ଯିହୋଶୂୟ Chapter 8

For English

Read ଯିହୋଶୂୟ Chapter 8 Online

Read ଯିହୋଶୂୟ Chapter 8 online from the Holy Bible. This chapter is part of the Book of ଯିହୋଶୂୟ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିହୋଶୂୟ and the Holy Bible online.

Choose a Chapter

ଯିହୋଶୂୟ 8

ଅଧ୍ୟାୟ 8

1. ଏହାପରେ ସଦାପ୍ରଭୁ ଯିହାଶୂେୟକକ୍ସ୍ଟ କହିଲେ, "ଭୟ କର ନାହିଁ। ନିରାଶ ହକ୍ସ୍ଟଅ ନାହିଁ। ତୁମ୍ଭର ସମସ୍ତ ସୈନ୍ଯଙ୍କ ସହିତ ଅଯକକ୍ସ୍ଟ ୟାତ୍ରା କର। ମୁ ତୁମ୍ଭକୁ ସହାୟ ହବେି, ଅଯର ରାଜାଙ୍କକ୍ସ୍ଟ ପରାସ୍ତ କରିବା ପାଇଁ। ମୁ ତୁମ୍ଭକୁ ସହେି ନଗର, ଏହାର ରାଜା ଓ ଏହାର ଲୋକମାନଙ୍କୁ ତୁମ୍ଭକୁ ହସ୍ତାନ୍ତର କରିବି।

2. ତୁମ୍ଭେ ଅଯପ୍ରତି ସହେିପରି କର ଯେପରି ତୁମ୍ଭେ ଯିରୀହାେ ଓ ତା'ର ରାଜା ପ୍ରତି କରିଥିଲ। ମାତ୍ର ଏଥର ତୁମ୍ଭେ ଆପଣା ପାଇଁ ସମାନଙ୍କେର ଧନ, ଦୌଲତ୍ ଓ ପଶକ୍ସ୍ଟମାନଙ୍କୁ, ତୁମ୍ଭମାନଙ୍କ ଭିତ ରେ ବାଣ୍ଟି ନବେ। ବର୍ତ୍ତମାନ କିଛି ସୈନ୍ଯଗଣଙ୍କକ୍ସ୍ଟ ନଗର ପଛପଟେ ଲକ୍ସ୍ଟଗ୍ଭଇ ରଖ।"

3. ତେଣୁ ଯିହାଶୂେୟ ତାଙ୍କର ସମସ୍ତ ସୈନ୍ଯ ଦଳ ଅଯକକ୍ସ୍ଟ ଆକ୍ରମଣ କରିବାକୁ ଆଗଇେ ନେଲେ। ଏହାପରେ ଯିହାଶୂେୟ ତାଙ୍କର 30,000 ନିପୂଣ ୈସନ୍ଯମାନଙ୍କୁ ବିଛିଲେ। ସମାନଙ୍କେୁ ସହେି ରାତ୍ରି ରେ ପଠାଇ ଦେଲେ।

4. ଯିହାଶୂେୟ ସମାନଙ୍କେୁ ନିର୍ଦ୍ଦେଶ ଦଇେ କହିଲେ, "ତୁମ୍ଭମାନେେ ମାରେ କଥାକକ୍ସ୍ଟ ଭଲ ଭାବରେ ଶକ୍ସ୍ଟଣ। ତୁମ୍ଭମାନେେ ନଗର ବାହା ରେ ଲକ୍ସ୍ଟଚି ରହିବ। ଆକ୍ରମଣ କରିବା ସମୟ ପର୍ୟ୍ଯନ୍ତ ଅପେକ୍ଷା କରିବ। ସହରଠାରକ୍ସ୍ଟ ଦୂରକକ୍ସ୍ଟ ୟିବ ନାହିଁ। ସର୍ବଦା ପ୍ରସ୍ତକ୍ସ୍ଟତ ଥିବ ଏ ନଜର ରଖିଥିବ।

5. ମାେ ସହିତ ସମସ୍ତ ସୈନଯଗଣ ନଗର ନିକଟକକ୍ସ୍ଟ ୟିବକ୍ସ୍ଟ। ସମାନେେ ଯେ ତବେଳେ ଆମ୍ଭମାନଙ୍କୁ ଆକ୍ରମଣ କରିବାକୁ ଆସିବେ, ଆମ୍ଭମାନେେ ବକ୍ସ୍ଟଲିପଡିବକ୍ସ୍ଟ ଓ ସମାନଙ୍କେ ନିକଟରକ୍ସ୍ଟ ଦୌଡି ପଳାଇବକ୍ସ୍ଟ ଆମ୍ଭମାନେେ ପୂର୍ବରକ୍ସ୍ଟ ଯେପରି କରିଥିଲକ୍ସ୍ଟ।

6. ସମାନେେ ଆମ୍ଭ ପଛ ରେ ଗୋଡ଼ାଇବେ ନଗର ବାହାରକକ୍ସ୍ଟ। ସମାନେେ ଭାବିବେ ଆମ୍ଭେ ସମାନଙ୍କେୁ ଭୟ ରେ ପୂର୍ବଥର ପରି ଡରି ପଳାଇ ଯାଉଛକ୍ସ୍ଟ। ତେଣୁ ଆମ୍ଭମାନେେ ଦୌଡି ପଳାଇବକ୍ସ୍ଟ।

7. ତୁମ୍ଭମାନେେ ତୁମ୍ଭମାନଙ୍କର ଲକ୍ସ୍ଟଚି ରହିଥିବା ସ୍ଥାନରକ୍ସ୍ଟ ବାହାରି ନଗରକକ୍ସ୍ଟ ନିଜ ନିଯନ୍ତ୍ରଣ ମଧ୍ଯକକ୍ସ୍ଟ ନବେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ନଗରକକ୍ସ୍ଟ ତୁମ୍ଭମାନଙ୍କୁ ଅକ୍ତିଆର କରିବାକୁ ଦବେେ।

8. "ତୁମ୍ଭମାନେେ ନିଶ୍ଚିତ କରିବ ଯାହା ସଦାପ୍ରଭୁ ଆଦେଶ କରନ୍ତି। ମୁ ନଗରକକ୍ସ୍ଟ ଆକ୍ରମଣ କରିବା ପାଇଁ ତୁମ୍ଭମାନଙ୍କୁ ଆଜ୍ଞା କରିବି। ତକ୍ସ୍ଟମ୍ଭ ନିଯନ୍ତ୍ରଣକକ୍ସ୍ଟ ଆଣିବା ପରେ ସହେି ନଗର ରେ ଅଗ୍ନି ସଂୟୋଗ କର।"

9. ଏହାପରେ ୟିହୋଶୂଯ ୈସନ୍ଯମାନଙ୍କୁ ସମାନଙ୍କେର ଲକ୍ସ୍ଟଚି ରହିବା ସ୍ଥାନକକ୍ସ୍ଟ ପଠାଇ ଦେଲେ। ସମାନେେ ବୈଥଲେ ଏବଂ ଅଯର ମଧ୍ଯ ସ୍ଥାନ ରେ ଲକ୍ସ୍ଟଚି ରହିଲେ। ଏହି ସ୍ଥାନଟି ଥିଲା ଅଯର ପଶ୍ଚିମ ପଟ ରେ। ଏବଂ ୟିହୋଶୂଯମାନଙ୍କ ସୈନ୍ଯମାନଙ୍କ ସହିତ ସଠାେରେ ରାତ୍ରୟାପନ କଲେ।

10. ତା'ପରଦିନ ପତକ୍ସ୍ଟ୍ଯଷରକ୍ସ୍ଟ ଯିହାଶୂେୟ ୈସନ୍ଯମାନଙ୍କୁ ଏକତ୍ରିତ କଲେ। ଏହାପରେ ଯିହାଶୂେୟ ଏବଂ ଇଶ୍ରାୟେଲର ନେତାଗଣ ୈସନ୍ଯମାନଙ୍କୁ ଅଯ ଆଡକକ୍ସ୍ଟ ଆଗଇେ ନେଲେ।

11. ସମସ୍ତ ସୈନ୍ଯ ଯେଉଁମାନେ କି ଯିହାଶୂେୟଙ୍କ ସହିତ ଥିଲେ, ସମାନେେ ଅଯ ଆଡକକ୍ସ୍ଟ ଅଗ୍ରସର ହେଲେ। ସମାନେେ ନଗରର ସମ୍ମକ୍ସ୍ଟଖ ରେ ରହିଲେ। ସୈନ୍ଯମାନେ ସମାନଙ୍କେର ଛାଉଣୀ ଉତ୍ତର ପଟେ ପ୍ରସ୍ତକ୍ସ୍ଟତ କଲେ। ସୈନ୍ଯ ଛାଉଣୀ ଓ ଅଯର ମଧିଅରେ ଏକ ଉପତ୍ୟକା ମଧ୍ଯ ଥିଲା।

12. ଏହାପରେ ଯିହାଶୂେୟ 5,000 ୈସନ୍ଯମାନଙ୍କୁ ବାଛିଲେ ଏବଂ ସମାନଙ୍କେୁ ନଗରର ପଶ୍ଚିମ ପଟେ ଲକ୍ସ୍ଟଚି ରହିବାକକ୍ସ୍ଟ ପଠାଇ ଦେଲେ। ସହେି ସ୍ଥାନଟି ବୈଥେଲ୍ ଓ ଅଯର ମଝି ରେ ଥିଲା।

13. ଏହିପରି ଭାବରେ ଯିହାଶୂେୟ ୟକ୍ସ୍ଟଦ୍ଧ ପାଇଁ ପ୍ରସ୍ତକ୍ସ୍ଟତ ହେଲେ। ସମାନଙ୍କେର ମୂଖ୍ଯ ଛାଉଣୀ ନଗରର ଉତ୍ତର ପଟେ ରହିଲା। ଅନ୍ୟ ଦଳଟି ନଗରର ପଶ୍ଚିମ ପଟେ ରହିଲେ। ସହେି ରାତ୍ରି ରେ ଯିହାଶୂେୟ ଉପତ୍ୟକା ମଧ୍ଯକକ୍ସ୍ଟ ଗଲେ।

14. ଯେତବେେଳେ ଅଯର ରାଜା ଇଶ୍ରାୟେଲର ୈସନ୍ଯମାନଙ୍କୁ ଦେଖିଲେ, ଅଯର ରାଜା ଏବଂ ତାଙ୍କର ସୈନ୍ଯମାନେ ଇଶ୍ରାୟେଲର ସୈନ୍ଯମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବାକୁ ତରବର ହାଇେ ବାହାରି ଆସିଲେ। ଅଯର ରାଜା ପୂର୍ବ ପଟ ରେ ଥିବା ୟର୍ଦ୍ଦନ ଉପତ୍ୟକା ଆଡକକ୍ସ୍ଟ ଅଗ୍ରସର ହେଲେ। ସେ ଲକ୍ଷ୍ଯ କରି ନଥିଲେ ଯେ ସୈନ୍ଯମାନେ ନଗରର ପଛ ପଟେ ଲକ୍ସ୍ଟଚି ଅଛନ୍ତି ବୋଲି।

15. ଯିହାଶୂେୟ ଓ ତାଙ୍କ ସହିତ ଥିବା ସମସ୍ତ ସୈନିକ ସମାନଙ୍କେଠାରକ୍ସ୍ଟ ପରାସ୍ତ ହେଲାପରି ସମାନଙ୍କେ ଆଗ ରେ ମରକ୍ସ୍ଟଭୂମି ଆଡକକ୍ସ୍ଟ ଦୌଡିଲେ।

16. ତେଣୁ ନଗରର ସମସ୍ତ ସୈନ୍ଯ ସମାନଙ୍କେ ପଛ ରେ ପାଟିକରି ସମାନଙ୍କେୁ ଗୋଡ଼ାଇ ଗୋଡ଼ାଇ ତାଙ୍କ ପଛ ରେ ଦୌଡିଲେ। ଏହିପରି ଭାବରେ ସମସ୍ତ ଲୋକ ନଗର ପରିତ୍ଯାଗ କରିଥିଲେ।

17. ଅଯର ସମସ୍ତ ଲୋକ ଓ ବୈଥଲରେ ସମସ୍ତ ଲୋକ ଇଶ୍ରାୟେଲୀୟ ସୈନ୍ଯମାନଙ୍କ ପଛ ରେ ଗୋଡଇ ଥିଲେ। ନଗର ରେ କୌଣସି ଲୋକ ନଥିଲେ ଯକେି ନଗରକକ୍ସ୍ଟ ରକ୍ଷା କରି ପାରିବେ।

18. ଏହାପରେ ସଦାପ୍ରଭୁ ୟିହୋଶୂଯଙ୍କକ୍ସ୍ଟ କହିଲେ, "ତୁମ୍ଭେ ନିଜର ବର୍ଚ୍ଛା ଅଯ ନଗର ଆଡକକ୍ସ୍ଟ ନିକ୍ଷପେ କର।" ଯେ ହତେକ୍ସ୍ଟ ମୁ ତୁମ୍ଭକୁ ସହେି ନଗର ହସ୍ତାନ୍ତର କରିବି। ତେଣୁ ଯିହାଶୂେୟ ନିଜର ବର୍ଚ୍ଛା ନଗର ଆଡକକ୍ସ୍ଟ ନିକ୍ଷପେ କଲେ।

19. ଇଶ୍ରାୟେଲର ସୈନ୍ଯମାନେ ସମାନଙ୍କେର ଲକ୍ସ୍ଟଚିବା ସ୍ଥାନରକ୍ସ୍ଟ ସେ ବର୍ଚ୍ଛା ନିକ୍ଷପେ କରୁଥିବାର ଦେଖିଲେ। ସମାନେେ ନଗର ଆଡକକ୍ସ୍ଟ ତରବର ହାଇେ ଦୌଡିଲେ। ସମାନେେ ଏହିପରି ନଗର ମଧ୍ଯକକ୍ସ୍ଟ ପ୍ରବେଶ କଲେ ଓ ନଗରକକ୍ସ୍ଟ ନିଜର ଆଯତାଧିନ କଲେ। ଏହାପରେ ସୈନ୍ଯମାନେ ଗ୍ଭରିଆଡେ ଅଗ୍ନି ସଂୟୋଗ କଲେ।

20. ଅଯର ଲୋକମାନେ ପଛକକ୍ସ୍ଟ ବକ୍ସ୍ଟଲି ଦେଖିଲେ ସମାନଙ୍କେର ନଗର ନିଆଁ ରେ ଜଳକ୍ସ୍ଟଅଛି। ସମାନେେ ଦେଖିଲେ ଧୂଁଆ ଧାର ଆକାଶକକ୍ସ୍ଟ ଛକ୍ସ୍ଟଉଁଛି, ତେଣୁ ସମାନେେ ସମାନଙ୍କେର ଶକ୍ତି ଓ ସାହସ ହରାଇଲେ। ସମାନେେ ଆଉ ଇଶ୍ରାୟେଲ ସୈନ୍ଯମାନଙ୍କ ପଛ ରେ ଗୋଡ଼ାଇଲେ ନାହିଁ। ମରକ୍ସ୍ଟଭୂମି ଆଡକକ୍ସ୍ଟ ଦୌଡ଼ନ୍ତିକ୍ସ୍ଟଥିବା ଇଶ୍ରାୟେଲର ସୈନ୍ଯମାନେ ମଧ୍ଯ ଆଉ ଆଗଇେଲେ ନାହିଁ। ସମାନେେ ବକ୍ସ୍ଟଲି ପଡିଲେ ଓ ଅଯର ୈସନ୍ଯମାନଙ୍କୁ ଗୋଡ଼ାଇଲେ। ଅଯର ସୈନ୍ଯମାନଙ୍କ ପାଇଁ ଦୌଡି ପଳାଇବାକକ୍ସ୍ଟ ଆଉ ନିରାପଦ ସ୍ଥାନ ନଥିଲା।

21. ଯିହାଶୂେୟ ଓ ଇଶ୍ରାୟେଲର ଲୋକମାନେ ଅନକ୍ସ୍ଟଭବ କଲେ ଯେ, ଲକ୍ସ୍ଟଚିଥିବା ସୈନ୍ଯମାନେ ନଗରଟିକକ୍ସ୍ଟ ସମାନଙ୍କେର ନିଯନ୍ତ୍ରଣ ମଧ୍ଯକକ୍ସ୍ଟ ନଇେ ଗଲଣେି। ସମାନେେ ଧୂଁଆର ସ୍ତମ୍ଭ ଆକାଶ ରେ ଦେଖିବାକକ୍ସ୍ଟ ପାଇଲେ। ଏଣୁ ସମାନେେ ଅଯର ସୈନ୍ଯ ଆଡକକ୍ସ୍ଟ ଦୌଡିଗଲେ ଓ ସମାନଙ୍କେ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ।

22. ଏହାପରେ ଯେଉଁ ଲୋକମାନେ ଲକ୍ସ୍ଟଚିଥିଲେ, ସମାନେେ ବାହାରି ଆସିଲେ ଏବଂ ୟକ୍ସ୍ଟଦ୍ଧ କଲେ। ଏହିପରି ଅଯର ଲୋକମାନଙ୍କର ଉଭୟ ପାଶର୍‌ବ ରେ ଇଶ୍ରାୟେଲର ସୈନ୍ଯମାନେ ଜଗି ଗଲେ ଓ ସମାନଙ୍କେୁ ପରାସ୍ତ କଲେ। ଇଶ୍ରାୟେଲର ସୈନ୍ଯମାନେ ଅଯର ଗୋଟିଏ ସୈନ୍ଯକକ୍ସ୍ଟ ମଧ୍ଯ ଛାଡିଲେ ନାହିଁ।

23. କିନ୍ତୁ ଅଯର ରାଜାଙ୍କକ୍ସ୍ଟ ଜୀବିତ ଅବସ୍ଥା ରେ ଯିହାଶୂେୟଙ୍କ ନିକଟକକ୍ସ୍ଟ ଆଣିଲେ।

24. ୟକ୍ସ୍ଟଦ୍ଧ ସମୟରେ ଇଶ୍ରାୟେଲର ସୈନିକମାନେ ଅଯ ସୈନ୍ଯମାନଙ୍କ ପଛ ରେ ଗୋଡ଼ାଇ କ୍ଷତେ ଓ ମରକ୍ସ୍ଟଭୂମି ଅଞ୍ଚଳକକ୍ସ୍ଟ ଆଣିଲେ। ସମାନେେ ସହେିଠା ରେ ସମାନଙ୍କେୁ ହତ୍ଯା କଲେ। ଏହାପରେ ଇଶ୍ରାୟେଲ ସୈନ୍ଯମାନେ ଅଯକକ୍ସ୍ଟ ଫରେି ଆସିଲେ ଏବଂ ଏଯ ସହର ରେ ଜୀବିତ ଲୋକମାନଙ୍କୁ ଓ ୈସନ୍ଯମାନଙ୍କୁ ହତ୍ଯା କଲେ।

25. ସହେିଦିନ ଅଯର ସମସ୍ତ ଲୋକମାନେ ମଲେ। ସମାନେେ ପ୍ରାଯ ସ୍ତ୍ରୀ ଓ ପୁରୁଷ ମିଶି 12,000 ଲୋକ ହବେେ।

26. ଅଯ ନିବାସୀ ସମସ୍ତଙ୍କକ୍ସ୍ଟ ବର୍ଜିତ ରୂପେ ବିନାଶ କରିବା ୟାଏ ଯିହାଶୂେୟ ନିଜ ହାତ ରେ ଧରିଥିବା ବର୍ଚ୍ଛାକକ୍ସ୍ଟ ବିସ୍ତାର କରିଥିଲେ। ଏହାକକ୍ସ୍ଟ ଯିହାଶୂେୟ ସଙ୍କକ୍ସ୍ଟଚିତ କଲେ ନାହିଁ।

27. ଇଶ୍ରାୟେଲର ଲୋକମାନେ ଅଯ ସହର ରେ ସମସ୍ତ ପଶକ୍ସ୍ଟ ଓ ଦ୍ରବ୍ଯଗକ୍ସ୍ଟଡିକ ନିଜ ନିଜ ପାଇଁ ନେଲେ। ସମାନେେ ଏପରି କଲେ, କାରଣ ସଦାପ୍ରଭୁ ଏପରି କରିବାକୁ ଯିହାଶୂେୟଙ୍କକ୍ସ୍ଟ ଆଜ୍ଞା କରିଥିଲେ।

28. ଏହାପରେ ଯିହାଶୂେୟ ଅଯ ସହରକକ୍ସ୍ଟ ପୋଡି଼ ପାଉଁଶ କଲେ। ସେ ଏକ ଧ୍ବଂସ ସ୍ତକ୍ସ୍ଟପରେ ପରିଣତ କଲେ ଏବଂ ଏହା ଆଜିୟାଏଁ ଅନକ୍ସ୍ଟର୍ବର ସ୍ଥାନ ହାଇେ ରହିଛି।

29. ଯିହାଶୂେୟ ଅଯର ରାଜାଙ୍କକ୍ସ୍ଟ ସଂନ୍ଧ୍ଯା ପର୍ୟ୍ଯନ୍ତ ଗଛ ରେ ଝକ୍ସ୍ଟଲଇେ ରଖିଲେ। ସୂର୍ୟ୍ଯାସ୍ତ ପରେ ଯିହାଶୂେୟଙ୍କ ଆଜ୍ଞାନକ୍ସ୍ଟସା ରେ ଲୋକମାନେ ସେ ଶବକକ୍ସ୍ଟ ଗଛରକ୍ସ୍ଟ ଆଣିଲେ। ସମାନେେ ସହେି ଶବକକ୍ସ୍ଟ ନଗରର ପ୍ରବେଶ ଫାଟକ ସମ୍ମକ୍ସ୍ଟଖ ରେ ଫୋପାଡି ଦେଲେ ଏବଂ ତା' ଉପରେ ପଥର ଗଦା କଲେ। ତାହା ସଠାେରେ ଆଜି ପର୍ୟ୍ଯନ୍ତ ମଧ୍ଯ ଅଛି।

30. ଏହାପରେ ଯିହାଶୂେୟ ଏବଲ ପର୍ବତ ଉପରେ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଏକ ୟଜ୍ଞବଦେି ନିର୍ମାଣ କଲେ।

31. ସଦାପ୍ରଭୁଙ୍କ ସବେକ ମାଶାେ ଇଶ୍ରାୟେଲ ସନ୍ତାନଗଣକକ୍ସ୍ଟ ଯେ ରୂପେ ଆଜ୍ଞା ଦଇେଥିଲେ, ସହେିପରି ଭାବରେ ମାଶାଙ୍କେର ବ୍ଯବସ୍ଥା ଗ୍ରନ୍ଥର ଲଖାନେକ୍ସ୍ଟସା ରେ ୟହିଁ ଉପରେ କୌଣସି ମଣିଷ ଲକ୍ସ୍ଟହା ଉଞ୍ଚାଇ ନାହିଁ। ଏପରି ଅଚଞ୍ଛା ପଥର ରେ ୟଜ୍ଞବଦେୀ ସେ ନିର୍ମାଣ କଲେ। ତହିଁ ଉପରେ ସମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମେ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।

32. ସହେି ସ୍ଥାନ ରେ ଯିହାଶୂେୟ ପ୍ରସ୍ତର ଫଳକ ଉପରେ ମାଶାଙ୍କେ ବ୍ଯବସ୍ଥା ପୁସ୍ତକ ଲେଖିଲେ। ଇଶ୍ରାୟେଲ ଲୋକମାନଙ୍କୁ ଦଖାଇବୋକକ୍ସ୍ଟ ଯିହାଶୂେୟ ଏହା କଲେ, କାରଣ ତାହା

33. ଇଶ୍ରାୟେଲର ସମସ୍ତ ଲୋକମାନେ, ସମାନଙ୍କେ ପ୍ରାଚୀନବର୍ଗ, ନତେୃବର୍ଗ, ସମାନଙ୍କେର ବିଗ୍ଭରକର୍ତ୍ତାଗଣ, ବିଦେଶୀଗଣ ଓ ଦେଶବାସୀ ପବିତ୍ର ସିନ୍ଦକ୍ସ୍ଟକ ସମ୍ମକ୍ସ୍ଟଖ ରେ ଛିଡା ହେଲ। ସମାନଙ୍କେ ମଧ୍ଯରକ୍ସ୍ଟ ଅର୍ଦ୍ଧକେ ଏବଲ ପର୍ବତ ଆଗ ରେ ଓ ଅର୍ଦ୍ଧକେ ଗରିଷମ ପର୍ବତ ଆଗ ରେ ଛିଡା ହେଲ। ସଦାପ୍ରଭୁଙ୍କ ପବିତ୍ର ନିଯମ ସିନ୍ଦକ୍ସ୍ଟକବାହୀ ଲବେୀୟ ଯାଜକମାନଙ୍କ ସମ୍ମକ୍ସ୍ଟଖ ରେ ସମାନେେ ଠିଆ ହେଲେ। ସମାନେେ ଏପରି କଲେ କାରଣ ସଦାପ୍ରଭୁଙ୍କର ସବେକ ମାଶାେ ଇଶ୍ରାୟେଲୀୟମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ଏପରି କରିବାକୁ ଆଜ୍ଞା ଦଇେଥିଲେ।

34. ଏହାପରେ ବ୍ଯବସ୍ଥା ପୁସ୍ତକକରେ ଲଖାୟୋଇଥିବା ଉଭୟ ଆଶିର୍ବାଦ ଓ ଅଭିଶାପ ବିଷଯକ ବ୍ଯବସ୍ଥାର ସମସ୍ତ ଶଦ୍ଦ ସେ ପାଠକଲେ।

35. ଇଶ୍ରାୟେଲର ସମସ୍ତ ଲୋକମାନେ ସଠାେରେ ଉପସ୍ଥିତ ଥିଲେ। ସଠାେରେ ମଧ୍ଯ ସମସ୍ତ ସ୍ତ୍ରୀ ଲୋକ, ପୁରୁଷ ଲୋକ, ପିଲାମାନେ, ଏବଂ ବିଦେଶୀମାନେ ସଠାେରେ ଉପସ୍ଥିତ ଥିଲେ। ବିଦେଶୀମାନେ ଇଶ୍ରାୟେଲଗଣଙ୍କ ସହିତ ବାସ କରୁଥିଲେ। ଏବଂ ସଠାେରେ ଯିହାଶୂେୟ ସମସ୍ତ ନିଯମ ପାଠ କରିଥିଲେ, ଯାହାକି ମାଶାଙ୍କେ ଦ୍ବାରା ସ୍ଥାପିତ ହାଇେଥିଲା।

About ଯିହୋଶୂୟ Chapter 8

Read ଯିହୋଶୂୟ Chapter 8 online from the Holy Bible. This chapter is part of the Book of ଯିହୋଶୂୟ in the Old Testament. Continue reading with the chapter navigation above or explore the complete book.

Book Information

Book: ଯିହୋଶୂୟ
Chapter: 8
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଯିହୋଶୂୟ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଯିହୋଶୂୟ Chapter 8 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଯିହୋଶୂୟ Chapter 8?

ଯିହୋଶୂୟ Chapter 8 is part of the Book of ଯିହୋଶୂୟ in the Holy Bible.

Can I read this chapter online?

Yes. You can read the complete ଯିହୋଶୂୟ Chapter 8 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 1
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 21
  6. ଆଦି ପୁସ୍ତକ Chapter 12
  7. ଆଦି ପୁସ୍ତକ Chapter 11

Explore More from ଯିହୋଶୂୟ

  1. ଯିହୋଶୂୟ Chapter 7
  2. ଯିହୋଶୂୟ Chapter 20
  3. ଯିହୋଶୂୟ Chapter 18
  4. ଯିହୋଶୂୟ Chapter 14
  5. ଯିହୋଶୂୟ Chapter 21
  6. ଯିହୋଶୂୟ Chapter 12
  7. ଯିହୋଶୂୟ Chapter 11

Related Chapters & Readings

  1. ହୋଶେୟ Chapter 10
  2. ଦିତୀୟ ବଂଶାବଳୀ Chapter 32
  3. ଯାତ୍ରା ପୁସ୍ତକ Chapter 18
  4. ଯାକୁବ Chapter 4
  5. ଗଣନା ପୁସ୍ତକ Chapter 22
  6. ଗୀତସଂହିତା Chapter 27
  7. ଗୀତସଂହିତା Chapter 75
Share Your Love

Leave a Reply

Your email address will not be published. Required fields are marked *