ଯିହୋଶୂୟ Chapter 3

For English

Read ଯିହୋଶୂୟ Chapter 3 Online

Read ଯିହୋଶୂୟ Chapter 3 online from the Holy Bible. This chapter is part of the Book of ଯିହୋଶୂୟ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିହୋଶୂୟ and the Holy Bible online.

Choose a Chapter

ଯିହୋଶୂୟ 3

ଅଧ୍ୟାୟ 3

1. ପ୍ରତକ୍ସ୍ଟ୍ଯଷରକ୍ସ୍ଟ ଯିହାଶୂେୟ ଓ ଇଶ୍ରାୟେଲର ସମସ୍ତ ଲୋକମାନେ ଆକାସିଯା ସହର ପରିତ୍ଯାଗ କରି ୟର୍ଦ୍ଦନ ନଦୀ କୂଳକକ୍ସ୍ଟ ୟାତ୍ରା କଲେ। ସମାନେେ ନଦୀ ପାର ହାଇଯେିବା ପର୍ୟ୍ଯନ୍ତ ସହେି ନଦୀ କୂଳ ରେ ଛାଉଣୀ କଲେ।

2. ତିନିଦିନ ପରେ ଅଧ୍ଯକ୍ଷମାନେ ଛାଉଣୀ ମଧ୍ଯ ଦଇେ ଗଲେ।

3. ନତେୃବର୍ଗଗଣ ଲୋକମାନଙ୍କୁ ନିର୍ଦ୍ଦେଶ ଦେଲେ, "ଯେ ତବେଳେ ଲବେୀୟ ଯାଜକମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କର ନିଯମ ସିନ୍ଦକ୍ସ୍ଟକକକ୍ସ୍ଟ ନଇେ ଯିବେ, ତୁମ୍ଭମାନେେ ସମସ୍ତେ ସମାନଙ୍କେୁ ଅନକ୍ସ୍ଟସରଣ କରିବା ଉଚିତ୍।

4. କିନ୍ତୁ ତୁମ୍ଭମାନେେ ନିଶ୍ଚିତ ସମାନଙ୍କେର ଅଧିକ ନିକଟବର୍ତ୍ତୀ ହବେନାହିଁ। ତାଙ୍କ ପଛ ରେ 2,000 ହାତ ପର୍ୟ୍ଯନ୍ତ ତକ୍ସ୍ଟମ୍ଭ ଓ ନିଯମ ସିନ୍ଦକ୍ସ୍ଟକ ମଧିଅରେ ବ୍ଯବଧାନ ରେ ରହିବ। ତୁମ୍ଭେ ଏ ବାଟ ଦଇେ ଆଗରକ୍ସ୍ଟ ୟାଇନାହିଁ। କିନ୍ତୁ ଯଦି ତୁମ୍ଭେ ସମାନଙ୍କେୁ ଅନକ୍ସ୍ଟସରଣ କର, ତବେେ ତୁମ୍ଭମାନେେ ଜାଣିପାରିବ ଯେ, ତୁମ୍ଭମାନେେ କେଉଁ ରାସ୍ତା ରେ ୟିବା ଉଚିତ୍।"

5. ତା'ପରେ ୟିହୋଶୂଯ ତାଙ୍କର ଲୋକମାନଙ୍କୁ କହିଲେ, "ତୁମ୍ଭମାନେେ ନିଜକକ୍ସ୍ଟ ପବିତ୍ର କର। ଆସନ୍ତା କାଲି ସଦାପ୍ରଭୁ ତୁମ୍ଭମାନଙ୍କ ଆଗ ରେ ଆଶ୍ଚର୍ୟ୍ଯ କାର୍ୟ୍ଯ କରିବେ।"

6. ତା'ପରେ ୟିହୋଶୂଯ ଯାଜକମାନଙ୍କୁ କହିଲେ, "ନିଯମ ସିନ୍ଦକ୍ସ୍ଟକ ଉଠାଅ ଏବଂ ଲୋକମାନଙ୍କର ସମ୍ମକ୍ସ୍ଟଖ ରେ ନଦୀ ମଧିଅରେ ଏହା ବହି ନିଅ।" ତେଣୁ ଯାଜକମାନେ ନିଯମ ସିନ୍ଦକ୍ସ୍ଟକ ବହନ କରି ଲୋକମାନଙ୍କର ଆଗେ ଆଗେ ଚାଲିଲେ।

7. ତା'ପରେ ସଦାପ୍ରଭୁ ଯିହାଶୂେୟଙ୍କକ୍ସ୍ଟ କହିଲେ, "ଆଜି ମୁ ତୁମ୍ଭକୁ ସମକ୍ସ୍ଟଦାଯ ଇଶ୍ରାୟେଲ ସମ୍ମକ୍ସ୍ଟଖ ରେ ତୁମ୍ଭକୁ ସମ୍ଭ୍ରାନ୍ତ କରିବାକୁ ଆରମ୍ଭ କରିବି। ଏଥି ରେ ଲୋକମାନେ ଜାଣିବେ ଯେ ମୁ ଯେପରି ମାଶାଙ୍କେ ସହିତ ଥିଲି, ତକ୍ସ୍ଟମ୍ଭ ସହିତ ସହେିପରି ଅଛି।

8. ନିଯମ ସିନ୍ଦକ୍ସ୍ଟକ ବାହକ ଯାଜକମାନଙ୍କୁ କକ୍ସ୍ଟହ, 'ପାଣି ରେ ପଶିବା ପୂର୍ବରକ୍ସ୍ଟ ୟର୍ଦ୍ଦନ ନଦୀ କୂଳ ରେ ଠିଆ ହାଇେ ରକ୍ସ୍ଟହ।"'

9. ତା'ପରେ ୟିହୋଶୂଯ ଇଶ୍ରାୟେଲର ଲୋକମାନଙ୍କୁ କହିଲେ, "ଏହିଠାକକ୍ସ୍ଟ ଆସ ଓ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର କଥାମାନ ଶକ୍ସ୍ଟଣ।"

10. ଜୀବିତ ପରମେଶ୍ବର ଯେ ତୁମ୍ଭମାନଙ୍କ ସହିତ ଅଛନ୍ତି ଏହା ଦ୍ବାରା ତୁମ୍ଭମାନେେ ଜାଣି ପାରିବ। ସେ, କିଣାନୀଯ ହିତ୍ତୀଯ, ହିଦ୍ଦୀଯ ପରିସୀଯ, ଗିର୍ଗାଶୀଯ, ଇ ମାରେୀଯ ଓ ୟିବୂଷୀଯ ଲୋକମାନଙ୍କୁ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ସହେି ଭୂମିରକ୍ସ୍ଟ ନିଶ୍ଚିତ ତଡି ଦବେେ।

11. ଏହା ଏକ ପ୍ରମାଣ। ସମଗ୍ର ଜଗତର ସଦାପ୍ରଭୁଙ୍କ ନିଯମ ସିନ୍ଦକ୍ସ୍ଟକ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ ୟର୍ଦ୍ଦନକକ୍ସ୍ଟ ପାର ହାଇେ ତୁମ୍ଭମାନଙ୍କ ଆଗ ରେ ଯାଉଅଛି, ଯେ ହତେକ୍ସ୍ଟ ତୁମ୍ଭମାନେେ ୟର୍ଦ୍ଦନ ନଦୀ ପାର ହେଉଅଛ।

12. ବର୍ତ୍ତମାନ ତୁମ୍ଭେ ବାରଜଣ ଲୋକଙ୍କକ୍ସ୍ଟ ବାଛ। ତୁମ୍ଭମାନେେ ଇଶ୍ରାୟେଲର ବାରଜଣ ପରିବାରରକ୍ସ୍ଟ ଜଣ ଜଣ କରି ବାରଜଣଙ୍କକ୍ସ୍ଟ ବାଛ।

13. ଯେତବେେଳେ ଯାଜକଗଣ ସମଗ୍ର ଜଗତର ସଦାପ୍ରଭୁଙ୍କର ନିଯମ ସିନ୍ଦକ୍ସ୍ଟକ ବହନ କରି ୟର୍ଦ୍ଦନ ନଦୀ ରେ ପ୍ରବେଶ କରିବେ, ୟର୍ଦ୍ଦନର ପ୍ରବାହ ବନ୍ଦ ହାଇଯେିବ। ୟର୍ଦ୍ଦନର ପାଣିସବୁ ରୋକିବ ଓ ଗୋଟିଏ ରାଶି ହାଇେ ସ୍ଥଗିତ ରହିବ।"

14. ଯେତବେେଳେ ଲୋକମାନେ ଛାଉଣୀ ପକାଇଥିବା ସ୍ଥାନରକ୍ସ୍ଟ ୟର୍ଦ୍ଦନ ନଦୀ ପାର ହବୋପାଇଁ ୟାତ୍ରା ଆରମ୍ଭ କଲେ, ଯାଜକମାନେ ଲୋକମାନଙ୍କ ଆଗେ ଆଗେ ନିଯମ ସିନ୍ଦକ୍ସ୍ଟକ ବହି ନେଉଥିଲେ।

15. ଯଦିଓ ଶସ୍ଯ ଅମଳ ସମୟରେ ୟର୍ଦ୍ଦନ ନଦୀ ସର୍ବଦା କୂଳ ଲଙ୍ଘନ କରୁଥାଏ, ଯାଜକମାନେ ନଦୀ ଶର୍ୟ୍ଯା ରେ ପ୍ରବେଶ କଲା ମାତ୍ ରେ ହଠାତ୍ ତା'ର ପ୍ରବାହ ବନ୍ଦ ହାଇଗେଲା।

16. ତା'ପରେ ଉପରକ୍ସ୍ଟ ବହକ୍ସ୍ଟଥିବା ଜଳ ପ୍ରବାହ ହଠାତ୍ ସର୍ତ୍ତନ ସହର ନିକଟବର୍ତ୍ତୀ ଆଦମ ପର୍ୟ୍ଯନ୍ତ ବନ୍ଦ ହାଇଗେଲା ଓ ଗୋଟିଏ ରାଶି ରେ ପରିଣତ ହାଇେ ସ୍ଥଗିତ ହେଲା। ଏବଂ ମୃତ ସମକ୍ସ୍ଟଦ୍ରକକ୍ସ୍ଟ ଯାଉଥିବା ନିମ୍ନଗାମୀ ଜଳ ସୋର୍ତ ବନ୍ଦ ହାଇଗେଲା। ଇତ୍ଯବସ ରେ ଲୋକମାନେ ଯିରୀହାେ ନିକଟରେ ୟର୍ଦ୍ଦନ ନଦୀ ପାର ହେଲେ।

17. ପରମେଶ୍ବରଙ୍କ ନିଯମ ସିନ୍ଦକ୍ସ୍ଟକ ନଇେ ଯାଉଥିବା ଯାଜକଗଣ ଦୃଢ ଭାବରେ ୟର୍ଦ୍ଦନ ନଦୀର ମଝି ରେ ଅଟକି ଗଲେ, ଯେ ପର୍ୟ୍ଯନ୍ତ ଇଶ୍ରାୟେଲର ସମସ୍ତ ଲୋକ ଶକ୍ସ୍ଟଖିଲା ଭୂମିରେ ନଦୀ ପାର ହାଇେ ନାହାନ୍ତି।

About ଯିହୋଶୂୟ Chapter 3

Read ଯିହୋଶୂୟ Chapter 3 online from the Holy Bible. This chapter is part of the Book of ଯିହୋଶୂୟ in the Old Testament. Continue reading with the chapter navigation above or explore the complete book.

Book Information

Book: ଯିହୋଶୂୟ
Chapter: 3
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଯିହୋଶୂୟ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଯିହୋଶୂୟ Chapter 3 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଯିହୋଶୂୟ Chapter 3?

ଯିହୋଶୂୟ Chapter 3 is part of the Book of ଯିହୋଶୂୟ in the Holy Bible.

Can I read this chapter online?

Yes. You can read the complete ଯିହୋଶୂୟ Chapter 3 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 1
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 38
  6. ଆଦି ପୁସ୍ତକ Chapter 30
  7. ଆଦି ପୁସ୍ତକ Chapter 21

Explore More from ଯିହୋଶୂୟ

  1. ଯିହୋଶୂୟ Chapter 20
  2. ଯିହୋଶୂୟ Chapter 16
  3. ଯିହୋଶୂୟ Chapter 19
  4. ଯିହୋଶୂୟ Chapter 11
  5. ଯିହୋଶୂୟ Chapter 8
  6. ଯିହୋଶୂୟ Chapter 15
  7. ଯିହୋଶୂୟ Chapter 17

Related Chapters & Readings

  1. ପ୍ରଥମ ବଂଶାବଳୀ Chapter 12
  2. ଗୀତସଂହିତା Chapter 16
  3. ଲେବୀୟ ପୁସ୍ତକ Chapter 9
  4. ନିହିମିୟା Chapter 4
  5. ଗଣନା ପୁସ୍ତକ Chapter 26
  6. ଯିହିଜିକଲ Chapter 22
  7. ରୋମୀୟ Chapter 6
Share Your Love

Leave a Reply

Your email address will not be published. Required fields are marked *