Read ଏଜ୍ରା Chapter 3 Online
Read ଏଜ୍ରା Chapter 3 online from the Holy Bible. This chapter is part of the Book of ଏଜ୍ରା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଏଜ୍ରା and the Holy Bible online.
Choose a Chapter
ଏଜ୍ରା 3
ଅଧ୍ୟାୟ 3
1. ଏହାପରେ ସପ୍ତମ ମାସ ରେ ଇଶ୍ରାୟେଲ ସନ୍ତାନଗଣ ୟିରୁଶାଲମଠାେ ରେ ଏକ ବ୍ଯକ୍ତି ତୁଲ୍ଯ ଏକତ୍ରୀତ ହେଲେ।
2. ୟୋଷାଦକର ପୁତ୍ର ଯଶୂେଯ ଓ ତାର ଯାଜକ ଭାତୃଗଣ, ଶେଲ୍ଟୀଯଲରେ ପୁତ୍ର ସରୁଦ୍ଦାବିଲ ଓ ତାର ଭାତୃଗଣ ମିଶି ପରମେଶ୍ବରଙ୍କ ଲୋକ ମାଶାଙ୍କେର ବ୍ଯବସ୍ଥାର ଲିଖନ ଅନୁସାରେ ହାମବେଳି ଉତ୍ସର୍ଗ କରିବା ପାଇଁ ଇଶ୍ରାୟେଲର ପରମେଶ୍ବରଙ୍କ ୟଜ୍ଞବଦେୀ ନିର୍ମାଣ କଲେ।
3. ସହେି ଲୋକମାନେ ଅନ୍ୟ ଦେଶୀଯ ଲୋକମାନଙ୍କୁ ଭୟ କରୁଥିଲେ ଯେଉଁମାନେ ସମାନଙ୍କେ ନିକଟରେ ବାସ କରୁଥିଲେ। କିନ୍ତୁ ତାହା ସମାନଙ୍କେୁ ଏହା କରିବାରୁ ନିବୃତ୍ତ କରିପାରି ନଥିଲା। ସମାନେେ ସହେି ପୁରୁଣା ୟଜ୍ଞବଦେୀ ଆଧାର ଉପରେ ନୂତନ ୟଜ୍ଞବଦେୀ ନିର୍ମାଣ କଲେ। ସମାନେେ ସକାଳେ ଓ ସନ୍ଧ୍ଯା ସମୟରେ ସଦାପ୍ରଭୁଙ୍କର ଉଦ୍ଦେଶ୍ଯ ରେ ହାମବେଳି ଉତ୍ସର୍ଗ କଲେ।
4. ଏହାପରେ ସମାନେେ ପତ୍ରକୁଟୀର ପର୍ବ ପାଳନ କଲେ। ସମାନେେ ପ୍ରତିଦିନର ବ୍ଯବସ୍ଥା ରେ ଲଖାୟୋଇଥିବା ପ୍ରେତ୍ୟକକ ଦିନର ଆବଶ୍ଯକ ସଂଖ୍ଯା ଅନୁସାରେ ସମାନେେ ହାମବେଳି ଉତ୍ସର୍ଗ କଲେ।
5. ଏହାପରେ ସମାନେେ ନିତ୍ଯ ହାମବେଳି, ଅମାବାସ୍ଯା ରେ ସଦାପ୍ରଭୁଙ୍କ ପବିତ୍ରୀକୃତ ସକଳ ନିରୂପିତ ପର୍ବର ଏବଂ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସ୍ବେଚ୍ଛାଦତ୍ତ ନବୈେଦ୍ଯ ଉତ୍ସର୍ଗକାରୀ ପ୍ରେତ୍ୟକକ ଲୋକର ଉପହାର ଉତ୍ସର୍ଗ କଲେ।
6. ସପ୍ତମ ମାସର ପ୍ରଥମ ଦିନ ରେ ସମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମବେଳି ଉତ୍ସର୍ଗ କରିବାକୁ ଆରମ୍ଭ କଲେ। ମାତ୍ର ସେ ସମୟରେ ସଦାପ୍ରଭୁଙ୍କ ମନ୍ଦିରର ମୂଳ ଭିତ୍ତି ଆରମ୍ଭ ହାଇେ ନଥିଲା।
7. ସମାନେେ ପାରସ୍ଯର ରାଜା କୋରସର ଅନୁମତି ଅନୁସାରେ ରାଜମିସ୍ତ୍ରୀ ଓ ସୂତ୍ରଧାରମାନଙ୍କୁ ମୁଦ୍ରା ଦେଲେ। ଏବଂ ଲିବାନୋନଠାରୁ ୟାଫୋସ୍ଥିତ ସମୁଦ୍ରତୀର ପର୍ୟ୍ଯନ୍ତ ଏରସ କାଠ ଆଣିବା ପାଇଁ ସୀଦୋନୀଯ ଓ ସୋରୀଯ ଲୋକମାନଙ୍କୁ ଖାଦ୍ୟ, ପାନୀଯ ଓ ତୈଳ ଦେଲେ।
8. ଏହାପରେ ଦ୍ବିତୀୟ ବର୍ଷର ଦ୍ବିତୀୟ ମାସ ରେ ପରମେଶ୍ବରଙ୍କ ୟିରୁଶାଲମସ୍ଥିତ ମନ୍ଦିର ରେ ଶାଲଟୀଯଲରେ ପୁତ୍ର ସରୁଦ୍ଦାବିଲ, ୟୋଷାଦକର ପୁତ୍ର ଯଶୂେଯ ଓ ସମାନଙ୍କେର ଅବଶିଷ୍ଟ ଯାଜକ ଓ ଲବେୀୟ ଭାତୃଗଣ, ବନ୍ଦୀ ଦଶାରୁ ୟିରୁଶାଲମକୁ ଆଗତ ଲୋକମାନେ ସଦାପ୍ରଭୁଙ୍କ ମନ୍ଦିର କାର୍ୟ୍ଯ ରେ ତତ୍ତ୍ବାବଧାରଣ ନିମନ୍ତେ କୋଡିଏ ବର୍ଷ ଓ ତତୋଧିକ ବଯସ୍କ ଲବେୀୟମାନଙ୍କୁ ନିୟୁକ୍ତ କଲେ।
9. ସେତବେେଳେ ୟୋଶୂଯ, ତାହାର ପୁତ୍ର ଓ ଭାତୃଗଣ, କଦ୍ମୀଯଲେ ଓ ତା'ର ପୁତ୍ରଗଣ ଯିହୁଦାର ପୁତ୍ରଗଣ ପରମେଶ୍ବରଙ୍କ ମନ୍ଦିର ରେ କର୍ମକାରୀମାନଙ୍କ ତତ୍ତ୍ବବଧାରଣ ରେ ଭାରପ୍ରାପ୍ତ ହବୋ ପାଇଁ ଏକତ୍ର ଠିଆ ହେଲେ। ହନୋଦଦର ପୁତ୍ରଗଣ ସମାନଙ୍କେର ପୁତ୍ର ଓ ଭାତୃଗଣ ଏ ସମସ୍ତେ ଲବେୀୟ ଥିଲେ।
10. ଗାନ୍ଥକମାନେ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ବସାଇବା ବେଳେ ସମାନେେ ଇଶ୍ରାୟେଲର ରାଜା ଦାଉଦଙ୍କ ନିର୍ଣ୍ଣଯ ଅନୁସାରେ ସଦାପ୍ରଭୁଙ୍କର ପ୍ରଶଂସା କରିବା ନିମନ୍ତେ ନିଜ ନିଜ ବସ୍ତ୍ର ପରିହିତ ଯାଜକମାନଙ୍କୁ ତୁରୀ ସହିତ ଓ ଆସଫର ସନ୍ତାନ ଲବେୀୟଗଣଙ୍କୁ କରତାଳ ସହିତ ସ୍ଥାପନ କଲେ।
11. ସମାନେେ ସଦାପ୍ରଭୁଙ୍କ ପ୍ରଶଂସା ଓ ଧନ୍ଯବାଦ ଦଇେ ଏକ ଆ ରକେ ପ୍ରତି ଗାନକରି କହିଲେ, ସେ ମଙ୍ଗଳମଯ, ଯେ ହତେୁ ଇଶ୍ରାୟେଲ ପ୍ରତି ତାଙ୍କର କରୁଣା ଅନନ୍ତକାଳସ୍ଥାଯୀ ଆଉ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ବସାୟିବା ସକାଶୁ ସମାନେେ ସଦାପ୍ରଭୁଙ୍କର ପ୍ରଶଂସା କରିବା ବେଳେ ସମଗ୍ର ଲୋକ ଉଚ୍ଚସ୍ବର ରେ ଜଯଧ୍ବନି କଲେ।
12. ମାତ୍ର ଯେଉଁ ଯାଜକ ଓ ଲବେୀୟ ଓ ପିତୃବଂଶ ପ୍ରଧାନ ପ୍ରାଚୀନ ଲୋକମାନେ ପ୍ରଥମ ମନ୍ଦିର ଦେଖିଥିଲେ, ସମାନଙ୍କେ ଦୃଷ୍ଟି ରେ ଏହି ମନ୍ଦିର ଭିତ୍ତିମୂଳ ବସାୟିବା ବେଳେ ସମାନଙ୍କେ ମଧ୍ଯରୁ ଅନକେେ ଉଚ୍ଚ ସ୍ବର ରେ ରୋଦନ କଲେ ଓ ଅନକେେ ଆନନ୍ଦ ରେ ଜଯଧ୍ବନି କଲେ।
13. ତହିଁରେ ଲୋକମାନେ ଆନନ୍ଦଧ୍ବନିର ଓ ଜନତାର କ୍ରନ୍ଦନ ଶଦ୍ଦର ବାରଣ କରିପାରିଲେ ନାହିଁ। ତେଣୁ ଲୋକମାନେ ଉଚ୍ଚ ସ୍ବର ରେ ମହାଧ୍ବନି କଲେ। ଆଉ ତହିଁର ଶଦ୍ଦ ବହୁ ଦୂରକୁ ଶୁଣାଗଲା।
About ଏଜ୍ରା Chapter 3
Read ଏଜ୍ରା Chapter 3 online from the Holy Bible. This chapter is part of the Book of ଏଜ୍ରା in the Old Testament. Continue reading with the chapter navigation above or explore the complete book.
Book Information
Book: ଏଜ୍ରା
Chapter: 3
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଏଜ୍ରା. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଏଜ୍ରା Chapter 3 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଏଜ୍ରା Chapter 3?
ଏଜ୍ରା Chapter 3 is part of the Book of ଏଜ୍ରା in the Holy Bible.
Can I read this chapter online?
Yes. You can read the complete ଏଜ୍ରା Chapter 3 online for free with easy chapter navigation.
More Chapters from ଏଜ୍ରା
- ଏଜ୍ରା Chapter 8
- ଏଜ୍ରା Chapter 7
- ଏଜ୍ରା Chapter 6
- ଏଜ୍ରା Chapter 4
- ଏଜ୍ରା Chapter 1
- ଏଜ୍ରା Chapter 10
- ଏଜ୍ରା Chapter 9
Explore More from ପୁରାତନ ନିୟମ
- ଆମୋଷ Chapter 6
- ହୋଶେୟ Chapter 4
- ଯିହୋଶୂୟ Chapter 10
- ଯାତ୍ରା ପୁସ୍ତକ Chapter 36
- ଯୋୟେଲ Chapter 3
- ଏଷ୍ଟର Chapter 5
- ଗଣନା ପୁସ୍ତକ Chapter 15