Read ଉପଦେଶକ Chapter 10 Online
Read ଉପଦେଶକ Chapter 10 online from the Holy Bible. This chapter is part of the Book of ଉପଦେଶକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଉପଦେଶକ and the Holy Bible online.
Choose a Chapter
ଉପଦେଶକ 10
ଅଧ୍ୟାୟ 10
1. କିଛି ମଲାମାଛି ଗନ୍ଧବଣିକର ସୁଗନ୍ଧି ତୈଳ ଦୁର୍ଗନ୍ଧ କରିପକାଏ। ଠିକ୍ ସପରେି ଅଳ୍ପ ମୂର୍ଖତା ଜ୍ଞାନ ଓ ସମ୍ଭ୍ରମଠାରୁ ଅଧିକ ଭାରି।
2. ଜଣେ ଜ୍ଞାନୀର ହୃଦଯ ତାକୁ ଠିକ୍ ପଥରେ ଆଗଇେ ନିଏ, କିନ୍ତୁ ଜଣେ ମୂର୍ଖର ହୃଦଯ ତାକୁ ଭୁଲ୍ ବାଟରେ ଆଗଇେ ନିଏ।
3. ମୁର୍ଖ ପଥରେ ଗମନ କଲା ବେଳେ ତାହାର ବୁଦ୍ଧିର ଅଭାବ ଦଖାୟୋଏ। ପୁଣି ସେ ପ୍ରେତ୍ୟକକକୁ କ ହେ ଯେ ସେ ମୂର୍ଖ।
4. କାରଣ ଜଣେ ଶାସକ ତୁମ୍ଭ ଉପ ରେ ରାଗିଛନ୍ତି, ସେଥିପାଇଁ ପଳାଇୟାଅ ନାହିଁ। ଏକ ଶାନ୍ତି ଆତ୍ମା ମହାଭୁଲ୍କୁ ମଧ୍ଯ ଅତିକ୍ରମ କରିପା ରେ। କାରଣ ଅଧିନତା ସ୍ବୀକାର ଦ୍ବାରା ମହା ଅନିଷ୍ଟ କ୍ଷାନ୍ତ ହୁଏ।
5. ମୁଁ ସୂର୍ୟ୍ଯ ତଳେ ଏକ ମନ୍ଦ ବିଷଯ ଦେଖିଲି। ଏକ ଭୁଲ୍ ଯାହା ଶାସନ କର୍ତ୍ତାଠାରୁ ଆସିଥାଏ।
6. ମୂର୍ଖମାନଙ୍କୁ ମହତ୍ତ୍ବ ପୂର୍ଣ୍ଣ ସ୍ଥାନ ଦିଆୟାଏ, ଯେତବେେଳେ ଧନୀ ମାନଙ୍କୁ ଗୁରୁତ୍ବହୀନ କାର୍ୟ୍ଯ ଦିଆୟାଏ।
7. ମୁଁ ଦାସମାନଙ୍କୁ ଅଶ୍ବ ଉପ ରେ ଓ ଅଧିପତିମାନଙ୍କୁ ଦାସ ତୁଲ୍ଯ ପଦଗତି ରେ ଗମନ କରିବାର ଦେଖିଅଛି।
8. ଯେ ଗର୍ତ୍ତ ଖୋଳେ, ସେ ତହିଁରେ ପଡ଼ିବ ଓ ଯେଉଁ ଲୋକ ପ୍ରାଚୀର ଭାଙ୍ଗେ ତାହାକୁ ସର୍ପ କାମୁଡ଼ିବ।
9. ଯେଉଁ ଲୋକ ଏକବଡ଼ ପଥର ଗଡ଼ାଏ, ସେ ତାଦ୍ବାରା ଆଘାତ ପାଇବ। ପୁଣି ଯେ କାଠ ଚି ରେ, ସେ ତାହା ଦ୍ବାରା ଆପଦଗ୍ରସ୍ତ ହବେ।
10. କୁରାଢ଼ି ଦନ୍ଥଡ଼ା ହେଲେ, ଯଦି ତା'ର ଦାଢ଼ ନ ପଜାଏ, ତବେେ ତାହାପ ରେ ଅଧିକ ବଳ ପ୍ରଯୋଗ କରିବାକୁ ହୁଏ। କିନ୍ତୁ ଜ୍ଞାନ ଜିନିଷକୁ ସହଜ ସାଧ୍ଯ କରିଦିଏ।
11. ସର୍ପ ମନ୍ତ୍ର ମୁଗ୍ଧ ହବୋ ପୂର୍ବରୁ କାମୁଡ଼ିଲେ, ସାପ କଳୋର କୌଶଳ ଅନାବଶ୍ଯକ।
12. ଜ୍ଞାନୀର କଥା ତା ପାଇଁ ପ୍ରଶଂସା ଆଣେ କିନ୍ତୁ ମୂର୍ଖର କଥା ତାକୁ ନଷ୍ଟ କରେ।
13. ତାହାର ମୁଖର ବାକ୍ଯାରମ୍ଭ ଅଜ୍ଞାନତା ଅଟେ ଓ ତାହାର କଥାର ଶଷେ ମନ୍ଦ ପାଗଳାମୀ ଅଟେ।
14. ମୂର୍ଖ ବହୁ କଥା କ ହେ। ତଥାପି କ'ଣ ହବେ ମନୁଷ୍ଯ ଜାଣେ ନାହିଁ। ଆଉ ତା'ପ ରେ କ'ଣ ଘଟିବ, କହେି ତାକୁ ଜଣାଇ ପାରିବ ନାହିଁ।
15. ପ୍ରେତ୍ୟକକ ମୂର୍ଖର ପରିଶ୍ରମ ତାହାକୁ କ୍ଲାନ୍ତ କରେ, କାରଣ କିପରି ନଗରକୁ ୟିବାକୁ ହୁଏ ତାହା ସେ ଜାଣେ ନାହିଁ।
16. ହେ ଦେଖ, ତୁମ୍ଭର ରାଜା ଯବେେ ବାଳକ ହୁଏ ଓ ତୁମ୍ଭର ଅଧିପତିଗଣଙ୍କ ପ୍ରଭାତ ରେ ଭୋଜନ କରନ୍ତି। ତବେେ ଏହା ତୁମ୍ଭ ପ୍ରତି ବହୁତ ଖରାପ।
17. ହେ ଦେଶ ଯଦି ତୁମ୍ଭର ରାଜା କୁଳୀନ ପରିବାରରୁ ଆସନ୍ତି ଓ ତୁମ୍ଭର ଅଧିପତିଗଣ ଯବେେ ମତ୍ତତା ନିମନ୍ତେ ନୁହେଁ ମାତ୍ର ବଳ ନିମନ୍ତେ ପାନ କରନ୍ତି ଓ ଉପୟୁକ୍ତ ସମୟରେ ଭୋଜନ କରନ୍ତି, ତବେେ ତୁମ୍ଭେ ଧନ୍ଯ।
18. ଆଳସ୍ଯ ଛାତକୁ ଭୁଷୁଡ଼ାଇ ଦିଏ, ପୁଣି ଗୃହ ରେ ଛିଦ୍ର ହୁଏ।
19. ଖୁସି ନିମନ୍ତେ ଖାଦ୍ୟ ପ୍ରସ୍ତୁତ ହୁଏ। ପୁଣି ଦ୍ରାକ୍ଷାରସ ମନ ଆନନ୍ଦିତ କରେ, ଧନ ସବୁ କାର୍ୟ୍ଯ ରେ ଆ ସେ।
20. ରାଜାକୁ ଅଭିଶାପ ଦିଅ ନାହିଁ। ନା ଏପରିକି ମନେ ମନେ ମଧ୍ଯ ଦିଅ ନାହିଁ। ଆଉ ଧନୀକୁ ଆପଣା ଶଯନ ଗୃହ ରେ ଅଭିଶାପ ଦିଅ ନାହିଁ। କାରଣ ଏକ େଛାଟ ପକ୍ଷୀ ସହେି ବାର୍ତ୍ତା ନଇୟିବେ ଓ ସେ କଥା ଉତ୍ତର ଦବେ।
About ଉପଦେଶକ Chapter 10
Read ଉପଦେଶକ Chapter 10 online from the Holy Bible. This chapter is part of the Book of ଉପଦେଶକ in the Old Testament. Continue reading with the chapter navigation above or explore the complete book.
Book Information
Book: ଉପଦେଶକ
Chapter: 10
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଉପଦେଶକ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଉପଦେଶକ Chapter 10 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଉପଦେଶକ Chapter 10?
ଉପଦେଶକ Chapter 10 is part of the Book of ଉପଦେଶକ in the Holy Bible.
Can I read this chapter online?
Yes. You can read the complete ଉପଦେଶକ Chapter 10 online for free with easy chapter navigation.
More Chapters from ଉପଦେଶକ
- ଉପଦେଶକ Chapter 3
- ଉପଦେଶକ Chapter 7
- ଉପଦେଶକ Chapter 5
- ଉପଦେଶକ Chapter 4
- ଉପଦେଶକ Chapter 12
- ଉପଦେଶକ Chapter 11
- ଉପଦେଶକ Chapter 9
Explore More from ପୁରାତନ ନିୟମ
- ଯିଶାଇୟ Chapter 48
- ଆମୋଷ Chapter 9
- ଆଦି ପୁସ୍ତକ Chapter 47
- ଯିଶାଇୟ Chapter 40
- ପ୍ରଥମ ଶାମୁୟେଲ Chapter 6
- ହୋଶେୟ Chapter 7
- ପ୍ରଥମ ଶାମୁୟେଲ Chapter 5