Read ଗଣନା ପୁସ୍ତକ Chapter 17 Online
Read ଗଣନା ପୁସ୍ତକ Chapter 17 online from the Holy Bible. This chapter is part of the Book of ଗଣନା ପୁସ୍ତକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗଣନା ପୁସ୍ତକ and the Holy Bible online.
Choose a Chapter
ଗଣନା ପୁସ୍ତକ 17
ଅଧ୍ୟାୟ 17
1. ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
2. "ଇଶ୍ରାୟେଲର ଲୋକମାନଙ୍କୁ କୁହ, ପ୍ରେତ୍ୟକକ ପରିବାର ପାଇଁ ସମାନଙ୍କେ ପରିବାରବର୍ଗର ନତେୃବର୍ଗଙ୍କଠାରୁ ଗୋଟିଏ ଗୋଟିଏ ଆଶାବାଡି ନିଅନ୍ତୁ। ସହେି ଆଶାବାଡି ଉପରେ ସହେି ବ୍ଯକ୍ତିର ନାମ ଲେଖ।
3. ପୁଣି ତୁମ୍ଭେ ଲବେୀର ଆଶାବାଡି ରେ ହାରୋଣର ନାମ ଲେଖିବ। କାରଣ ସମାନଙ୍କେ ପ୍ରେତ୍ୟକକ ପିତୃଗୃହର ଅଧ୍ଯକ୍ଷ ନିମନ୍ତେ ଏକ ଆଶାବାଡି ହବେ।
4. ସମାଗମ ତମ୍ବୁର ପବିତ୍ର ସିନ୍ଦୁକ ସମ୍ମୁ ରେ ଏହିସବୁ ଆଶାବାଡି ସହେିଠା ରେ ରଖ । ଯେଉଁ ସ୍ଥାନ ରେ ମୁଁ ତୁମ୍ଭ ସହିତ ଦଖାେ କରେ।
5. ଏହା କଲା ପରେ ଆମ୍ଭେ ଯେଉଁ ଲୋକଙ୍କୁ ଯାଜକରୂପେ ମନୋନୀତ କରିବା ତାହାର ଆଶାବାଡି ପଲ୍ଲବିତ ହବେ। ଆଉ ଇଶ୍ରାୟେଲ ଲୋକମାନେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଯେଉଁ ଅଭିଯୋଗ କରୁଛନ୍ତି, ସେଥିରୁ ସମାନେେ ନିବୃତ୍ତ ରହିବେ।"
6. ଯେତବେେଳେ ମାଶାେ ଇଶ୍ରାୟେଲର ଲୋକମାନଙ୍କୁ କହିଲେ, ସମାନଙ୍କେର ପିତୃଗୃହ ଅନୁସାରେ ସମାନଙ୍କେର ନତେୃବର୍ଗମାନେ ପ୍ରେତ୍ୟକକ ଗୋଟିଏ ଗୋଟିଏ ଆଶାବାଡି ନେଲେ। ଏହିରୂପେ ସମାନେେ ବାରଟି ଆଶାବାଡି ତାକୁ ଦେଲେ। ସେଥି ମଧିଅରେ ହାରୋଣଙ୍କର ଏକ ଆଶାବାଡି ଥିଲା।
7. ତହୁଁ ମାଶାେ ସଦାପ୍ରଭୁଙ୍କ ସମ୍ମୁଖର ନିଯମ ତମ୍ବୁ ରେ ସମସ୍ତ ସହୟୋଗୀମାନଙ୍କୁ ରଖିଲେ।
8. ଏହାପରେ ଆରଦିନ ମାଶାେ ସାକ୍ଷ୍ଯ ତମ୍ବୁ ରେ ପ୍ରବେଶ କରି ସାକ୍ଷ୍ଯ ସିନ୍ଦୁକ ଦେଖିଲେ, ଲବେୀ ଗୃହ ନିମନ୍ତେ ଥିବା ହାରୋଣଙ୍କ ଆଶାବାଡି ଅଙ୍କୁରିତ ହାଇେଅଛ, ପୁଣି ଏହି ଅଙ୍କୁର ବାହାର ହେଲା। ଫୁଲ ଫୁଟିଲା ଓ ପକ୍ବ ବାଦାମ ଫଳିଲା।
9. ତହୁଁ ମାଶାେ ସଦାପ୍ରଭୁଙ୍କ ସମ୍ମୁଖରୁ ସହେିସବୁ ଆଶାବାଡି ଆଣି ଇଶ୍ରାୟେଲର ସମସ୍ତ ଲୋକଙ୍କୁ ଦଖାଇେଲେ, ସମାନେେ ତାହା ଦେଖି ପ୍ରେତ୍ୟକକେ ନିଜ ନିଜ ଆଶାବାଡି ନେଲେ।
10. ତା'ପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, "ହାରୋଣଙ୍କ ଆଶାବାଡିକୁ ନିଯମତମ୍ବୁ ସମ୍ମୁଖ ରେ ରଖ। ଏହା ଆମ୍ଭ ବିରୁଦ୍ଧ ରେ ବିଦ୍ରୋହୀ ଲୋକମାନଙ୍କ ପ୍ରତି ସତର୍କ ସ୍ବରୂପ ରଖାୟିବ। ସମାନେେ ମାେ ବିରୁଦ୍ଧ ରେ ଅଭିଯୋଗରୁ ନିବୃତ୍ତ ହବେେ ଓ ମୁଁ ସମାନଙ୍କେୁ ଆଉ ହତ୍ଯା କରିବି ନାହିଁ।"
11. ତେଣୁ ମାଶାେ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କାର୍ୟ୍ଯ କଲେ।
12. ଏହାପରେ ଇଶ୍ରାୟେଲର ଲୋକମାନେ ମାଶାଙ୍କେୁ କହିଲେ, "ଆମ୍ଭେ ଜାଣୁ ଆମ୍ଭମାନେେ ମରିବୁ। ଆମ୍ଭମାନେେ ବିନଷ୍ଟ ହାଇେଅଛୁ, ଆମ୍ଭମାନେେ ବିନଷ୍ଟ ହବେୁ।
13. ଯେ କହେି ସଦାପ୍ରଭୁଙ୍କ ପବିତ୍ର ତମ୍ବୁ ନିକଟକୁ ଆସୁଛି, ସେ ମରୁଅଛି, ଏହା କ'ଣ ସତ୍ଯ ଆମ୍ଭେ ସମସ୍ତେ ପ୍ରାଣ ଛାଡି ବିନଷ୍ଟ ହବୋ?"
About ଗଣନା ପୁସ୍ତକ Chapter 17
Read ଗଣନା ପୁସ୍ତକ Chapter 17 online from the Holy Bible. This chapter is part of the Book of ଗଣନା ପୁସ୍ତକ in the Old Testament. Continue reading with the chapter navigation above or explore the complete book.
Book Information
Book: ଗଣନା ପୁସ୍ତକ
Chapter: 17
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଗଣନା ପୁସ୍ତକ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଗଣନା ପୁସ୍ତକ Chapter 17 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଗଣନା ପୁସ୍ତକ Chapter 17?
ଗଣନା ପୁସ୍ତକ Chapter 17 is part of the Book of ଗଣନା ପୁସ୍ତକ in the Holy Bible.
Can I read this chapter online?
Yes. You can read the complete ଗଣନା ପୁସ୍ତକ Chapter 17 online for free with easy chapter navigation.
More Chapters from ଗଣନା ପୁସ୍ତକ
- ଗଣନା ପୁସ୍ତକ Chapter 5
- ଗଣନା ପୁସ୍ତକ Chapter 34
- ଗଣନା ପୁସ୍ତକ Chapter 19
- ଗଣନା ପୁସ୍ତକ Chapter 32
- ଗଣନା ପୁସ୍ତକ Chapter 9
- ଗଣନା ପୁସ୍ତକ Chapter 7
- ଗଣନା ପୁସ୍ତକ Chapter 2
Explore More from ପୁରାତନ ନିୟମ
- ପ୍ରଥମ ଶାମୁୟେଲ Chapter 2
- ଯିହିଜିକଲ Chapter 24
- ଆଦି ପୁସ୍ତକ Chapter 42
- ହିତୋପଦେଶ Chapter 5
- ଗୀତସଂହିତା Chapter 51
- ଦ୍ୱିତୀୟ ବିବରଣ Chapter 9
- ଦିତୀୟ ବଂଶାବଳୀ Chapter 16