ପରମଗୀତ Chapter 4

For English

Read ପରମଗୀତ Chapter 4 Online

Read ପରମଗୀତ Chapter 4 online from the Holy Bible. This chapter is part of the Book of ପରମଗୀତ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ପରମଗୀତ and the Holy Bible online.

Choose a Chapter

ପରମଗୀତ 4

ଅଧ୍ୟାୟ 4

1. ହେ ମାରେ ପ୍ରିୟେ, ତୁମ୍ଭେ ସୁନ୍ଦରୀ ଓ ତୁମ୍ଭେ ଓଢ଼ଣା ତଳେ ସୁନ୍ଦରୀ ଦଖାୟୋଅ। ତୁମ୍ଭ ନେତ୍ର କପୋତ ତୁଲ୍ଯ, ତୁମ୍ଭର କେଶ ଗିଲିଯଦ ପର୍ବତରୁ ଓହ୍ଲାଇ ଆସୁଥିବା ଛଳେିପଲ ତୁଲ୍ଯ।

2. ତୁମ୍ଭର ଦାନ୍ତଗୁଡ଼ିକ ନୂତନ ଲୋମକଟା, ସ୍ନାନରୁ ଉତ୍ଥିତ ମଷେୀ ପଲ ତୁଲ୍ଯ। ସଗେୁଡ଼ିକୁ ଯଥାର୍ଥ ଭାବରେ ମାନିଛି ଏବଂ ସଗେୁଡ଼ିକ ମଧ୍ଯରୁ କହେି ହଜି ନାହାଁନ୍ତି।

3. ତୁମ୍ଭର ଓଷ୍ଠାଧର ଉଜ୍ଜ୍ବଳ ଲୋହିତ ରଙ୍ଗର ଫିତା ଓ ତୁମ୍ଭର ପାଟି ସୁନ୍ଦର। ଓଢ଼ଣା ତଳେ ତୁମ୍ଭ କପାଳ ଡ଼ାଳିମ୍ବ ଖଣ୍ଡ ତୁଲ୍ଯ।

4. ତୁମ୍ଭର ବକେ ସହେି ଦୁର୍ଗ ପରି ଯାହାକି ଦାଉଦଙ୍କର ଅସ୍ତ୍ରାଗାର ଧାରଣ କରିଥିଲା। ସହେି ଦୁର୍ଗ ମଧିଅରେ ଏକ ସହସ୍ର ଚର୍ମ ବୀରଗଣର ସକଳ ଢାଲ ଟଙ୍ଗା ୟାଇଥିଲା।

5. ତୁମ୍ଭର ସ୍ତନୟୁଗଳ ଶାେଶନ ପୁଷ୍ପ ବନ ରେ ଚରିବାର ୟାଆଁଳା ହରିଣ ଛୁଆ ତୁଲ୍ଯ।

6. ଦିବସ ନ ଆସିବା ପର୍ୟ୍ଯନ୍ତ ଓ ଛାଯା ବହି ନ ୟିବା ପର୍ୟ୍ଯନ୍ତ ମୁଁ ଗନ୍ଧରସ ପର୍ବତ ଓ କୁନ୍ଦୁରୁ ଉପପର୍ବତକୁ ୟିବି।

7. ଆଗୋ ମାରେ ପ୍ରିୟେ, ତୁମ୍ଭେ ମୁଣ୍ଡରୁ ପାଦ ୟାଏ ସୁନ୍ଦରୀ। ତୁମ୍ଭଠା ରେ କୌଣସି ଖୁଣ ନାହିଁ।

8. ଆଗୋ ମାରେ ପ୍ରିୟେ, ମାେ ସଙ୍ଗେ ଲିବାନୋନରୁ ଆସ। ଅମାନାର ଶୃଙ୍ଗରୁ, ଶନୀର ଓ ହର୍ମୋଣରୁ ଏବଂ ସିଂହମାନଙ୍କ ଗୁମ୍ଫାରୁ ଓ ଚିତା ବାଘମାନଙ୍କ ବାସ ସ୍ଥାନରୁ।

9. ହେ ମାରେ ଭଉଣୀ, ହେ ମାରେ କନ୍ଯା, ତୁମ୍ଭେ ମାରେ ହୃଦଯକୁ ତୁମ୍ଭର ଚକ୍ଷୁର ଗୋଟିଏ ଚାହାଣି ରେ ଏବଂ ଗୋଟିଏ ଅଳଙ୍କାର ହାର ରେ ଚୋରି କରିଅଛି।

10. ଆଗୋ ମାରେ ଭଗିନୀ, ହେ ମାରେ ପ୍ରିୟେ, ତୁମ୍ଭର ପ୍ ରମେ କମେନ୍ତ ମନୋରମ। ତୁମ୍ଭ ପ୍ ରମେ ଦ୍ରାକ୍ଷାରସ ଅପେକ୍ଷା ଉତ୍ତମ। ପୁଣି ତୁମ୍ଭ ତୈଳର ସୁଗନ୍ଧ ସର୍ବପ୍ରକାର ସୁଗନ୍ଧି ଦ୍ରବ୍ଯ ଅପେକ୍ଷା ଉତ୍ତମ।

11. ଆଗୋ ମାରେ ପ୍ରିୟେ, ମହୁଫଣୋରୁ ମହୁ ଝରିବା ପରି ତୁମ୍ଭ ଓଷ୍ଠଧାର ମହୁ ଝ ରେ। ଦୁଗ୍ଧମଧୁ ତୁମ୍ଭ ଜିହ୍ବା ତଳେ ଥାଏ। ତୁମ୍ଭ୍ ବସ୍ତ୍ରର ସୁଗନ୍ଧି ଲିବା ନୋନର ସୁଗନ୍ଧ ତୁଲ୍ଯ।

12. ମାରେ ଭଗିନୀ, ମାରେ ପ୍ରିୟେ, ଏକ ରୁଦ୍ଧ ଉଦ୍ୟାନ, ଏକ ରୁଦ୍ଧ ନିର୍ଝର, ଏକ ରୁଦ୍ଧ ଝରଣା।

13. ତୁମ୍ଭର ଚାରାଗଛଗୁଡ଼ିକ ପ୍ରାଙ୍ଗଣ ରେ ବହୁମୂଲ୍ଯ ଡ଼ାଳିମ୍ବ ବୃକ୍ଷ ତୁଲ୍ଯ। ସଠାେ ରେ ହନୋ ଚାରାଗଛ ଅଛି।

14. ସଠାେ ରେ ଜଟାମାଂସୀ ଓ କେଶର, ବଚ ଓ ଡ଼ାଳଚିନି, ସର୍ବପ୍ରକାର କୁନ୍ଦୁରୁ ବୃକ୍ଷ ବିଶିଷ୍ଟ ଗନ୍ଧରସ ଓ ଅଗୁରୁ ସର୍ବପ୍ରକାର ପ୍ରଧାନ ସୁଗନ୍ଧି ବୃକ୍ଷ ଅଛି।

15. ତୁମ୍ଭେ ଉଦ୍ୟାନର ଏକ ଝରଣା, ଅମୃତ ଜଳର କୂପ ଓ ଲିବାନୋନରୁ ପ୍ରବାହିତ ସୋର୍ତ ଅଟ।

16. ହେ ଉତ୍ତରୀଯ ବାଯୁ, ଜାଗ। ହେ ଦକ୍ଷିଣ ବାଯୁ, ଆସ। ମାେ ଉଦ୍ୟାନର ସୁଗନ୍ଧି ଯେପରି ଚାରିଆଡ଼େ ବିଚ୍ଛୁରିତ ହବେ ଏବଂ ବାହାରକୁ ଆସିବ, ଏଥିପାଇଁ ତହିଁ ଉପ ରେ ପ୍ରବାହିତ ହୁଅ। ମାହେର ପ୍ରିଯତମ, ଆପଣା ଉଦ୍ୟାନକୁ ଆସନ୍ତୁ ଓ ବହୁମୂଲ୍ଯ ଫଳସବୁ ଭୋଜନ କରନ୍ତୁ।

About ପରମଗୀତ Chapter 4

Read ପରମଗୀତ Chapter 4 online from the Holy Bible. This chapter is part of the Book of ପରମଗୀତ in the Old Testament. Continue reading with the chapter navigation above or explore the complete book.

Book Information

Book: ପରମଗୀତ
Chapter: 4
Testament: Old Testament

How to Read this Chapter

Use the Previous and Next Chapter buttons to continue reading ପରମଗୀତ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ପରମଗୀତ Chapter 4 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ପରମଗୀତ Chapter 4?

ପରମଗୀତ Chapter 4 is part of the Book of ପରମଗୀତ in the Holy Bible.

Can I read this chapter online?

Yes. You can read the complete ପରମଗୀତ Chapter 4 online for free with easy chapter navigation.

More Chapters from ପରମଗୀତ

  1. ପରମଗୀତ Chapter 5
  2. ପରମଗୀତ Chapter 8
  3. ପରମଗୀତ Chapter 6
  4. ପରମଗୀତ Chapter 2
  5. ପରମଗୀତ Chapter 3
  6. ପରମଗୀତ Chapter 7
  7. ପରମଗୀତ Chapter 1

Explore More from ପୁରାତନ ନିୟମ

  1. ଯିରିମିୟ Chapter 26
  2. ଆମୋଷ Chapter 6
  3. ଗୀତସଂହିତା Chapter 45
  4. ଦିତୀୟ ବଂଶାବଳୀ Chapter 13
  5. ଦିତୀୟ ବଂଶାବଳୀ Chapter 7
  6. ଗଣନା ପୁସ୍ତକ Chapter 28
  7. ଆୟୁବ Chapter 28

Related Chapters & Readings

  1. ଏଫିସୀୟ Chapter 5
  2. ଯିହୋଶୂୟ Chapter 13
  3. ଦିତୀୟ ବଂଶାବଳୀ Chapter 17
  4. ଗଣନା ପୁସ୍ତକ Chapter 1
  5. ଆଦି ପୁସ୍ତକ Chapter 38
  6. ଦିତୀୟ ଶାମୁୟେଲ Chapter 18
  7. ଗୀତସଂହିତା Chapter 77
Share Your Love

Leave a Reply

Your email address will not be published. Required fields are marked *