ଗଣନା ପୁସ୍ତକ Chapter 25

For English

Read ଗଣନା ପୁସ୍ତକ Chapter 25 Online

Read ଗଣନା ପୁସ୍ତକ Chapter 25 online from the Holy Bible. This chapter is part of the Book of ଗଣନା ପୁସ୍ତକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗଣନା ପୁସ୍ତକ and the Holy Bible online.

Choose a Chapter

ଗଣନା ପୁସ୍ତକ 25

ଅଧ୍ୟାୟ 25

1. ଅନନ୍ତର ଇଶ୍ରାୟେଲର ଲୋକମାନେ ଶିଟୀମ ରେ ବାସ କଲେ। ସେତବେେଳେ ସମାନେେ ମାୟୋବର କନ୍ଯାମାନଙ୍କ ପ୍ରତି ବ୍ଯଭିଚାର ପାପରେ ମାତି ରହିଲେ।

2. ସମାନଙ୍କେର ଭଣ୍ତ ଦବେତାଙ୍କୁ ବଳିଦବୋ ନିମନ୍ତେ ସମାନେେ ଇଶ୍ରାୟେଲର ଲୋକମାନଙ୍କୁ ନିମନ୍ତ୍ରଣ କରିଥିଲେ। ସମାନେେ ବଳିଦାନ ଭୋଜନ କଲେ ଓ ସମାନଙ୍କେ ଭଣ୍ତ ଦବେତାଗଣଙ୍କୁ ପୂଜା କଲେ।

3. ଇଶ୍ରାୟେଲ ନିଜକୁ ବାଲପଯୋରଙ୍କ ସହିତ ଯୋଗ ଦଇେଥିଲେ। ଏଣୁ ସଦାପ୍ରଭୁ ଇଶ୍ରାୟେଲ ସହିତ ବହୁତ କୋରଧ କଲେ।

4. ସଦାପ୍ରଭୁ ମାଶାଙ୍କେୁ କହିଲେ, "ଲୋକମାନଙ୍କର ସମସ୍ତ ନତେୃବର୍ଗଙ୍କୁ ହତ୍ଯା କର ଏବଂ ସର୍ବସାଧାରଣ ସମ୍ମୁଖ ରେ ସମାନଙ୍କେୁ ଖରା ରେ ଟାଙ୍ଗି ଦିଅ। ତବେେ ସଦାପ୍ରଭୁଙ୍କର କୋରଧ ଇଶ୍ରାୟେଲମାନଙ୍କଠାରୁ ଦୂ ରଇେ ୟିବ।"

5. ତେଣୁ ମାଶାେ ଇଶ୍ରାୟେଲର ନତେୃବର୍ଗମାନଙ୍କୁ କହିଲେ, "ପ୍ରେତ୍ୟକକ ପରିବାର ବାଲପିୟୋର ସହିତ ଯୋଗ ଦଇେଥିବା ଲୋକମାନଙ୍କୁ ବାହାର କର ଓ ସମାନଙ୍କେୁ ହତ୍ଯା କର।"

6. ଇଶ୍ରାୟେଲ ସନ୍ତାନଗଣ ମଧ୍ଯରୁ ଜଣେ ମାଶାଙ୍କେର ସମ୍ମୁଖ ରେ ଓ ଇଶ୍ରାୟେଲ ସନ୍ତାନଗଣର ସମସ୍ତ ମଣ୍ତଳୀ ସାକ୍ଷାତ ରେ ଜ୍ଞାତୀମାନଙ୍କ ନିକଟକୁ ଏକ ମିଦିଯମୀଯା ସ୍ତ୍ରୀ କି ଆଣିଲା। ସେତବେେଳେ ଲୋକମାନେ ସମାଗମ ତମ୍ବୁ ନିକଟରେ ବିଳାପ କରୁଥିଲେ।

7. ତେଣୁ ହାରୋଣ ଯାଜକର ପୌତ୍ର, ଇଲିଯାସରର ପୁତ୍ର ପୀନହସ ତାହା ଦେଖି ମଣ୍ତଳୀ ମଧ୍ଯରୁ ଉଠି ହାତ ରେ ଏକ ବର୍ଚ୍ଛା ନଲୋ।

8. ତା'ପରେ ସେ ତମ୍ବୁ ଭିତ ରେ ପ୍ରବେଶ କଲା ଏବଂ ସେ ଉଭୟ ପୁରୁଷ ଓ ସ୍ତ୍ରୀର ପଟେକୁ ବର୍ଚ୍ଛା ରେ ବିଦିର୍ଣ୍ଣ କଲା, ଫଳ ରେ ଇଶ୍ରାୟେଲ ମଧିଅରେ ମହାମାରୀ ବନ୍ଦ ହାଇେ ଗଲା।

9. ତଥାପି ଏହି ମହାମାରୀ ରେ 24 ,000 ଲୋକ ମରିଥିଲେ।

10. ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,

11. "ପୀନହସ ଯାଜକ ହାରୋଣର ନାତି ଏବଂ ଇଲିଯାସରର ପୁତ୍ର ଇଶ୍ରାୟେଲର ଲୋକମାନଙ୍କ ଉପରେ କୋର୍ଧ ଦଖାଇବୋ ପାଇଁ ମାେତେ ଅଟକାଇଲେ। ମାେତେ କୋରଧିତ କରିବା ପାଇଁ ତୁମ୍ଭେ ଯାହା କରୁଥିଲ ପୀନହସ ସେଥି ରେ ବ୍ଯତିବ୍ଯସ୍ତ ହାଇଗେଲେ। ତେଣୁ ମୁଁ ଇଶ୍ରାୟେଲର ସମସ୍ତ ଲୋକମାନଙ୍କୁ ହତ୍ଯା କଲି ନାହିଁ।

12. ପୀନହସଙ୍କୁ କୁହ ଯେ, ମୁଁ ତାଙ୍କ ନିକଟରେ ବିଶଷେ ପ୍ରତିଜ୍ଞା କରୁଛି।

13. ତହୁଁ ତାପ୍ରତି ଓ ତା ଅନ୍ତେ ତାହାର ସନ୍ତାନଗଣ ପ୍ରତି ଅନନ୍ତକାଳୀନ ଯାଜକତ୍ବର ନିଯମ ରହିବ। କାରଣ ସେ ଆପଣା ପରମେଶ୍ବରଙ୍କ ପକ୍ଷ ରେ କୋର୍ଧଭାବ ପ୍ରକାଶ କଲା ଓ ଇଶ୍ରାୟେଲ ସନ୍ତାନଗଣ ନିମନ୍ତେ ପ୍ରାଯଶ୍ଚିତ କଲା।"

14. ଇଶ୍ରାୟେଲର ଯେଉଁ ପୁରୁଷ ମିଦିଯନୀଯ ସ୍ତ୍ରୀ ସହିତ ନିହିତ ହାଇେଥିଲା, ତାହାର ନାମ ସିମ୍ରି ଓ ସେ ସାଲୂର ପୁତ୍ର ଏବଂଶିମିଯୋନ ପରିବାରବର୍ଗର ନତେୃବର୍ଗ ଥିଲେ।

15. ପୁଣି ସହେି ମିଦିଯନୀଯା ସ୍ତ୍ରୀଲୋକ ୟିଏ ଇଶ୍ରାୟେଲ ପୁତ୍ର କସବୀ ସହିତ ହତ ହାଇେଥିଲା। ସେ ସୂରର କନ୍ଯା ଥିଲା। ସୂର ମିଦିଯନୀଯ ପରିବାରବର୍ଗର ଏକ ମୁଖ୍ଯ ଥିଲା।

16. ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,

17. "ମିଦିଯନୀଯ ଲୋକମାନେ ତୁମ୍ଭର ଶତୃ ତୁମ୍ଭେ ସମାନଙ୍କେୁ ବଧ କର।

18. ସମାନେେ ପିୟୋର ରେ ତୁମ୍ଭକୁ ଠକି ଦେଲେ। ସମାନେେ ମିଦିଯନୀଯ ନେତାର କନ୍ଯା କସବୀ ସହିତ ତୁମ୍ଭକୁ ଠକି ଦଇେଛନ୍ତି। ସହେି ସ୍ତ୍ରୀ ଲୋକଟି ମହାମାରୀ ରେ ନହିତ ହେଲା। ଯାହା ଶିଯୋର ରେ ଘଟିଥିଲା, ତାହା ମହାମାରୀର କାରଣ ଥିଲା।"

About ଗଣନା ପୁସ୍ତକ Chapter 25

Read ଗଣନା ପୁସ୍ତକ Chapter 25 online from the Holy Bible. This chapter is part of the Book of ଗଣନା ପୁସ୍ତକ in the Old Testament. Continue reading with the chapter navigation above or explore the complete book.

Book Information

Book: ଗଣନା ପୁସ୍ତକ
Chapter: 25
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଗଣନା ପୁସ୍ତକ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଗଣନା ପୁସ୍ତକ Chapter 25 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଗଣନା ପୁସ୍ତକ Chapter 25?

ଗଣନା ପୁସ୍ତକ Chapter 25 is part of the Book of ଗଣନା ପୁସ୍ତକ in the Holy Bible.

Can I read this chapter online?

Yes. You can read the complete ଗଣନା ପୁସ୍ତକ Chapter 25 online for free with easy chapter navigation.

More Chapters from ଗଣନା ପୁସ୍ତକ

  1. ଗଣନା ପୁସ୍ତକ Chapter 5
  2. ଗଣନା ପୁସ୍ତକ Chapter 34
  3. ଗଣନା ପୁସ୍ତକ Chapter 32
  4. ଗଣନା ପୁସ୍ତକ Chapter 31
  5. ଗଣନା ପୁସ୍ତକ Chapter 19
  6. ଗଣନା ପୁସ୍ତକ Chapter 17
  7. ଗଣନା ପୁସ୍ତକ Chapter 15

Explore More from ପୁରାତନ ନିୟମ

  1. ଦିତୀୟ ବଂଶାବଳୀ Chapter 34
  2. ଗୀତସଂହିତା Chapter 90
  3. ଗୀତସଂହିତା Chapter 124
  4. ଯାତ୍ରା ପୁସ୍ତକ Chapter 3
  5. ହବକକୂକ Chapter 3
  6. ଆଦି ପୁସ୍ତକ Chapter 22
  7. ପ୍ରଥମ ରାଜାବଳୀ Chapter 14

Related Chapters & Readings

  1. ଗୀତସଂହିତା Chapter 57
  2. ଯିହିଜିକଲ Chapter 1
  3. ପ୍ରଥମ ରାଜାବଳୀ Chapter 2
  4. ଗୀତସଂହିତା Chapter 103
  5. ଯିରିମିୟ Chapter 33
  6. ଲେବୀୟ ପୁସ୍ତକ Chapter 22
  7. ଆଦି ପୁସ୍ତକ Chapter 8
Share Your Love

Leave a Reply

Your email address will not be published. Required fields are marked *