ଯୋୟେଲ Chapter 1

For English

Read ଯୋୟେଲ Chapter 1 Online

Read ଯୋୟେଲ Chapter 1 online from the Holy Bible. This chapter is part of the Book of ଯୋୟେଲ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯୋୟେଲ and the Holy Bible online.

Choose a Chapter

ଯୋୟେଲ 1

ଅଧ୍ୟାୟ 1

1. ପଥୂଯଲଙ୍କେ ପୁତ୍ର ଯାୟେଲ ସଦାପ୍ରଭୁଙ୍କଠାରୁ ଏହି ବାର୍ତ୍ତା ଲାଭ କଲେ।

2. ହେ ପ୍ରାଚୀନଗଣ, ତୁମ୍ଭମାନେେ ମାରେ ଏହି ବାର୍ତ୍ତା ଶୁଣ। ହେ ସମସ୍ତ ଦେଶବାସୀ, ମାରେ କଥା ପ୍ରତି କର୍ଣ୍ଣପାତ କର। ତୁମ୍ଭ ସମୟରେ କି ତୁମ୍ଭ ପିତୃପୁରୁଷଙ୍କ ସମୟରେ ଏପରି କିଛି ଘଟିଅଛି? ନା, ଏହା ଘଟି ନାହିଁ କି ଘଟି ନଥିଲା।

3. ଏହି ସମ୍ବାଦ ତୁମ୍ଭେ ତୁମ୍ଭ ପିଲାମାନଙ୍କୁ ଜଣାଅ। ତୁମ୍ଭର ପିଲାମାନେ ସମାନଙ୍କେର ସନ୍ତାନମାନଙ୍କୁ ଜଣାନ୍ତୁ ଓ ତୁମ୍ଭର ନାତିମାନେ ସମାନଙ୍କେର ପରବର୍ତ୍ତୀ ବଂଶଧରଙ୍କୁ ଜଣାନ୍ତୁ।

4. ଯାହା ଶୂକ କୀଟ ଛାଡିଛନ୍ତି ତାକୁ ପଙ୍ଗପାଳ ଖାଇଛନ୍ତି। ଯାହା ପଙ୍ଗପାଳ ଛାଡିଛନ୍ତି ତାକୁ ପତଙ୍ଗ ଶଷେ କରିଛନ୍ତି ଏବଂ ଯାହା ପତଙ୍ଗ ଛାଡିଛନ୍ତି ତାକୁ ଘୁଘୁର୍ରିଯା ନଷ୍ଟ କରିଛନ୍ତି।

5. ହେ ମଦ୍ଯପଗଣ, ଉଠ ଓ ରୋଦନ କର। ତୁମ୍ଭେ ସମସ୍ତେ ଯେଉଁମାନେ ମଦ୍ଯପାନ କରିଛ, କ୍ରନ୍ଦନ କର। କାରଣ ତୁମ୍ଭର ସହେି ମଧୁର ଦ୍ରାକ୍ଷାରସ ଶଷେ ହାଇେଛି। ତୁମ୍ଭମାନେେ ଆଉ ତା'ର ସ୍ବାଦ ପାଇବ ନାହିଁ।

6. ଆମ୍ଭ ଦେଶକୁ ଆକ୍ରମଣ କରିବାକୁ, ଏକ ବିରାଟ ଶକ୍ତିଶାଳୀ ଜାତି ଆସିଲା। ସମାନଙ୍କେର ସଂଖ୍ଯା ଅଗଣିତ ଥିଲା। ସମାନଙ୍କେର ଦାନ୍ତଗୁଡିକ ସିଂହର ଦନ୍ତଠାରୁ ତୀକ୍ଷ୍ଣ ଥିଲା ଏବଂ ସମାନଙ୍କେର କଳଦନ୍ତ ଏକ ବୃହତ୍ ସିଂହର କଳଦନ୍ତ ତୁଲ୍ଯ।

7. ସମାନେେ ଆମ୍ଭର ଦ୍ରାକ୍ଷାଲତାକୁ ନଷ୍ଟ କରିଛନ୍ତି, ଏହାର ସୁନ୍ଦର ଦ୍ରାକ୍ଷାଗୁଡିକ ଶୁଖି ନଷ୍ଟ ହାଇୟୋଇଛି। ସମାନେେ ମାରେ ଡିମିରି ବୃକ୍ଷର ବକ୍କଳ ଛଡାଇ ଫିଙ୍ଗି ଦଇେଛନ୍ତି।

8. ଗୋଟିଏ କୁଆଁରୀକନ୍ଯା ପରି କାନ୍ଦ ଏବଂ ଦୁଃଖ କର ଯେପରି ତା'ର ବର ମରିଛି। ସେ ତା'ର ବିବାହ ପୋଷାକ ଖାଲିେ ଦେଉ ଏବଂ ଶୋକରେ ଚଟ ବସ୍ତ୍ର ପରିଧାନ କରୁ।

9. ସଦାପ୍ରଭୁଙ୍କର ଯାଜକ ଓ ପରିଗ୍ଭଳକଗଣ ରୋଦନ କର। କାରଣ ସଦାପ୍ରଭୁଙ୍କ ମନ୍ଦିରର ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ଆଉ ରହିବ ନାହିଁ।

10. ଶସ୍ଯ କ୍ଷେତ୍ର ଧ୍ବଂସ ହାଇେଛି, ଏପରିକି ଭୂମି ମଧ୍ଯ କାନ୍ଦୁଛି। କାରଣ ଶସ୍ଯସବୁ ନଷ୍ଟ ହାଇେଛି ଏବଂ ନୂତନ ଦ୍ରାକ୍ଷାଲତା ଶୁଖି ୟାଇଛି। ଅଲିଭ ତଲେ ଶଷେ ହାଇୟୋଇଛି।

11. ହେ କୃଷକଗଣ, ଦୁଃଖ କର। ଉଚ୍ଚ ସ୍ବର ରେ କ୍ରନ୍ଦନ କର। ଦ୍ରାକ୍ଷା କୃଷିକାରୀଗଣ, ତୁମ୍ଭମାନେେ ମଧ୍ଯ ରୋଦନ କର। କାରଣ ତୁମ୍ଭର କ୍ଷତେ ରେ ଗହମ ଓ ବାର୍ଲି ଅମଳ ସମ୍ପୂର୍ଣ୍ଣ ଧ୍ବଂସ ହାଇେଛି।

12. ଦ୍ରାକ୍ଷାଲତାଗୁଡିକ ଶୁଷ୍କ ହାଇେଛନ୍ତି ଓ ଡିମିରି ବୃକ୍ଷ ମରି ୟାଇଛି। ସମସ୍ତ ଡାଳିମ୍ବ, ତାଳ ଓ ସେଓ ବୃକ୍ଷଗୁଡିକ ଶୁଖି ୟାଇଛି। ଲୋକମାନଙ୍କର ସମସ୍ତ ସୁଖ ମରିୟାଇଛି।

13. ହେ ଯାଜକଗଣ, ଚଟ ବସ୍ତ୍ର ପରିଧାନ କରି ଉଚ୍ଚ ସ୍ବର ରେ ବିଳାପ କର। ହେ ୟଜ୍ଞବଦେୀର ପରିଗ୍ଭଳକ ଗଣ, ତୁମ୍ଭମାନେେ ଚଟ ବସ୍ତ୍ର ପରିଧାନ କରି ରାତ୍ରିୟାପନ କର। କାରଣ ପରମେଶ୍ବରଙ୍କ ମନ୍ଦିର ରେ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ମିଳିବ ନାହିଁ।

14. ଲୋକମାନଙ୍କୁ କୁହ ଯେ ଉପବାସ ପାଇଁ ଗୋଟିଏ ସ୍ବତନ୍ତ୍ର ସମୟ ହବେ। ସମସ୍ତ ଲୋକଙ୍କୁ ଏକ ସ୍ବତନ୍ତ୍ର ସଭାକୁ ଆହ୍ବାନ କର। ପ୍ରାଚୀନ ଲୋକମାନଙ୍କୁ ଓ ନାଗରିକମାନଙ୍କୁ ଏକତ୍ରୀତ କର। ସମାନଙ୍କେୁ ସଦାପ୍ରଭୁଙ୍କ ମନ୍ଦିରକୁ ଆଣି ସାରିଲା ପ ରେ ପରମେଶ୍ବରଙ୍କୁ ପ୍ରାର୍ଥନା କରିବାକୁ ସମାନଙ୍କେୁ କୁହ।

15. ଦୁଃଖ କର, କାରଣ ସଦାପ୍ରଭୁଙ୍କ ସମୟ ଅତି ନିକଟ। ସହେି ସମୟରେ ସର୍ବଶକ୍ତିମାନ ପରମେଶ୍ବରଙ୍କ ନିକଟରୁ ଦଣ୍ତ ପ୍ରଳଯ ତୁଲ୍ଯ ଆସିବ।

16. ଆମ୍ଭମାନଙ୍କର ଖାଦ୍ୟ ଓ ଆନନ୍ଦ ଉଲ୍ଲାସ ପରମେଶ୍ବରଙ୍କ ମନ୍ଦିରରୁ ଗ୍ଭଲି ୟାଇଛି।

17. ଆମ୍ଭମାନେେ ଯେଉଁ ମଞ୍ଜି ଭୁମି ରେ ରୋପଣ କରିଥିଲୁ ସଗେୁଡିକ ମାଟି ରେ ଶୁଖି ମରିୟାଇଛି। ଆମ୍ଭମାନଙ୍କର ରୋପିତ ବୃକ୍ଷ ଶୁଷ୍କ ଓ ମୃତ। ଆମ୍ଭର ଶସ୍ଯ ଅମାର ଶୂନ୍ଯ ଓ ଭଗ୍ନ ପ୍ରାଯ।

18. ପଶୁଗଣ କ୍ଷୁଧା ରେ ବିଳାପ କରୁଛନ୍ତି। ଗୋରୁପଲ ଏଣତେଣେେ ବିଚରଣ କରୁଛନ୍ତି, ଘାସ ନପାଇ ବ୍ଯାକୁଳ ହେଉଛନ୍ତି। ମଷେପଲ ମଧ୍ଯ ୟନ୍ତ୍ରଣା ଭୋଗ କରୁଛନ୍ତି।

19. ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ସାହାୟ୍ଯ ପାଇଁ ପ୍ରାର୍ଥନା କରୁଛି। ଅଗ୍ନି ସବୁଜ ପ୍ରାନ୍ତରକୁ ମରୁଭୂମିରେ ପରିଗତ କରି ଦଇେଛି। ସହେି ଅଗ୍ନି ଶିଖା ପ୍ରାନ୍ତରର ସମସ୍ତ ବୃକ୍ଷକୁ ପୋଡି଼ ଜାଳି ଦଇେଛି।

20. ବନ୍ଯ ପ୍ରାଣୀମାନେ ମଧ୍ଯ ତୁମ୍ଭର ସାହାୟ୍ଯ ଭିକ୍ଷା କରୁଛନ୍ତି। ଝରଣାଗୁଡିକ ଜଳଶୂନ୍ଯ ଓ ଶୁଷ୍କ। ଅଗ୍ନି ଆମ୍ଭର ସବୁଜ ପ୍ରାନ୍ତରକୁ ମରୁଭୂମିରେ ପରିଣତ କରିଛି।

About ଯୋୟେଲ Chapter 1

Read ଯୋୟେଲ Chapter 1 online from the Holy Bible. This chapter is part of the Book of ଯୋୟେଲ in the Old Testament. Continue reading with the chapter navigation above or explore the complete book.

Book Information

Book: ଯୋୟେଲ
Chapter: 1
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଯୋୟେଲ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଯୋୟେଲ Chapter 1 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଯୋୟେଲ Chapter 1?

ଯୋୟେଲ Chapter 1 is part of the Book of ଯୋୟେଲ in the Holy Bible.

Can I read this chapter online?

Yes. You can read the complete ଯୋୟେଲ Chapter 1 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 14
  3. ଆଦି ପୁସ୍ତକ Chapter 1
  4. ଆଦି ପୁସ୍ତକ Chapter 26
  5. ଆଦି ପୁସ୍ତକ Chapter 10
  6. ଆଦି ପୁସ୍ତକ Chapter 3
  7. ଆଦି ପୁସ୍ତକ Chapter 38

Explore More from ଯୋୟେଲ

  1. ଯୋୟେଲ Chapter 2
  2. ଯୋୟେଲ Chapter 3

Related Chapters & Readings

  1. ଗୀତସଂହିତା Chapter 134
  2. 2 କରିନ୍ଥୀୟ Chapter 7
  3. ବିଚାରକର୍ତ୍ତା Chapter 17
  4. ଫିଲିପୀୟ Chapter 1
  5. ଯୋହନ Chapter 17
  6. ଲେବୀୟ ପୁସ୍ତକ Chapter 25
  7. ପ୍ରକାଶିତ ବାକ୍ୟ Chapter 13
Share Your Love

Leave a Reply

Your email address will not be published. Required fields are marked *