ଦିତୀୟ ବଂଶାବଳୀ Chapter 23

For English

Read ଦିତୀୟ ବଂଶାବଳୀ Chapter 23 Online

Read ଦିତୀୟ ବଂଶାବଳୀ Chapter 23 online from the Holy Bible. This chapter is part of the Book of ଦିତୀୟ ବଂଶାବଳୀ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଦିତୀୟ ବଂଶାବଳୀ and the Holy Bible online.

Choose a Chapter

ଦିତୀୟ ବଂଶାବଳୀ 23

ଅଧ୍ୟାୟ 23

1. ଛଅ ବର୍ଷ ପରେ, ଯିହାୟୋଦାରଦା ତାଙ୍କ ଶକ୍ତିର ପ୍ରଦର୍ଶନ କଲେ। ସେ ପ୍ରେତ୍ୟକକଙ୍କର 100 ଜଣ ସୈନ୍ଯ ଥିବା କପ୍ତାନଙ୍କର ସହିତ ଏକ ଚୁକ୍ତି କଲେ। ସହେି କପ୍ତାନମାନେ ଥିଲେ : ୟିରୋହାମ୍ଙ୍କ ପୁତ୍ର ଅସରିଯ, ଯିହାୟୋଦାରନାଙ୍କ ପୁତ୍ର ଇଶ୍ମାଯଲେ, ଅସରିଯଙ୍କ ପୁତ୍ର ଓବେଦ୍, ଅଦାଯାଙ୍କ ପୁତ୍ର ମା ସଯେ ଓ ସିଖ୍ରିଙ୍କ ପୁତ୍ର ଇଲୀଶାଫଟ୍।

2. ସମାନେେ ଯିହୁଦାର ଚାରିଆଡ଼େ ୟାଇ ସବୁ ସହରରୁ ଲବେୀୟମାନଙ୍କୁ ସଂଗ୍ରହ କଲେ। ସମାନେେ ଇଶ୍ରାୟେଲ ବଂଶର ନେତାମାନଙ୍କୁ ମଧ୍ଯ ଏକତ୍ରୀତ କଲେ। ଏହାପରେ ସମାନେେ ୟିରୁଶାଲମକୁ ଫରେିଗଲେ।

3. ଏକତ୍ରୀତ ହାଇେଥିବା ସମସ୍ତ ଲୋକ ପରମେଶ୍ବରଙ୍କ ମନ୍ଦିର ରେ ରାଜାଙ୍କ ସହିତ ଏକ ନିଯମ କଲେ।

4. ବର୍ତ୍ତମାନ ତୁମ୍ଭମାନଙ୍କୁ ଏହା କରିବାକୁ ପଡ଼ିବ : ତୁମ୍ଭମାନଙ୍କ ମଧ୍ଯରୁ ଏକ ତୃତୀଯାଂଶ ଯାଜକ ଓ ଲବେୀୟ, ଯେଉଁମାନେ ପବିତ୍ର ବିଶ୍ରାମ ଦିନ ରେ କାର୍ୟ୍ଯ କରିବାକୁ ଯିବେ, ସମାନେେ ଦ୍ବାର ନିକଟରେ ଜଗି ରହିବେ।

5. ତୁମ୍ଭମାନଙ୍କର ଏକ ତୃତୀଯାଂଶ ରାଜାଙ୍କ ଗୃହ ରେ ରହିବ। ତୁମ୍ଭମାନଙ୍କର ଅନ୍ୟ ଏକ-ତୃତୀଯାଂଶ ଝର ଫାଟକ ନିକଟରେ ଜଗି ରହିବ। କିନ୍ତୁ ଅନ୍ୟ ଲୋକ ସମସ୍ତେ ସଦାପ୍ରଭୁଙ୍କ ମନ୍ଦିରର ପ୍ରାଙ୍ଗଣ ମଧିଅରେ ରହିବେ।

6. ସଦାପ୍ରଭୁଙ୍କ ମନ୍ଦିର ମଧ୍ଯକୁ କୌଣସି ବ୍ଯକ୍ତିକୁ ଆସିବାକୁ ଦବେ ନାହିଁ। କବଳେ ସବୋକାର୍ୟ୍ଯ କରୁଥିବା ଯାଜକ ଓ ଲବେୀୟମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିର ମଧ୍ଯକୁ ଆସିବାକୁ ଅନୁମତି ଦବେ, କାରଣ ସମାନେେ ପବିତ୍ର ଅଟନ୍ତି। କିନ୍ତୁ ଅନ୍ୟ ସମସ୍ତ ଲୋକଙ୍କୁ ସଦାପ୍ରଭୁ ଯେଉଁ କର୍ମ ଦଇେଛନ୍ତି, ତାହା ସମାନଙ୍କେୁ କରିବାକୁ ପଡ଼ିବ।

7. ଲବେୀୟମାନଙ୍କୁ ରାଜାଙ୍କ ନିକଟରେ ରହିବାକୁ ହବେ। ପ୍ରେତ୍ୟକକ ବ୍ଯକ୍ତି ନିଜ ନିଜର ଖଡ୍ଗକୁ ସଙ୍ଗ ରେ ରଖିବେ। ଯଦି କୌଣସି ବ୍ଯକ୍ତି ମନ୍ଦିର ମଧିଅରେ ପ୍ରବେଶ କରିବାକୁ ଚେଷ୍ଟା କରିବ, ତବେେ ତାହାକୁ ବଧ କରିବ। ରାଜା ଯେଉଁଆଡ଼େ ଯିବେ, ତୁମ୍ଭମାନଙ୍କୁ ତାଙ୍କ ସହିତ ରହିବାକୁ ପଡ଼ିବ।"

8. ୟିହୋଯାଦା ଯାଜକ ଯେଉଁସବୁ ଆଜ୍ଞା ଦେଲେ, ତାହାକୁ ଲବେୀୟମାନେ ଓ ଯିହୁଦାର ସମସ୍ତ ଲୋକ ପାଳନ କଲେ। ଯାଜକ ୟିହୋଯାଦା, ଯାଜକ ଦଳର କୌଣସି ବ୍ଯକ୍ତିକୁ କ୍ଷମା ଦେଲେ ନାହିଁ। ତେଣୁ ପ୍ରେତ୍ୟକକ କପ୍ତାନ ଓ ତାଙ୍କର ସବୁ ଲୋକ ସମାନଙ୍କେୁ ଯାହା କୁହାଗଲା ତାହା କଲେ, ସମାନେେ ସହେି ସପ୍ତାହ ରେ କାର୍ୟ୍ଯ ରେ ଉପସ୍ଥିତ ରୁହନ୍ତୁ କି ଛୁଟି ନିଅନ୍ତୁ।

9. ଯିହାୟୋଦାରଦା ଯାଜକ ଉଚ୍ଚାଧିକାରୀମାନଙ୍କୁ ରାଜା ଦାଉଦଙ୍କ ବର୍ଚ୍ଛାସବୁ ଓ ବୃହତ୍ ତଥା କ୍ଷୁଦ୍ର ଢ଼ାଲଗୁଡ଼ିକ ଦେଲେ। ପରମେଶ୍ବରଙ୍କ ମନ୍ଦିର ରେ ସହେି ଅସ୍ତ୍ରଗୁଡ଼ିକ ରଖାୟାଇଥିଲା।

10. ଏହାପରେ ଯିହାୟୋଦାରଦା ଲୋକମାନଙ୍କୁ କେଉଁଠା ରେ ଛିଡ଼ା ହବୋକୁ ପଡ଼ିବ, ତାହା କହିଲେ। ପ୍ରେତ୍ୟକକ ବ୍ଯକ୍ତି ତାହାର ଅସ୍ତ୍ରକୁ ନିଜ ହସ୍ତ ରେ ଧରିଲା। ମନ୍ଦିରର ଦକ୍ଷିଣ ପାଶର୍‌ବରୁ ମନ୍ଦିରର ବାମପାଶର୍‌ବ ୟାଏଁ ଲୋକମାନେ ଠିଆ ହାଇେ ରହିଲେ। ସମାନେେ ୟଜ୍ଞବଦେୀ ନିକଟରେ, ମନ୍ଦିର ନିକଟରେ ଓ ରାଜାଙ୍କ ନିକଟରେ ଠିଆ ହାଇେ ରହିଲେ।

11. ସମାନେେ ରାଜାଙ୍କ ପୁତ୍ରଙ୍କୁ ବାହାରକୁ ଆଣିଲେ ଓ ତାହାଙ୍କ ମସ୍ତକରେ ମୁକୁଟ ପିନ୍ଧାଇଲେ। ସମାନେେ ତାଙ୍କୁ ନିଯମର ଏକ ନକଲ ଦେଲେ। ସମାନେେ ୟୋଯାଶ୍ଙ୍କୁ ରାଜା କଲେ। ଯିହାୟୋଦାରଦା ଓ ତାଙ୍କ ପୁତ୍ରମାନେ ୟୋଯାଶ୍ଙ୍କୁ ରାଜାଭିଷିକ୍ତ କଲେ। ସମାନେେ କହିଲେ, "ରାଜା ଦୀର୍ଘଜୀବି ହୁଅନ୍ତୁ!"

12. ଲୋକମାନେ ମନ୍ଦିରକୁ ଦୌଡ଼ିକରି ୟିବା ଓ ରାଜାଙ୍କର ପ୍ରଶଂସା କରିବାର ଶବ୍ଦ ଅଥଲିଯା ଶୁଣିବାକୁ ପାଇଲେ। ସେ ସଦାପ୍ରଭୁଙ୍କ ମନ୍ଦିର ରେ ଲୋକମାନଙ୍କ ନିକଟକୁ ଆସିଲେ।

13. ସେ ଅନାଇଲେ ଓ ରାଜାଙ୍କୁ ଦେଖିଲେ। ରାଜା ମୁଖ୍ଯଦ୍ବାର ନିକଟରେ ଥିବା ରାଜସ୍ତମ୍ଭ ନିକଟରେ ଛିଡ଼ା ହାଇେଥିଲେ। ଉଚ୍ଚାଧକାରୀ ଓ ତୂରୀ ବଜାଉଥିବା ଲୋକମାନେ ରାଜାଙ୍କ ନିକଟରେ ଛିଡ଼ା ହାଇେଥିଲେ। ଦେଶର ଲୋକେ ଅତ୍ଯନ୍ତ ଆନନ୍ଦିତ ଥିଲେ ଓ ତୂରୀ ବଜାଉଥିଲେ। ଗାଯକମାନେ ବାଦ୍ଯୟନ୍ତ୍ର ବଜାଉଥିଲେ। ଗାଯକଦଳ ଲୋକମାନଙ୍କୁ ପ୍ରଶଂସାଗୀତ ଗାନ କରାଇବା ରେ ନତେୃତ୍ବ ନେଉଥିଲେ। ଏହା ଦେଖି ଅଥଲିଯା ନିଜର ବସ୍ତ୍ର ଚିରି ପକାଇଲେ ଓ କହିଲେ, "ରାଜଦ୍ରୋହ ! ରାଜଦ୍ରୋହ !"

14. ଯିହାୟୋଦାରଦା ସନୋଧ୍ଯକ୍ଷମାନଙ୍କୁ ନଇେଆସିଲେ। ସେ ସମାନଙ୍କେୁ କହିଲେ, "ଅଥଲିଯାଙ୍କୁ ସୈନ୍ଯଦଳ ମଧିଅରେ ରଖି ବାହାରକୁ ନଇୟୋଅ। ଯଦି କୌଣସି ବ୍ଯକ୍ତି ତାଙ୍କର ଅନୁସରଣ କରେ, ତାହାକୁ ତୁମ୍ଭର ଖଡ୍ଗ ରେ ବଧ କର।" ଏହାପରେ ଯାଜକ ସୈନ୍ଯମାନଙ୍କୁ ସାବଧାନ୍ କରି ଦେଲେ, "ସଦାପ୍ରଭୁଙ୍କ ମନ୍ଦିର ମଧିଅରେ ଅଥଲିଯାକୁ ବଧ କରିବ ନାହିଁ।"

15. ଏହାପରେ ଅଥଲିଯା ରାଜାଙ୍କ ଗୃହର ଅଶ୍ବଦ୍ବାର ନିକଟକୁ ଆସବାରୁ ସହେି ଲୋକମାନେ ତାଙ୍କୁ ଧରିଲେ। ଆଉ ସମାନେେ ସହେି ସ୍ଥାନ ରେ ହିଁ ତାଙ୍କୁ ବଧ କଲେ।

16. ଏହାପରେ ଯିହାୟୋଦାରଦା ସମସ୍ତ ଲୋକ ଓ ରାଜାଙ୍କ ସହିତ ଏକ ନିଯମ କଲେ। ସମାନେେ ସମସ୍ତେ ଯେ ସଦାପ୍ରଭୁଙ୍କ ଲୋକ ହବେେ, ଏଥି ରେ ସମ୍ମତ ହେଲେ।

17. ସବୁ ଲୋକମାନେ ବାଲ୍ ପ୍ରତିମାର ମନ୍ଦିରକୁ ଗଲେ ଓ ତାହାକୁ ଭାଙ୍ଗି ପକାଇଲେ। ବାଲ୍ର ମନ୍ଦିର ରେ ଥିବା ବଦେୀ ଓ ମୂର୍ତ୍ତିଗୁଡ଼ିକୁ ମଧ୍ଯ ସମାନେେ ଭାଙ୍ଗି ପକାଇଲେ। ସମାନେେ ବାଲ୍ର ଯାଜକ ମତ୍ତାନ୍କୁ ବାଲ୍ର ୟଜ୍ଞବଦେୀ ସମ୍ମୁଖ ରେ ହତ୍ଯା କଲେ।

18. ଏହାପରେ ଯିହାୟୋଦାରଦା ସଦାପ୍ରଭୁଙ୍କ ମନ୍ଦିରର ଯତ୍ନ ନବୋ ନିମନ୍ତେ ଯାଜକମାନଙ୍କୁ ମନୋନୀତ କଲେ। ସହେି ଯାଜକମାନେ ଲବେୀୟ ଥିଲେ ଓ ଦାଉଦ ସମାନଙ୍କେୁ ସଦାପ୍ରଭୁଙ୍କ ମନ୍ଦିରର ରକ୍ଷଣାବେକ୍ଷଣ କାର୍ୟ୍ଯର ଦାଯିତ୍ବ ଦଇେଥିଲେ। ସହେି ଲୋକମାନେ ମାଶାଙ୍କେ ନିଯମର ଆଦେଶ ଅନୁୟାଯୀ ସଦାପ୍ରଭୁଙ୍କ ନିକଟରେ ଅଗ୍ନିଦଗ୍ଧ, ଉପହାର ବଳିଦାନ କରୁଥିଲେ। ଦାଉଦ ଯେଉଁ ପ୍ରକାର ଆଜ୍ଞା କରିଥିଲେ, ସମାନେେ ସହେି ପ୍ରକା ରେ ଆନନ୍ଦ ଓ ପ୍ରଶଂସାଗାନ ସହକା ରେ ସହେି ଉପହାର ବଳିଦାନ କଲେ।

19. ଯିହାୟୋଦାରଦା ସଦାପ୍ରଭୁଙ୍କ ମନ୍ଦିରର ଫାଟକ ନିକଟରେ ରକ୍ଷୀଗଣଙ୍କୁ ନିୟୁକ୍ତ କଲେ, ଯେପରି କୌଣସି ଅପରିଷ୍କୃତ ବ୍ଯକ୍ତି ମନ୍ଦିର ମଧିଅରେ ପ୍ରବେଶ କରିପାରିବ ନାହିଁ।

20. ଯିହାୟୋଦାରଦା ନିଜ ସହିତ ସନୋଧ୍ଯକ୍ଷ, ନେତା, ଲୋକମାନଙ୍କର ଶାସକ ଓ ଦେଶର ସମସ୍ତ ଲୋକଙ୍କୁ ନେଲେ। ଏହାପରେ ଯିହାୟୋଦାରଦା ସଦାପ୍ରଭୁଙ୍କ ମନ୍ଦିର ମଧ୍ଯରୁ ରାଜାଙ୍କୁ ବାହାର କରି ଆଣିଲେ ଓ ଉପର ଦ୍ବାର ଦଇେ ସମାନେେ ରାଜାଙ୍କ ଗୃହ ମଧିଅରେ ପ୍ରବେଶ କଲେ। ସହେି ସ୍ଥାନ ରେ ସମାନେେ ରାଜାଙ୍କୁ ସିଂହାସନ ରେ ବସାଇଲେ।

21. ଯିହୁଦାର ସବୁ ଲୋକ ଅତ୍ଯନ୍ତ ଆନନ୍ଦିତ ଥିଲେ ଓ ୟିରୁଶାଲମ ନଗର ରେ ଶାନ୍ତି ବିରାଜିଲା, କାରଣ ଅଥଲିଯା ଖଡ୍ଗ ଦ୍ବାରା ନିହତ ହାଇେଥିଲେ।

About ଦିତୀୟ ବଂଶାବଳୀ Chapter 23

Read ଦିତୀୟ ବଂଶାବଳୀ Chapter 23 online from the Holy Bible. This chapter is part of the Book of ଦିତୀୟ ବଂଶାବଳୀ in the Old Testament. Continue reading with the chapter navigation above or explore the complete book.

Book Information

Book: ଦିତୀୟ ବଂଶାବଳୀ
Chapter: 23
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଦିତୀୟ ବଂଶାବଳୀ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଦିତୀୟ ବଂଶାବଳୀ Chapter 23 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଦିତୀୟ ବଂଶାବଳୀ Chapter 23?

ଦିତୀୟ ବଂଶାବଳୀ Chapter 23 is part of the Book of ଦିତୀୟ ବଂଶାବଳୀ in the Holy Bible.

Can I read this chapter online?

Yes. You can read the complete ଦିତୀୟ ବଂଶାବଳୀ Chapter 23 online for free with easy chapter navigation.

More Chapters from ଦିତୀୟ ବଂଶାବଳୀ

  1. ଦିତୀୟ ବଂଶାବଳୀ Chapter 9
  2. ଦିତୀୟ ବଂଶାବଳୀ Chapter 3
  3. ଦିତୀୟ ବଂଶାବଳୀ Chapter 30
  4. ଦିତୀୟ ବଂଶାବଳୀ Chapter 19
  5. ଦିତୀୟ ବଂଶାବଳୀ Chapter 17
  6. ଦିତୀୟ ବଂଶାବଳୀ Chapter 32
  7. ଦିତୀୟ ବଂଶାବଳୀ Chapter 28

Explore More from ପୁରାତନ ନିୟମ

  1. ଗଣନା ପୁସ୍ତକ Chapter 35
  2. ଗୀତସଂହିତା Chapter 32
  3. ଗୀତସଂହିତା Chapter 121
  4. ପ୍ରଥମ ଶାମୁୟେଲ Chapter 16
  5. ଆଦି ପୁସ୍ତକ Chapter 6
  6. ଯିଶାଇୟ Chapter 46
  7. ଯିରିମିୟ Chapter 39

Related Chapters & Readings

  1. ଲେବୀୟ ପୁସ୍ତକ Chapter 26
  2. ଆୟୁବ Chapter 27
  3. ଦାନିଏଲ Chapter 4
  4. ଯିଶାଇୟ Chapter 17
  5. ଲୂକ Chapter 9
  6. ଯିରିମିୟ Chapter 44
  7. ପରମଗୀତ Chapter 5
Share Your Love

Leave a Reply

Your email address will not be published. Required fields are marked *