ମୀଖା Chapter 3

For English

Read ମୀଖା Chapter 3 Online

Read ମୀଖା Chapter 3 online from the Holy Bible. This chapter is part of the Book of ମୀଖା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ମୀଖା and the Holy Bible online.

Choose a Chapter

ମୀଖା 3

ଅଧ୍ୟାୟ 3

1. ତା'ପ ରେ ମୁଁ କହିଲି, " ହେ ଯାକୁବର ପ୍ରାଚୀନଗଣ ଓ ଇଶ୍ରାୟେଲ ବଂଶର ଶାସକଗଣ, ମାେ କଥା ଶୁଣ, ତୁମ୍ଭମାନେେ ନ୍ଯାଯ କ'ଣ ଜାଣିବା ଉଚିତ।

2. କିନ୍ତୁ ତୁମ୍ଭମାନେେ ସୁକର୍ମକୁ ଘୃଣାକରି ଦୁଷ୍କର୍ମକୁ ଭଲ ପାଉଛ। ଆଉ ମଧ୍ଯ ଲୋକମାଙ୍କ ଶରୀରରୁ ଚର୍ମ ବିଦୀର୍ଣ୍ଣ କରିଛ ଏବଂ ସମାନଙ୍କେର ଅସ୍ଥିରୁ ମାଂସ କାଢି ନଇେଛ।

3. ତୁମ୍ଭମାନେେ ମାେ ସନ୍ତାନମାନଙ୍କୁ ଧ୍ବଂସ କରିଛ। ତୁମ୍ଭେ ସମାନଙ୍କେର ଚର୍ମ କାଢି ନଇେଛ ଓ ସମାନଙ୍କେର ଅସ୍ଥିକୁ ଭାଙ୍ଗି ଦଇେଛ। ପାତ୍ର ରେ ରନ୍ଧନ ପାଇଁ ମାଂସକୁ ଖଣ୍ତ କଲାପରି ସମାନଙ୍କେ ଅସ୍ଥି ଓ ମାଂସକୁ ତୁମ୍ଭେ ଖଣ୍ତ ଖଣ୍ତ କରିଛ।

4. ତେଣୁ ତୁମ୍ଭମାନେେ ଯେତବେେଳେ ସଦାପ୍ରଭୁଙ୍କୁ ନିବଦନେ କରିବ, କିନ୍ତୁ ସେ କୌଣସି ଉତ୍ତର ଦବେେ ନାହିଁ। ଆଉ ମଧ୍ଯ ତୁମ୍ଭମାନେେ ଦୁଷ୍କର୍ମ କରିଥିବାରୁ ସଦାପ୍ରଭୁ ତୁମ୍ଭମାନଙ୍କୁ ତାଙ୍କର ମୁହଁ ଲୁଗ୍ଭଇବେ।"

5. କେତକେ ଭବିଷ୍ଯତ୍ବକ୍ତା ସଦାପ୍ରଭୁଙ୍କ ଲୋକଙ୍କୁ ମିଥ୍ଯା ବାକ୍ଯ କୁହନ୍ତି। ସଦାପ୍ରଭୁ ସହେି ଭବିଷ୍ଯତ୍ବକ୍ତାମାନଙ୍କ ସମ୍ବନ୍ଧ ରେ ଏହି କଥା କୁହନ୍ତି,

6. ଏଥିପାଇଁ ତୁମ୍ଭମାନେେ ଦର୍ଶନ ପାଇବ ନାହିଁ, ତୁମ୍ଭମାନଙ୍କ ପାଇଁ ତାହା ରାତ୍ରି ହବେ। ଭବିଷ୍ଯତ୍ ରେ କ'ଣ ଘଟିବ ତୁମ୍ଭମାନେେ ତାହା ଦେଖିପାରିବ ନାହିଁ। ତେଣୁ ତାହା ତୁମ୍ଭମାନଙ୍କ ପାଇଁ ଅନ୍ଧକାର ହବେ। ସୂର୍ୟ୍ଯ ସହେି ଭବିଷ୍ଯତ୍ବକ୍ତାଗଣଙ୍କ ଉପ ରେ ଅସ୍ତମିତ ହବେେ, ତେଣୁ ସମାନଙ୍କେ ପାଇଁ ଦିବସ ଅନ୍ଧକାର ତୁଲ୍ଯ ହବେ।

7. ଆଉ ସହେି ଦର୍ଶକମାନେ ଲଜ୍ଜିତ ହବେେ ଏବଂ ମନ୍ତ୍ରଜ୍ଞମାନେ ଉଦ୍ବିଗ୍ନ ହବେେ। ସମାନେେ କିଛି କହି ପାରିବେ ନାହିଁ କାରଣ ପରମେଶ୍ବର ତାଙ୍କୁ କୌଣସି ଉତ୍ତର ଦବେେ ନାହିଁ।

8. କିନ୍ତୁ ସଦାପ୍ରଭୁଙ୍କର ଆତ୍ମା ଦ୍ବାରା ଶକ୍ତି ରେ, ନ୍ଯାଯ ବିଗ୍ଭର ରେ ଓ ପରାକ୍ରମ ରେ ମୁଁ ଏପରି ପରିପୂର୍ଣ୍ଣ ହବେି ଯେ ଯାକୁବର ଅପରାଧ ଓ ଇଶ୍ରାୟେଲର ପାପ ବିଷଯ ରେ ମୁଁ ସମାନଙ୍କେୁ ଅବଗତ କରାଇବି।"

9. ହେ ଯାକୁବର ବୃଦ୍ଧଗଣ ଓ ଇଶ୍ରାୟେଲର ଶାସକଗଣ ମାେ କଥା ଶୁଣ! ତୁମ୍ଭମାନେେ ନ୍ଯାଯ ବିଗ୍ଭର ଚଳଣିକୁ ଘୃଣା କରୁଛ। ଯାହାସବୁ ନ୍ଯାଯ ଓ ଯଥାର୍ଥ ତୁମ୍ଭମାନେେ ସେ ସମସ୍ତକୁ ମିଥ୍ଯା କରୁଛ।

10. ଲୋକମାନଙ୍କ ରକ୍ତ ରେ ସିଯୋନକୁ ତୁମ୍ଭେ ଗଢିଛ ଓ ଅଧର୍ମ ଦ୍ବାରା ୟିରୁଶାଲମକୁ ନିର୍ମାଣ କରିଛ।

11. ୟିରୁଶାଲମର ବିଗ୍ଭରପତିଗଣ ଲାଞ୍ଚ ନଇେ ବିଗ୍ଭର କରନ୍ତି। ଆଉ ସେ ସ୍ଥାନର ଯାଜକଗଣ ଅର୍ଥ ନଇେ ଶିକ୍ଷା ଦିଅନ୍ତି ଓ ଭବିଷ୍ଯଦ୍ବକ୍ତାଗଣ ଭବିଷ୍ଯବାଣୀ ପାଇଁ ଅର୍ଥ ନିଅନ୍ତି। ତଥାପି ସେ ସ୍ଥାନର ବୃଦ୍ଧଗଣ ସଦାପ୍ରଭୁଙ୍କ ସାହାୟ୍ଯ ପାଇଁ ଆଶା କରନ୍ତି। ସମାନେେ ମଧ୍ଯ କୁହନ୍ତି, "ସଦାପ୍ରଭୁ ଆମ୍ଭମାନଙ୍କ ସହିତ ଏଠା ରେ ଅଛନ୍ତି।" ତେଣୁ କୌଣସି ଅମଙ୍ଗଳ ଆମ୍ଭମାନଙ୍କର ଘଟିବ ନାହିଁ।

12. ହେ ପ୍ରାଚୀନଗଣ, ତୁମ୍ଭମାନଙ୍କ ପାଇଁ ସିୟୋନ ଧ୍ବଂସ ହବେ। ଏହା ଗ୍ଭଷ ଭୂମିରେ ପରିଣତ ହବେ। ୟିରୁଶାଲମ ମଧ୍ଯ ପ୍ରସ୍ତର ସ୍ତୁପ ରେ ପରିଣତ ହବେ। ମନ୍ଦିରର ପର୍ବତ ଶୂନ୍ଯ ପାହାଡ ହାଇେ ବଣବୁଦା ରେ ଆବୃତ ହବେ।

About ମୀଖା Chapter 3

Read ମୀଖା Chapter 3 online from the Holy Bible. This chapter is part of the Book of ମୀଖା in the Old Testament. Continue reading with the chapter navigation above or explore the complete book.

Book Information

Book: ମୀଖା
Chapter: 3
Testament: Old Testament

How to Read this Chapter

Use the Previous and Next Chapter buttons to continue reading ମୀଖା. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ମୀଖା Chapter 3 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ମୀଖା Chapter 3?

ମୀଖା Chapter 3 is part of the Book of ମୀଖା in the Holy Bible.

Can I read this chapter online?

Yes. You can read the complete ମୀଖା Chapter 3 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 1
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 38
  6. ଆଦି ପୁସ୍ତକ Chapter 30
  7. ଆଦି ପୁସ୍ତକ Chapter 21

Explore More from ମୀଖା

  1. ମୀଖା Chapter 4
  2. ମୀଖା Chapter 1
  3. ମୀଖା Chapter 6
  4. ମୀଖା Chapter 7
  5. ମୀଖା Chapter 5
  6. ମୀଖା Chapter 2

Related Chapters & Readings

  1. ଦାନିଏଲ Chapter 2
  2. ଆଦି ପୁସ୍ତକ Chapter 25
  3. ପ୍ରଥମ ରାଜାବଳୀ Chapter 19
  4. ହିତୋପଦେଶ Chapter 28
  5. ପ୍ରେରିତ Chapter 17
  6. ଯିଶାଇୟ Chapter 6
  7. 2 କରିନ୍ଥୀୟ Chapter 6
Share Your Love

Leave a Reply

Your email address will not be published. Required fields are marked *