ଦିତୀୟ ଶାମୁୟେଲ Chapter 10

For English

Read ଦିତୀୟ ଶାମୁୟେଲ Chapter 10 Online

Read ଦିତୀୟ ଶାମୁୟେଲ Chapter 10 online from the Holy Bible. This chapter is part of the Book of ଦିତୀୟ ଶାମୁୟେଲ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଦିତୀୟ ଶାମୁୟେଲ and the Holy Bible online.

Choose a Chapter

ଦିତୀୟ ଶାମୁୟେଲ 10

ଅଧ୍ୟାୟ 10

1. ଏହାପରେ ଅମ୍ମାନେ ସନ୍ତାନଗଣର ରାଜା ମରିଗଲା ପରେ ତା'ର ପକ୍ସ୍ଟତ୍ର ହାନୂନ୍ ରାଜ ପଦ ରେ ଅଭିଷିକ୍ତ ହେଲା।

2. ଦାଉଦ କହିଲେ, "ମୁ ହାନୂନ୍ ପ୍ରତି ବିଶଷେ କରୁଣା ପ୍ରକାଶ କରିବାକୁ ଯାଉଅଛି କାରଣ ତା'ର ପିତା ନାହଶ ମାେ ପ୍ରତି ବହକ୍ସ୍ଟତ ବିଶ୍ବସ୍ତ ଓ ଦୟାବାନ ଥିଲା।" ତେଣୁ ତାକକ୍ସ୍ଟ ପିତୃ ଶାେକରୁ ସାନ୍ତ୍ବନା ଦବୋ ପାଇଁ ଦାଉଦ ନିଜର ପଦାଧିକାରୀ କର୍ମଗ୍ଭରୀମାନଙ୍କୁ ତାଙ୍କ ନିକଟକକ୍ସ୍ଟ ପଠାଇଲେ।

3. କିନ୍ତୁ ଅେମ୍ମାନୀୟ ଅଧିକାରୀଗଣ ହାନୂନ୍କକ୍ସ୍ଟ କହିଲେ, "ତୁମ୍ଭେ ଭାବକ୍ସ୍ଟଛ କି ତୁମ୍ଭକୁ ସାନ୍ତ୍ବନା ଦବୋ ପାଇଁ ଓ ତୁମ୍ଭର ପକ୍ସ୍ଟତାଙ୍କୁ ସମ୍ମାନ ଦବୋ ପାଇଁ ଏହି ଲୋକମାନଙ୍କୁ ଦାଉଦ ପଠାଇଛନ୍ତି? ଦାଉଦ ସମାନଙ୍କେୁ ନଗରକକ୍ସ୍ଟ ଆକ୍ରମଣ କରିବା ପୂର୍ବରକ୍ସ୍ଟ ସମାନଙ୍କେୁ ନିରୀକ୍ଷଣ କରିବାକୁ ପଠାଇଛନ୍ତି।"

4. ଏଥି ରେ ହାନୂନ ଦାଉଦର କର୍ମଗ୍ଭରୀମାନଙ୍କର ଦାଢିର ଅଧେ କ୍ଷୌର କଲା ଓ ସମାନଙ୍କେ ଅଣ୍ଟାରକ୍ସ୍ଟ ତଳକକ୍ସ୍ଟ ଥିବା ବସ୍ତ୍ର କାଟି ଦଲୋ। ତା'ପରେ ସେ ସମାନଙ୍କେୁ ବିଦା କଲା।

5. ଏହି ଲୋକମାନଙ୍କୁ ପରେ ଦାଉଦ କହିଲେ ଓ ସେ ସମାନଙ୍କେୁ ଭଟେିବା ପାଇଁ ପୁରୁଷମାନଙ୍କୁ ପଠାଇଲେ, କାରଣ ସମାନେେ ଅତି ଲଜ୍ଜିତ ହାଇେଥିଲେ। ରାଜା ସମାନଙ୍କେୁ କହିଲେ, "ତୁମ୍ଭର ଦାଢି ବଢିବା ପର୍ୟ୍ଯନ୍ତ ତୁମ୍ଭମାନେେ ଯିରୀହାେ ରେ ଥାଅ। ଏହାପରେ ଯିରୁଶାଲମକୁ ଫରେି ଆସିବ।"

6. ଅେମ୍ମାନୀୟମାନେ ହୃଦଯଙ୍ଗମ କଲେ ଯେ, ରାଜା ଦାଉଦ ସମାନଙ୍କେୁ ବର୍ତ୍ତମାନ ତାଙ୍କର ଶତୃ ବୋଲି ବିବଚେନା କଲେ। ତେଣୁ ସମାନେେ 20 ,000 ଅରାମୀଯ ୈସନ୍ଯମାନଙ୍କୁ ବୈଥ-ରହାବେ ଓ ସୋବାରକ୍ସ୍ଟ 1,000 ଜଣ ମାଖାର ରାଜାଙ୍କଠାରକ୍ସ୍ଟ ଏବଂ ଟୋବରକ୍ସ୍ଟ 12,000 ସୈନ୍ଯ ଭଡା ରେ ଆଣିଲେ।

7. ଦାଉଦ ଏହା ଶକ୍ସ୍ଟଣି ଯୋୟାବଙ୍କ ସହିତ ସାହସୀ ସୈନ୍ଯ ଦଳକକ୍ସ୍ଟ ୟକ୍ସ୍ଟଦ୍ଧ ପାଇଁ ପଠାଇଲେ।

8. ସହେିଦିନ ଅେମ୍ମାନୀୟମାନେ ବାହାରି ଆସିଲେ ଏବଂ ନଗରର ଫାଟକ ନିକଟରେ ୟକ୍ସ୍ଟଦ୍ଧ ପାଇଁ ପ୍ରସ୍ତକ୍ସ୍ଟତ ହାଇେ ରହିଲେ। ସୋବା ଓ ରହୋବର ଅରାମୀଯ ଲୋକମାନେ, ଟୋବର ସୈନ୍ଯମାନେ ଏବଂ ମାଖା ନଗର ବାହାର କ୍ଷେତ୍ର ରେ ଏକତ୍ରୀତ ହେଲ।

9. ଯୋୟାବ ନିଜ ଆଗେ ଶତୃମାନଙ୍କୁ ଦେଖିଲେ, ତେଣୁ ସେ ଇଶ୍ରାୟେଲର କକ୍ସ୍ଟଶଳି ଯୋଦ୍ଧାମାନଙ୍କୁ ମନୋନୀତ କଲେ ଏବଂ ସମାନଙ୍କେୁ ଅରାମୀଯମାନଙ୍କ ବିରକ୍ସ୍ଟଦ୍ଧ ରେ ପ୍ରସ୍ତକ୍ସ୍ଟତ କଲେ।

10. ସେ ଅବଶିଷ୍ଟ ଲୋକମାନଙ୍କୁ ନିଜର ଭାଇ ଅବୀଶଯ ହସ୍ତ ରେ ସମର୍ପଣ କଲେ, ତହିଁରେ ସେ ସମାନଙ୍କେୁ ନଇେ ଅେମ୍ମାନୀୟମାନଙ୍କ ବକ୍ସ୍ଟରକ୍ସ୍ଟଦ୍ଧ ରେ ସୈନ୍ଯ ସଜାଇଲ।

11. ଯୋୟାବ ଅବିଶଯକକ୍ସ୍ଟ କହିଲେ, "ଯଦି ଅରାମୀଯମାନେ ମାେ ପାଇଁ ୟକ୍ସ୍ଟଦ୍ଧ ରେ ବହକ୍ସ୍ଟତ ଶକ୍ତିଶାଳୀ ହକ୍ସ୍ଟଅନ୍ତି, ତବେେ ତୁମ୍ଭେ ମାେତେ ସାହାୟ୍ଯ କରିବ। କିନ୍ତୁ ଯଦି ଅେମ୍ମାନୀୟ ତକ୍ସ୍ଟମ୍ଭ ପାଇଁ ଶକ୍ତିଶାଳୀ ହକ୍ସ୍ଟଅନ୍ତି, ତବେେ ମୁ ଆସିବି ଏବଂ ତକ୍ସ୍ଟମ୍ଭଙ୍କକ୍ସ୍ଟ ସାହାୟ୍ଯ କରିବି।

12. ବଳବାନ ହକ୍ସ୍ଟଅ, ଏବଂ ସାହସର ସହିତ ୟକ୍ସ୍ଟଦ୍ଧ କର, ଆମ୍ଭର ପ୍ରଭକ୍ସ୍ଟଙ୍କ ସହର ପାଇଁ ଓ ଆମ୍ଭର ଲୋକମାନଙ୍କ ପାଇଁ ସଦାପ୍ରଭୁଙ୍କ ଆଖି ରେ ଯାହା ଠିକ୍ ସେ ତାହା କରିବେ।"

13. ତା'ପରେ ଯୋୟାବ ଏବଂ ତାଙ୍କର ସୈନ୍ଯମାନେ ଅରାମୀଯମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ। ଅରାମୀଯମାନେ ଯୋୟାବଙ୍କ ସୈନ୍ଯମାନଙ୍କଠାରକ୍ସ୍ଟ ପରାସ୍ତ ହାଇେ ଛାଡି ପଳାଇଲେ।

14. ଅରାମୀଯମାନଙ୍କୁ ପଳାଇବାର ଦେଖି ଅେମ୍ମାନୀୟମାନେ ଅବୀଶଯଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ନିଜର ନଗରକକ୍ସ୍ଟ ପଳାଯନ କଲେ।

15. ଏହାପରେ ଅରାମୀଯମାନେ ଇଶ୍ରାୟେଲ ସମ୍ମକ୍ସ୍ଟଖ ରେ ଆପଣାମାନଙ୍କୁ ପରାସ୍ତ ଦେଖି ଏକତ୍ର ହେଲ।

16. ହଦଦଷେର ପୁରୁଷ ଲୋକ ପଠାଇ ଫରାତ୍ ନଦୀ ଆରପାରି ରେ ଅରାମୀଯମାନଙ୍କୁ ଅଣାଇଲେ। ତେଣୁ ସମାନେେ ହେଲମକକ୍ସ୍ଟ ଆସିଲେ। ହଦଦଷେର ସନୋପତି ଶୋବକ ସମାନଙ୍କେର ନେତା ଥିଲା।

17. ଦାଉଦ ଏହା ଜାଣିବା ପରେ ସେ ସମକ୍ସ୍ଟଦାଯ ଇଶ୍ରାୟେଲୀୟମାନଙ୍କୁ ଏକତ୍ର କରି ୟର୍ଦ୍ଦନ ପାର ହାଇେ ହେଲମକକ୍ସ୍ଟ ଆସିଲେ।

18. ଅରାମୀଯମାନେ ୟକ୍ସ୍ଟଦ୍ଧ କରି ନପାରି ଇଶ୍ରାୟେଲୀୟମାନଙ୍କ ଆଗରକ୍ସ୍ଟ ପଳାଯନ କଲେ। ଦାଉଦ ଅରାମୀଯମାନଙ୍କ 700 ରଥାରୂଢ ଓ 40,000 ଅଶ୍ବାରୂଢ ସୈନ୍ଯଙ୍କକ୍ସ୍ଟ ହତ୍ଯା କଲେ। ପକ୍ସ୍ଟଣି ସେ ସମାନଙ୍କେର ସନୋପତି ଶୋବକକକ୍ସ୍ଟ ଆଘାତ କଲେ ଓ ସେ ସହେିଠା ରେ ମୃତକ୍ସ୍ଟ୍ଯବରଣ କଲା।

19. ହଦ୍ଦଷେରଙ୍କର ସବୋ କରୁଥିବା ରାଜାମାନେ ଦେଖିଲେ ଯେ ଇଶ୍ରାୟେଲୀୟମାନେ ସମାନଙ୍କେୁ ପରାସ୍ତ କଲଣେି ଓ ସେ ଇଶ୍ରାୟେଲୀୟମାନଙ୍କ ସହିତ ସନ୍ଧି କଲେ ଓ ସମାନଙ୍କେର ସବେକ ହେଲ। ଅରାମୀଯମାନେ ପକ୍ସ୍ଟନ୍ନରାଯ ଅେମ୍ମାନୀୟମାନଙ୍କୁ ସାହାୟ୍ଯ କରିବାକୁ ଭୟ କଲେ।

About ଦିତୀୟ ଶାମୁୟେଲ Chapter 10

Read ଦିତୀୟ ଶାମୁୟେଲ Chapter 10 online from the Holy Bible. This chapter is part of the Book of ଦିତୀୟ ଶାମୁୟେଲ in the Old Testament. Continue reading with the chapter navigation above or explore the complete book.

Book Information

Book: ଦିତୀୟ ଶାମୁୟେଲ
Chapter: 10
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଦିତୀୟ ଶାମୁୟେଲ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଦିତୀୟ ଶାମୁୟେଲ Chapter 10 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଦିତୀୟ ଶାମୁୟେଲ Chapter 10?

ଦିତୀୟ ଶାମୁୟେଲ Chapter 10 is part of the Book of ଦିତୀୟ ଶାମୁୟେଲ in the Holy Bible.

Can I read this chapter online?

Yes. You can read the complete ଦିତୀୟ ଶାମୁୟେଲ Chapter 10 online for free with easy chapter navigation.

More Chapters from ଦିତୀୟ ଶାମୁୟେଲ

  1. ଦିତୀୟ ଶାମୁୟେଲ Chapter 17
  2. ଦିତୀୟ ଶାମୁୟେଲ Chapter 9
  3. ଦିତୀୟ ଶାମୁୟେଲ Chapter 8
  4. ଦିତୀୟ ଶାମୁୟେଲ Chapter 24
  5. ଦିତୀୟ ଶାମୁୟେଲ Chapter 22
  6. ଦିତୀୟ ଶାମୁୟେଲ Chapter 21
  7. ଦିତୀୟ ଶାମୁୟେଲ Chapter 19

Explore More from ପୁରାତନ ନିୟମ

  1. ଦ୍ୱିତୀୟ ବିବରଣ Chapter 28
  2. ଯିରିମିୟ Chapter 51
  3. ଯିହୋଶୂୟ Chapter 12
  4. ସିଫନିୟ Chapter 3
  5. ଗଣନା ପୁସ୍ତକ Chapter 25
  6. ଦ୍ୱିତୀୟ ବିବରଣ Chapter 3
  7. ଯିହିଜିକଲ Chapter 46

Related Chapters & Readings

  1. ଯିଖରିୟ Chapter 6
  2. ଗଣନା ପୁସ୍ତକ Chapter 6
  3. କଲସୀୟ Chapter 4
  4. ଆମୋଷ Chapter 5
  5. ପ୍ରଥମ ରାଜାବଳୀ Chapter 2
  6. ପ୍ରକାଶିତ ବାକ୍ୟ Chapter 19
  7. ପ୍ରକାଶିତ ବାକ୍ୟ Chapter 15
Share Your Love

Leave a Reply

Your email address will not be published. Required fields are marked *