ଯିହୋଶୂୟ Chapter 15

For English

Read ଯିହୋଶୂୟ Chapter 15 Online

Read ଯିହୋଶୂୟ Chapter 15 online from the Holy Bible. This chapter is part of the Book of ଯିହୋଶୂୟ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିହୋଶୂୟ and the Holy Bible online.

Choose a Chapter

ଯିହୋଶୂୟ 15

ଅଧ୍ୟାୟ 15

1. ୟିହକ୍ସ୍ଟଦା ସନ୍ତାନମାନଙ୍କ ବଂଶର ବାଣ୍ଟ ସମାନଙ୍କେ ପରିବାରବର୍ଗନକ୍ସ୍ଟସା ରେ ଇଦୋମ ସୀମା ପାଶର୍‌ବସ୍ଥ ସିନ୍ ମରକ୍ସ୍ଟଭୂମିର ଦକ୍ଷିଣ ଦିଗ ରେ ଦକ୍ଷିଣ ପ୍ରାନ୍ତ ଭାଗ ରେ ଥିଲା।

2. ସମାନଙ୍କେ ଦକ୍ଷିଣ ସୀମା ଲବଣ ସମକ୍ସ୍ଟଦ୍ରର ପ୍ରାନ୍ତ ଭାଗ ଅର୍ଥାତ୍ ଦକ୍ଷିଣ ଦିଗ ଅଭିମକ୍ସ୍ଟଖ ଆଖାତଠାରକ୍ସ୍ଟ ଥିଲା।

3. ଏହି ସୀମା ଦକ୍ଷିଣ ଦିଗର ଅନ୍ତ୍ରଦ୍ଦୀମ ଘାଟି ଦଇେ ସିନ୍ ପର୍ୟ୍ଯନ୍ତ ଗଲା। ପକ୍ସ୍ଟଣି ଦକ୍ଷିଣ ରେ କାଦେଶ ବର୍ଣ୍ଣଯେ ପର୍ୟ୍ଯନ୍ତ ଉପରକକ୍ସ୍ଟ ଉଠିଲା ତହିଁ ହିଷ୍ରୋଣ ଦଇେ ଅଦ୍ଦର ଉପରକକ୍ସ୍ଟ ଉଠି କର୍କ୍କା ପର୍ୟ୍ଯନ୍ତ ବକ୍ସ୍ଟଲିକରି ଗଲା।

4. ଏହି ସୀମା ଅସୋନରକ୍ସ୍ଟ ମିଶର ନଦୀ ପାଖେ ପାଖେ ବାହାରି ଗଲା। ଏବଂ ସହେି ସୀମାର ପ୍ରାନ୍ତଭାଗ ସମକ୍ସ୍ଟଦ୍ର ଥିଲା, ଯାହାକି ତୁମ୍ଭମାନଙ୍କର ଦକ୍ଷିଣ ଦିଗ।

5. ପୂର୍ବ ସୀମା ୟର୍ଦ୍ଦନର ପ୍ରାନ୍ତ ପର୍ୟ୍ଯନ୍ତ ଲବଣ ସମକ୍ସ୍ଟଦ୍ର ୟାଏ ଥିଲା। ଉତ୍ତର ସୀମା ୟର୍ଦ୍ଦନ ପ୍ରାନ୍ତର ରେ ସମକ୍ସ୍ଟଦ୍ରର ଅଖାତଠାରକ୍ସ୍ଟ ଥିଲା।

6. ଏହାପରେ ଉତ୍ତର ସୀମା ଓ ବୈଥଗ୍ଲା ପର୍ୟ୍ଯନ୍ତ ଉଠି ବୈଥ୍ ଅରାବାର ଉତ୍ତର ଦଇେ ଗଲା। ତହକ୍ସ୍ଟଁ ସେ ସୀମା ବୋହନର ପ୍ରସ୍ତର ପର୍ୟ୍ଯନ୍ତ ଗଲା। ବୋହନ ଥିଲେ ରୂବନ୍ରେ ପକ୍ସ୍ଟତ୍ର।

7. ଏହିପରି ଭାବରେ ସହେି ସୀମା ଆଖୋର ଉପତ୍ୟକାଠାରକ୍ସ୍ଟ ଦବୀର ଆଡକକ୍ସ୍ଟ ଗଲା। ଏହିପରି ନଦୀର ଦକ୍ଷିଣ ପାରିସ୍ଥ ଅଦକ୍ସ୍ଟମ୍ମୀମ୍ ଘାଟି ସମ୍ମକ୍ସ୍ଟଖସ୍ଥ ଗିଲ୍ଗଲ୍ ଆଡକକ୍ସ୍ଟ ୟାଇ ଉତ୍ତର ଦିଗକକ୍ସ୍ଟ ୟାଇଛି ଓ ଐନ୍ ଶମେଶ୍ ନାମକ ଜଳାଶଯ ଆଡକକ୍ସ୍ଟ ଚଳିଲା ଓ ତହିଁର ଶଷେଭାଗ ଐନ୍ ରୋଗଲେ ନିକଟରେ ଥିଲା।

8. ସହେି ସୀମା ହିନ୍ନୋମ ଉପତ୍ୟକା ଦଇେ ଉଠି ଦକ୍ଷିଣ ଦିଗ ରେ ୟିବୂଷ ନଗର ଆଡକକ୍ସ୍ଟ ଗଲା, ଏହାକକ୍ସ୍ଟ ୟିରକ୍ସ୍ଟଶାଲମ କହନ୍ତି। ଏହିପରି ସହେି ସୀମା ପଶ୍ଚିମ ରେ ହିନ୍ନୋମ ଉପତ୍ୟକା ପର୍ୟ୍ଯନ୍ତ ଗଲା। ଏହା ରଫାଯିମ ଉପତ୍ୟକାର ଉତ୍ତର ପ୍ରାନ୍ତସ୍ଥିତ ପର୍ୟ୍ଯନ୍ତ ଥିଲା।

9. ସହେି ସ୍ଥାନଠାରକ୍ସ୍ଟ ସୀମା ସହେି ପର୍ବତ ଶୃଙ୍ଗଠାରକ୍ସ୍ଟ ନଲ୍ଗୋହର ଜଳ ନିର୍ଝର ପର୍ୟ୍ଯନ୍ତ ଥିଲା ଓ ଇଫ୍ରୋଣ ପର୍ବତସ୍ଥ ନଗର ଆଡକକ୍ସ୍ଟ ଗଲା। ପକ୍ସ୍ଟଣି ସହେି ସୀମା କିରିଯାଥ-ୟିଯାରୀମ୍ ନାମ ରେ ପ୍ରସିଦ୍ଧ ବାଲା ପର୍ୟ୍ଯନ୍ତ ବିସ୍ତୃତ ହେଲା।

10. ଏହାପରେ ସହେି ସୀମା ବାଲାଠାରକ୍ସ୍ଟ ସଯେୀର ପର୍ବତ ପର୍ୟ୍ଯନ୍ତ ପଶ୍ଚିମ ଦିଗ ରେ ବକ୍ସ୍ଟଲିକରି ବସାଲୋନ୍ ନାମ ରେ ପ୍ରସିଦ୍ଧ ୟିଯାରୀମ୍ ପର୍ବତର ଉତ୍ତର ପାଶର୍‌ବସ୍ଥ ପର୍ୟ୍ଯନ୍ତ ଥିଲା। ତହକ୍ସ୍ଟଁ ସେ ବୈଥ୍ଶମେଶ ରେ ପଡି ତିମ୍ନା ପର୍ୟ୍ଯନ୍ତ ଥିଲା।

11. ଏହାପରେ ସେ ସୀମା ଇକ୍ରୋଣର ଉତ୍ତର ପାଶର୍‌ବ ପର୍ୟ୍ଯନ୍ତ ଗଲା। ସଠାେରକ୍ସ୍ଟ ସେ ଶକ୍କରେୋନ୍ ସୀମା ପର୍ୟ୍ଯନ୍ତ ବିସ୍ତୃତ ଥିଲାଓ ବାଲା ପର୍ବତ ରେ ପଡି ୟବନିଯଲେ ପର୍ୟ୍ଯନ୍ତ ଥିଲା। ସହେି ସୀମାର ପ୍ରାନ୍ତ ଭାଗ ସମକ୍ସ୍ଟଦ୍ର ଥିଲା।

12. ପଶ୍ଚିମ ସୀମା ସହା ସମକ୍ସ୍ଟଦ୍ର ଓ ତହିଁର ଅଞ୍ଚଳ ପର୍ୟ୍ଯନ୍ତ ଥିଲା। ନିଜ ନିଜ ବଂଶ ଅନକ୍ସ୍ଟସା ରେ ୟିହକ୍ସ୍ଟଦା ସନ୍ତାନଗଣର ଚତକ୍ସ୍ଟର୍ଦ୍ଦିଗସ୍ଥିତ ସୀମା ଏହିପରି ଥିଲା।

13. ସଦାପ୍ରଭୁ ୟିହୋଶୂଯଙ୍କକ୍ସ୍ଟ ନିର୍ଦ୍ଦେଶ ଦଇେଥିଲେ ୟିଫକ୍ସ୍ଟନ୍ନିର ପକ୍ସ୍ଟତ୍ର କାଲବକେକ୍ସ୍ଟ ୟିହକ୍ସ୍ଟଦାର କିଛି ଅଂଶ ଦବୋ ପାଇଁ, ପରମେଶ୍ବରଙ୍କ କଥା ଅନକ୍ସ୍ଟସା ରେ ଯିହାଶୂେୟ କାଲବକେକ୍ସ୍ଟ ଦେଶର କିଛି ଅଂଶ ଦେଲେ। ଯିହାଶୂେୟ ତାଙ୍କୁ କିରିଯଥ ଅର୍ବ ନଗର ଦେଲେ। ତାହା ହିଁ ହିବ୍ରୋଣ। ଅର୍ବ ଆନଙ୍କର ପିତା ଥିଲେ।

14. କାଲେବ୍ ସଠାେରକ୍ସ୍ଟ ଅନାକର ବଂଶ ଶେଶଯ ଓ ଅହୀମାନ୍ ଓ ତଲ୍ମଯ ନାମକ ଅନାକର ତିନି ପକ୍ସ୍ଟତ୍ରକକ୍ସ୍ଟ ତଡି ଦେଲେ।

15. ଏହାପରେ କାଲବେ ଦବୀର ନିବାସୀମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ। ପୂର୍ବକାଳ ରେ ସହେି କିରିଯଥ ସଫରେ ନାମ ରେ ବିଖ୍ଯାତ ଥିଲା।

16. କାଲେବ୍ କହିଲେ, "ମୁ କିରିଯଥ ସଫରେକକ୍ସ୍ଟ ଆକ୍ରମଣ କରିବାକୁ ଗ୍ଭ ହେଁ। ଯେଉଁ ଲୋକ ମାେ ସହିତ ସହୟୋଗ କରି କିରିଯଥ ସଫରେକକ୍ସ୍ଟ ପରାସ୍ତ କରିବା ରେ ସାହାୟ୍ଯ କରିବ ମୁ ମାରେ କନ୍ଯା ଅକଷାରକକ୍ସ୍ଟ ତାଙ୍କ ସହ ବିବାହ ଦବେି।"

17. କାଲେବ୍ ଭାଇ କନସର ପକ୍ସ୍ଟତ୍ର ଅନୀଯଲେ ସେ ସହରକକ୍ସ୍ଟ ପରାସ୍ତ କଲେ। ତେଣୁ କାଲେବ୍ ନିଜର କନ୍ଯା ଅକଷାରକକ୍ସ୍ଟ ଅତ୍ନୀଯଲେ ସହିତ ବିବାହ ଦେଲେ।

18. ଅକ୍ଷାର ଅନ୍ତୀଯଲେ ସହିତ ୟିବାକକ୍ସ୍ଟ ବାହାରନ୍ତେ, ଅକ୍ଷାର ଅତ୍ନିଯଲକେକ୍ସ୍ଟ କହିଲେ ତାଙ୍କ ବାପାଙ୍କକ୍ସ୍ଟ କିଛି ଭୂମି ମାଗିବା ପାଇଁ। ଅକ୍ଷାର ତାଙ୍କ ପିତାଙ୍କ ପାଖକକ୍ସ୍ଟ ଗଲେ। ଯେତବେେଳେ ସେ ତାଙ୍କ ଗଧରକ୍ସ୍ଟ ଓହ୍ଲାଇ ପଡିବା ସମୟରେ କାଲେବ୍ ତାଙ୍କୁ ପଚାରିଲେ, "ତୁମ୍ଭର ଆଉ କ'ଣ ଦରକାର?"

19. ଅକଷାର ଉତ୍ତର ଦେଲେ, "ଆପଣା ମାେତେ ଆଶୀର୍ବାଦ କରନ୍ତକ୍ସ୍ଟ। କାରଣ ଆପଣା ମାେତେ ନଗଭରେ ଟାଙ୍ଗରା ଭୂମି ଦଇେଛନ୍ତି। ଦୟାକରି ଜଳ ନିର୍ଝର ମାେତେ ଦିଅନ୍ତକ୍ସ୍ଟ।" ତେଣୁ କାଲେବ୍ ସେ ଯାହା ଚାହିଁଲେ ସେ ତାଙ୍କୁ ଦେଲେ। ସେ ତହିଁରେ ଉପରିସ୍ଥ ଓ ଜଳସ୍ଥ ନିର୍ଝର ଦେଲେ।

20. ଏହି ଦେଶ ୟିହକ୍ସ୍ଟଦା ପରିବାରବର୍ଗର ଅଧିକାର ନିମନ୍ତେ ଦିଆୟାଇଥିଲା।

21. ନଗଭରେ ଦକ୍ଷିଣାଞ୍ଚଳର ଇଦୋମ ସୀମା ନିକଟରେ ୟିହକ୍ସ୍ଟଦା ସନ୍ତାନମାନଙ୍କ ପରିବାରବର୍ଗ ପ୍ରାନ୍ତ ଭାଗସ୍ଥ ଏହିସବୁ ନଗର ଥିଲା, କବ ସେଲ ଓ ଏଦର ଓ ୟାଗକ୍ସ୍ଟର ମଧ୍ଯ।

22. କୀନା, ଦୀମାନୋ, ଅଦାଦା,

23. କଦେଶ୍, ହାତ୍ସୋର, ୟିତ୍ନନ୍,

24. ସୀଫ, ଟଲେମ୍, ବାଲୋତ୍,

25. ହାତସୋର-ହଦତ୍ତା, କରିଯୋଥ-ହିଷ୍ରୋଣ,

26. ଅମାମ୍, ଶମା, ମଲୋଦା,

27. ହତ୍ସର-ଗଦ୍ଦା, ହିଷ୍ମୋନ୍, ବୈଥ୍ପଲଟେ,

28. ହତ୍ସର-ଶିଯାଲ, ବରେଶବୋ, ବିଷିଯୋଥିଯା,

29. ବାଲା, ଇଯୀମ୍, ଏତ୍ସମ୍,

30. ଇଲତୋଲଦ୍, କସୀଲ, ହର୍ମା,

31. ସିକ୍କଗ୍, ମଦ୍ମନ୍ନା, ସନ୍ସନ୍ନା,

32. ଲବାଯୋତ୍, ଶିଲହୀମ୍, ଐନ୍, ରିମ୍ମାେନ୍ ସହର ସମତେ ମାଟେ ରେ ଅଣତିରିଶଟି ନଗର ଅଟେ।

33. ୟିହକ୍ସ୍ଟଦାର ବଂଶ ପଶ୍ଚିମ ପର୍ବତ ପାଶର୍‌ବସ୍ଥ ତଳଭୂମି ନଗରଗକ୍ସ୍ଟଡିକ ଅଧିକାରକକ୍ସ୍ଟ ନେଲେ। ସଗେକ୍ସ୍ଟଡିକ ହେଲା, ଇଷ୍ଟାଯୋଲ, ସରିଯ ଓ ଅସ୍ନା,

34. ସା ନୋହ, ଐନ୍ଗନ୍ନୀମ୍, ତପୂହ, ଐନମ୍,

35. ୟମୂର୍ତ୍, ଅଦକ୍ସ୍ଟଲ୍ଲମ୍, ସୋଖୋ, ଅ ସକୋ,

36. ଶାରଯିମ୍, ଅଦୀଥଯିମ୍, ଗ ଦଲୋ ଓ ଗଦରୋଥଯିମ, ଏହିପରି କ୍ଷତେ ସମତେ ଚଉଦ ନଗର ଥିଲା।

37. ୟିହକ୍ସ୍ଟଦା ପରିବାର ବଂଶମାନଙ୍କୁ ମଧ୍ଯ ଏହି ସହରଗକ୍ସ୍ଟଡିକ ଦିଆ ୟାଇଥିଲା, ଯଥା, ସନାନ୍,ହଦାଶା, ମିଗଦଲଗାଦ,

38. ଦିଲିଯନ୍, ମିସ୍ପୀ, ୟକ୍ତଲେ,

39. ଲାଖୀଶ୍, ବସ୍କତ୍, ଇଗ୍ଲୋନ୍,

40. କଦ୍ଦୋନ୍, ଲହମମ, କିତ୍ଲୀଶ୍,

41. ଗଦରେୋତ୍, ବୈଥ୍-ଦାଗୋନ୍, ନଯମା, ମକ୍କଦୋ ଗ୍ରାମ ସମତେ ଏହିପରି ଷୋଅଳ ନଗର ଥିଲା ଏବଂ ଏଥିର ଚତକ୍ସ୍ଟଃପାଶର୍‌ବସ୍ଥ ଭୂମି ସମକ୍ସ୍ଟହ।

42. ୟିହକ୍ସ୍ଟଦାର ଲୋକମାନେ ମଧ୍ଯ ଏହି ସହରଗକ୍ସ୍ଟଡିକ ନେଲେ, ସଗେକ୍ସ୍ଟଡିକ ହେଲା, ଲିବନା, ଏଥର୍, ଅଶନ୍,

43. ୟିଲ୍ଗହ, ଅସ୍ନା, ନତ୍ସୀବ୍,

44. କିଯୀଲା, ଅକ୍ଷୀବ, ମା ରଶାେ ଗ୍ରାମ ସମତେ ଏହିପରି ନଅଟି ନଗର ଥିଲା।

45. ୟିହକ୍ସ୍ଟଦାର ଲୋକମାନେ ମଧ୍ଯ ଏହି ସହରଗକ୍ସ୍ଟଡିକ ତାଙ୍କ ଅଧିକାରକକ୍ସ୍ଟ ଆସିଲା, ସଗେକ୍ସ୍ଟଡିକ ହେଲା, ଇକୋର୍ଣ, ତା'ର ଉପନଗର ଓ ତା'ର ନିକଟବର୍ତ୍ତୀ ଗ୍ରାମଗକ୍ସ୍ଟଡିକ।

46. ସମାନେେ ମଧ୍ଯ ଇକୋର୍ଣଠାରକ୍ସ୍ଟ ସମକ୍ସ୍ଟଦ୍ର ପର୍ୟ୍ଯନ୍ତ, ଅସଦୋଦ ନିକଟସ୍ଥ ସମସ୍ତ ସ୍ଥାନ ଓ ସହରଗକ୍ସ୍ଟଡିକ ନେଲେ।

47. ଅସଦୋଦ, ତା'ର ଉପନଗର, ଓ ଗ୍ରାମମାନ, ଘାସ, ତହିଁର ଉପନଗର ଓ ଗ୍ରାମଗକ୍ସ୍ଟଡିକ, ମିଶରନଦୀ ଓ ସହାସମକ୍ସ୍ଟଦ୍ର ଓ ତହିଁର ଅଞ୍ଚଳ ପର୍ୟ୍ଯନ୍ତ।

48. ୟିହକ୍ସ୍ଟଦାର ଲୋକମାନଙ୍କୁ ପର୍ବତମଯ ଦେଶ ରେ ଶାମୀର, ୟତ୍ତୀର ଓ ସୋଖୋ,

49. ଦନ୍ନା, କିରିଯଥ-ସନ୍ନା,

50. ଅନାବ୍, ଇଷ୍ଟିମାେଯ, ଆନୀମ୍,

51. ଗୋଶନ୍, ହୋଲୋନ୍, ଗୀଲୋ, ଏହିସବୁ ଗ୍ରାମ ସମତେ ଏଗାରଟି ନଗର ଥିଲା।

52. ୟିହକ୍ସ୍ଟଦାର ଲୋକମାନଙ୍କୁ ମଧ୍ଯ ଏହି ନଗରଗକ୍ସ୍ଟଡିକ ଦିଆୟାଇ ଥିଲା। ସଗେକ୍ସ୍ଟଡିକ ହେଲା ଅରାବ୍, ଦୂମା, ଇଶିଯନ୍,

53. ୟାନକ୍ସ୍ଟମ୍, ବୈତ୍ତପୂହ ଓ ଅଫକୋ,

54. ହକ୍ସ୍ଟମ୍ଟା, କିରିଯଥ୍-ଅର୍ବ ହିବ୍ରୋଣ ଓ ସୀଯୋର, ଏହିପରି ନଅଟି ସହର ଓ ତା'ର ଚତକ୍ସ୍ଟଃପାଶର୍‌ବ ରେ ଥିବା ସହର ସମତେ।

55. ୟିହକ୍ସ୍ଟଦାର ଲୋକମାନଙ୍କୁ ମଧ୍ଯ ଏହି ସହରଗକ୍ସ୍ଟଡିକ ଦିଆଗଲା। ସଗେକ୍ସ୍ଟଡିକ ହେଲା, ମାଯୋନ୍ କର୍ମିଲ୍, ସୀପ୍, ୟକ୍ସ୍ଟଟା,

56. ୟିଷ୍ରୀଯଲେ, ୟଗ୍ଦିଯାମ୍, ସାନୋହ,

57. କଯିନ, ଗିବିଯା, ତିମ୍ନା, ଏହିସବୁ ଗ୍ରାମ ସମତେ ଦଶ ନଗର ଓ ଗ୍ରାମ ସମତେ ଥିଲା।

58. ୟିହକ୍ସ୍ଟଦାର ମଧ୍ଯ ଏ ସହରଗକ୍ସ୍ଟଡିକ ଦିଆ ୟାଇଥିଲା। ଯଥା ହଲହକ୍ସ୍ଟଲ, ବୈଥ୍ସକ୍ସ୍ଟର, ଗଦୋର,

59. ମାରତ୍, ବୈଥନୋତ୍, ଇଲ୍ତକୋନ, ଏହିସବୁ ସହର ସମତେ ଛଅଟି ନଗର ଥିଲା।

60. ସମାନଙ୍କେୁ ଆଉ ଦକ୍ସ୍ଟଇଟି ସହର ଦିଆ ୟାଇଥିଲା। ସଗେକ୍ସ୍ଟଡିକ ହେଲା ରଦ୍ଦା ଏବଂ କିରିଯଥ୍ ବୈଥ।

61. ପ୍ରାନ୍ତର ରେ ସମାନଙ୍କେୁ ମଧ୍ଯ କିଛି ସହର ଦିଆୟାଇଥିଲା। ସଗେକ୍ସ୍ଟଡିକ ହେଲା, ବୈଥ-ଅରାବା, ମିଦ୍ଦୀନ୍, ସକାଖା,

62. ନିବ୍ଶନ୍, ଲବଣନଗର ଓ ଐନଗଦୀ, ଏହିସବୁ ଗ୍ରାମ ସମତେ ଛଅ ନଗର ଥିଲା।

63. ମାତ୍ର ୟିହକ୍ସ୍ଟଦା ସନ୍ତାନଗଣ ୟିରକ୍ସ୍ଟଶାଲମ ନିବାସୀମାନଙ୍କୁ ତଡିଦଇେ ପାରିଲେ ନାହିଁ। ଏହି ହତେକ୍ସ୍ଟ ୟିବୂଷୀଯମାନେ ଆଜି ପର୍ୟ୍ଯନ୍ତ ୟିହକ୍ସ୍ଟଦା ସନ୍ତାନଗଣ ସହିତ ୟିରକ୍ସ୍ଟଶାଲମ ରେ ବାସ କରୁଛନ୍ତି।

About ଯିହୋଶୂୟ Chapter 15

Read ଯିହୋଶୂୟ Chapter 15 online from the Holy Bible. This chapter is part of the Book of ଯିହୋଶୂୟ in the Old Testament. Continue reading with the chapter navigation above or explore the complete book.

Book Information

Book: ଯିହୋଶୂୟ
Chapter: 15
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଯିହୋଶୂୟ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଯିହୋଶୂୟ Chapter 15 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଯିହୋଶୂୟ Chapter 15?

ଯିହୋଶୂୟ Chapter 15 is part of the Book of ଯିହୋଶୂୟ in the Holy Bible.

Can I read this chapter online?

Yes. You can read the complete ଯିହୋଶୂୟ Chapter 15 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 1
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 21
  6. ଆଦି ପୁସ୍ତକ Chapter 12
  7. ଆଦି ପୁସ୍ତକ Chapter 11

Explore More from ଯିହୋଶୂୟ

  1. ଯିହୋଶୂୟ Chapter 19
  2. ଯିହୋଶୂୟ Chapter 18
  3. ଯିହୋଶୂୟ Chapter 23
  4. ଯିହୋଶୂୟ Chapter 16
  5. ଯିହୋଶୂୟ Chapter 4
  6. ଯିହୋଶୂୟ Chapter 5
  7. ଯିହୋଶୂୟ Chapter 10

Related Chapters & Readings

  1. 1 କରିନ୍ଥୀୟ Chapter 6
  2. 2 କରିନ୍ଥୀୟ Chapter 6
  3. ଦିତୀୟ ଶାମୁୟେଲ Chapter 20
  4. ହୋଶେୟ Chapter 3
  5. ଗୀତସଂହିତା Chapter 36
  6. 2 କରିନ୍ଥୀୟ Chapter 4
  7. ଲୂକ Chapter 23
Share Your Love

Leave a Reply

Your email address will not be published. Required fields are marked *