Read ମାର୍କ Chapter 11 Online
Read ମାର୍କ Chapter 11 online from the Holy Bible. This chapter is part of the Book of ମାର୍କ in the New Testament. Browse every verse with easy chapter navigation, continue to the next chapter, or explore the complete Book of ମାର୍କ and the Holy Bible online.
Choose a Chapter
ମାର୍କ 11
ଅଧ୍ୟାୟ 11
1. ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ୟିରୁଶାଲମର ନିକଟବର୍ତ୍ତୀ ହେଲେ। ସମାନେେ ଜୀତ ପର୍ବତ ପାଖ ବେଥ୍ଫାଗୀ ଓ ବେଥନିଆ ସହର ରେ ପହନ୍ଚିଲେ। ଯୀଶୁ ନିଜ ଶିଷ୍ଯମାନଙ୍କ ଭିତରୁ ଦୁଇ ଜଣକୁ ଏହା କହି ପଠାଇଲେ,
2. "ଆଗ ରେ ଦଖାଯାେଉଥିବା ଗାଆଁକୁ ଯାଅ। ଗାଁଆ ଭିତ ରେ ପ୍ରବେଶ କରିବା ମାତ୍ ରେ ତୁମ୍ଭମାନେେ ଗୋଟିଏ ଗଧଛୁଆ ବନ୍ଧା ହାଇେଥିବାର ଦେଖିବ। ସହେି ଗଧ ଛୁଆ ଉପରେ କହେି ଏ ପର୍ୟ୍ଯନ୍ତ ଚଢି ନାହାଁନ୍ତି। ତାକୁ ଖାଲିେ ମାେ ପାଖକୁ ନଇେ ଆସ।
3. ଯଦି କୌଣସି ଲୋକ ତୁମ୍ଭମାନଙ୍କୁ ଗଧଛୁଆକୁ କାହିଁକି ନଇେ ଯାଉଛ ବୋଲି ପଚା ରେ, ତବେେ ତୁମ୍ଭମାନେେ ତାହାକୁ କହିବ, "ପ୍ରଭୁଙ୍କର ଏହା ଦରକାର ଅଛି। ତା'ପରେ ତାହାକୁ ଶୀଘ୍ର ଫରୋଇ ଦବେେ।"
4. ସମାନେେ ଚାଲିଗଲେ। ସମାନେେ ଗୋଟିଏ ଦ୍ବାର ପାଖ ଦାଣ୍ଡ ରେ ଏକ ଗଧଛଆକୁ ବନ୍ଧା ହାଇେଥିବାର ଦେଖିଲେ। ସମାନେେ ତାହାକୁ ଖାଲିେ ଦେଲେ।
5. କେତକେ ଲୋକ ସଠାେରେ ଠିଆ ହାଇେଥିଲେ। ସମାନେେ ଏହା ଦେଖି ପଚାରିଲେ, "ତୁମ୍ଭମାନେେ ଏ ଗଧଛୁଆକୁ କାହିଁକି ଖୋଲୁଛ?"
6. ଶିଷ୍ଯମାନଙ୍କୁ ଯୀଶୁ ଯାହା କହିବା ପାଇଁ କହିଥିଲେ, ଶିଷ୍ଯମାନେ ଲୋକମାନଙ୍କୁ ତାହା କହିଲେ। ତା'ପରେ ଲୋକମାନେ ଗଧଛୁଆ ସହ ସମାନଙ୍କେୁ ଛାଡି ଦେଲେ।
7. ଶିଷ୍ଯମାନେ ଗଧକୁ ଯୀଶୁଙ୍କ ପାଖକୁ ଆଣିଲେ ଓ ଗଧ ପିଠି ଉପରେ ନିଜ ଲୁଗା ପକାଇ ଦେଲେ। ଯୀଶୁ ତା' ଉପରେ ବସିଲେ।
8. ଅନକେ ଲୋକ ଯୀଶୁଙ୍କ ପାଇଁ ସମାନଙ୍କେ ଲୁଗା ରାସ୍ତା ରେ ବିଛଇେ ଦେଲେ। ଅନ୍ୟମାନେ ଡାଳ କାଟି ଆଣି ରାସ୍ତା ରେ ବିଛଇେ ଦେଲେ।
9. କେତକେ ଲୋକ ଯୀଶୁଙ୍କ ଆଗେ ଆଗେ ଯାଉଥିଲେ ଓ ଅନ୍ୟ କେତକେ ତାହାଙ୍କ ପେଛ ପେଛ ଯାଉଥାଲେ। ସମସ୍ତେ ପାଟି କରି କହୁଥିଲେ,
10. ଆମ୍ଭର ପିତା ଦାଉଦଙ୍କର ଆଗାମୀ ରାଜ୍ଯ ଧନ୍ଯ, ସ୍ବର୍ଗ ରେ ରହୁଥିବା ପରମ ପିତା ହେଉଛନ୍ତି ଧନ୍ଯ।"
11. ଯୀଶୁ ୟିରୁଶାଲମ ଆସି ମନ୍ଦିର ଭିତ ରେ ପ୍ରବେଶ କଲେ। ଯୀଶୁ ମନ୍ଦିର ରେ ପ୍ରେତ୍ୟକକ ବିଷୟ ପ୍ରତି ଦୃଷ୍ଟି ପକାଇଲେ। ସେତବେେଳକେୁ ବହୁତ ଡରେି ହାଇେ ଯାଇଥିଲା। ତେଣୁ ଯୀଶୁ ବାରଜଣ ପ୍ ରରେିତଙ୍କ ସହିତ ବେଥନିଆକୁ ଚାଲିଗଲେ।
12. ତହିଁ ଆରଦିନ ଯେତବେେଳେ ସମାନେେ ବେଥନିଆରୁ ବାହାରୁଥିଲେ, ତାହାଙ୍କୁ ବହୁତ ଭୋକ ଲାଗିଲା।
13. ଯୀଶୁ ପତ୍ର ରେ ପରିପୂର୍ଣ୍ଣ ଗୋଟିଏ ଡିମ୍ବିରି ଗଛ ଦେଖିଲେ। ଗଛ ରେ କିଛି ଡିମ୍ବିରି ଫଳ ଥିବ ଭାବି ସେ ଗଛ ମୂଳକୁ ଗଲେ। କିନ୍ତୁ ସଠାେରେ ପହଞ୍ଚି ସେ ଗଛ ରେ ଗୋଟିଏ ହେଲେ ଡିମ୍ବିରି-ଫଳ ପାଇଲେ ନାହିଁ। ଗଛ ରେ ପତ୍ର ଛଡା ଆଉ କିଛି ନଥିଲା। ଏହା ଡିମ୍ବିରି ଫଳ ଆସିବା ଋତୁ ନଥିଲା।
14. ତେଣୁ ଯୀଶୁ ଗଛଟିକୁ କହିଲେ, " ଲୋକେ ତୁମ୍ଭର ଫଳ ଆଉ ଏଣିକି କବେେ ହେଲେ ଖାଇବେ ନାହିଁ।" ଶିଷ୍ଯମାନେ ଯୀଶୁଙ୍କର ଏହି କଥା ଶୁଣିଲେ।
15. ତା'ପରେ ସେ ୟିରୁଶାଲମକୁ ଗଲେ। ଯୀଶୁ ମନ୍ଦିର ରେ ପ୍ରବେଶ କଲାମାତ୍ ରେ ସଠାେରେ କିଣାବିକା କରୁଥିବା ଲୋକମାନଙ୍କୁ ବାହାରକୁ ତଡି ଦବୋକୁ ଲାଗିଲେ। ସେ ବିଭିନ୍ନ ପ୍ରକାର ମୁଦ୍ରା ବିନିମୟ କରୁଥିବା ଲୋକଙ୍କ ମଜେ ଓଲଟଇେ ଦେଲେ। ଯେଉଁମାନେ କପୋତ ବିକୁଥିଲେ ସମାନଙ୍କେର ମଜେସବୁ ମଧ୍ଯ ସେ
16. ସେ ମଧ୍ଯ କାହାରିକୁ ମନ୍ଦିର ପରିସରରୁ କିଛି ଦେଲେ ନଇେ ୟିବାକୁ ଅନୁମତି ଦେଲେ ନାହିଁ।
17. ତା'ପରେ ସେ ସମାନଙ୍କେୁ ଉପଦେଶ ଦଇେ କହିଲେ, "ଶାସ୍ତ୍ର ରେ ଏ କଥା ଲଖାେ ଅଛି ଯେ, 'ମାେ ଘରକୁ ସବୁ ଜାତିର ଲୋକମାନଙ୍କ ପାଇଁ ପ୍ରାର୍ଥନା ଘର କୁହାୟିବ। କିନ୍ତୁ ତୁମ୍ଭମାନେେ ତ ତାକୁ ଚୋରମାନଙ୍କର ଆଶ୍ରୟ ସ୍ଥଳ ରେ ପରିଣତ କରି ଦେଉଛ'
18. ପ୍ରଧାନଯାଜକ ଓ ଧର୍ମଯାଜକମାନେ ଏ କଥା ଶୁଣିଲେ। ସମାନେେ ଯୀଶୁଙ୍କୁ ମାରିବା ପାଇଁ ବାଟ ଖାଜେିଲେ। କିନ୍ତୁ ସଠାେରେ ଜମା ହାଇେଥିବା ସବୁ ଲୋକେ ଯୀଶୁଙ୍କ ଉପଦେଶ ଶୁଣି ବିସ୍ମିତ ହାଇଯୋଇଥିବାରୁ ଧର୍ମଯାଜକମାନେ ଯୀଶୁଙ୍କୁ ଡରି ଗଲେ।
19. ସନ୍ଧ୍ଯା ହାଇଗେଲା। ସନ୍ଧ୍ଯା ହବୋରୁ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ନଗରରୁ ବାହାରି ଚାଲିଗଲେ।
20. ତା'ପର ଦିନ ସକାଳେ ଯୀଶୁ ତାହାଙ୍କ ଶିଷ୍ଯମାନଙ୍କ ସହିତ ସହେି ଡିମ୍ବିରି ଗଛ ଥିବା ବାଟ ଦଇେ ଆସିଲେ। ସମାନେେ ଡିମ୍ବିରି ଗଛକୁ ମୂଳରୁ ଶୁଖି ମରି ଯାଇଥିବାର ଦେଖିଲେ।
21. ସେତବେେଳେ ପିତର ଡିମ୍ବିରି ଗଛକୁ ମନେ ପକଇେଲେ ଓ ଯୀଶୁଙ୍କୁ କହିଲେ, " ହେ ଗୁରୁ, ଦେଖ; ଗତ କାଲି ତୁମ୍ଭେ ଯେଉଁ ଡିମ୍ବିରି ଗଛକୁ ଅଭିଶାପ ଦଇେଥିଲ, ସେ ଗଛ ଆଜି ଶୁଖି ମରି ଯାଇଛି।"
22. ଯୀଶୁ ଉତ୍ତର ଦେଲେ, "ପରମେଶ୍ବରଙ୍କଠା ରେ ବିଶ୍ବାସ ରଖ।
23. ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି: ଯଦି କହେି ଲୋକ ଏହି ପର୍ବତକୁ କହିବ, 'ତୁ ଉପୁଡି ସମୁଦ୍ର ରେ ଯାଇ ପଡିଯା,' ଏବଂ ଯଦି ଲୋକଟିର ମନ ରେ କୌଣସି ପ୍ରକାର ସନ୍ଦହେ ନଥାଇ ବିଶ୍ବାସ କରିବ ଯେ, ସେ ଯାହା କହିଛି ତାହା ଘଟିବ, ତବେେ ପରମେଶ୍ବର ତା'ପାଇଁ ତାହା କରି ଦବେେ।
24. ଏଣୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ ତୁମ୍ଭମାନେେ ପ୍ରାର୍ଥନା କଲା ବେଳେ ଯାହା ମାଗୁଛ, ବିଶ୍ବାସ କର ଯେ, ତାହା ତୁମ୍ଭକୁ ମିଳିଯାଇଛି ତବେେ ପ୍ରକୃତ ରେ ତାହା ତୁମ୍ଭେ ପାଇବ।
25. ତୁମ୍ଭମାନେେ ଯେତବେେଳେ ପ୍ରାର୍ଥନା କରିବାକୁ ଠିଆ ହାଇେଥିବ, ସେତବେେଳେ ଯଦି ତୁମ୍ଭମାନଙ୍କର ମନେ ପଡିଯାଏ ଯେ, ତୁମ୍ଭମାନେେ କାହାରି ଉପରେ କୌଣସି କାରଣରୁ ରାଗିଛ, ତବେେ ସହେି ଲୋକକୁ କ୍ଷମା କରି ଦିଅ। ତା' ହେଲେ ସ୍ବର୍ଗ ରେ ରହୁଥିବା ତୁମ୍ଭମାନଙ୍କର ପରମପିତା ମଧ୍ଯ ତୁମ୍ଭମାନଙ୍କର ପାପ ଗୁଡିକୁ କ୍ଷମା କରି ଦବେେ।"
27. ଯୀଶୁ ଓ ତାହଙ୍କ ଶିଷ୍ଯମାନେ ପୁଣି ୟିରୁଶାଲମକୁ ଗଲେ। ଯୀଶୁ ମନ୍ଦିର ଭିତ ରେ ବୁଲୁଥିଲେ। ପ୍ରଧାନ ଯାଜକ ଧର୍ମଶାସ୍ତ୍ରୀ ପ୍ରାଚୀନ ଓ ଯିହୂଦୀ ନେତାମାନେ ତାହାଙ୍କ ପାଖକୁ ଆସିଲେ।
28. ସମାନେେ ଯୀଶୁଙ୍କୁ କହିଲେ, "ଆମ୍ଭଙ୍କୁ କୁହ, କେଉଁ ଅଧିକାର ରେ ତୁମ୍ଭେ ଏସବୁ କାମ କରୁଛ? ଏ ସବୁ କରିବାକୁ ତୁମ୍ଭକୁ କିଏ ଅଧିକାର ଦଲୋ?"
29. ଯୀଶୁ ଉତ୍ତର ଦେଲେ, "ମୁଁ ତୁମ୍ଭମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରିବି। ମାେ ପ୍ରଶ୍ନର ଉତ୍ତର ଦେଲେ ମୁଁ ତୁମ୍ଭମାନଙ୍କୁ କହିବି ଯେ କେଉଁ ଅଧିକାର ରେ ମୁଁ ଏସବୁ କାର୍ୟ୍ଯ କରୁଛି।
30. ମାେତେ କୁହ, ଯେତବେେଳେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିଲେ, ତାହା ପରମେଶ୍ବରଙ୍କ ଠାରୁ ଆସିଥିଲା ନା ମନୁଷ୍ଯଠାରୁ? ମାରେ ପ୍ରଶ୍ନର ଉତ୍ତର ଦିଅ।"
31. ଯିହୂଦୀ ନେତାମାନେ ଯୀଶୁଙ୍କ ପ୍ରଶ୍ନ ଉପରେ ଆଲୋଚନା କଲେ। ସମାନେେ କୁହାକୁହି ହେଲେ, "ଆମ୍ଭମାନେେ ଯଦି କହିବା ଯେ, ' ଯୋହନଙ୍କ ବାପ୍ତିସ୍ମ ପରମେଶ୍ବରଙ୍କ ଠାରୁ ଆସିଥିଲା', ତବେେ ଯୀଶୁ କହିବେ, ' ତବେେ ତୁମ୍ଭମାନେେ ଯୋହନଙ୍କୁ କାହିଁକି ବିଶ୍ବାସ କଲ ନାହିଁ?'
32. କିନ୍ତୁ ଯଦି ଆମ୍ଭମାନେେ କହିବା, ' ଯୋହନଙ୍କ ବାପ୍ତିସ୍ମ ମନୁଷ୍ଯଠାରୁ ଆସିଥିଲା, ତବେେ ଲୋକମାନେ ଆମ୍ଭ ଉପରେ ରାଗିଯିବେ।" ସମାନେେ ଲୋକମାନଙ୍କୁ ଖୁବ୍ ଡରୁଥିଲେ। କାରଣ ସବୁ ଲୋକ ବିଶ୍ବାସ କରୁଥିଲେ ଯେ, ଯୋହନ ପ୍ରକୃତ ରେ ଜଣେ ଭବିଷ୍ଯଦ୍ବକ୍ତା।
33. ଏଣୁ ସମାନେେ ଯୀଶୁଙ୍କୁ ଉତ୍ତର ଦେଲେ, "ଆମ୍ଭମାନେେ ଜାଣିନାହୁଁ।"
About ମାର୍କ Chapter 11
Read ମାର୍କ Chapter 11 online from the Holy Bible. This chapter is part of the Book of ମାର୍କ in the New Testament. Continue reading with the chapter navigation above or explore the complete book.
Book Information
Book: ମାର୍କ
Chapter: 11
Testament: New Testament
How to Read this Chapter
Use the Previous and Next Chapter buttons to continue reading ମାର୍କ. You can also adjust the font size for comfortable reading and browse other books of the Bible using the navigation links.
More Resources
- 📱 Hindi Android Bible App
- 📱 Hindi Christian Songs from waytochurch
- 📖 Read on Malayalam Christian Songs – madely
Continue Reading the Bible
Continue reading ମାର୍କ Chapter 11 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ମାର୍କ Chapter 11?
ମାର୍କ Chapter 11 is part of the Book of ମାର୍କ in the Holy Bible.
Can I read this chapter online?
Yes. You can read the complete ମାର୍କ Chapter 11 online for free with easy chapter navigation.
More Chapters from ନୂତନ ନିୟମ
- ମାର୍କ Chapter 13
- ମାର୍କ Chapter 12
- ମାର୍କ Chapter 4
- 1 ତୀମଥି Chapter 3
- 2 କରିନ୍ଥୀୟ Chapter 2
- ପ୍ରେରିତ Chapter 1
- ଯୋହନ Chapter 21
Explore More from ମାର୍କ
- ମାର୍କ Chapter 10
- ମାର୍କ Chapter 14
- ମାର୍କ Chapter 6
- ମାର୍କ Chapter 3
- ମାର୍କ Chapter 16
- ମାର୍କ Chapter 2
- ମାର୍କ Chapter 13