ଯିହୋଶୂୟ Chapter 12

For English

Read ଯିହୋଶୂୟ Chapter 12 Online

Read ଯିହୋଶୂୟ Chapter 12 online from the Holy Bible. This chapter is part of the Book of ଯିହୋଶୂୟ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିହୋଶୂୟ and the Holy Bible online.

Choose a Chapter

ଯିହୋଶୂୟ 12

ଅଧ୍ୟାୟ 12

1. ୟର୍ଦ୍ଦନର ପୂର୍ବପାଶର୍‌ବସ୍ଥ ଦେଶଗୁଡିକୁ ଇଶ୍ରାୟେଲର ଲୋକମାନେ ନିଜ ଅଧିନକକ୍ସ୍ଟ ଆଣିଲେ। ଆରୋଣ ପର୍ବତଠାରକ୍ସ୍ଟ ହର୍ମୋଣ ପର୍ବତ ପର୍ୟ୍ଯନ୍ତ ଓ ଆରାବହଃର ପୂର୍ବ ଦିଗସ୍ଥ ସମସ୍ତ ରାଜାମାନଙ୍କୁ ପରାସ୍ତ କଲେ।

2. ହିଷ୍ବୋନ ନିବାସୀ ଇ ମାରେୀଯଲମାନଙ୍କର ସହରର ସୀହାନେ ରାଜାଙ୍କକ୍ସ୍ଟ ପରାସ୍ତ କଲେ ଓ ଅର୍ନୋନ ଗିରି ସଂକଟ ନିକଟସ୍ଥ ଆ ରଯରେଠାେରକ୍ସ୍ଟ ଓ ଉପତ୍ୟକାର ମଧ୍ଯବର୍ତ୍ତୀ ନଗର ଓ ଗିଲିଯଦର ଅର୍ଦ୍ଧ ଦେଶଠାରକ୍ସ୍ଟ ଅମ୍ମାନେ ସନ୍ତାନଗଣର ସୀମାସ୍ଥିତ ୟବୋକ୍ ନଦୀ ପ୍ରର୍ୟ୍ଯନ୍ତ ଶାସନ କଲେ।

3. ସମାନେେ ମଧ୍ଯ ୟର୍ଦ୍ଦନର ପୂର୍ବ ଉପତ୍ୟକାଠାରକ୍ସ୍ଟ ଗାଲିଲି ହ୍ରଦର ପୂର୍ବ ତୀର ପର୍ୟ୍ଯନ୍ତ ଓ ବୈତ୍ୟିଶିମାେତର ପଥରେ ପଦାଭୂମିସ୍ଥିତ ଲବଣ ସମକ୍ସ୍ଟଦ୍ରର ପୂର୍ବତୀର ପର୍ୟ୍ଯନ୍ତ ଓ ପିସ୍ଗାର ଅଧଃସ୍ଥିତ ଦକ୍ଷିଣ ଦେଶ ରେ ରାଜତ୍ବ କଲେ।

4. ସମାନେେ ମଧ୍ଯ ବାଶନର ରାଜା ଓଗଙ୍କକ୍ସ୍ଟ ପରାସ୍ତ କଲେ। ଓଗ୍ ଥିଲେ, ରଫାଯୀଯ ବଂଶଧର, ସେ ଅଷ୍ଟରୋତ୍ ଓ ଇଦ୍ରିଯୀ ରେ ଶାସନ କରୁଥିଲେ।

5. ଓଗ୍ ମଧ୍ଯ ହର୍ମୋଣ ପର୍ବତ ରେ, ସଲଖା ରେ, ଗଶୂରୀଯମାନଙ୍କ ଓ ମାଖାଥୀଯମାନଙ୍କ ସୀମା ପର୍ୟ୍ଯନ୍ତ ସମକ୍ସ୍ଟଦାଯ ବାଶନ ଦେଶ ରେ ଓ ହିଷ୍ବୋନ୍ର ରାଜା ସୀହାନରେ ସୀମା ପର୍ୟ୍ଯନ୍ତ ଗିଲିଯଦର ଅର୍ଦ୍ଧ ଦେଶ ରେ ଶାସନ କରୁଥିଲେ।

6. ସଦାପ୍ରଭୁଙ୍କର ଦାସ ମାଶାେ ଏବଂ ଇଶ୍ରାୟେଲର ଲୋକମାନେ ସେ ରାଜାଗଣଙ୍କର ଦେଶକକ୍ସ୍ଟ ପରାସ୍ତ କରିଥିଲେ। ମାଶାେ ସମାନଙ୍କେର ଦେଶଗକ୍ସ୍ଟଡିକ ଗାଦୀଯ ରକ୍ସ୍ଟବନେୀଯ ପରିବାରବର୍ଗଙ୍କକ୍ସ୍ଟ ଏବଂ ମନଃଶିର ଅର୍ଦ୍ଧ ପରିବାରବର୍ଗକକ୍ସ୍ଟ ଦେଲେ।

7. ଇଶ୍ରାୟେଲର ଲୋକମାନେ ମଧ୍ଯ ୟର୍ଦ୍ଦନର ପଶ୍ଚିମ ପାଶର୍‌ବସ୍ଥ ଦେଶର ରାଜାମାନଙ୍କୁ ପରାସ୍ତ କରିଥିଲେ। ଯିହାଶୂେୟ ଏହି ଆକ୍ରମଣର ନତେୃତ୍ବ ନଇେଥିଲେ। ଯିହାଶୂେୟ ସହେି ଦେଶଗୁଡିକୁ ବାରଟି ପରିବାରବର୍ଗ ମଧିଅରେ ବାଣ୍ଟି ଦଇେଥିଲେ। ସେ ଦେଶଗକ୍ସ୍ଟଡିକ ସଦାପ୍ରଭୁ ଦବୋପାଇଁ ପ୍ରତିଜ୍ଞା କରିଥିଲେ। ସହେି ଲୋବାନନ୍ର ବାଲ୍ଗାଦ୍ଠାରକ୍ସ୍ଟ ସଯେୀରର ହାଲକ ପର୍ୟ୍ଯନ୍ତ ଉପତ୍ୟକାଗକ୍ସ୍ଟଡିକ ଥିଲା।

8. ପର୍ବତମଯ ଦେଶ, ତଳଭୂମି, ୟର୍ଦ୍ଦନର ଉପତ୍ୟକା, ପୂର୍ବର ପର୍ବତଗକ୍ସ୍ଟଡିକ, ନଗଭେ ଓ ମରକ୍ସ୍ଟଭୂମି ହୀତ୍ତୀଯ ଇ ମାରେୀଯ, କିଣାନୀଯ, ପରିଷୀଯ, ଓ ହିଦ୍ଦୀଯମାନେ ସଠାେରେ ବାସ କଲେ। ସହେିସବୁ ରାଜାମାନଙ୍କର ତାଲିକା ନିମ୍ନ ରେ ଦିଆଗଲା:

9. ଯିରୀହାରେ ରାଜା 1

10. ୟିରକ୍ସ୍ଟଶାଲମର ରାଜା 1

11. ୟମୂର୍ତର ରାଜା 1

12. ଇଗ୍ଲୋନର ରାଜା 1

13. ଦବୀରର ରାଜା 1

14. ହର୍ମାର ରାଜା 1

15. ଲିବ୍ନାର ରାଜା 1

16. ମକ୍କଦରେ ରାଜା 1

17. ତପୂହର ରାଜା 1

18. ଅଫକରେ ରାଜା 1

19. ମାଦୋନର ରାଜା 1

20. ଶିମ୍ରୋଣ ମରୋଣର ରାଜା 1

21. ତାନକର ରାଜା 1

22. କଦେଶର ରାଜା 1

23. ଦୋର ଉପପର୍ବତସ୍ଥିତ ଦୋରର ରାଜା 1

24. ତିର୍ସାର ରାଜା 1

About ଯିହୋଶୂୟ Chapter 12

Read ଯିହୋଶୂୟ Chapter 12 online from the Holy Bible. This chapter is part of the Book of ଯିହୋଶୂୟ in the Old Testament. Continue reading with the chapter navigation above or explore the complete book.

Book Information

Book: ଯିହୋଶୂୟ
Chapter: 12
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଯିହୋଶୂୟ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଯିହୋଶୂୟ Chapter 12 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଯିହୋଶୂୟ Chapter 12?

ଯିହୋଶୂୟ Chapter 12 is part of the Book of ଯିହୋଶୂୟ in the Holy Bible.

Can I read this chapter online?

Yes. You can read the complete ଯିହୋଶୂୟ Chapter 12 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 1
  2. ଆଦି ପୁସ୍ତକ Chapter 2
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 12
  6. ଆଦି ପୁସ୍ତକ Chapter 11
  7. ଆଦି ପୁସ୍ତକ Chapter 3

Explore More from ଯିହୋଶୂୟ

  1. ଯିହୋଶୂୟ Chapter 6
  2. ଯିହୋଶୂୟ Chapter 22
  3. ଯିହୋଶୂୟ Chapter 7
  4. ଯିହୋଶୂୟ Chapter 18
  5. ଯିହୋଶୂୟ Chapter 19
  6. ଯିହୋଶୂୟ Chapter 10
  7. ଯିହୋଶୂୟ Chapter 21

Related Chapters & Readings

  1. ଯୋହନ Chapter 11
  2. ମାର୍କ Chapter 5
  3. ପ୍ରେରିତ Chapter 15
  4. ଦ୍ୱିତୀୟ ବିବରଣ Chapter 6
  5. ଗୀତସଂହିତା Chapter 98
  6. ଲୂକ Chapter 24
  7. ଦିତୀୟ ଶାମୁୟେଲ Chapter 10
Share Your Love

Leave a Reply

Your email address will not be published. Required fields are marked *