Read ଯୋହନ Chapter 16 Online
Read ଯୋହନ Chapter 16 online from the Holy Bible. This chapter is part of the Book of ଯୋହନ in the New Testament. Browse every verse with easy chapter navigation, continue to the next chapter, or explore the complete Book of ଯୋହନ and the Holy Bible online.
Choose a Chapter
ଯୋହନ 16
ଅଧ୍ୟାୟ 16
1. "ମୁଁ ତୁମ୍ଭକୁ ଏହିସବୁ କଥା କହିଛି, ଯେପରି ଲୋକମାନେ ତୁମ୍ଭର ବିଶ୍ବାସ ନଷ୍ଟ କରି ନପାରନ୍ତି।
2. ତୁମ୍ଭମାନଙ୍କୁ ଲୋକମାନେ ସମାନଙ୍କେର ସମାଜଗୃହଗୁଡିକରୁ ବାହାର କରି ଦବେେ। ହଁ, ଏପରି ସମୟ ଆସୁଛି ଯେତବେେଳେ ଲୋକମାନେ ଭାବିବେ ଯେ ତୁମ୍ଭକୁ ବଧ କରିବା ଦ୍ବାରା ସମାନେେ ପରମେଶ୍ବରଙ୍କ ସବୋ କରୁଛନ୍ତି।
3. କାରଣ ସମାନେେ ପରମପିତାଙ୍କୁ ଜାଣି ନାହାଁନ୍ତି ଓ ସମାନେେ ମାେତେ ମଧ୍ଯ ଜାଣି ନାହାଁନ୍ତି।
4. ମୁଁ ତୁମ୍ଭକୁ ଏସବୁ କଥା ବର୍ତ୍ତମାନ କହିଛି, ତେଣୁ ଯେତବେେଳେ ଏସବୁ ଘଟିବାର ସମୟ ଆସିବ, ସେତବେେଳେ ତୁମ୍ଭମାନେେ ମନେ ପକାଇବ ଯେ ମୁଁ ତୁମ୍ଭକୁ ସତର୍କ କରିଥିଲି।
5. ବର୍ତ୍ତମାନ ମୁଁ ମାରେ ପ୍ ରରଣକେର୍ତ୍ତାଙ୍କ ପାଖକୁ ଯାଉଛି। କିନ୍ତୁ ତୁମ୍ଭମାନଙ୍କ ମଧ୍ଯରୁ ମାେତେ କହେି ପଚାରୁନାହଁ, "ତୁମ୍ଭେ କେଉଁଆଡେ ଯାଉଛ?"
6. ତୁମ୍ଭମାନଙ୍କ ହୃଦୟ ଦୁଃଖ ରେ ପରିପୂର୍ଣ୍ଣ କାରଣ ମୁଁ ତୁମ୍ଭକୁ ଏସବୁ କହିଲି।
7. କିନ୍ତୁ ମୁଁ ତୁମ୍ଭକୁ ସତ୍ଯ କହୁଛି ଯେ ମାରେ ଚାଲିୟିବା ତୁମ୍ଭମାନଙ୍କ ପାଇଁ ମଙ୍ଗଳଜନକ ଅଟେ। କାରଣ ମୁଁ ଚାଲିଗଲା ପରେ, ମୁଁ ତୁମ୍ଭପାଖକୁ ସହେି ସାହାୟ୍ଯକାରୀଙ୍କୁ ପଠାଇବି। କିନ୍ତୁ ଯଦି ମୁଁ ନ ଯାଏ, ତବେେ ସାହାୟ୍ଯକାରୀ ଆସିବେ ନାହିଁ।
8. " ସେ ଯେତବେେଳେ ଆସିବେ, ସେତବେେଳେ ସେ ଜଗତର ଲୋକମାନଙ୍କୁ ଏହି କଥାଗୁଡିକର ସତ୍ଯତା, ପାପ, ଈଶ୍ବରଙ୍କଠା ରେ ଧାର୍ମିକତା ବିଚାର ଇତ୍ଯାଦି ବିଷୟ ରେ ପ୍ରମାଣ ଦବେେ।
9. ସହେି ସାହାୟ୍ଯକାରୀ ପ୍ରମାଣ ଦବେେ ଯେ ଲୋକମାନଙ୍କଠା ରେ ପାପ ରହିଛି, କାରଣ ସମାନେେ ମାଠାେ ରେ ବିଶ୍ବାସ କରନ୍ତି ନାହିଁ।
10. ପରମେଶ୍ବରଙ୍କ ସହିତ ମାରେ ସୁସଂପର୍କ ସମ୍ବନ୍ଧ ରେ ସେ ସମାନଙ୍କେୁ ପ୍ରମାଣ ଦବେେ, କାରଣ ମୁଁ ପରମପିତାଙ୍କ ପାଖକୁ ଯାଉଛି। ତା'ପରେ ଆଉ ତୁମ୍ଭେ ମାେତେ ଦେଖିବ ନାହିଁ।
11. ସହେି ସାହାୟ୍ଯକାରୀ ବିଚାରର ସତ୍ଯତା ବିଷୟ ରେ ଜଗତକୁ ପ୍ରମାଣ ଦବେେ, କାରଣ ଏହି ଜଗତର ଶାସକର ବିଚାର ହାଇେ ସାରିଲଣେି।
12. " ମାରେ ତୁମ୍ଭମାନଙ୍କୁ କହିବା ପାଇଁ ବହୁତ କଥା ଅଛି। କିନ୍ତୁ େସତେ ମାତ୍ରା ରେ ସଗେୁଡିକ ବର୍ତ୍ତମାନ ତୁମ୍ଭେ ଗ୍ରହଣ କରିପାରିବ ନାହିଁ।
13. କିନ୍ତୁ ଯେତବେେଳେ ସତ୍ଯମୟ ଆତ୍ମା ଆସିବେ, ସେତବେେଳେ ସେ ତୁମକୁ ସମସ୍ତ ସତ୍ଯ ପଥରେ କଢାଇନବେେ। ସେ ତାହାଙ୍କ ନିଜର କଥା କହିବେ ନାହିଁ। ସେ କବଳେ ଯାହା ଶୁଣିବେ, ତାହା କହିବେ। ସେ ତୁମକୁ ଭବିଷ୍ଯତର ଘଟଣା ବିଷୟ ରେ କହିବେ।
14. ପବିତ୍ର ଆତ୍ମା ମାେ ପାଇଁ ଗୌରବ ଆଣିବେ। ସେ ମାଠାରୁେ ସମସ୍ତ ସତ୍ଯ ବିଷୟ ଗ୍ରହଣ କରି ତୁମକୁ କହିବେ।
15. ଯାହା ପରମପିତାଙ୍କର ତାହା ସବୁ କିଛି ମାରେ। ସେଥିପାଇଁ ମୁଁ କହିଲି, ପବିତ୍ରଆତ୍ମା ମାଠାରୁେ ସବୁ ନଇେ ତୁମ୍ଭକୁ କହିବେ।
16. "ତୁମ୍ଭେ ମାେତେ ଅଳ୍ପ ସମୟ ପରେ ଆଉ ଦେଖିବ ନାହିଁ। ତା'ପରେ ଆଉ ଅଳ୍ପ ସମୟ ଉତ୍ତା ରେ ତୁମ୍ଭମାନେେ ମାେତେ ପୁଣି ଦେଖିବ।"
17. କେତଜେଣ ଶିଷ୍ଯ ପରସ୍ପରକୁ କହିଲେ, "ଯୀଶୁଙ୍କର ଏପରି କହିବା ଅର୍ଥ କ'ଣ, 'ଅଳ୍ପ ସମୟ ପରେ ତୁମ୍ଭେ ମାେତେ ଦେଖି ପାରିବ ନାହିଁ। ପୁଣି ଆଉ ଅଳ୍ପକ୍ଷଣ ଉତ୍ତା ରେ ତୁମ୍ଭେ ମାେତେ ଦେଖିପାରିବ।" ପିତାଙ୍କ ନିକଟକୁ ୟିବାର ଅର୍ଥ କ'ଣ? ତାହାଙ୍କ କଥାର ଅର୍ଥ ତ ଆମ୍ଭେ କିଛି ବୁଝି ପାରୁନାହୁଁ।
18. ଶିଷ୍ଯମାନେ ପଚାରିଲେ, ତାହାଙ୍କ କହିବା ଅନୁସାରେ " ସହେି 'ଅଳ୍ପ ସମୟର ଅର୍ଥ କ'ଣ?' ସେ ଏପରି କ'ଣ କହୁଛନ୍ତି ଆମ୍ଭେ ବୁଝିପାରୁନାହୁଁ।"
19. ଯୀଶୁ ଜାଣିଲେ ଯେ ଶିଷ୍ଯମାନେ ତାହାଙ୍କୁ ଏ ବିଷୟ ରେ ପଚାରିବା ପାଇଁ ଇଚ୍ଛା କରୁଛନ୍ତି। ତେଣୁ ସେ ଶିଷ୍ଯମାନଙ୍କୁ କହିଲେ, "ମାେ କଥାର ଅର୍ଥ କ'ଣ, ତାହା ତୁମ୍ଭେ ପରସ୍ପରକୁ ପଚାରୁଛ।" ମୁଁ କହିଲି, "ଅଳ୍ପକ୍ଷଣ ପରେ ତୁମ୍ଭମାନେେ ମାେତେ ଦେଖିପାରିବ ନାହିଁ ଓ ପୁଣି ଆଉ ଅଳ୍ପ ସମୟ ଉତ୍ତା ରେ ତୁମ୍ଭମାନେେ ମାେତେ ଦେଖିପାରିବ।
20. ମୁଁ ତୁମ୍ଭକୁ ସତ୍ଯ କହୁଛି, ତୁମ୍ଭମାନେେ କାନ୍ଦିବ ଓ ଦୁଃଖିତ ହବେ, କିନ୍ତୁ ଜଗତ ଆନନ୍ଦିତ ହବେ। ତୁମ୍ଭେ ଦୁଃଖୀ ହବେ, କିନ୍ତୁ ତୁମ୍ଭର ଦୁଃଖ ଆନନ୍ଦ ରେ ପରିଣତ ହବେ,
21. ଯେତବେେଳେ ଜଣେ ସ୍ତ୍ରୀଲୋକ ଗୋଟିଏ ସନ୍ତାନକୁ ଜନ୍ମ ଦିଏ, ସେ ୟନ୍ତ୍ରଣା ଭୋଗ କରେ କାରଣ ଜନ୍ମ ଦବୋର ସମୟ ଆସିଯାଇଥାଏ। କିନ୍ତୁ ତାର ସନ୍ତାନ ଜନ୍ମ ହବୋ ପରେ ସେ କଷ୍ଟ ଭୁଲିଯାଏ। ଜଗତ ରେ ସନ୍ତାନଟିଏ ଜନ୍ମ ହଇେଥିବା କାରଣରୁ ସେ ଏବେ ଖୁସି ଅନୁଭବ କରେ।
22. ଏହିପରି ତୁମ୍ଭ କ୍ଷେତ୍ର ରେ ମଧ୍ଯ ତାହା ଘଟିବ। ବର୍ତ୍ତମାନ ତୁମ୍ଭେ ଦୁଃଖିତ। କିନ୍ତୁ ମୁଁ ତୁମ୍ଭଙ୍କୁ ପୁଣି ଭଟେିବି ଓ ତୁମ୍ଭମାନେେ ଖୁସି ହବେ। କହେି ତୁମ୍ଭର ଆନନ୍ଦ ନଇେ ୟିବ ନାହିଁ।
23. ସହେିଦିନ ତୁମ୍ଭମାନେେ ମାେତେ କିଛି ମାଗିବ ନାହିଁ। ମୁଁ ତୁମ୍ଭକୁ ସତ୍ଯ କହୁଛି, ମାେ ନାମ ରେ ତୁମ୍ଭେ ଯାହା ପରମପିତାଙ୍କୁ ମାଗିବ, ସେ ତାହା ଦବେେ।
24. ଏପର୍ୟ୍ଯନ୍ତ ତୁମ୍ଭେ ମାେ ନାମ ରେ କିଛି ମାଗି ନାହଁ। ମାଗ, ତୁମ୍ଭମାନେେ ପାଇବ ଓ ତୁମ୍ଭର ଆନନ୍ଦ ପରିପୂର୍ଣ୍ଣ ହବେ।
25. "ମୁଁ ତୁମ୍ଭକୁ ସାଙ୍କତେିକ ଭାବରେ ଏ ସମସ୍ତ ବିଷୟ କହିଛି। କିନ୍ତୁ ସମୟ ଆସୁଛି, ଯେତବେେଳେ ମୁଁ ତୁମ୍ଭକୁ ଏସବୁ ଏପରି ଭାବରେ କହିବି ନାହିଁ। ମୁଁ ତୁମ୍ଭକୁ ପରମପିତାଙ୍କ ବିଷୟ ରେ ସରଳ ଭାଷା ରେ କହିବି।
26. ତୁମ୍ଭେ ସହେିଦିନ ପରମପିତାଙ୍କୁ ମାେ ନାମ ରେ ଅନକେ ବିଷୟ ମାଗିବ। ମୁଁ କହିଛି, ତୁମ୍ଭ ପାଇଁ ମାେତେ ପରମପିତାଙ୍କୁ କିଛି କହିବାର ଆବଶ୍ଯକତା ପଡିବ ନାହିଁ।
27. ପରମପିତା ତୁମ୍ଭଙ୍କୁ ପ୍ ରମେ କରନ୍ତି। ସେ ତୁମ୍ଭକୁ ପ୍ ରମେ କରନ୍ତି କାରଣ ତୁମ୍ଭେ ମାେତେ ପ୍ ରମେ କରିଛ। ସେ ତୁମ୍ଭଙ୍କୁ ପ୍ ରମେ କରନ୍ତି କାରଣ ମୁଁ ପରମେଶ୍ବରଙ୍କଠାରୁ ଆସିଛି ବୋଲି ତୁମ୍ଭେ ବିଶ୍ବାସ କରିଛ।
28. ମୁଁ ଏହି ଜଗତକୁ ପରମପିତାଙ୍କଠାରୁ ଆସିଛି। ବର୍ତ୍ତମାନ ମୁଁ ଏହି ଜଗତ ଛାଡି ପରମେଶ୍ବରଙ୍କ ପାଖକୁ ଫରେିୟିବି।"
29. ଯୀଶୁଙ୍କର ଶିଷ୍ଯମାନେ କହିଲେ, "ତୁମ୍ଭେ ବର୍ତ୍ତମାନ ଆମ୍ଭକୁ ସ୍ପଷ୍ଟ ଭାବରେ କହୁଛ। ବୁଝି ନ ପାରିଲା ଭଳି କଷ୍ଟକର ଶବ୍ଦ ତୁମ୍ଭେ କହୁନାହଁ।
30. ଆମ୍ଭେ ବର୍ତ୍ତମାନ ଦେଖି ପାରୁଛୁ ଯେ ତୁମ୍ଭେ ସବୁ କିଛି ଜାଣ। ତୁମ୍ଭେ ଜଣଙ୍କୁ ତା'ର ପ୍ରଶ୍ନ ପଚାରିବା ପୂର୍ବରୁ ଉତ୍ତର କହିପାର। ଏହା ଦ୍ବାରା ଆମ୍ଭର ବିଶ୍ବାସ ହାଇେଛି ଯେ ତୁମ୍ଭେ ପରମେଶ୍ବରଙ୍କଠାରୁ ଆସିଛ।"
31. ଯୀଶୁ କହିଲେ, " ତବେେ ବର୍ତ୍ତମାନ ତୁମ୍ଭେ ବିଶ୍ବାସ କରୁଛ?
32. ଶୁଣ! ସମୟ ଆସୁଛି ଯେତବେେଳେ ତୁମ୍ଭେ ଛିନ୍ନଭିନ୍ନ ହଇୟିବେ। ତୁମ୍ଭମାନଙ୍କୁ ମଧ୍ଯରୁ ପ୍ରେତ୍ୟକକ ନିଜ ନିଜର ଘର ଭିତରକୁ ଛିନ୍ନଭିନ୍ନ ହାଇେ ଚାଲିୟିବ। ସହେି ସମୟ ଆସି ପହଞ୍ଚିଛି। ତୁମ୍ଭେ ମାେତେ ଏକାକୀ ଛାଡି ଦବେ। ମୁଁ ଏକୁଟିଆ ଥିବି। କିନ୍ତୁ ମୁଁ କଦାପି ଏକୁଟିଆ ନୁହେଁ, କାରଣ ପରମପିତା ସବୁବେଳେ ମାେ ସହିତ ଅଛନ୍ତି।
33. ମାଠାେ ରେ ତୁମ୍ଭମାନେେ ଯେପରି ଶାନ୍ତି ପାଇବ, ଏଥିପାଇଁ ମୁଁ ତୁମ୍ଭମାନଙ୍କୁ ଏସମସ୍ତ କଥା କହିଲିି। ଏହି ଜଗତ ରେ ତୁମ୍ଭେ କଷ୍ଟ ପାଇବ। କିନ୍ତୁ ସାହାସୀ ହୁଅ ମୁଁ ଜଗତକୁ ଜୟ କରିଛି।"
About ଯୋହନ Chapter 16
Read ଯୋହନ Chapter 16 online from the Holy Bible. This chapter is part of the Book of ଯୋହନ in the New Testament. Continue reading with the chapter navigation above or explore the complete book.
Book Information
Book: ଯୋହନ
Chapter: 16
Testament: New Testament
How to Read this Chapter
Use the Previous and Next Chapter buttons to continue reading ଯୋହନ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଯୋହନ Chapter 16 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଯୋହନ Chapter 16?
ଯୋହନ Chapter 16 is part of the Book of ଯୋହନ in the Holy Bible.
Can I read this chapter online?
Yes. You can read the complete ଯୋହନ Chapter 16 online for free with easy chapter navigation.
More Chapters from ନୂତନ ନିୟମ
- ମାର୍କ Chapter 13
- ମାର୍କ Chapter 12
- ମାର୍କ Chapter 4
- 1 ତୀମଥି Chapter 3
- 2 କରିନ୍ଥୀୟ Chapter 2
- ଲୂକ Chapter 12
- ମାର୍କ Chapter 7
Explore More from ଯୋହନ
- ଯୋହନ Chapter 11
- ଯୋହନ Chapter 21
- ଯୋହନ Chapter 19
- ଯୋହନ Chapter 4
- ଯୋହନ Chapter 10
- ଯୋହନ Chapter 1
- ଯୋହନ Chapter 12