Read ହିତୋପଦେଶ Chapter 3 Online
Read ହିତୋପଦେଶ Chapter 3 online from the Holy Bible. This chapter is part of the Book of ହିତୋପଦେଶ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ହିତୋପଦେଶ and the Holy Bible online.
Choose a Chapter
ହିତୋପଦେଶ 3
ଅଧ୍ୟାୟ 3
1. ହେ ମାରେ ପୁତ୍ର, ମାରେଶିକ୍ଷା ପାଶୋର ନାହିଁ। ମାରେ ଆଜ୍ଞାମାନ ମନେପକାଅ।
2. ମାରେ ଶିକ୍ଷା ତୁମ୍ଭ ଜୀବନକୁ ଦୀର୍ଘମଯ ଓ ଶାନ୍ତି ପ୍ରଦାୟକ ହବେ।
3. ପ୍ ରମେ, ବିଶ୍ବାସ ଏବଂ ସତ୍ଯତା ତୁମ୍ଭକୁ କବେେ ପରିତ୍ଯାଗ କରିବା ଉଚିତ୍ ନୁହଁ। ଆପଣା ଗଳା ରେ ସଗେୁଡ଼ିକ ବାନ୍ଧି ରଖ। ଆପଣା ହୃଦଯ ରେ ସଗେୁଡ଼ିକ ଲେଖିରଖ।
4. ଯଦି ତୁମ୍ଭେ ଏହା କର, ତୁମ୍ଭେ ଜ୍ଞାନୀ ହବେ, ପରମେଶ୍ବର ଓ ମନୁଷ୍ଯମାନଙ୍କଠାରୁ ସୁବିବଚେନା ଲାଭ କରିବ।
5. ତୁମ୍ଭେ ସର୍ବାନ୍ତଃ ହୃଦଯ ରେ ସଦାପ୍ରଭୁଙ୍କୁ ବିଶ୍ବାସ କର ଏବଂ ନିଜର ଚତୁରତା ଉପ ରେ ନିର୍ଭର କରନାହିଁ।
6. ତୁମ୍ଭର ପ୍ରେତ୍ୟକକ କାର୍ୟ୍ଯ ରେ ତାଙ୍କୁ ମନେ କର ଓ ସେ ତୁମ୍ଭର ପଥସବୁ ସରଳ କରିବେ।
7. ନିଜେ ନିଜକୁ ଜ୍ଞାନୀ ବୋଲି ଭାବ ନାହିଁ। କିନ୍ତୁ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର : ମନ୍ଦଠାରୁ ଦୂ ରଇେ ରୁହ।
8. ଯଦି ତୁମ୍ଭେ ଏପରି କର, ତବେେ ଏହା ତୁମ୍ଭର ଶରୀର ପାଇଁ ଔଷଧ କି ତାଜ ତୁମ୍ଭ ପାଇଁ ଗୋଟିଏ ପୁଷ୍ଟିକର ତରଳ ଔଷଧ ହାଇେ ତୁମ୍ଭକୁ ଶକ୍ତିଶାଳୀ କରିବ।
9. ତୁମ୍ଭ ସମ୍ପଦରୁ ସଦାପ୍ରଭୁଙ୍କ ସମ୍ମାନ କର। ତାଙ୍କୁ ତୁମ୍ଭ ପ୍ରଥମ ଅମଳର କିଛି ଅଂଶ ଦିଅ।
10. ତହିଁରେ ତୁମ୍ଭ ଭଣ୍ଡାର ପରିପୂର୍ଣ୍ଣ ହବେ ଓ ତୁମ୍ଭ କୁଣ୍ଡ ରେ ନୂତନ ଦ୍ରାକ୍ଷାରସ ଉଚ୍ଛୁଳି ପଡ଼ିବ।
11. ହେ ମାରେ ପୁତ୍ର, େ ବେଳବେଳେ ସଦାପ୍ରଭୁ ତୁମ୍ଭର ଭୁଲ୍ ଦଖାଇେ ଶାସ୍ତିବିଧାନ କରନ୍ତି। ସେଥି ରେ ତୁମ୍ଭେ କୋରଧିତ ହୁଅ ନାହିଁ। ସେଥିରୁ ଶିକ୍ଷା କରିବାକୁ ଚେଷ୍ଟା କର।
12. କାହିଁକି ? ସଦାପ୍ରଭୁ ଯେଉଁମାନଙ୍କୁ ଭଲପା'ନ୍ତି, ସମାନଙ୍କେୁ ଶାସନ କରନ୍ତି। ହଁ, ସଦାପ୍ରଭୁ ହେଉଛନ୍ତି ପିତାଙ୍କ ପରି। ପିତା ଯେପରି ଭଲ ପାଉଥିବା ପୁତ୍ରଙ୍କୁ ଶାସ୍ତି ବିଧାନ କରନ୍ତି, ସଦାପ୍ରଭୁ ସହେିପରି ଶାସ୍ତିବିଧାନ କରନ୍ତି।
13. ଯେଉଁ ଲୋକ ଜ୍ଞାନ ପାଏ ଓ ବୁଦ୍ଧି ଲାଭ କରେ ସେ ଧନ୍ଯ।
14. ରୂପାର ବାଣିଜ୍ଯଠାରୁ ଜ୍ଞାନ ଅଧିକ ଲାଭଦାୟକ, ସୁନା ବ୍ଯବସାଯଠାରୁ ବିଦ୍ଯା ମଧ୍ଯ ଅଧିକ ଲାଭଦାୟକ।
15. ଜ୍ଞାନ ମୁକ୍ତାଠାରୁ ଅଧିକ ମୂଲ୍ଯବାନ, ତୁମ୍ଭର କୌଣସି ଇଷ୍ଟବସ୍ତୁ ତାହା ତୁଲ୍ଯ ହବୋକୁ ଯୋଗ୍ଯ ନୁହେଁ।
16. ସହେିଲୋକ ଡାହାଣ ହସ୍ତ ରେ ଦୀର୍ଘାଯୁ ଏବଂ ବାମ ହସ୍ତ ରେ ଧନ ଓ ସମ୍ମାନ ଧାରଣ କରିଛି।
17. ଜ୍ଞାନୀ ଲୋକମାନେ ସୁଖ ଶାନ୍ତି ରେ ବାସ କରନ୍ତି।
18. ଜ୍ଞାନ ହେଉଛି ଜୀବନଦାୟକ ବୃକ୍ଷ ସ୍ବରୂପ। ଯେଉଁମାନେ ତା'ର ଆଶ୍ରଯ ନିଅନ୍ତି ସମାନେେ ଜୀବନ ପାଆନ୍ତି। ସହେିମାନେ ବାସ୍ତବ ରେ ଧନ୍ଯ।
19. ସଦାପ୍ରଭୁ ଜ୍ଞାନ ରେ ଭରପୁର ପୃଥିବୀ ସ୍ଥାପନ କଲେ। ସେ ତାଙ୍କ ଜ୍ଞାନ ରେ ଆକାଶ ମଣ୍ଡଳ ସୃଷ୍ଟି କଲେ।
20. ସଦାପ୍ରଭୁ ତାଙ୍କ ଜ୍ଞାନ ରେ ସମୁଦ୍ରଗୁଡ଼ିକୁ ଓ ମେଘ ସୃଷ୍ଟି କଲେ, ଯାହା ଆମ୍ଭକୁ ବର୍ଷା ଦିଏ।
21. ହେ ମାରେ ପୁତ୍ର, ଜ୍ଞାନକୁ ତୁମ୍ଭ ଦୃଷ୍ଟିରୁ ଦୂର କର ନାହିଁ। ତୁମ୍ଭେ ତତ୍ତ୍ବଜ୍ଞାନ ଓ ପରିଣାମ ଦର୍ଶିତା ରକ୍ଷା କର।
22. ତାହା ତୁମ୍ଭ ପ୍ରାଣର ଜୀବନ ଓ କଣ୍ଠର ଭୂଷଣ ହବେ।
23. ତବେେ ତୁମ୍ଭେ ଆପଣା ପଥରେ ନିର୍ଭୟ ରେ ଚାଲିବ। ତୁମ୍ଭେ କେଉଁଠା ରେ ଝୁଣ୍ଟିବ ନାହିଁ।
24. ଶଯନ ସମୟରେ ତୁମ୍ଭର ଭୟ ହବେ ନାହିଁ। ତୁମ୍ଭେ ଶଯନ କରିବ ଓ ତୁମ୍ଭର ନିଦ୍ରା ସୁଖଜନକ ହବେ।
25. ହଠାତ୍ ଉତ୍ପନ୍ନ ଆଶଙ୍କାକୁ କିମ୍ବା ଦୁଷ୍ଟମାନଙ୍କ ଉପସ୍ଥିତି ବିନାଶକୁ ଭୟ କର ନାହିଁ।
26. କାରଣ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭର ପାଦକୁ ଫାନ୍ଦରୁ ପଡ଼ିବା ପୂର୍ବରୁ ରକ୍ଷା କରିବେ।
27. ଯେତବେେଳେ ତୁମ୍ଭେ ପାରିବ, ସେତବେେଳେ ତୁମ୍ଭେ ଅନ୍ୟମାନଙ୍କର ଉପକାର କର।
28. ଯଦି ତୁମ୍ଭର ପଡ଼ୋଶୀ ତୁମ୍ଭକୁ କିଛି ପଦାର୍ଥ ମାଗେ ଏବଂ ତାହା ଯଦି ତୁମ୍ଭ ନିକଟରେ ଥାଏ ତବେେ ତାକୁ ସାଙ୍ଗେ ସାଙ୍ଗେ ଦିଅ। "କାଲି ଆସ, ଏପରି କୁହ ନାହିଁ।"
29. ଯେତବେେଳେ ତୁମ୍ଭର ପଡ଼ୋଶୀ ସେ ବିଶ୍ବାସ କରି ତୁମ୍ଭ ପାଖ ରେ ବାସ କରେ। ତୁମ୍ଭେ ପଡ଼ୋଶୀଙ୍କ ବିରୁଦ୍ଧ ରେ ଷଡ଼ୟନ୍ତ୍ର କର ନାହିଁ।
30. ବିନା କାରଣ ରେ ତୁମ୍ଭର ପଡ଼ୋଶୀକୁ ବିଚାରାଳଯକୁ ନିଅ ନାହିଁ। ସେ ଯଦି ନିର୍ଦ୍ ଦୋଷ ହାଇେଥାଏ, ତବେେ ତାଙ୍କ ପ୍ରତି ଏପରି କର ନାହିଁ।
31. କିଛି ଲୋକ ଅଛନ୍ତି ଯେଉଁମାନେ ସହଜ ରେ ରାଗିୟାନ୍ତି ଓ ଶୀଘ୍ର କୁକର୍ମମାନ କରି ବସନ୍ତି। ତୁମ୍ଭେ ସପରେି ହୁଅ ନାହିଁ।
32. କାହିଁକି ? କାରଣ ସଦାପ୍ରଭୁ ଉତ୍ତମ ସରଳ ଧାର୍ମିକ ଲୋକମାନଙ୍କୁ ପ୍ ରମେ କରନ୍ତି କିନ୍ତୁ କୁକର୍ମ ଲୋକମାନଙ୍କୁ ଘୃଣା କରନ୍ତି।
33. ସଦାପ୍ରଭୁ କୁକର୍ମ ଲୋକମାନଙ୍କ ଗୃହ ବିରୁଦ୍ଧ ରେ ଥାଆନ୍ତି। କିନ୍ତୁ ଧାର୍ମିକ ଲୋକମାନଙ୍କର ଗୃହକୁ ଆଶୀର୍ବାଦ କରନ୍ତି।
34. ସଦାପ୍ରଭୁ ନିନ୍ଦକମାନଙ୍କୁ ନିନ୍ଦା କରନ୍ତି। ଏବଂ ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି।
35. ଜ୍ଞାନବାନ୍ଙ୍କର ଜୀବନ ସମାନଙ୍କେୁ ସମ୍ମାନ ଦିଏ। ମାତ୍ର ଅଜ୍ଞାନମାନଙ୍କର ଜୀବନ ସମାନଙ୍କେୁ ଲଜ୍ଯା ଦିଏ।
About ହିତୋପଦେଶ Chapter 3
Read ହିତୋପଦେଶ Chapter 3 online from the Holy Bible. This chapter is part of the Book of ହିତୋପଦେଶ in the Old Testament. Continue reading with the chapter navigation above or explore the complete book.
Book Information
Book: ହିତୋପଦେଶ
Chapter: 3
Testament: Old Testament
How to Read this Chapter
Use the Previous and Next Chapter buttons to continue reading ହିତୋପଦେଶ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ହିତୋପଦେଶ Chapter 3 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ହିତୋପଦେଶ Chapter 3?
ହିତୋପଦେଶ Chapter 3 is part of the Book of ହିତୋପଦେଶ in the Holy Bible.
Can I read this chapter online?
Yes. You can read the complete ହିତୋପଦେଶ Chapter 3 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 26
- ଆଦି ପୁସ୍ତକ Chapter 38
- ଆଦି ପୁସ୍ତକ Chapter 7
Explore More from ହିତୋପଦେଶ
- ହିତୋପଦେଶ Chapter 18
- ହିତୋପଦେଶ Chapter 25
- ହିତୋପଦେଶ Chapter 12
- ହିତୋପଦେଶ Chapter 10
- ହିତୋପଦେଶ Chapter 14
- ହିତୋପଦେଶ Chapter 27
- ହିତୋପଦେଶ Chapter 31