Read 1 ତୀମଥି Chapter 1 Online
Read 1 ତୀମଥି Chapter 1 online from the Holy Bible. This chapter is part of the Book of 1 ତୀମଥି in the New Testament. Browse every verse with easy chapter navigation, continue to the next chapter, or explore the complete Book of 1 ତୀମଥି and the Holy Bible online.
Choose a Chapter
1 ତୀମଥି 1
ଅଧ୍ୟାୟ 1
1. ଖ୍ରୀଷ୍ଟ ଯୀଶୁଙ୍କ ପ୍ ରରେିତ, ପାଉଲଙ୍କଠାରୁ ନମସ୍କାର। ଆମ୍ଭର ଉଦ୍ଧାରକର୍ତ୍ତା ପରମେଶ୍ବରଙ୍କ ଆଦେଶ ଦ୍ବାରା ପ୍ ରରେିତ ଏବଂ ଆମ୍ଭମାନଙ୍କର ଭରସା ଖ୍ରୀଷ୍ଟ ଯୀଶୁ।
2. ଏହି ପତ୍ର ତୀମଥିଙ୍କ ପାଇଁ। ତୁମ୍ଭେ ବିଶ୍ବାସ କରୁଥିବାରୁ ମାରେ ପ୍ରକୃତ ପୁତ୍ର ଅଟ।
3. ମୁଁ ଚା ହେଁ ଯେ ତୁମ୍ଭେ ଏଫିସଠା ରେ ରୁହ। ମାକିଦନିଆ ୟିବା ବେଳେ ମୁଁ ତୁମ୍ଭକୁ ତାହା କରିବା ପାଇଁ ଅନୁ ରୋଧ କରି କହିଥିଲି। ଏଫିସଠା ରେ କେତେ ଲୋକ ଭ୍ରାନ୍ତ ଶିକ୍ଷାଗୁଡ଼ିକ ଦେଉଛନ୍ତି। ଏଫିସଠା ରେ ରହି ତୁମ୍ଭେ ସମାନଙ୍କେୁ ଭ୍ରାନ୍ତ ଶିକ୍ଷା ନ ଦବୋ ପାଇଁ ଆଦେଶ ଦଇେ ପାରିବ।
4. ସମାନଙ୍କେୁ କୁହ ଯେ, ସମାନେେ ଅସତ୍ଯ କଥାଗୁଡ଼ିକ କହି ଓ ବଂଶାବଳୀର ଲମ୍ବା ନାମସୂଚୀଗୁଡ଼ିକ ଦଇେ ସମୟ ନଷ୍ଟ କରନ୍ତୁ ନାହିଁ। କାରଣ ସଗେୁଡ଼ିକ ଦ୍ବାରା କବଳେ ତର୍କବିତର୍କ ହୁଏ। ସଗେୁଡ଼ିକ ପରମେଶ୍ବରଙ୍କ କାମ ପାଇଁ ସାହାୟ୍ଯ କରେ ନାହିଁ।
5. ଏହି ପ୍ ରମେ ପାଇବା ଲାଗି ଲୋକଙ୍କର ପବିତ୍ର ହୃଦୟ ଥିବା ଆବଶ୍ଯକ ଓ ସମାନେେ ଯାହା ଠିକ୍ ବୋଲି ଜାଣନ୍ତି ତାହା ନିଶ୍ଚୟ କରିବା ଦରକାର ଏବଂ ସମାନଙ୍କେ ସତ୍ଯ ବିଶ୍ବାସ ତାହାଙ୍କଠା ରେ ଥିବା ଦରକାର।
6. କେତେ ଲୋକ ଏହି ବିଷୟଗୁଡ଼ିକ ପ୍ରତି ଧ୍ଯାନ ନ ଦଇେ, ପଥଭ୍ରଷ୍ଟ ହାଇେଛନ୍ତି। ସମାନେେ ଏବେ ମୂଲ୍ଯହୀନ କଥାଗୁଡ଼ିକ କୁହନ୍ତି।
7. ସହେି ଲୋକମାନେ ବ୍ଯବସ୍ଥାର ଶିକ୍ଷାଦାତା ହବୋକୁ ଚାହାଁନ୍ତି। କିନ୍ତୁ ସମାନେେ କ'ଣ କହୁଛନ୍ତି, ତାହା ଜାଣନ୍ତି ନାହିଁ। ସମାନେେ ଯେଉଁ ବିଷୟଗୁଡ଼ିକୁ ନିଶ୍ଚତ ଭାବେ ଜାଣିବା ଭଳି ଜାରେ ଦଇେ କହୁଛନ୍ତି, ସହେି ଶିକ୍ଷାଗୁଡ଼ିକୁ ସମାନେେ ନିଜେ ମଧ୍ଯ ବୁଝି ନ ଥାନ୍ତି।
8. ଆମ୍ଭେ ଜାଣୁ ଯେ, ବ୍ଯବସ୍ଥା ଭଲ, ଯଦି ଲୋକେ ଠିକ୍ ଭାବରେ ଏହାକୁ ବ୍ଯବହାର କରନ୍ତି।
9. ଆମ୍ଭେ ଏହା ମଧ୍ଯ ଜାଣିଛୁ ଯେ, ଭଲ ଲୋକଙ୍କ ଲାଗି ବ୍ଯବସ୍ଥାର ଆବଶ୍ଯକତା ନାହିଁ। ଯେଉଁ ଲୋକମାନେ ବ୍ଯବସ୍ଥା ବିରୋଧୀ ଓ ଆଜ୍ଞାଧୀନ ନୁହଁନ୍ତି, ସହେିମାନଙ୍କ ଲାଗି ବ୍ଯବସ୍ଥା ନିର୍ମିତ ହାଇେଛି। ଯେଉଁମାନେ ପରମେଶ୍ବରଙ୍କ ବିରୋଧୀ ଏବଂ ପାପୀ, ଅପବିତ୍ର, ଧର୍ମବିହୀନ, ମାତାପିତାଙ୍କ ହତ୍ଯାକାରୀ ତଥା ନରହତ୍ଯାକାରୀ,
10. ୟୌନ ପାପାଚରଣ କରୁଥିବା ଲୋକେ, ସମଲିଙ୍ଗୀ ୟୌନ ଅଭିଳାଷୀ, ଦାସମାନଙ୍କ ବିକ୍ ରତାେ, ମିଥ୍ଯାବାଦୀ, ମିଥ୍ଯା ଶପଥ ନେଉଥିବା ଲୋକେ ଓ ପରମେଶ୍ବରଙ୍କ ସତ୍ଶିକ୍ଷାର ବିରୋଧାଚରଣ କରୁଥିବା ଯେ କୌଣସି ବ୍ଯକ୍ତି ପାଇଁ ବ୍ଯବସ୍ଥା ଆବଶ୍ଯକ।
11. ଏହି ଉପଦେଶ ପରମେଶ୍ବର ମାେତେ ପ୍ରଚାର କରିବାକୁ ଦଇେଥିବା ସୁସମାଚାରର ଅଂଶବିଶଷେ। ଏହି ମହିମାମୟ ସୁସମାଚାର ପରମଧନ୍ଯ ପରମେଶ୍ବରଙ୍କଠାରୁ ଆସିଛି।
12. ମାେ ପ୍ରତି ଭରସା ରଖି ଏହି ସବୋ କାର୍ୟ୍ଯ ରେ ନିୟୁକ୍ତ କରିଥିବାରୁ ମୁଁ ଆମ୍ଭ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କୁ ଧନ୍ଯବାଦ ଦିଏ। ସେ ମାେତେ ଶକ୍ତି ପ୍ରଦାନ କରନ୍ତି।
13. ଅତୀତ ରେ ମୁଁ ଯୀଶୁଙ୍କ ବିରୁଦ୍ଧ ରେ କହିଛି, ତାହାଙ୍କୁ ତାଡ଼ନା ଦଇେଛି ଓ ତାହାଙ୍କୁ ଆଘାତ ଦବୋ ଭଳି କାର୍ୟ୍ଯମାନ କରିଛି। କିନ୍ତୁ ମୁଁ କ'ଣ କରୁଛି ବୋଲି ଜାଣି ନ ଥିବାରୁ, ପରମେଶ୍ବର ମାେତେ ଦୟା କଲେ। ଅବିଶ୍ବାସୀ ଥିଲା ବେଳେ ମୁଁ ସପରେି କରିଥିଲି।
14. କିନ୍ତୁ ପ୍ରଭୁଙ୍କର ଅନଗ୍ରହ ମାେତେ ସମ୍ପୂର୍ଣ୍ଣ ଭାବେ ମିଳିଲା। ସହେି ଅନୁଗ୍ରହ ସହିତ ଖ୍ରୀଷ୍ଟ ଯୀଶୁଙ୍କଠା ରେ ଥିବା ବିଶ୍ବାସ ଓ ପ୍ ରମେ ମଧ୍ଯ ମାେତେ ମିଳିଲା।
15. ମୁଁ ଯାହା କହୁଛି ତାହା ସତ୍ଯ ଓ ତୁମ୍ଭେ ଏହାକୁ ପୂର୍ଣ୍ଣ ଭାବରେ ଗ୍ରହଣ କରିବା ଉଚିତ ଯେ ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ ଖ୍ରୀଷ୍ଟ ଯୀଶୁ ଜଗତକୁ ଆସିଥିଲେ। ମୁଁ ସମାନଙ୍କେ ମଧିଅରେ ସବୁଠାରୁ ଜଘନ୍ଯ ପାପୀ।
16. କିନ୍ତୁ ମାେତ ଅନୁଗ୍ରହ ମିଳିଲା। ମାେତେ ଅନୁଗ୍ରହ ଦିଆଗଲା, ଯାହା ଦ୍ବାରା ଖ୍ରୀଷ୍ଟ ଯୀଶୁ ପ୍ରମାଣିତ କଲେ ଯେ ସେ ମାେ ପ୍ରତି ଅସୀମ ର୍ଧୈୟ୍ଯ ଦଖାଇେଛନ୍ତି। ମାେ ଭଳି ବଡ଼ ପାପୀ ପ୍ରତି ସେ ର୍ଧୈୟ୍ଯଶୀଳତା ଦଖାଇେଲେ। ଯେଉଁମାନେ ତାହାଙ୍କୁ ବିଶ୍ବାସ କରିବେ, ଅନନ୍ତ ଜୀବନ ଲାଭ କରିବେ। ସମାନଙ୍କେ ପାଇଁ ମୁଁ ଯେପରି ଆଦର୍ଶ ସ୍ବରୂପ ହୁଏ, ସେଥିପାଇଁ ଖ୍ରୀଷ୍ଟ ଯୀଶୁ ଚାହିଁଲେ।
17. ସହେି ଅନନ୍ତକାଳୀନ ରାଜାଙ୍କର ଗୌରବ ଓ ସମ୍ଭ୍ରମ ହେଉ। ସେ ଅଦୃଶ୍ଯ ଓ ଅକ୍ଷୟ। ଗୌରବ ଓ ସମ୍ଭ୍ରମ ୟୁଗେ ୟୁଗେ କବଳେ ପରମେଶ୍ବରଙ୍କର। ଆମେନ୍।
18. ତୀମଥି ! ତୁମ୍ଭେ ମାେ ପୁତ୍ର ଭଳି। ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି। ଅତୀତ ରେ ତୁମ୍ଭ ବିଷୟ ରେ ଯାହା ସବୁ ଭବିଷ୍ଯଦ୍ ବାଣୀ କୁହା ଯାଇଥିଲା, ତା'ସହିତ ଏହି ଆଦେଶଟି ଏକମତ ଅଟେ। ମୁଁ ତୁମ୍ଭକୁ ଏଗୁଡ଼ିକ କହୁଛି, ଯେପରି ତୁମ୍ଭେ ସହେି ଭବିଷ୍ଯଦ୍ ବାଣୀର ଅନୁସରଣ କରିବ ଓ ବିଶ୍ବାସର ଉତ୍ତମ ଲଢ଼ଇେ ଲଢ଼ି ପାରିବ।
19. ବିଶ୍ବାସ ଜାରି ରଖ। ଯାହା ଠିକ୍ ବୋଲି ଭାବୁଛ, ତାହା କର। କେତେ ଲୋକ ଏହା କରି ନାହାଁନ୍ତି। ତେଣୁ ସମାନଙ୍କେର ବିଶ୍ବାସ ନଷ୍ଟ ହାଇେଛି।
20. ହୁମନାୟ ଓ ଆଲେକ୍ଜାଣ୍ଡର ସମାନଙ୍କେ ମଧ୍ଯରୁ କେତକେ ଅଟନ୍ତି। ମୁଁ ସମାନଙ୍କେୁ ଶୟତାନ ହାତ ରେ ଦଇେଛି, ଯାହା ଫଳ ରେ ସମାନେେ ପରମେଶ୍ବରଙ୍କ ବିରୁଦ୍ଧ ରେ ଆଉ ନ କହିବାକୁ ଶିକ୍ଷା ଲାଭ କରିବେ।
About 1 ତୀମଥି Chapter 1
Read 1 ତୀମଥି Chapter 1 online from the Holy Bible. This chapter is part of the Book of 1 ତୀମଥି in the New Testament. Continue reading with the chapter navigation above or explore the complete book.
Book Information
Book: 1 ତୀମଥି
Chapter: 1
Testament: New Testament
How to Read this Chapter
Use the Previous and Next Chapter buttons to continue reading 1 ତୀମଥି. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading 1 ତୀମଥି Chapter 1 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is 1 ତୀମଥି Chapter 1?
1 ତୀମଥି Chapter 1 is part of the Book of 1 ତୀମଥି in the Holy Bible.
Can I read this chapter online?
Yes. You can read the complete 1 ତୀମଥି Chapter 1 online for free with easy chapter navigation.
More Chapters from 1 ତୀମଥି
Explore More from ନୂତନ ନିୟମ
- ହିବ୍ରୁ Chapter 5
- ମାର୍କ Chapter 2
- ରୋମୀୟ Chapter 3
- 2 କରିନ୍ଥୀୟ Chapter 8
- ମାଥିଉ Chapter 24
- ଗାଲାତୀୟ Chapter 5
- ହିବ୍ରୁ Chapter 6