ୍ ତୈଲ ନବେ।
11. ତହୁଁ ଶୁଚିକାରୀ ଯାଜକ ସହେି ଶାଧେନୀୟ ଲୋକକୁ ଓ ସହେିସବୁ ଦ୍ରବ୍ଯ ନଇେ ସମାଗମ-ତମ୍ବୁ ଦ୍ବାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖ ରେ ସ୍ଥାପନ କରିବ।
12. ଆଉ ଯାଜକ ଗୋଟିଏ ଅଣ୍ଡିରା ମଷେବତ୍ସ ଓ ସହେି ଏକ ଲୋଗ୍ ତୈଳ ନଇେ ଦୋଷାର୍ଥକ ବଳିରୂପେ ଉତ୍ସର୍ଗ କରିବ, ଆଉ ଦୋଳନୀଯ ନବୈେଦ୍ଯ ନିମନ୍ତେ ସଦାପ୍ରଭୁଙ୍କ ସମ୍ମୁଖ ରେ ସେସବୁ ଦୋଳନୀଯ କରାୟିବ।
13. ତା'ପରେ ସେ ଯାଜକ ଯେଉଁ ସ୍ଥାନ ରେ ପାପାର୍ଥକ ଓ ହାମବେଳି ବଧ କରାୟାଏ ସହେି ପବିତ୍ର ସ୍ଥାନ ରେ ସହେି ମଷେବତ୍ସ ବଧ କରିବ। ପାପାର୍ଥକ ବଳିପରି ଦୋଷାର୍ଥକ ବଳି ମଧ୍ଯ ଯାଜକର ଅଟେ। ତାହା ମହାପବିତ୍ର ଅଟେ।
14. "ତା'ପରେ ଯାଜକ ସହେି ଦୋଷର୍ଥକ ବଳିର କିଛି ରକ୍ତ ନବେ, ପୁଣି ଯାଜକ ସହେି ଶାଧେନୀୟ ଲୋକର ଦକ୍ଷିଣ କର୍ଣ୍ଣର ପ୍ରାନ୍ତ ରେ, ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳି ରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳି ରେ ଲଗାଇବ।
15. ଆଉ ଯାଜକ ସହେି ଏକ ଲୋଗ୍ ତୈଳରୁ କିଛି ନଇେ ନିଜର ବାମ ହସ୍ତର ପାପୁଲି ରେ ଢାଳିବ।
16. ତା'ପରେ ଯାଜକ ସହେି ବାମ ହସ୍ତର ପାପୁଲିସ୍ଥିତ ତୈଳ ରେ ଆପଣା ଦକ୍ଷିଣ ଆଙ୍ଗୁଳି ବୁଡାଇ ଅଙ୍ଗୁଳି ଦ୍ବାରା ସହେି ତୈଳରୁ କିଛି ନଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ସାତଥର ଛିଞ୍ଚିବ।
17. ପୁଣି ଯାଜକ ଆପଣା ବାମ ପାପୁଲି ରେ ଅବଶିଷ୍ଟ ତୈଳ ନଇେ ସହେି ଶାଧେନୀୟ ଲୋକର ଦକ୍ଷିଣ କର୍ଣ୍ଣ ପ୍ରାନ୍ତ ରେ, ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳି ରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳ ରେ ଲଗାଇବ। ଯେଉଁଠା ରେ ଦୋଷାର୍ଥକ ବଳିର ରକ୍ତ ଆଗରୁ ଲଗାଇଥିଲା।
18. ଆଉ ଯାଜକ ଆପଣା ହସ୍ତସ୍ଥିତ ଅବଶିଷ୍ଟ ତୈଳ ସହେି ଶାଧେନୀୟ ଲୋକର ମସ୍ତକରେ ଲଗାଇବ। ପୁଣି ସେ ଯାଜକ ସଦାପ୍ରଭୁଙ୍କ ସମ୍ମୁଖ ରେ ତାହାପାଇଁ ପ୍ରାଯଶ୍ଚିତ କରିବ।
19. "ତା'ପରେ ଯାଜକ ପାପାର୍ଥକ ବଳି ଉତ୍ସର୍ଗ କରିବ ଓ ସହେି ଶାଧେନୀୟ ଲୋକର ଅ େଶୗଚ ହତେୁ ପ୍ରାଯଶ୍ଚିତ କରିବ। ଏହାପରେ ସେ ହାମବେଳି ବଧ କରିବ।
20. ତତ୍ପରେ ଯାଜକ ହାମବେଳି ଓ ଶସ୍ଯ ନବୈେଦ୍ଯ ଆଣି ୟଜ୍ଞବଦେୀ ରେ ଉତ୍ସର୍ଗ କରିବ। ଏହିପରି ଯାଜକ ତାହା ପାଇଁ ପ୍ରାଯଶ୍ଚିତ କରିବ ଓ ସେ ଶୁଚି ହବେ।
21. "ଆଉ ଯଦି ଲୋକଟି ଦରିଦ୍ର ଓ ସେ ସମସ୍ତ ଦ୍ରବ୍ଯ ଦବୋକୁ ଅକ୍ଷମ, ତବେେ ସେ ନିଜର ପ୍ରାଯଶ୍ଚିତ ପାଇଁ ଦୋଳନୀଯ ନବୈେଦ୍ଯ ରୂପେ ଦୋଷାର୍ଥକ ବଳି ପାଇଁ ଗୋଟିଏ ମଷେବତ୍ସା ଓ ଶସ୍ଯ ନବୈେଦ୍ଯରୂପେ ଏକ ଐଫାର ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା ଓ ଏକ ଲୋଗ୍ ତୈଳ ଆଣିବ।
22. ପୁଣି ସହେି ଦରିଦ୍ର ଲୋକର ପ୍ରାପ୍ତିର ସାଧ୍ଯ ଅନୁସାରେ ଦୁଇଟି କପୋତ କିମ୍ବା ଦୁଇଟି ପାରା ଆଣିବ। ଆଉ ସେଥିରୁ ଗୋଟିଏ ପାପାର୍ଥକ ବଳି ଓ ଅନ୍ୟଟି ହାମବେଳି ହବେ।
23. "ଆଉ ଅଷ୍ଟମ ଦିନ ରେ ସହେି ଲୋକ ସମସ୍ତ ଦ୍ରବ୍ଯ ଆଣି ସମାଗମ ତମ୍ବୁ ଦ୍ବାର ନିକଟରେ ଯାଜକ ପାଖକୁ ଆଣିବ। ଯାଜକ ସହେି ସମସ୍ତ ଜିନିଷ ସଦାପ୍ରଭୁଙ୍କ ସମ୍ମୁଖ ରେ ତା'ର ପ୍ରାଯଶ୍ଚିତ ପାଇଁ ଉତ୍ସର୍ଗ କରିବ ଓ ସେ ଶୁଚି ହବେ।
24. ତହୁଁ ଯାଜକ ଦୋଷାର୍ଥକ ବଳିର ମଷେବତ୍ସ ଓ ସହେି ଏକ ଲୋଗ୍ ତୈଳ ନବେ। ତା'ପରେ ଯାଜକ ସଦାପ୍ରଭୁଙ୍କ ସମ୍ମୁଖ ରେ ଦୋଳନୀଯ ନବୈେଦ୍ଯାର୍ଥେ ତାହା ଦୋଳନ କରିବ।
25. ତା'ପରେ ଯାଜକ ସହେି ଦୋଷର୍ଥକ ବଳି ପାଇଁ ଉର୍ଦ୍ଦିଷ୍ଟ ମଷେବତ୍ସ ବଧ କରିବ। ଆଉ ସେଥିରୁ କିଛି ରକ୍ତ ନଇେ ଯାଜକ ଶାଧେନୀୟ ଲୋକର ଦକ୍ଷିଣ କର୍ଣ୍ଣପ୍ରାନ୍ତ ରେ, ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳି ରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳି ରେ ଲଗାଇବ।
26. ଆଉ ମଧ୍ଯ ଯାଜକ ସହେି ତୈଳରୁ କିଛି ନଇେ ନିଜ ବାମହସ୍ତ ପାପୁଲି ରେ ଢାଳିବ।
27. ଆଉ ଯାଜକ ନିଜର ଦକ୍ଷିଣ ଆଙ୍ଗୁଳି ଦ୍ବାରା ସହେି ବାମ ହସ୍ତସ୍ଥିତ ତୈଳରୁ କିଛି ନଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ସାତଥର ଛିଞ୍ଚିବ।
28. ଆଉ ମଧ୍ଯ ଯାଜକ ଆପଣା ହସ୍ତସ୍ଥିତ ତୈଳ ନଇେ ସହେି ଶାଧେନୀୟ ଲୋକର ଦକ୍ଷିଣ କର୍ଣ୍ଣପ୍ରାନ୍ତ ରେ, ଦକ୍ଷିଣହସ୍ତ ବୃଦ୍ଧାଙ୍ଗୁଳି ରେ ଓ ଦକ୍ଷିଣ ପାଦ ବୃଦ୍ଧାଙ୍ଗୁଳି ରେ ଦୋଷାର୍ଥକ ବଳିର ରକ୍ତ ଲାଗିଥିବା ସ୍ଥାନ ରେ ଲଗାଇବ।
29. ପୁଣି ଯାଜକ ଶାଧେନୀୟ ଲୋକ ପାଇଁ ପ୍ରାଯଶ୍ଚିତ କରିବାକୁ ନିଜ ହସ୍ତସ୍ଥିତ ଅବଶିଷ୍ଟ ତୈଳ ତାହାର ମସ୍ତକରେ ଲଗାଇବ।
30. "ପୁଣି ସେ ତା'ର ପ୍ରାପ୍ତିର ସାଧ୍ଯ ଅନୁସାରେ ସେ ଦୁଇ କପୋତ ବା ଦୁଇ ପାରା ଛୁଆ ମଧ୍ଯରୁ ଗୋଟିଏ ଉତ୍ସର୍ଗ କରିବ।
31. ତାହାର ପ୍ରାପ୍ତିର ସାଧ୍ଯ ଅନୁସାରେ ଶସ୍ଯ ନବୈେଦ୍ଯ ସହିତ ଗୋଟିଏ ପାପାର୍ଥକ ବଳିରୂପେ ଓ ଅନ୍ୟଟି ହାମବେଳି ରୂପେ ଉତ୍ସର୍ଗ କରିବ। ପୁଣି ଯାଜକ ଶାଧେନୀୟ ଲୋକ ନିମନ୍ତେ ସଦାପ୍ରଭୁଙ୍କ ସମ୍ମୁଖ ରେ ପ୍ରାଯଶ୍ଚିତ କରିବ। ଫଳ ରେ ଲୋକଟି ଶୁଚି ହବେ।"
32. ଯେଉଁ କୁଷ୍ଠ ରୋଗର ଘା'ୟୁକ୍ତ ଲୋକ ନିଜ େଶୗଚ ସମ୍ବନ୍ଧୀଯ ଦ୍ରବ୍ଯ ପାଇବାକୁ ଅସମର୍ଥ, ତାହା ପାଇଁ ଏହି ବ୍ଯବସ୍ଥା ଅଟେ।
33. ଅନନ୍ତର ସଦାପ୍ରଭୁ ମାଶାେ ଓ ହାରୋଣଙ୍କୁ କହିଲେ,
34. 'ଆମ୍ଭେ ଯେଉଁ ଦେଶ ତୁମ୍ଭମାନଙ୍କ ଅଧିକାର ନିମନ୍ତେ ଦବୋ, ସହେି କିଣାନ ଦେଶ ରେ, ତୁମ୍ଭମାନେେ ପ୍ରବେଶ କଲେ ଯଦି ଆମ୍ଭେ ତୁମ୍ଭମାନଙ୍କ ଅଧିକୃତ ଦେଶ ରେ କୌଣସି ଗୃହ ରେ କୁଷ୍ଠ ରୋଗର ଦାଗ ଉତ୍ପନ୍ନ କରୁ,
35. ତବେେ ସହେି ଗୃହମାଲିକ ଯାଜକ ନିକଟକୁ ଆସି କହିବ, 'ମାେ ଗୃହ ରେ ଦାଗ ସୃଷ୍ଟି ହେଲାପରି ମାେତେ ଦଖାଯାେଉଛି।'
36. "ତହୁଁ ଯାଜକ ଗୃହର ସମସ୍ତ ଜିନିଷ ବାହାରକୁ ନବୋକୁ ଆଜ୍ଞା ଦବେ, ଯେପରି ସଗେୁଡିକ ଅଶୁଚି ନହୁଏ। ସମସ୍ତ ଜିନିଷ ବାହାରକୁ ଆସିଲା ପରେ ଯାଜକ ଦାଗ ଦେଖିବାକୁ ଗୃହ ରେ ପ୍ରବେଶ କରିବ।
37. ଯାଜକ ସହେି ଦାଗ ନିରୀକ୍ଷଣ ବେଳେ ଯଦି ଦେଖିବ ଦାଗ କାନ୍ଥର ଖାଲି ଭିତ ରେ ବସି ୟାଇଥିବ ଓ କିଞ୍ଚିତ ଶାଗୁଆ ବର୍ଣ୍ଣ କିମ୍ବା ରକ୍ତବର୍ଣ୍ଣ ହାଇେଥିବ ଓ ତାହା କାନ୍ଥର ନୀଚରୁ ଦଖାୟିବେ।
38. ତବେେ ଯାଜକ ଗୃହରୁ ବାହାରି ଆସିବ ଓ ସେ ଗୃହକୁ ସାତଦିନ ରୁଦ୍ଧ କରି ରଖିବ।
39. "ସପ୍ତମ ଦିନ ରେ ଯାଜକ ପୁନର୍ବାର ଆସି ଘର ପରୀକ୍ଷା କରିବ। ଆଉ ଯଦି ଗୃହ କାନ୍ଥ ରେ ସହେି ଦାଗ ବଢିଥାଏ।
40. ତବେେ ଯାଜକ ସହେି ଦାଗୟୁକ୍ତ ପ୍ରସ୍ତରସବୁ ବାହାର କରି ନଗରର ବାହା ରେ ଅଶୁଚି ସ୍ଥାନ ରେ ପକାଇ ଦବୋକୁ ଲୋକମାନଙ୍କୁ ଆଜ୍ଞା ଦବେ।
41. ପୁଣି ସେ ଗୃହର କାନ୍ଥ ଉପରେ ଥିବା ଚୂନକୁ ଚଞ୍ଛାଇବ ଓ ସହେି ଚଞ୍ଛାଧୂଳି ନଇେ ନଗର ବାହା ରେ ଅଶୁଚି ସ୍ଥାନ ରେ ପକାଇବ।
42. ତା'ପରେ ସହେି ବ୍ଯକ୍ତି ନୂତନ ପ୍ରସ୍ତର ନଇେ କାନ୍ଥ ରେ ବସାଇବ ଓ କାନ୍ଥ ଉପରେ ସବୁ ନୂତନ ଲପେ ଲଗାଇବ।
43. "ଯଦି କାନ୍ଥ ରେ ପ୍ରସ୍ତର ବଦଳ କଲାପରେ ଓ ଗୃହ ଚାଞ୍ଛିଲା ପରେ ଓ ନୂତନ ଲପନେ କଲାପରେ ଯବେେ ସହେି ଦାଗ ପୁନର୍ବାର କାନ୍ଥ ରେ ଫୁଟି ବାହା ରେ,
44. ତବେେ ଯାଜକ ଆସି ଦେଖିବ। ଆଉ ଯଦି ସହେି ଦାଗ ବୃଦ୍ଧି ପାଇଥାଏ ତବେେ ସେ ଗୃହ ରେ କ୍ଷଯକୁଷ୍ଠ ଅଛି ଓ ତାହା ଅଶୁଚି ଅଟେ।
45. ତାହା ହେଲ ସେ ଲୋକ ସେ ଗୃହ ଭାଙ୍ଗି ପକାଇବ। ତହିଁରେ ଥିବା ପ୍ରସ୍ତର, କାଠ ଓ ଧୂଳିସବୁ ନଇେ ନଗର ବାହା ରେ ଅଶୁଚି ସ୍ଥାନ ରେ ପକାଇବ।
46. ସହେି ଗୃହ ରୁଦ୍ଧ ଥିଲା ବେଳେ ଯଦି କହେି ସହେି ଘର ଭିତ ରେ ପ୍ରବେଶ କରିଥାଏ, ସହେି ଲୋକ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
47. ଯଦି କହେି ସହେି ଘ ରେ ଭୋଜନ କରିଥିବ କିମ୍ବା ଶଯନ କରିଥିବ ତବେେ ସେ ତା'ର ବସ୍ତ୍ର ଧୋଇବ।
48. "ଗୃହ ପୁନଃନିର୍ମାଣ ଓ ପୁନଃଲପନେ ଶଷେ ହେଲା ପରେ, ଯାଜକ ସହେି ଗୃହକୁ ଆସିବ ଓ ଦେଖିବ। ଯଦି ଦାଗ ବୃଦ୍ଧି ନ ପାଇଥାଏ, ତବେେ ସେ ତାହା ଶୁଚି ବୋଲି ଘାଷେଣା କରିବ। କାରଣ ଦାଗ ଉଭଇେ ଯାଉଛି।
49. "ପୁଣି ସହେି ଗୃହକୁ ଶୁଚି କରିବାକୁ ଯାଜକ ଦୁଇଟି ପକ୍ଷୀ, ଏରସ କାଠ, ଲାଲ ବସ୍ତ୍ର ଓ ବନସ୍ପତି ନବୋ ଉଚିତ୍।
50. ଜଳ ସୋର୍ତ ଉପରେ ଏକ ମାଟିହାଣ୍ଡି ଉପରେ ପକ୍ଷୀଟିକୁ ରଖି ଯାଜକ ତାକୁ ବଧ କରିବା ପାଇଁ କହିବା ଉଚିତ୍।
51. ତା'ପରେ ସେ ଯାଜକ ଏରସ କାଠ, ଏସୋବ, ଲାଲ୍ ବସ୍ତ୍ର, ଜୀଅନ୍ତା ପକ୍ଷୀକୁ ନଇେ ହତ୍ଯା କରିବ ଓ ସହେି ପକ୍ଷୀର ରକ୍ତ, ସହେି ଜଳ ସୋର୍ତ ରେ ବୁଡାଇବ ଓ ସହେି ଘ ରେ ସାତଥର ଛିଞ୍ଚିବ।
52. ସହେି ସବୁଜିନିଷ ବ୍ଯବହାର କରି ସେ ଗୃହଟିକୁ ଶୁଚି କରିବ।
53. ତା'ପରେ ଯାଜକ ସହେି ଜୀଅନ୍ତା ପକ୍ଷୀକୁ ନଗର ବାହରସ୍ଥ କ୍ଷେତ୍ର ଆଡେ ଛାଡିଦବେ। ଏହିପରି ସେ ଗୃହ ପାଇଁ ପ୍ରାଯଶ୍ଚିତ କରିବ ଓ ଘରଟିକୁ ଶୁଚି କରିବ।"
54. କୁଷ୍ଠ ରୋଗର ଯେକୌଣସି ଘା' ଓ ଛଉର ଏହିସବୁ ବ୍ଯବସ୍ଥା।
55. ପୁଣି ବସ୍ତ୍ରସ୍ଥିତ ଓ ଗୃହସ୍ଥିତ କୁଷ୍ଠ ପାଇଁ,
56. ଆଉ ଫୁଲା, ଦାଗ ଓ ଚିକ୍କଣ ଚିହ୍ନ ପାଇଁ,
57. ଏହିସବୁ ହେଉଛି ବ୍ଯବସ୍ଥା। ଆଉ ମଧ୍ଯ କେଉଁ ସମୟରେ ଶୁଚି ଓ କେଉଁ ସମୟରେ ଅଶୁଚି ଏହା ଜାଣିବା ପାଇଁ ଏସବୁ ବିଧି ଅଟେ।
About ଲେବୀୟ ପୁସ୍ତକ Chapter 14
Read ଲେବୀୟ ପୁସ୍ତକ Chapter 14 online from the Holy Bible. This chapter is part of the Book of ଲେବୀୟ ପୁସ୍ତକ in the Old Testament. Continue reading with the chapter navigation above or explore the complete book.
Book Information
Book: ଲେବୀୟ ପୁସ୍ତକ
Chapter: 14
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଲେବୀୟ ପୁସ୍ତକ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଲେବୀୟ ପୁସ୍ତକ Chapter 14 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଲେବୀୟ ପୁସ୍ତକ Chapter 14?
ଲେବୀୟ ପୁସ୍ତକ Chapter 14 is part of the Book of ଲେବୀୟ ପୁସ୍ତକ in the Holy Bible.
Can I read this chapter online?
Yes. You can read the complete ଲେବୀୟ ପୁସ୍ତକ Chapter 14 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 26
- ଆଦି ପୁସ୍ତକ Chapter 7
- ଆଦି ପୁସ୍ତକ Chapter 4
Explore More from ଲେବୀୟ ପୁସ୍ତକ
- ଲେବୀୟ ପୁସ୍ତକ Chapter 2
- ଲେବୀୟ ପୁସ୍ତକ Chapter 12
- ଲେବୀୟ ପୁସ୍ତକ Chapter 6
- ଲେବୀୟ ପୁସ୍ତକ Chapter 17
- ଲେବୀୟ ପୁସ୍ତକ Chapter 25
- ଲେବୀୟ ପୁସ୍ତକ Chapter 13
- ଲେବୀୟ ପୁସ୍ତକ Chapter 10