ହିତୋପଦେଶ Chapter 22

For English

Read ହିତୋପଦେଶ Chapter 22 Online

Read ହିତୋପଦେଶ Chapter 22 online from the Holy Bible. This chapter is part of the Book of ହିତୋପଦେଶ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ହିତୋପଦେଶ and the Holy Bible online.

Choose a Chapter

ହିତୋପଦେଶ 22

ଅଧ୍ୟାୟ 22

1. ବହୁ ଧନ ଅପେକ୍ଷା ସୁନାମ ଅର୍ଜନ କରିବା ଭଲ। ଖ୍ଯାତି ଅର୍ଜନ କରିବା ସୁନା ରୂପା ଅର୍ଜନ କରିବାଠାରୁ ନିଶ୍ଚିତ ଉତ୍ତମ।

2. ଧନୀ ଓ ଗରିବ ସମସ୍ତେ ସମାନ। କାରଣ ସଦାପ୍ରଭୁ ସମସ୍ତଙ୍କର ସୃଷ୍ଟିକର୍ତ୍ତା।

3. ଚତୁର ଲୋକ ବିପଦ ଦେଖେ ଏବଂ ଏହାକୁ ଦୂର କରେ। ମାତ୍ର ଅ ବୋଧ ଲୋକମାନେ ବିପଦକୁ ଆବୋରି ନିଅନ୍ତି ଏବଂ କ୍ଷତିଗ୍ରସ୍ତ ହୁଅନ୍ତି।

4. ନମ୍ରତାର ଓ ସଦାପ୍ରଭୁଙ୍କ ବିଷଯକ ଭୟର ପୁରସ୍କାର ଧନ, ସମ୍ମାନ ଓ ଜୀବନ ଅଟେ।

5. କୁଟିଳ ଲୋକମାନଙ୍କ ପଥ କଣ୍ଟକାକୀର୍ଣ୍ଣ ଓ ଫାନ୍ଦପୂର୍ଣ୍ଣ। ଯେ ଆପଣା ପ୍ରାଣ ରକ୍ଷା କରେ, ସମାନଙ୍କେଠାରୁ ଦୂର ରେ ରହିବ।

6. ନିଜର ୟୁବାବସ୍ଥା ରେ ସଠିକ୍ ଜୀବନ ଧାରଣ କରିବା ପାଇଁ, ବାଳକକୁ ଶିକ୍ଷା ଦିଅ। ତେଣୁ ସେ ବୃଦ୍ଧ ହେଲେ ହେଁ ତହିଁରୁ ବିମୁଖ ହବେ ନାହିଁ।

7. ଧନବାନ ଦରିଦ୍ର ଉପ ରେ କତ୍ତୃର୍ତ୍ବ କରେ, ପୁଣି ଋଣୀ ମହାଜନର ଦାସ ହୁଏ।

8. ଯେ ଅଧର୍ମ ବୀଜ ବୁଣେ, ସେ ବିପଦରୂପ ଶସ୍ଯ କାଟିବ ଏବଂ ତାହାର କୋପରୂପ ଦଣ୍ଡ ଲୁପ୍ତ ହବେ।

9. ଯାହାର ଦୟାଳୁ ଦୃଷ୍ଟି, ସେ ଆଶିଷ ପାଇବ, ଯେ ହତେୁ ସେ ଆପଣା ଆହାରରୁ ଦୀନହୀନକୁ ବିତରଣ କରେ।

10. ନିନ୍ଦକକୁ ବାହାର କରି ଦିଅ, ତହିଁରେ ବିବାଦ ଓ ଅପମାନ ବନ୍ଦ ହବେ।

11. ଯେଉଁଲୋକ ହୃଦଯ ରେ ପବିତ୍ର ତା'ର କଥା ଅନୁଗ୍ରହ ୟୁକ୍ତ, ସେ ରାଜାର ବନ୍ଧୁ ହାଇପୋରିବ।

12. ସଦାପ୍ରଭୁଙ୍କ ଚକ୍ଷୁ ଜ୍ଞାନପ୍ରାପ୍ତ ଲୋକକୁ ନଜର ରେଖ। ମାତ୍ର ବିଶ୍ବାସଘାତକର ସେ ବିନାଶ କରନ୍ତି।

13. ଆଳସ୍ଯ ଲୋକ କ ହେ, "ବାହା ରେ ସିଂହ ଅଛି। ମୁଁ ସଡ଼କରେ ହତ ହବେି।"

14. ପର ସ୍ତ୍ରୀର ମୁଖ ଗଭୀର ଗାତ ଅଟେ, ସଦାପ୍ରଭୁଙ୍କର ଘୃଣିତ ଲୋକ ତହିଁରେ ପଡ଼ିବ।

15. ପିଲାର ମନ ରେ ଅଜ୍ଞାନତା ଥାଏ। ପୁଣି ଶାସନ ବାଡ଼ି ତାହା ବାହାର କରି ତାହାଠାରୁ ଦୂର କରିଦିଏ।

16. ଯେଉଁଲୋକ ଆପଣା ଧନ ବଢ଼ାଇବା ପାଇଁ ଦରିଦ୍ର ପ୍ରତି ଉପଦ୍ରବ କରେ, ପୁଣି ଯେ ଧନିକି ଦାନ କରେ, ତାହାକୁ କବଳେ ଅଭାବ ଘଟିବ।

17. ଆପଣା କର୍ଣ୍ଣ ଡ଼ରେି ଜ୍ଞାନବାନମାନଙ୍କ କଥା ଶୁଣ, ମୁଁ ଯାହା ଶିକ୍ଷା ଦିଏ ଆପଣା ମନ ଲଗାଅ।

18. ତୁମ୍ଭେ ଖୁସି ହବେ, ଯଦି ତୁମ୍ଭେ ସମାନଙ୍କେୁ ମନେ ରଖିବ ଏବଂ ଆବୃତ୍ତି କରିବ।

19. ମୁଁ ତୁମ୍ଭକୁ ବର୍ତ୍ତମାନ ସହେି ଶିକ୍ଷା ଦବେି। ତେଣୁ ସଦାପ୍ରଭୁଙ୍କଠା ରେ ତୁମ୍ଭେ ବିଶ୍ବାସ କରିବ।

20. ମୁଁ ତୁମ୍ଭମାନଙ୍କ ପାଇଁ ତିରିଶଟି ସତ୍ଯତାରୂପ ବାକ୍ଯ ଲେଖିଅଛି। ସଗେୁଡ଼ିକ ଜ୍ଞାନ ଗର୍ଭକପୂର୍ଣ୍ଣ ଉପଦେଶ ଅଟେ।

21. ଏହି ସତ୍ଯତା ରୂପକ ବାକ୍ଯ ତୁମ୍ଭକୁ ସତ୍ଯତା ଗୁରୁତ୍ବପୂର୍ଣ୍ଣ କଥା ଶିକ୍ଷା ଦବେ। ଏହାପ ରେ ତୁମ୍ଭମାନେେ ଉତ୍ତମ ଶିକ୍ଷା ଦଇପୋରିବ।

22. ଦରିଦ୍ର ଲୋକଠାରୁ ଚୋରି କରିବା ଅତି ସହଜ କିନ୍ତୁ ଏପରି କର ନାହିଁ। ଏବଂ ସହେି ଦରିଦ୍ର ଲୋକମାନଙ୍କୁ ନ୍ଯାଯରୁ ବଞ୍ଚିତ କର ନାହିଁ।

23. ସଦାପ୍ରଭୁ ସମାନଙ୍କେ ପକ୍ଷ ରେ ପ୍ରତିବାଦ କରିବେ। ପୁଣି ଯେଉଁମାନେ ସମାନଙ୍କେ ଦ୍ରବ୍ଯ ଅପହରଣ କରିବେ, ସେ ସମାନଙ୍କେର ପ୍ରାଣ ଅପହରଣ କରିବେ।

24. ରାଗୀ ଲୋକ ସଙ୍ଗ ରେ ମିତ୍ରତା କର ନାହିଁ। ପୁଣି କ୍ରୋଧୀ ଲୋକ ସହିତ ଗମନ କର ନାହିଁ।

25. ଏପରି କଲେ ତୁମ୍ଭେ ତାହାର ବାଟ ଶିକ୍ଷାକରି ଆପଣା ପ୍ରାଣ ପାଇଁ ଫାନ୍ଦ ପ୍ରସ୍ତୁତ କରିବ।

26. ଅନ୍ୟମାନଙ୍କର ଋଣ ପାଇଁ ତୁମ୍ଭେ ଲଗା ହୁଅ ନାହିଁ।

27. ଯଦି ତୁମ୍ଭେ ତାହ ଋଣ ନ ଦଇେ ପାରିବ, ତବେେ ତୁମ୍ଭେ ତୁମ୍ଭର ସମସ୍ତ ହରାଇବ। କାହିଁକି ତୁମ୍ଭେ ତୁମ୍ଭର ଶୟ୍ଯା ହରାଇବ ?

28. ତୁମ୍ଭର ପିତୃ ଲୋକମାନେ ଯେଉଁ ପୁସ୍ତକ ପୁରାତନ ସୀମା ନିର୍ଦ୍ଧାରଣ କରିଛନ୍ତି, ତାହା ଘୁଞ୍ଚାଅ ନାହିଁ।

29. ଯଦି ଜଣେ ଲୋକ ତା'ର କାର୍ୟ୍ଯ ରେ ନିପୁଣ ଓ ତତ୍ପର। ତବେେ ସେ ରାଜାଙ୍କର ସବୋ କରିବାକୁ ସକ୍ଷମ, ସେ କୌଣସି ନୀଚ ଲୋକର ସବୋ କରିବ ନାହିଁ।

About ହିତୋପଦେଶ Chapter 22

Read ହିତୋପଦେଶ Chapter 22 online from the Holy Bible. This chapter is part of the Book of ହିତୋପଦେଶ in the Old Testament. Continue reading with the chapter navigation above or explore the complete book.

Book Information

Book: ହିତୋପଦେଶ
Chapter: 22
Testament: Old Testament

How to Read this Chapter

Use the Previous and Next Chapter buttons to continue reading ହିତୋପଦେଶ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ହିତୋପଦେଶ Chapter 22 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ହିତୋପଦେଶ Chapter 22?

ହିତୋପଦେଶ Chapter 22 is part of the Book of ହିତୋପଦେଶ in the Holy Bible.

Can I read this chapter online?

Yes. You can read the complete ହିତୋପଦେଶ Chapter 22 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 1
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 3
  6. ଆଦି ପୁସ୍ତକ Chapter 38
  7. ଆଦି ପୁସ୍ତକ Chapter 30

Explore More from ହିତୋପଦେଶ

  1. ହିତୋପଦେଶ Chapter 3
  2. ହିତୋପଦେଶ Chapter 26
  3. ହିତୋପଦେଶ Chapter 12
  4. ହିତୋପଦେଶ Chapter 13
  5. ହିତୋପଦେଶ Chapter 15
  6. ହିତୋପଦେଶ Chapter 27
  7. ହିତୋପଦେଶ Chapter 6

Related Chapters & Readings

  1. 2 କରିନ୍ଥୀୟ Chapter 1
  2. ହିତୋପଦେଶ Chapter 20
  3. ପ୍ରଥମ ବଂଶାବଳୀ Chapter 11
  4. ଆୟୁବ Chapter 30
  5. ଦ୍ୱିତୀୟ ବିବରଣ Chapter 19
  6. ଯିଶାଇୟ Chapter 7
  7. ଦିତୀୟ ଶାମୁୟେଲ Chapter 24
Share Your Love

Leave a Reply

Your email address will not be published. Required fields are marked *