Read ଲୂକ Chapter 5 Online
Read ଲୂକ Chapter 5 online from the Holy Bible. This chapter is part of the Book of ଲୂକ in the New Testament. Browse every verse with easy chapter navigation, continue to the next chapter, or explore the complete Book of ଲୂକ and the Holy Bible online.
Choose a Chapter
ଲୂକ 5
ଅଧ୍ୟାୟ 5
1. ଯୀଶୁ ଗିନସରତେ ହ୍ରଦ କୂଳ ରେ ଠିଆ ହାଇେଥିଲେ। ତାହାଙ୍କ ଚାରିପଟେ ଘରେିଯାଇ ଠିଆ ହବୋକୁ ଲୋକମାନେ ଠଲୋପଲୋ ହେଉଥିଲେ। ସମାନେେ ତାହାଙ୍କ ଠାରୁ ପରମେଶ୍ବରଙ୍କ ଉପଦେଶ ବାଣୀ ଶୁଣିବାକୁ ଚାହୁଁଥିଲେ।
2. ଯୀଶୁ ହ୍ରଦ କୂଳ ରେ ଦୁଇଟି ଡଙ୍ଗା ଥୁଆ ହାଇେଥିବାର ଦେଖିଲେ। କେଉଟମାନେ ସହେି ଡଙ୍ଗାରୁ ଓହା୍ଲଇ ତାହାଙ୍କ ଜାଲ ଧୋଉଥିଲେ।
3. ଯୀଶୁ ସେଥିରୁ ଗୋଟିଏ ଡଙ୍ଗା ରେ ଚଢିଗଲେ। ସେ ଡଙ୍ଗାଟି ଶିମାନେ ଙ୍କର ଥିଲା। ଯୀଶୁ ଡଙ୍ଗାଟିକୁ କୂଳଠାରୁ ଅଳ୍ପ ଟିକିଏ ଭିତହକୁ ନାବାକୁ ଶିମାନଙ୍କେୁ କହିଲେ। ତା'ପରେ ସେ ଡଙ୍ଗାଟି ରେ ବସି ପଡିଲେ ଓ ସହେି ଡଙ୍ଗା ଉପରେ ଥାଇ ଲୋକମାନଙ୍କୁ ଉପଦେଶ ଦବୋକୁ ଲାଗିଲେ।
4. ଉପଦେଶ ଦଇେ ସାରିବା ପରେ ଯୀଶୁ ଶିମାନଙ୍କେୁ କହିଲେ, "ଡଙ୍ଗାକୁ ଗଭୀର ଜଳକୁ ନଇେ ଚାଲ। ପାଣି ରେ ତୁମ୍ଭେ ସମସ୍ତେ ଯଦି ତୁମ୍ଭମାନଙ୍କର ଜାଲ ପକଇବେ, ତବେେ କିଛି ମାଛ ଧରିବ।"
5. ଶମାନେ କହିଲେ, "ପ୍ରଭୁ, ମାଛ ଧରିବା ପାଇଁ ଆମ୍ଭମାନେେ ରାତିସାରା କଠିନ ପରିଶ୍ରମ କଲୁ, ମାତ୍ର କିଛି ହେଲେ ପାଇଲୁ ନାହିଁ। ଏବେ ତୁମ୍ଭେ ଜାଲ ପକାଇବାକୁ କହୁଛ। ତେଣୁ ମୁଁ ଜାଲ ପକାଇବି।"
6. କେଉଟମାନେ ସମାନଙ୍କେର ଜାଲ ପାଣି ରେ ପକଇେଲେ। ତାହାଙ୍କର ଜାଲସବୁ ଏତେ ମାଛ ରେ ବୋଝଇେ ହାଇଗେଲା ଯେ ଜାଲସବୁ ଛିଣ୍ଡି ୟିବାକୁ ଲାଗିଲା।
7. ସମାନେେ ସାହାୟ୍ଯ ନିମନ୍ତେ ଅନ୍ୟ ଡଙ୍ଗା ରେ ଥିବା ତାହାଙ୍କର ଅଂଶୀଦାରମାନଙ୍କୁ ଡାକିଲେ। ସାଙ୍ଗମାନେ ଆସିଲେ। ଦୁଇଟି ଯାକ ଡଙ୍ଗା ମାଛ ରେ ଏତେ ଭର୍ତ୍ତି ହାଇଗେଲା ଯେ ଡଙ୍ଗା ଦୁଇଟି ପ୍ରାୟ ବୁଡିୟିବାକୁ ଲାଗିଲା।
8. ଶିମାନେ ପିତର ଏବଂ ସମସ୍ତ କେଉଟମାନେ ଏତେ ଗୁଡିଏ ମାଛ ଧରିପାରିଥିବାରୁ ଆଶ୍ଚର୍ୟ୍ଯ ହାଇଗେଲେ। ଶିମାନେ ପିତର ଏହା ଦେଖି ଯୀଶୁଙ୍କ ପାଦତଳେ ପଡିଯାଇ କହିଲେ, " ହେ ପ୍ରଭୁ! ତୁମ୍ଭେ ମାେ ପାଖରୁ ଚାଲିଯାଅ। ମୁଁ ଜଣେ ପାପୀ ମଣିଷ।"
10. ଜବଦେିଙ୍କ ଦୁଇ ପୁଅ ଯାକୁବ ଓ ଯୋହନ ମଧ୍ଯ ସହେିଭଳି ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ଶିମାନଙ୍କେ ସାଙ୍ଗ ରେ ଏକାଠି କାମ କରୁଥିଲେ।
11. ତା'ପରେ ସମାନେେ ସମାନଙ୍କେର ଡଙ୍ଗାଗୁଡିକୁ କୂଳକୁ ଆଣିଲେ। ସମାନେେ ସବୁ କିଛି ତ୍ଯାଗ କରିଦଇେ ଯୀଶୁଙ୍କ ଅନୁଗମନ କଲେ।
12. ଥରେ ଯୀଶୁ ଗୋଟିଏ ନଗର ରେ ଥିଲେ। ସଠାେରେ ଦହେସାରା କୁଷ୍ଠ ହାଇେ ଯାଇଥିବା ଲୋକଟିଏ ରହୁଥିଲା। ଯେତବେେଳେ ସେ ଯୀଶୁଙ୍କୁ ଦେଖିଲା, ତାହାଙ୍କୁ ପ୍ରଣାମ କରି ଅନୁରୋଧ କଲା, " ହେ ପ୍ରଭୁ! ମାେତେ ସୁସ୍ଥ କରିଦିଅ। ମୁଁ ଜାଣେ ଯେ ତୁମ୍ଭେ ଇଚ୍ଛାକଲେ ମାେତେ ସୁସ୍ଥ କରିଦଇେ ପାରିବ।"
13. ଯୀଶୁ ହାତ ବଢଇେ ସହେି ଲୋକଟିକୁ ଛୁଇଁକରି କହିଲେ, "ମୁଁ ଇଚ୍ଛା କରୁଅଛି ତୁମ୍ଭେ ସୁସ୍ଥ ହାଇେ ଯାଅ।" ତତ୍କ୍ଷଣାତ୍ ତାହାଙ୍କଠାରୁ କୁଷ୍ଠ ରୋଗ ଦୂର ହାଇଗେଲା।
14. ଯୀଶୁ ତାହାକୁ ଆଦେଶ ଦେଲେ, "ଏବେ ଯାହା ଘଟିଲା, ସେ କଥା କାହାରିକୁ କୁହ ନାହିଁ। କିନ୍ତୁ ଯାଜକଙ୍କ ପାଖକୁ ଯାଅ। ନିଜ ଦହେ ତାହାଙ୍କୁ ଦଖାେଅ। ତୁମ୍ଭେ ସୁସ୍ଥ ହାଇଯୋଇଥିବା ଯୋଗୁଁ ମାଶାଙ୍କେ ଆଦେଶ ଅନୁସାରେ ପରମେଶ୍ବରଙ୍କ ନିକଟରେ ବଳି ଉତ୍ସର୍ଗ କର। ଏହା ଲୋକଙ୍କୁ ଦେଖଇଦେବେ ଯେ ତୁମ୍ଭେ ସୁସ୍ଥ ହାଇଯୋଇଛ।"
15. କିନ୍ତୁ ଯୀଶୁଙ୍କ ବିଷୟ ରେ ଖବର ଆହୁରି ଅଧିକରୁ ଅଧିକ ବ୍ଯାପିଗଲା। ଅନକେ ଲୋକ ଉପଦେଶ ଶୁଣିବାକୁ ଓ ରୋଗରୁ ସୁସ୍ଥ ହବୋକୁ ତାହାଙ୍କ ପାଖକୁ ଆସୁଥିଲେ।
16. ଯୀଶୁ କିନ୍ତୁ ପ୍ରାର୍ଥନା କରିବା ପାଇଁ ଅଧିକାଂଶ ସମୟରେ କୌଣସି ନିର୍ଜ୍ଜନ ସ୍ଥାନକୁ ଚାଲି ଯାଉଥିଲେ।
17. ଦିନେ ଯୀଶୁ ଲୋକମାନଙ୍କୁ ଉପଦେଶ ଦେଉଥିଲେ। ସଠାେରେ ଫାରୂଶୀ ଓ ଯିହୂଦୀ ଧର୍ମଶାସ୍ତ୍ରୀମାନେ ମଧ୍ଯ ବସିଥଲେ। ସମାନେେ ଗାଲିଲୀର ପ୍ରେତ୍ୟକକ ନଗରରୁ, ୟିହୂଦା ତଥା ୟିରୁଶାଲମରୁ ଆସିଥି ରେ। ପ୍ରଭୁ ଲୋକଙ୍କୁ ସୁସ୍ଥ କରି ଦବୋପାଇଁ ଯୀଶୁଙ୍କୁ ଶକ୍ତି ଦେଉଥିଲେ।
18. ସତେିକି ବେଳେ କେତକେ ଲୋକ ଗୋଟିଏ ପକ୍ଷାଘାତ ରୋଗୀକୁ ଖଟ ରେ ବୋହିକରି ଯୀଶୁଙ୍କ ପାଖକୁ ଆଣିଲେ। ସମାନେେ ରୋଗୀଟିକୁ ଭିତରକୁ ଆଣି ଯୀଶୁଙ୍କ ଆଗ ରେ ରଖିବା ପାଇଁ ଚେଷ୍ଟା କଲେ।
19. କିନ୍ତୁ ସଠାେରେ ଏତେ ଲୋକ ଥିଲେ ଯେ ସମାନେେ ଯୀଶୁଙ୍କ ପାଖକୁ ୟିବାକୁ ବାଟ ପାଇଲେ ନାହିଁ। ତେଣୁ ସମାନେେ ଛାତ ଉପରକୁ ଚାଲିଗଲେ। ଛାତରୁ ଛପର କିଛି ବାହାର କରି କଣାଟିଏ କଲେ। ସମାନେେ ସହେି କଣା ବାଟେ ପକ୍ଷାଘାତ ରୋଗୀଟିକୁ ଖଟ ସହିତ ଯୀଶୁଙ୍କ ସାମନାକୁ ଖ ସଇେ ଦେଲେ।
20. ସହେି ଲୋକମାନଙ୍କର ବିଶ୍ବାସ ଦେଖି ଯୀଶୁ ସହେି ରୋଗୀଟିକୁ କହିଲେ, "ବନ୍ଧୁ! ତୁମ୍ଭର ପାପ କ୍ଷମା କରିଦିଆଗଲା।"
21. ଯିହୂଦୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଭାବିବାକୁ ଲାଗିଲେ, "ଏ ଲୋକ କିଏ? ଏ ପରମେଶ୍ବରଙ୍କୁ ଅପମାନ କରୁଛି। କବଳେ ପରମେଶ୍ବର ପାପ କ୍ଷମା କରିପାରନ୍ତି?"
22. କିନ୍ତୁ ଯୀଶୁ ଜାଣପାରିଲେ ଯେ ସମାନେେ କ'ଣ ଭାବୁଛନ୍ତି। ସେ କହିଲେ, "ତୁମ୍ଭମାନେେ ମନ ଭିତ ରେ ଏଭଳି ବିଚାର କାହିଁକି ଆଣୁଛ?
23. କଅଣ କହିବା ସରଳ? ପକ୍ଷାଘାତ ରୋଗୀଟିକୁ କହିବା ଯେ 'ତୁମ୍ଭ ପାପ କ୍ଷମା କରି ଦିଆଗଲା' ନା ଏକଥା କହିବା ଯେ ଉଠ ଓ ଚାଲ?'
24. ମୁଁ କିନ୍ତୁ ତୁମ୍ଭମାନଙ୍କୁ ଦଖାଇେ ଦବେି ଯେ, ମନୁଷ୍ଯପୁତ୍ରଙ୍କର ପାପ କ୍ଷମା କରିବାର ଶକ୍ତି ଅଛି।" ତେଣୁ ସେ ପକ୍ଷାଘାତ ରୋଗୀଟିକୁ କହିଲେ, "ମୁଁ ତୁମ୍ଭକୁ କହୁଛି: ଠିଆ ହୁଅ। ତୁମ୍ଭର ବିଛଣା ଧର ଓ ଘରକୁ ଯାଅ।"
25. ସେ ତତ୍କ୍ଷଣାତ୍ ସମାନଙ୍କେ ସାମନା ରେ ଉଠି ଠିଆ ହେଲା। ଯେଉଁ ବିଛଣା ଉପରେ ସେ ଶାଇେ ଥିଲା, ତାହା ଧରି ପରମେଶ୍ବରଙ୍କ ସ୍ତୁତିଗାନ କରି ନିଜ ଘରକୁ ଚାଲିଗଲା।
26. ସଠାେରେ ଯେଉଁମାନେ ଉପସ୍ଥିତ ଥିଲେ, ସମାନେେ ସମସ୍ତେ ଆଶ୍ଚର୍ୟ୍ଯ ହାଇଯୋଇ ପରମେଶ୍ବରଙ୍କ ଗୁଣଗାନ କରିବାକୁ ଲାଗିଲେ। ପରମେଶ୍ବରଙ୍କ ଶକ୍ତି ଦେଖି ସମାନଙ୍କେ ହୃଦୟ ଭକ୍ତି ରେ ଭରିଗଲା। ସମାନେେ କହି ଉଠିଲେ, "ଆଜି ଆମ୍ଭମାନେେ ବିସ୍ମୟ ଜନକ ଘଟଣାମାନ ଦେଖିଛୁ।"
27. ଏହାପରେ ଯୀଶୁ ସଠାରୁେ ଚାଲିଗଲେ। ସେ କର ଆଦାୟ କରା ଯାଉଥିବା କାର୍ୟ୍ଯାଳୟ ରେ ଲବେୀ ନାମକ ଜଣେ କର ଆଦାୟକାରୀଙ୍କୁ ବସିଥିବାର ଦେଖିଲେ। ଯୀଶୁ ତାହାଙ୍କୁ କହିଲେ, " ମାରେଅନୁସହଣ କର"।
28. ଲବେୀ ଉଠି ପଡିଲେ। ସେ ସବୁକିଛି ପରିତ୍ଯାଗ କରି ଯୀଶୁଙ୍କୁ ଅନୁସରଣ କଲେ।
29. ଲବେୀ ଯୀଶୁଙ୍କ ସମ୍ମାନାର୍ଥେ ନିଜ ଘ ରେ ଗୋଟିଏ ବଡ ଭୋଜି ଦେଲେ। ଅନକେ କର ଆଦାୟକାରୀ ଓ ଅନ୍ୟ କେତକେ ଲୋକ ମଧ୍ଯ ଯୀଶୁଙ୍କ ସହ ଏକତ୍ର ଭୋଜନ କରୁଥିଲେ।
30. ତେଣୁ ଫାରୂଶୀ ଓ ଯିହୂଦୀଶାସ୍ତ୍ରୀମାନେ ଯୀଶୁଙ୍କ ଶିଷ୍ଯମାନଙ୍କ ଆଗ ରେ ଅଭିଯୋଗ କଲେ, "ତୁମ୍ଭମାନେେ କରଆଦାୟକାରୀ ଓ ପାପୀମାନଙ୍କ ସହିତ କାହିଁକି ଏକାଠି ଖିଆପିଆ କରୁଛ?"
31. ଯୀଶୁ ସମାନଙ୍କେୁ କହିଲେ, "ସୁସ୍ଥ ଲୋକମାନଙ୍କ ପାଇଁ ଡାକ୍ତରର ଆବଶ୍ଯକତା ନାହିଁ। କିନ୍ତୁ ଅସୁସ୍ଥ ଲୋକମାନଙ୍କ ପାଇଁ ଡାକ୍ତରର ଆବଶ୍ଯକତା ରହିଛି।
32. ମୁଁ ଧାର୍ମିକ ଲୋକମାନଙ୍କୁ ପରିବର୍ତ୍ତନ ସକାେଶ ଆସିନାହିଁ। ମୁଁ ପାପୀମାନଙ୍କ ପାଇଁ ଆସିଛି। ସମାନେେ ନିଜ ନିଜ ହୃଦୟ ଓ ଜୀବନ ପରିବର୍ତ୍ତନ କରନ୍ତୁ।"
33. ସମାନେେ ଯୀଶୁଙ୍କୁ କହିଲେ, " ଯୋହନଙ୍କ ଶିଷ୍ଯମାନେ ଅଧିକାଂଶ ଥର ଉପବାସ ଓ ପ୍ରାର୍ଥନା କରନ୍ତି। ଫାରୂଶୀମାନଙ୍କ ଶିଷ୍ଯମାନେ ସହେିପରି କରନ୍ତି। କିନ୍ତୁ ତୁମ୍ଭର ଶିଷ୍ଯମାନେ ସବୁବେଳେ ଖିଆପିଆ କରୁଛନ୍ତି।"
34. ଯୀଶୁ ସମାନଙ୍କେୁ କହିଲେ, "ବର, ବରଯାତ୍ରୀ ସହିତ ଥିବା ପର୍ୟ୍ଯନ୍ତ ତୁମ୍ଭେ କ'ଣ ବରଯାତ୍ରୀମାନଙ୍କୁ ଉପବାସ ରେ ରଖି ପାରିବ?
35. କିନ୍ତୁ ସମୟ ଆସିବ, ଯେତବେେଳେ ସମାନଙ୍କେ ପାଖରୁ ବରକୁ ଛଡାଇ ନିଆୟିବ। ସେତବେେଳେ ସମାନେେ ଉପବାସ କରିବେ।"
36. ଯୀଶୁ ସମାନଙ୍କେୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ: "ଜଣେ ଲୋକ ଗୋଟିଏ ପୁରୁଣା ଚାଦର ରେ ତାଳି ପକାଇବାକୁ କୌଣସି ନୂଆ ଚାଦରରୁ ଖଣ୍ଡେ ଚିରିପକାଏ ନାହିଁ। ଯେଉଁଲୋକ ଏଭଳି କରେ, ତା'ର ନୂଆ ଚାଦରଟିତ ନଷ୍ଟ ହାଇଯୋଏ ପୁଣି ନୂଆ ଚାଦରରୁ ଚିରା ହାଇେଥିବା ତାଳି ପୁରୁଣା ଚାଦର ସାଙ୍ଗ ରେ ମିଶେ ନାହିଁ।
37. କୌଣସି ଲୋକ ପୁରୁଣା ଚମଡା ଥଳିଗୁଡିକରେ ନୂଆ ଦ୍ରାକ୍ଷାରସ ଢାଳେ ନାହିଁ। ଯଦି ସେ ଏପରି କରେ ତବେେ ନୂଆ ଦ୍ରାକ୍ଷାରସ ପୁରୁଣା ଚମଡା ଥଳିଗୁଡିକୁ ଚିରିଦବେ। ଦ୍ରାକ୍ଷାରସ ଢାଳି ହାଇଯେିବ ଓ ଥଳିଗୁଡିକ ନଷ୍ଟ ହାଇଯେିବ।
38. ତେଣୁ ଲୋକେ ସଦା ବେଳେ ନୂଆ ଦ୍ରାକ୍ଷାରସ ନୂଆ ଚମଡା ଥଳି ରେ ରଖଥା'ନ୍ତି।
39. ପୁରୁଣା ଦ୍ରାକ୍ଷାରସ ପିଇ ସାରି କୌଣସି ଲୋକ କବେେ ହେଲେ ନୂଆ ଦ୍ରାକ୍ଷାରସ ପିଇବାକୁ ଇଚ୍ଛା କରନୋହିଁ। କାରଣ ସେ କ ହେ, "ପୁରୁଣା ଦ୍ରାକ୍ଷାରସ ସୁଆଦ।"
About ଲୂକ Chapter 5
Read ଲୂକ Chapter 5 online from the Holy Bible. This chapter is part of the Book of ଲୂକ in the New Testament. Continue reading with the chapter navigation above or explore the complete book.
Book Information
Book: ଲୂକ
Chapter: 5
Testament: New Testament
How to Read this Chapter
Use the Previous and Next Chapter buttons to continue reading ଲୂକ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଲୂକ Chapter 5 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଲୂକ Chapter 5?
ଲୂକ Chapter 5 is part of the Book of ଲୂକ in the Holy Bible.
Can I read this chapter online?
Yes. You can read the complete ଲୂକ Chapter 5 online for free with easy chapter navigation.
More Chapters from ନୂତନ ନିୟମ
- ମାର୍କ Chapter 13
- ମାର୍କ Chapter 12
- 1 ତୀମଥି Chapter 3
- ମାର୍କ Chapter 4
- 2 କରିନ୍ଥୀୟ Chapter 2
- ପ୍ରେରିତ Chapter 1
- ଯୋହନ Chapter 21