Read ରୂତର ବିବରଣ Chapter 3 Online
Read ରୂତର ବିବରଣ Chapter 3 online from the Holy Bible. This chapter is part of the Book of ରୂତର ବିବରଣ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ରୂତର ବିବରଣ and the Holy Bible online.
Choose a Chapter
ରୂତର ବିବରଣ 3
ଅଧ୍ୟାୟ 3
1. ଏହାପରେ ନୟମୀ ଋତର ଶାଶୂ ତାଙ୍କୁ କହିଲେ, " ହେ ମାରେ କନ୍ଯା, ମୁ ତକ୍ସ୍ଟମ୍ଭ ପାଇଁ ଏକ ନିରାପଦ ଗୃହ ପାଇବା ପାଇଁ ଚେଷ୍ଟା କରିବି। ଏହା ତୁମ୍ଭର ମଙ୍ଗଳ ହବେ।"
2. ହାଇପୋ ରେ ବୋୟଜ ହେଉଛନ୍ତି ଉପୟକ୍ସ୍ଟକ୍ତ ପ୍ରସ୍ତାବ। ବୋୟଜ ହେଉଛି ଆମର ଦୂର ସଐର୍କୀଯ। ତୁମ୍ଭେ ତାଙ୍କ ଦାସୀମାନଙ୍କ ସହିତ କାମ କରିଛ। ସେ ଆଜି ଆପଣ ଖଳା ରେ ରାତ୍ରି ସମୟରେ ଜବ ଝାଡକ୍ସ୍ଟଅଛି।
3. ତୁମ୍ଭେ ସ୍ନାନ କରି ସକ୍ସ୍ଟନ୍ଦର ପୋଷାକ ପିନ୍ଧି ସହେି ଖଳାକକ୍ସ୍ଟ ୟାଅ। ମାତ୍ର ସହେି ମନକ୍ସ୍ଟଷ୍ଯ ଭୋଜନ ପାନ ନସାରିବା ପର୍ୟ୍ଯନ୍ତ ତାକକ୍ସ୍ଟ ଆପଣାର ପରିଚଯ ଦିଅନାହିଁ।
4. ଖାଇ ସାରିବାପରେ ସେ ଯେତବେେଳେ ଶଯନ କରିବାକୁ ଯିବେ, ସହେି ସ୍ଥାନକକ୍ସ୍ଟ ଆଗଇେ ୟାଅ, ତାଙ୍କର ପାଦରକ୍ସ୍ଟ ଆବରଣ କାଢି ସଠାେରେ ପଡିରକ୍ସ୍ଟହ। ତହିଁରେ ତୁମ୍ଭକୁ କ'ଣ କରିବାକୁ ହବେ ତାହା ସେ ଜଣାଇବେ।
5. ଏହାପରେ ଋତ ଉତ୍ତର ଦଲୋ, "ତୁମ୍ଭେ ଯାହା କହିଲ, ମୁ ତାହା ନିଶ୍ଚିତ କରିବି। "
6. ଏଣୁ ଋତ ସହେି ଖଳାକକ୍ସ୍ଟ ୟାଇ ନିଜର ଶାଶୂର କଥା ଅନକ୍ସ୍ଟସା ରେ କାର୍ୟ୍ଯମାନ କଲା।
7. ପକ୍ସ୍ଟଣି ଖାଇପିଇ ସାରି ବୋୟଜର ଅନ୍ତଃକରଣ ହୃଷ୍ଟ ହୁଅନ୍ତେ ସେ ଅମାର ପାଖ ରେ ଶଯନ କରିବାକୁ ଗଲେ। ତହିଁରେ ଋତ ଧୀ ରେ ଧୀ ରେ ୟାଇ ବୋଯାଜର ପାଦ ପାଖ ସ୍ଥାନ ଅନାବୃତ୍ତ କରି ପଡି ରହିଲା।
8. ମଧ୍ଯରାତ୍ର ସମୟରେ ସହେି ଲୋକ ପଡିଉଠି ଆଶ୍ଚର୍ୟ୍ଯ ହାଇେ ଅନାଇ ଦେଖିଲା ତା'ର ପାଦ ନିକଟରେ ଏକ ସ୍ତ୍ରୀ ଶଯନ କରିଛି।
9. ବୋୟଜ ପଗ୍ଭରିଲା, "ଆପଣ କିଏ?ା"
10. ଏହାପରେ ବୋୟଜ କହିଲା, ହେ ୟକ୍ସ୍ଟବତୀ ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତକ୍ସ୍ଟ। ତୁମ୍ଭେ ମାେ ପ୍ରତି ଅନକେ ଦୟା ଦଖାଇେଛ। ତୁମ୍ଭର ମାେ' ପ୍ରତି ଦୟା ପୂର୍ବରକ୍ସ୍ଟ ନୟମୀକକ୍ସ୍ଟ ଦଖାଇେଥିବା ଦୟାଠାରକ୍ସ୍ଟ ଆହକ୍ସ୍ଟରି ଅଧିକ। ତୁମ୍ଭେ ଜଣେ ଗରିବ ବା ଧନୀ ୟକ୍ସ୍ଟବକକକ୍ସ୍ଟ ଠିକ୍ କରି ବିବାହ କରିପାରିଥାନ୍ତ। କିନ୍ତୁ ତୁମ୍ଭେ ଏପରି କଲ ନାହିଁ।
11. ହେ ୟକ୍ସ୍ଟବତୀ, ଭୟ କରନାହିଁ। ତୁମ୍ଭେ ଯାହା ଇଚ୍ଛା କରିବ, ମୁ ତାହା ନିଶ୍ଚିତ କରିବି। ସହରର ସମସ୍ତ ଲୋକ ଜାଣନ୍ତି ଯେ ତୁମ୍ଭେ ବହକ୍ସ୍ଟତ ଭଲ।
12. ଏହା ସତ୍ଯ ଯେ, ମୁ ତୁମ୍ଭର ନିକଟ ସଐର୍କୀଯ। କିନ୍ତୁ ଏହିପରି ଆଉ ଜଣେ ଲୋକ ଅଛନ୍ତି ୟିଏକି ମାଠାେରକ୍ସ୍ଟ ତୁମ୍ଭର ଆହକ୍ସ୍ଟରି ନିକଟତମ ସଐର୍କୀଯ।
13. ଆଜି ରାତି ଏହିଠା ରେ ରକ୍ସ୍ଟହ। ଆସନ୍ତା କାଲି ସକାଳେ ମୁ ଦେଖିବି ଯେ, ସେ ତୁମ୍ଭକୁ ବିବାହ କରିବାକୁ ଇଚ୍ଛା କରୁଛି କି ନା, ଯଦି ସେ ରାଜି ହକ୍ସ୍ଟଅନ୍ତି ତବେେ ଉତ୍ତମ କଥା। ଯବେେ ସେ ବିବାହ କରିବାକୁ ମନା କରନ୍ତି, ସଦାପ୍ରଭୁଙ୍କର ନାମ ରେ ପ୍ରତିଜ୍ଞା କରୁଅଛି, ମୁ ତୁମ୍ଭକୁ ବିବାହ କରିବି ଏବଂ ଏଲିମଲକରେ ଭୂମି ଫରୋଇ ଆଣିବି। ତେଣୁ ସକାଳ ପର୍ୟ୍ଯନ୍ତ ଏହିଠା ରେ ଶଯନ କର।"
14. ତେଣୁ ଋତ ସକାଳ ପର୍ୟ୍ଯନ୍ତ ବୋୟଜର ପାଦତଳେ ଶଯନ କଲା। ଅନ୍ଧାର ଥାଉଁ ଥାଉଁ ଲୋକମାନେ ଚିହ୍ନିବା ପୂର୍ବରକ୍ସ୍ଟ ଋତ ଉଠି ପଡିଲେ।
15. ଏହାପରେ ବୋୟଜ ଋତଙ୍କକ୍ସ୍ଟ କହିଲେ, "ତୁମ୍ଭର ଗ୍ଭଦର ମଲୋଇ ଧର।"
16. ଯେତବେେଳେ ଋତ ଘରକକ୍ସ୍ଟ ଆସିଲା, ତା'ର ଶାଶୂ ତାକକ୍ସ୍ଟ ପଚାରିଲେ, " ହେ ମାରେ କନ୍ଯା ସବୁକିଛି କମେିତି ହେଲା?"
17. ତା'ପରେ ସେ (ସ୍ତ୍ରୀ) କହିଲା, "ବୋୟଜ ଏହି ୟବ ଉପହାର ଦଇେଛନ୍ତି। ବୋୟଜ କହିଲେ, ବିନା ଉପହାର ରେ ତୁମ୍ଭେ ତକ୍ସ୍ଟମ୍ଭ ଶାଶୂଙ୍କ ନିକଟକକ୍ସ୍ଟ ୟିବା ଉଚିତ୍ ନକ୍ସ୍ଟ ହେଁ।"
18. ନୟମୀ କହିଲା, " ହେ, କନ୍ଯା ଏହି ବିଷଯ କ'ଣ ହବେ, ଏହା ତୁମ୍ଭେ ଜାଣିବା ପର୍ୟ୍ଯନ୍ତ, ର୍ଧୈୟ୍ଯ ଧର, କାରଣ ସହେି ମନକ୍ସ୍ଟଷ୍ଯ କାର୍ୟ୍ଯ ଶଷେ ନକଲା ପର୍ୟ୍ଯନ୍ତ ବସିପାରିବ ନାହିଁ। ଆମ୍ଭମାନେେ ଜାଣକ୍ସ୍ଟ ଯେ ଦିନ ସରିବା ପୂର୍ବରକ୍ସ୍ଟ କ'ଣ ହବେ।"
About ରୂତର ବିବରଣ Chapter 3
Read ରୂତର ବିବରଣ Chapter 3 online from the Holy Bible. This chapter is part of the Book of ରୂତର ବିବରଣ in the Old Testament. Continue reading with the chapter navigation above or explore the complete book.
Book Information
Book: ରୂତର ବିବରଣ
Chapter: 3
Testament: Old Testament
How to Read this Chapter
Use the Previous and Next Chapter buttons to continue reading ରୂତର ବିବରଣ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ରୂତର ବିବରଣ Chapter 3 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ରୂତର ବିବରଣ Chapter 3?
ରୂତର ବିବରଣ Chapter 3 is part of the Book of ରୂତର ବିବରଣ in the Holy Bible.
Can I read this chapter online?
Yes. You can read the complete ରୂତର ବିବରଣ Chapter 3 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 38
- ଆଦି ପୁସ୍ତକ Chapter 30
- ଆଦି ପୁସ୍ତକ Chapter 21