ନାହୂମ Chapter 3

For English

Read ନାହୂମ Chapter 3 Online

Read ନାହୂମ Chapter 3 online from the Holy Bible. This chapter is part of the Book of ନାହୂମ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ନାହୂମ and the Holy Bible online.

Choose a Chapter

ନାହୂମ 3

ଅଧ୍ୟାୟ 3

1. ଘାତକମାନଙ୍କର ନଗରୀକୁ ଧିକ୍। ନୀନିବୀ ଏକ ମିଥ୍ଯା ନଗରୀ, ଚୋରି ଓ ମୃତ୍ଯୁ ୟନ୍ତ୍ରଣା ରେ ପରିପୂର୍ଣ୍ଣ ଅଟେ।

2. ତୁମ୍ଭେ ଗ୍ଭବୁକ ପ୍ରହାରର ଶଦ୍ଦ, ଚକ୍ର ଘୂରିବା ଶଦ୍ଦ, ଘୋଡାର ଟାପୁ ଶଦ୍ଦ ଏବଂ ରଥର ଗ୍ଭଳନା ଶଦ୍ଦ ଶୁଣି ପାରିବ।

3. ସୈନ୍ଯମାନେ ଅଶ୍ବପୃଷ୍ଠ ରେ ଆକ୍ରମଣ କରୁଛନ୍ତି। ସମାନଙ୍କେର ଖଣ୍ତାଗୁଡିକ ଚକ୍ଚକ୍ କରୁଛି ଏବଂ ସମାନଙ୍କେର ବର୍ଚ୍ଛାଗୁଡିକ ଉଜ୍ଜ୍ବଳ ଦଖାେ ଯାଉଛି। ତେଣୁ ବହୁ ମୃତ ଶରୀର ରହିଛି ଯାହାକୁ ଗଣି ହବେ ନାହିଁ। ଲୋକମାନେ ସହେି ମୃତ ଶରୀର ଉପ ରେ ଝୁଣ୍ଟି ପଡୁଛନ୍ତି।

4. ନୀନିବୀ ରେ ଅତ୍ଯନ୍ତ ଗଣିକା କର୍ମ ପାଇଁ ଏସବୁ ଘଟିଲା। ସେ ଏକ କୁପଥର ଉତ୍ସ ୟିଏ କି ତା'ର ଗଣିକା କାର୍ୟ୍ଯ ପାଇଁ ରାଜ୍ଯକୁ କ୍ରୀତଦାସ କଲା। ସେ ତା'ର ୟାଦୁ ବଳ ରେ ଲୋକମାନଙ୍କୁ ତା'ର କ୍ରୀତଦାସ କରିଛନ୍ତି।

5. ସର୍ବଶକ୍ତିମାନ୍ ସଦାପ୍ରଭୁ ପରମେଶ୍ବର କୁହନ୍ତି, " ହେ ନୀନିବୀ, ଆମ୍ଭେ ତୁମ୍ଭ ବିରୁଦ୍ଧ ରେ ଅଛୁ। ଆମ୍ଭେ ମୁଖମଣ୍ତଳରୁ ତୁମ୍ଭର ପୋଷାକ ଉେଠଇ ନବୋ। ସମସ୍ତ ଦେଶ ତୁମ୍ଭର ଉଲଗ୍ନ ଶରୀର ଦେଖିବେ। ସହେି ରାଜ୍ଯଗୁଡିକ ତୁମ୍ଭର ଲଜ୍ଜିତରୂପ ଦେଖିବେ।

6. ଆମ୍ଭେ କୁତ୍ସିତ ପଦାର୍ଥ ତୁମ୍ଭ ଉପରକୁ ପକାଇବା, ତୁମ୍ଭକୁ ଘୃଣାପୂର୍ଣ୍ଣ ଭାବେ ଆମ୍ଭେ ବ୍ଯବହାର କରିବା। ତୁମ୍ଭକୁ ଲୋକମାନେ ଦେଖି ଉପହାସ କରିବେ।

7. ଯେଉଁମାନେ ତୁମ୍ଭର ଅବସ୍ଥାକୁ ଦେଖିବେ, ସମସ୍ତେ ମର୍ମାହତ ହବେେ ଓ ତୁମ୍ଭଠାରୁ ଦୂ ରଇେ ଯିବେ। ସମାନେେ କହିବେ, 'ନୀନିବୀ ଧ୍ବଂସ ହେଉଛି। କିଏ ତା' ପାଇଁ କାନ୍ଦିବ?' ଆମ୍ଭେ ତୁମ୍ଭକୁ ସାନ୍ତ୍ବନା ଦବୋ ପାଇଁ ଜଣଙ୍କୁ କେଉଁଠାରୁ ପାଇବା?"

8. ହେ ନୀନିବୀ, ତୁମ୍ଭେ କ'ଣ ନୀଳନଦୀ ଉପ ରେ ଅବସ୍ଥିତ ନୋ-ଆମାନେ ଠାରୁ ଭଲ ରେ ଅଛ? ନା, ତୁମ୍ଭେ ତା'ଠାରୁ ଭଲ ରେ ନାହିଁ। ନୋ-ଆମାନେ ଗ୍ଭରିପାଖ ରେ ଜଳ ଥିଲା। ନୋ-ଆମାନେ ନିଜକୁ ରକ୍ଷା କରିବାକୁ ସହେି ଜଳକୁ ବ୍ଯବହାର କରୁଥିଲା। ସେ ତାକୁ ପ୍ରାଚୀର ସଦୃଶ ବ୍ଯବହାର କରୁଥିଲା।

9. ଇଥିଓପିଆ ଓ ମିଶର ନୋ-ଆମାନେକୁ ବହୁ ଶକ୍ତି ଦେଉଥିଲେ। ପୂଟୀଯ ଓ ଲୂବୀଯ ତାକୁ ସମର୍ଥନ କରୁଥିଲେ।

10. କିନ୍ତୁ ନୋ-ଆମାନେ ପରାଜିତ ହେଲା। ତା'ର ଲୋକମାନେ ବନ୍ଦୀଭାବରେ ଗୋଟିଏ ବିଦେଶକୁ ନିଆଗେଲ। ସୈନ୍ଯମାନେ ରାସ୍ତାର ପ୍ରେତ୍ୟକକ କୋଣ ରେ ତା'ର େଛାଟ ପିଲାମାନଙ୍କୁ ପିଟି ପିଟି ମାରି ଦେଲେ। ଏବଂ ସମାନେେ ତାଙ୍କର ମାନ୍ଯ ପୁରୁଷମାନଙ୍କ ନିମନ୍ତେ ଗୁଳାବାଣ୍ଟ କଲେ, ତାଙ୍କର ବଡ ଲୋକ ସମସ୍ତେ ଶୃଙ୍ଖଳ ରେ ବନ୍ଧା ହେଲେ।

11. ହେ ନୀନିବୀ, ତୁମ୍ଭବେି ଜଣେ ମଦ୍ଯପ ପରି ମଧ୍ଯ ପଡି ରହିବ। ତୁମ୍ଭେ ଲୁଚିବାକୁ ଚେଷ୍ଟା କରିବ। ତୁମ୍ଭେ ଶତୃଠାରୁ ରକ୍ଷା ପାଇବାକୁ ଗୋଟିଏ ନିରାପଦ ସ୍ଥାନ ଖାଜେିବ।

12. କିନ୍ତୁ ନୀନିବୀ, ତୁମ୍ଭର ସମସ୍ତ ସୁଦୃଢ ସ୍ଥାନଗୁଡିକ ଡିମିରି ଗଛ ସଦୃଶ ହବେ। ନୂଆ ଡିମିରି ପାଚିବ। ଜଣେ ଲୋକ ଆସିବ ଏବଂ ଗଛକୁ ହଲାଇବ ଏବଂ ଡିମିରି ଫଳ ତା'ର ପାଟି ରେ ପଡିବ।

13. ନୀନିବୀ, ତୁମ୍ଭର ଲୋକମାନେ ସ୍ତ୍ରୀଲୋକ ସଦୃଶ। ତୁମ୍ଭ ଦେଶର ଫାଟକଗୁଡିକ ଶତୃସୈନ୍ଯ ପ୍ରବେଶ କରିବାକୁ ସମ୍ପୂର୍ଣ୍ଣ ଉନ୍ମୁକ୍ତ। ଫାଟକଗୁଡିକରେ ଲାଗିଥିବା କାଠର ଦଣ୍ତଗୁଡିକ ଅଗ୍ନି ପୋଡି଼ ଦଇେଛି।

14. ଅବରୋଧ ସମୟ ନିମନ୍ତେ ପାଣି କାଢି ଆଣ। ଇଟା ତିଆରି କରିବାକୁ ମାଟି ରଖ, ସେଥି ରେ ଚୂନ ମିଶାଅ, ଇଟା ତିଆରି ପାଇଁ ସହେି କାଦୁଅକୁ ନିଅ। ତୁମ୍ଭମାନଙ୍କର ଦୁର୍ଗଗୁଡିକ ଶକ୍ତିଶାଳୀ କର।

15. ତୁମ୍ଭେ ସହେି ସବୁ କାମ କରିପାରିବ। କିନ୍ତୁ ଅଗ୍ନି ତଥାପି ତୁମ୍ଭକୁ ସମ୍ପୂର୍ଣ୍ଣଭାବେ ଧ୍ବଂସ କରିବ। ଖଣ୍ତା ତୁମ୍ଭକୁ ହତ୍ଯା କରିବ, ତୁମ୍ଭର ଜମି ରେ ଦଳେ ପଙ୍ଗପାଳ ସଦୃଶ ଦଖାେଯିବେ ୟିଏକି ଆସିବ ଏବଂ ସବୁ ଖାଇ ଦବେେ।

16. ତୁମ୍ଭର ବହୁ ବ୍ଯବସାଯୀ ଅଛନ୍ତି। ସମାନେେ ଆକାଶ ତାରା ସଦୃଶ ଅଗଣିତ ଏବଂ ସମାନେେ ପଙ୍ଗପାଳ ସଦୃଶ। ସମାନେେ ସବୁ ଶଷେ ହବୋ ପର୍ୟ୍ଯନ୍ତ ଖାଆନ୍ତି ଏବଂ ପ ରେ ସମାନେେ ସହେି ସ୍ଥାନ ଛାଡନ୍ତି।

17. ତୁମ୍ଭର ସରକାରୀ କର୍ମଗ୍ଭରୀମାନେ ମଧ୍ଯ ପଙ୍ଗପାଳ ସଦୃଶ। ତୁମ୍ଭମାନଙ୍କର ରାଜପୁତ୍ରମାନେ ଝିଣ୍ଟିକା ପରି। ସମାନେେ ଶୀତଦିନ ରେ କାନ୍ଥ ରେ ବାସ କରନ୍ତି। କିନ୍ତୁ ଯେତବେେଳେ ସୂର୍ୟ୍ଯ ଉପରକୁ ଉଠନ୍ତି ଏବଂ ପଥର ଉଷ୍ମ ହୁଏ, ସହେି ପଙ୍ଗପାଳମାନେ ଉଡି ପଳାନ୍ତି। ଏବଂ କହେି ଜାଣନ୍ତି ନାହିଁ ସମାନେେ କେଉଁ ଆଡକୁ ୟାଇଛନ୍ତି।

18. ହେ ଅଶୂରର ରାଜା, ତୁମ୍ଭର ମଷେପାଳକମାନେ ଶାଇେ ପଡିଲେ। ସହେି ଶକ୍ତିଶାଳୀ ଲୋକମାନେ ଶାଇେଛନ୍ତି। ବର୍ତ୍ତମାନ ତୁମ୍ଭ ଲୋକମାନେ ପର୍ବତ ଉପ ରେ ବିଛଇେ ହାଇେ ୟାଇଛନ୍ତି। ସଠାେ ରେ ସମାନଙ୍କେୁ ଫରୋଇ ଆଣିବାକୁ କହେି ଲୋକ ନାହାଁନ୍ତି।

19. ହେ ନୀନିବୀ, ତୁମ୍ଭେ ଭୟଙ୍କର ଭାବରେ କ୍ଷତ ବିକ୍ଷତ ହାଇେଛ। କିଛି ତୁମ୍ଭର କ୍ଷତକୁ ଆରୋଗ୍ୟ କରିପାରିବ ନାହିଁ। ଯେ କହେି ତୁମ୍ଭ ବିଷଯ ରେ ସଂବାଦ ଶୁଣେ ସମାନେେ ତାଳି ମାରନ୍ତି। ସମାନେେ ସମସ୍ତେ ଖୁସି ହୁଅନ୍ତି କାରଣ ସମାନେେ ସମସ୍ତେ ତୁମ୍ଭମାନଙ୍କର ଭୂଲ ଯୋଗୁ ସର୍ବଦା ପିଡୀତ ହେଉଛନ୍ତି।

About ନାହୂମ Chapter 3

Read ନାହୂମ Chapter 3 online from the Holy Bible. This chapter is part of the Book of ନାହୂମ in the Old Testament. Continue reading with the chapter navigation above or explore the complete book.

Book Information

Book: ନାହୂମ
Chapter: 3
Testament: Old Testament

How to Read this Chapter

Use the Previous and Next Chapter buttons to continue reading ନାହୂମ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ନାହୂମ Chapter 3 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ନାହୂମ Chapter 3?

ନାହୂମ Chapter 3 is part of the Book of ନାହୂମ in the Holy Bible.

Can I read this chapter online?

Yes. You can read the complete ନାହୂମ Chapter 3 online for free with easy chapter navigation.

More Chapters from ନାହୂମ

  1. ନାହୂମ Chapter 2
  2. ନାହୂମ Chapter 1

Explore More from ପୁରାତନ ନିୟମ

  1. ଯିରିମିୟ Chapter 29
  2. ଗୀତସଂହିତା Chapter 87
  3. ଗୀତସଂହିତା Chapter 117
  4. ଦିତୀୟ ବଂଶାବଳୀ Chapter 33
  5. ଦିତୀୟ ଶାମୁୟେଲ Chapter 12
  6. ଗୀତସଂହିତା Chapter 96
  7. ଗୀତସଂହିତା Chapter 133

Related Chapters & Readings

  1. ଯିଶାଇୟ Chapter 66
  2. ଯିହିଜିକଲ Chapter 11
  3. ଦ୍ୱିତୀୟ ବିବରଣ Chapter 24
  4. ବିଚାରକର୍ତ୍ତା Chapter 6
  5. ପ୍ରଥମ ରାଜାବଳୀ Chapter 15
  6. ବିଚାରକର୍ତ୍ତା Chapter 8
  7. 2 କରିନ୍ଥୀୟ Chapter 2
Share Your Love

Leave a Reply

Your email address will not be published. Required fields are marked *