Read ପ୍ରେରିତ Chapter 15 Online
Read ପ୍ରେରିତ Chapter 15 online from the Holy Bible. This chapter is part of the Book of ପ୍ରେରିତ in the New Testament. Browse every verse with easy chapter navigation, continue to the next chapter, or explore the complete Book of ପ୍ରେରିତ and the Holy Bible online.
Choose a Chapter
ପ୍ରେରିତ 15
ଅଧ୍ୟାୟ 15
1. କେତକେ ଲୋକ ୟିହୂଦାରୁ ଆନ୍ତିୟଖିଆକୁ ଆସିଲେ। ସମାନେେ ଭାଇମାନଙ୍କୁ ଏହି ଶିକ୍ଷା ଦେଲେ, "ତୁମ୍ଭମାନେେ ଯଦି ମାଶାଙ୍କେର ବ୍ଯବସ୍ଥା ଅନୁସାରେ ସୁନ୍ନତ ନହୁଅ, ତବେେ ତୁମ୍ଭମାନେେ ପରିତ୍ରାଣ ପାଇପାରିବ ନାହିଁ।"
2. ପାଉଲ ଓ ବର୍ଣ୍ଣବ୍ବା ସମାନଙ୍କେ ସହିତ ରାଜି ନହାଇେ ବହୁତ ୟୁକ୍ତି କଲେ। ଏହି ପ୍ରଶ୍ନ ଉପରେ ବିଚ଼ାର ଆଲୋଚ଼ନା ଲାଗି ପାଉଲ, ବର୍ଣ୍ଣବ୍ବା ଓ ଅନ୍ୟ କେତକଙ୍କେୁ ୟିରୂଶାଲମ ରେ ପ୍ ରରେିତ ଓ ପ୍ରାଚ଼ୀନମାନଙ୍କ ପାଖକୁ ୟିବାପାଇଁ ନିୟୁକ୍ତି ଦିଆଗଲା।
3. ଖ୍ରୀଷ୍ଟୀୟ ମଣ୍ଡଳୀ ଦ୍ବାରା ସମାନଙ୍କେୁ ପଠାଗଲା। ସମାନେେ ଫୈନୀକିଆ ଓ ଶମିରୋଣ ଦଇଗେଲେ। ଅନ୍ୟ ଜାତୀୟ ଲୋକମାନେ କିପରି ପରମେଶ୍ବରଙ୍କ ପ୍ରତି ମନ ଫରୋଇଛନ୍ତି, ଏହା ସମାନେେ ସଠାେରେ କହିଲେ। ଏହା ଶୁଣି ଭାଇମାନେ ବହୁତ ଖୁସି ହେଲେ।
4. ପାଉଲ, ବର୍ଣ୍ଣବ୍ବା ଓ ଅନ୍ୟମାନେ ୟିରୂଶାଲମ ରେ ପହନ୍ଚିଲେ। ପ୍ ରରେିତ, ପ୍ରାଚ଼ୀନ ଓ ଅନ୍ୟ ବିଶ୍ବାସୀମାନେ ସଠାେରେ ସମାନଙ୍କେୁ ସ୍ବାଗତ କଲେ। ପରମେଶ୍ବର ସମାନଙ୍କେ ସହିତ ଯାହା ସବୁ କରିଥିଲେ, ସେ ସବୁକଥା ସମାନେେ କହିଲେ।
5. କିନ୍ତୁ ଫାରୂଶୀମାନଙ୍କ ଦଳର କେତକେ ବିଶ୍ବାସୀ ଲୋକ ଠିଆ ହାଇେ କହିଲେ, "ଅନ୍ୟ ଜାତୀୟମାନଙ୍କୁ ନିଶ୍ଚିତରୂପେ ସୁନ୍ନତ ହବୋକୁ ପଡ଼ିବ ଓ ମାଶାଙ୍କେ ବ୍ଯବସ୍ଥା ମାନିବାକୁ ପଡ଼ିବ।"
6. ପ୍ ରରେିତ ଓ ପ୍ରାଚ଼ୀନମାନେ ଏ ସମସ୍ଯା ଉପରେ ବିଚ଼ାର କରିବା ପାଇଁ ଏକତ୍ରୀତ ହେଲେ।
7. ବହୁତ ବାଦବିବାଦ ପରେ ପିତର ଠିଆ ହେଲେ ଓ ସମାନଙ୍କେୁ କହିଲେ, "ଭାଇମାନେ, ତୁମ୍ଭମାନେେ ଜାଣ ଯେ, ଅନ୍ୟଜାତୀୟମାନେ ଯେପରି ସୁସମାଚ଼ାର ବାର୍ତ୍ତା ଶୁଣିପାରନ୍ତି ଓ ତାହା ଶୁଣି ବିଶ୍ବାସ କରିପାରନ୍ତି, ଏଥିନିମନ୍ତେ ପରମେଶ୍ବର ବହୁତପୂର୍ବରୁ ତୁମ୍ଭମାନଙ୍କ ମଧ୍ଯରୁ ମାେତେ ବାଛିଥିଲେ।
8. ପରମେଶ୍ବର ସମସ୍ତଙ୍କ ଅନ୍ତରର ଭାବନା ଜାଣନ୍ତି। ସେ ସହେି ଅନ୍ୟ ଜାତୀୟମାନଙ୍କୁ ଗ୍ରହଣ କଲେ। ପରମେଶ୍ବର ଆମ୍ଭକୁ ଯେପରି ପବିତ୍ର ଆତା୍ମଙ୍କୁ ଦାନ କରିଥିଲେ, ସହେିପରି ସମାନଙ୍କେୁ ମଧ୍ଯ ପବିତ୍ର ଆତ୍ମା ଦାନ କରିଅଛନ୍ତି।
9. ଏହାଦ୍ବାରା ପରମେଶ୍ବର ଆମ୍ଭମାନଙ୍କର ଓ ସମାନଙ୍କେ ମଧିଅରେ କୌଣସି ତଫାତ ରଖିଲେ ନାହିଁ। ସେ ସମାନଙ୍କେର ବିଶ୍ବାସ ଦ୍ବାରା ସମାନଙ୍କେର ହୃଦୟକୁ ପବିତ୍ର କରିଲେ।
10. ତେଣୁ, ତୁମ୍ଭମାନେେ କାହିଁକି ଶିଷ୍ଯମାନଙ୍କ କାନ୍ଧ ରେ ୟୁଆଳି ରଖି ପରମେଶ୍ବରଙ୍କୁ ପରୀକ୍ଷା କରୁଛ? ଆମ୍ଭମାନେେ କିମ୍ବା ଆମ୍ଭର ପୂର୍ବପୁରୁଷମାନେ ତ ଏହି ୟୁଆଳି ଭାର ସହି ପାରିଲେ ନାହିଁ।
11. ଆମ୍ଭର ବିଶ୍ବାସ ଯେ ଆମ୍ଭେ ଓ ଏ ଲୋକମାନେ ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ଦ୍ବାରା ରକ୍ଷା ପାଇଛୁ।"
12. ତା'ପରେ ସମସ୍ତେ ନୀରବ ହାଇଗେଲେ। ସମାନେେ ବର୍ଣ୍ଣବ୍ବା ଓ ପାଉଲଙ୍କ କଥା ଶୁଣିଲେ। ପରମେଶ୍ବର ଅନ୍ୟ ଜାତୀୟମାନଙ୍କ ମଧିଅରେ ସମାନଙ୍କେ ଜରିଆ ରେ, ଯେଉଁସବୁ ଆଶ୍ଚର୍ୟ୍ଯକର୍ମ ଓ ଚ଼ିହ୍ନମାନ କହିଥିଲେ, ସେ ସବୁ ପାଉଲ ଓ ବର୍ଣ୍ଣବ୍ବା ବର୍ଣ୍ଣନା କଲେ।
13. ସମାନେେ କହିବାପରେ ଯାକୁବ ଉତ୍ତର ଦେଲେ, "ଭାଇମାନେ, ମାେ କଥା ଶୁଣ।
14. ପରମେଶ୍ବର କିପରି ପ୍ରଥମ ଥର ଅନ୍ୟ ଜାତୀୟ ଲୋକମାନଙ୍କ ପାଇଁ ନିଜର ପ୍ ରମେ ଦଖାଇେଲେ ଓ ସମାନଙ୍କେୁ ଗ୍ରହଣ କରି ତାହାଙ୍କର ଲୋକରେ ପରିଣତ କଲେ, ତାହା ଶିମାନେ ବର୍ଣ୍ଣନା କରିଅଛନ୍ତି।
15. ଏହା ଭାବବାଦୀମାନେ ମଧ୍ଯ ଏହିକଥା କହିଅଛନ୍ତି। ଏହା ଏହିପରି ଲୋଖାଯାଇଛି:
16. "ଏହା ପରେ ମୁଁ ପୁନର୍ବାର ଫରେି ଆସିବି ଏବଂ ଦାଉଦର ଭଗ୍ନଗୃହ ପୁଣି ନିର୍ମାଣ କରିବି। ମୁଁ ଏହାର ନଷ୍ଟ ହାଇଯୋଇଥିବା ଅଂଶ ପୁଣି ଥରେ ନିର୍ମାଣ କରି ଠିକ୍ କରି ଦବେି।
17. ପ୍ରଭୁ ଏହି କଥା କହନ୍ତି, ଅବଶିଷ୍ଟ ମାନବଜାତି ଓ ଅନ୍ୟ ଜାତୀୟ ଲୋକମାନେ, ଯେଉଁମାନେ ମାେ ନାମ ରେ ପରିଚ଼ିତ ହୁଅନ୍ତି, ସମାନେେ ମାେତେ ଖାଜେିବେ। ଯେଉଁ ପ୍ରଭୁ ଏହି ସମସ୍ତ ଘଟଣା ଘଟାନ୍ତି, ସେ ସ୍ବଯଂ ଏହା କହିଅଛନ୍ତି।
18. ଏହା ୟୁଗ ଆରମ୍ଭରୁ ଜଣାଅଛି।'
19. " ସେଥିପାଇଁ ମୁଁ ଭାବୁଛି, ପରମେଶ୍ବରଙ୍କ ପ୍ରତି ଫରେୁଥିବା ଅନ୍ୟ ଜାତୀୟ ଲୋକମାନଙ୍କୁ କଷ୍ଟ ଦବୋ ଆମ୍ଭମାନଙ୍କ ପକ୍ଷ ରେ ଉଚିତ ନୁହେଁ।
20. ଏହା ବଦଳ ରେ ଆମ୍ଭେ ସମାନଙ୍କେୁ ଲେଖିବା ଉଚ଼ିତ ଯେ:
21. ସମାନେେ ଏସବୁ କରିବା ଉଚ଼ିତ ନୁହେଁ, କାରଣ ଆରମ୍ଭରୁ ମାଶାଙ୍କେ ବ୍ଯବସ୍ଥା ପାଠ କରୁଥିବା ଲୋକେ ପ୍ରତି ନଗର ରେ ଏବେ ମଧ୍ଯ ଅଛନ୍ତି ଏବଂ ତାହାଙ୍କର ବ୍ଯବସ୍ଥା ସମାଜଗୃହମାନଙ୍କ ରେ ପ୍ରତି ବିଶ୍ରାମବାର ରେ ପାଠ କରାଯାଏ।"
22. ଏହାପରେ ପ୍ ରରେିତ, ପ୍ରାଚ଼ୀନ ଓ ସମଗ୍ର ମଣ୍ଡଳୀ ସମାନଙ୍କେ ମଧ୍ଯରୁ କେତକେ ଲୋକଙ୍କୁ ବାଛିଲେ। ସମାନେ ପାଉଲ ଓ ବର୍ଣ୍ଣବ୍ବାଙ୍କ ସହିତ ସମାନଙ୍କେୁ ଆନ୍ତିୟଖିଆକୁ ପଠାଇବା ପାଇଁ ସ୍ଥିର କଲେ। ସମାନେେ ଯିହୁଦା ଯାହାଙ୍କର ଅନ୍ୟ ନାମ ଥିଲା, ବର୍ଣ୍ଣବ୍ବା ଓ ଶୀଲାଙ୍କୁ ବାଛିଲେ। ଏହିମାନେ ଭାଇମାନଙ୍କ ମଧିଅରେ ନେତା ଥିଲେ।
23. ସମାନେେ ତାହାଙ୍କ ହାତ ରେ ଏହି ଚ଼ିଠିଟି ଦେଲେ:
24. ଆମ୍ଭେ ଶୁଣିଲୁ ଯେ ଆମ୍ଭ ଭିତରୁ କେତକେ ଲୋକ ଆମ୍ଭଠାରୁ ଆଦେଶ ନପାଇ ତୁମ୍ଭମାନଙ୍କୁ ସମାନଙ୍କେ କଥା ଦ୍ବାରା ଅସୁବିଧା ରେ ପକାଇଛନ୍ତି ଓ ତୁମ୍ଭମାନଙ୍କୁ ବ୍ଯତିବ୍ଯସ୍ତ କରୁଛନ୍ତି।
25. ସେଥିପାଇଁ ଆମ୍ଭେ ଏକମତ ଓ ସ୍ଥିର ହାଇେ କେତକେ ଲୋକଙ୍କୁ ବାଛିଛୁ। ଆମ୍ଭେ ସମାନଙ୍କେୁ ଆମ୍ଭର ପ୍ରିୟ ବର୍ଣ୍ଣବ୍ବା ଓ ପାଉଲଙ୍କ ସହିତ ପଠାଇବୁ।
26. ବର୍ଣ୍ଣବ୍ବା ଓ ପାଉଲ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମ ପାଇଁ ସମାନଙ୍କେର ଜୀବନକୁ ଉତ୍ସର୍ଗ କରିଛନ୍ତି।
27. ସମାନଙ୍କେ ଆମ୍ଭେ ଯିହୁଦା ଓ ଶୀଲାଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଲୁ। ସମାନେେ ତୁମ୍ଭମାନଙ୍କୁ ମୌଖିକ ଭାବେ ମଧ୍ଯ ଏହି ସବୁ କଥା କହିବେ।
28. ପବିତ୍ର ଆତ୍ମା ଓ ଆମ୍ଭମାନଙ୍କୁ ଏହା ଉଚ଼ିତ ମନେ ହେଲା ଯେ, ତୁମ୍ଭମାନେେ ଏହି କତେୋଟି ବିଷୟ ଛଡ଼ା ଆଉ ଅଧିକ ବୋଝ ରେ ଭାରାକ୍ରାନ୍ତ ହବୋ ଠିକ୍ ନୁହେଁ। ତେଣୁ ଏହି କତେୋଟି ଆବଶ୍ଯକୀୟ ବିଷୟଗୁଡ଼ିକ ତୁମ୍ଭମାନେ କରିବ:
29. ତୁମ୍ଭମାନେେ ମୂର୍ତ୍ତିଗୁଡ଼ିକ ନିକଟରେ ସମର୍ପିତ ଖାଦ୍ୟ ଖାଇବ ନାହିଁ। ତୁମ୍ଭମାନେେ ରକ୍ତ ଖାଇବ ନାହିଁ। ତଣ୍ଟି ଚ଼ିପି ମରାଯାଇଥିବା ପଶୁମାନଙ୍କୁ ତୁମ୍ଭମାନେେ ଖାଇବ ନାହିଁ। ତୁମ୍ଭମାନେେ ୟୌନ ପାପସବୁ କରିବନାହିଁ।
30. ତା'ପରେ ବର୍ଣ୍ଣବ୍ବା, ପାଉଲ, ଯିହୁଦା ଓ ଶୀଲା ୟିରୂଶାଲମରୁ ଆନ୍ତିୟଖିଆକୁ ଯାତ୍ରା କଲେ। ସଠାେରେ ସମାନେେ ଏକାଠି ହାଇେଥିବା ବିଶ୍ବାସୀମାନଙ୍କୁ ପତ୍ର ଦେଲେ। ସଠାେରେ ସମାନେେ ଏକାଠି ହାଇେଥିବା ବିଶ୍ବାସୀମାନଙ୍କୁ ପତ୍ର ଦେଲେ।
31. ଆନ୍ତିୟଖିଆର ବିଶ୍ବାସୀମାନେ ଏ ପତ୍ର ପଢ଼ି ଆନନ୍ଦିତ ହେଲେ। କାରଣ ଏହା ସମାନଙ୍କେୁ ଅନ୍ୟନ୍ତ ଉତ୍ସାହିତ କରିଥିଲା।
32. ୟିହୂଦା ଓ ଶୀଲା ଦୁ ହେଁ ମଧ୍ଯ ଭାବବାଦୀ ଥିଲେ। ସମାନେେ ଭାଇମାନଙ୍କୁ ଉତ୍ସାହ ଦଇେ ଅନକେ କଥା କହିଲେ ଓ ସମାନଙ୍କେୁ ଶକ୍ତିୟୁକ୍ତ କଲେ।
33. ସଠାେରେ କିଛି ଦିନ ରହିବାପରେ ଯେଉଁମାନେ ସମାନଙ୍କେୁ ପଠାଇଥିଲେ, ୟିରୂଶାଲମର ସହେି ଭାଇମାନଙ୍କ ପାଖକୁ ଫରେି ୟିବା ପାଇଁ ଶାନ୍ତି ରେ ବିଦାୟ ଦେଲେ।
35. କିନ୍ତୁ ପାଉଲ ଓ ବର୍ଣ୍ଣବ୍ବା ଆନ୍ତିୟଖିଆ ରେ ରହିଲେ ଏବଂ ଅନ୍ୟମାନଙ୍କ ସହିତ ସମାନେେ ଲୋକମାନଙ୍କୁ ପ୍ରଭୁଙ୍କର ବାକ୍ଯ ଶିକ୍ଷା ଦେଲେ ଏବଂ ସୁସମାଚ଼ାର ପ୍ରଚ଼ାର କଲେ।
36. ପାଉଲ କିଛି ଦିନ ପରେ ବର୍ଣ୍ଣବ୍ବାଙ୍କୁ କହିଲେ, "ଚ଼ାଲ, ଆମ୍ଭମାନେେ ଫରେିବା ଆଉ ଆମ୍ଭମାନେେ ପ୍ରଭୁଙ୍କର ବାକ୍ଯ ଯେଉଁ ପ୍ରେତ୍ୟକକ ସହର ରେ ପ୍ରଚ଼ାର କରିଛୁ, ସହେି ସବୁ ସହରକୁ ଯାଇ ଅମ୍ଭ ଭାଇମାନଙ୍କୁ ଦେଖିବା, ଆଉ ସମାନଙ୍କେ ଭଲମନ୍ଦ ବୁଝିବା।"
37. ବର୍ଣ୍ଣବ୍ବା ସମାନଙ୍କେ ସହିତ ମାର୍କ ନାମ ରେ ପରିଚ଼ିତ ଯୋହନଙ୍କୁ ନବୋପାଇଁ ଚାହିଁଲେ।
38. କିନ୍ତୁ ପାଉଲ ତାହାଙ୍କୁ ସାଙ୍ଗ ରେ ନ ନବୋପାଇଁ ଜାରେ ଦେଲେ, କାରଣ ସେ ପୂର୍ବରୁ ପଫୂଲିଆ ରେ ସମାନଙ୍କେ ସହିତ ଏହି କାର୍ୟ୍ଯ ରେ ସାଙ୍ଗ ରେ ନରହି ସମାନଙ୍କେୁ ତ୍ଯାଗ କରି ଚ଼ାଲି ଆସିଥିଲେ।
39. ଏଥିପାଇଁ ସମାନଙ୍କେ ମଧିଅରେ ଘାରେ ମତଭଦେ ହେଲା। ଏହା ଫଳ ରେ, ପାଉଲ ଓ ବର୍ଣ୍ଣବ୍ବା ପରସ୍ପରଠାରୁ ଅଲଗା ହାଇଗେଲେ। ବର୍ଣ୍ଣବ୍ବା ମାର୍କଙ୍କୁ ନଇେ ଜଳ ପଥରେ କୂପ୍ର ଉପଦ୍ବୀପକୁ ଚ଼ାଲିଗଲେ।
40. ପାଉଲ ଶୀଲାଙ୍କୁ ତାହାଙ୍କ ସହିତ ନବୋପାଇଁ ବାଛିଲେ। ଆନ୍ତିୟଖିଆ ରେ ଭାଇମାନେ ପାଉଲଙ୍କୁ ପ୍ରଭୁଙ୍କ ଅନୁଗ୍ରହ ଓ ତତ୍ତ୍ବାବଧାନ ରେ ସମର୍ପଣ କରି ବିଦାୟ ଦେଲେ।
41. ପାଉଲ ଓ ଶୀଲା ସିରିଆ ଓ କିଲିକିଯା ଦେଶ ଦଇେ ଗଲେ ଓ ମଣ୍ଡଳୀଗୁଡ଼ିକୁ ଶକ୍ତିଶାଳୀ ହବୋପାଇଁ ସାହାୟ୍ଯ କଲେ।
About ପ୍ରେରିତ Chapter 15
Read ପ୍ରେରିତ Chapter 15 online from the Holy Bible. This chapter is part of the Book of ପ୍ରେରିତ in the New Testament. Continue reading with the chapter navigation above or explore the complete book.
Book Information
Book: ପ୍ରେରିତ
Chapter: 15
Testament: New Testament
How to Read this Chapter
Use the Previous and Next Chapter buttons to continue reading ପ୍ରେରିତ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ପ୍ରେରିତ Chapter 15 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ପ୍ରେରିତ Chapter 15?
ପ୍ରେରିତ Chapter 15 is part of the Book of ପ୍ରେରିତ in the Holy Bible.
Can I read this chapter online?
Yes. You can read the complete ପ୍ରେରିତ Chapter 15 online for free with easy chapter navigation.
More Chapters from ନୂତନ ନିୟମ
- ମାର୍କ Chapter 13
- ମାର୍କ Chapter 12
- ମାର୍କ Chapter 4
- 1 ତୀମଥି Chapter 3
- 2 କରିନ୍ଥୀୟ Chapter 2
- ମାର୍କ Chapter 7
- ପ୍ରେରିତ Chapter 16
Explore More from ପ୍ରେରିତ
- ପ୍ରେରିତ Chapter 5
- ପ୍ରେରିତ Chapter 8
- ପ୍ରେରିତ Chapter 18
- ପ୍ରେରିତ Chapter 14
- ପ୍ରେରିତ Chapter 7
- ପ୍ରେରିତ Chapter 17
- ପ୍ରେରିତ Chapter 13