ପ୍ରଥମ ରାଜାବଳୀ Chapter 3

For English

Read ପ୍ରଥମ ରାଜାବଳୀ Chapter 3 Online

Read ପ୍ରଥମ ରାଜାବଳୀ Chapter 3 online from the Holy Bible. This chapter is part of the Book of ପ୍ରଥମ ରାଜାବଳୀ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ପ୍ରଥମ ରାଜାବଳୀ and the Holy Bible online.

Choose a Chapter

ପ୍ରଥମ ରାଜାବଳୀ 3

ଅଧ୍ୟାୟ 3

1. ତା'ପରେ ଶଲୋମନ ମିଶରର ରାଜା ସହିତ ଚୁକ୍ତି କରି ଫାରୋଙ୍କ କନ୍ଯାକୁ ବିବାହ କଲେ ଓ ତାକୁ ଦାଉଦ ନଗରକୁ ଆଣିଲେ। ସହେି ସମୟରେ ସେ ନିଜ ପାଇଁ ପ୍ରସାଦ ଓ ସଦାପ୍ରଭୁଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରୁଥିଲେ। ସେ ମଧ୍ଯ ୟିରୁଶାଲମର ଚତୁର୍ଦ୍ଦିଗ ରେ ଏକ ପ୍ରାଚୀର ନିର୍ମାଣ କରୁଥିଲେ।

2. କିନ୍ତୁ ସେ ପର୍ୟ୍ଯନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମନ୍ଦିର ନିର୍ମାଣ କାର୍ୟ୍ଯ ଶଷେ ହାଇେ ନ ଥିଲା। ତେଣୁ ଲୋକମାନେ ନାନା ଉଚ୍ଚସ୍ଥାନ ରେ ବଳିଦାନ କରୁଥିଲେ।

3. ଶଲୋମନ ନିଜ ପିତା ଦାଉଦଙ୍କ ବିଧି ଅନୁସାରେ ଆଚରଣ କରି ସଦାପ୍ରଭୁଙ୍କ ପ୍ରତି ପ୍ ରମେ ପ୍ରକାଶ କଲେ। କବଳେ ସେ ପଶୁବଳି ଉତ୍ସର୍ଗ କଲେ ଓ ଉଚ୍ଚ ସ୍ଥାନ ରେ ଧୂପ ଜଳାଇଲେ।

4. ଶ ଲୋମନ ବଳିଦାନ ନିମନ୍ତେ ଗିବିଯୋନକୁ ଗଲେ, କାରଣ ତାହା ବଡ ଉଚ୍ଚସ୍ଥଳୀ ଥିଲା। ସେ ସହେି ୟଜ୍ଞବଦେୀ ଉପରେ ଏକ ସହସ୍ର ହାମବେଳି ଉତ୍ସର୍ଗ କଲେ।

5. ଶଲୋମନ ଗିବିଯୋନ ରେ ଥିଲା ବେଳେ, ସଦାପ୍ରଭୁ ରାତ୍ରି ରେ ସ୍ବପ୍ନ ରେ ତାଙ୍କୁ ଦର୍ଶନ ଦେଲେ। ପରମେଶ୍ବର ସ୍ବପ୍ନ ରେ କହିଲେ, "ତୁମ୍ଭେ ଯାହା ଇଚ୍ଛା କରୁଛ ମାଗ, ଆମ୍ଭେ ତାହା ଦବୋ।"

6. ଶ ଲୋମନ ଉତ୍ତର କଲେ, "ତୁମ୍ଭେ ମାରେ ପିତା ତୁମ୍ଭର ଦାସ ଦାଉଦଙ୍କ ପ୍ରତି ଅତ୍ଯନ୍ତ ଦୟାଳୁ ଥିଲ। ସେ ଧାର୍ମିକତା ଓ ନ୍ଯାଯ ପଥରେ ୟାଇ ତୁମ୍ଭକୁ ଅନୁସରଣ କରୁଥିବାରୁ ତୁମ୍ଭେ ତାଙ୍କୁ ମହାଦୟା କରିଥିଲ। ଆଉ ମଧ୍ଯ ତୁମ୍ଭେ ତାହାପାଇଁ ଏହି ମହାଦୟା ରଖିଅଛ ଯେ ଆଜିର ନ୍ଯାଯ ରେ ତାଙ୍କର ପୁତ୍ରକୁ ସିଂହାସନ ରେ ବସାଇଛ।

7. ହେ ସଦାପ୍ରଭୁ ମାରେ ପରମେଶ୍ବର, ତୁମ୍ଭେ ମାରେ ପିତା ଦାଉଦଙ୍କ ପଦ ରେ ଏହି ଦାସକୁ ରାଜା କରିଅଛ। କିନ୍ତୁ ମୁଁ ମାତ୍ର ଏକ ବାଳକ ଅଟେ। ମୁଁ ଲୋକମାନଙ୍କୁ ବାଟ ଦଖାଇବୋ ପାଇଁ ଅନଭିଜ୍ଞ।

8. ମୁଁ ତୁମ୍ଭର ଦାସ ତୁମ୍ଭର ମନୋନୀତ ଲୋକମାନଙ୍କ ମଧିଅରେ ଅଛି। ସମାନଙ୍କେର ସଂଖ୍ଯା ଅଗଣନ। ତେଣୁ ଜଣେ ଶାସକ ନିଶ୍ଚଯ ବହୁତ ନିଷ୍ପତ୍ତି କରିବ।

9. ତେଣୁ ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି, ଠିକ୍ ଓ ଭୂଲ୍ ବାଛିବା ପାଇଁ ତୁମ୍ଭେ ମାେତେ ଜ୍ଞାନ ଦିଅ ଓ ବୁଦ୍ଧି ଦିଅ। ମାେତେ ଜ୍ଞାନ ଦିଅ ଯେପରି ମୁଁ ଲୋକମାନଙ୍କୁ ନ୍ଯାଯ ସହିତ ଶାସନ ଓ ବିଗ୍ଭର କରିପା ରେ। କାରଣ ଏହା ବିନା ଏହି ମହା ଗୋଷ୍ଠୀର କିଏ ନ୍ଯାଯ କରିପାରିବ?"

10. ଶଲୋମନଙ୍କ ଏହି ବିଷଯ ମାଗିବା ରେ ସଦାପ୍ରଭୁ ତାଙ୍କ ପ୍ରତି ସନ୍ତୁଷ୍ଟ ହେଲେ।

11. ପରମେଶ୍ବର ତାଙ୍କୁ କହିଲେ, "ତୁମ୍ଭେ ନିଜ ପାଇଁ ଦୀର୍ଘ ପରମାଯୁ ମାଗିନାହିଁ କି ନିଜପାଇଁ ବିପୁଳ ଐଶ୍ବର୍ୟ୍ଯ ମାଗିନାହିଁ, କି ନିଜର ଶତୃମାନଙ୍କର ମୃତ୍ଯୁ ମାଗିନାହିଁ, ମାତ୍ର ଲୋକମାନଙ୍କର ନ୍ଯାଯ ଶାସନ କରିବା ପାଇଁ ଜ୍ଞାନ ମାଗିଅଛ।

12. ତେଣୁ ତୁମ୍ଭେ ଯାହା ମାଗିଲ ଆମ୍ଭେ ତାହା ଦବୋକୁ ଯାଉଛୁ। ଆମ୍ଭେ ତୁମ୍ଭକୁ ଜ୍ଞାନି ଓ ବୁଦ୍ଧିମାନ କରାଇବା। ଆମ୍ଭେ ତୁମ୍ଭକୁ ଏପରି ମହତ୍ ଜ୍ଞାନ ଦବୋ ଯେ, ଅତୀତ ରେ ତୁମ୍ଭ ସମାନ କହେି ନ ଥିଲେ କି ଭବିଷ୍ଯତ ରେ କହେି ହବେେ ନାହିଁ।

13. ଏହା ବ୍ଯତୀତ ତୁମ୍ଭେ ମାଗି ନଥିବା ଜିନିଷ ଆମ୍ଭେ ତୁମ୍ଭକୁ ଦବୋ। ଆମ୍ଭେ ତୁମ୍ଭକୁ ପ୍ରଚୁର ସମ୍ପତ୍ତି ଓ ସମ୍ମାନ ଦବୋ ଯେ ତୁମ୍ଭ ଜୀବନ କାଳ ରେ ପୃଥିବୀ ରେ କହେି ତୁମ୍ଭ ସମାନ ହବେେ ନାହିଁ।

14. ତୁମ୍ଭ ପିତା ଦାଉଦଙ୍କ ପରି ତୁମ୍ଭେ ଯଦି ଆମ୍ଭର ବ୍ଯବସ୍ଥା ଓ ଆଜ୍ଞା ପାଳନ କରିବ ଓ ଆମ୍ଭକୁ ଅନୁସରଣ କରିବ, ତବେେ ଆମ୍ଭେ ତୁମ୍ଭକୁ ଦୀର୍ଘଜିବୀ କରିବା।"

15. ତା'ପରେ ଶଲୋମନ ଜାଗ୍ରତ ହେଲେ ଓ ଜାଣିଲେ ଯେ ପରମେଶ୍ବର ତାଙ୍କୁ ସ୍ବପ୍ନାଦେଶ କରଛନ୍ତି। ତେଣୁ ସେ ୟିରୁଶାଲମକୁ ୟାଇ ସଦାପ୍ରଭୁଙ୍କ ନିଯମ ସିନ୍ଦୁକ ସମ୍ମୁଖ ରେ ଦଣ୍ତାଯମାନ ହାଇେ ହାମବେଳି ଉତ୍ସର୍ଗ କଲେ ଓ ସେ ସଦାପ୍ରଭୁଙ୍କ ସମ୍ମାନାର୍ଥେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ନିଜର କର୍ମଗ୍ଭରୀ ଓ ଅନୁଚରମାନଙ୍କୁ ଏକ ଭୋଜି ଦେଲେ।

16. ଦିନେ ଦୁଇଜଣ ଗଣିକା ରାଜାଙ୍କ ନିକଟକୁ ଆସି ତାଙ୍କ ସମ୍ମୁଖ ରେ ଠିଆ ହେଲେ।

17. ଜଣେ ସ୍ତ୍ରୀ ଲୋକ କହିଲା, " ହେ ମାରେ ମହାରାଜା, ଆମ୍ଭେ ଦୁଇଜଣ ଏକତ୍ର ଗୋଟିଏ ଛାତ ତଳେ ବାସ କରୁଥିଲୁ ଓ ଆମ୍ଭେ ଉଭୟେ ଗର୍ଭବତୀ ହାଇେଥିଲୁ। ସହେି ଘ ରେ ତା' ସହିତ ବାସ କରୁଥିବା ବେଳେ ମୁଁ ଏକ ସନ୍ତାନ ପ୍ରସବ କଲି।

18. ମାହେର ପ୍ରସବର ତୃତୀୟ ଦିବସ ରେ ଏହି ସ୍ତ୍ରୀ ଲୋକ ମଧ୍ଯ ଏକ ସନ୍ତାନ ପ୍ରସବ କଲା। ସହେି ଘ ରେ ଆମ୍ଭ ଦୁହିଁଙ୍କ ବ୍ଯତୀତ ଅନ୍ୟ କୌଣସି ଲୋକ ନଥିଲେ।

19. ଦିନେ ରାତ୍ରି ରେ ଏହି ସ୍ତ୍ରୀଲୋକ ତା'ର ପିଲା ଉପରେ ଲଦି ହାଇେ ଶାଇେ ପଡିବାରୁ ତା'ର ପିଲାଟି ମରିଗଲା।

20. ତେଣୁ ସହେି ମଧ୍ଯରାତ୍ରି ରେ ମୁଁ ଶାଇେଥିଲା ବେଳେ ସେ ମାରେ ସନ୍ତାନକୁ ନଇୟୋଇ ତା'ର ମୃତ ସନ୍ତାନକୁ ମାେ କୋଳ ରେ ଶୁଆଇ ଦଲୋ।

21. ପରଦିନ ପ୍ରଭାତ ରେ ମୁଁ ଯେତବେେଳେ ମାରେ ସନ୍ତାନକୁ ସ୍ତନପାନ କରାଇବା ପାଇଁ ଉଠିଲି, ପିଲାଟି ମୃତ ପାଇଲି। ମୁଁ ଭଲକରି ନିରୀକ୍ଷଣ କରି ଜାଣିଲି, ସେ ମାରେସନ୍ତାନ ନୁହେଁ।"

22. କିନ୍ତୁ ଅନ୍ୟ ସ୍ତ୍ରୀ ଲୋକଟି କହିଲା, "ନା, ଜୀବିତ ସନ୍ତାନଟି ମାରେ ପୁଅ ଓ ମୃତ ସନ୍ତାନଟି ତୁମ୍ଭର ପୁଅ।"

23. ତତ୍ପରେ ରାଜା ଶଲୋମନ କହିଲେ, "ତୁମ୍ଭେ ଉଭୟ ଜୀବିତ ସନ୍ତାନଟିକୁ ନିଜର ଓ ମୃତ ସନ୍ତାନଟି ଅନ୍ୟର ବୋଲି କହୁଛ।"

24. ଏଣୁ ରାଜା ଶଲୋମନ ଗୋଟିଏ ଖଡ୍ଗ ଆଣିବାକୁ ଜଣେ ଦାସକୁ ଆଦେଶ କଲେ।

25. ପୁଣି ରାଜା କହିଲେ, "ଏହି ଜୀବିତ ସନ୍ତାନଟିକୁ ଦୁଇଖଣ୍ତ କରି କାଟି ଜଣକୁ ଅଧେ ଓ ଅନ୍ୟ ଜଣକୁ ଅଧେ ଦଇଦେିଅ।"

26. ଦ୍ବିତୀୟ ସ୍ତ୍ରୀ ଲୋକଟି କହିଲା, "ତାହା ଅତି ଉତ୍ତମ କଥା, ପିଲାଟିକୁ ଦୁଇଖଣ୍ତ କରିଦିଅ। ପିଲାଟି ଆମ୍ଭ ଦୁଇଜଣଙ୍କର କାହାରି ହବେ ନାହିଁ।"

27. ତା'ପରେ ରାଜା ଶଲୋମନ କହିଲେ, "ପ୍ରଥମ ସ୍ତ୍ରୀ ଲୋକଟି ହେଉଛି ଜୀବିତ ପିଲାର ପ୍ରକୃତ ମାଆ, ପିଲାଟିକୁ ତାକୁ ଦିଅ।" ତାକୁ ହତ୍ଯା କର ନାହିଁ।

28. ଇଶ୍ରାୟେଲର ସମଗ୍ର ଲୋକେ ରାଜାଙ୍କର ନ୍ଯାଯ ବିଗ୍ଭର ଶୁଣିଲେ ଓ ତାଙ୍କୁ ଭକ୍ତି ଓ ସମ୍ମାନ କଲେ। କାରଣ ସମାନେେ ଜାଣିଲେ ରାଜାଙ୍କର ବିଗ୍ଭର କରିବା ନିମନ୍ତେ ତାଙ୍କ ହୃଦଯ ରେ ପରମେଶ୍ବରଙ୍କ ଦତ୍ତ ଜ୍ଞାନ ରହିଛି।

About ପ୍ରଥମ ରାଜାବଳୀ Chapter 3

Read ପ୍ରଥମ ରାଜାବଳୀ Chapter 3 online from the Holy Bible. This chapter is part of the Book of ପ୍ରଥମ ରାଜାବଳୀ in the Old Testament. Continue reading with the chapter navigation above or explore the complete book.

Book Information

Book: ପ୍ରଥମ ରାଜାବଳୀ
Chapter: 3
Testament: Old Testament

How to Read this Chapter

Use the Previous and Next Chapter buttons to continue reading ପ୍ରଥମ ରାଜାବଳୀ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ପ୍ରଥମ ରାଜାବଳୀ Chapter 3 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ପ୍ରଥମ ରାଜାବଳୀ Chapter 3?

ପ୍ରଥମ ରାଜାବଳୀ Chapter 3 is part of the Book of ପ୍ରଥମ ରାଜାବଳୀ in the Holy Bible.

Can I read this chapter online?

Yes. You can read the complete ପ୍ରଥମ ରାଜାବଳୀ Chapter 3 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 1
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 38
  6. ଆଦି ପୁସ୍ତକ Chapter 21
  7. ଆଦି ପୁସ୍ତକ Chapter 12

Explore More from ପ୍ରଥମ ରାଜାବଳୀ

  1. ପ୍ରଥମ ରାଜାବଳୀ Chapter 12
  2. ପ୍ରଥମ ରାଜାବଳୀ Chapter 9
  3. ପ୍ରଥମ ରାଜାବଳୀ Chapter 4
  4. ପ୍ରଥମ ରାଜାବଳୀ Chapter 21
  5. ପ୍ରଥମ ରାଜାବଳୀ Chapter 22
  6. ପ୍ରଥମ ରାଜାବଳୀ Chapter 7
  7. ପ୍ରଥମ ରାଜାବଳୀ Chapter 11

Related Chapters & Readings

  1. ଯିଖରିୟ Chapter 14
  2. ଯିଶାଇୟ Chapter 7
  3. ଯାତ୍ରା ପୁସ୍ତକ Chapter 35
  4. ଦିତୀୟ ରାଜାବଳୀ Chapter 5
  5. ଗୀତସଂହିତା Chapter 132
  6. 2 ପିତର Chapter 2
  7. ଦ୍ୱିତୀୟ ବିବରଣ Chapter 12
Share Your Love

Leave a Reply

Your email address will not be published. Required fields are marked *