1 ଥେସଲନୀକୀୟ Chapter 3

For English

Read 1 ଥେସଲନୀକୀୟ Chapter 3 Online

Read 1 ଥେସଲନୀକୀୟ Chapter 3 online from the Holy Bible. This chapter is part of the Book of 1 ଥେସଲନୀକୀୟ in the New Testament. Browse every verse with easy chapter navigation, continue to the next chapter, or explore the complete Book of 1 ଥେସଲନୀକୀୟ and the Holy Bible online.

Choose a Chapter

1 ଥେସଲନୀକୀୟ 3

ଅଧ୍ୟାୟ 3

1. ଆମ୍ଭେ ତୁମ୍ଭମାନଙ୍କ ପାଖକୁ ଆସିପାରି ନ ଥିଲୁ, କିନ୍ତୁ ଅଧିକ ଅପେକ୍ଷା କରିବା ମଧ୍ଯ ଅତ୍ଯନ୍ତ କଷ୍ଟଦାୟକ ଥିଲା।

2. ଅତଏବ ଆଥୀନୀ ରେ ଏକା ରହି ଯାଇ, ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇବାକୁ ଆମ୍ଭେ ସ୍ଥିର କଲୁ। ତୀମଥି ଆମ୍ଭର ଭାଇ। ସେ ପରମେଶ୍ବରଙ୍କ ଲାଗି ମାେ ସହିତ କାମ କରନ୍ତି। ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରନ୍ତି। ତୁମ୍ଭମାନଙ୍କ ବିଶ୍ବାସ ରେ ଶକ୍ତି ଉତ୍ସାହ ଆଣିବା ପାଇଁ ଆମ୍ଭେ ତୀମଥିଙ୍କୁ ପଠାଇଥୁଲୁ।

3. ଆମ୍ଭେ ଏବେ ଯେଉଁ ଅସୁବିଧା ରେ ଅଛୁ, ସେଥି ରେ ତୁମ୍ଭମାନେେ କହେି ଯେପରି ବିବ୍ରତ ନ ହୁଅ, ସେଥିପାଇଁ ଆମ୍ଭେ ତୀମଥିଙ୍କୁ ପଠାଇଲୁ। ତୁମ୍ଭମାନେେ ଜାଣିଥିଲ ଯେ ଆମ୍ଭେ ଭବିଷ୍ଯତ୍ ରେ ଏଭଳି କଷ୍ଟ ନିଶ୍ଚୟ ପାଇବା।

4. ଯେତବେେଳେ ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲୁ, ଆମ୍ଭେ ତୁମ୍ଭମାନଙ୍କୁ କହିଥିଲୁ ଯେ, ଆମ୍ଭେ ଅସୁବିଧାଗୁଡ଼ିକର ସମ୍ମୁଖୀନ ହବୋକୁ ବାଧ୍ଯ। ତୁମ୍ଭମାନେେ ଜାଣିଛ ଯେ, ଆମ୍ଭେ ଯଭେଳି କହିଥିଲୁ, ସହେିଭଳି ସବୁ ଘଟିଛି।

5. ତୁମ୍ଭମାନଙ୍କ ବିଶ୍ବାସ ବିଷୟ ରେ ଜାଣି ପାରିବା ଉଦ୍ଦେଶ୍ଯ ରେ ମୁଁ ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଥିଲି। ଅଧିକ ଅପେକ୍ଷା କରିବାକୁ ର୍ଧୈୟ୍ଯ ନ ଥିବାରୁ, ମୁଁ ତାହାଙ୍କୁ ପଠାଇଥିଲି। ମାରେ ଭୟ ଥିଲା ଯେ, କାଳେ ପ୍ରଲୋଭନକାରୀ ଶୟତାନ ତୁମ୍ଭମାନଙ୍କୁ ପ୍ରଲୋଭନ ଦ୍ବାରା ପରାଜିତ କରିଥିବ। ତା' ହେଲେ ଆମ୍ଭର କଠାେର ପରିଶ୍ରମ ବ୍ଯର୍ଥ ହାଇଯେିବ।

6. କିନ୍ତୁ ତୀମଥି ତୁମ୍ଭମାନଙ୍କ ପାଖରୁ ଆମ୍ଭମାନଙ୍କ ପାଖକୁ ଫରେି ଆସିଛନ୍ତି। ସେ ତୁମ୍ଭମାନଙ୍କର ବିଶ୍ବାସ ଓ ପ୍ ରମରେ ସୁଖବର ଆମ୍ଭକୁ ଦଇେଛନ୍ତି। ତୁମ୍ଭମାନେେ ଆମ୍ଭକୁ ସର୍ବଦା ମନେ ପକାଉଛ ବୋଲି ତୀମଥି ଆମ୍ଭକୁ କହିଲେ। ତୁମ୍ଭମାନେେ ଆମ୍ଭକୁ ଆଉଥରେ ଦେଖିବାକୁ ଗଭୀର ଭାବରେ ଚାହଁ ବୋଲି ସେ ଆମ୍ଭକୁ କହିଲେ। ଆମ୍ଭର ମଧ୍ଯ ସହେି ଇଚ୍ଛା। ଆମ୍ଭମାନେେ ତୁମ୍ଭକୁ ଦେଖିବାକୁ ପ୍ରବଳ ଆଗ୍ରହୀ।

7. ଅତଏବ ଭାଇ ଓ ଭଉଣୀମାନେ! ତୁମ୍ଭମାନଙ୍କ ବିଶ୍ବାସ ୟୋଗୁ ଆମ୍ଭେ ସାନ୍ତ୍ବନା ଲାଭ କଲୁ। ଆମ୍ଭର ଅନକେ କଷ୍ଟ ଓ ଯାତନା ଥିଲେ ମଧ୍ଯ, ଆମ୍ଭେ ସାନ୍ତ୍ବନା ଲାଭ କରିଛୁ।

8. ତୁମ୍ଭମାନେେ ପ୍ରଭୁଙ୍କଠା ରେ ଦୃଢ଼ ରହିଲେ, ଆମ୍ଭର ଜୀବନ ପ୍ରକୃତ ରେ ସଫଳ ହୁଏ।

9. ତୁମ୍ଭମାନଙ୍କ କାରଣରୁ ଆମ୍ଭ ପରମେଶ୍ବରଙ୍କ ଆଗ ରେ ଆମ୍ଭର ମହାନ୍ ଆନନ୍ଦ। ଅତଏବ ତୁମ୍ଭମାନଙ୍କ ଲାଗି ଆମ୍ଭେ ପରମେଶ୍ବରଙ୍କୁ ଧନ୍ଯବାଦ ଅର୍ପଣ କରୁଛୁ। କିନ୍ତୁ ଆମ୍ଭେ ଯେତେ ଆନନ୍ଦ ଅନୁଭବ କରୁଛୁ, ସହେି ଅନୁପାତ ରେ ଆମ୍ଭେ ତାଙ୍କୁ ଧନ୍ଯବାଦ ଦଇପୋରିବୁ ନାହିଁ।

10. ଦିନରାତି ଆମ୍ଭେ ଅତି ଦୃଢ଼ତାର ସହିତ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରି ଚାଲିଛୁ। ତୁମ୍ଭମାନଙ୍କର ବିଶ୍ବାସକୁ ଦୃଢ଼ କରିବା ଲାଗି ଓ ତୁମ୍ଭମାନଙ୍କ ବିଶ୍ବାସ ରେ ଯାହାକିଛି ଅଭାବ ଅଛି, ତାହା ଯୋଗଇ ଦବୋ ପାଇଁ ଆମ୍ଭେ ତୁମ୍ଭମାନଙ୍କ ପାଖକୁ ଆସିବାକୁ ଓ ଦେଖିବା ପାଇଁ ପ୍ରାର୍ଥନା କରୁଛୁ।

11. ଆମ୍ଭର ପରମେଶ୍ବର, ପରମପିତା ଓ ଆମ୍ଭର ପ୍ରଭୁଯୀଶୁ ତୁମ୍ଭମାନଙ୍କ ପାଖ ରେ ପହଁଞ୍ଚିବା ପାଇଁ ମାର୍ଗ ପ୍ରସ୍ତୁତ କରନ୍ତୁ ବୋଲି, ଆମ୍ଭେ ପ୍ରାର୍ଥନା କରୁଛୁ।

12. ତୁମ୍ଭମାନଙ୍କର ପ୍ ରମେ ବୃଦ୍ଧି ହେଉ ବୋଲି, ଆମ୍ଭେ ପ୍ରଭୁଙ୍କୁ ପ୍ରାର୍ଥନା କରୁଛୁ। ପରସ୍ପର ନିମନ୍ତେ ଓ ଅନ୍ୟ ସମସ୍ତଙ୍କ ପାଇଁ ସେ ତୁମ୍ଭମାନଙ୍କୁ ଅଧିକରୁ ଅଧିକ ପ୍ ରମେ ପ୍ରଦାନ କରନ୍ତୁ, ଆମ୍ଭେ ଏହି ପ୍ରାର୍ଥନା କରୁଛୁ। ଆମ୍ଭେ ଯଭେଳି ତୁମ୍ଭମାନଙ୍କୁ ଭଲ ପାଉ, ସହେିଭଳି ତୁମ୍ଭମାନେେ ସମସ୍ତଙ୍କୁ ଭଲ ପାଅ ବୋଲି ଆମ୍ଭେ ପ୍ରାର୍ଥନା କରୁଛୁ।

13. ତୁମ୍ଭମାନଙ୍କର ହୃଦୟ ଦୃଢ଼ ହେଉ ବୋଲି ଆମ୍ଭେ ପ୍ରାର୍ଥନା କରୁ। ତବେେ ଯେତବେେଳେ ଆମ୍ଭ ପ୍ରଭୁଯୀଶୁ ନିଜର ସମସ୍ତ ପବିତ୍ର ଲୋକଙ୍କ ଗହଣ ରେ ଆସିବେ, ତୁମ୍ଭମାନେେ ପରମପିତା ପରମେଶ୍ବରଙ୍କ ଆଗ ରେ ପବିତ୍ର ଭାବରେ ଓ ଦୋଷରହିତ ହାଇେ ଠିଆ ହାଇପୋରିବ।

About 1 ଥେସଲନୀକୀୟ Chapter 3

Read 1 ଥେସଲନୀକୀୟ Chapter 3 online from the Holy Bible. This chapter is part of the Book of 1 ଥେସଲନୀକୀୟ in the New Testament. Continue reading with the chapter navigation above or explore the complete book.

Book Information

Book: 1 ଥେସଲନୀକୀୟ
Chapter: 3
Testament: New Testament

How to Read this Chapter

Use the Previous and Next Chapter buttons to continue reading 1 ଥେସଲନୀକୀୟ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading 1 ଥେସଲନୀକୀୟ Chapter 3 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is 1 ଥେସଲନୀକୀୟ Chapter 3?

1 ଥେସଲନୀକୀୟ Chapter 3 is part of the Book of 1 ଥେସଲନୀକୀୟ in the Holy Bible.

Can I read this chapter online?

Yes. You can read the complete 1 ଥେସଲନୀକୀୟ Chapter 3 online for free with easy chapter navigation.

More Chapters from 1 ଥେସଲନୀକୀୟ

  1. 1 ଥେସଲନୀକୀୟ Chapter 5
  2. 1 ଥେସଲନୀକୀୟ Chapter 4
  3. 1 ଥେସଲନୀକୀୟ Chapter 1
  4. 1 ଥେସଲନୀକୀୟ Chapter 2

Explore More from ନୂତନ ନିୟମ

  1. ପ୍ରକାଶିତ ବାକ୍ୟ Chapter 18
  2. 1 କରିନ୍ଥୀୟ Chapter 7
  3. ହିବ୍ରୁ Chapter 13
  4. ରୋମୀୟ Chapter 15
  5. ଲୂକ Chapter 17
  6. ଯୋହନ Chapter 6
  7. ମାର୍କ Chapter 7

Related Chapters & Readings

  1. ରୋମୀୟ Chapter 14
  2. ଯିଖରିୟ Chapter 8
  3. ଗୀତସଂହିତା Chapter 144
  4. ଦ୍ୱିତୀୟ ବିବରଣ Chapter 30
  5. ଯିହିଜିକଲ Chapter 32
  6. ପ୍ରଥମ ଶାମୁୟେଲ Chapter 12
  7. ଗୀତସଂହିତା Chapter 148
Share Your Love

Leave a Reply

Your email address will not be published. Required fields are marked *