ଦ୍ୱିତୀୟ ବିବରଣ Chapter 32

For English

Read ଦ୍ୱିତୀୟ ବିବରଣ Chapter 32 Online

Read ଦ୍ୱିତୀୟ ବିବରଣ Chapter 32 online from the Holy Bible. This chapter is part of the Book of ଦ୍ୱିତୀୟ ବିବରଣ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଦ୍ୱିତୀୟ ବିବରଣ and the Holy Bible online.

Choose a Chapter

ଦ୍ୱିତୀୟ ବିବରଣ 32

ଅଧ୍ୟାୟ 32

1. "ହେ ଆକାଶମଣ୍ତଳ ଶକ୍ସ୍ଟଣ, ମୁ କହିବି, ପୃଥିବୀ ମାରେ ବାକ୍ଯ ଶକ୍ସ୍ଟଣ।

2. ମାରେ ଉପଦେଶ ବର୍ଷାପରି ବର୍ଷିବ। ମାରେ ବାଣୀ ଶିଶିରପରି କ୍ଷରିବ। ତାହା କୋମଳ ତୃଣ ଉପରେ ମନ୍ଦ ବୃଷ୍ଟି ତକ୍ସ୍ଟଲ୍ଯ ଓ ଶାକ ଉପରେ ଅସରା ବୃଷ୍ଟି ତକ୍ସ୍ଟଲ୍ଯ ହବେ।

3. ମୁ ସଦାପ୍ରଭୁ ନାମ ପ୍ରଗ୍ଭର କରିବି, ତୁମ୍ଭମାନେେ ଆମ୍ଭମାନଙ୍କ ପରମେଶ୍ବରଙ୍କ ପ୍ରତି ମହିମା ଆରୋପ କର।

4. ସତେ ଶୈଳ, ତାଙ୍କର କର୍ମ ସିଦ୍ଧ। କାରଣ ତାଙ୍କର ସକଳ ପଥ ଯଥାର୍ଥ। ସେ ବିଶ୍ବସ୍ତ ଓ ନ୍ଯାଯବାନ୍ ପରମେଶ୍ବର। ସେ ଉତ୍ତମ ଓ ସତ୍ଯ।

5. ସମାନେେ ତାଙ୍କ ଉଦ୍ଦେଶ୍ଯ ରେ ଭ୍ରଷ୍ଟାଚରଣ କରିଅଛନ୍ତି। ସମାନେେ ତାଙ୍କର ସନ୍ତାନ ନକ୍ସ୍ଟହଁନ୍ତି। ମାତ୍ର ସନ୍ତାନମାନଙ୍କର କଳଙ୍କ, ସମାନେେ ବିପଥଗାମୀ ଓ କକ୍ସ୍ଟଟିଳ ବଂଶ।

6. ହେ ମୂର୍ଖ ଓ ଅଜ୍ଞାନ ଲୋକେ, ତୁମ୍ଭମାନେେ କି ସଦାପ୍ରଭୁଙ୍କୁ ଏପରି ପରିଶାଧେ କରୁଅଛ? ସେ କି ତୁମ୍ଭର ପିତା ଏବଂ ସୃଷ୍ଟିକର୍ତ୍ତା, ନକ୍ସ୍ଟହିଁନ୍ତି, ସେ କି ତୁମ୍ଭର ସୃଷ୍ଟିକର୍ତ୍ତା, ନକ୍ସ୍ଟହଁନ୍ତି, ୟିଏ ତକ୍ସ୍ଟମ୍ଭଙ୍କକ୍ସ୍ଟ ସ୍ଥାପିତ କରିଛନ୍ତି।

7. ପୂର୍ବକାଳର ଦିନସବୁ ସ୍ମରଣ କର, ଗତ ବହକ୍ସ୍ଟ ପୁରୁଷର ବର୍ଷ ବିବଚେନା କର। ତକ୍ସ୍ଟମ୍ଭ ପିତାଙ୍କୁ ପଗ୍ଭର, ସେ ତୁମ୍ଭକୁ ଜଣାଇବେ। ତୁମ୍ଭର ପ୍ରୀଚୀନମାନଙ୍କୁ ପଗ୍ଭର, ସମାନେେ ତୁମ୍ଭକୁ କହିବେ।

8. ସର୍ବୋପରିସ୍ଥ ପରମେଶ୍ବର ଯେତବେେଳେ ଗୋଷ୍ଠୀଯ ଲୋକମାନଙ୍କୁ ସମାନଙ୍କେ ଅଧିକାର ଦେଲେ, ଯେତବେେଳେ ସେ ମନକ୍ସ୍ଟଷ୍ଯ ସନ୍ତାନମାନଙ୍କୁ ପୃଥକ କଲେ। ସେତବେେଳେ ସେ ଇଶ୍ରାୟେଲର ସଂଖ୍ଯା ଅନକ୍ସ୍ଟସା ରେ ସେ ସୀମା ସ୍ଥାପନ କଲେ।

9. ସଦାପ୍ରଭୁଙ୍କ ଅଂଶ ତାଙ୍କରି ଲୋକ, ୟାକକ୍ସ୍ଟବ ତାଙ୍କର ଅଧିକାରର ବାଣ୍ଟ।

10. ସଦାପ୍ରଭୁ ୟାକକ୍ସ୍ଟବଙ୍କକ୍ସ୍ଟ ପ୍ରାନ୍ତର ଦେଶ ରେ ଓ ପଶକ୍ସ୍ଟ ବୋବାଳି ପୂର୍ଣ ଘାରେ ମରକ୍ସ୍ଟଭୂମିରକ୍ସ୍ଟ ପାଇଲେ, ସେ ତାହାଙ୍କକ୍ସ୍ଟ ଗ୍ଭରିଆଡକ୍ସ୍ଟ ଘରେି ରଖିଲେ। ସେ ତାହାଙ୍କକ୍ସ୍ଟ ସକ୍ସ୍ଟରକ୍ଷା ଦେଲେ, ଠିକ୍ ତାଙ୍କର ମୂଲ୍ଯବାନ୍ ସଐତ୍ତି ପରି।

11. ସଦାପ୍ରଭୁ ହେଉଛନ୍ତି ଇଶ୍ରାୟେଲର ଉକ୍ରୋଶ ପକ୍ଷୀପରି। ଉକ୍ରୋଶପକ୍ଷୀ ତା'ର ଛକ୍ସ୍ଟଆମାନଙ୍କୁ ବସ୍ତାରକ୍ସ୍ଟ ପଲେି ଦିଏ ସମାନଙ୍କେୁ ଉଡି ଶିଖିବା ପାଇଁ, ସମାନେେ ଯେତବେେଳେ ପଡିୟାନ୍ତି ସେ ତା'ର ଡଣୋ ମଲୋକରି ଉଡିୟାଏ ତାକକ୍ସ୍ଟ ଧରିବା ପାଇଁ। ଏବଂ ତା'ର ନିରାପତ୍ତା ପାଇଁ ସେ ତା'ର ଡଣୋ ମଧ୍ଯକକ୍ସ୍ଟ ଟାଣିନିଏ। ସଦାପ୍ରଭୁ ହେଉଛନ୍ତି ସହେିପରି।

12. ସଦାପ୍ରଭୁ ଏକାକୀ ୟାକୁବକୁ ଗମନ କରାଇଲେ। ତାଙ୍କ ସହିତ କୌଣସି ବିଦେଶୀ ଦବଗେଣ ନ ଥିଲେ।

13. ସଦାପ୍ରଭୁ ପୃଥିବୀର ଉଚ୍ଚସ୍ଥଳୀ ଉପରେ ୟାକକ୍ସ୍ଟବଙ୍କକ୍ସ୍ଟ ବାହନ ଆହାରଣେ କରାଇଲେ। ୟାକକ୍ସ୍ଟବ କ୍ଷେତ୍ରରକ୍ସ୍ଟ ଫସଲ ଖାଇଗଲେ। ସଦାପ୍ରଭୁ ପାଷାଣରକ୍ସ୍ଟ ମଧକ୍ସ୍ଟ ଝରାଇ ଦେଲେ ଏବଂ କଠିନ ଶୀଳାରକ୍ସ୍ଟ ୟାକକ୍ସ୍ଟବ୍ଙ୍କକ୍ସ୍ଟ ତୈଳ ଦେଲେ।

14. ସଦାପ୍ରଭୁ ଇଶ୍ରାୟେଲ ଗୋଦଧି ଓ ଛାଗଦୁଗ୍ଧ ଦବୋ ସହିତ ମଷେ ମଦେ, ବାଶନଦେଶୀଯ ମଷେ ଓ ଛାଗର ମାଂସ ସହିତ ଉତ୍ତମ ଗହମର ଅଟା ଓ ଦ୍ରାକ୍ଷାର ରକ୍ତବର୍ଣ ରସ ଦେଲେ।

15. କିନ୍ତୁ ୟିଶକ୍ସ୍ଟରକ୍ସ୍ଟଣ ହୃଷ୍ଟପକ୍ସ୍ଟଷ୍ଟ ହେଲା ଓ ପଦାଘାତ କଲ। ତୁମ୍ଭକୁ ଭଲ ଭାବରେ ଖକ୍ସ୍ଟଆଇଲେ ଏବଂ ତୁମ୍ଭେ ମାଟୋ ହାଇେଅଛ। ତେଣୁ ସେ ଆପଣା ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କୁ ତ୍ଯାଗ କଲା। ଏବଂ ଶୈଳ ପ୍ରତି ମନ୍ଦ କର୍ମ କଲା ୟିଏ କି ତାଙ୍କୁ ରକ୍ଷା କଲେ।

16. ସଦାପ୍ରଭୁଙ୍କର ଲୋକମାନେ ତାଙ୍କୁ ଇର୍ଷା କଲେ। ସମାନେେ ଅନ୍ୟ ଦବଗେଣଙ୍କର ପୂଜା କଲେ। ସମାନେେ ପ୍ରତିମା ପୂଜା କଲେ। ଏବଂ ପରମେଶ୍ବର ସମାନଙ୍କେ ଉପରେ କୋରଧ କଲେ।

17. ସମାନେେ ବଳିଦାନ କଲେ ସହେିମାନଙ୍କ ଉଦ୍ଦେଶ୍ଯ ରେ ଯେଉଁମାନେ ବାସ୍ତବ ରେ ଦବେତା ନକ୍ସ୍ଟହଁନ୍ତି। ଯେଉଁମାନେ ନୂତନ ଦବଗେଣ ଥିଲେ, ସମାନେେ ତାଙ୍କୁ ଜାଣି ନ ଥିଲେ। ସହେି ନୂତନ ଦବଗେଣମାନଙ୍କୁ ତାଙ୍କର ପୂର୍ବପୁରୁଷମାନେ ମଧ୍ଯ ଜାଣି ନ ଥିଲେ।

18. ଯେଉଁ ଶୈଳ ତୁମ୍ଭକୁ ଉତ୍ପନ୍ନ କଲେ, ତୁମ୍ଭେ ସମାନଙ୍କେୁ ତ୍ଯାଗ କଲ। ଯେଉଁ ପରମେଶ୍ବର ତୁମ୍ଭକୁ ଜନ୍ମ ଦେଲେ ତୁମ୍ଭେ ତାହାଙ୍କକ୍ସ୍ଟ ପାସୋରି ଅଛ।

19. ସଦାପ୍ରଭୁ ତାହା ଦେଖିଲେ, ଏବଂ ସେ ସମାନଙ୍କେୁ ପ୍ରତ୍ଯାଖାନ କଲେ, କାରଣ ତା'ର ପକ୍ସ୍ଟତ୍ର କନ୍ଯାଗଣ ତାଙ୍କୁ ବିରକ୍ତି କଲେ।

20. ତେଣୁ ସଦାପ୍ରଭୁ କହିଲେ, 'ଆମ୍ଭେ ତାଙ୍କଠାରକ୍ସ୍ଟ ଦୂର ହବୋ, ତା'ପରେ ଦେଖିବା ତାଙ୍କର କ'ଣ ହେଉଛି। ସମାନେେ ବିଦ୍ରୋହୀ ଲୋକ ସମାନେେ ଏପରି ସନ୍ତାନ ଯେଉଁମାନଙ୍କର କିଛି ବିଶ୍ବସ୍ତତା ନାହିଁ

21. ଯେଉଁମାନେ ଦବେତା ନକ୍ସ୍ଟହଁନ୍ତି ସମାନଙ୍କେ ସହିତ ମାେତେ ଇର୍ଷା ପରାଯଣ କଲେ। ସମାନେେ ସମାନଙ୍କେର ଅସାରତା ଦ୍ବାରା ମାେତେ ବିରକ୍ତ କଲେ। ସେଥିପାଇଁ ମୁ ଇଶ୍ରାୟେଲକକ୍ସ୍ଟ ଇର୍ଷାନିତ୍ବ କରାଇବି ସହେିମାନଙ୍କ ମାଧ୍ଯମ ରେ ଯେଉଁମାନେ ପ୍ରକୃତି ଜାତି ନକ୍ସ୍ଟହଁନ୍ତି। ମୁ ସମାନଙ୍କେୁ ମୂର୍ଖ ଗୋଷ୍ଠୀ ଦ୍ବାରା ବିରକ୍ତ କରାଇବି।

22. ମାେ କୋର୍ଧ ରେ ଅଗ୍ନି ପ୍ରଜ୍ବଳିତ ହବେ, ଯାହା ପାତାଳ ପର୍ୟ୍ଯନ୍ତ ଜଳକ୍ସ୍ଟଛି। ପୃଥିବୀର ଏହା ସମସ୍ତ ଦେଶକକ୍ସ୍ଟ ଓ ସମସ୍ତ ଉତ୍ପନ ବସ୍ତକ୍ସ୍ଟକକ୍ସ୍ଟ ଗ୍ରାସ କରିବ। ଏହା ପର୍ବତର ମୂଳଦକ୍ସ୍ଟଆକକ୍ସ୍ଟ ମଧ୍ଯ ପୋଡି଼ ପକାଇବ।

23. "'ଆମ୍ଭେ ଇଶ୍ରାୟେଲୀୟମାନଙ୍କ ଉପରେ ଅମଙ୍ଗଳ ଦବୋ। ଆମ୍ଭେ ଆପଣା ବାଣସବୁ ସମାନଙ୍କେ ଉପରେ ବ୍ଯଯ କରିବା।

24. ସମାନେେ ଭୋକ ଯୋଗୁ କ୍ଷୀଣ ହବେେ। ସମାନେେ ବ୍ଯାଧିର ଜ୍ବଳା ରେ ଓ ବିଷାକ୍ତ ମହାମାରୀ ରେ ଗ୍ରାସୀତ ହବେେ। ମୁ ସମାନଙ୍କେ ବିରକ୍ସ୍ଟଦ୍ଧ ରେ ସମାନଙ୍କେୁ ଦଂଶନ କରିବା ପାଇଁ ବନ୍ଯଜନ୍ତକ୍ସ୍ଟମାନଙ୍କୁ, ଏବଂ ଧୂଳି ରେ ଗକ୍ସ୍ଟରକ୍ସ୍ଟଣ୍ତୁଥିବା ବିଷାକ୍ତ ପୋକଜୋକ ପଠାଇବି।

25. ରାସ୍ତା ରେ ସୈନ୍ଯମାନେ ସମାନଙ୍କେୁ ହତ୍ଯା କରିବେ। ସମାନଙ୍କେ ଗୃହ ରେ ଭୟଙ୍କର କାର୍ୟ୍ଯମାନ ହବେ। ସୈନ୍ଯମାନେ ୟକ୍ସ୍ଟବକ ଓ ୟକ୍ସ୍ଟବତୀମାନଙ୍କୁ ହତ୍ଯା କରିବେ। ସମାନେେ ବକ୍ସ୍ଟଢା ଓ ପିଲାମାନଙ୍କୁ ହତ୍ଯା କରିବେ।

26. ଆମ୍ଭେ ଚିନ୍ତା କଲକ୍ସ୍ଟ ଇଶ୍ରାୟେଲୀୟମାନଙ୍କୁ ଧ୍ବଂସ କରିବା ପାଇଁ। ତେଣୁ ଲୋକମାନେ ସମାନଙ୍କେୁ ସଐୂର୍ଣ ଭାବେ ଭକ୍ସ୍ଟଲିଯିବେ।

27. କିନ୍ତୁ ଆମ୍ଭେ ଜାଣକ୍ସ୍ଟ ତାଙ୍କର ଶତୃମାନେ କ'ଣ କହିବେ। ଶତୃମାନେ ବକ୍ସ୍ଟଝି ପାରକ୍ସ୍ଟ ନଥିବେ। ସମାନେେ ଏପରି କହି ପାରନ୍ତି, "ସଦାପ୍ରଭୁ ଇଶ୍ରାୟେଲକକ୍ସ୍ଟ ଧ୍ବଂସ କରି ନାହାଁନ୍ତି। ଆମ୍ଭେ ଆପଣା ଶକ୍ତି ବଳ ରେ ସମାନଙ୍କେୁ ଜିତିଛକ୍ସ୍ଟ।"'

28. "ଇଶ୍ରାୟେଲର ଲୋକମାନେ ୟକ୍ସ୍ଟକ୍ତିହୀନ। ସମାନେେ ବକ୍ସ୍ଟଝିପାରନ୍ତି ନାହିଁ।

29. ଯଦି ସମାନେେ ବକ୍ସ୍ଟଦ୍ଧିଆ ହୁଅନ୍ତେ ସମାନେେ ବକ୍ସ୍ଟଝିପାରନ୍ତେ, ସମାନେେ ଜାଣିପାରନ୍ତେ କ'ଣ ଘଟିବାକକ୍ସ୍ଟ ଯାଉଛି ସମାନଙ୍କେ ପାଇଁ।

30. ଜଣେ ଲୋକ କ'ଣ ହଜାରେ ଲୋକଙ୍କକ୍ସ୍ଟ ଗୋଡ଼ାଇ ପାରିବ? ଦକ୍ସ୍ଟଇଜଣ ଲୋକ କ'ଣ ଦଶହଜାର ଲୋକଙ୍କକ୍ସ୍ଟ ଘଉଡାଇ ଦଇପୋରିବେ? ତାହା ଘଟିବ କବଳେ ଯଦି ସଦାପ୍ରଭୁ ସମାନଙ୍କେୁ ତାଙ୍କର ଶତୃମାନଙ୍କ ହସ୍ତ ରେ ସମର୍ପଣ କରନ୍ତି।

31. ସମାନଙ୍କେର 'ଶୈଳ' ଆମ୍ଭମାନଙ୍କର ଦବେତାମାନଙ୍କ ତକ୍ସ୍ଟଲ୍ଯ ନକ୍ସ୍ଟହଁ। ଏବଂ ଆମ୍ଭର ଶତୃମାନେ ଆମ୍ଭର ବିଗ୍ଭରକ।

32. ଏପରିକି ଆମ୍ଭର ଶତୃଗଣ ତାହା ଜାଣନ୍ତି। ସମାନଙ୍କେର ଦ୍ରାକ୍ଷାକ୍ଷେତ୍ର ସଦୋମ ଏବଂ ଗ ମାରେର ଦ୍ରାକ୍ଷା ତକ୍ସ୍ଟଲ୍ଯ। ସମାନଙ୍କେର ଦ୍ରାକ୍ଷାଫଳ ବିଷାକ୍ତ। ସମାନଙ୍କେର ଦ୍ରାକ୍ଷାଗୁଚ୍ଛସବୁ ତିକ୍ତ।

33. ସମାନଙ୍କେର ଦ୍ରାକ୍ଷାରସ ସର୍ପ ବିଷ ତକ୍ସ୍ଟଲ୍ଯ ବିଷମଯ ଅଟେ।

34. "ସଦାପ୍ରଭୁ କକ୍ସ୍ଟହନ୍ତି, 'ଆମ୍ଭେ ଏହାକକ୍ସ୍ଟ ସଞ୍ଚିତ ରଖିଛକ୍ସ୍ଟ। ଆମ୍ଭେ ଏହାକକ୍ସ୍ଟ କ'ଣ ଭଣ୍ତାର ରେ ସାଇତି ରଖି ନାହକ୍ସ୍ଟଁ।

35. ମୁ ପ୍ରତିଶାଧେ ନବେି। ମୁ ସମାନଙ୍କେର ପ୍ରାପ୍ଯ ଦବେି। ସମାନଙ୍କେର ପାଦ ଖସିୟିବା ପର୍ୟ୍ଯନ୍ତ ଅପେକ୍ଷା କରିବି। ସମାନଙ୍କେର ଅସକ୍ସ୍ଟବିଧାର ସମୟ ନିକଟ ହାଇେ ଆସକ୍ସ୍ଟଛି।'

36. "ସଦାପ୍ରଭୁ ତାଙ୍କର ଲୋକମାନଙ୍କର ବିଗ୍ଭର କରିବେ। କାରଣ ସମାନେେ ତାଙ୍କର ଦାସ। ସଦାପ୍ରଭୁ ସମାନଙ୍କେୁ ବିନାଶ କରିବା ବିଷଯ ରେ ନିଜ ମନ ପରିବର୍ତ୍ତନ କରିବେ। କାରଣ ସେ ଦେଖିବେ ଯେ ତାଙ୍କର ଶକ୍ତି ଗ୍ଭଲିୟାଇଛି ଏବଂ ସମାନେେ କିଛି ନକ୍ସ୍ଟହଁ, କବଳେ ଆତ୍ମରକ୍ଷାହୀନ ଓ ଭୀତସ୍ରତ।

37. ଏହାପରେ ସଦାପ୍ରଭୁ ପକ୍ସ୍ଟଣି କହିବେ, ' ସମାନଙ୍କେର ଦବେତାମାନେ କାହାଁନ୍ତି? ଯେଉଁ 'ଶୈଳ' ରେ ସମାନେେ ଆଶ୍ରଯ ନେଲେ ସେ ନାହିଁ।

38. ସମାନଙ୍କେର ଭଣ୍ତ ଦବେତା, ଯେଉଁମାନେ ବଳି ମଦେ ଭୋଜନ କଲେ ପଯେ ଏବଂ ଯେଉଁମାନେ ନବୈେଦ୍ଯର ଦ୍ରାକ୍ଷାରସ ପାନ କଲେ, ସମାନେେ କାହାଁନ୍ତି? ସମାନେେ ଆସି ସମାନଙ୍କେ ସାହାୟ୍ଯ କରନ୍ତକ୍ସ୍ଟ। ସମାନେେ ସମାନଙ୍କେୁ ସକ୍ସ୍ଟରକ୍ଷା ଦିଅନ୍ତକ୍ସ୍ଟ।

39. "'ଏବେ ଦେଖ ଆମ୍ଭେ କବଳେ ପରମେଶ୍ବର ଅଟକ୍ସ୍ଟ। ଆଉ କୌଣସି ଅନ୍ୟ ଦବେତା ନାହିଁ। ଆମ୍ଭେ ମରଣ ଦେଉ, ଆମ୍ଭେ ଜୀବଦାନ କରୁ। ଆମ୍ଭେ ଲୋକମାନଙ୍କୁ ଆରୋଗ୍ୟ କରିପାରକ୍ସ୍ଟ। କୌଣସି ବ୍ଯକ୍ତି ଆମ୍ଭ ଶକ୍ତିଠାରକ୍ସ୍ଟ ରକ୍ଷା କରିପାରିବ ନାହିଁ

40. ଆମ୍ଭେ ଆକାଶ ଆଡେ ହାତ ଉଠାଇ କହକ୍ସ୍ଟ, ଏହି ପ୍ରତିଜ୍ଞା କରୁ। ଆମ୍ଭେ ଯେ ଅନନ୍ତ ଜୀବି ଅଟକ୍ସ୍ଟ।

41. ଆମ୍ଭେ ଆପଣା ବଜ୍ରତକ୍ସ୍ଟଲ୍ଯ ଖଡ୍ଗ ରେ ଶାଣ ଦେଲେ, ବିଗ୍ଭର ସାଧନ କରିବା ପାଇଁ ହସ୍ତକ୍ଷପେ କଲେ, ଆମ୍ଭେ ଆପଣା ବିପକ୍ଷଗଣ ବିରକ୍ସ୍ଟଦ୍ଧ ରେ ପରିଶାଧେ ନବୋ। ଯେଉଁମାନେ ଆମ୍ଭକକ୍ସ୍ଟ ଘୃଣା କରନ୍ତି ସମାନଙ୍କେର ଦୋଷ ଅନକ୍ସ୍ଟୟାଯୀ ଦଣ୍ତ ଦବୋ।

42. ମାରେ ବାଣମାନ ତାଙ୍କ ରକ୍ତ ରେ ମାତାଲ ହବେ ଏବଂ ମାେ ଖଡ୍ଗ ମାରେ ଶତୃମାନଙ୍କର ମାଂସକକ୍ସ୍ଟ ଗ୍ରାସ କରିବ, ସମାନଙ୍କେର ରକ୍ତ ରଂଜିତ ଶରୀରରକ୍ସ୍ଟ କେଶପୂର୍ଣ ମକ୍ସ୍ଟଣ୍ତ ପର୍ୟ୍ଯନ୍ତ।'

43. " ହେ ଜାତିଗଣ ତାଙ୍କର ଲୋକମାନଙ୍କ ପାଇଁ ଗାନ କର। କାରଣ ସେ ଆପଣା ଦାସମାନଙ୍କର ରକ୍ତପାତର ପ୍ରତିଶୋଧ ନବେେ। ସେ ଆପଣା ବିପକ୍ଷଗଣଙ୍କ ବିରକ୍ସ୍ଟଦ୍ଧ ରେ ପ୍ରତି ଶାଧେ ନବେେ। ପକ୍ସ୍ଟଣି ସେ ଆପଣା ଦେଶ ଓ ଆପଣା ଲୋକମାନଙ୍କ ନିମନ୍ତେ ପ୍ରତିଶୋଧ ନବେେ ଏବଂ ତାଙ୍କର ଦେଶ ନିମନ୍ତେ ସେ ପ୍ରାଯଶ୍ଚିତ କରିବେ।"

44. ମାଶାେ ଏବଂ ନୂନର ପକ୍ସ୍ଟତ୍ର ଯିହାଶୂେୟ ଇଶ୍ରାୟେଲ ଲୋକମାନଙ୍କ ଉଦ୍ଦେଶ୍ଯ ରେ ଏହି ଗୀତ ଗାନ କଲେ।

45. ମାଶାେ ତାଙ୍କର ସମସ୍ତ ଲୋକମାନଙ୍କୁ ଶିକ୍ଷା ଦଇେସାରିବା ପରେ,

46. ସେ ସମାନଙ୍କେୁ କହିଲେ, "ମୁ ଆଜି ତୁମ୍ଭମାନଙ୍କୁ ଯେଉଁସବୁ କଥା କହିଲି, ତୁମ୍ଭମାନେେ ସେଥିପ୍ରତି ଧ୍ଯାନ ଦିଅ। ଏବଂ ତୁମ୍ଭମାନେେ ତୁମ୍ଭମାନଙ୍କର ସନ୍ତାନମାନଙ୍କୁ ଏହା ଶିକ୍ଷା ଦଇେ ସହେି ବିଧି ଅନକ୍ସ୍ଟସା ରେ ଚଳିବାକକ୍ସ୍ଟ ନିର୍ଦ୍ଦେଶ ଦିଅ।

47. କବେବେି ଏପରି ଭାବ ନାହିଁ ଯେ, ଏହିସବୁ କଥା ମୂଲ୍ଯହୀନ ବୋଲି। ସେଥି ରେ ତୁମ୍ଭର ଜୀବନ ନିହିତ ଅଛି। ଏହି ଶିକ୍ଷା ଅନକ୍ସ୍ଟସରଣ କରି ତୁମ୍ଭମାନେେ ୟର୍ଦ୍ଦନ ସପୋରିସ୍ଥ ଯେଉଁ ଦେଶକକ୍ସ୍ଟ ଅଧିକାର କରିବାକୁ ଯାଉଅଛ, ସଠାେରେ ଦୀର୍ଘ୍ଯ ଜୀବନ ଲାଭ କରିବ।"

48. ସହେିଦିନ ମାଶାଙ୍କେକ୍ସ୍ଟ ସଦାପ୍ରଭୁ କହିଲେ,

49. "ତୁମ୍ଭେ ଅବାରୀମ ପର୍ବତ ଉପରକକ୍ସ୍ଟ ୟାଅ। ଯିରୀହାେ ସମ୍ମକ୍ସ୍ଟଖସ୍ଥ ମାଯାେବ ଦେଶସ୍ଥ ନବୋ ପର୍ବତ ଉପରକକ୍ସ୍ଟ ୟାଅ। ଏହାପରେ ଆମ୍ଭେ ଇଶ୍ରାୟେଲ ସନ୍ତାନଗଣଙ୍କକ୍ସ୍ଟ ଦବୋକକ୍ସ୍ଟ ଥିବା ଦେଶ ତୁମ୍ଭେ ଦେଖି ପାରିବ।

50. ତୁମ୍ଭର ଭାଇ ହାରୋଣ ଯେପରି ହାରେ ପର୍ବତ ଉପରେ ମରି ଆପଣା ଲୋକମାନଙ୍କ ନିକଟକକ୍ସ୍ଟ ଗଲା, ଠିକ୍ ସହେିପରି ତୁମ୍ଭେ ସଠାେରେ ପର୍ବତର ଶିର୍ଷ ଦେଶ ରେ ମୃତକ୍ସ୍ଟ୍ଯ ବରଣ କରିବ ଓ ତୁମ୍ଭେ ତୁମ୍ଭର ସ୍ବର୍ଗସ୍ଥ ଲୋକମାନଙ୍କ ନିକଟକକ୍ସ୍ଟ ଗ୍ଭଲିୟିବ।

51. କାରଣ ତୁମ୍ଭମାନେେ ଉଭୟେ ସଠାେରେ ମାେ ବିରକ୍ସ୍ଟଦ୍ଧ ରେ ପାପକରି ଥିଲ। ସିନ୍ ପ୍ରାନ୍ତର ରେ କାଦେଶସ୍ଥ ମରିବା ଜଳ ନିକଟରେ ଥିଲ। ସଠାେରେ ତୁମ୍ଭେ ଇଶ୍ରାୟେଲ ଲୋକମାନଙ୍କ ସମ୍ମକ୍ସ୍ଟଖ ରେ ମାେ ବିରକ୍ସ୍ଟଦ୍ଧ ରେ ପାପ କରିଥିଲ। ମୁ ପବିତ୍ର ବୋଲି ତୁମ୍ଭେ ମାେତେ ସମ୍ମାନ କରି ନ ଥିଲ।

52. ତେଣୁ ବର୍ତ୍ତମାନ ତୁମ୍ଭେ ଦେଖି ପାରିବ ସହେି ଦେଶମାନଙ୍କୁ ଯାହା ଆମ୍ଭେ ଇଶ୍ରାୟେଲ ଲୋକମାନଙ୍କୁ ଦବୋକକ୍ସ୍ଟ ଯାଉଅଛକ୍ସ୍ଟ। କିନ୍ତୁ ତୁମ୍ଭେ ସଠାେକକ୍ସ୍ଟ ୟାଇପାରିବ ନାହିଁ।"

About ଦ୍ୱିତୀୟ ବିବରଣ Chapter 32

Read ଦ୍ୱିତୀୟ ବିବରଣ Chapter 32 online from the Holy Bible. This chapter is part of the Book of ଦ୍ୱିତୀୟ ବିବରଣ in the Old Testament. Continue reading with the chapter navigation above or explore the complete book.

Book Information

Book: ଦ୍ୱିତୀୟ ବିବରଣ
Chapter: 32
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଦ୍ୱିତୀୟ ବିବରଣ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଦ୍ୱିତୀୟ ବିବରଣ Chapter 32 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଦ୍ୱିତୀୟ ବିବରଣ Chapter 32?

ଦ୍ୱିତୀୟ ବିବରଣ Chapter 32 is part of the Book of ଦ୍ୱିତୀୟ ବିବରଣ in the Holy Bible.

Can I read this chapter online?

Yes. You can read the complete ଦ୍ୱିତୀୟ ବିବରଣ Chapter 32 online for free with easy chapter navigation.

More Chapters from ଦ୍ୱିତୀୟ ବିବରଣ

  1. ଦ୍ୱିତୀୟ ବିବରଣ Chapter 21
  2. ଦ୍ୱିତୀୟ ବିବରଣ Chapter 26
  3. ଦ୍ୱିତୀୟ ବିବରଣ Chapter 20
  4. ଦ୍ୱିତୀୟ ବିବରଣ Chapter 14
  5. ଦ୍ୱିତୀୟ ବିବରଣ Chapter 11
  6. ଦ୍ୱିତୀୟ ବିବରଣ Chapter 9
  7. ଦ୍ୱିତୀୟ ବିବରଣ Chapter 6

Explore More from ପୁରାତନ ନିୟମ

  1. ଆମୋଷ Chapter 1
  2. ଗୀତସଂହିତା Chapter 33
  3. ପ୍ରଥମ ଶାମୁୟେଲ Chapter 2
  4. ଗୀତସଂହିତା Chapter 49
  5. ଯିଖରିୟ Chapter 11
  6. ବିଚାରକର୍ତ୍ତା Chapter 16
  7. ଆୟୁବ Chapter 37

Related Chapters & Readings

  1. ଦିତୀୟ ଶାମୁୟେଲ Chapter 1
  2. 1 ପିତର Chapter 4
  3. ଏଷ୍ଟର Chapter 4
  4. ଯାତ୍ରା ପୁସ୍ତକ Chapter 39
  5. ଯିରିମିୟ Chapter 18
  6. ଯିହୋଶୂୟ Chapter 19
  7. ପ୍ରେରିତ Chapter 26
Share Your Love

Leave a Reply

Your email address will not be published. Required fields are marked *