ଦିତୀୟ ଶାମୁୟେଲ Chapter 8

For English

Read ଦିତୀୟ ଶାମୁୟେଲ Chapter 8 Online

Read ଦିତୀୟ ଶାମୁୟେଲ Chapter 8 online from the Holy Bible. This chapter is part of the Book of ଦିତୀୟ ଶାମୁୟେଲ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଦିତୀୟ ଶାମୁୟେଲ and the Holy Bible online.

Choose a Chapter

ଦିତୀୟ ଶାମୁୟେଲ 8

ଅଧ୍ୟାୟ 8

1. ଏହାପରେ ଦାଉଦ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ ଓ ସମାନଙ୍କେଠାରକ୍ସ୍ଟ ତାଙ୍କ ରାଜଧାନୀର କତ୍ତର୍କ୍ସ୍ଟତ୍ବ ନେଲେ।

2. ଦାଉଦ ମଧ୍ଯ ମାୟୋବକକ୍ସ୍ଟ ପରାସ୍ତ କଲେ। ସେ ସମାନଙ୍କେୁ ଭୂମିରେ ପଡି ରହିବା ପାଇଁ ବାଧ୍ଯ କଲେ, ସେ ସମାନଙ୍କେୁ ଏକ ଦଉଡି ଦ୍ବାରା ଦକ୍ସ୍ଟଇ ଦଳ ରେ ବିଭକ୍ତ କଲେ। ଦକ୍ସ୍ଟଇ ଧାଡିରକ୍ସ୍ଟ ପୁରୁଷ ଲୋକମାନଙ୍କୁ ହତ୍ଯା କରାଗଲା, କିନ୍ତୁ ତୃତୀୟ ଧାଡିଟିକକ୍ସ୍ଟ ଜୀବନ୍ତ ଛାଡି ଦିଆଗଲା। ତା'ପରେ ମାୟୋବୀଯମାନେ ଦାଉଦଙ୍କର ସବେକ ହେଲ ଓ ତାକକ୍ସ୍ଟ କର ଦେଲେ।

3. ସୋବାରର ରାଜା ରହୋବର ପକ୍ସ୍ଟତ୍ର, ହଦଦଷେର ଫରାତ ନଦୀ ନିକଟରେ ନିଜର ରାଜ୍ଯ ପକ୍ସ୍ଟନର୍ବାର ହସ୍ତଗତ କରିବାକୁ ୟିବା ସମୟରେ ଦାଉଦ ତାହାଙ୍କକ୍ସ୍ଟ ପରାସ୍ତ କଲେ।

4. ଦାଉଦ ତାଠାରକ୍ସ୍ଟ 1 ,700 ଅଶ୍ବାରୋହୀ ଏବଂ 20 ,000 ପଦାତିକ ସୈନ୍ଯ ନେଲେ। ଦାଉଦ 100ଟି ଅଶ୍ବ ରଖିଲେ କିନ୍ତୁ ସେ ଅନ୍ୟ ଅଶ୍ବଗୁଡିକୁ ପଙ୍ଗକ୍ସ୍ଟ କରି ଦେଲେ।

5. ଦମ୍ମେଶକର ଅରାମୀଯମାନେ ସୋବାର ହଦଦଷେର ରାଜାଙ୍କକ୍ସ୍ଟ ସାହାୟ୍ଯ କରିବାକୁ ଆସିଲେ। କିନ୍ତୁ ଦାଉଦ ସହେି 22,000 ଅରାମୀଯମାନଙ୍କୁ ପରାସ୍ତ କଲେ।

6. ତା'ପରେ ଦାଉଦ ଦମ୍ମେଶକର ଅରାମ ସୀମା ରେ ସୈନ୍ଯଦଳମାନଙ୍କୁ ମୃତଯନ କଲେ। ଏବଂ ଅରାମୀଯମାନେ ଦାଉଦଙ୍କର ସବେକ ହାଇଗେଲେ। ସମାନେେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ। ଏହିଭଳି ଭାବରେ ଦାଉଦ ଯେଉଁ ଆଡକକ୍ସ୍ଟ ଗଲେ ସଦାପ୍ରଭୁ ତାଙ୍କୁ ବିଜଯୀ କଲେ।

7. ଦାଉଦ ହଦଦଷେର ଅଧିକାରୀମାନଙ୍କ ପାଖ ରେ ଥିବା ସକ୍ସ୍ଟବର୍ଣ୍ଣ ଢାଲଗକ୍ସ୍ଟଡିକ ଛଡାଇ ଆଣିଲେ। ଦାଉଦ ସହେି ସକ୍ସ୍ଟବର୍ଣ୍ଣ ଢାଲଗକ୍ସ୍ଟଡିକ ଯିରୁଶାଲମକୁ ନଇେ ଆସିଲେ।

8. ଦାଉଦ ମଧ୍ଯ ହଦଦଷେର ସହର ବଟହେ ଓ ବରେୋଥାରକ୍ସ୍ଟ ବହକ୍ସ୍ଟତ ଦ୍ରବ୍ଯ ଓ ଅପାର ପିତ୍ତଳ ନଇେ ଆସିଲେ।

9. ହମାତର ରାଜା ତୋହି ଶୁଣିବାକୁ ପାଇଲେ ଯେ ଦାଉଦ ହଦଦଷେର ସମସ୍ତ ୈସନ୍ଯମାନଙ୍କୁ ପରାସ୍ତ କରିଛନ୍ତି।

10. ତେଣୁ ତୋହି ତାଙ୍କର ପକ୍ସ୍ଟତ୍ର ଯୋରାମକକ୍ସ୍ଟ ରାଜା ଦାଉଦଙ୍କକ୍ସ୍ଟ ଅଭ୍ଯର୍ଥନା କରିବା ପାଇଁ ଓ ୟକ୍ସ୍ଟଦ୍ଧ ରେ ହଦଦଷେର ବିରକ୍ସ୍ଟଦ୍ଧ ରେ ଜଯଲାଭ କରିଥିବାରକ୍ସ୍ଟ ଶକ୍ସ୍ଟଭେଚ୍ଛା ଜଣାଇବା ପାଇଁ ପଠାଇଲେ। ପୂର୍ବରକ୍ସ୍ଟ ହଦଦଷେର ତୋହି ସହିତ ୟକ୍ସ୍ଟଦ୍ଧ ରେ ରତ ଥିଲେ। ଯୋରାମ ନିଜ ସଙ୍ଗ ରେ ସକ୍ସ୍ଟନା, ରୂପା ଓ ପିତ୍ତଳ ଉପହାରମାନ ମଧ୍ଯ ଆଣିଥିଲେ।

11. ଦାଉଦ ସେସବୁ ଦ୍ରବ୍ଯକକ୍ସ୍ଟ ଗ୍ରହଣ କଲେ ଓ ସଦାପ୍ରଭୁଙ୍କୁ ସଗେୁଡିକୁ ଅର୍ପଣ କଲେ। ସେ ସଗେୁଡିକୁ ଅନ୍ୟ ସକ୍ସ୍ଟନା ରୂପାର ଦ୍ରବ୍ଯ ପାଖ ରେ ରହିଲେ, ଯାହା ସେ ସଦାପ୍ରଭୁଙ୍କୁ ଅର୍ପଣ କଲେ। ଦାଉଦ ସଗେୁଡିକୁ ଯେଉଁ ଦେଶକକ୍ସ୍ଟ ପରାସ୍ତ କରୁଥିଲେ, ସହେି ଦେଶରକ୍ସ୍ଟ ଦ୍ରବ୍ଯମାନ ଆଣକ୍ସ୍ଟଥିଲେ।

12. ଦାଉଦ ଅରାମ, ମାଯାେବ, ଅମ୍ମାନେ, ପଲେଷ୍ଟୀୟ, ଅମାଲକେୀଯ ଏବଂ ସେ ମଧ୍ଯ ସୋବାର ରାଜା ରହବରେ ପକ୍ସ୍ଟତ୍ର ହଦଦଷେରକକ୍ସ୍ଟ ପରାସ୍ତ କରିଥିଲେ।

13. ଦାଉଦ ଲବଣ ନାମକ ଉପତ୍ୟକା ରେ ଅରାମୀଯମାନଙ୍କର 18,000 ସୈନ୍ଯଙ୍କକ୍ସ୍ଟ ବଧ କରିଥିଲେ ଓ ସେ ଯେତବେେଳେ ଘରକକ୍ସ୍ଟ ଫରେିଲେ ସେତବେେଳେ ବହକ୍ସ୍ଟତ ଖ୍ଯାତି ଅର୍ଜନ କରିଥିଲେ।

14. ଦାଉଦ ଦକ୍ସ୍ଟର୍ଗ ରକ୍ଷକ ସନୋଙ୍କକ୍ସ୍ଟ ଇଦୋମ ରେ ମୃତଯନ କଲେ। ସେ ଇଦୋମ ସାରା ବହକ୍ସ୍ଟତ ଦକ୍ସ୍ଟର୍ଗ ରକ୍ଷକ ସନୋଙ୍କକ୍ସ୍ଟ ମୃତଯନ କଲେ। ସମସ୍ତ ଇଦୋମୀଯଗଣ ଦାଉଦଙ୍କର ଦାସ ହେଲ। ଦାଉଦ ଯେଉଁଠିକି ଗଲେ ସଦାପ୍ରଭୁ ତାଙ୍କୁ ବିଜଯୀ କଲେ।

15. ଦାଉଦ ସମଗ୍ର ଇଶ୍ରାୟେଲ ଉପରେ ରାଜତ୍ବ କଲେ। ଦାଉଦ ମଧ୍ଯ ନିଜର ସମସ୍ତ ଲୋକମାନଙ୍କ ପ୍ରତି ସକ୍ସ୍ଟବିଗ୍ଭର କଲେ।

16. ସରକ୍ସ୍ଟଯାର ପକ୍ସ୍ଟତ୍ର ଯୋୟାବ ସୈନ୍ଯମାନଙ୍କ ଉପରେ ପ୍ରାଧାନ୍ଯ ଥିଲା, ଅହୀଟକ୍ସ୍ଟବର ପକ୍ସ୍ଟତ୍ର ଯିହାଶାଫେଟ୍ ମଧ୍ଯ ଇତିହାସ ଲେଖକ ଥିଲେ।

17. ଅହୀଟକ୍ସ୍ଟବର ପକ୍ସ୍ଟତ୍ର ସାଦୋକ୍ ଓ ଅବିଯାଥରର ପକ୍ସ୍ଟତ୍ର ଅହୀମଲକେ ଯାଜକ ଥିଲେ। ସରାଯ ଲେଖକ ଥିଲେ।

18. ଯିହାୟୋଦାରଦାର ପକ୍ସ୍ଟତ୍ର ବନାଯ କରେଥୀଯ ଓ ପଲେଥୀଯମାନଙ୍କ ଦାଯିତ୍ବ ରେ ଥିଲେ। ଏବଂ ଦାଉଦଙ୍କର ପକ୍ସ୍ଟତ୍ରମାନେ ମହତ୍ବପୂର୍ଣ୍ଣ ନତେୃବର୍ଗ ଥିଲେ।

About ଦିତୀୟ ଶାମୁୟେଲ Chapter 8

Read ଦିତୀୟ ଶାମୁୟେଲ Chapter 8 online from the Holy Bible. This chapter is part of the Book of ଦିତୀୟ ଶାମୁୟେଲ in the Old Testament. Continue reading with the chapter navigation above or explore the complete book.

Book Information

Book: ଦିତୀୟ ଶାମୁୟେଲ
Chapter: 8
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଦିତୀୟ ଶାମୁୟେଲ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଦିତୀୟ ଶାମୁୟେଲ Chapter 8 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଦିତୀୟ ଶାମୁୟେଲ Chapter 8?

ଦିତୀୟ ଶାମୁୟେଲ Chapter 8 is part of the Book of ଦିତୀୟ ଶାମୁୟେଲ in the Holy Bible.

Can I read this chapter online?

Yes. You can read the complete ଦିତୀୟ ଶାମୁୟେଲ Chapter 8 online for free with easy chapter navigation.

More Chapters from ଦିତୀୟ ଶାମୁୟେଲ

  1. ଦିତୀୟ ଶାମୁୟେଲ Chapter 17
  2. ଦିତୀୟ ଶାମୁୟେଲ Chapter 9
  3. ଦିତୀୟ ଶାମୁୟେଲ Chapter 24
  4. ଦିତୀୟ ଶାମୁୟେଲ Chapter 22
  5. ଦିତୀୟ ଶାମୁୟେଲ Chapter 21
  6. ଦିତୀୟ ଶାମୁୟେଲ Chapter 19
  7. ଦିତୀୟ ଶାମୁୟେଲ Chapter 18

Explore More from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 49
  2. ଗଣନା ପୁସ୍ତକ Chapter 33
  3. ପ୍ରଥମ ଶାମୁୟେଲ Chapter 31
  4. ଯିରିମିୟ Chapter 10
  5. ପ୍ରଥମ ବଂଶାବଳୀ Chapter 2
  6. ଆମୋଷ Chapter 4
  7. ଆୟୁବ Chapter 8

Related Chapters & Readings

  1. ପ୍ରଥମ ଶାମୁୟେଲ Chapter 15
  2. ପ୍ରଥମ ବଂଶାବଳୀ Chapter 29
  3. ଯିରିମିୟ Chapter 23
  4. 2 କରିନ୍ଥୀୟ Chapter 12
  5. ଆୟୁବ Chapter 19
  6. ରୋମୀୟ Chapter 1
  7. ଗୀତସଂହିତା Chapter 65
Share Your Love

Leave a Reply

Your email address will not be published. Required fields are marked *