ଦିତୀୟ ବଂଶାବଳୀ Chapter 1

For English

Read ଦିତୀୟ ବଂଶାବଳୀ Chapter 1 Online

Read ଦିତୀୟ ବଂଶାବଳୀ Chapter 1 online from the Holy Bible. This chapter is part of the Book of ଦିତୀୟ ବଂଶାବଳୀ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଦିତୀୟ ବଂଶାବଳୀ and the Holy Bible online.

Choose a Chapter

ଦିତୀୟ ବଂଶାବଳୀ 1

ଅଧ୍ୟାୟ 1

1. ଯେ ହତେୁ ସଦାପ୍ରଭୁ ପରମେଶ୍ବର ତାଙ୍କ ସହିତ ଥିଲେ, ଦାଉଦଙ୍କର ପୁତ୍ର ଶଲୋମନ ଜଣେ ପ୍ରତିଷ୍ଠିତ ରାଜା ହବୋକୁ ସକ୍ଷମ ହାଇେଥିଲେ। ସଦାପ୍ରଭୁ ତାଙ୍କୁ ଅତ୍ଯନ୍ତ ମହାନ କରିପାରିଥିଲେ।

2. ଇଶ୍ରାୟେଲର ଲୋକମାନଙ୍କ ସହ ଶଲୋମନ କଥା ହେଲେ। ସେ 1,000 ସୈନ୍ଯ ବିଶିଷ୍ଟ ସୈନ୍ଯଦଳର ଦଳପତି ଓ 100 ସୈନ୍ଯ ବିଶିଷ୍ଟ ସୈନ୍ଯଦଳର ଦଳପତି ଓ ବିଚାରକର୍ତ୍ତା ଏବଂ ସମସ୍ତ ଇଶ୍ରାୟେଲର ନେତାମାନଙ୍କ ସହ ପୁଣି ପରିବାରଗୁଡ଼ିକର ମୁଖ୍ଯଙ୍କ ସହ କଥା ହେଲେ।

3. ଏହାପରେ ଶଲୋମନ ଓ ତାଙ୍କ ସହିତ ସମଗ୍ର ସମାଜ ଏବଂ ଗିବିୟୋନର ପର୍ବତ ଶିଖରସ୍ଥ ପୂଜାସ୍ଥଳକୁ ଗଲେ। ପରମେଶ୍ବରଙ୍କ ସମାଗମ ତମ୍ବୁ ସଠାେରେ ଥିଲା। ଯେତବେେଳେ ସମାନେେ ମରୁ ପ୍ରାନ୍ତର ରେ ଥିଲେ ସଦାପ୍ରଭୁଙ୍କ ଦାସ ମାଶାେ ସହେି ତମ୍ବୁ ନିର୍ମାଣ କରିଥିଲେ।

4. ସଦାପ୍ରଭୁଙ୍କ ନିଯମ-ସିନ୍ଦୁକକୁ ଦାଉଦ ୟିରୁଶାଲମକୁ କିରିଯତ ୟିଯାରୀମଠାରୁ ଆଣିଥିଲେ। ୟିରୁଶାଲମ ରେ ଏହାକୁ ସ୍ଥାପନ କରିବା ନିମନ୍ତେ ଦାଉଦ ଏକ ସ୍ଥାନ ନିରୂପଣ କରିଥିଲେ। ଦାଉଦ ୟିରୁଶାଲମ ରେ ସଦାପ୍ରଭୁଙ୍କ ନିଯମ-ସିନ୍ଦୁକ ପାଇଁ ଏକ ତମ୍ବୁ ନିର୍ମାଣ କରିଥିଲେ।

5. ହୁରଙ୍କ ପୁତ୍ର ଊରି, ଊରିଙ୍କ ପୁତ୍ର ବତ୍ସଲଲେ ଏକ ପିତ୍ତଳର ୟଜ୍ଞବଦେୀ ନିର୍ମାଣ କରିଥିଲେ। ଏହି ପିତ୍ତଳର ୟଜ୍ଞବଦେୀ ଗିବିଯୋନଠା ରେ ସଦାପ୍ରଭୁଙ୍କ ତମ୍ବୁ ସମ୍ମୁଖ ରେ ଥିଲା। ତେଣୁ ଶଲୋମନ ଏବଂ ଲୋକମାନେ ଗିବିଯୋନକୁ ସଦାପ୍ରଭୁଙ୍କ ପରାମର୍ଶ କରିବାକୁ ଗଲେ।

6. ସମାଗମ ତମ୍ବୁର ସମ୍ମୁଖ ରେ ସଦାପ୍ରଭୁଙ୍କ ଆଗ ରେ ପିତ୍ତଳ ବଦେୀ ଆଡ଼କୁ ଶଲୋମନ ଗଲେ। ବଦେୀ ଉପରେ ଶଲୋମନ 1,000 ଗୋଟି ସମ୍ପୂର୍ଣ୍ଣ ହାମବେଳି ଅର୍ପଣ କଲେ।

7. ସହେି ରାତ୍ରି ରେ ପରମେଶ୍ବର ଶ ଲୋମନଙ୍କ ନିକଟକୁ ଆସିଲେ। ପରମେଶ୍ବର କହିଲେ, "ଶଲୋମନ, ଆମ୍ଭେ ତୁମ୍ଭକୁ କ'ଣ ଦବୋ ବୋଲି ତୁମ୍ଭେ ଚାହଁ, ତାହା ଆମ୍ଭକୁ ମାଗ।"

8. ଶ ଲୋମନ ସଦାପ୍ରଭୁଙ୍କୁ କହିଲେ, "ତୁମ୍ଭେ ମାରେ ବାପା ଦାଉଦଙ୍କ ପ୍ରତି ଅତ୍ଯନ୍ତ ଦୟାଳୁ ଥିଲ। ମାରେ ବାପାଙ୍କ ସ୍ଥାନ ରେ ନୂତନ ରାଜା ହବୋ ନିମନ୍ତେ ତୁମ୍ଭେ ମାେତେ ମନୋନୀତ କଲ।

9. ବର୍ତ୍ତମାନ ସଦାପ୍ରଭୁ ପରମେଶ୍ବର, ମାରେବାପା ଦାଉଦଙ୍କୁ ଦଇେଥିବା ପ୍ରତିଜ୍ଞା ରକ୍ଷା କର। ଏକ ଅତି ବଡ଼ ଜାତିର ରାଜା ହବୋ ନିମନ୍ତେ ତୁମ୍ଭେ ମାେତେ ମନୋନୀତ କରିଛ। ସଠାେରେ ଅନକେ ଲୋକ ଅଛନ୍ତି ସମାନେେ ପୃଥିବୀର ଧୂଳି ସଦୃଶ।

10. ମାେତେ ଜ୍ଞାନ ଓ ବୁଦ୍ଧି ଦିଅ, ଯେପରି ଏହି ଲୋକମାନଙ୍କୁ ମୁଁ ଉଚିତ୍ ମାର୍ଗ ରେ କଢ଼ାଇ ନଇେପାରିବି। ତୁମ୍ଭର ସାହାୟ୍ଯ ବିନା ଏହି ଲୋକମାନଙ୍କୁ କହେି ଶାସନ କରିପାରିବ ନାହିଁ।"

11. ପରମେଶ୍ବର ଶ ଲୋମନଙ୍କୁ କହିଲେ, "ଆମ୍ଭେ ଏହା କରିବା କାରଣ ଏହା ତୁମ୍ଭର ଇଚ୍ଛା ଥିଲା। ତୁମ୍ଭେ ଧନ, ସମ୍ପତ୍ତି ବା ସମ୍ମାନ ମାଗିଲ ନାହିଁ। ତୁମ୍ଭ ଶତ୍ରୁମାନଙ୍କର ବିନାଶ ତୁମ୍ଭେ ଚାହିଁଲ ନାହିଁ। ପୁଣି ତୁମ୍ଭର ଦୀର୍ଘାଯୁ ମଧ୍ଯ ତୁମ୍ଭେ ମାଗିଲ ନାହିଁ। ତୁମ୍ଭେ କବଳେ ଜ୍ଞାନ ଓ ବୁଦ୍ଧି ମାଗିଲ, ଯେପରି ତୁମ୍ଭେ ମାରେ ଲୋକମାନଙ୍କୁ ବୁଦ୍ଧିମାନ ରେ ନିଷ୍ପତ୍ତି ଦଇପୋର, ଯେଉଁ ଲୋକମାନଙ୍କୁ ଶାସନ କରିବା ନିମନ୍ତେ ଆମ୍ଭେ ତୁମ୍ଭକୁ ମନୋନୀତ କରିଛୁ।

12. ଏଣୁ ଆମ୍ଭେ ତୁମ୍ଭକୁ ଜ୍ଞାନ ଓ ବୁଦ୍ଧି ରେ ପୂର୍ଣ୍ଣ କରିବା। ଆଉ ମଧ୍ଯ ଆମ୍ଭେ ତୁମ୍ଭକୁ ଧନ, ସମ୍ପତ୍ତି ଓ ସମ୍ମାନ ପ୍ରଦାନ କରିବା। ତୁମ୍ଭ ପୂର୍ବରୁ କୌଣସି ରାଜାର ଏପରି ଧନ ବା ସମ୍ମାନ ନ ଥିଲା। ଏବଂ ଭବିଷ୍ଯତ ରେ ମଧ୍ଯ କୌଣସି ରାଜାର ଏପରି ଧନସମ୍ମାନ ରହିବ ନାହିଁ।"

13. ତା'ପରେ ଶଲୋମନ ସମାଗମ ତମ୍ବୁକୁ ତ୍ଯାଗ କଲେ ଏବଂ ଯେଉଁଟାକି ଗିବିଯୋନ ରେ ଏକ ଉପାସନା ସ୍ଥଳ ରେ ଥିଲା, ୟିରୁଶାଲମକୁ ଇଶ୍ରାୟେଲର ରାଜା ଫରେିଗଲେ ଓ ଶାସନ କଲେ।

14. ତାଙ୍କର ସୈନ୍ଯଦଳ ନିମନ୍ତେ ଶଲୋମନ ଘାଡ଼ୋସବୁ ଓ ରଥସବୁ ସଂଗ୍ରହ କରିବାକୁ ଆରମ୍ଭ କଲେ। ଶଲୋମନ 1,400 ଟି ରଥ ଓ 12,000 ଅଶ୍ବ ସଂଗ୍ରହ କଲେ। ଶଲୋମନ ସମାନଙ୍କେୁ ରଥର ସହର ରେ ରଖିଲେ। ଆଉ କେତକଙ୍କେୁ ଶଲୋମନ ୟିରୁଶାଲମ ରେ ରାଜାଙ୍କ ନିକଟରେ ରଖିଲେ।

15. ଯେତେ ପରିମାଣ ରେ ପଥର, ଏରସ କାଠ, ସିକ ମାରେ କାଠ ୟିରୁଶାଲମ ରେ ଥିଲା, ରାଜା େସତେ ପରିମାଣର ସୁନା ଓ ରୂପା ଆଣିଲେ।

16. କ୍ଯୁଏ ଏବଂ ମିଶରରୁ ଶଲୋମନ ଘାଡ଼ୋସବୁ କିଣିଲେ। ରାଜାଙ୍କର ବଣିକମାନେ ଘାଡ଼ାସବୁ କିଣିବାକୁ କ୍ଯୁଏକୁ ଗଲେ।

17. ଶଲୋମନଙ୍କ ବପୋରିମାନେ ମିଶରରୁ ଗୋଟିଏ ରଥକୁ 600 ରୂପା ମୁଦ୍ରା ଏବଂ ଗୋଟିଏ ଘାଡ଼ୋକୁ 150 ରୂପା ମୁଦ୍ରା ଦଇେ କିଣିଲେ। ଏହାପରେ ବପୋରିମାନେ ଘାଡ଼ୋ ଓ ରଥସବୁ ହିତ୍ତୀଯ ଓ ଅରାମ ଲୋକମାନଙ୍କର ସମସ୍ତ ରାଜାମାନଙ୍କୁ ବିକିଲେ।

About ଦିତୀୟ ବଂଶାବଳୀ Chapter 1

Read ଦିତୀୟ ବଂଶାବଳୀ Chapter 1 online from the Holy Bible. This chapter is part of the Book of ଦିତୀୟ ବଂଶାବଳୀ in the Old Testament. Continue reading with the chapter navigation above or explore the complete book.

Book Information

Book: ଦିତୀୟ ବଂଶାବଳୀ
Chapter: 1
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଦିତୀୟ ବଂଶାବଳୀ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଦିତୀୟ ବଂଶାବଳୀ Chapter 1 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଦିତୀୟ ବଂଶାବଳୀ Chapter 1?

ଦିତୀୟ ବଂଶାବଳୀ Chapter 1 is part of the Book of ଦିତୀୟ ବଂଶାବଳୀ in the Holy Bible.

Can I read this chapter online?

Yes. You can read the complete ଦିତୀୟ ବଂଶାବଳୀ Chapter 1 online for free with easy chapter navigation.

More Chapters from ଦିତୀୟ ବଂଶାବଳୀ

  1. ଦିତୀୟ ବଂଶାବଳୀ Chapter 9
  2. ଦିତୀୟ ବଂଶାବଳୀ Chapter 3
  3. ଦିତୀୟ ବଂଶାବଳୀ Chapter 30
  4. ଦିତୀୟ ବଂଶାବଳୀ Chapter 19
  5. ଦିତୀୟ ବଂଶାବଳୀ Chapter 17
  6. ଦିତୀୟ ବଂଶାବଳୀ Chapter 32
  7. ଦିତୀୟ ବଂଶାବଳୀ Chapter 28

Explore More from ପୁରାତନ ନିୟମ

  1. ଆୟୁବ Chapter 36
  2. ପ୍ରଥମ ରାଜାବଳୀ Chapter 21
  3. ଗୀତସଂହିତା Chapter 128
  4. ଆଦି ପୁସ୍ତକ Chapter 47
  5. ଯିରିମିୟ Chapter 45
  6. ପ୍ରଥମ ଶାମୁୟେଲ Chapter 19
  7. ଆଦି ପୁସ୍ତକ Chapter 29

Related Chapters & Readings

  1. ଯିହିଜିକଲ Chapter 25
  2. ନିହିମିୟା Chapter 4
  3. ଯିଶାଇୟ Chapter 15
  4. ଯିହିଜିକଲ Chapter 32
  5. ଲୂକ Chapter 4
  6. ବିଚାରକର୍ତ୍ତା Chapter 20
  7. ଦିତୀୟ ବଂଶାବଳୀ Chapter 31
Share Your Love

Leave a Reply

Your email address will not be published. Required fields are marked *