Read ପ୍ରଥମ ବଂଶାବଳୀ Chapter 7 Online
Read ପ୍ରଥମ ବଂଶାବଳୀ Chapter 7 online from the Holy Bible. This chapter is part of the Book of ପ୍ରଥମ ବଂଶାବଳୀ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ପ୍ରଥମ ବଂଶାବଳୀ and the Holy Bible online.
Choose a Chapter
ପ୍ରଥମ ବଂଶାବଳୀ 7
ଅଧ୍ୟାୟ 7
1. ଇଷାଖରଙ୍କର ଚାରି ପୁତ୍ର ଥିଲେ। ସମାନଙ୍କେର ନାମ ଥିଲା : ତାେଲୟ, ପୂଯ, ୟାଶୁବ୍ ଓ ଶିମ୍ରୋଣ୍।
2. ତାେଲୟଙ୍କର ପୁତ୍ରମାନେ ଥିଲେ, ଉଷି, ରଫାଯ, ୟିରୀଯଲେ, ୟହମଯ, ୟିବସମ୍ ଓ ଶାମୁଯଲେ। ସମାନେେ ସମାନଙ୍କେ ପରିବାରର ମୁଖ୍ଯ ଥିଲେ। ସହେି ବ୍ଯକ୍ତିଗଣ ସମାନଙ୍କେର ବଂଶାନୁସା ରେ ଅତି ଶକ୍ତିଶାଳୀ ଯୋଦ୍ଧା ଥିଲେ। ରାଜା ଦାଉଦଙ୍କ ସମୟରେ ସମାନଙ୍କେର ସଂଖ୍ଯା ବୃଦ୍ଧି ଘଟି 22,600 ରେ ପହଞ୍ଚି ଥିଲା, ସମାନେେ ୟୁଦ୍ଧ ନିମନ୍ତେ ସଦାପ୍ରସ୍ତୁତ ଥିଲେ।
3. ଉଷିଙ୍କର ପୁତ୍ର ଥିଲେ ୟିଷ୍ରାହିଯ। ୟିଷ୍ରାହିଯଙ୍କର ପୁତ୍ରମାନେ ଥିଲେ, ମୀଖାଯଲେ, ଓବଦିଯ, ଯାୟେଲ ଓ ୟିଶିଯ। ଏହି ପାଞ୍ଚଜଣ ୟାଜ ସମାନଙ୍କେ ପରିବାରର ମୁଖ୍ଯ ଥିଲେ।
4. ସମାନଙ୍କେର ପରବାରର ଇତିହାସ ଦର୍ଶାଏ ଯେ, ସମାନଙ୍କେର 36,000 ସୈନିକ ୟୁଦ୍ଧ ନିମନ୍ତେ ସଦାପ୍ରସ୍ତୁତ ହାଇେ ରହୁଥିଲେ। ସମାନଙ୍କେର ଏକ ବୃହତ୍ ପରିବାର ଥିଲା, କାରଣ ସମାନଙ୍କେର ଅନକେ ସ୍ତ୍ରୀ ଓ ସନ୍ତାନ ସନ୍ତତି ଥିଲେ।
5. ପରିବାରର ଇତିହାସରୁ ଜଣାପଡ଼େ ଯେ, ଇଷାଖରର ସମସ୍ତ ଗୋଷ୍ଠୀ ମଧିଅରେ 87,000 ଜଣ ବଳଶାଳୀ ଯୋଦ୍ଧା ଥିଲେ।
6. ବିନ୍ଯାମୀନଙ୍କର ତିନି ପୁତ୍ର ଥିଲେ। ସମାନଙ୍କେର ନାମ ଥିଲା : ବଲୋ, ବେଖର ଓ ୟିଦୀଯଲେ।
7. ବଲୋଙ୍କର ପାଞ୍ଚପୁତ୍ର ଥିଲେ। ସମାନଙ୍କେର ନାମ ଥିଲା : ଇଷବୋନ୍, ଉଷ, ଉଷୀଯଲେ, ଯିରମୋେତ୍ ଓ ଈରୀ। ସମାନେେ ସମାନଙ୍କେ ପରିବାରର ମୁଖ୍ଯ ଥିଲେ। ସମାନଙ୍କେ ପରିବାରର ଇତିହାସରୁ ଜଣାୟାଏ ଯେ, ସମାନଙ୍କେ ମଧିଅରେ 22,034 ଜଣ ସୈନିକ ଥିଲେ।
8. ବେଖରଙ୍କର ପୁତ୍ରମାନେ ଥିଲେ : ସମୀର, ୟୋଯାଶ, ଇଲୀଯଷେର, ଇଲିଯୋ-ଐନଯ, ଅମ୍ରି, ଯିରମୋେତ୍, ଅବିଯ, ଅନାଥୋତ୍ ଓ ଆଲମେତ୍। ଏମାନେ ସମସ୍ତେ ବେଖରର ସନ୍ତାନ ଥିଲେ।
9. ସମାନଙ୍କେ ପରିବାରର ଇତିହାସ ଜଣାଏ ଯେ, ସମାନଙ୍କେର ମଧ୍ଯ 20,000 ଜଣ ସୈନିକ ଥିଲେ।
10. ୟିଦୀଯଲଙ୍କେର ପୁତ୍ର ଥିଲେ ବିଲ୍ହନ୍। ବିଲ୍ହନ୍ଙ୍କର ପୁତ୍ରମାନେ ଥିଲେ : ୟିଯଶ, ବିନ୍ଯାମୀନ, ଏହୂଦ୍, କାନାନା, ସେଥନ୍, ତର୍ଶୀଶ୍ ଓ ଅହୀଶହର।
11. ୟିଦୀଯଲଙ୍କେ ସବୁ ପୁତ୍ର ସମାନଙ୍କେ ପରିବାରର ମୁଖ୍ଯ ଥିଲେ। ସମାନଙ୍କେ ମଧିଅରେ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ 17,200 ଜଣ ସୈନ୍ଯ ଥିଲେ।
12. ଶୁପ୍ପୀମ ଓ ହୁପ୍ପୀମମାନେ ଈର୍ ବଂଶଧର ଥିଲେ। ହୂଶୀମ ଅ ହରଙ୍କେର ପୁତ୍ର ଥିଲେ।
13. ନପ୍ତାଲୀଙ୍କ ପୁତ୍ରମାନେ ଥିଲେ ୟହସିଯଲେ, ଗୂନି, ଯେତସର ଓ ଶଲ୍ଲୁମ୍।
14. ଏହିମାନେ ମନଃଶିଙ୍କର ବଂଶଧର ଥିଲେ : ମନଃଶି ଓ ତାଙ୍କର ଅରାମୀଯ ଦାସୀଙ୍କଠାରୁ ଅସ୍ରୀଯଲେ ନାମକ ପୁତ୍ର ଜାତ ହାଇେଥିଲା। ସମାନଙ୍କେର ମାଖୀର ନାମକ ମଧ୍ଯ ପୁତ୍ରଟିଏ ଥିଲା। ମାଖୀର ଗିଲିଯଦଙ୍କ ପିତା ଥିଲେ।
15. ମାଖୀର ହୁପ୍ପୀମ ଓ ଶୁପ୍ପୀମ ପାଇଁ ଜଣେ ଜଣେ ସ୍ତ୍ରୀକୁ ନେଲେ। ମାଖୀରଙ୍କ ଭଉଣୀର ନାମ ଥିଲା ମାଖା। ତା'ର ଦ୍ବିତୀୟ ପୁତ୍ରର ନାମ ସଲଫାଦ ଥିଲା। ସଲଫାଦର କବଳେ କନ୍ଯାମାନେ ଥିଲେ।
16. ମାଖୀରଙ୍କ ସ୍ତ୍ରୀ ମାଖାଙ୍କର ପୁତ୍ରଟିଏ ହାଇେଥିଲା। ମାଖା ଏହି ପୁତ୍ରର ନାମ ପରେଶ ଦେଲେ। ତା'ର ଭାଇଙ୍କ ନାମ ଥିଲା ଶରେଶ। ଶରେଶଙ୍କ ପୁତ୍ରମାନେ ଥିଲେ ଉଲମ ଓ ରକମେ।
17. ଉଲମଙ୍କ ପୁତ୍ର ଥିଲେ, ବଦାନ।
18. ମାଖୀରଙ୍କ ଭଉଣୀ ହମ୍ମୋଲକେତ୍ ଈଶହୋଦ୍, ଅବୀଯଷେର ଓ ମହଲାଙ୍କୁ ଜନ୍ମ ଦେଲେ।
19. ଶମୀଦାଙ୍କ ପୁତ୍ରମାନେ ଥିଲେ : ଅହିଯନ୍, ଶେଖମ୍, ଲିକ୍ହି ଓ ଅନୀଯାମ୍।
20. ଇଫ୍ରଯିମଙ୍କ ବଂଶଧରଗଣଙ୍କର ନାମ ଏହିପରି ଥିଲା। ଇଫ୍ରଯିମଙ୍କ ପୁତ୍ର ଥିଲେ ଶୁଥଲହେ। ଶୁଥଲହଙ୍କେର ପୁତ୍ର ଥିଲେ, ବରଦେ। ବରଦଙ୍କେର ପୁତ୍ର ଥିଲେ, ତହତ୍। ତହତ୍ଙ୍କର ପୁତ୍ର ଥିଲେ, ଇଲିଯାଦା।
21. ଇଲିଯାଦଙ୍କର ପୁତ୍ର ଥିଲେ, ତହତ୍। ତହତ୍ଙ୍କର ପୁତ୍ର ଥିଲେ ସାବଦ୍। ସାବଦ୍ଙ୍କ ପୁତ୍ର ଥିଲେ ଶୁଥଲହେ।
22. ଇଫ୍ରଯିମ, ଏତସର ଓ ଇଲିଯାଦର ପିତା ଥିଲେ। ଏତସର ଓ ଇଲିଯାଦଙ୍କର ମୃତ୍ଯୁ ଘଟିବାରୁ ଇଫ୍ରଯିମ ଅନକେ ଦିନ ପର୍ୟ୍ଯନ୍ତ କ୍ରନ୍ଦନ କଲେ। ଇଫ୍ରଯିମଙ୍କର ପରିବାର ତାଙ୍କୁ ସାନ୍ତ୍ବନା ଦବୋ ନିମନ୍ତେ ଆସିଲେ।
23. ଏହାପରେ, ଇଫ୍ରଯିମ ତାଙ୍କର ସ୍ତ୍ରୀଙ୍କ ସହିତ ୟୌନ ସମ୍ପର୍କ ସ୍ଥାପନ କଲେ। ଇଫ୍ରଯିମଙ୍କ ସ୍ତ୍ରୀ ଗର୍ଭବତୀ ହେଲେ ଓ ଗୋଟିଏ ପୁତ୍ରକୁ ଜନ୍ମ ଦେଲେ। ଇଫ୍ରଯିମ ଏହି ନବଜାତ ପୁତ୍ରର ନାମ ବରୀଯ ଦେଲେ, କାରଣ ତାଙ୍କର ପରିବାର ରେ ଏକ ଦୁଃଖଦାୟକ ଘଟଣା ଘଟିୟାଇଥିଲା।
24. ଇଫ୍ରଯିମଙ୍କ ଝିଅର ନାମ ଥିଲା ଶୀରା। ଶୀରା, ନିମ୍ନତର ବୈଥ୍ହୋରଣ୍ ଓ ଉଚ୍ଚତର ବୈଥ-ହାରେଣ୍, ଏବଂ ନିମ୍ନତର ଉଷନ୍େ ଶୀରା ଓ ଉଚ୍ଚତର ଉଷନେ ଶୀରା ନିର୍ମାଣ କଲା।
25. ରଫେନ୍ ଇଫ୍ରଯିମଙ୍କ ପୁତ୍ର ଥିଲେ। ରେଶଫ୍ ରଫେହ୍ଙ୍କ ପୁତ୍ର ଥିଲେ। ତଲହେ ରେଶଫ୍ଙ୍କ ପୁତ୍ର ଥିଲେ। ତହନ୍ ତଲହଙ୍କେ ପୁତ୍ର ଥିଲେ।
26. ଲାଦନ୍ ତହନ୍ଙ୍କ ପୁତ୍ର ଥିଲେ। ଅମ୍ମୀହୂଦ ଲାଦନଙ୍କ ପୁତ୍ର ଥିଲେ। ଇଲୀଶାମା ଅମ୍ମୀହୂଦଙ୍କ ପୁତ୍ର ଥିଲେ।
27. ନୂନ୍ ଇଲୀଶାମାଙ୍କ ପୁତ୍ର ଥିଲେ। ଯିହାଶୂେୟ ନୂନଙ୍କ ପୁତ୍ର ଥିଲେ।
28. ଏହି ସମସ୍ତ ନଗର ଓ ଦେଶମାନଙ୍କ ରେ ଇଫ୍ରଯିମଙ୍କ ବଂଶଧରମାନେ ବାସ କରୁଥିଲେ। ବୈଥଲ ଓ ତାହାର ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ପୂର୍ବ ରେ ନାରନ୍, ପଶ୍ଚିମ ରେ ଗଷେର ଓ ତାହାର ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ଶିଖିମ୍, ଆସା ପର୍ୟ୍ଯନ୍ତ ଓ ତାହାର ନିକଟବର୍ତ୍ତୀ ଗ୍ରାମ ଓ ତତ୍ ସଂଲଗ୍ନ ଗ୍ରାମଗୁଡ଼ିକ।
29. ମନଃଶିଙ୍କ ଦେଶର ସୀମାବର୍ତ୍ତୀ ସହରଗୁଡ଼ିକ ଥିଲା, ବୈଥ୍ଶାନ, ତାନକ, ମଗିଦ୍ଦୋ ଓ ଡ଼ୋର ଏବଂ ତାହାର ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ଯୋଷଫଙ୍କେ ବଂଶଧରମାନେ ବାସ କରୁଥିଲେ। ଯୋଷଫେ ଇଶ୍ରାୟେଲଙ୍କ ପୁତ୍ର ଥିଲେ।
30. ଆଶରଙ୍କେ ପୁତ୍ରମାନେ ଥିଲେ ୟିମ୍ନ, ୟିଶବ, ୟିଶବି ଓ ବରୀଯ। ସମାନଙ୍କେ ଭଗିନୀର ନାମ ଥିଲା ସରେହ୍।
31. ବରୀଯଙ୍କ ପୁତ୍ରମାନେ ଥିଲେ ହବରେ ଓ ମଲକୀଯଲେ। ମଲକୀଯଲେ ବିର୍ଷୋତଙ୍କ ପିତା ଥିଲେ।
32. ହବେର୍, ୟଫ୍ଲେଟ୍, ଶୋମର୍ ଓ ହୋଥମ୍ ଓ ସମାନଙ୍କେ ଭଗିନୀ ଶୂଯାଙ୍କ ପିତା ଥିଲେ।
33. ୟଫଲଟଙ୍କେ ପୁତ୍ରମାନେ ଥିଲେ ପାସକ୍, ବିମ୍ହଲ୍ ଓ ଅଶ୍ବତ୍। ଏହିମାନେ ୟଫଲେଟ୍ଙ୍କର ସନ୍ତାନ ଥିଲେ।
34. ଶମରଙ୍କେ ପୁତ୍ରମାନେ ଥିଲେ ଅହି, ରୋହଗ, ୟିହୁବ୍ଦ ଓ ଅରାମ।
35. ଶୋମରଙ୍କ ଭ୍ରାତାଙ୍କ ନାମ ଥିଲା ହେଲମ। ହେଲମଙ୍କ ପୁତ୍ରମାନେ ଥିଲେ ଶୋଫହ, ୟିମ୍ନ, ଶଲେଶ୍ ଓ ଆମ୍ଭଲ୍।
36. ଶୋଫହଙ୍କ ପୁତ୍ରମାନେ ଥିଲେ : ସୂହ, ହର୍ଣ୍ଣଫେେର୍, ଶୂଯାଲ୍ ବରେୀ, ୟିମ୍ର,
37. ବତେସର୍, ହୋଦ, ଶମ୍ମ, ଶିଲ୍ଶ ୟିତ୍ରନ୍ ଓ ବରୋ।
38. ଯେଥରଙ୍କ ପୁତ୍ରମାନେ ଥିଲେ : ଯଫେୁନ୍ନି, ପିଷ୍ପ ଓ ଅରା।
39. ଉଲ୍ଲଙ୍କ ପୁତ୍ରମାନେ ଥିଲେ : ଆରହ, ହନ୍ନୀଯଲେ ଓ ରିତସିଯ।
40. ଏହି ବ୍ଯକ୍ତିମାନେ ଆଶରଙ୍କେ ବଂଶଧର ଥିଲେ। ସମାନେେ ସମାନଙ୍କେ ପରିବାରର ମୁଖ୍ଯ ଥିଲେ। ସମାନେେ ସର୍ବୋତ୍ତମ ବ୍ଯକ୍ତି ଥିଲେ। ସମାନେେ ସମସ୍ତେ ଯୋଦ୍ଧା ଓ ମହାନ୍ ନେତାଗଣ ଥିଲେ। ସମାନଙ୍କେ ପରିବାରର ଇତିହାସ ଜଣାଏ ଯେ, 26,000 ସୈନ୍ଯ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ହାଇେ ରହିଥିଲେ।
About ପ୍ରଥମ ବଂଶାବଳୀ Chapter 7
Read ପ୍ରଥମ ବଂଶାବଳୀ Chapter 7 online from the Holy Bible. This chapter is part of the Book of ପ୍ରଥମ ବଂଶାବଳୀ in the Old Testament. Continue reading with the chapter navigation above or explore the complete book.
Book Information
Book: ପ୍ରଥମ ବଂଶାବଳୀ
Chapter: 7
Testament: Old Testament
How to Read this Chapter
Use the Previous and Next Chapter buttons to continue reading ପ୍ରଥମ ବଂଶାବଳୀ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ପ୍ରଥମ ବଂଶାବଳୀ Chapter 7 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ପ୍ରଥମ ବଂଶାବଳୀ Chapter 7?
ପ୍ରଥମ ବଂଶାବଳୀ Chapter 7 is part of the Book of ପ୍ରଥମ ବଂଶାବଳୀ in the Holy Bible.
Can I read this chapter online?
Yes. You can read the complete ପ୍ରଥମ ବଂଶାବଳୀ Chapter 7 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 38
- ଆଦି ପୁସ୍ତକ Chapter 30
- ଆଦି ପୁସ୍ତକ Chapter 21
Explore More from ପ୍ରଥମ ବଂଶାବଳୀ
- ପ୍ରଥମ ବଂଶାବଳୀ Chapter 12
- ପ୍ରଥମ ବଂଶାବଳୀ Chapter 6
- ପ୍ରଥମ ବଂଶାବଳୀ Chapter 24
- ପ୍ରଥମ ବଂଶାବଳୀ Chapter 25
- ପ୍ରଥମ ବଂଶାବଳୀ Chapter 9
- ପ୍ରଥମ ବଂଶାବଳୀ Chapter 28
- ପ୍ରଥମ ବଂଶାବଳୀ Chapter 4