ଦିତୀୟ ରାଜାବଳୀ Chapter 9

For English

Read ଦିତୀୟ ରାଜାବଳୀ Chapter 9 Online

Read ଦିତୀୟ ରାଜାବଳୀ Chapter 9 online from the Holy Bible. This chapter is part of the Book of ଦିତୀୟ ରାଜାବଳୀ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଦିତୀୟ ରାଜାବଳୀ and the Holy Bible online.

Choose a Chapter

ଦିତୀୟ ରାଜାବଳୀ 9

ଅଧ୍ୟାୟ 9

1. ଇଲୀଶାୟ ଭବିଷ୍ଯଦ୍ବକ୍ତାଙ୍କ ସନ୍ତାନଗଣଙ୍କ ମଧ୍ଯରୁ ଜଣକୁ ଡାକି କହିଲେ, "ତୁମ୍ଭେ କଟି ରେ ବସ୍ତ୍ର ବାନ୍ଧି ଏହି ତୈଳଶିଶି ହାତ ରେ ଧରି ରାମାେତ୍-ଗିଲିଯଦକୁ ୟାଅ।

2. ତୁମ୍ଭେ ସଠାେରେ ଉପସ୍ଥିତ ହେଲେ, ନିମ୍ଶିଙ୍କର ପୌତ୍ର, ୟିହୋଶାଫଟଙ୍କ ପୁତ୍ର ଯହେୂଙ୍କର ଅନ୍ବଷେଣ କର। ତା'ପରେ କୋଠରୀ ଭିତରକୁ ୟାଇ ତାଙ୍କର ଭାଇମାନଙ୍କ ମଧ୍ଯରୁ ତାଙ୍କୁ ଉଠାଇ ଏକ ଭିତର କଠାେରୀକୁ ନଇୟୋଅ।

3. ଏହି େଛାଟ ତୈଳ ଶିଶି ନଇେ ତାଙ୍କ ମସ୍ତକରେ ତୈଳ ଢାଳି କୁହ, 'ସଦାପ୍ରଭୁ ଏହା କହିଛନ୍ତି; ଆମ୍ଭେ ତୁମ୍ଭକୁ ଇଶ୍ରାୟେଲ ଉପରେ ରାଜାଭିଷିକ୍ତ କଲୁ।' ତା'ପରେ ତୁମ୍ଭେ ଦ୍ବାର ଫିଟାଇ ଦୌଡି ୟାଅ, ଆଉ ବିଳମ୍ବ କରନାହିଁ।"

4. ତେଣୁ ସହେି ୟୁବକ, ଭବିଷ୍ଯଦ୍ବକ୍ତା ରାମାେତ୍-ଗିଲିଯଦକୁ ଗଲେ।

5. ସହେି ୟୁବା ଉପସ୍ଥିତ ହାଇେ ସନୋପତିମାନେ ବସିଥିବାର ଦେଖିଲେ। ତହୁଁ ୟୁବକ କହିଲେ, " ହେ ସନୋପତି, ମୁଁ ତୁମ୍ଭ ପାଇଁ ଏକ ବାର୍ତ୍ତା ଆଣିଛି।"

6. ଏଥି ରେ ଯହେୂ ଉଠି ଘର ଭିତରକୁ ଗଲେ। ତା'ପରେ ୟୁବ ଭବିଷ୍ଯଦ୍ବକ୍ତା ଯହେୂଙ୍କ ମସ୍ତକରେ ସହେି ତୈଳ ଢାଳି କହିଲେ, "ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହିକଥା କୁହନ୍ତି, 'ଆମ୍ଭେ ତୁମ୍ଭକୁ ସଦାପ୍ରଭୁଙ୍କ ଲୋକ ଅର୍ଥାତ୍ ଇଶ୍ରାୟେଲ ଉପରେ ରାଜାଭିଷିକ୍ତ କଲୁ।'

7. ତେଣୁ ତୁମ୍ଭେ ନିଶ୍ଚଯ ଆହାବ୍ର ବଂଶକୁ ବିନାଶ କରିବ। ଏହି ରୂପେ ଆମ୍ଭେ ଆମ୍ଭର ସବେକ ଭବିଷ୍ଯଦ୍ବକ୍ତାଗଣଙ୍କର ମୃତ୍ଯୁ ଓ ସଦାପ୍ରଭୁଙ୍କ ଦାସ ସମୂହର ମୃତ୍ଯୁ ପାଇଁ ଈଷବଲେ ଉପରେ ପ୍ରତି ଶାଧେ ନବେୁ।

8. ତେଣୁ ଆହାବ୍ ବଂଶର ସମସ୍ତେ ବିନଷ୍ଟ ହବେେ, ଏପରିକି ଆହବ ବଂଶର ସମସ୍ତ ଫୁସନ୍ତାନକୁ ବଦ୍ଧ ହେଉ କି ମୁକ୍ତ ହେଉ ଇଶ୍ରାୟେଲ ରେ ବିନାଶ ହବେେ, କହେି ପଳାଯନ କରି ପାରିବେ ନାହିଁ।

9. ଆଉ ମଧ୍ଯ ଆମ୍ଭେ ଆହାବ୍ର ବଂଶକୁ ନବାଟର ପୁତ୍ର ୟାରବିଯାମର ବଂଶ ତୁଲ୍ଯ ଓ ଅହିଯର ପୁତ୍ର ବାଶାର ବଂଶ ତୁଲ୍ଯ କରିବା।

10. ଯଦି କୁକୁରମାନେ ଇଷବଲରେ ଶରୀରକୁ ୟିଷ୍ରିଯଲେ ଭୂମିରେ ଖାଇବେ ପୁଣି ସେ କବର ପ୍ରାପ୍ତ ହବେ ନାହିଁ।"

11. ଅନନ୍ତର ଯହେୂ ଯେତବେେଳେ ତାଙ୍କର ପ୍ରଭୁର ରାଜା ଅଧିକାରୀମାନଙ୍କ ନିକଟକୁ ଫରେିଲେ। ସମାନଙ୍କେ ମଧ୍ଯରୁ ଜଣେ ଯହେୂଙ୍କୁ ପଚାରିଲେ, "ସବୁ ମଙ୍ଗଳ ତ? ସହେି ପାଗଳ ଲୋକ କାହିଁକି ତୁମ୍ଭକୁ ମିଶିବାକୁ ଆସିଲା?" ଯହେୂ ସବେକକୁ କହିଲେ, " ସେ ଲୋକକୁ ଓ ତା'ର ବାତୁଳ ସବୁ ତୁମ୍ଭେ ଜାଣ, ସେ କହନ୍ତି।"

12. ମାତ୍ର ଉଚ୍ଚ ଅଧିକାରୀମାନେ ଉତ୍ତର କଲେ, "ନା! ଆମ୍ଭମାନଙ୍କୁ ସତ୍ଯକଥା କୁହ, ସେ ଲୋକ ତୁମ୍ଭଙ୍କୁ କ'ଣ କହିଲା?" ଯହେୂ ସହେି ଦାସମାନଙ୍କୁ ୟୁବା ଭବିଷ୍ଯଦ୍ବକ୍ତା ଯାହା ଯାହା କହିଥିଲେ ତାହା ସବୁ କହିଲା। ଯହେୁ କହିଲା, "ସଦାପ୍ରଭୁ କୁହନ୍ତି, 'ଆମ୍ଭେ ତୁମ୍ଭକୁ ଇଶ୍ରାୟେଲ ଉପରେ ନୂଆ ରାଜା ଭାବେ ଅଭିଷିକ୍ତ କଲୁ।"'

13. ତା'ପରେ ସମସ୍ତ ଉଚ୍ଚ ଅଧିକାରୀମାନେ ଶିଘ୍ର ଆପଣା ଆପଣା କୋଟ ନଇେ ସୋପାନ ଉପରେ ଯହେୂଙ୍କ ସମ୍ମୁଖ ରେ ରଖିଲେ। ତା'ପରେ ସମାନେେ ତୂରୀ ବଜାଇ ଘାଷେଣା କଲେ, " ଯହେୂ ରାଜା ହେଲେ।"

14. ଅନନ୍ତର ନିମ୍ଶିଙ୍କର ପୌତ୍ର, ଯିହାଶାଫେଟ୍ଙ୍କ ପୁତ୍ର ଯହେୂ ୟୋରାମଙ୍କ ବିରୁଦ୍ଧ ରେ ଚକ୍ରାନ୍ତ କଲେ।

15. ରାଜା ଯୋରାମ ଅରାମର ରାଜା ହସାଯଲଙ୍କେ ବିରୁଦ୍ଧ ରେ ୟୁଦ୍ଧ କଲା ବେଳେ ଅରାମୀଯମାନେ ତାଙ୍କୁ କ୍ଷତ ବିକ୍ଷତ କରି ଦେଲେ। ସେ ସହେି କ୍ଷତରୁ ସୁସ୍ଥ ହବୋ ପାଇଁ ୟିଷ୍ରିଯଲକେୁ ଗଲେ।

16. ୟୋରାମ ୟିଷ୍ରିଯଲେ ରେ ବିଶ୍ରାମ ନେଉଥିଲେ। ତେଣୁ ଯହେୂ ଆପଣା ରଥରେ ଚଢି ୟିଷ୍ରିଯଲେ ୟାତ୍ରା କଲେ। ଯିହୁଦାର ରାଜା ଅହସିଯ ମଧ୍ଯ ଯୋରାମକୁ ଦେଖିବାକୁ ୟିଷ୍ରିଯଲେ ଆସିଥିଲେ।

17. ଜଣେ ବିଶ୍ବାସ ଯୋଗ୍ଯ ପ୍ରହରୀ ୟିଷ୍ରିଯଲରେ ଦୁର୍ଗ ଉପରେ ଛିଡା ହାଇେ ଦେଖିଲା, ଯହେୂର ବଡ ଦଳ ଆସୁଅଛନ୍ତି। ସେ ଯୋରାମ ନିକଟକୁ ୟାଇ କହିଲେ, "ମୁଁ ଏକ ବଡ ଦଳ ଲୋକ ଆସିବାର ଦେଖୁଛି।"

18. ତେଣୁ ଦୂତ ଅଶ୍ବ ପୃଷ୍ଠ ରେ ୟାଇ ଯହେୂଙ୍କୁ ସାକ୍ଷାତ କରି ପଚାରିଲେ, "ରାଜା ଯୋରାମ ଜାଣିବାକୁ ଗ୍ଭହାନ୍ତି, 'ତୁମ୍ଭେ ଶାନ୍ତି ଉଦ୍ଦେଶ୍ଯ ରେ ଆସିଛ ତ?"'

19. ତା'ପରେ ୟୋରାମ ଦ୍ବିତୀୟ ଦୂତକୁ ଅଶ୍ବ ପୃଷ୍ଠ ରେ ପଠାଇଲେ। ଦୂତ ସମାନଙ୍କେୁ ଭଟେିଲେ ଏବଂ କହିଲେ, "ରାଜା ପଗ୍ଭରୁଛନ୍ତି, 'କୁଶଳ କି?"'

20. ପ୍ରହରୀ ଯୋରାମଙ୍କୁ କହିଲା, "ଦ୍ବିତୀୟ ଦୂତ ସହେି ଦଳ ନିକଟକୁ ଗଲେ କିନ୍ତୁ ଏପର୍ୟ୍ଯନ୍ତ ଫରେିଲେ ନାହିଁ। କିନ୍ତୁ ମୁଁ ଦେଖେ ଜଣେ ଲୋକ ଯହେୂପରି ନିମ୍ଶିର ନାତି ଗୋଟିଏ ରଥରେ ଦୂତଗୁଡିକୁ ଚଳାଉଛନ୍ତି। ସେ ପାଗଳ ମନୁଷ୍ଯ ପରି ଅତି ପ୍ରଚଣ୍ତ ବଗେ ରେ ରଥ ଚଳାଉଛନ୍ତି।"

21. ଏଥି ରେ ଯୋରାମ କହିଲେ, " ମାରେ ରଥ ପ୍ରସ୍ତୁତ କର।"

22. ୟୋରାମ ଯହେୂଙ୍କୁ ଦେଖି ପଚାରିଲେ, " ହେ ଯହେୂ, ତୁମ୍ଭେ ଶାନ୍ତର ସହିତ ଆସିଛ ତ?"

23. ଏଥି ରେ ଯୋରାମ ଆପଣା ରଥ ବୁଲାଇ ପଳାଯନ କଲେ। ଯୋରାମ ଅହସିଯଙ୍କୁ କହିଲେ, " ହେ ଅହସିଯ, ଶଠତା ହେଲା।"

24. ମାତ୍ର ଯହେୂ ଆପଣା ସମସ୍ତ ଶକ୍ତି ଖଟାଇ ତୀର ନିକ୍ଷପେ କଲେ ଓ ଏହା ୟୋରାମଙ୍କ ପୃଷ୍ଠ ଦେଶ ରେ ବିଦ୍ଧ କଲା। ତୀରଟି ପୃଷ୍ଠ ଦେଶରୁ ହୃଦଯକୁ ବିଦ୍ଧ କରି ବାହାରିଗଲା। ତହିଁରେ ଯୋରାମ ରଥ ଉପରେ ନଇଁ ପଡିଗଲେ।

25. ଯହେୂ ତାଙ୍କର ସାରଥି ବିଦ୍କରକୁ କହିଲେ, "ତାକୁ ଉଠାଇ ନଇେ ୟିଷ୍ରିଯଲେୀଯ ନାବୋତ କ୍ଷେତ୍ର ଭୂମିରେ ପକାଇ ଦିଅ। କାରଣ ଆରୋହଣ କରି ଏକତ୍ର ତାହାର ପିତା ଆହାବର ପଶ୍ଚାତ ଗମନ କରିବା ବେଳେ, ସଦାପ୍ରଭୁ କି ପ୍ରକା ରେ ମୁଁ ଓ ତୁମ୍ଭେ ତାହା ଉପରେ ଏହି ଭାରକ୍ତି ଥୋଇଥିଲେ ତାହା ସ୍ମରଣ କର।

26. ସଦାପ୍ରଭୁ କହିଥିଲେ, 'ଆମ୍ଭେ ଗତକାଲି ନାବୋତର ରକ୍ତ ଓ ତା'ର ପୁତ୍ରମାନଙ୍କ ରକ୍ତ ଦେଖିଲୁ। ତେଣୁ ମୁଁ ଆହାବ୍କୁ ଏହି ଭୂମିରେ ପ୍ରତିଫଳ ଦବେି।' ସଦାପ୍ରଭୁ ଏହା କହିଥିଲେ। ତେଣୁ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ୟୋରାମଙ୍କୁ ନଇେ ସହେି କ୍ଷେତ୍ର ଭୁମି ରେ ପକାଅ।"

27. ଯିହୁଦାର ରାଜା ଅହସିଯ ଏହା ଦେଖି ପଳାଯନ କଲେ। ସେ ଉଦ୍ୟାନ ଗୃହ ଦଇେ ପଳାଯନ କରୁଥିବା ବେଳେ ଯହେୂ ତାଙ୍କ ପେଛ ପେଛ ୟାଇ କହିଲେ, "ଅହସିଯଙ୍କୁ ମଧ୍ଯ ସହେି ରଥରେ ଆଘାତ କର।"

28. ଅହସିଯଙ୍କ ଦାସମାନେ ତାଙ୍କ ମୃତ ଶରୀରକୁ ରଥରେ ୟିରୁଶାଲମକୁ ନଇଗେଲେ ଓ ଦାଉଦ ନଗର ରେ ତାଙ୍କର ପୂର୍ବପୁରୁଷ ଲୋକଙ୍କ ସହିତ ତାଙ୍କ କବର ରେ ତାଙ୍କୁ କବର ଦେଲେ।

29. ଆହାବଙ୍କ ପୁତ୍ର ଯୋରାମଙ୍କର ରାଜତ୍ବରର ଏକାଦଶ ବର୍ଷ ରେ ଅହସିଯ ଯିହୁଦା ଉପରେ ରାଜ୍ଯ କରିବାକୁ ଆରମ୍ଭ କରିଥିଲେ।

30. ତା'ପରେ ଯହେୂ ୟିଷ୍ରିଯଲରେ ପଥରେ ଗଲେ। ଇଷବେଲେ ଏବିଷଯ ରେ ୟାଣିବାକୁ ପାଇଲେ। ତେଣୁ ସେ ନିଜକୁ ସଜାଇ ଓ ଆପଣା କେଶ ବିନ୍ଯାସ କରି ଝରକା ନିକଟରେ ଛିଡା ହାଇେ ବାହାରକୁ ଚାହିଁଲେ।

31. ଯେତବେେଳେ ଯହେୂ ନଗର ଫାଟକରେ ପ୍ରବେଶ କଲେ, ଇଷବଲେ କହିଲେ, " ହେ ଆପଣା ମହାଶୟର ହତ୍ଯାକାରୀ ସିମ୍ରି , ତୁମ୍ଭେ ଶାନ୍ତି ରେ ଅଛ କି?"

32. ଯହେୂ ଝରକା ଆଡେ ମୁଖ ଉଠାଇ କହିଲେ, "କିଏ ମାେ ପକ୍ଷ ରେ ଅଛି?"

33. ଯହେୂ ସମାନଙ୍କେୁ କହିଲେ, "ଇଷବଲକେୁ ତଳକୁ ପକାଇ ଦିଅ।"

34. ଯହେୂ ଭିତରକୁ ୟାଇ ଭୋଜନ ପାନ କଲେ। ତା'ପରେ ସେ କହିଲେ, "ବର୍ତ୍ତମାନ ଏହି ଅଭିଶପ୍ତା ନାରୀ କଥା ବୁଝ ଓ ତାକୁ କବର ଦିଅ, କାରଣ ସେ ରାଜକନ୍ଯା।"

35. ଲୋକମାନେ ଇଷବଲକେୁ କବର ଦବୋକୁ ଗଲେ। ମାତ୍ର ସମାନେେ ତା'ର ମୁଣ୍ତର ଖପୁରି, ପାଦ ଓ ହାତର ପାପୁଲି ଛଡା କିଛି ପାଇଲେ ନାହିଁ।

36. ତେଣୁ ସମାନେେ ଯହେୂ ନିକଟକୁ ଫରେିଆସି ସବୁକଥା କହିଲେ। ଯହେୂ କହିଲେ, "ସଦାପ୍ରଭୁ ଆପଣା ଦାସ ତିଶ୍ବୀଯକୁ ଏଲିଯ ଏହି ବାର୍ତ୍ତା ଦଇେଥିଲେ। ଏଲିଯ କହିଥିଲେ, 'କୁକୁରମାନେ ୟିଷ୍ରିଯଲେୀଯ ଭୂମିରେ ଇଷବଲରେ ଶରୀରକୁ ଗ୍ଭଟି ଖାଇବେ।

37. ପୁଣି ଇଷବଲଙ୍କେ ଶରୀର ୟିଷ୍ରିଯଲେୀଯ ଭୂମି ଉପରେ ଖତପରି ହବେ। ତହିଁରେ କହେି ଏହି ଶରୀରକୁ ଜାଣିପାରିବେ ନାହିଁ ଏବଂ କହିପାରିବେ ନାହିଁ ଯେ, ଏହା ଇଷବଲେ।"'

About ଦିତୀୟ ରାଜାବଳୀ Chapter 9

Read ଦିତୀୟ ରାଜାବଳୀ Chapter 9 online from the Holy Bible. This chapter is part of the Book of ଦିତୀୟ ରାଜାବଳୀ in the Old Testament. Continue reading with the chapter navigation above or explore the complete book.

Book Information

Book: ଦିତୀୟ ରାଜାବଳୀ
Chapter: 9
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଦିତୀୟ ରାଜାବଳୀ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଦିତୀୟ ରାଜାବଳୀ Chapter 9 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଦିତୀୟ ରାଜାବଳୀ Chapter 9?

ଦିତୀୟ ରାଜାବଳୀ Chapter 9 is part of the Book of ଦିତୀୟ ରାଜାବଳୀ in the Holy Bible.

Can I read this chapter online?

Yes. You can read the complete ଦିତୀୟ ରାଜାବଳୀ Chapter 9 online for free with easy chapter navigation.

More Chapters from ଦିତୀୟ ରାଜାବଳୀ

  1. ଦିତୀୟ ରାଜାବଳୀ Chapter 22
  2. ଦିତୀୟ ରାଜାବଳୀ Chapter 2
  3. ଦିତୀୟ ରାଜାବଳୀ Chapter 18
  4. ଦିତୀୟ ରାଜାବଳୀ Chapter 25
  5. ଦିତୀୟ ରାଜାବଳୀ Chapter 23
  6. ଦିତୀୟ ରାଜାବଳୀ Chapter 4
  7. ଦିତୀୟ ରାଜାବଳୀ Chapter 15

Explore More from ପୁରାତନ ନିୟମ

  1. ଗୀତସଂହିତା Chapter 10
  2. ଗୀତସଂହିତା Chapter 132
  3. ଦିତୀୟ ରାଜାବଳୀ Chapter 10
  4. ପ୍ରଥମ ଶାମୁୟେଲ Chapter 8
  5. ଯିହିଜିକଲ Chapter 5
  6. ଯାତ୍ରା ପୁସ୍ତକ Chapter 3
  7. ପ୍ରଥମ ବଂଶାବଳୀ Chapter 3

Related Chapters & Readings

  1. ଗୀତସଂହିତା Chapter 29
  2. ଆୟୁବ Chapter 35
  3. ଯିହିଜିକଲ Chapter 35
  4. ପ୍ରଥମ ବଂଶାବଳୀ Chapter 3
  5. ଯାତ୍ରା ପୁସ୍ତକ Chapter 12
  6. ଗୀତସଂହିତା Chapter 107
  7. ଯିହିଜିକଲ Chapter 46
Share Your Love

Leave a Reply

Your email address will not be published. Required fields are marked *