ପ୍ରଥମ ବଂଶାବଳୀ Chapter 3

For English

Read ପ୍ରଥମ ବଂଶାବଳୀ Chapter 3 Online

Read ପ୍ରଥମ ବଂଶାବଳୀ Chapter 3 online from the Holy Bible. This chapter is part of the Book of ପ୍ରଥମ ବଂଶାବଳୀ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ପ୍ରଥମ ବଂଶାବଳୀ and the Holy Bible online.

Choose a Chapter

ପ୍ରଥମ ବଂଶାବଳୀ 3

ଅଧ୍ୟାୟ 3

1. ଦାଉଦଙ୍କର କେତାଟେି ପୁତ୍ର ହିବ୍ରୋଣ ସହର ରେ ଜନ୍ମ ହାଇେଥିଲେ। ଦାଉଦଙ୍କ ପୁତ୍ରମାନଙ୍କର ତାଲିକା ଏହି ପ୍ରକାର ରେ ଥିଲା :

2. ତୃତୀୟ ପୁତ୍ର ଥିଲେ ଅବଶା ଲୋମ୍। ତାଙ୍କର ମାତା ମାଖା ତଲମଯଙ୍କର ଝିଅ ଥିଲେ। ଏହି ତଲ୍ମଗଯ ଗଶୂରର ରାଜା ଥିଲେ।

3. ପଞ୍ଚମ ପୁତ୍ର ଥିଲେ ଶଫଟୀଯ। ତାଙ୍କର ମାତା ଥିଲେ : ଅବିଟଲ୍।

4. ଦାଉଦ ହିବ୍ରୋଣ ରେ ଥିବା ସମୟରେ ଏହି ଛଅ ପୁତ୍ର ଜନ୍ମ ହାଇେଥିଇଲେ।

5. ୟିରୁଶାଲମ ରେ ଦାଉଦଙ୍କର ଏହି ପୁତ୍ରମାନେ ଜନ୍ମ ହାଇେଥିଲେ।

6. ଅନ୍ୟ ନଅ ଜଣ ପୁତ୍ର ହେଲେ : ୟିଭର, ଇଲୀଶାମା, ଇଲୀଫଲେଟ୍, ନୋଗହ, ନଫେଗ୍, ୟାଫୀଯ, ଇଲୀଯାଦା, ଇଲୀଶାମା ଓ ଇଲୀଫଲେଟ୍।

9. ଏମାନେ ସମସ୍ତେ ଦାଉଦଙ୍କ ପୁତ୍ରଗଣ ଥିଲେ। ଏହାଛଡ଼ା ତାଙ୍କର ଉପପତ୍ନୀମାନଙ୍କର ମଧ୍ଯ ପୁତ୍ରଗଣ ଥିଲେ। ତାମର ସମାନଙ୍କେର ଭଉଣୀ ଥିଲେ।

10. ଶଲୋମନଙ୍କର ପୁତ୍ର ଥିଲେ ରିହବିଯାମ୍ ଓ ରିହବିଯାମ୍ଙ୍କର ପୁତ୍ର ଥିଲେ ଅବିଯ। ଅବିଯଙ୍କର ପୁତ୍ର ଥିଲେ ଆସା। ଆସାଙ୍କର ପୁତ୍ର ଥିଲେ ଯିହାଶାଫେଟ୍।

11. ଯିହାଶାଫେଟ୍ଙ୍କର ପୁତ୍ର ଥିଲେ ଯୋରାମ। ଯୋରାମଙ୍କର ପୁତ୍ର ଥିଲେ ଅହସିଯ। ଅହସିଯଙ୍କର ପୁତ୍ର ଥିଲେ ଯୋୟାଶ୍।

12. ୟୋଯାଶଙ୍କ ପୁତ୍ର ଥିଲେ ଅମତ୍ସିଯ। ଅମତ୍ସିଯଙ୍କ ପୁତ୍ର ଥିଲେ ଅସରିଯ। ଅସରିଯଙ୍କ ପୁତ୍ର ଥିଲେ ଯୋଥମ୍।

13. ଯୋଥମ୍ଙ୍କ ପୁତ୍ର ଥିଲେ ଆହସ। ଆହସଙ୍କ ପୁତ୍ର ଥିଲେ ହିଜକିଯ। ହିଜକିଯଙ୍କ ପୁତ୍ର ଥିଲେ ମନଃଶି।

14. ମନଃଶିଙ୍କ ପୁତ୍ର ଥିଲେ ଆମାେନ୍। ଆମାେନ୍ଙ୍କ ପୁତ୍ର ଥିଲେ ଯୋଶିୟଯ।

15. ଯୋଶିୟଯଙ୍କ ପୁତ୍ରମାନଙ୍କର ତାଲିକା ଏହି : ପ୍ରଥମ ପୁତ୍ର ୟୋହାନନ୍, ଦ୍ବିତୀୟ ପୁତ୍ର, ଯିହାୟୋଦାରକୀମ୍, ତୃତୀୟ ପୁତ୍ର ସିଦିକିଯ, ଚତୁର୍ଥ ପୁତ୍ର ଶଲ୍ଲୁମ୍।

16. ଯିହାୟୋଦାରକୀମଙ୍କ ପୁତ୍ର ଥିଲେ ଯିହାୟୋଦାରଚୀନ୍, ତାଙ୍କର ପୁତ୍ର ଥିଲେ ସିଦିକିଯ।

17. ୟିକନିଯ ବାବିଲୋନ୍ ରେ ବନ୍ଦୀ ହାଇେ ୟିବା ପରେ, ୟିକନିଯଙ୍କର ସନ୍ତାନମାନଙ୍କର ତାଲିକା। ତାଙ୍କର ସନ୍ତାନମାନେ ଥିଲେ ; ଶଲ୍ଟୀଯେଲ୍,

18. ମଲକୀରାମ, ପଦାଯ, ଶିନତସର, ୟିକମିଯ ହୋଶାମା ଓ ନଦବିଯ।

19. ପଦାଯଙ୍କର ପୁତ୍ରମାନେ ଥିଲେ ସରୁଦ୍ଦାବଲେ ଓ ଶିମିଯି। ସରୁବ୍ବାବିଲଙ୍କର ପୁତ୍ରମାନେ ଥିଲେ ମଶୂଲ୍ଲମ ଓ ହନାନିଯ। ଶ ଲୋମୀତ ସମାନଙ୍କେର ଭଉଣୀ ଥିଲେ।

20. ସରୁବ୍ବାବିଲଙ୍କର ଆହୁରି ପାଞ୍ଚ ପୁତ୍ର ଥିଲେ। ସମାନଙ୍କେର ନାମ ଥିଲା ହଶୂବା, ଓ ହେଲ, ବରେିଖିଯ, ହସଦିଯ ଓ ୟୁଶବ ହଷେଦ୍।

21. ହନାନିଯଙ୍କର ପୁତ୍ରମାନେ ଥିଲେ ପ୍ଲଟିଯ ଓ ତାଙ୍କର ପୁତ୍ର ଥିଲେ ୟିଶାଯାହ। ତାଙ୍କର ପୁତ୍ର ଥିଲେ : ରଫାଯର ଓ ତାଙ୍କର ପୁତ୍ର ଥିଲେ ଅର୍ଣ୍ଣନର ଓ ତାଙ୍କର ପୁତ୍ର ଥିଲେ ଓବଦିଯର ଓ ତାଙ୍କର ପୁତ୍ର ଥିଲେ ଶଖନିଯର।

22. ଶଖନିଯରଙ୍କର ବଂଶଧରମାନଙ୍କର ତାଲିକା ଏହି :ଶମଯିଯ। ଶମଯିଯଙ୍କର ଛଅ ପୁତ୍ର ଥିଲେ : ହଟୂଶ୍, ୟିଗାଲ, ବାରୀହ, ନିଯରିଯ, ଶମାେଯିହ ଓ ଶାଫଟ୍।

23. ନିଯରିଯଙ୍କର ତିନି ପୁତ୍ର ଥିଲେ, ସମାନେେ ହେଲେ ଇଲୀଯୋ-ଐନଯ, ହିଜକିଯ ଅସ୍ରୀକାମ।

24. ଇଲୀଯୋ-ଐନଯଙ୍କର ସାତ ପୁତ୍ର ଥିଲେ। ସମାନେେ ହେଲେ ହୋଦବିଯ, ଇଲୀଯାଶୀବ, ପ୍ଲାଯ, ଅକ୍ଲବ୍, ୟୋହାନନ୍, ଦଳୀଯ ଓ ଅନାନି।

About ପ୍ରଥମ ବଂଶାବଳୀ Chapter 3

Read ପ୍ରଥମ ବଂଶାବଳୀ Chapter 3 online from the Holy Bible. This chapter is part of the Book of ପ୍ରଥମ ବଂଶାବଳୀ in the Old Testament. Continue reading with the chapter navigation above or explore the complete book.

Book Information

Book: ପ୍ରଥମ ବଂଶାବଳୀ
Chapter: 3
Testament: Old Testament

How to Read this Chapter

Use the Previous and Next Chapter buttons to continue reading ପ୍ରଥମ ବଂଶାବଳୀ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ପ୍ରଥମ ବଂଶାବଳୀ Chapter 3 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ପ୍ରଥମ ବଂଶାବଳୀ Chapter 3?

ପ୍ରଥମ ବଂଶାବଳୀ Chapter 3 is part of the Book of ପ୍ରଥମ ବଂଶାବଳୀ in the Holy Bible.

Can I read this chapter online?

Yes. You can read the complete ପ୍ରଥମ ବଂଶାବଳୀ Chapter 3 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 14
  3. ଆଦି ପୁସ୍ତକ Chapter 10
  4. ଆଦି ପୁସ୍ତକ Chapter 1
  5. ଆଦି ପୁସ୍ତକ Chapter 26
  6. ଆଦି ପୁସ୍ତକ Chapter 7
  7. ଆଦି ପୁସ୍ତକ Chapter 4

Explore More from ପ୍ରଥମ ବଂଶାବଳୀ

  1. ପ୍ରଥମ ବଂଶାବଳୀ Chapter 25
  2. ପ୍ରଥମ ବଂଶାବଳୀ Chapter 20
  3. ପ୍ରଥମ ବଂଶାବଳୀ Chapter 4
  4. ପ୍ରଥମ ବଂଶାବଳୀ Chapter 13
  5. ପ୍ରଥମ ବଂଶାବଳୀ Chapter 9
  6. ପ୍ରଥମ ବଂଶାବଳୀ Chapter 8
  7. ପ୍ରଥମ ବଂଶାବଳୀ Chapter 12

Related Chapters & Readings

  1. ଆଦି ପୁସ୍ତକ Chapter 45
  2. 2 ଥେସଲନୀକୀୟ Chapter 2
  3. ଯିଶାଇୟ Chapter 52
  4. ଦ୍ୱିତୀୟ ବିବରଣ Chapter 14
  5. ଆଦି ପୁସ୍ତକ Chapter 18
  6. ଯିଶାଇୟ Chapter 13
  7. 2 ତୀମଥି Chapter 1
Share Your Love

Leave a Reply

Your email address will not be published. Required fields are marked *