ଏଜ୍ରା Chapter 9

For English

Read ଏଜ୍ରା Chapter 9 Online

Read ଏଜ୍ରା Chapter 9 online from the Holy Bible. This chapter is part of the Book of ଏଜ୍ରା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଏଜ୍ରା and the Holy Bible online.

Choose a Chapter

ଏଜ୍ରା 9

ଅଧ୍ୟାୟ 9

1. ଏହିସବୁ କର୍ମ ସମାପ୍ତ ହେଲାପରେ, ଇଶ୍ରାୟେଲୀୟ ମୁଖ୍ଯମାନେ ଆମ୍ଭ ନିକଟକୁ ଆସିଲେ ଓ ସମାନେେ କହିଲେ, "ଏଜ୍ରା, ଇଶ୍ରାୟେଲର ଲୋକମାନେ, ଯାଜକମାନେ ଓ ଲବେୀୟମାନେ ଅନ୍ୟଦେଶୀ ଗୋଷ୍ଠୀଯମାନଙ୍କଠାରୁ ଆପଣାମାନଙ୍କୁ ପୃଥକ ନ କରି ସମାନଙ୍କେର ଅର୍ଥାତ୍ କିଣାନୀଯ, ହିତ୍ତୀଯ, ପରିଷୀଯ ୟିବୂଷୀଯ, ଅେମ୍ମାନୀୟ, ମାୟୋବୀଯ, ମିସ୍ରୀଯ ଓ ଇ ମାରେୀଯମାନଙ୍କର ଘୃଣା ଯୋଗ୍ଯ କର୍ମ ଅନୁସାରେ କରୁଅଛନ୍ତି।

2. ସମାନେେ ଆପଣାମାନଙ୍କ ଓ ଆପଣାମାନଙ୍କ ପୁତ୍ରଗଣଙ୍କ ନିମନ୍ତେ ସମାନଙ୍କେର କନ୍ଯାଗଣଙ୍କୁ ଗ୍ରହଣ କରିଅଛନ୍ତି। ଏହିପରି ପବିତ୍ରବଂଶ ଅନ୍ଯଦେଶ ରେ ଗୋଷ୍ଠୀଯମାନଙ୍କ ସଙ୍ଗେ ଆପଣାମାନଙ୍କୁ ମିଶ୍ରିତ କରିଅଛନ୍ତି। ଏହି ଅପରାଧ ରେ ଅଧିପତି ଓ ଶାସନକର୍ତ୍ତାମାନଙ୍କ ହସ୍ତ ପ୍ରଧାନ ହାଇେଅଛି।"

3. ଯେତବେେଳେ ମୁଁ ଏହିକଥା ଶୁଣିଲି ମୁଁ ମାରେ ବସ୍ତ୍ର ଓ ଗ୍ଭଗୋ ଚିରି ନିଜ ମସ୍ତକ ଓ ଦାଢିର କେଶ କ୍ଷୌରକରି ଚିନ୍ତିତ ହାଇେ ବସିଲି।

4. ସେତବେେଳେ ନିର୍ବାସିତ ଲୋକମାନଙ୍କର ଅପରାଧ ପାଇଁ ଇଶ୍ରାୟେଲର ପରମେଶ୍ବରଙ୍କ ବ୍ଯବସ୍ଥା ରେ କମ୍ପିତ ପ୍ରେତ୍ୟକକ ଲୋକ ମାରେ ନିକଟରେ ଏକତ୍ରୀତ ହେଲେ। ମୁଁ ସନ୍ଧ୍ଯାକାଳୀନ ବଳିଦାନ ସମୟ ପର୍ୟ୍ଯନ୍ତ ଓ ମାେ ଗ୍ଭରିପଟେ ସମାନେେ ଏକତ୍ରୀତ ହବୋ ପର୍ୟ୍ଯନ୍ତ ଆଘାତ ପାଇ ବସିଲି।

5. ସନ୍ଧ୍ଯାକାଳୀନ ବଳିଦାନ ସମୟରେ ମୁଁ ଉଠିଲି। ମାେ ଦହେ ରେ ଚିରାବସ୍ତ୍ର ଓ ଗ୍ଭଗୋ ଥିଲା। ମୁଁ ମାରେଆଣ୍ଠୁମାଡି ସଦାପ୍ରଭୁ ମାରେ ପରମେଶ୍ବରଙ୍କ ଆଡେ ହସ୍ତ ବିସ୍ତାର କରି କହିଲି,

6. ହେ ମାରେ ପରମେଶ୍ବର,

7. ଆମ୍ଭମାନଙ୍କ ପୂର୍ବପୁରୁଷଗଣର ସମଯାବଧି ଆଜି ପର୍ୟ୍ଯନ୍ତ ଆମ୍ଭମାନେେ ଅତିଶଯ ଦୋଷୀ ହାଇେଅଛୁ। ଆମ୍ଭମାନଙ୍କର ଅପରାଧ ପାଇଁ ଆଜିର ନ୍ଯାଯ ଆମ୍ଭମାନେେ ଆମ୍ଭମାନଙ୍କ ରାଜଗଣ ଓ ଆମ୍ଭମାନଙ୍କ ଯାଜକଗଣ ନାନା ଦେଶୀଯ ରାଜଗଣ ହସ୍ତ ରେ, ଖଡ୍ଗ ରେ, ବନ୍ଦୀତ୍ବ ରେ ଓ ଅପମାନିତ ହବୋ ପାଇଁ ସମର୍ପିତ ହାଇେଅଛୁ।

8. ଆମ୍ଭମାନଙ୍କ ପରମେଶ୍ବର ଯେପରି ଆମ୍ଭମାନଙ୍କ ମୁଖ ପ୍ରସନ୍ନ କରିବେ ଓ ଆମ୍ଭମାନଙ୍କ ନିର୍ବାସୀତ ଅବସ୍ଥା ରେ ଆମ୍ଭମାନଙ୍କୁ ନିଶ୍ଚିଚ ଆଶ୍ବାସନା ଦବେେ। ଆମ୍ଭମାନଙ୍କୁ ରକ୍ଷା କରିବା ପାଇଁ ଆପଣା ପବିତ୍ରସ୍ଥାନ ରେ ଆମ୍ଭମାନଙ୍କୁ ଏକ ଖୁଣ୍ଟି ଦବୋକୁ ବର୍ତ୍ତମାନ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କଠାରୁ କ୍ଷଣକାଳ ଅନୁଗ୍ରହ ପାଇଅଛୁ।

9. ହଁ, ଆମ୍ଭମାନେେ ବନ୍ଦୀ ଥିଲୁ। କିନ୍ତୁ ତୁମ୍ଭେ ଆମ୍ଭକୁ ବେଶିଦିନ ନିର୍ବାସିତ କରି ରଖି ନଥିଲ। ତୁମ୍ଭେ ଆମ୍ଭପ୍ରତି ଦୟା କରିଥିଲ। ତୁମ୍ଭ ୟୋଗୁ ପାରସ୍ଯର ରାଜା ଆମ୍ଭପ୍ରତି ଦୟା ଦଖାଇେ ଥିଲେ। ତୁମ୍ଭର ମନ୍ଦିର ଧ୍ବଂସ ହାଇେ ୟାଇଥିଲା। ଏବଂ ଆମ୍ଭେ ଏହାକୁ ପୁନଃନିର୍ମାଣ କରି ଏହାକୁ ନୂତନ ଜୀବନ ଦଲେୁ। ପରମେଶ୍ବର, ତୁମ୍ଭେ ଯିହୁଦା ଓ ୟିରୁଶାଲମ ରେ ପ୍ରାଚୀର ଦବୋପାଇଁ ଆମ୍ଭର ସହାୟ ହେଲ।

10. ଏବେ ହେ ଆମ୍ଭର ପରମେଶ୍ବର, ଏହାପରେ ଆମ୍ଭମାନଙ୍କର କ'ଣ କରିବା ଉଚିତ୍? ଆମ୍ଭେ ତୁମ୍ଭର ଆଜ୍ଞାକୁ ଉପେକ୍ଷା କରିଛୁ!

11. ହେ ପରମେଶ୍ବର, ତୁମ୍ଭେ ଆପଣା ଦାସ ଭବିଷ୍ଯଦ୍ବକ୍ତାଗଣ ଦ୍ବାରା ଆଜ୍ଞାକରି କହିଥିଲ, "ତୁମ୍ଭମାନେେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ। ତାହା ଅନ୍ୟ ଦେଶ ଗୋଷ୍ଠୀଯମାନଙ୍କ ଅଶୌଚ ଦ୍ବାରା ଅଶୁଚି ଦେଶ ହାଇେଅଛି। ସମାନଙ୍କେର ଘୃଣାୟୋଗ୍ଯ କର୍ମ ଦେଶକୁ ଏକ ସୀମାରୁ ଅନ୍ୟ ସୀମା ପର୍ୟ୍ଯନ୍ତ ସମାନଙ୍କେ ପାପରେ ପରିପୂର୍ଣ୍ଣ କରିଅଛି।

12. ଏଣୁ ହେ ଇଶ୍ରାୟେଲର ଲୋକମାନେ ତୁମ୍ଭର ସନ୍ତାନମାନଙ୍କୁ ସମାନଙ୍କେର ସନ୍ତାନମାନଙ୍କ ସହିତ ବିବାହ ଦିଅ ନାହିଁ। କିମ୍ବା ସମାନଙ୍କେ ଶାନ୍ତି ଓ ସୌଭାଗ୍ଯ ପାଇଁ କଦାପି ଚେଷ୍ଟା କରନାହିଁ। ତହିଁରେ ତୁମ୍ଭମାନେେ ବଳବାନ ହବେ। ଦେଶର ଉତ୍ତମ ଦ୍ରବ୍ଯ ଭୋଜନ କରିବ ଓ ସବୁଦିନ ପାଇଁ ଆପଣା ସନ୍ତାନଗଣର ଅଧିକାର ନିମନ୍ତେ ତାହା ରଖିୟିବ। ମାତ୍ର ଆମ୍ଭମାନେେ ତୁମ୍ଭର ଏହି ଆଜ୍ଞା ପରିତ୍ଯାଗ କରିଅଛୁ।"

13. ହେ ପରମେଶ୍ବର, ତୁମ୍ଭେ ଆମ୍ଭମାନଙ୍କର ପ୍ରାପ୍ଯଠାରୁ କମ୍ ଦଣ୍ତ ଦଇେଛ। ଏବଂ ଯଦିଓ ଆମ୍ଭର ପାପ ଓ ଦୋଷ ଯୋଗୁଁ ଏସବୁ ଆମ ପାଖକୁ ଆସିଛି। ଆମ୍ଭମାନଙ୍କ ମଧ୍ଯରୁ କେତକଙ୍କେୁ ଜୀବିତ ରଖିଅଛ।

14. ଏହା ଦେଖିସାରିବା ପରେ ଆମ୍ଭମାନେେ କ'ଣ ଆଉଥରେ ଏପରି ଭୁଲ୍ କରିବୁ। ଏହି ଘୃଣା ଯୋଗ୍ଯ କର୍ମ ଅନ୍ୟ ଗୋଷ୍ଠୀଯମାନଙ୍କ ସଙ୍ଗେ ବନ୍ଧୁ କରିବୁ, ତୁମ୍ଭେ କ'ଣ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ନିଃଶଷେ କରିବ ନାହିଁ।

15. ହେ ସଦାପ୍ରଭୁ, ଇଶ୍ରାୟେଲର ପରମେଶ୍ବର, ତୁମ୍ଭେ ଧର୍ମ ମଧ୍ଯ ଅଟ, ଯେଉଁଥିପାଇଁ ଆମ୍ଭମାନେେ ଆଜି ପର୍ୟ୍ଯନ୍ତ ରକ୍ଷା ପାଇଅଛୁ। ଆମ୍ଭମାନେେ ତୁମ୍ଭ ସାକ୍ଷାତ ରେ ନିଜ ଦୋଷ ରେ ଦୋଷୀ ହାଇେଅଛୁ। କାରଣ ସେଥିପାଇଁ କହେି ତୁମ୍ଭ ଛାମୁ ରେ ଠିଆ ହାଇପୋ ରେ ନାହିଁ।

About ଏଜ୍ରା Chapter 9

Read ଏଜ୍ରା Chapter 9 online from the Holy Bible. This chapter is part of the Book of ଏଜ୍ରା in the Old Testament. Continue reading with the chapter navigation above or explore the complete book.

Book Information

Book: ଏଜ୍ରା
Chapter: 9
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଏଜ୍ରା. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଏଜ୍ରା Chapter 9 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଏଜ୍ରା Chapter 9?

ଏଜ୍ରା Chapter 9 is part of the Book of ଏଜ୍ରା in the Holy Bible.

Can I read this chapter online?

Yes. You can read the complete ଏଜ୍ରା Chapter 9 online for free with easy chapter navigation.

More Chapters from ଏଜ୍ରା

  1. ଏଜ୍ରା Chapter 8
  2. ଏଜ୍ରା Chapter 7
  3. ଏଜ୍ରା Chapter 4
  4. ଏଜ୍ରା Chapter 1
  5. ଏଜ୍ରା Chapter 6
  6. ଏଜ୍ରା Chapter 3
  7. ଏଜ୍ରା Chapter 10

Explore More from ପୁରାତନ ନିୟମ

  1. ପ୍ରଥମ ରାଜାବଳୀ Chapter 1
  2. ପ୍ରଥମ ଶାମୁୟେଲ Chapter 19
  3. ଗୀତସଂହିତା Chapter 66
  4. ଯିରିମିୟ Chapter 48
  5. ଯିଶାଇୟ Chapter 1
  6. ଗୀତସଂହିତା Chapter 42
  7. ଦିତୀୟ ଶାମୁୟେଲ Chapter 22

Related Chapters & Readings

  1. ଗୀତସଂହିତା Chapter 12
  2. ଯିହୋଶୂୟ Chapter 3
  3. ପ୍ରେରିତ Chapter 11
  4. 2 କରିନ୍ଥୀୟ Chapter 3
  5. ଯାତ୍ରା ପୁସ୍ତକ Chapter 40
  6. ଏଫିସୀୟ Chapter 1
  7. ଯୋହନ Chapter 3
Share Your Love

Leave a Reply

Your email address will not be published. Required fields are marked *