ପ୍ରଥମ ଶାମୁୟେଲ Chapter 8

For English

Read ପ୍ରଥମ ଶାମୁୟେଲ Chapter 8 Online

Read ପ୍ରଥମ ଶାମୁୟେଲ Chapter 8 online from the Holy Bible. This chapter is part of the Book of ପ୍ରଥମ ଶାମୁୟେଲ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ପ୍ରଥମ ଶାମୁୟେଲ and the Holy Bible online.

Choose a Chapter

ପ୍ରଥମ ଶାମୁୟେଲ 8

ଅଧ୍ୟାୟ 8

1. ଯେତବେେଳେ ଶାମକ୍ସ୍ଟଯଲେ ବୃଦ୍ଧ ବଯସ ରେ ଉପନୀତ ହେଲେ, ସେ ତାଙ୍କ ପକ୍ସ୍ଟତ୍ରମାନଙ୍କୁ ଇଶ୍ରାୟେଲୀୟମାନଙ୍କ ନତେୃତ୍ବ ନବୋ ପାଇଁ ଓ ବିଗ୍ଭର କରିବା ପାଇଁ ପଠାଇଲେ।

2. ଶାମୁୟେଲଙ୍କ ବଡପକ୍ସ୍ଟଅ ଯାୟେଲ ଏବଂ ଦ୍ବିତୀୟ ପକ୍ସ୍ଟତ୍ର ଅଦଯ ବରେଶବୋର ଲୋକମାନଙ୍କର ନତେୃତ୍ବ ନେଲେ ଓ ବିଗ୍ଭର କଲେ।

3. ଶାମୁୟେଲଙ୍କ ପକ୍ସ୍ଟଅମାନେ ତାଙ୍କପରି ଜୀବନୟାପନ କଲେ ନାହିଁ। ସମାନେେ ଉତ୍କୋଚ ନେଉଥିଲେ। ସମାନେେ ଉତ୍କୋଚ ନଇେ ଦରବାର ରେ ସମାନଙ୍କେ ନିଷ୍ପତ୍ତି ପରିବର୍ତ୍ତନ କରୁଥିଲେ।

4. ତେଣୁ ସମସ୍ତ ବଯସ୍କ ନତେୃବୃନ୍ଦ ଏକାଠି ହାଇେ ଶାମୁୟେଲଙ୍କୁ ସାକ୍ଷାତ କରିବାକୁ ରାମା ୟାତ୍ରା କଲେ।

5. ଇଶ୍ରାୟେଲର ପ୍ରାଚୀନଗଣ ଶାମୁୟେଲଙ୍କୁ କହିଲେ, "ତୁମ୍ଭେ ବୃଦ୍ଧ ହାଇୟୋଇଛ ଏବଂ ତୁମ୍ଭର ପକ୍ସ୍ଟଅମାନେ ତକ୍ସ୍ଟମ୍ଭପରି ଜୀବନୟାପନ କରୁନାହାନ୍ତି। ତେଣୁ ଆପଣ ଆମ୍ଭମାନଙ୍କୁ ଗୋଟିଏ ଶାସକ ଦିଅନ୍ତକ୍ସ୍ଟ। ଆମ୍ଭମାନଙ୍କୁ ଶାସନ କଲାଭଳି ଯାହା ଅନ୍ୟ ଜାତିମାନଙ୍କର ଅଛି।"

6. ତେଣୁ ବଯସ୍କ ଭଦ୍ରବ୍ଯକ୍ତିମାନେ ନତେୃତ୍ବ ପାଇଁ ଜଣେ ରାଜା ଚାହିଁଲେ। ଶାମକ୍ସ୍ଟଯଲେ ଏହାକକ୍ସ୍ଟ ଏକ ଭକ୍ସ୍ଟଲ ଚିନ୍ତାଧାରା ବୋଲି ଭାବିଲେ। ସେଥିପାଇଁ ଶାମକ୍ସ୍ଟଯଲେ ପରମେଶଓରଙ୍କୁ ପ୍ରାର୍ଥନା କଲେ।

7. ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, "ଲୋକମାନଙ୍କ ମତ ଅନକ୍ସ୍ଟସା ରେ କାର୍ୟ୍ଯ କର। ସମାନେେ ତୁମ୍ଭକୁ ଅଗ୍ରାହ୍ଯ କରି ନାହିଁନ୍ତି। ସମାନେେ ମାେତେ ସମାନଙ୍କେର ରାଜା ରୂପେ ପ୍ରତ୍ଯାଖାନ କରିଛନ୍ତି।

8. ମୁ ସମାନଙ୍କେୁ ମିଶରରକ୍ସ୍ଟ ବାହାର କରି ଆଣିଲା ସମୟରେ ଯାହା କରୁଥିଲେ, ଆଜି ପର୍ୟ୍ଯନ୍ତ ତାହା ଦୋହରାଉଛନ୍ତି। ସମାନେେ ମାେତେ ପରିତ୍ଯାଗ କଲେ ଓ ମାେ ବଦଳ ରେ ଅନ୍ୟ ଦବେତାମାନଙ୍କର ସବୋ କଲେ। ସେଥିପାଇଁ ସମାନେେ ତକ୍ସ୍ଟମ୍ଭ ସହିତ ଏପରି ବ୍ଯବହାର କରୁଛନ୍ତି।

9. ତେଣୁ ଲୋକମାନଙ୍କ କଥା ଶକ୍ସ୍ଟଣ ଏବଂ ସମାନଙ୍କେ କଥା ଅନକ୍ସ୍ଟସା ରେ କାର୍ୟ୍ଯ କର। କିନ୍ତୁ ସମାନଙ୍କେୁ ସତର୍କ କରାଇଦିଅ ଯେ, ସମାନଙ୍କେ ପାଇଁ ରାଜା କ'ଣ କରିବ ଏବଂ ରାଜା କିପରି ଶାସନ କରେ ସେ କଥା ଅବଗତ କରାଇ ଦିଅ।"

10. ଯେଉଁ ଲୋକମାନେ ରାଜା ଗ୍ଭହଁକ୍ସ୍ଟଥିଲେ, ଶାମକ୍ସ୍ଟଯଲେ ସମାନଙ୍କେୁ ସଦାପ୍ରଭୁଙ୍କ ବାଣୀ ଶକ୍ସ୍ଟଣାଇଲେ।

11. ଶାମକ୍ସ୍ଟଯଲେ କହିଲେ, "ତକ୍ସ୍ଟମ୍ଭ ଉପରେ ୟିଏ ରାଜତ୍ବ କରିବ, ସେ ତୁମ୍ଭକୁ ଏ ପ୍ରକାର କରିବ। ସେ ତକ୍ସ୍ଟମ୍ଭ ପକ୍ସ୍ଟତ୍ରମାନଙ୍କୁ ତା'ର ସବୋ କରିବା ପାଇଁ ଓ ସୈନ୍ଯବାହୀନିର ସବୋ କରିବା ପାଇଁ ବାଧ୍ଯ କରିବ। ସମାନେେ ୟକ୍ସ୍ଟଦ୍ଧ ରେ ସନୋବାହିନୀର ୟୋଦ୍ଧା ଓ ରଥା ରୋହୀ ହବେ। ତକ୍ସ୍ଟମ୍ଭ ପକ୍ସ୍ଟତ୍ରମାନେ ରାଜାଙ୍କର ରଥ ଆଗେ ଆଗେ ଦୌଡିବେ।

12. ଜଣେ ରାଜା ସୈନିକ ହବୋପାଇଁ ତକ୍ସ୍ଟମ୍ଭ ପକ୍ସ୍ଟଅମାନଙ୍କୁ ଆଦେଶ ଦବେ। ସେ କେତକଙ୍କେକ୍ସ୍ଟ 1,000 ଲୋକମାନଙ୍କ ଉପରେ ଓ ଅନ୍ୟମାନଙ୍କୁ ପଗ୍ଭଶ ଜଣ ଲୋକ ମଧିଅରେ ଅଧିକାରୀ ରୂପେ ନିୟକ୍ସ୍ଟକ୍ତି କରିବ।

13. "ଆଉ ସେ ତୁମ୍ଭମାନଙ୍କ ଝିଅମାନଙ୍କୁ ନଇେ ସକ୍ସ୍ଟବାସିତ ଅତର ତିଆରି କରିବାକୁ କହିବ। ସେ ମଧ୍ଯ ତୁମ୍ଭର ଝିଅମାନଙ୍କୁ ତାପାଇଁ ରୋଷଇେ କାର୍ୟ୍ଯ ରେ ଓ ସକେିବା କାର୍ୟ୍ଯ କରିବା ପାଇଁ ବାଧ୍ଯ କରିବ।

14. " ସେ ତକ୍ସ୍ଟମ୍ଭଠାରକ୍ସ୍ଟ ନଇେଥିବା ଶସ୍ଯକ୍ଷେତ୍ର, ଦ୍ରାକ୍ଷାକ୍ଷେତ୍ର, ଜିତକ୍ଷେତ୍ର ମଧ୍ଯରକ୍ସ୍ଟ ଉତ୍ତମ କ୍ଷେତ୍ରକକ୍ସ୍ଟ ନଇେ ତା'ର ଅଧିକାରୀମାନଙ୍କୁ ବାଣ୍ଟିବେ।

15. ସେ ତୁମ୍ଭମାନଙ୍କ ବିହନ ଓ ଦ୍ରାକ୍ଷାର ଏକ-ଦଶମାଂଶ ନଇେ ଆପଣାର ଅଧିକାରୀମାନଙ୍କୁ ଓ ଦାସମାନଙ୍କୁ ଦବେ।

16. ରାଜା ତୁମ୍ଭର ପୁରୁଷ ଓ ନାରୀ ଗ୍ଭକରମାନଙ୍କୁ ନଇେଯିବେ। ସେ ତୁମ୍ଭର ଉତ୍ତମ ଗୋରୁଗାଈ ଓ ଗଧମାନଙ୍କୁ ନଇେଯିବେ ଏବଂ ସମାନଙ୍କେୁ ନିଜ କାର୍ୟ୍ଯ ରେ ବିନି ଯୋଗ କରିବେ।

17. ସେ ତୁମ୍ଭମାନଙ୍କର ଗୋଠର ଏକ-ଦଶମାଂଶ ନଇେଯିବେ।

18. ଦିନ ଆସିବ ଯେତବେେଳେ ତୁମ୍ଭେ ବାଛିଥିବା ରାଜାଙ୍କକ୍ସ୍ଟ ଶାସନ ପାଇଁ ଚିତ୍କାର କରିବ। କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କୁ କିଛି ଉତ୍ତର ଦବେେ ନାହିଁ।"

19. କିନ୍ତୁ ଲୋକମାନେ ଶାମୁୟେଲଙ୍କ କଥାକକ୍ସ୍ଟ ଭୃକ୍ଷପେ କଲେ ନାହିଁ। ସମାନେେ କହିଲେ, "ନା, ଆମକକ୍ସ୍ଟ ଶାସନ କରିବା ପାଇଁ ରାଜା ଦରକାର।"

20. ତା'ପରେ ଆମ୍ଭେ ଅନ୍ୟ ଦେଶସହ ସମକକ୍ଷ ହାଇେ ପାରିବକ୍ସ୍ଟ। ଆମ୍ଭର ରାଜା ଆମ୍ଭର ନତେୃତ୍ବ ନବେେ। " ସେ ଆମ୍ଭମାନଙ୍କୁ ୟକ୍ସ୍ଟଦ୍ଧକକ୍ସ୍ଟ କଢଇେ ନବେେ ଏବଂ ଆମ୍ଭର ୟକ୍ସ୍ଟଦ୍ଧ ପରିଗ୍ଭଳନା କରିବେ।"

21. ଶାମକ୍ସ୍ଟଯଲେ ଲୋକମାନଙ୍କ କଥା ଶୁଣିଲେ ଏବଂ ସଦାପ୍ରଭୁଙ୍କୁ ସେ ସବୁ କଥାକକ୍ସ୍ଟ ଶକ୍ସ୍ଟଣାଇଲେ।

22. ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, " ସମାନେେ ଯାହା କହକ୍ସ୍ଟଛନ୍ତି ତୁମ୍ଭେ ଶକ୍ସ୍ଟଣ ଏବଂ ସମାନଙ୍କେୁ ଏକ ରାଜା ଦିଅ।"

About ପ୍ରଥମ ଶାମୁୟେଲ Chapter 8

Read ପ୍ରଥମ ଶାମୁୟେଲ Chapter 8 online from the Holy Bible. This chapter is part of the Book of ପ୍ରଥମ ଶାମୁୟେଲ in the Old Testament. Continue reading with the chapter navigation above or explore the complete book.

Book Information

Book: ପ୍ରଥମ ଶାମୁୟେଲ
Chapter: 8
Testament: Old Testament

How to Read this Chapter

Use the Previous and Next Chapter buttons to continue reading ପ୍ରଥମ ଶାମୁୟେଲ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ପ୍ରଥମ ଶାମୁୟେଲ Chapter 8 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ପ୍ରଥମ ଶାମୁୟେଲ Chapter 8?

ପ୍ରଥମ ଶାମୁୟେଲ Chapter 8 is part of the Book of ପ୍ରଥମ ଶାମୁୟେଲ in the Holy Bible.

Can I read this chapter online?

Yes. You can read the complete ପ୍ରଥମ ଶାମୁୟେଲ Chapter 8 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 10
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 29
  5. ଆଦି ପୁସ୍ତକ Chapter 4
  6. ଆଦି ପୁସ୍ତକ Chapter 26
  7. ଆଦି ପୁସ୍ତକ Chapter 1

Explore More from ପ୍ରଥମ ଶାମୁୟେଲ

  1. ପ୍ରଥମ ଶାମୁୟେଲ Chapter 19
  2. ପ୍ରଥମ ଶାମୁୟେଲ Chapter 15
  3. ପ୍ରଥମ ଶାମୁୟେଲ Chapter 11
  4. ପ୍ରଥମ ଶାମୁୟେଲ Chapter 4
  5. ପ୍ରଥମ ଶାମୁୟେଲ Chapter 26
  6. ପ୍ରଥମ ଶାମୁୟେଲ Chapter 6
  7. ପ୍ରଥମ ଶାମୁୟେଲ Chapter 28

Related Chapters & Readings

  1. ଆୟୁବ Chapter 35
  2. ଯିରିମିୟ Chapter 38
  3. ଆୟୁବ Chapter 25
  4. ଯିରିମିୟ Chapter 42
  5. ବିଚାରକର୍ତ୍ତା Chapter 16
  6. ଗୀତସଂହିତା Chapter 14
  7. ଗଣନା ପୁସ୍ତକ Chapter 18
Share Your Love

Leave a Reply

Your email address will not be published. Required fields are marked *