ମଲାଖି Chapter 1

For English

Read ମଲାଖି Chapter 1 Online

Read ମଲାଖି Chapter 1 online from the Holy Bible. This chapter is part of the Book of ମଲାଖି in the Old Testament. Browse every verse with easy chapter navigation, continue to the next chapter, or explore the complete Book of ମଲାଖି and the Holy Bible online.

Choose a Chapter

ମଲାଖି 1

ଅଧ୍ୟାୟ 1

1. ଇଶ୍ରାୟେଲ ପ୍ରତି ସଦାପ୍ରଭୁଙ୍କର ଏହି ବାର୍ତ୍ତା ଥିଲା। ଏହି ବାର୍ତ୍ତା ପ୍ରଗ୍ଭର କରିବାକୁ ପରମେଶ୍ବର ମଲାଖିକୁ ନିୟୁକ୍ତ କରିଥିଲେ।

2. ସଦାପ୍ରଭୁ କହିଲେ, "ଆମ୍ଭେ ତୁମ୍ଭ ସମସ୍ତଙ୍କୁ ପ୍ ରମେ କରିଅଛୁ।"

3. ଆମ୍ଭେ ଏଷୌକୁ ଘୃଣା କଲୁ। ଆମ୍ଭେ ଏଷୌର ପର୍ବତଗୁଡିକୁ ଧ୍ବଂସ କଲୁ। ଏଷୌର ମାତୃଭୂମି ଧ୍ବଂସ ପାଇଲା ଏବଂ ସଠାେ ରେ କବଳେ ଶୃଗାଳ ବାସ କରିଲେ।"

4. ଇଦୋମର ଲୋକମାନେ କହିବେ, "ଆମ୍ଭମାନେେ ନିପାତିତ ହାଇେଥିଲୁ ମାତ୍ର ଆମ୍ଭମାନେେ ଆମ୍ଭର ବିଧ୍ବସ୍ତ ନଗରୀକୁ ପୁନଃନିର୍ମାଣ କରିବୁ।"

5. ତୁମ୍ଭମାନେେ ଏହିସବୁ ଦେଖିବ ଓ କହିବ, "ସଦାପ୍ରଭୁ ଇଶ୍ରାୟେଲର ବାହା ରେ ମଧ୍ଯ ମହିମାନ୍ବିତ ହୁଅନ୍ତୁ।"

6. ସର୍ବଶକ୍ତିମାନ୍ ସଦାପ୍ରଭୁ କହିଲେ, "ପିଲାମାନେ ସମାନଙ୍କେର ପିତାଙ୍କୁ ସମ୍ମାନ କରନ୍ତି, ଗ୍ଭକରମାନେ ସମାନଙ୍କେର ମୁନିବଙ୍କୁ ସମ୍ମାନ କରନ୍ତି, ତେଣୁ ଆମ୍ଭେ ତୁମ୍ଭମାନଙ୍କର ପିତା, ତୁମ୍ଭମାନେେ ଆମ୍ଭକୁ କାହିଁକି ଭୟ ଓ ସମ୍ମାନ କରୁ ନାହିଁ? ଆମ୍ଭେ ତୁମ୍ଭମାନଙ୍କର ମୁନିବ, ତୁମ୍ଭମାନେେ ଆମ୍ଭକୁ କାହିଁକି ଭୟ ଏବଂ ସମ୍ମାନ କରୁନାହିଁ? ତୁମ୍ଭେ ଯାଜକଗଣ ଆମ୍ଭର ନାମ ପ୍ରତି ତାଚ୍ଛଲ୍ଯ ମନୋଭାବ ଦଖାେଉଛ।"

7. ସଦାପ୍ରଭୁ କହିଲେ, "ତୁମ୍ଭମାନେେ ଆମ୍ଭର ୟଜ୍ଞବଦେୀ ଉପ ରେ ଅଶୁଚି ଖାଦ୍ୟ ଉତ୍ସର୍ଗ କରୁଅଛ।"

8. ତୁମ୍ଭମାନେେ ୟଜ୍ଞବଦେୀ ନିମନ୍ତେ ଅନ୍ଧ ପଶୁ ବଳିଦାନ କରୁଛ, ଏହା କ'ଣ ଭୂଲ୍ ନୁହେଁ? ତୁମ୍ଭମାନେେ ଯେଉଁ େଛାଟ ଓ ରୋଗୀ ପଶୁଗୁଡିକୁ ଉତ୍ସର୍ଗ କରୁଛ ତାହା ମଧ୍ଯ ଭୁଲ୍ ନୁହେଁ କି? ତୁମ୍ଭମାନେେ ଯଦି ସହେି ଭଟେି ତୁମ୍ଭମାନଙ୍କର ଶାସକକୁ ଦିଅ, ସେ କ'ଣ ସନ୍ତୁଷ୍ଟ ହବେେ? ନା, ସେ କବେେ ହେଲେ ସେ ଭଟେି ଗ୍ରହଣ କରିବେ ନାହିଁ।" ସର୍ବଶକ୍ତିମାନ ସଦାପ୍ରଭୁ ଏହି ସବୁ କହିଥିଲେ।

9. " ହେ ଯାଜକଗଣ, ସଦାପ୍ରଭୁଙ୍କୁ ପ୍ରାର୍ଥନା କର ଯେପରି ଆମ ପ୍ରତି ଦୟାଳୁ ହବେେ। ଏହା ତୁମ୍ଭର ଭୂଲ୍ ଯୋଗୁଁ ହାଇେଛି। ସେ କାହିଁକି ତୁମ୍ଭମାନଙ୍କ ମଧ୍ଯରୁ କାହାକୁ ଗ୍ରହଣ କରିବେ?" ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଥିଲେ।

10. "ଆମ୍ଭେ ଇଛାକରୁ, ତୁମ୍ଭର କହେି ଯାଜକ ଦ୍ବାରା ବନ୍ଦ କରିଦିଅନ୍ତୁ। ତା' ହେଲେ ତୁମ୍ଭେ ମାରେ ବଦେୀ ରେ ଅନୁପୟୋଗୀ ଅଗ୍ନି ଜଳାଇ ପିରିବ ନାହିଁ। ଆମ୍ଭେ କିନ୍ତୁ ତୁମ୍ଭଠା ରେ ସନ୍ତୁଷ୍ଟ ନୁହଁ। ଆମ୍ଭେ ତୁମ୍ଭର ନବୈେଦ୍ଯ ଗ୍ରହଣ କରିବୁ ନାହିଁ।" ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କହିଥିଲେ।

11. ସମସ୍ତ ଦେଶର ଲୋକମାନେ ଆପଣା ନାମର ମହତ୍ତ୍ବ ଗାନ କରୁଛନ୍ତି। ଲୋକମାନେ ସମସ୍ତ ସ୍ଥାନ ରେ ପବିତ୍ର ନବୈେଦ୍ଯ ଓ ଧୂପ ଉତ୍ସର୍ଗ କରୁଛନ୍ତି, କାରଣ ଆମ୍ଭର ନାମ ସମଗ୍ର ଦେଶ ରେ ମହାନ୍ ଅଟେ।" ସର୍ବଶକ୍ତିମାନ ସଦାପ୍ରଭୁ ଏସବୁ କହିଥିଲେ।

12. "ମାତ୍ର, ତୁମ୍ଭମାନେେ ଆମ୍ଭର ନାମର ଅସମ୍ମାନ କରୁଛ। ତୁମ୍ଭମାନେେ କହୁଛ ସଦାପ୍ରଭୁଙ୍କର ୟଜ୍ଞବଦେୀ ଅପବିତ୍ର।

13. ତୁମ୍ଭେ କହିଛ ଯେ, ତୁମ୍ଭେ ବିବ୍ରତ ହବେ ନାହିଁ ଏବଂ ତୁମ୍ଭେ ୟଜ୍ଞବଦେୀ ରେ ଥିବା ଖାଦ୍ୟ ପ୍ରତି ତାଚ୍ଛଲ୍ଯ ପ୍ରକାଶ କରିଛ ଏବଂ ତୁମ୍ଭେ ନ ଖାଇ ପରିତ୍ଯାଗ କରୁଛ, ଆଉ ମଧ୍ଯ ମନ୍ଦ ବୋଲି କହୁଛ। ମାତ୍ର ଏହା ସତ୍ଯ ନୁହେଁ। ତା'ପ ରେ ତୁମ୍ଭମାନେେ ଆହତ, େଛାଟା ଓ ରୁଗ୍ଣ ପଶୁମାନଙ୍କୁ ଆମ୍ଭ ନିକଟରେ ବଳିଦାନ ପାଇଁ ଆଣୁଛ। ମାତ୍ର ସହେି ରୁଗ୍ଣ ପଶୁଗୁଡିକୁ ଆମ୍ଭେ ଗ୍ରହଣ କରିବା ନାହିଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଲେ।

14. କେତକେ ଲୋକ ଅଛନ୍ତି ଯେଉଁମାନେ ଶପଥ ନିଅନ୍ତି, ଭଲ ସୁସ୍ଥ ପଶୁକୁ ବଳିଦବୋ ପାଇଁ, କିନ୍ତୁ ଶଷେ ରେ ସମାନେେ ରୁଗ୍ଣ ପଶୁକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି। ସେଥିପାଇଁ ସମାନେେ ଅଭିଶପ୍ତ ହବେେ। ଆମ୍ଭେ ଜଣେ ମହାନ୍ ରାଜା ଅଟୁ। ଆମ୍ଭକୁ ତୁମ୍ଭମାନେେ ସମ୍ମାନ କରିବା ଉଚିତ ଓ ସମଗ୍ର ବିଶ୍ବ ଆମ୍ଭକୁ ଭୟ ଓ ସମ୍ମାନ କରିବା ଉଚିତ୍।" ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ କହିଥିଲେ।

About ମଲାଖି Chapter 1

Read ମଲାଖି Chapter 1 online from the Holy Bible. This chapter is part of the Book of ମଲାଖି in the Old Testament. Continue reading with the chapter navigation above or explore the complete book.

Book Information

Book: ମଲାଖି
Chapter: 1
Testament: Old Testament

How to Read this Chapter

Use the Previous and Next Chapter buttons to continue reading ମଲାଖି. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ମଲାଖି Chapter 1 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ମଲାଖି Chapter 1?

ମଲାଖି Chapter 1 is part of the Book of ମଲାଖି in the Holy Bible.

Can I read this chapter online?

Yes. You can read the complete ମଲାଖି Chapter 1 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 1
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 38
  6. ଆଦି ପୁସ୍ତକ Chapter 30
  7. ଆଦି ପୁସ୍ତକ Chapter 26

Explore More from ମଲାଖି

  1. ମଲାଖି Chapter 2
  2. ମଲାଖି Chapter 4
  3. ମଲାଖି Chapter 3

Related Chapters & Readings

  1. ମାଥିଉ Chapter 12
  2. ହିତୋପଦେଶ Chapter 3
  3. ଯିଶାଇୟ Chapter 58
  4. ଲୂକ Chapter 4
  5. ଦ୍ୱିତୀୟ ବିବରଣ Chapter 3
  6. 2 କରିନ୍ଥୀୟ Chapter 10
  7. ପ୍ରେରିତ Chapter 26
Share Your Love

Leave a Reply

Your email address will not be published. Required fields are marked *