Read ଲୂକ Chapter 1 Online
Read ଲୂକ Chapter 1 online from the Holy Bible. This chapter is part of the Book of ଲୂକ in the New Testament. Browse every verse with easy chapter navigation, continue to the next chapter, or explore the complete Book of ଲୂକ and the Holy Bible online.
Choose a Chapter
ଲୂକ 1
ଅଧ୍ୟାୟ 1
1. ପ୍ରିୟ ଥିୟଫିଲ,
2. ଯେଉଁମାନେ ଏ ଘଟଣା ଗୁଡିକୁ ନିଜେ ଆରମ୍ଭରୁ ଦେଖିଛନ୍ତି ଏବଂ ଲୋକମାନଙ୍କ ମଧିଅରେ ତାହାଙ୍କ ବାର୍ତ୍ତା ପ୍ରଚାର କରି ପରମେଶ୍ବରଙ୍କ ସବୋ କରିଛନ୍ତି, ସହେିମାନଙ୍କଠାରୁ ଯେଉଁ ବିଷୟ ଆମ୍ଭମାନେେ ଶିକ୍ଷା କରିଛୁ ଠିକ୍ ସହେିସବୁ କଥା ସମାନେେ ଲେଖିଅଛନ୍ତି।
3. ହେ ମାନ୍ଯବର, ଯେ ହତେୁ ପ୍ରଥମରୁ ମୁଁ ନିଜେ ସାବଧାନ ହାଇେ ଏ ସବୁ ଅନୁଧ୍ଯାନ କରିଛି, ସେଥିସକାେଶ ତୁମ୍ଭ ପାଇଁ ଏହାର ଗୋଟିଏ କ୍ରମିକ ବିବରଣୀ ଏକ ପୁସ୍ତକ ଆକାର ରେ ଲେଖିବାକୁ ମୁଁ ଉଚିତ ମନେ କଲି।
4. ମୁଁ ଏଗୁଡିକ ଲେଖିବା ଫଳ ରେ ତୁମ୍ଭମାନେେ ଜାଣି ପାରିବ ଯେ ଆପଣଙ୍କୁ ଯାହା ସବୁ ଶିକ୍ଷା ଦିଆ ଯାଇଛି, ତାହା ସତ୍ଯ।
5. ହରେୋଦ ୟିହୂଦାର ରାଜା ଥିବା ସମୟରେ ଜିଖରିୟ ନାମକ ଜଣେ ଯାଜକ ଥିଲେ। ସେ 'ଅବିୟଙ୍କ' ଦଳର ଲୋକ ଥିଲେ। ତାହାଙ୍କ ପତ୍ନୀଙ୍କ ନାମ ଥିଲା ଏଲୀଶାବେଥ। ଏଲୀଶାବେଥ ହାରୋଣ ବଂଶର ଝିଅ ଥିଲେ।
6. ସମାନେେ ଦୁ ହେଁ ପରମେଶ୍ବରଙ୍କ ଆଗ ରେ ଉତ୍ତମ ବ୍ଯକ୍ତି ଥିଲେ। ସମାନେେ ଉଭୟ ପ୍ରଭୁଙ୍କର ସମସ୍ତ ଆଜ୍ଞା ପାଳନ କରୁଥିଲେ। ପ୍ରଭୁ ଲୋକମାନଙ୍କୁ ପାଳିବାକୁ କହିଥିବା ସମସ୍ତ କଥା ସମାନେେ ଦୁ ହେଁ ପାଳୁଥିଲେ। ସମାନଙ୍କେର କୌଣସି ଭୁଲ ନଥିଲା।
7. କିନ୍ତୁ ସମାନଙ୍କେର କୌଣସି ସନ୍ତାନସନ୍ତତି ନଥିଲେ। ଏଲୀଶାବେଥ ବନ୍ଧ୍ଯା ଥିଲେ। ଉଭୟେ ଜିଖରିୟ ଓ ଏଲୀଶାବେଥ ବୁଢା ବୁଢୀ ହାଇେ ଯାଇଥିଲେ।
8. ଜିଖରିୟ ତାହାଙ୍କ ଦଳ ତରଫରୁ ଜଣେ ଯାଜକ ହିସାବ ରେ ମନ୍ଦିର ରେ ପରମେଶ୍ବରଙ୍କ ସବୋକାର୍ୟ୍ଯ କରୁଥିଲେ। ସବୋକାର୍ୟ୍ଯ କରିବା ପାଇଁ ତାହାଙ୍କ ଦଳର ପାଳି ପଡିଲା।
9. ଧୂପ ଅର୍ପଣ କରିବା ପାଇଁ ଯାଜକମାନେ ସଦା ବେଳେ ଜଣେ ଯାଜକଙ୍କୁ ବାଛୁଥିଲେ। ଜିଖରିୟଙ୍କୁ ଏଥିପାାଇଁ ବଛାଗଲା। ତେଣୁ ଜିଖରିୟ ପ୍ରଭୁଙ୍କ ମନ୍ଦିର ଭିତରକୁ ଧୂପ ଦବୋ ପାଇଁ ଗଲେ।
10. "ବାହା ରେ ବହୁତ ଲୋକ ଜମା ହାଇେଥିଲେ। ଧୂପ ଲାଗିବା ସମୟରେ ସମାନେେ ପ୍ରାର୍ଥନା କରୁଥିଲେ।
11. ସହେି ସମୟରେ ଜିଖରିୟଙ୍କ ଆଗ ରେ ପ୍ରଭୁଙ୍କର ଜଣେ ସ୍ବର୍ଗଦୂତ ଦର୍ଶନ ଦେଲେ। ସେ ଧୂପବଦେୀର ଡାହାଣ ପଟେ ଠିଆ ହାଇେଥିଲେ।
12. ଜିଖରିୟ ସ୍ବର୍ଗଦୂତଙ୍କୁ ଦେଖିବା ମାତ୍ ରେ ବିଚଳିତ ଓ ବହୁତ ଭୟଭୀତ ହେଲେ।
13. କିନ୍ତୁ ସ୍ବର୍ଗଦୁତ ତାହାଙ୍କୁ କହିଲେ, "ଜିଖରିୟ! ଭୟ କରନାହିଁ, ତୁମ୍ଭର ପ୍ରାର୍ଥନା ପରମେଶ୍ବର ଶଣୁଛନ୍ତି। ତୁମ୍ଭର ପତ୍ନୀ ଏଲୀଶାବେଥ ଗୋଟିଏ ପୁତ୍ର ସନ୍ତାନ ଜନ୍ମ କରିବେ। ତୁମ୍ଭମାନେେ ତାହାର ନାମ ଯୋହନ ରଖିବ।
14. ତୁମ୍ଭେ ଅତ୍ଯନ୍ତ ଖୁସି ହବେ। ତାହାଙ୍କର ଜନ୍ମ ହତେୁ ବହୁତ ଲୋକ ଖୁସି ହବେେ।
15. ପ୍ରଭୁଙ୍କ ପାଇଁ ଯୋହନ ମହାନ ହବେେ। ସେ କବେେ ହେଁ ଦ୍ରାକ୍ଷାରସ କିମ୍ବା ମଦ୍ଯପାନ କରିବେ ନାହିଁ। ଏପରିକି ଜନ୍ମ ସମୟରୁ ସେ ପବିତ୍ର ଆତ୍ମା ରେ ପରିପୂର୍ଣ୍ଣ ହବେେ।
16. ଯୋହନ ଅନକେ ଇଶ୍ରାୟେଲ ଲୋକଙ୍କୁ ପ୍ରଭୁଙ୍କ ପାଖକୁ ଫରେି ଆସିବାକୁ ସାହାୟ୍ଯ କରିବେ। ପ୍ରଭୁ ସମାନଙ୍କେର ପରମେଶ୍ବର ଅଟନ୍ତି।
17. ଯୋହନ ନିଜେ ଅଗ୍ରଗାମୀ ରୂପେ ପ୍ରଭୁଙ୍କ ପୂର୍ବରୁ ଯିବେ। ସେ ଏଲିୟଙ୍କ ପରି ଶକ୍ତିଶାଳୀ ହବେେ। ସେ ଏଲିୟଙ୍କ ଆତ୍ମା ଲାଭ କରିବେ। ସେ ପିତାଗଣ ଓ ସନ୍ତାନମାନଙ୍କ ମଧିଅରେ ଶାନ୍ତି ସ୍ଥାପନ କରିବେ। ପରମେଶ୍ବରଙ୍କୁ ଅବଜ୍ଞା କରୁଥିବା ଅନକେ ଲୋକମାନଙ୍କୁ ଧାର୍ମିକମାନଙ୍କ ଦୃଷ୍ଟିର ଠିକ୍ ମାର୍ଗକୁ ସେ ନଇେ ଆସିବେ। ପ୍ରଭୁଙ୍କ ଆଗମନ ପାଇଁ ସେ ଲୋକମାନଙ୍କୁ ପ୍ରସ୍ତୁତ କରିବେ।"
18. ଜିଖରିୟ ସ୍ବର୍ଗଦୂତଙ୍କୁ କହିଲେ, "ତୁମ୍ଭେ ଯାହା କହୁଛ, ତାହା ସତ୍ଯ ବୋଲି ମୁଁ କିପରି ଜାଣିବି? ମୁଁ ଜଣେ ବୁଢା ଲୋକ ଓ ମାରେ ପତ୍ନୀ ମଧ୍ଯ ବୁଢୀ ହାଇଗେଲଣେି।"
19. ସ୍ବର୍ଗଦୂତ ଉତ୍ତର ଦେଲେ, "ମୁଁ ଗାବ୍ରୀଯଲେ। ମୁଁ ପରମେଶ୍ବରଙ୍କ ସାମନା ରେ ଠିଆ ହାଇେଥାଏ। ତୁମ୍ଭ ସହିତ କଥାବାର୍ତ୍ତା କରିବାକୁ ଓ ଏ ସୁସମାଚାର ଦବୋକୁ ପରମେଶ୍ବର ମାେତେ ପଠାଇଛନ୍ତି।
20. ଏବେ ଶୁଣ! ତୁମ୍ଭମାନେେ ମାେ କଥା ରେ ବିଶ୍ବାସ କଲ ନାହିଁ। କିନ୍ତୁ ନିଶ୍ଚିତ ସମୟ ଆସିଲେ ଏହା ସତ୍ଯ ବୋଲି ପ୍ରମାଣିତ ହବେ। ଏବେ ତୁମ୍ଭେ ମୂକ ହାଇଯେିବ। ଯେ ପର୍ୟ୍ଯନ୍ତ ଏସବୁ ନ ଘଟିଛି, ସେ ପର୍ୟ୍ଯନ୍ତ ତୁମ୍ଭମାନେେ କହିବା ଶକ୍ତି ହ ରଇେ ବସିବ।"
21. ତଣେେ ଲୋକମାନେ ବାହା ରେ ଜିଖରିୟଙ୍କୁ ଅପେକ୍ଷା କରିଥିଲେ। ସମାନେେ ଆଶ୍ଚର୍ୟ୍ଯ ହେଲେ ଯେ ଏତେ ସମୟ ପର୍ୟ୍ଯନ୍ତ ଜିଖରିୟ ମନ୍ଦିର ଭିତ ରେ କାହିଁକି ଅଟକି ରହିଛନ୍ତି!
22. ଯେତବେେଳେ ଜିଖରିୟ ବାହାରକୁ ଆସିଲେ, ସେତବେେଳେ ସେ କିଛି କଥା କରିପାରୁ ନ ଥିଲେ। ତେଣୁ ସମାନେେ ବୁଝି ପାରିଲେ ଯେ, ସେ ମନ୍ଦିର ଭିତ ରେ କୌଣସି ଦିବ୍ଯଦର୍ଶନ ପାଇଛନ୍ତି। ସେ ମୂକ ହାଇେ ଯାଇଥିଲେ ଓ କବଳେ ଠାର ରେ କହୁଥିଲେ।
23. ଜିଖରିୟଙ୍କ ସବୋକାର୍ୟ୍ଯର ସମୟ ଶଷେ ହାଇଯେିବା ପରେ ସେ ଘରକୁ ଫରେିଗଲେ।
24. ତା'ପରେ ଜିଖରିୟଙ୍କ ପତ୍ନୀ ଏଲୀଶାବେଥ ଗର୍ଭବତୀ ହେଲେ, ତେଣୁ ଏଲୀଶାବେଥ ଘର ବାହାରକୁ ପାଞ୍ଚମାସ ପର୍ୟ୍ଯନ୍ତ ବାହାରିଲେ ନାହିଁ। ଏଲୀଶାବେଥ କହିଲେ,
25. " ଦେଖ, ଶଷେ ରେ ପରମେଶ୍ବର ମାେତେ ସାହାୟ୍ଯ କରିଛନ୍ତି। ଲୋକମାନଙ୍କ ମଧିଅରେ ମାରେ ଲଜ୍ଜା ନିବାରଣ କରିବା ପାଇଁ ପ୍ରଭୁ ମାେ' ପ୍ରତି ସଦୟ ହାଇେଛନ୍ତି।"
26. ଏଲୀଶାବେଥଙ୍କର ଗର୍ଭର ଷଷ୍ଠମାସ ଚାଲୁଥିଲା। ଗାଲିଲୀର ଗୋଟିଏ ସହର ନାଜରିତ ରେ ବାସ କରୁଥିବା ଜଣେ କୁମାରୀକନ୍ଯା ପାଖକୁ ପରମେଶ୍ବର ଦୂତ ଗାବ୍ରୀଯଲଙ୍କେୁ ପଠାଇଲେ। ଦାଉଦଙ୍କ ବଂଶଜ ୟୋ ସଫେ ନାମକ ଜଣେ ପୁରୁଷ ସହିତ ସେ କନ୍ଯାଙ୍କର ବିବାହ ନିର୍ବନ୍ଧ ହାଇେ ସାରିଥିଲା। ତାହାଙ୍କର ନାମ ମରିୟମ ଥିଲା।
28. ସ୍ବର୍ଗଦୂତ ସହେି କନ୍ଯା ପାଖକୁ ଆସି କହିଲେ, "ନମସ୍କାର। ପ୍ରଭୁ ତୁମ୍ଭକୁ ଅନୁଗ୍ରହ କରିଛନ୍ତି। ସେ ତୁମ୍ଭ ସହିତ ଅଛନ୍ତି।"
29. ମରିୟମ ସ୍ବର୍ଗଦୂତଙ୍କ କଥା ଶୁଣି ଉଦବିଗ୍ନ ହାଇଗେଲେ। ତାହାଙ୍କ ଅଭିବାଦନର ଅର୍ଥ କ'ଣ ହାଇପୋ ରେ, ସହେିକଥା ଭାବି ସେ ଚିନ୍ତା ରେ ପଡିଗଲେ।
30. ସ୍ବର୍ଗଦୂତ ତାହାଙ୍କୁ କହିଲେ, "ମରିୟମ! ଭୟ କରନାହିଁ। କାରଣ ପରମେଶ୍ବର ତୁମ୍ଭ ଉପରେ ପ୍ରସନ୍ନ ହାଇେଛନ୍ତି।
31. ଶୁଣ, ତୁମ୍ଭେ ଗର୍ଭଗତୀ ହବେ। ତୁମ୍ଭେ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦବେ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ।
32. ସେ ମହାନ୍ ହବେେ। ଲୋକମାନେ ତାହାଙ୍କୁ ସର୍ବୋପରିସ୍ଥ ପରମେଶ୍ବରଙ୍କ ପୁତ୍ର ବୋଲି କହିବେ ଏବଂ ପ୍ରଭୁ ପରମେଶ୍ବର ତାହାଙ୍କୁ ତାହାଙ୍କର ପୂର୍ବ ପୁରୁଷ ଦାଉଦଙ୍କ ସିଂହାସନ ପ୍ରଦାନ କରିବେ।
33. ସେ ଅନନ୍ତକାଳ ପର୍ୟ୍ଯନ୍ତ ଯାକୁବବଂଶ ଉପରେ ରାଜତ୍ବ କରିବେ। ଯୀଶୁଙ୍କ ରାଜ୍ଯର କବେେ ହେଲେ ଶଷେ ହବେ ନାହିଁ।"
34. ମରିୟମ ସ୍ବର୍ଗଦୂତଙ୍କୁ ପଚାରିଲେ, "ଏହା କିପରି ଘଟିବ? ମୁଁ ଏବେ ମଧ୍ଯ କୁମାରୀ ଅଛି?"
35. ସ୍ବର୍ଗଦୂତ ମରିୟମଙ୍କୁ କହିଲେ, "ପବିତ୍ରଆତ୍ମା ତୁମ୍ଭ ପାଖକୁ ଆସିବେ, ସର୍ବୋପରିସ୍ଥ ପରମେଶ୍ବରଙ୍କ ଶକ୍ତି ତୁମ୍ଭକୁ ଆବରଣ କରିବ। ଏହି ଭଳି ଭାବରେ ଜନ୍ମଗ୍ରହଣ କରୁଥିବା ବାଳକ ପବିତ୍ର ହବେେ। ସେ ପରମେଶ୍ବରଙ୍କ ପୁତ୍ରଭାବରେ ଖ୍ଯାତ ହବେେ।
36. ତୁମ୍ଭର ସମ୍ପର୍କୀୟ ଏଲୀଶାବେଥ ମଧ୍ଯ ଗର୍ଭବତୀ ଅଛନ୍ତି। ବହୁତ ବୁଢୀ ହାଇଯୋଇଥିଲେ ମଧ୍ଯ ସେ ଏବେ ଗୋଟିଏ ପୁତ୍ରସନ୍ତାନକୁ ଜନ୍ମ ଦବେେ। ସମସ୍ତେ ଭାବୁଥିଲେ ଯେ ସେ ଏଣିକି ଆଉ ସନ୍ତାନସନ୍ତତି ପାଇବାକୁ ସମର୍ଥ ହବେନୋହିଁ। କିନ୍ତୁ ସେ ଏବେ ଛଅ ମାସର ଗର୍ଭବତୀ ଅଟନ୍ତି।
37. ପରମେଶ୍ବର ସବୁ କିଛି କରି ପାରନ୍ତି। ତାହାଙ୍କ ପାଇଁ ଅସମ୍ଭବ ବୋଲି କିଛି ନାହିଁ।"
38. ମରିୟମ କହିଲେ, "ମୁଁ ପ୍ରଭୁଙ୍କର ଦାସୀ କନ୍ଯା ଅଟେ। ତୁମ୍ଭେ ମାେତେ ଯାହା କହିଲ, ମାେ ପାଇଁ ତାହା ହିଁ ହେଉ।" ତା'ପରେ ସ୍ବର୍ଗଦୂତ ତାହାଙ୍କ ପାଖରୁ ଚାଲିଗଲେ।
39. ଠିକ୍ ତା'ପରେ ମରିୟମ ପ୍ରସ୍ତୁତ ହେଲେ ଓ ତରତର ହାଇେ ୟିହୂଦାର ପାହାଡିଆ ପ୍ରଦେଶସ୍ଥିତ ଗୋଟିଏ ନଗରକୁ ବାହାରି ପଡିଲେ।
40. ସେ ଜିଖରିୟଙ୍କ ଘରକୁ ଯାଇ ଏତୀଶାବେଥଙ୍କୁ ଅଭିବାଦନ କଲେ।
41. ସରିୟମଙ୍କ ଅଭିବାଦନ ଶୁଣିବା ମାତ୍ ରେ ଏଲୀଶାବେଥଙ୍କ ଗର୍ଭସ୍ଥ ସନ୍ତାନ ନାଚି ଉଠିଲା। ଏଲୀଶାବେଥ ପବିତ୍ର ଆତ୍ମା ରେ ପରିପୂର୍ଣ୍ଣ ହାଇେ ଉଠିଲେ।
42. ଏଲୀଶାବେଥ ବଡ ପାଟି ରେ କହିଲେ, "ତୁମ୍ଭେ ସମସ୍ତ ନାରୀମାନଙ୍କ ଅପେକ୍ଷା ଅଧିକ ଧନ୍ଯା। କାରଣ ଯେଉଁ ଶିଶୁକୁ ତୁମ୍ଭେ ଜନ୍ମ ଦବୋକୁ ଯାଉଅଛ, ପରମେଶ୍ବର ତାହାକୁ ଧନ୍ଯ କରିଛନ୍ତି।
43. ତୁମ୍ଭେ ମାେ ପ୍ରଭୁଙ୍କ ମାଆ ଏବଂ ତୁମ୍ଭେ ମାେ ପାଖକୁ ଆସିଛ! ମାେ ପାଇଁ ଏତେ ବଡ ଭଲ ଘଟଣା କାହିଁକି ଘଟିଲା?
44. ମୁଁ ତୁମ୍ଭ ଅଭିବାଦନର ସ୍ବର ଶୁଣିବା ମାତ୍ ରେ ମାରେ ଗର୍ଭସ୍ଥ ସନ୍ତାନ ଆନନ୍ଦ ରେ ନାଚି ଉଠିଲା।
45. ତୁମ୍ଭେ ଧନ୍ଯା। କାରଣ ପ୍ରଭୁ ତୁମ୍ଭକୁ ଯାହା କହିଥିଲେ ତୁମ୍ଭେ ତାହା ବିଶ୍ବାସ କରିଛ। ଏ କଥା ନିଶ୍ଚୟ ଘଟିବ ବୋଲି ତୁମ୍ଭେ ବିଶ୍ବାସ କଲ।
46. ତା'ପରେ ମରିୟମ କହିଲେ,
47. " ମାରେ ଆତ୍ମା ପ୍ରଭୁଙ୍କର ସ୍ତୁତି କରୁଛି। ମାରହେୃଦୟ ଆନନ୍ଦ ରେ ପରିପୂର୍ଣ୍ଣ। କାରଣ ପରମେଶ୍ବର ମାରେ ଉଦ୍ଧାର କର୍ତ୍ତା।
48. ମାରେ କିଛି ମହତ୍ତ୍ବ ନାହିଁ, କିନ୍ତୁ ପରମେଶ୍ବର ମାେ ଭଳି ଦୀନହୀନ ଦାସୀ ଉପରେ କୃପାଦୃଷ୍ଟି ପକାଇଲେ। ଆଜିଠାରୁ ସମସ୍ତେ ମାେତେ ସବୁ ଧନ୍ଯ କହିବେ।
49. କାରଣ ସର୍ବଶକ୍ତିମାନ ପରମେଶ୍ବର ମାେ ପାଇଁ ମହାନ୍ କାର୍ୟ୍ଯ ସବୁ କରିଛନ୍ତି। ତାହାଙ୍କର ନାମ ପବିତ୍ର ହେଉ।
50. ଯେଉଁମାନେ ତାହାଙ୍କର ଉପାସନା କରନ୍ତି, ସେ ସମାନଙ୍କେୁ ସଦାସର୍ବଦା ଦୟା କରନ୍ତି।
51. ସେ ତାହାଙ୍କର ବାହୁର ଶକ୍ତି ଦଖାଇେଛନ୍ତି। ସେ ଅହଂକାରୀ ଲୋକମାନଙ୍କୁ ଛିନ୍ନଛତ୍ର କରି ସମାନଙ୍କେର ସମସ୍ତ ଯୋଜନା ଧ୍ବଂସ କରି ଦେଲେ।
52. ପରମେଶ୍ବର ରାଜାମାନଙ୍କୁ ସିହାଂସନରୁ ତଳକୁ ଖସାଇ ଆଣିଲେ ଓ ଦୀନହୀନ ଲୋକଙ୍କୁ ଉପରକୁ ଉଠାଇଲେ।
53. ସେ ଭୋକିଲା ଲୋକଙ୍କୁ ଭଲ ବିଷୟ ଦଇେ ତୃପ୍ତ କଲେ କିନ୍ତୁ ଧନୀ ଓ ସ୍ବାର୍ଥପର ଲୋକଙ୍କୁ ଖାଲି ହାତ ରେ ଫରୋଇ ଦେଲେ।
54. ତାହାଙ୍କର ସବୋ କରିବାପାଇଁ ସେ ନିଜେ ବାଛିଥିବା ଇଶ୍ରାୟେଲର ଲୋକମାନଙ୍କୁ ସାହାୟ୍ଯ କଲେ। ସେ ଆମ୍ଭମାନଙ୍କୁ ତାହାଙ୍କର କୃପା ପ୍ରଦାନ କରିଛନ୍ତି।
55. ସେ ଆମ୍ଭମାନଙ୍କ ପୂର୍ବପୁରୁଷଙ୍କୁ, ଅବ୍ରହାମ ଓ ତାହାଙ୍କର ସନ୍ତାନମାନଙ୍କୁ ସଦାସର୍ବଦା ଦୟା ଦଖାଇବୋ ପାଇଁ ଦଇେଥିବା ତାହାଙ୍କ ପୂର୍ବ ପ୍ରତିଶ୍ରୁତି ପାଳନ କରିଛନ୍ତି।"
56. ମରିୟମ ପ୍ରାୟ ତିନିମାସ ପର୍ୟ୍ଯନ୍ତ ଏଲୀଶାବେଥଙ୍କ ପାଖ ରେ ରହିବା ପରେ ନିଜେ ଘରକୁ ଫରେିଗଲେ।
57. ଏଲୀଶାବେଥଙ୍କର ସନ୍ତାନ ପ୍ରସବ କରିବା ସମୟ ହବୋରୁ ସେ ପୁତ୍ରସନ୍ତାନଟିଏ ଜନ୍ମ ଦେଲେ।
58. ତାହାଙ୍କର ପଡ଼ୋଶୀ ଓ ପରିବାରର ଲୋକେ ଶୁଣିଲେ ଯେ ପ୍ରଭୁ ତାହାଙ୍କ ଉପରେ ଅଶଷେ ଦୟା କରିଛନ୍ତି। ସମାନେେ ଏଲୀଶାବେଥଙ୍କ ପାଇଁ ଆନନ୍ଦିତ ହେଲେ।
59. ବାଳକର ଜନ୍ମ ହବୋର ଅଷ୍ଟମ ଦିନ ସମାନେେ ଶିଶୁକୁ ସୁନ୍ନତ କରବାକୁ ଆସିଲେ ଓ ସମାନେେ ବାଳକର ନାମ ତାର ପିତାଙ୍କ ନାମ ଅନୁସାରେ ଜିଖରିୟ ଦବୋକୁ ଗ୍ଭହୁଁଥିଲେ।
60. କିନ୍ତୁ ତାହାଙ୍କ ମାଆ କହିଲେ, "ନା, ତା'ର ନାମ ଯୋହନ ଦିଆୟିବ।"
61. ଲୋକମାନେ ଏଲୀଶାବେଥଙ୍କୁ କହିଲେ, "ତୁମ୍ଭର କୌଣସି ସମ୍ପର୍କୀୟଙ୍କର ଏଭଳି ନାମ ନାହିଁ।
62. ତା'ପରେ ସମାନେେ ପରେ ତା'ର ବାପାଙ୍କୁ ପଚାରିଲେ, "ତୁମ୍ଭେ ଏହି ଶିଶୁର ନାମ କ'ଣ ଦବୋକୁ ଗ୍ଭହୁଁଛ?"
63. ଏହା ଶୁଣି ଜିଖରିୟ ଲେଖିବା ପାଇଁ ସମାନଙ୍କେୁ ଏକ ଲୋଖାଫଳକ ମାଗି ସେଥି ରେ ଲେଖିଲେ, ତା'ର ନାମ "ଯୋହନ"।
64. ସବୁ ଲୋକ ଆଶ୍ଚର୍ୟ୍ଯ ହାଇଗେଲେ। ତା'ପରେ ତତ୍କ୍ଷଣାତ୍ ଜିଖରିୟଙ୍କ ପାଟି ଖାଲିଗେଲା। ସେ କଥାବାର୍ତ୍ତା କରି ପାରିଲେ। ସେ ପରମେଶ୍ବରଙ୍କର ସ୍ତୁତି କରିବା ରେ ଲାଗିଲେ।
65. ତାହାଙ୍କର ସମସ୍ତ ପଡ଼ୋଶୀ ଭୟଭୀତ ହେଲେ। ୟିହୂଦାର ସମସ୍ତ ପାହାଡିଆ ପ୍ରଦେଶ ରେ ଲୋକେ ଏହି ସବୁ ଘଟଣା ବିଷୟ ରେ ଚର୍ଚ୍ଚା କରିବାକୁ ଲାଗିଲେ।
66. ଏ କଥା ଯେଉଁମାନେ ଶୁଣିଲେ, ସମାନେେ ବିସ୍ମିତ ହାଇେ ଗଲେ। ଲୋକେ ଭାବିଲେ, "ଏ ବାଳକଟି କ'ଣ ହବେ?" ପ୍ରଭୁଙ୍କ ହସ୍ତ ପିଲାଟିର ସହିତ ଅଛି, ସମାନେେ ଏପରି ଭାବିଲେ।
67. ତା'ପରେ ଯୋହନଙ୍କ ପିତା ଜିଖରିୟ ପବିତ୍ର ଆତ୍ମା ରେ ପରିପୂର୍ଣ୍ଣ ହାଇେ ଉଠିଲେ। ସେ ଭବିଷ୍ଯଦ୍ବାଣୀ କହିଲେ,
68. "ଇଶ୍ରାୟେଲର ପ୍ରଭୁ ପରମେଶ୍ବରଙ୍କର ସ୍ତୁତି ଗାନ କର। ସେ ନିଜ ଲୋକମାନଙ୍କୁ ସାହାୟ୍ଯ କରିବା ପାଇଁ ଆସିଛନ୍ତି ଏବଂ ସମାନଙ୍କେୁ ସ୍ବାଧୀନତା ଦଇେଛନ୍ତି।
69. ସେ ଆମ୍ଭମାନଙ୍କ ପାଇଁ ତାହାଙ୍କ ସବେକ ଦାଉଦଙ୍କ ପରିବାରରୁ ଜଣେ ଶକ୍ତିଶାଳୀ ଉଦ୍ଧାରକର୍ତ୍ତାଙ୍କୁ ଦଇେଛନ୍ତି।
70. ବହୁତ ଦିନ ପୂର୍ବେ ବାସ କରୁଥିବା ନିଜ ପବିତ୍ର ଭବିଷ୍ଯଦ୍ବକ୍ତାମାନଙ୍କ ମାଧ୍ଯମ ରେ ପରମେଶ୍ବର ଏହା କରିବେ ବୋଲି କହିଥିଲେ।
71. ସେ ଆମ୍ଭମାନଙ୍କୁ ଆମ୍ଭମାନଙ୍କର ଶତୃମାନଙ୍କଠାରୁ ତଥା ଆମ୍ଭମାନଙ୍କୁ ଘୃଣା କରୁଥିବା ସମସ୍ତଙ୍କ ହାତରୁ ରକ୍ଷା କରିବାକୁ ପ୍ରତିଶ୍ରୁତି ଦଇେଥିଲେ।
72. ସେ ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦୟା ଦଖାଇବେେ ବୋଲି କହିଥିଲେ ଏବଂ ସେ ତାହାଙ୍କର ପବିତ୍ର ପ୍ରତିଜ୍ଞା ମନେ ରଖିଛନ୍ତି।
73. ସେ ଆମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମଙ୍କୁ ପ୍ରତିଜ୍ଞା ଦଇେଥିଲେ।
74. ଯେ ସେ ଆମ୍ଭମାନଙ୍କୁ ଆମ୍ଭମାନଙ୍କ ଶତୃଙ୍କ ଶକ୍ତି କବଳରୁ ମୁକ୍ତ କରିବେ। ତା ଫଳ ରେ ଆମ୍ଭମାନେେ ନିର୍ଭୟ ରେ ପରମେଶ୍ବରଙ୍କ ସବୋ କରିପାରିବୁ।
75. ଆମ୍ଭମାନେେ ବଞ୍ଚିଥିବା ପର୍ୟ୍ଯନ୍ତ ପରମେଶ୍ବରଙ୍କ ଆଗ ରେ ଧାର୍ମିକ ଓ ପବିତ୍ର ରହିବୁ।
76. "ଏବଂ ତୁମ୍ଭେ ହେ ଶିଶୁ! ତୁମ୍ଭେ ସହେି ପର୍ବୋପରିସ୍ଥ ପରମେଶ୍ବରଙ୍କ ଭବିଷ୍ଯଦ୍ବକ୍ତା ରୂପେ ଖ୍ଯାତ ହବେ। ପ୍ରଭୁଙ୍କ ଆଗମନ ପାଇଁ ଲୋକମାନଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ପ୍ରଭୁଙ୍କ ପୂର୍ବରୁ ତୁମ୍ଭେ ପ୍ରଥମେ ୟିବ।
77. ପରମେଶ୍ବରଙ୍କ ଲୋକଙ୍କୁ ତୁମ୍ଭେ ଜଣଇଦେବେ ଯେ ସମାନଙ୍କେର ପାପକୁ କ୍ଷମା କରି ଦିଆଯାଇ ସମାନଙ୍କେୁ ଉଦ୍ଧାର କରାୟିବ।
78. "ଆମ୍ଭମାନଙ୍କ ପରମେଶ୍ବରଙ୍କ ସ୍ନହମୟେ ଅନୁଗ୍ରହ ହତେୁ ସ୍ବର୍ଗରୁ ଆଗତ ଗୋଟିଏ ନୂତନ ଦିନର ପ୍ରଭାତ ଆମ୍ଭମାନଙ୍କୁ ଆଲୋକିତ କରିବ।
79. ମୃତ୍ଯୁର ଭୟ ରେ ଅନ୍ଧକାର ଭିତ ରେ ବାସ କରୁଥିବା ଲୋକଙ୍କୁ ପରମେଶ୍ବର ସାହାୟ୍ଯ କରିବେ। ସେ ଆମ୍ଭମାନଙ୍କୁ ଶାନ୍ତି ମାର୍ଗ ରେ ବାଟ କଢଇେ ନବେେ।"
80. ଶିଶୁଟି ଏହିପରି ବଢିବାକୁ ଲାଗିଲା ଓ ଆତ୍ମା ରେ ଦୃଢରୁ ଦୃଢତର ହବୋକୁ ଲାଗିଲା। ଇଶ୍ରାୟେଲ ରେ ଉପଦେଶ ପ୍ରଦାନ କରିବାର ଶକ୍ତି ପାଇବା ପର୍ୟ୍ଯନ୍ତ ଯୋହନ ଅନ୍ୟ ଲୋକଙ୍କଠାରୁ ଦୂର ରେ ଏକ ସ୍ଥାନ ରେ ରହିଥିଲେ।
About ଲୂକ Chapter 1
Read ଲୂକ Chapter 1 online from the Holy Bible. This chapter is part of the Book of ଲୂକ in the New Testament. Continue reading with the chapter navigation above or explore the complete book.
Book Information
Book: ଲୂକ
Chapter: 1
Testament: New Testament
How to Read this Chapter
Use the Previous and Next Chapter buttons to continue reading ଲୂକ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଲୂକ Chapter 1 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଲୂକ Chapter 1?
ଲୂକ Chapter 1 is part of the Book of ଲୂକ in the Holy Bible.
Can I read this chapter online?
Yes. You can read the complete ଲୂକ Chapter 1 online for free with easy chapter navigation.
More Chapters from ନୂତନ ନିୟମ
- ମାର୍କ Chapter 13
- ମାର୍କ Chapter 12
- ମାର୍କ Chapter 4
- 1 ତୀମଥି Chapter 3
- 2 କରିନ୍ଥୀୟ Chapter 2
- ଲୂକ Chapter 12
- ମାର୍କ Chapter 7