ଆୟୁବ Chapter 7

For English

Read ଆୟୁବ Chapter 7 Online

Read ଆୟୁବ Chapter 7 online from the Holy Bible. This chapter is part of the Book of ଆୟୁବ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଆୟୁବ and the Holy Bible online.

Choose a Chapter

ଆୟୁବ 7

ଅଧ୍ୟାୟ 7

1. ଆୟୁବ ଉତ୍ତର ଦଲୋ, "ପୃଥିବୀ ରେ କ'ଣ ମନୁଷ୍ଯ ସଂଗ୍ରାମ କରେ ନାହିଁ? ତା'ର ଜୀବନ ହେଉଛି ଜଣେ ବତନେ ପାଉଥିବା ଶ୍ରମିକର ଜୀବନ ସଦୃଶ।

2. ମଣିଷ, ଜଣେ ଦାସ ଯଭେଳି ଦିନର କଠିନ ଶ୍ରମ ପରେ ଶୀତଳ ଛାଯା ଚା ହେଁ। ମଣିଷ ଜଣେ ମୂଲ ପାଉଥିବା ବ୍ଯକ୍ତି ଯମେିତି ତା'ର ବତନେ ଦିନକୁ ଅପେକ୍ଷା କରେ।

3. ଅନକେ ମାସ ମାେତେ ନିରାଶ କରି ରାତ୍ରି ପରେ ରାତ୍ରି କଷ୍ଟ ଦିଆୟାଇ ଥିଲା।

4. ଯେତବେେଳେ ମୁଁ ଶଯନ କରେ, ମୁଁ କ ହେ, 'ଆଉ କେତେ ସମୟ ପରେ ଶୟ୍ଯା ତ୍ଯାଗ କରିବି।' ମାତ୍ର ରାତ୍ରି ଦୀର୍ଘ ହୁଏ। ଏବଂ ପ୍ରଭାତ ପର୍ୟ୍ଯନ୍ତ ମୁଁ ବିଛଣା ରେ ଛଟପଟ ହୁଏ।

5. ଯଦିଓ ମାରେ ଶରୀର ପୋଷାକ ଆଚ୍ଛାଦିତ ଏକ କୀଟ ଓ ଧୂଳିର ସମାହାର। ମାରେ ଚର୍ମ ଫାଟିୟାଏ ଏବଂ ବହୁଥିବା ଘା ରେ ଢ଼ାଙ୍କି ହାଇେଛି।

6. ମାରେ ଦିନଗୁଡ଼ିକ ଶୀଘ୍ର ଗଡ଼ିୟାଏ। ଏହା ତନ୍ତୀର ନଳୀଠାରୁ ଆହୁରି ଦ୍ରୁତଗାମୀ। ଶଷେ ରେ ଜୀବନଟା କୌଣସି ଆଶାର ପୂରଣ ବିନା ଶଷେ ହାଇୟୋଏ।

7. ପରମେଶ୍ବର, ମନକରେ ମାରେ ଜୀବନ କବଳେ ଗୋଟିଏ ପ୍ରଶ୍ବାସ। ମୁଁ କବେେ ଆଉ କୌଣସି ଭଲ ବିଷଯ ଦେଖିବି ନାହିଁ।

8. ତୁମ୍ଭେ ବି ମାେତେ ଆଉ ଦେଖିବ ନାହିଁ। ତୁମ୍ଭେ ମାେତେ ଖାଜେିବ କିନ୍ତୁ ମୁଁ ନ ଥିବି।

9. ଉଷା ମେଘ ଅଦୃଶ୍ଯ ହେଲାପରି, ଜଣେ ବ୍ଯକ୍ତି କବର ଭିତରକୁ ୟାଏ ଏବଂ ସେ ସେଥିରୁ ଫରେି ଆ ସେ ନାହିଁ।

10. ସେ ଆଉ ତା'ର ଆପଣା ବାସଗୃହକୁ କବେେ ଆସିବ ନାହିଁ। ଏବଂ ତା'ର ସେ ପୁରୁଣା ଘର ମଧ୍ଯ ତାକୁ ଆଉ ଚିହ୍ନିବ ନାହିଁ।

11. ତେଣୁ ମୁଁ ଆଉ ନିରବ ରହିପାରିବି ନାହିଁ, ମୁଁ ମାରେ ଆତ୍ମାର ବଦନୋ ପ୍ରକାଶ କରିବି। ମୁଁ ଅଭିଯୋଗ କରିବି କାରଣ ମାରେଆତ୍ମା ତିକ୍ତ ହାଇେଅଛି।

12. ହେ ପରମେଶ୍ବର, କାହିଁକି ତୁମ୍ଭେ ମାେତେ ପ୍ରହରା ଦେଉଛ ? ମୁଁ କ'ଣ ସମୁଦ୍ର ପରି ନା ସାମୁଦ୍ରିକ ରାକ୍ଷସ ପରି ?

13. ଯଦି ମୁଁ କ ହେ ମାରେ ବିଛଣା ମାେତେ ଆନନ୍ଦ ଆଣି ଦବୋ ଉଚିତ୍। ମାରେ ବିଛଣା ମାେତେ ବିଶ୍ରାମ ଓ ଶାନ୍ତି ଆଣି ଦବୋ ଉଚିତ୍।

14. କିନ୍ତୁ ହେ ପରମେଶ୍ବର, ମାରେ ଶଯନ ସମୟରେ ତୁମ୍ଭେ ମାେତେ ସ୍ବପ୍ନ ରେ ଭୟ ଦଖାେଉଛ। ତା'ପରେ ତୁମ୍ଭେ ମାେତେ ଦର୍ଶନ ରେ ଡ଼ରାଉଛ।

15. ତେଣୁ ମୁଁ ବଞ୍ଚିବାଠାରୁ ଶ୍ବାସ ରୋଧ ହାଇେ ମରିବାକୁ ଅଧିକ ପସନ୍ଦ କରେ।

16. ମୁଁ ଏ ଜୀବନକୁ ଘୃଣା କରେ। ମୁଁ ତ୍ଯାଗ କରୁଛି, ମୁଁ ଅଧିକ ଦିନ ବଞ୍ଚିବି ନାହିଁ। ମାେତେ ଛାଡ଼, ମାରେ ବଞ୍ଚିବାର କିଛି ଅର୍ଥ ନାହିଁ।

17. ହେ ପରମେଶ୍ବର, କାହିଁକି ମଣିଷ ତୁମ୍ଭ ପାଇଁ ଏତେ ମହତ୍ତ୍ବାପୂର୍ଣ୍ଣ। ତୁମ୍ଭେ କାହିଁକି ତାକୁ ସମ୍ମାନ ଦବେ ? ତୁମ୍ଭେ କାହିଁକି ତା'ପ୍ରତି ଧ୍ଯାନ ଦବେ ?

18. କାହିଁକି ମଣିଷକୁ ତୁମ୍ଭେ ପ୍ରେତ୍ୟକକ ସକାଳ ରେ ସାକ୍ଷାତ କର ଏବଂ ତା'ର ପ୍ରେତ୍ୟକକ ମୁହୂର୍ତ୍ତକୁ ପରୀକ୍ଷା କର।

19. ତୁମ୍ଭେ କେତକୋଳ ପର୍ୟ୍ଯନ୍ତ ମାଠାରୁେ ଆପଣା ଦୃଷ୍ଟି ଦୂ ରଇେ ରଖିବ? ତୁମ୍ଭେ ମାେତେ ଏକାଳି ବହୁକାଳ ପର୍ୟ୍ଯନ୍ତ ଗ୍ରାସିତ ହବୋକୁ ଛାଡି ଦିଅ ନାହିଁ।

20. ଯଦି ମୁଁ କିଛି ପାପ କରିଛି ତାହା କିପରି ତୁମ୍ଭକୁ ଆଘାତ କରୁଛି? ୟିଏ ମଣିଷମାନଙ୍କ ଉପରେ ସତର୍କ ଦୃଷ୍ଟି ରଖନ୍ତି। କାହିଁକି ତୁମ୍ଭେ ମାେତେ ଆପଣା ଲକ୍ଷ୍ଯ ସ୍ବରୂପ ରଖିଛ? ମୁଁ କ'ଣ ତୁମ୍ଭ ପାଇଁ କୌଣସି ସମସ୍ଯା ହାଇେଛି?

21. କାହିଁକି ତୁମ୍ଭେ ମାେତେ କ୍ଷମା କରୁ ନାହଁ, ଯଦି ମୁଁ କିଛି ଅଧର୍ମ କରିଥାଏ ? କାହିଁକି ମାରେ କୌଣସି ପାପ କ୍ଷମା କରୁନାହଁ ?"

About ଆୟୁବ Chapter 7

Read ଆୟୁବ Chapter 7 online from the Holy Bible. This chapter is part of the Book of ଆୟୁବ in the Old Testament. Continue reading with the chapter navigation above or explore the complete book.

Book Information

Book: ଆୟୁବ
Chapter: 7
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଆୟୁବ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଆୟୁବ Chapter 7 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଆୟୁବ Chapter 7?

ଆୟୁବ Chapter 7 is part of the Book of ଆୟୁବ in the Holy Bible.

Can I read this chapter online?

Yes. You can read the complete ଆୟୁବ Chapter 7 online for free with easy chapter navigation.

More Chapters from ଆୟୁବ

  1. ଆୟୁବ Chapter 23
  2. ଆୟୁବ Chapter 21
  3. ଆୟୁବ Chapter 2
  4. ଆୟୁବ Chapter 12
  5. ଆୟୁବ Chapter 6
  6. ଆୟୁବ Chapter 35
  7. ଆୟୁବ Chapter 33

Explore More from ପୁରାତନ ନିୟମ

  1. ଆମୋଷ Chapter 3
  2. ଦିତୀୟ ବଂଶାବଳୀ Chapter 20
  3. ଦ୍ୱିତୀୟ ବିବରଣ Chapter 2
  4. ପ୍ରଥମ ଶାମୁୟେଲ Chapter 14
  5. ଆୟୁବ Chapter 24
  6. ହିତୋପଦେଶ Chapter 31
  7. ପ୍ରଥମ ଶାମୁୟେଲ Chapter 26

Related Chapters & Readings

  1. ପ୍ରଥମ ବଂଶାବଳୀ Chapter 4
  2. କଲସୀୟ Chapter 3
  3. ଲୂକ Chapter 15
  4. ଲୂକ Chapter 17
  5. ପ୍ରଥମ ରାଜାବଳୀ Chapter 9
  6. 1 କରିନ୍ଥୀୟ Chapter 2
  7. ଗୀତସଂହିତା Chapter 15
Share Your Love

Leave a Reply

Your email address will not be published. Required fields are marked *