ପ୍ରକାଶିତ ବାକ୍ୟ Chapter 15

For English

Read ପ୍ରକାଶିତ ବାକ୍ୟ Chapter 15 Online

Read ପ୍ରକାଶିତ ବାକ୍ୟ Chapter 15 online from the Holy Bible. This chapter is part of the Book of ପ୍ରକାଶିତ ବାକ୍ୟ in the New Testament. Browse every verse with easy chapter navigation, continue to the next chapter, or explore the complete Book of ପ୍ରକାଶିତ ବାକ୍ୟ and the Holy Bible online.

Choose a Chapter

ପ୍ରକାଶିତ ବାକ୍ୟ 15

ଅଧ୍ୟାୟ 15

1. ଏହାପରେ ମୁଁ ସ୍ବର୍ଗ ରେ ଗୋଟିଏ ବଡ଼ ଓ ଆଶ୍ଚର୍ୟ୍ଯ ଜନକ ଲକ୍ଷଣ ଦେଖିଲି। ସଠାେରେ ସାତଜଣ ଦୂତ ସମାନଙ୍କେ ହାତ ରେ ସାତାଟେି ଶଷେ ମହାମାରୀ ଧରିଥିଲେ। ଏହା ଘଟିବା ପରେ ପରମେଶ୍ବରଙ୍କ କୋରଧର ସମାପ୍ତି ଘଟିବ।

2. ମୁଁ ମାେ ସାମନା ରେ ଅଗ୍ନି ମିଶ୍ରିତ କାଚ ପରି ଏକ ସମୁଦ୍ର ଦେଖିଲି। ଯେଉଁ ଲୋକମାନେ ସହେି ପଶୁ, ତାହାର ପ୍ରତିମା, ଓ ତାହାର ନାମର ସଂଖ୍ଯା ଉପରେ ଜୟଲାଭ କରିଥିଲେ, ସମାନଙ୍କେୁ ସହେି ସମୁଦ୍ର କୂଳ ରେ ଠିଆ ହବୋର ଦେଖିଲି। ସମାନଙ୍କେ ହାତ ରେ ପରମେଶ୍ବର ଦଇେଥିବା ବୀଣା ଥିଲା।

3. ସମାନେେ ପରମେଶ୍ବରଙ୍କର ସବେକ ମାଶାଙ୍କେର ଓ ମଷେଶାବକଙ୍କର ଗୀତ ବୋଲୁଥିଲେ :

4. ହେ ପ୍ରଭୁ ! କିଏ ତୁମ୍ଭକୁ ଭୟ ନ କରିବ ? ସମସ୍ତଙ୍କର ତୁମ୍ଭେ ପ୍ରଶଂସନୀୟ ଅଟ। କାରଣ କବଳେ ତୁମ୍ଭେ ହିଁ ପବିତ୍ର ; ସମସ୍ତ ଜାତିଗୁଡ଼ିକ ତୁମ୍ଭ ପାଖକୁ ଆସିବେ ଓ ତୁମ୍ଭର ଉପାସନା କରିବେ। କାରଣ ତୁମ୍ଭେ ହିଁ ନ୍ଯାୟବନ୍ତ ଏହା ଜଗତେ ବିଦିତ।"

5. ଏହାପରେ ମୁଁ ସ୍ବର୍ଗ ରେ ପରମେଶ୍ବରଙ୍କ ଉପସ୍ଥିତିର ପବିତ୍ର ସ୍ଥାନର ମନ୍ଦିର ଖାେଲା ହାଇେଥିବାର ଦେଖିଲି।

6. ସହେି ମନ୍ଦିର ଭିତରୁ ସାତଜଣ ଦୂତ ସାତାଟେି ମହାମାରୀଗୁଡ଼ିକୁ ଧରି ବାହରି ଆସିଲେ। ସମାନେେ ଶୁଦ୍ଧ, ଉଜ୍ଜ୍ବଳ, ମସୀନା, ଶୁଭ୍ର ବସ୍ତ୍ର ପିନ୍ଧିଥିଲେ। ସମାନଙ୍କେ ବକ୍ଷ ରେ ସୁବର୍ଣ୍ଣ ବନ୍ଧନୀ ଥିଲା।

7. ତା'ପରେ ଚାରି ଜୀବିତ ପ୍ରାଣୀମାନଙ୍କ ମଧ୍ଯରୁ ଜଣେ ପ୍ରାଣୀ ସାତଦୂତଙ୍କୁ ସାତାଟେି ସୁବର୍ଣ୍ଣ ପାତ୍ର ଦେଲେ। ସହେି ପାତ୍ର ନିତ୍ଯଜୀବୀ ପରମେଶ୍ବରଙ୍କର କୋରଧ ରେ ପରିପୂର୍ଣ୍ଣ ଥିଲା।

8. ସହେି ମନ୍ଦିର ପରମେଶ୍ବରଙ୍କ ଗୌରବ ଓ କ୍ଷମତାର ଧୂଆଁ ରେ ଭର୍ତ୍ତି ହାଇଗେଲା। ସାତଜଣ ଦୂତଙ୍କର ସାତାଟେି ମହାମାରୀ ଶଷେ ନ ହବୋ ପର୍ୟ୍ଯନ୍ତ କୌଣସି ଲୋକ ମନ୍ଦିର ରେ ପ୍ରବେଶ କରିପାରିଲେ ନାହିଁ।

About ପ୍ରକାଶିତ ବାକ୍ୟ Chapter 15

Read ପ୍ରକାଶିତ ବାକ୍ୟ Chapter 15 online from the Holy Bible. This chapter is part of the Book of ପ୍ରକାଶିତ ବାକ୍ୟ in the New Testament. Continue reading with the chapter navigation above or explore the complete book.

Book Information

Book: ପ୍ରକାଶିତ ବାକ୍ୟ
Chapter: 15
Testament: New Testament

How to Read this Chapter

Use the Previous and Next Chapter buttons to continue reading ପ୍ରକାଶିତ ବାକ୍ୟ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ପ୍ରକାଶିତ ବାକ୍ୟ Chapter 15 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ପ୍ରକାଶିତ ବାକ୍ୟ Chapter 15?

ପ୍ରକାଶିତ ବାକ୍ୟ Chapter 15 is part of the Book of ପ୍ରକାଶିତ ବାକ୍ୟ in the Holy Bible.

Can I read this chapter online?

Yes. You can read the complete ପ୍ରକାଶିତ ବାକ୍ୟ Chapter 15 online for free with easy chapter navigation.

More Chapters from ନୂତନ ନିୟମ

  1. ମାର୍କ Chapter 13
  2. ମାର୍କ Chapter 12
  3. ମାର୍କ Chapter 4
  4. 1 ତୀମଥି Chapter 3
  5. 2 କରିନ୍ଥୀୟ Chapter 2
  6. ପ୍ରେରିତ Chapter 1
  7. ଯୋହନ Chapter 21

Explore More from ପ୍ରକାଶିତ ବାକ୍ୟ

  1. ପ୍ରକାଶିତ ବାକ୍ୟ Chapter 10
  2. ପ୍ରକାଶିତ ବାକ୍ୟ Chapter 3
  3. ପ୍ରକାଶିତ ବାକ୍ୟ Chapter 8
  4. ପ୍ରକାଶିତ ବାକ୍ୟ Chapter 12
  5. ପ୍ରକାଶିତ ବାକ୍ୟ Chapter 19
  6. ପ୍ରକାଶିତ ବାକ୍ୟ Chapter 11
  7. ପ୍ରକାଶିତ ବାକ୍ୟ Chapter 17

Related Chapters & Readings

  1. ଯିହୋଶୂୟ Chapter 10
  2. ଆୟୁବ Chapter 8
  3. ଉପଦେଶକ Chapter 3
  4. ଗଣନା ପୁସ୍ତକ Chapter 21
  5. ହିତୋପଦେଶ Chapter 24
  6. ପ୍ରଥମ ରାଜାବଳୀ Chapter 10
  7. ଗଣନା ପୁସ୍ତକ Chapter 17
Share Your Love

Leave a Reply

Your email address will not be published. Required fields are marked *